କାହା ଭୟରେ ପୋଲିସ ଚୁପ ? ଗିରଫ ହେବେ ରାଜ୍ୟପାଳଙ୍କ ପୁଅ ! Dinanka TV | Raghubar Das | Alligation |

แชร์
ฝัง
  • เผยแพร่เมื่อ 21 ส.ค. 2024
  • ଜୋରଧରିଛି ରାଜ୍ୟପାଳ ପୁଅଙ୍କ ଗରିଫ ଦାବି | ହେଲେ ଚୁପ ବସିଛନ୍ତି ରାଜ୍ୟ ସରକାର |ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାର |ରାଜଭବନ କର୍ମଚାରୀ ଡ୍ୟୁଟିରେ ଥିବା ASOଙ୍କୁ ମାଡ଼ ମାରିବା ସହ ଗାଳି ଗୁଳଜ କରିଥିଲେ | ଏ ନେଇ ପୁରୀ ସମୂଦ୍ରକୂଳ ଥାନାରେ ଏତଲା ଦେଇଥିଲେ ବୈକୁଣ୍ଠ | କିନ୍ତୁ ଅଭିଯୋଗ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନେଉନି ପୋଲିସ ପ୍ରଶାସନ | ଏ ନେଇ ତେଜିବାରେ ଲାଗିଛି ରାଜନୀତି | #kedarmishra #seniorjournalist #raghubardas #lalitdas #alligation #aso #assuaulting #governmentstaff #baikunthpradhan #droupadimurmu #attack #puripolicestation #arrest #bjdodisha #congress #bjpgovt #bjpcm #mohanmajhi #odishapolitics #odishapoliticalupdate #elctionnews #2024election #odianews #breakingnews #latestnews #topnews #DinankaTV #DinankaNews #OdishaNews #News #SpecialStory #Poltical #Poltics #OdiaNews #Live #Odisha
    Our range of services offered span a wide range of editorial coverage that includes the latest news, interviews and opinion articles . In this day of information and rapid developments, it’s not easy for those leading their lives on the fast lane to keep track of all relevant happenings across sector. aims to provide the latest news , climate change information, agriculture based news, current political economic situation india and odisha and all over the world, with special focus on state of Odisha, to help you get the News You Need.

ความคิดเห็น • 92

  • @sarat4102
    @sarat4102 หลายเดือนก่อน +5

    ସେ ବାଳ ରାଜ୍ୟପାଳ , ଓଡ଼ିଶା ଗମେଣ୍ଟ ରୁ ଓହରି ଯିବା ଦରକାର ।।। ବିଜେପି ଫେଲ ଓଡ଼ିଶା କୁ ଚଲେଇ ପାରିବନି ।।

  • @user-wu8nm7zd3b
    @user-wu8nm7zd3b หลายเดือนก่อน +10

    ପୋଲିସ ରା ପାୱେର ପୋଲିଟିକକ୍ସ ହାତରେ

  • @prabodhapanda5184
    @prabodhapanda5184 หลายเดือนก่อน +4

    ତୁରନ୍ତ ଗିରଫ ହେବା ଦରକାର, କିନ୍ତୁ ଏହି ସରକାର ରେ ଏହା ଏକ ବ୍ୟତିକ୍ରମ.

  • @mohanhembram427
    @mohanhembram427 หลายเดือนก่อน +7

    ମୋହନ ସରକାର ଦାୟୀ ରାଜ୍ୟପାଳ କୁ ବିଦାୟ ଦେବା ଦରକାର

  • @bulletbabu4236
    @bulletbabu4236 หลายเดือนก่อน +28

    ଦୋଷୀ କୁ ଦଣ୍ଡ ଦିଆ ଯାଉ ସିଏ ରାଜ୍ୟ ପାଳ ହୁଅନ୍ତୁ କୁ ମୁଖ୍ୟ ମନ୍ତ୍ରୀ ଙ୍କ ପୁଅ ହଉ ନ୍ୟାୟ ସମସ୍ତଙ୍କ ପାଇଁ ସମାନ ହେବା ଦରକାର

  • @DeepkamalSwain
    @DeepkamalSwain หลายเดือนก่อน +2

    ଅକର୍ମଣ୍ୟ ରାଜ୍ୟ ସରକାର, ଯଦି ରାଜ୍ୟ ବାସୀଙ୍କୁ ଶାସନ ଦେଇପରୁନି ତେବେ ମୁଖ୍ୟମନ୍ତ୍ରୀ ଶୀଘ୍ର ଇସ୍ତଫା ଦିଅନ୍ତୁ

  • @akshyakumarmishra8038
    @akshyakumarmishra8038 หลายเดือนก่อน +3

    ରାଜ୍ୟ ପାଳ କୁ ହଟାଓ ରାଜ୍ୟ ରଖକ ସାଜିଲେ ଭକ୍ଷକ ହଟାଓ 👍

  • @ranajitjena4668
    @ranajitjena4668 หลายเดือนก่อน +19

    ଓଡିଶାର ଅକର୍ମା ବିଜେପି ସରକାର ପାଇଁ ଆଜିପର୍ଯ୍ୟନ୍ତ ପୋଲିସ କିଛି କାର୍ଯ୍ୟକ୍ରମ କରୁନାହିଁ

    • @alokpatel3131
      @alokpatel3131 หลายเดือนก่อน

      @@ranajitjena4668 thik kahu6a bhai bjd sarkar samayare police babu mane bahut bhala kama kari6anti. Ratna bhandar chabi hajila police Kahaku dhari6i bjp sarkar thila na bjd sarkar thila .🙏🙏🙏

  • @subhasispattnaik5405
    @subhasispattnaik5405 หลายเดือนก่อน +2

    ଆମକୁ ଦୁଃଖ ଲାଗୁଛି ଆମ ରାଜ୍ୟ ପାଳ ଭିକାରି ଭଳି ଦେଖାଯାଉଛି

  • @prabhatakumarnayak7713
    @prabhatakumarnayak7713 หลายเดือนก่อน +9

    Tanka pain nua Niyam

  • @dineshrath2500
    @dineshrath2500 หลายเดือนก่อน +9

    Odisha basi jagi utha

  • @prasantamaharana6593
    @prasantamaharana6593 หลายเดือนก่อน +2

    ରାଜ୍ୟପାଳ ପୁଅ କଣ - ମୁଣ୍ଡି.. ସେ ମାଘିଆ କୁ arrest କର.. ନ ହେଲେ ରାଜ୍ୟପାଳ ହଟାଓ

  • @manoranjan4175
    @manoranjan4175 หลายเดือนก่อน +3

    Jaldi arrest karajau

  • @debeshkumarbiswal4509
    @debeshkumarbiswal4509 หลายเดือนก่อน +1

    ରାଜ୍ୟପାଳ ଙ୍କ ପୁଅ କଣ କିଛି କାମ କରେ
    ନା ବାପା ଙ୍କ ପଇସା ରେ ଅୟସ କରେ

  • @debendramohakud8831
    @debendramohakud8831 หลายเดือนก่อน +4

    ଚାଣକ୍ୟ ନୀତି......Vs ... ମଦୁଆ,ଗୁଣ୍ଡା ଅଭଦ୍ର, Criminal Son of ଓଡ଼ିଶାର ରାଜ୍ୟପାଳ..............
    ଓଡ଼ିଆ ର ସମ୍ମାନ...... ଓଡ଼ିଶାର ସମ୍ମାନ
    ଓଡ଼ିଆ ପୁଅର ଅପମାନ......... ସମଗ୍ର ଓଡ଼ିଶା ବାସୀଙ୍କ ଅପମାନ...............
    ଏହି ପବିତ୍ର ଜଗନ୍ନାଥଙ୍କ ଭୂମିରେ....... ଝାଡ଼ଖଣ୍ଡ.......ର ...... ନାଗରିକ ଓଡ଼ିଶାରେ.....ଆସି..... ଓଡ଼ିଆ ଅଫିସର ସହିତ...... ଅନ୍ୟାୟ.... ଅତ୍ୟାଚାର...... ଉତ୍ପୀଡନ..... କରିବାର ....... ସାହସ ପାଇଲା କୋଉଠୁ??????????
    ରାଜ୍ୟ ପାଳ ପୁଅର କ'ଣ ଓଡ଼ିଶା ବାସୀଙ୍କ...... ମୁଣ୍ଡରେ ବସି.......କାନରେ ମୁତିବାର ଅଧିକାର ଅଛି ??????????
    ରାଜ୍ୟପାଳ ପୁଅ....କ'ଣ...... ସମ୍ବିଧାନ .........ଉପରେ ଚଢ଼ି......... ଅନ୍ୟାୟ......., ଅତ୍ୟାଚାର........., ଶୋଷଣ........, ଦୁର୍ନୀତି......... ଆତଙ୍କବାଦୀ ଆକ୍ରମଣ କରିବାକୁ ଓଡ଼ିଶା କୁ ଆସିଛି...........
    ରାଜ୍ୟପାଳ ପୁଅ.......... ଓଡ଼ିଶାରେ କ'ଣ ଜଙ୍ଗଲ ରାଜ......., ଗୁଣ୍ଡା ରାଜ. ............. ଅତ୍ୟାଚାରି ,..... କ୍ରୂର ..... ବିଦେଶୀ ମୁଗଲ୍
    ଶାସନ .....କରିବାକୁ ........ ଓଡ଼ିଶା କୁ ଆସିଛି..........
    ରାଜ୍ୟ ପାଳ...... ପୁଅ .....କ'ଣ.......
    ଔରଙ୍ଗଜେବ......ର ଦିତୀୟ ରୂପ....?????
    ଓଡ଼ିଶାର ଆଶା, ଭରସା ରୂପେ କଳ୍ପନା କରାଯାଉଥିବା......BJP...... Supremo........ ମାନେ କ'ଣ ଏତେ ଅନ୍ଧ,...... ଅବିବେକି....... ଅବିଚାରୀ ଯେ......idiot son of ରାଜ୍ୟପାଳ ......ମୂର୍ଖ ପୁତ୍ର ର ଅନ୍ୟାୟ , criminal activities କୁ ଦୁର୍ଯ୍ୟଧନ ଭଳି ସମର୍ଥନ କରୁଛନ୍ତି........
    ଓଡ଼ିଶା......BJP ପାଇଁ ଏହା ଠାରୁ ବଳି ଲଜ୍ଜ୍ୟା ର କଥା ଆଉ କ'ଣ...... ହୋଇ ପାରେ.......???????
    ଓଡ଼ିଶାରେ BJP / Mohan Majhi ସରକାର ଙ୍କ ଶାସନର ଶୁଭ ଆରମ୍ଭ ରୁ.......... ଦୁଃଶାସନ ର ...... କୁ ଶାସନ କୁ ସମର୍ଥନ କରି......... ଝାଡ଼ଖଣ୍ଡୀ....... କୁ ପୁତ୍ର.....ର Criminal act.....କୁ ଓଡ଼ିଶାର....... BJP .......ର ବରିଷ୍ଠ ଅଧିକାରୀମାନଙ୍କ ଦ୍ୱାରା ସମର୍ଥନ କରାଯାଉଛି.............ଓ ...... ଏହା ଅତ୍ୟାଚାରି କ୍ରୂର, ଖଳ, ଦୁଷ୍ଟ ପୁତ୍ର ର ପାଦ ......ଚାଟିବା....... କାର୍ଯ୍ୟ ଭଳି..... ବିବେଚିତ ହେଉଛି.........ଛି....ଛିଃ....ଛିଃ.............
    କ୍ଷମତା କୁ ଆସିବା ପରେ........ଓଡ଼ିଆ.....ଅସ୍ମିତା...... ଓଡ଼ିଶାର ସମ୍ମାନ...... ସବୁ ଭୁଲିଗଲ ......????????
    ଝାଡ଼ଖଣ୍ଡୀ...... କୁ ପୁତ୍ର ନିକଟରେ ଓଡ଼ିଆ ଅସ୍ମିତା କୁ ବନ୍ଧା ପକାଇ ଦେଲେ......??????????
    ଧିକ୍ ତୁମର........BJP......
    ସୁଶାସନ............
    ଏହି ଦୃଶ୍ୟ ଦେଖିବା ପାଇଁ ଆମେ......ଦିନ ରାତି............ BJP ର ପ୍ରଚାର କରୁଥିଲୁ......?????
    ମାନନୀୟ Governor ଙ୍କ କୁ ପୁତ୍ର.... ଯଦି Crime କରେ......... ତାକୁ ଛାଡ଼ିଦେବା ର ପ୍ରବନ୍ଧନ କ'ଣ ସମ୍ବିଧାନ ରେ ଅଛି......???????????
    ଏ ପ୍ରଶ୍ନ ପଚାରୁଛନ୍ତି ଓଡ଼ିଶାର ଜନସାଧାରଣ.......??????????????
    କ'ଣ କେବଳ......ଓଡିଶାର ଗରିବ ଜନତା.......ଉପରେ....... ଅତ୍ୟାଚାର କରିବା ପାଇଁ ସମ୍ବିଧାନ ର...... ସୃଷ୍ଟି। ?????????
    ଭାରତୀୟ ନ୍ୟାୟ ସଂହିତା......ରେ କ'ଣ ...... ରାଜ୍ୟ ପାଳ ଙ୍କ ଅତ୍ୟାଚାରୀ କୁ ପୁତ୍ର ପାଇଁ କିଛି ଦଣ୍ଡାଦେଶ.......ର ପ୍ରାବଧାନ ନାହିଁ......???????????
    କ'ଣ କେବଳ ଗରିବ ଜନତା ପାଇଁ ଦଣ୍ଡ ବ୍ୟବସ୍ଥା ତିଆରି କରାଯାଇଛି ???????
    ରାଜ୍ୟ ପାଳ ପୁଅକୁ ଅପରାଧ କରି ମଧ୍ୟ ଆଜି ଯଦି ଛାଡି ଦିଆଯାଉଛି...........
    ତାହେଲେ ଆମେ ଓଡ଼ିଶା ବାସୀ ବୁଝିବୁ ଯେ........
    BJP.......ର ପ୍ରତିଶୃତି........ଓ ମୋଦି ଙ୍କ ଗ୍ୟାରେଣ୍ଟି.......... ସବୁ ମିଛ ଅଭିନୟ....... ଠକାମୀ ଓ ଭଣ୍ଡାମି.....
    ରାଜ୍ୟ ପାଳ ଙ୍କ ଆତତାୟୀ, criminal କୁ ପୁତ୍ର କୁ ବନ୍ଧା ଯାଇ, Jail ପଠା ନ ଗଲେ.......
    ଆମେ ଓଡ଼ିଶା ବାସୀ........ BJP ସରକାର ଙ୍କୁ କ୍ଷମା କରିବୁ ନାହିଁ।
    ଆମେ ଓଡ଼ିଶା ବାସୀ ଏତେ ମୂର୍ଖ , ପତିତ, ହୀନ ନୁହେଁ ଯେ............. ଝାଡ଼ଖଣ୍ଡୀ କୁ ପୁତ୍ର , ମଦ ପିଇ ମାତାଲ୍ ହୋଇ ଆମ ଓଡ଼ିଶାର ମାନ, ସମ୍ମାନ ର ପ୍ରତୀକ.....ଆମର......ASO ଅଧିକାରୀ ଙ୍କୁ ବିନା ଦୋଷରେ ମାଡ଼ ମାରି ଲହୁ, ଲୁହାଣ କରିବା ପରେ ମଧ୍ୟ....... ଆମେ..... British ଶାସନ ର ଅତ୍ୟାଚାର ସହିବା ପରି ଚୁପ୍ ରହିବୁ।?????????
    ଏହା ସମ୍ଭବ ନୁହେଁ..............
    ଆମେ ଓଡ଼ିଶା BJP ର ସମସ୍ତ ବରିଷ୍ଠ ଅଧିକାରୀମାନଙ୍କ ର ସମ୍ମାନ କରୁଛୁ ଏବଂ ଓଡିଶାର ମୋହନ୍ ସରକାର ଓ ବରେଣ୍ୟ PM Modi ଙ୍କ ଠାରୁ ଅତି ଶୀଘ୍ର..... ଉଚିତ ନ୍ୟାୟ ପ୍ରାପ୍ତ ଆଶାରେ ପ୍ରତିକ୍ଷା କରି ବସି ରହୁଛୁ.!!!!........................।
    ଓଡ଼ିଶାର ରାଜ୍ୟପାଳ ଜବାବ ଦିଅନ୍ତୁ ତାଙ୍କ ପୁତ୍ର ରାଜ୍ୟ ର ଆଇନ ଶୃଙ୍ଖଳା , ନ୍ୟାୟ,ବିଧାନ ବ୍ୟବସ୍ଥାର ଉଲ୍ଲଂଘନ କରିଛି ନା ନାହିଁ??????????
    ରାଜ୍ୟର ଆଇନ, କାନୁନ୍ ଉଲ୍ଲଂଘନ ଦୋଷରେ ତାଙ୍କ ପୁତ୍ରକୁ....... ଦଣ୍ଡିତ କରାଯିବା ଠିକ୍ ନା ଭୁଲ୍????????
    ରାଜ୍ୟ ବଡ଼ ନା ତାଙ୍କ criminal ପୁତ୍ର ବଡ଼???????
    ରାଜ୍ୟ ସରକାରଙ୍କ କର୍ମଚାରୀ ମାନଙ୍କୁ କେମିତି ବ୍ୟବହାର କରାଯାଏ............ସେ ତାଙ୍କ ପୁତ୍ରକୁ କ'ଣ ଏତିକି ଶିଷଠାଚାର ଶିକ୍ଷା ଦେଇନାହାନ୍ତି?????????????
    ତାଙ୍କ ପୁତ୍ର ଯଦି ରାଜ୍ୟ ର ଆଇନ ଶୃଙ୍ଖଳା କୁ ଉଲ୍ଲଂଘନ କରିଛି....... ସେ ନିଜେ ନିଜ ପୁଅକୁ Police କୁ hand over କରୁନାହାନ୍ତି କାହିଁକି????????
    ସେ ଯଦି ଓଡ଼ିଶାର ରାଜ୍ୟପାଳ ଅଛନ୍ତି ଏବଂ ଓଡ଼ିଶା ବାସୀଙ୍କୁ ନ୍ୟାୟ ବିଧାନ କରିବାରେ ଅସମର୍ଥ...... ତେବେ ତୁରନ୍ତ ନିଜର ମନୁଷ୍ୟତ୍ୱ ର ଆଦର୍ଶ ରକ୍ଷା କରି ନିଜ ପଦରୁ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ।
    ଏହା ଓଡ଼ିଶାର ସାଢ଼େ 4 କୋଟି ଜନ ସାଧାରଣଙ୍କ ଦାବୀ।
    ଜୟ ଜଗନ୍ନାଥ।🙏🙏🙏🙏🙏

  • @ranjitsatapathy5951
    @ranjitsatapathy5951 หลายเดือนก่อน +2

    File should go to high court

  • @friend9449
    @friend9449 หลายเดือนก่อน +17

    ସେ କୁକୁର କୁ ବାନ୍ଧି ନି ପୋଲିସ ଏପର୍ଯ୍ୟନ୍ତ

    • @dhirenburma8143
      @dhirenburma8143 หลายเดือนก่อน +1

      Argus OTV media ku ade gale

  • @user-ii5up3sy3h
    @user-ii5up3sy3h หลายเดือนก่อน +1

    ଗିରପୋ କର

  • @mihirkmishra166
    @mihirkmishra166 หลายเดือนก่อน +3

    Kedar Babu is quite impartial and too fearless .

  • @upendrakumarmohanty6320
    @upendrakumarmohanty6320 หลายเดือนก่อน +3

    ଆଇନ ସମସ୍ତ ପାଇଁ ସମାନ ନୁହେଁ

    • @santoshsethi8627
      @santoshsethi8627 หลายเดือนก่อน

      ଗଣତନ୍ତ୍ର ରେ ସବୁ ସାଧାରଣ ଲୋକଙ୍କ ପାଇଁ ନିୟମ ଲାଗୁ ହଉଚି

  • @debendramohakud8831
    @debendramohakud8831 หลายเดือนก่อน

    Raghu bar Das need to resign as soon as possible...........

  • @rabindramalik1137
    @rabindramalik1137 หลายเดือนก่อน +3

    Dakayat dala

  • @purnachandrapradhan2399
    @purnachandrapradhan2399 หลายเดือนก่อน +1

    CM Majhi Sir ତୁମର ପୋଲିସ କଣ ହାତରେ ଚୁଡି ପିଂଧିଛଂତି why not arresting Governer’s. Son Lalit. It seems that you fears Governor.

  • @narendrahembram4495
    @narendrahembram4495 หลายเดือนก่อน +1

    Rajyapal puanka karja Pai B J P
    Odisha Asmita budiba .

  • @DebarajBarik-gt2ti
    @DebarajBarik-gt2ti หลายเดือนก่อน

    ପୂଅ ନହେଲେ ବପାକୁ.......... ........

  • @debendramohakud8831
    @debendramohakud8831 หลายเดือนก่อน +2

    ବିଷ୍ଣୁ ଗୁପ୍ତ ଚାଣକ୍ୟ .. Vs......Idiot Son of ଓଡ଼ିଶାର ରାଜ୍ୟପାଳ............
    ମୌର୍ଯ୍ୟ ସାମ୍ରାଜ୍ୟର ପ୍ରଧାନମନ୍ତ୍ରୀ ହେବାପରେ ଚାଣକ୍ୟ ସନ୍ଧ୍ୟା ସମୟରେ ଏକ ଦୀପ ପ୍ରଜ୍ଜ୍ୱଳନ କରି କିଛି ଦରକାରୀ ରାଜ୍ୟ କାର୍ଯ୍ୟ, ଲେଖା ଲେଖି କରୁଥିଲେ।
    ସେହି ସମୟରେ ଜଣେ ଅତିଥି ଚାଣକ୍ୟ ଙ୍କୁ ଭେଟିବାକୁ ଆସିଲେ।
    ଚାଣକ୍ୟ ଅତିଥି ଙ୍କୁ ବସିବାକୁ କହି ଲେଖା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବା ପରେ ଜଳୁଥିବା ଦୀପ ଟି କୁ ଲିଭାଇ ଦେଇ..............ଆଉ ଏକ ଦୀପ ପ୍ରଜ୍ଜ୍ୱଳନ କଲେ ଓ ଅତିଥି ଙ୍କ ସହ ଚର୍ଚ୍ଚା ଆରମ୍ଭ କଲେ।
    ଅତିଥି ଜଣକ ଚାଣକ୍ୟ ଙ୍କୁ ପ୍ରଶ୍ନ କଲେ............. ମହାଭାଗ.......ଏକ ଦୀପ ଲିଭାଇ ଆଉ ଗୋଟେ ଦୀପ ପ୍ରଜ୍ଜ୍ୱଳନ ର କାରଣ କ'ଣ ???
    ଚାଣକ୍ୟ ଉତ୍ତର ଦେଲେ...................
    ପୂର୍ବରୁ ଜଳୁଥିବା ଦୀପ ଓ ତହିଁରେ ବ୍ୟବହୃତ ତୈଳ.......ର ଅର୍ଥ ଖର୍ଚ୍ଚ ବ୍ୟୟ... Govt / ସରକାରୀ/
    ରାଜ କୋଷ ର ଅର୍ଥ ଦ୍ୱାରା ଭରଣ କରାଯାଇଥିଲା.....
    ତେଣୁ ସେହି ଦୀପ ଟି ରାଜ୍ୟ କାର୍ଯ୍ୟ ଲେଖା ଲେଖି ନିମିତ୍ତ ମୁଁ ବ୍ୟବହାର କରୁଥିଲି।
    ଅତିଥି ଜଣକ ଆସିବା ପରେ ପ୍ରଜ୍ବଳିତ ନୂତନ ଦୀପ ଟି ଓ ତୈଳ..... ଚାଣକ୍ୟ ଙ୍କ ବ୍ୟକ୍ତିଗତ ଦରମା, ପଗାର୍ ରୁ ବ୍ୟୟ ହୋଇଥିବା ଖର୍ଚ୍ଚ ବ୍ୟୟ ଦ୍ୱାରା ଭରଣ କରାଯାଇଥିଲା। ଚାଣକ୍ୟ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ରାଜ କୋଷ ର ଅର୍ଥ ବ୍ୟୟ କରୁନଥିଲେ।
    ଆଜି ର ସମାଜ ରେ ମଧ୍ୟ ଚାଣକ୍ୟ ଙ୍କ ଭଳି ଚିନ୍ତାଧାରା ଓ ବ୍ୟକ୍ତି ଚରିତ୍ର ସମାଜ ରେ ଅଛନ୍ତି।
    ଉଦାହରଣ -
    1. ନରେନ୍ଦ୍ର ମୋଦୀ.......
    2. ଅଟଳ ବିହାରୀ ବାଜପେୟୀ
    3. ଲାଲ ବାହାଦୁର ଶାସ୍ତ୍ରୀ
    4. ଦୌପଦୀ ମୁର୍ମୁ.....
    5.ଯୋଗୀ ଆଦିତ୍ୟ ନାଥ
    6. ଗୋପବନ୍ଧୁ ଦାସ
    6. ଦେଶ ପାଇଁ ଜୀବନ ଉତ୍ସର୍ଗ କରିଥିବା ଜବାନ, କୃଷକମାନେ ଓ ଅନେକ ସାଧୁ ପ୍ରକୃତିର ଲୋକ ଏବେ ମଧ୍ୟ ରାଜ୍ୟ ରେ ଅଛନ୍ତି।
    କିନ୍ତୁ ଓଡ଼ିଶାର ଦୁଃର୍ଭାଗ୍ୟ ଏହି ଯେ........
    ଓଡ଼ିଶାର ରାଜ୍ୟପାଳ ........ ରଘୁବର ଦାସ........ ନିଜ ବ୍ୟକ୍ତିଗତ ସ୍ୱାର୍ଥ ରେ ଅନ୍ଧ ହୋଇ.......... ନିଜର ସରକାରୀ ବାସଭବନରେ......( ଧର୍ ତି କା ବୋଝ ) ଧରିତ୍ରୀ ର ବୋଝ ଭଳି........ନିଜର ପ୍ରାପ୍ତ ବୟସ୍କ ପୁଅ ( over age Son) କୁ ସରକାରୀ ଖର୍ଚ୍ଚରେ...... ଏବେ ମଧ୍ୟ ପାଳି ଚାଲିଛନ୍ତି।
    ନିଜ ପୁତ୍ର ସହିତ...... ପୁତ୍ର ର ଅନ୍ୟ ସାଙ୍ଗ, ସାଥୀ ମାନେ ମଧ୍ୟ........ ଓଡ଼ିଶା ସରକାର ଙ୍କ ରାଜକୋଷରୁ ଅର୍ଥ ଖର୍ଚ୍ଚ ବ୍ୟୟ ଦ୍ୱାରା...... ଓଡ଼ିଶା ବାସୀଙ୍କ ଉପରେ କର ଭାର ବଢାଇ ଚାଲିଛନ୍ତି।
    ସରକାରୀ ଖର୍ଚ୍ଚରେ ମିଳିଥିବା ଗାଡ଼ି....... କେବଳ Governor ଙ୍କ ସରକାରୀ କାର୍ଯ୍ୟ/ ଗସ୍ତ ନିମିତ୍ତ ଉଦ୍ଦିଷ୍ଟ।
    ଓଡ଼ିଶାର ରାଜକୋଷରୁ ଅର୍ଥ ଖର୍ଚ୍ଚ କରି........ Governor ର criminal, drunken.... ମଦ୍ୟପ, ଧର୍ ତି କା ବୋଝ....... ବେଟା......ଓ ତା'ର ସାଙ୍ଗ, ସାଥି ମାନଙ୍କୁ ମଧ୍ୟ..........
    ରଥଯାତ୍ରା, ତୀର୍ଥ ସ୍ଥାନକୁ ଭ୍ରମଣ ପାଇଁ..... ସରକାରୀ ଖର୍ଚ୍ଚରେ....... ଗାଡ଼ି..... ଯୋଗାଯୋଗ ର ବ୍ୟବସ୍ଥା କରିବା.............ଆଇନ୍, କାନୁନ୍ ଓ ସମ୍ବିଧାନ ର ଉଲ୍ଲଂଘନ .....ଓ answer able wrong....... ଏବଂ.....ଏକ ଅର୍ଥ ନୈତିକ ଅପରାଧ ଅଟେ।
    Governor ର କୁପୁତ୍ର ଓଡ଼ିଶାର ମୁଣ୍ଡ ଉପରେ ଚଢ଼ି..... କାନରେ ମୁତିସାରିଲାଣି...... ଓଡ଼ିଶାର ASO Officer ଙ୍କୁ ମାଡ଼ ମାରିଥିବା ଅଭିଯୋଗ ରେ......ସେ ମୂର୍ଖ ପୁତ୍ର କୁ Jail....... ପଠାଯାଉ।
    ଅନ୍ୟ compromise ଓଡ଼ିଶା ବାସୀ ମାନିବେ ନାହିଁ........।
    ଜୟ ଜଗନ୍ନାଥ......🙏🙏🙏

  • @flackgamer288
    @flackgamer288 หลายเดือนก่อน

    asmita odiya bjp

  • @user-oq5oj5tr6i
    @user-oq5oj5tr6i หลายเดือนก่อน

    Rajya pal ,hy,hy,hy.

  • @user-qs5oj7im3x
    @user-qs5oj7im3x หลายเดือนก่อน

    Rajya pala nka pua nku gopal das darakara

  • @pratappani1114
    @pratappani1114 หลายเดือนก่อน

    Alluha arrest. Compromise ho gay ..sab abhi shanti

  • @user-jf7nn6bq8l
    @user-jf7nn6bq8l หลายเดือนก่อน +3

    Mohan majhi. And hon. Governer gotie. B j p dalar. Kichi action hebani

    • @alokpatel3131
      @alokpatel3131 หลายเดือนก่อน

      Bjd Jemiti kari6i bjp semiti kariba ki asubidha hela

  • @kalyanikumarinahak6025
    @kalyanikumarinahak6025 หลายเดือนก่อน

    BJP au odishaku acibani athara BJD nahele CONGRESS aciba

  • @NationalScreen
    @NationalScreen หลายเดือนก่อน

    MICHHA KATHA...NO ACTION...

  • @ratnakarchoudhury121
    @ratnakarchoudhury121 หลายเดือนก่อน

    Giraf kar

  • @lalitmohansamal444
    @lalitmohansamal444 หลายเดือนก่อน

    Sun

  • @dhirenburma8143
    @dhirenburma8143 หลายเดือนก่อน

    Sadharan lokanka katha bujhu thiba..kuade gale Mohan Majhi sarkar

  • @manasimohanty942
    @manasimohanty942 หลายเดือนก่อน

    Right

  • @kalyanikumarinahak6025
    @kalyanikumarinahak6025 หลายเดือนก่อน

    a BJP jodhithiba danka ta sure💯

  • @PrasanRautray
    @PrasanRautray หลายเดือนก่อน

    Rajyapala puaku gulikari hatya kara

  • @nidhiramjena2398
    @nidhiramjena2398 หลายเดือนก่อน

    Aga taku arest karajau

  • @ajatsatrudas577
    @ajatsatrudas577 หลายเดือนก่อน

    jaha bhaya re police purbaru rahuthile

  • @kalyanikumarinahak6025
    @kalyanikumarinahak6025 หลายเดือนก่อน

    Bjp sarkar ra loka heithiba

  • @bishnupriyapradhan1152
    @bishnupriyapradhan1152 หลายเดือนก่อน

    Kichhi kariparibeni BJP ra kichhi power nahin

  • @kalyanikumarinahak6025
    @kalyanikumarinahak6025 หลายเดือนก่อน

    Bjp da bekar sarkar

  • @user-io7ot9gl8p
    @user-io7ot9gl8p หลายเดือนก่อน

    Bjp sarkarku hotajau

  • @TanujaMishra-gf5cj
    @TanujaMishra-gf5cj หลายเดือนก่อน

    Bjp sarakar nija dala pain hni sarakar......odisha r sarkar se nuhna

  • @MadhabBhola-oo9ud
    @MadhabBhola-oo9ud หลายเดือนก่อน

    Chora dala

  • @Sidheswar80
    @Sidheswar80 หลายเดือนก่อน

    Rajyapala pa bjp ra CM kipari action nebe ki katha 😮😮😮

  • @user-hf9op1pn7u
    @user-hf9op1pn7u หลายเดือนก่อน

    Samadhan re dosa muktha sahiba loka bada

  • @krushnachandrasethi2776
    @krushnachandrasethi2776 หลายเดือนก่อน

    Bjp ku takara debara sahasa kahara acchi, dekhajau sabu jay Jagannath nka iccha.......

  • @alokpatel3131
    @alokpatel3131 หลายเดือนก่อน +1

    News dinanka didi pjd ra katha kahila .Marita hatya re kaha kaha ku fasi hela .daya kari kuhantu.

  • @kailashswain4735
    @kailashswain4735 หลายเดือนก่อน

    Ana odia ku arrest karuni kahniki ye Govt ... talibaan baneibe na kana ....

  • @gagansethi5758
    @gagansethi5758 หลายเดือนก่อน

    Ta ku bandha

  • @purnachandrapatrapurnachan774
    @purnachandrapatrapurnachan774 หลายเดือนก่อน

    Nihati arrest heba darkar bada loka ku uttara nahi sadharan loka pitile jail jibe bada lokanka pua ku mapakaribe

  • @dr.surendranathdash8861
    @dr.surendranathdash8861 หลายเดือนก่อน

    Why till now he is not arrested?

  • @amitkumarnayak1574
    @amitkumarnayak1574 หลายเดือนก่อน

    Bada heu ki sana samsta saman adhikar vhul rahuchi kauti

  • @logindigital2886
    @logindigital2886 หลายเดือนก่อน

    Police Bala Kan Karuchi Khali sarkar Ra Paisa Khauchi

  • @amitkumarnayak1574
    @amitkumarnayak1574 หลายเดือนก่อน

    Mahon dhojar gadi lageyi house vhaguchanti nayaa deuchanti odisha loka ku barsh din banya bataya din

  • @ratnakarmaharana8079
    @ratnakarmaharana8079 หลายเดือนก่อน

    Mohan majhi kn karuchanti

    • @kishore6469
      @kishore6469 หลายเดือนก่อน

      He is a katputli

  • @ksheerodmishra8544
    @ksheerodmishra8544 หลายเดือนก่อน

    Perhaps a brahmin wrote wrongfully that pure or impure brah mins are to be treated as God we have to write now that Jharkhandis governors son and his friends are to be respected and we should bow our head before them even if they psysically assault our Odia ASO

  • @raghunathpradhan621
    @raghunathpradhan621 หลายเดือนก่อน

    Aeta.bjp.ra.vala.kama

  • @medimisantosh496
    @medimisantosh496 หลายเดือนก่อน

    Kono Koribaa Kohilo. AGYAN YEH SOBU NUWAA NUWAA AYINO...😂

  • @ranjan33647
    @ranjan33647 หลายเดือนก่อน

    BJD sarkar thieba time rea police manea aminte hauthielea.
    Asubedha kouthie thiela
    BJD vulklea police chup rahuthie la.
    Abea BJP sarkar ....
    BJP vul klea police keaminti action naba ...
    Chup rhibata vala

  • @amitkumarnayak1574
    @amitkumarnayak1574 หลายเดือนก่อน

    Bjp sarkar anyaa chaliba nahi nayre chaliba durniti nahi kahuchi nayaa debar pachaguncha kahiki no 1 odisha kribapayi nispati neyicha

  • @jeetanayak6628
    @jeetanayak6628 หลายเดือนก่อน

    Dosi ku danda diajau.

  • @bishnupatnaik5233
    @bishnupatnaik5233 หลายเดือนก่อน

    Governor ra pua boli kn low thu uparae ki ?

  • @subudhakumarjena001
    @subudhakumarjena001 หลายเดือนก่อน

    ତୁମେ ବିଜେଡି ସରକାର ଥିଲା ବେଳେ କାଣ କରୁଥିଲ ହଇଓ ବତୀପେଲା ସମ୍ବାଦିକ

  • @debasisdhal7193
    @debasisdhal7193 หลายเดือนก่อน

    Se gote bedha pila 😂

  • @aquaculture151
    @aquaculture151 หลายเดือนก่อน

    Giraf kan paen,ketata bjd mantri murder kari arrest hoechhanti, chapuda mariley arrest, sadharan loka maramari heley police arrest karuni, sabu bjd repist,murder manti, MLA, Nabin pattnayak nku arrest karajau,