Feel the pain hahahah, are you not eating nonveg ? why don't you feel the pain of butchering chiken or goat ? Aren't they animal like this bull ? Ohh this bull is different and BAHANA of Shiva 🤣🤣 what a joke!!
ama ghara pakhe 2/3 barsa tale gote loka ra bari re gote sandha 🐂 dhana khaijithila boli se kuradhi re sandha 🐂 peta ku adha hani deithila au se sandha 10/15 dina road upare padi padi finally marigala... tara 3/4 masa pare gote batya kn hebara thila odisha re so se loka ra ghara pakhara jane loka e loka ku gacha katibaku kahila... se gacha katiba boli gacha ra pura upare but sudden ta goda khasigala je se lokara ଛାତି vitare tubewel pura epate pasiki ପିଠି pate bahariki se loka marigala...
It is true that there should not be cruelty to animals. But why is it that hundreds of stray cattle are moving around the streets and paddy fields ? Why is the govt allowing it ? Why are the owners not being prosecuted ? There r hundreds of accidents on the roads due to cattle and dogs. Thousands of acres of paddy are being eaten away by stray cattle.
This is happening because of you. You are drinking Milk. You want butter, cheese, ghee. That is why they are moving around today. Government can't do anything until you stop eating Animal products.
ଷଣ୍ଢ କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦେଇଥିବା ଶିକ୍ଷୟିତ୍ରୀ ଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ।। ତାଙ୍କ ପାଇଁ ହିଁ ଆଜି ଷଣ୍ଢ ଟି ନୂତନ ଜୀବନ ପାଇବାରେ ସକ୍ଷମ ହୋଇ ପାରିଛି ।।
Hmm Bhai, hele jadi sange sange janeithante seidina tahele aaji aau goda katibaku padinathanta😢
Finally ସେ ଗାଣ୍ଡୀ ମାରେବ
🙏🙏🙏😭
@@ajitkumarsamal1733 o
L
L
ଆପଣଙ୍କ ର ଭଲ ହେଉ
ଅମଣିଷ ଲୋକ କୁ କୁଠର ଶାସ୍ତି ମିଳୁ ଓମ୍ ନମଃ ଶିବାୟ 🙏😭🙏
ସମସ୍ତ ପଶୁପ୍ରେମୀ ଙ୍କୁ ଧନ୍ୟବାଦ୍ ଆଉ ଓ ଟିଭି କୁ ଆଉ ଭବାନୀ ବାବୁଙ୍କ ଉପସ୍ଥାପନ କୁ ଧନ୍ୟବାଦ୍
ଧର୍ମ ଅଧର୍ମ ଭୁଲି ଲେଣି ଭଗବାନ ଜଣେ ଅଛି🙏🏽
ଷଣ୍ଢ ହେଉଛି ମହାଦେବ ଶିବ ଙ୍କ ବାହନ
ତାଙ୍କୁ ଆଘାତ ଦେଇଥିବା ଲୋକ କୁ ଧର୍ମ ସହିବନି
ଆଉ ସେ ଶିକ୍ଷୟିତ୍ରୀ ମ୍ୟାଡାମ ଙ୍କୁ ବହୁତ ଧନ୍ୟବାଦ
Tahele musa ganesh nka bahana. Tame kemti musa dekhile godaiki pita
@@jiteshbehera6752 ତା ବୋଲି କଣ ଷଣ୍ଢ କୁ ହାଣି ଦବ ତାକୁ ତମେ ପାଟି କରି ବି ତଡି ପାରିଥାନ୍ତ
@@tariniprasad1289 na sai katha ta mu kahuchi sabu jiba saman se sandha hau ba musa hau bahana hau ki na hau love animals.
ॐ ନମୋ ଶିବାୟ
जय श्री जगन्नाथ जय गोमाता जय सनातन धर्म
କି ନୃସଂଷ ଲୋକ ଟା କେଜାଣି, ଭଗବାନ ନିଶ୍ଚୟ ଦଣ୍ଡ ଦେବେ ତାକୁ 🙏🙏
ସମାଜ ରେ ବହୁତ ଅନ୍ୟାୟ ହେଉଛି 😥😥😥
Bhagaban Sabu dekhuchi ei sandha ti jete kasta pauchi sie bi emiti kasta paiba
ଯୋଉ ଶିକ୍ଷୟିତ୍ରୀ ଜଣକ ସାହାର୍ଯ୍ୟ କରିଛନ୍ତି ତାଙ୍କୁ ଭଗବାନ ଖୁସିରେ ରଖନ୍ତୁ
ଆଜିର ମଣିଷ ପୁରା ଅମାନବୀୟ ହୋଇଗଲାଣି । ଧର୍ମ ଅଧର୍ମ ଭୂଲି ଗଲାଣି ।ଜୟ ଜଗନ୍ନାଥ ।
ଭଉତ ଦୁଃଖ ଲାଗିଲା ଦେଖିକି । ମାଡମ୍ ଭଳି ସମସ୍ତ ଙ୍କ ଏହି ଭଳି କର୍ତ୍ତବ୍ୟ କରିବା ଦରକାର ।ଧନ୍ୟ ବାଦ madam ।
😭😭😭 ବହୁତ ଦୁଃଖ ଲାଗୁଛି ,,,ହେ ଭଗବାନ ଶୀଘ୍ର ଭଲ ହେଇଯାଉ କିନ୍ତୁ ତାରଗୋଡ କାଟ ନାହିଁ
ହେ ପ୍ରଭୁ ସେ ମଣିଷର ମଲା ଖବର ଜଲ୍ଦୀ ଆମକୁ ସୁଣି ବାକୁ ମିଳୁ 😭😭😭
ଧର୍ମ ସହିବନି ସେ ଲୋକ ସେମିତି ମରିଯିବ ଅପେକ୍ଷା କର ସେଇ ସମୟକୁ ସବୁ ଈଶ୍ୱର ଦେଖୁଛନ୍ତି ଜୟ ଜଗନ୍ନଥ 😭🙏🏻
କଳିଯୁଗ ର ମଣିଷ ଏମିତି କାମ କରିବ ଧନ୍ୟ ରେ ସେ ଅମଣିଷ କୁ ଧନ୍ୟବାଦ!
ତୁ ମଣିଷ ନୁହଁ ଅମଣିଷ,,,, ଛି ଛି ତୁ ହିନ୍ଦୁ ହୋଇନଥିବୁ,, ଜୟ ଜଗନ୍ନାଥ
ତା କର୍ମର ଫଳ ତାକୁ ମିଳିବ🚩 ଓଁ ନମଃ ଶିବାୟ 🚩🙏🙏🙏😭😭😭😭
Wait and watch ବହୁତ୍ କମ୍ ଦିନ ଭିତରେ ତାର କିଛି ଘଟିବ ଦେଖିବ । ଜୟ ଜଗନ୍ନାଥ 🙏
ଷଣ୍ଢଟିକୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦେଇଥିବା ଶିକ୍ଷୟିତ୍ରୀ ଙ୍କୁ ଅନେକ ଅନେକ ଧନ୍ୟବାଦ
ଏହି ବିଶ୍ୱରେ ମଣିଷର ଯେତିକି ଅଧିକାର ଅଛି ଅନ୍ୟ ପ୍ରାଣୀ ମାନଙ୍କ ମଧ୍ୟ ସେତିକି ଅଧିକାର ଅଛି ଭଗବାନ କରନ୍ତୁ ଗଡ ଟି ଜଲଦି ଭଲ ହେଇଯାଉ 🙏🙏🙏🙏
My eyes bursts with tears... Oh my human beings.. Plz don't harm any animals....
burst into tears haba with use haba n fixed preposition
🥺🥺
ସେ ଭଳି ବାଣ୍ଡ ଲୋକ ର ଏ ମଣିଷ ସମାଜ ରେ ରହିବା କିଛି ଦରକାର ନାହିଁ.....
Haire mu bhagaban ku dakuchi, Sahara ra Sabu bula sandha ta chasa jamire pasi nasta karantu, tapare tu kan karibu dekhiba
ବହୁତ ବହୁତ ଧନ୍ୟବାଦ ଯଉ ଭାଇ ମାନେ ଏଇ ଷଣ୍ଢ kku help
I salute to the teacher mam🙏
Hn
କୋଳାମୁଣ୍ଡିଆ ଦିଗଡ଼ିଆ ମଣିଷକୁ କିଛି ବିସ୍ୱାସ ନାହିଁ ହାରାମି କୁ ଆରେଷ୍ଟିକରାଯାଉ 🙏🙏🙏
ରେ ହାରାମି ମଣିଷ ତୋର ମଣିଷ ପଣିଆ କଣ ମରିଗଲାଣି ଧିକତୋର୍ ଜିବନ ତୋ ଗୋଡ଼କୁ ମଧ୍ୟ ଏମିତି ହାଣି ଦେବା କଥା ରେ ବଏମାନ ହାରାମି ମଣିଷ ଗୋଟିଏ ସ୍କୁଲ ଶିକ୍ଷୟିତ୍ରୀ ଷଣ୍ଢ ର ଏହି ଦୁଖ ଦେଖି ଚିକିସ୍ସା ଦେଇଛନ୍ତି ଆଉ ତୁ ଏମିତି ନୃସଂଷକ କେମିତି ହେଇପାରିଲୁରେ ତତେ ଲଜ୍ଜ୍ୟା ଲାଗିଲାନି ତତେ ଭଗବାନଙ୍କ ମାଡ଼ ନିଶ୍ଚେ ମିଲିବ ଏଇକଥା ଜାଣିରଖିଥା ରେ ହାରାମି ମଣିଷ
ହଁ
ଓଟିଭି ଭାଇ ତମେ ଭହୁତ ଭଲ ଭିଡ଼ିଓ ଦେଖିବା କୁ ମିଳିଲା ହେଲେ ଯଉ ଲୋକଙ୍କୁ ଗାଇ ଓ ଗୋରୁ ଙ୍କୁ ମାରି କି ମଂସ କୁ ଖୁଲା ବଜାର ବିକ୍ରି ହଉଚି ତାକୁ ଟିକେ ବିରୋଧ କରିଲେ ଭଲ ହୁଅନ୍ତା 🙏
ବିନାଶ କାଳେ ବିପରୀତ ବୁଦ୍ଧି ।
ହେ ଭଗବାନ ଏ ମଣିକୁ ନର୍କରେ ଜାଗା ମିଳିବନି om namsibay
ସେଏ ସଳାକୁ କଭଗବାନ୍ ହାଣୀଵେ ସାଳ ଶ୍ରାବଣ ମାସରେ ଦୟା ଲାଗିଲା ନାହିଁ ତୁ ସାଳା ମରିବୁ😭😭🙏🙏😭😭
ହେ ଭଗବାନ କଳିକାଳ ସେଷକର ସହି ପାରୁନାହିଁ ପ୍ରଭୁ ଜୟ ଜଗନ୍ନାଥ 🙏🙏🙏
ଜୟ ଜଗନ୍ନାଥ
Bhagaban tumaku mor koti koti Namaskar se Lokaku Abhisap Dintu se Marijau Tara kula Budijia u Jay jagarantha
ହେ ମହାଦେବ🙏 ଯିଏ ଏମିତି କରିଛି ତାର ବି ସେହିଭଳି ଅବସ୍ଥା କରିଦିଅ😞😢
ଷଣ୍ଢର ଗୋଡ଼କୁ ହାଣି ଥିବା ଲୋକ ବହୁତ ବହୁତ ବଦମାସ ଲୋକ ସେ 😭😭😭😭😭😭😓😓😓😓😓
କ୍ରୋଧ ମଣିଷର ପରମ ଶତ୍ରୁ ।ରାଗରେ କରିଥିବା କାମ ପରେ ଅନୁତାପ କର। ସାହାଯ୍ୟ ର ହାତ ବଢ଼େଇଥିବ ସମସ୍ତ
ହୁର୍ଦୟ ବନ୍ ଲୋକଙ୍କୁ 🙏🙏🙏🙏🙏
ମୋତେ ଆଜ୍ଞା କାନ୍ଦ ଲାଗୁଛି ସୁନିକି ହେ ମାଆ....😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭
ପଶୁ ପକ୍ଷୀ ମାନଙ୍କ ଉପରେ ବର୍ବର କାଣ୍ଡ ହେଲେ ସମସ୍ତେ ସ୍ୱର ଉତ୍ତଳନ କରନ୍ତୁ ଆଉ ଦୋଷୀ କୁ କଠୋର ଦଣ୍ଡ ମିଳୁ
Ohhh 🤣 ଆଉ ଯେଉଁମାନେ କୁକୁଡ଼ା ଆଉ ମଟନ କୁ ମାରିକି ପୋକୋଡ଼ା, ସୁଆଦିଆ ଝୋଳ କରିକି ଗିଳୁଛନ୍ତି!! ସେମାନଙ୍କୁ??
Taku tu khauchu tu nama nabu
ହେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସେ ମଣିଷକୁ ଆ ଠୁ ଅଧିକ କଷ୍ଟ ମିଳୁ😓😓😓😓😓😓😓
ଯୟ୍ ଜଗନ୍ନାଥ ଆରମ୍ଭ କର ଆପଣଙ୍କ କାମ 🙏🙏🙏🙏😭😭😭😭
ଜୋଉ ଲୋକ ଷଣ୍ଢ କୁ ହାଣିଛି ତା ଗୋଡକୁ ସେମିତି ହାଣି ଦିଅ ଜୟ ଜଗନ୍ନାଥ
I salute to the teacher mam🙏🙏🙏🙏🙏🙏🙏
Salute to the teacher mam and vatnare doctor thanks 🙏🙏🙏🙏🙏🙏
ହେ ପ୍ରଭୁ ମହାଦେବ ଷଣ୍ଢ କୁ ଜଲ୍ଦୀ ଭଲ କରିଦିଅ 🙏🙏🙏
Thanks to OTV for representing such things in front of people. Keep doing. 🙏
OTV people also face this problem
ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା ଷଣ୍ଢଟି ଖୁବ ଶୀଘ୍ର ସୁସ୍ଥ ହୋଇଯାଉ।🙏🙏🙏🙏🙏
ଆମେ ଯଦି କାହାକୁ ଖୁସି ଦେଇ ପାରୁନେ ଠିକ୍ ଅଛି କିନ୍ତୁ ଏଇ ନିରିହ ପଶୁ ମାନଙ୍କୁ ଏପରି କଷ୍ଟ ଦିଅନ୍ତୁ ନାହିଁ।ଏ ମାନଙ୍କର ବି ସମାଜରେ ବଞ୍ଚିବାର ସେତିକି ଅଧିକାର ରହିଛି ଯେତିକି ଅଧିକାର ମଣିଷର ଅଛି।ଆଉ କାହାକୁ ତାର ଅଧିକାରରୁ ବଞ୍ଚିତ ରଖୁଥିବା ବ୍ୟକ୍ତି କେବେବି ଶାରୀରିକ ଓ ମାନସିକ ଶାନ୍ତିରେ ରହିପାରେନି। ଏତିକି ଅନୁରୋଧ ଏ ପଶୁ ମାନଙ୍କ ପ୍ରତି ଏତେ ନିର୍ଦ୍ଦୟ ହୁଅନ୍ତୁ ନାହିଁ।🙏🙏
ଏ ପାପି ଲୋକ କୁ ଫାଶୀ ଦଣ୍ଡ ଦେଲେ ବି କମ୍ ପଡ଼ିବ ,,,,,, ଜୟ ଜଗନ୍ନାଥ
Kia see Harami chara marila
ହେ ଭଗବାନ କୃଷ୍ଣ ତାଙ୍କୁ ଭଲ କରିଦିଅ🙏🙏🙏🙏🙏🙏PlZ🙏🙏🙏ଆଉ ସେ ନିଷ୍ଠାର ଲୋକ ତ କୁ ଉଚିତ୍ ଦଣ୍ଡ ଦିଅ🙏🙏🙏🙏PlZ😭😭😭😭😭😭😭😭
Jay Jagannath
ହେ ଭଗବାନ...........🥺🥺🥺🥺🥺🥺🥺🥺🥺🥺🥺🥺🥺🥺🥺🥺🥺🥺🥺🥺🥺🥺🥺🥺..... ଯିଏ ଏମିତି କାମ କରିଛି ନା ତତେ ଧର୍ମ ସହିବ ନି ରେ। 🥺🥺🥺🥺
Har har mahadev😥😥😥😥
Har har mahadev😂😂😂😂
ହେ ଭଗବାନ ରକ୍ଷା କର ଜଗନ୍ନାଥ
Please call for the local veterinary staff and have bandage.Feel the pain that caused to him. Jay Shiva Sambhu
Om Shanti Om
Feel the pain hahahah, are you not eating nonveg ?
why don't you feel the pain of butchering chiken or goat ? Aren't they animal like this bull ? Ohh this bull is different and BAHANA of Shiva 🤣🤣 what a joke!!
@@fearfreakbreath why the f*ck you are bringing lord shiva here?
ହେ ପ୍ରଭୁ ଶିବଶଙ୍କର
I salute the teacher mam 🙏🙏🙏 a great job.
ହେ ପ୍ରଭୁ ଏମିତି କାମ କରିବା ପୂର୍ବରୁ ଟିକେ ଭାବିବା ଦରକାର ଏତେ ନୃଶଂସ କାମ କେହି କେବେ କରନି🙏😭😭😭
He mahadev 🙏😢
ମଣିସ କ'ଣ ଆଉ ମଣିସ ହେଇ ଅଛି ସେ'ତ ପଷୁ ଠୁ ବି ହିନ । ଧର୍ମ ଅଧର୍ମ ବୁଝିବ କେମିତି । ।। ଓଁ ନମଃ ଶିବାୟ ।। 🙏
Thank you so much otv 🙏🙏🙏
ହେ ଭଗବାନ 🙏🙏🙏
Immediate arrest that dragon who are doing that & forward to jail minimum 10 years..there he realise about his work..
ama ghara pakhe 2/3 barsa tale gote loka ra bari re gote sandha 🐂 dhana khaijithila boli se kuradhi re sandha 🐂 peta ku adha hani deithila au se sandha 10/15 dina road upare padi padi finally marigala... tara 3/4 masa pare gote batya kn hebara thila odisha re so se loka ra ghara pakhara jane loka e loka ku gacha katibaku kahila... se gacha katiba boli gacha ra pura upare but sudden ta goda khasigala je se lokara ଛାତି vitare tubewel pura epate pasiki ପିଠି pate bahariki se loka marigala...
Ei life re karma ra phala rahichhi..jou mane amanushika kama karuchhanti late re hele bi sesabu ra phala pauchhanti..
Jay Sambhu ଆରମ୍ଭ କର ତମ କାମ 🙏🙏
It is true that there should not be cruelty to animals.
But why is it that hundreds of stray cattle are moving around the streets and paddy fields ?
Why is the govt allowing it ? Why are the owners not being prosecuted ?
There r hundreds of accidents on the roads due to cattle and dogs. Thousands of acres of paddy are being eaten away by stray cattle.
This is happening because of you. You are drinking Milk. You want butter, cheese, ghee. That is why they are moving around today. Government can't do anything until you stop eating Animal products.
Plz focus this strictly,it's humble request to you
Thank you sir
ମରିବୁରେ ଯୋଗନୀଖିଆ ଯେମିତି ମାରିଛୁ ସେମିତି ଭୋଗିବୁ (ଜୟ ଜଗନ୍ନାଥ )
ଗ।ମାତା।🌾🌾🌾🌹🌹🌹🌹🙏🙏🙏🙏🙏🙏🙏🙏
ଭାଇ ରେ ଏମିତି କାମ କର ନାହିଁ 😭😭 ତମ କୁ ହାତ ଯୋଡୁ ଛି ଟିକେ ଭାବ ଏମିତି କରିବା ଆଗରୁ 😓😓 🙏🙏 ଦିଲ ସେ ଦିଲ ତକ love you ଦିଦି ,ତୁମେ ବହୁତ୍ ଭଲ ,ଗୁରୁ ଙ୍କୁ ନ ମଣିବ ନର ଗୁରୁ ହିଁ ସାକ୍ଷାତ ଇଶ୍ଵର 🙏
ପାପ ର ଭାର ବଢି ଗଲଣି , ବିନାଶ ର ଅଭିମୁଖେ ଆଜି କାଲି ର ସମାଜ ।। ଜୟ ଜଗନ୍ନାଥ ପ୍ରଭୁ ।
ହର ହର ମହାଦେବ 🙏🙏🙏😔😔😔😔🙏🙏
ବାବା ତମେ ହି ବିଚାର କର ଏ ମଣିଷ ର ଲୀଳା ଦେଖାଅ ପ୍ରଭୁ ତମର
ଭାଇ ତମକୁ ଆଉ ସେହି ଶିକ୍ଷୟତ୍ରୀ ଙ୍କୁ ଜଗନ୍ନାଥ ମହାପ୍ରଭୁ ତମର ମଙ୍ଗଳ କରନ୍ତୁ
କର୍ମ ଯେମିତି ଫଳ ବି ସେମିତି
ଏକଥା ରଖିଥା ମନେ
ଆଜି ଅବା କାଲି କର୍ମର ଫଳକୁ
ଭୋଗିବୁ ଦିନେ ନା ଦିନେ
ହେ ଭଗବାନ
Tq bhai bhagaban sabubele tamuku bhala re rakhantu..
ହାଣି ଥିବା ଲୋକଟି କୁ ଧିକ ତା ମଣିଷ ପଣିଆ।😢😢😢ହର ହର ମହାଦେବ 🙏🙏🙏
ଜୀବ ସେବା ହିଁ ଶିବ ସେବା
Mo so heart ru salute karuchhi. Teacher. Apasutira jibana rakhya karithibaru🙏🙏🙏🙏🙏
Love love and love they know and understand, love cow,second maa
Apananka avoli news pain hridaya ru 🙏
ଯଉ ମଣିଷ ଏମିତି ଦଣ୍ଡ ଦେଇଛି ଷଣ୍ଡ କୁ ସେ ମଣିଷ କୁ ଦଣ୍ଡ ଦିଆଯାଉ ଷଣ୍ଡ କୁ ବଞ୍ଚାଇ ବାରୁ ଧନ୍ୟବାଦ ॐ ନମଃ ଶିବାୟ
ହେ ରାମ 🙏🙏🙏
Jay Jagannath🙏🙏He bhagaban please taku bhala karidia🙏🙏
😭😭😭om namshibaya tume vala heijao sighra nandi 😭😭😭😭😭😭
ହେଭଗବାନ ରୟାଲ କର
🌹ହେ ଭଗଵାନ 🌹
ସେ ମଣିଷର, ବିବେକ ନାହିଁ
ତା ଗୋଡ଼କୁ, ସେମିତି କିଏ ହାଣୁ,,,
ଯିଏ, ଷଣ୍ଢ କୁ, ଯତ୍ନ ନେଉଛନ୍ତି
ତାଙ୍କ ପାଦ ତଳେ, ମୋର
ଶହେ ଜୁହାର 🙏🙏🙏🙏
କାରଣ ମୋର , ଆଠ ଟି ଗୋରୁ
ଅଛନ୍ତି,,,,
😭😭😭😭😭😭
🙏🙏🙏🙏 ହର୍ ହର୍ ମହାଦେବ
ଜୟ ସିବ୍ ସଁକଁର ଆପଣଙ୍କ କଷ୍ଟ ସହିହେଊନି 😭😭😭😭😭😭🙏🙏ଜିଏ ଏପରି କରିଛି ।ତାକୁ ତୂମେହି ବିଚାର କରିବ ଏତେନିଶ୍ଠୂର ଲୋକ ଅଛନ୍ତି ।
Tame Mane jeu Loka Sandhha ra Help karicha Tamaku Thanks Bhai
ଜୟ ଜଗନ୍ନାଥ 🙏🙏🙏
Jay Jaganathan swami 🌹🙏🙏🙏🌹
Jiba jantu ku rakshya kara prabhu jagannatha
He prabhu ki bhali Dunia hela
ସେ ଲୋକ କୁ ଶାସ୍ତି ଦିଆଯିବା ଉଚିତ ବହୁତ ବଡ଼ ଶାସ୍ତି ଯେମିତି ଆଉ ଭୁଲରେ ବି ଏମିତି କରିବା ଆଗରୁ ବହୁତ୍ ଥର ଭାବିବ
ଆଉ ଅନ୍ୟ ଯୋଉ ଲୋକ ମାନେ ବି ଏମିତି କରୁଛନ୍ତି ସେମାନେ ବି ବହୁତ୍ ଥର ଭାବିବା ଦରକାର
Hare Krishna 🙏🙏🙏
Bhagwan taku debe aji nahele Kali 🙏🙏🙏
ଏମିତି ଅମଣିଷକୁ କଠୋର ଦଣ୍ଡ ମିଳିବା ଦରକାର🙏😭😭🙏
😭😭 he prabhu sambhu nandi nku rakya kara
He prabhu dharma sahibani taku 🙏🙏🙏🙏
He Shiba shambhu apana apananka ''Nandi'' ku jaldi Vala karidiantu.
protect the cow and love the cow
Jay Jagannath Jay Maa Kali Jay Maa Tarini Sankata Harini
He Bhole Nath
Bahut bahut dhanyawad mam 🙏🙏🙏
ଧର୍ମ ସହିଲେ ହେଲା 🙏