TARZAMA : ବିଜେପି ତଣ୍ଟିରେ କଣ୍ଟା ଓଡ଼ିଆ ଅସ୍ମିତା | | Nirbhay Suchana

แชร์
ฝัง
  • เผยแพร่เมื่อ 21 ส.ค. 2024
  • ଗତ ନିର୍ବାଚନରେ ଅଣଓଡ଼ିଆ ପାଣ୍ଡିଆନ ବିଜେପି ପାଇଁ ପ୍ରମୁଖ ନିର୍ବାଚନୀ ମୂଦ୍ଦା ଥିଲେ । କିନ୍ତୁ ସରକାରକୁ ଆସୁ ଆସୁ ଜଣେ ଅଣଓଡ଼ିଆଙ୍କୁ ମୁଖ୍ୟ ଶାସନ ସଚିବ ପଦବୀରେ ବସାଇବା ଯୋଗୁଁ ବିଜେପି ପ୍ରତି ସାଧାରଣ ଜନତାଙ୍କ ଭିତରେ ଏକ ବୈରାଗ୍ୟ ଭାବ ଆସିଗଲା । କିନ୍ତୁ ନିର୍ବାଚନ ସରିଯାଇଥିବାରୁ ଏ ଆକ୍ରୋଶ ସାଧାରଣ ଜନତା ଆଉ ଦେଖାଇପାରିବେ ନାହିଁ। ଏଥିପାଇଁ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଅପେକ୍ଷା କରିବାକୁ ପଡ଼ିବ ।
    #BJP #BJD #CM #mohanmajhi #naveenpatnaik #politicalnewsupdates #congress
    Watch NirbhaySuchana and stay tuned for all the breaking news in Odia !
    Nirbhaya chuchana is odisha's leading Odia Digital News Channel. NirbhaySuchana News channel covers latest news in Politics, panel discussion, Entertainment, Ollywood,Bollywood, business and sports.
    #Tarzama #Tarjama #NirbhayaSuchana #NirbhaySuchana #OdishaNews #Bhubanewswar #OdishaPolitics #Politics
    Like, Share and must Comment.
    Subscribe This Channel & Must Click The Bell Icon 🔔.
    Thanks For Watching
    Nirbhay Suchana
    TH-cam Link: / nirbhaysuchana
    Facebook Link: / nirbhaysuchanaofficial
    Instagram :

ความคิดเห็น • 19

  • @ranajitkumarmohanty9740
    @ranajitkumarmohanty9740 หลายเดือนก่อน +18

    ଯେଉଁଠି ମୋଦୀ ସାହା ମିଛକୁ ବାଟି ପିଇ ଯାଇଛନ୍ତି, ସେଠି ଏମାନେ ଯାହା କରିବେ ll
    ସୁବିଧାବାଦୀ ଅସ୍ମିତା
    ବିହାରୀ ଗୁଜରାଟୀ କଥାରେ ନାଚୁଥା ll

  • @SMILAN_143
    @SMILAN_143 หลายเดือนก่อน +16

    ମିଛ ର ସୌଦାଗର ଦେଶକୁ ଯୋଉ ମାନେ ଧୋଂଶ ଦେଖିବାକୁ ଚାହୁଛନ୍ତି ସେମାନେ ବିଜେପି କୁ ଭୋଟ ଦେଇଛନ୍ତି 😂😂😂😂😂

  • @deepakacharya3892
    @deepakacharya3892 หลายเดือนก่อน +11

    ହାଣ୍ଡିଆ ବାଲା ବଳି ପଡ଼ି ସାରିଛି। ବିଚରା ଝରି ପୋକ, କାଈ ଚଟଣୀ, ମାଛି, ପୋକ ଇତ୍ୟାଦି ଖାଇ ଭଲରେ ଥିଲା। FEKU ND AHUJA ଜାଲରେ ଜଙ୍ଗଲି ମାଙ୍କଡ 😂😂😂

    • @mrsahuhk1972
      @mrsahuhk1972 หลายเดือนก่อน

      Nice Observation ❤

  • @SidharthPrasadDas
    @SidharthPrasadDas หลายเดือนก่อน +6

    ଏ ତ ହେବ ନିଶ୍ଚିତ, ଯୋଉ କିଳା କୁ କାଟି ତାଂଛି କି ରଖିଚ ସେ ଆଉ କୋଉଠି ପଶିବ କି

  • @SabitaBarik-wg2hk
    @SabitaBarik-wg2hk หลายเดือนก่อน +5

    Gujurati jharkhandi sasan karuchhi odiya ashmita cm Mada khauchhi bjp down down

  • @mrsahuhk1972
    @mrsahuhk1972 หลายเดือนก่อน +4

    ଏଣ୍ଡୁଅ ରଙ୍ଗ ବଦଳେଇବ । ତାଳିବାନ୍ ଶାସନ ଚାଲିବ । ଓଡ଼ିଆ ଅସ୍ମିତା ଭୁ ଲୁଣ୍ଠିତ ହେବ । ତମେ କିଏ କହିବାକୁ ।

  • @alekhchandrabarik2844
    @alekhchandrabarik2844 หลายเดือนก่อน +2

    ବିରୋଧୀ ରାଜରାସ୍ତାକୁ ଆସିବା ଦରକାର

  • @bijayparida8085
    @bijayparida8085 หลายเดือนก่อน +4

    ବିଜେପି ତଟିରେ କଟା

  • @BasantaBehera-gl3li
    @BasantaBehera-gl3li หลายเดือนก่อน

    Right 👍👍👍👍

  • @ksheerodmishra8544
    @ksheerodmishra8544 หลายเดือนก่อน +1

    The law is equally applicable to rich and poor ministers and peons spss and constables and governors and beggars alike Being a citizen of such a country where law does .not differentiates should be proud,!!!

  • @prabhatakumarnayak7713
    @prabhatakumarnayak7713 หลายเดือนก่อน +2

    Asmita nahi sasmita

  • @rabinarayanmohapatra4733
    @rabinarayanmohapatra4733 หลายเดือนก่อน +2

    Asmita manne aga tarjama hau. Ame tipa dia loka kichhi bujhiparunu. Otv. Kanak & Argus gale kuade. Ohooo khatia ganibare byasta.

  • @siu1986-yv5kp
    @siu1986-yv5kp หลายเดือนก่อน

    #ଆରେ ଭାଇ ତର୍ଜମା କରୁଛ ଜଦି tk bhalare କର. ପୁରୁଣା ସରକାର ରେ ଓଡ଼ିଆ ଅସ୍ମିତା କଥା ଉଠିଥିଲା ଏଥିପାଇଁ କି, ସେଠି ନେତା ମନ୍ତ୍ରୀ କିଛି ନଥିଲେ. ସଚିବ ପାୱାର ଥିଲେ. ସେ ସବୁଆଡ଼େ ବୁଲୁଥିଲେ. ଏବେ କାହାର ପାୱାର ନେତା ନା mantri? ଦିତୀୟ କଥାରେ ଠିକ୍ ରାଜ୍ୟପାଳ ଙ୍କ ପୁଅ କୁ ନିଶ୍ଚିତ ଦଣ୍ଡ ଦେବା ଉଚିତ୍.

  • @aniltarai9892
    @aniltarai9892 หลายเดือนก่อน +4

    Bjp michua aau kukura

  • @bijaykumarrout4161
    @bijaykumarrout4161 27 วันที่ผ่านมา

    Genda news

  • @bijaykumarrout4161
    @bijaykumarrout4161 หลายเดือนก่อน

    Pandu

  • @user-nr9gu5fe5u
    @user-nr9gu5fe5u หลายเดือนก่อน +3

    Bjp ra asmita rajyapal jharkhandi mada