Special Story | Human-Animal Special Bonding Amid COVID Crisis | A Speical OTV Report

แชร์
ฝัง
  • เผยแพร่เมื่อ 3 ต.ค. 2024
  • Special Story | Human-Animal Special Bonding Amid COVID Crisis | A Speical OTV Report
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: khabar.odishat...
    Android App: bit.ly/OTVAndr...
    iOS App: bit.ly/OTViOSApp
    TH-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

ความคิดเห็น • 752

  • @pradipkumardhal565
    @pradipkumardhal565 3 ปีที่แล้ว +233

    କେଡେ ବଡ ହୃଦୟ ତୁମର. ଭଗବାନ ମଙ୍ଗଳ କରନ୍ତୁ. ଏମିତି ପଶୁମାନଙ୍କର ସବା କରୁଥାଆନ୍ତୁ.

  • @MadhabMotivation
    @MadhabMotivation 3 ปีที่แล้ว +388

    ବହୁତ ଦୁଃଖ ଲାଗିଲା ଭିଡ଼ିଓକୁ ଦେଖି । ହେ ପ୍ରଭୁ ଏକି ଲୀଳା ତୁମର , ଧନୀକୁ ଅଧିକ ଧନ ଦେଲ ଓ ଗରିବଙ୍କୁ ଅଧିକ ଦୁଃଖ ଏବଂ କୋଷଣ । ସବୁବେଳେ ଗରିବଙ୍କ ଆଖିରେ ହିଁ ଲୁହ । 😭

    • @krushnamohansahoo5633
      @krushnamohansahoo5633 3 ปีที่แล้ว +8

      ଯିଏ ଯୋଉଥିରେ ଖୁସି ଭଗବାନ ତାକୁ ସେମିତି ଦିଅନ୍ତି ଭାଇ।

    • @jayjaganath7457
      @jayjaganath7457 3 ปีที่แล้ว +6

      କାହିଁକି ସରକାର କଣ କାନରେ ତେଲ ଆଖିରେ ପଟି ମାରି ଆଇଛି ନା କଣ । କଣ କରୁଛି ନବୀନ ପଟ୍ଟନାୟକ କଣ ମାଗଣା ସବୁ ଦେଇପକଉଛି ଘର ଖଣ୍ଡିଏ ଦେଇପାରୁନି ଛିଛି..... ଲଜ୍ଜା ଲାଗିବା ଦରକାର 😡😡😡

    • @AKSAmit1
      @AKSAmit1 3 ปีที่แล้ว +3

      @@jayjaganath7457 euta kemiti katha? Ghare tame rahiba na Naveen Patnaik jiye rahiba siye baneiba na.... Aau gote katha bahut kama achhi karibaku masaku 10k 20k aaramse aasi jiba kintu karibeni aau ei mane dukhare rahibeni ta aaau kiye rahiba..? Tike bhabiki reply daba...🤔

    • @krushnamohansahoo5633
      @krushnamohansahoo5633 3 ปีที่แล้ว

      @@AKSAmit1 ଆରେ ଭାଇ ସେ ଲୋକ ତ କାହାକୁ କିଛି ମାଗିନି ତ ଆମେ କଥାକୁ କହିଲୁ ସେ ଲୋକ କ'ଣ ସରକାର କୁ ଘର ମାଗିଥିଲେ କି।

    • @Sk-ex2hr
      @Sk-ex2hr 3 ปีที่แล้ว +1

      Dhani loka sabubele success upare focus kari success paanti mahalia kichi milijaeni

  • @creativesipun9082
    @creativesipun9082 3 ปีที่แล้ว +105

    ସତରେ ଆଖିରୁ ଲୁହ ପଳେଇ ଆସୁଛି।।୭୫ ବର୍ଷ ସ୍ୱାଧୀନତା ପରେ ବି ଆଜି ମଣିଷ ଫୁତ୍ ଫାତ୍ ରେ ଜୀବନ ବିତଉଛି।ଧନ୍ୟ ଇଏ ରାଜନୀତି ଧନ୍ୟ ଇଏ ସରକାର।

    • @Sk-ex2hr
      @Sk-ex2hr 3 ปีที่แล้ว

      Joumane kichi na kari khali basibe semane footpath rahineni auo kn karibe

    • @deepakdas5380
      @deepakdas5380 2 ปีที่แล้ว

      Bhai sabu katha re sarkar ku anani amarbi kichi kartabya achi America re v futfat re sou chanti but jadi kichi dhani loka jadi chahibe a sabu thik hai pariba au dhani gariba madhyare jadi antara kamiba a dina dekhibani auu 🙏

    • @studywithgirishkumar8271
      @studywithgirishkumar8271 2 ปีที่แล้ว

      @@Sk-ex2hr then try to understand their pblm and solve

  • @mr.bhabani05
    @mr.bhabani05 3 ปีที่แล้ว +116

    ଖୁବ୍ ସୁନ୍ଦର୍ ସମ୍ପର୍କ😢ଆଖିରୁ ଲୁହ ଆସି ଯାଉଛି 😭
    ❤🐕🐶❤

  • @kanaklatasamal470
    @kanaklatasamal470 2 ปีที่แล้ว +123

    ପିଲାଟି ପ୍ରତିଉତ୍ତର ସୁନ୍ଦର ଭାବରେ ଦେଉଛି।
    ମହାପ୍ରଭୁ ତା'ର ସମସ୍ତ ମହତ୍ତ୍ଵ ଚିନ୍ତାଧାରାକୁ ପୂର୍ଣ୍ଣ କରନ୍ତୁ।
    ଚଲାପଥ ସଦାହେଉ କୁସୁମୟ।
    ନଲାଗୁ କେବେ କାହା ନଜର।
    ଜୟ ଜଗନ୍ନାଥ।

  • @Freshodia
    @Freshodia 3 ปีที่แล้ว +103

    ହୃଦୟ ବଲ୍ଲଭ ପିଲା ଟେ, ତା'ର ପଢା ଖର୍ଚ୍ଚ ସହୃଦୟ ବ୍ୟକ୍ତିମାନେ ବହନ କରନ୍ତୁ ଏବଂ ତା ପରିବାରକୁ ମଧ୍ୟ ସାହାଯ୍ୟ କରନ୍ତୁ।

  • @CHARAN-0070
    @CHARAN-0070 3 ปีที่แล้ว +324

    ସତରେ ଯଦି ଆମ ଦେଶର ଭବିଷ୍ୟତ ପାଇଁ ସରକାର ଚିନ୍ତା କରୁଛନ୍ତି ତାହାଲେ ଏହିଭଳି ରାସ୍ତା କଡ଼ରେ ରହୁଥିବା ଛୋଟ ପିଲାମାନଙ୍କୁ ଟିକିଏ ଶିକ୍ଷା ଦିଅନ୍ତୁ ତାହାଲେ ସେମାନେ ତାଙ୍କ ଭବିଷ୍ୟତ ଗଢିପାରିବେ ମୋର ଅନୁରୋଧ ,,,

  • @fakirmohansahoo2079
    @fakirmohansahoo2079 3 ปีที่แล้ว +134

    ବହୁତ୍ ଦୁଃଖ ଦାୟକ , ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା ସେ ତୁମକୁ ସହାୟ ହୁଅନ୍ତୁ 🙏🙏🙏

    • @prasantpal4195
      @prasantpal4195 2 ปีที่แล้ว +1

      Ik ur day o

    • @nadinipradhan2684
      @nadinipradhan2684 2 ปีที่แล้ว

      @@prasantpal4195 ççcççccçccçççccçcccçcçççcç

  • @ruturajdash8914
    @ruturajdash8914 3 ปีที่แล้ว +30

    ❤️... ଏ ପିଲାର ନିର୍ଭେଜାଲ ହସ ପାଖରେ ସବୁ ଫିକା

  • @jayjaganath7457
    @jayjaganath7457 3 ปีที่แล้ว +139

    ନବୀନ ପଟ୍ଟନାୟକ କଣ କରୁଛି ତାଙ୍କୁ କଣ ଦେଖାଯାଉ ନାହିଁ ଏମାନଙ୍କୁ ଅତି ଶିଘ୍ର ଥଇଥାନ କରାଯାଉ ଓ ଇନ୍ଦିରା ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉ 😡😡😡😢😢😢

    • @krushnamohansahoo5633
      @krushnamohansahoo5633 3 ปีที่แล้ว +12

      ଭାଇ ଏ ବ୍ୟକ୍ତି ଜଣକ ଲାଞ୍ଚ ଦେଇପାରିବେ ନାହିଁ ସେଥିପାଇଁ ୟାଙ୍କୁ ଇନ୍ଦିରା ଆବାସ ମିଳିବନି।ମାଘିଆ ପ୍ରସାଶନ।

    • @jayjaganath7457
      @jayjaganath7457 3 ปีที่แล้ว +4

      @@krushnamohansahoo5633 ଆପଣ ଠିକ୍ କହିଛନ୍ତି ଭାଇ 😢😔

    • @krushnamohansahoo5633
      @krushnamohansahoo5633 3 ปีที่แล้ว +4

      @@jayjaganath7457 ମୁଁ ସବୁ ବ୍ଳକ ରେ ଦେଖୁଛି କ'ଣ କହିବି ଭାଇ ଗୁଳି ମାରିଦେବାକୁ ଇଚ୍ଛା ହଉଛି 😭😭

    • @sarojgaikwad9027
      @sarojgaikwad9027 3 ปีที่แล้ว +1

      Ethi khatir darkar nahele Kia kahara nuhe

    • @jayjaganath7457
      @jayjaganath7457 3 ปีที่แล้ว +1

      @@sarojgaikwad9027 ହଁ ଭାଇ

  • @Bajrangipapu
    @Bajrangipapu 3 ปีที่แล้ว +57

    ସାମ୍ବାଦିକ କୁ ପୁରସ୍କାର ଦିଆଯିବ ସିଏ ରାସ୍ତାକଡ଼ ରେ ରୁହନ୍ତି ତାଙ୍କ କଥା ନ ପଚାରି କୁକୁର କଥା ପଚାରୁଛନ୍ତି

    • @sidhantamohapatrassmusicch682
      @sidhantamohapatrassmusicch682 2 วันที่ผ่านมา

      Tankara kan jiba gote new style ra news anibe na loka kouthi rahile Tankara kichhi farak paduni

  • @mitunakumarjena6609
    @mitunakumarjena6609 2 หลายเดือนก่อน

    ସୁନ୍ଦର ଦୃଶ୍ୟ ଜଣେ ବେସାହାରା ଲୋକ କେମିତି ଗୋଟେ ପଶୁ କୁ ସୁନ୍ଦର ଭାବରେ ସାହାରା ଦେଉଛି...🙏

  • @sipunkumarjena7662
    @sipunkumarjena7662 3 ปีที่แล้ว +43

    ସବୁ ଲୀଳାମୟ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କର ଲୀଳା

  • @rajeshkumarswain1764
    @rajeshkumarswain1764 3 ปีที่แล้ว +10

    ବା ଆ ଠୁ ଅଧିକ ସୁନ୍ଦର୍ ଆଉ କିଛି ନାଇ ବହୁତ୍ ଶାନ୍ତି ଲାଗେ ଏପରି କାର୍ଯ୍ୟ କୁ ଯଦି ଏ ସମାଜ ର ସମସ୍ତେ ଏପରି ହୋଇ ଯାଆନ୍ତେ କେତେ ସୁନ୍ଦର ସମାଜ ଟେ ତିଆରି ହୋଇ ପାରନ୍ତା

  • @madhupam9938
    @madhupam9938 3 ปีที่แล้ว +32

    ପିଲାଟିର କଥାରୁ ଲାଗୁଛି ଯଦି ସୁଯୋଗ ମିଳେ ସେ ନିଶ୍ଚୟ ଉଜ୍ଜଳ ଯୁବକଟିଏ ହେବ | ସରକାରଙ୍କୁ ତା'ର ଶିକ୍ଷା ପାଇଁ ବ୍ୟବସ୍ତା କରିବାକୁ ନିବେଦନ | ଈଶ୍ୱର ପିଲାଟିକୁ ତଥା ତା' ପରିବାରକୁ ସାହା ହୁଅନ୍ତୁ |

  • @brahmanchhaivillagefastiva1093
    @brahmanchhaivillagefastiva1093 2 ปีที่แล้ว +4

    ପଶୁ କେବଳ ବୁଝେ ମଣିଷର ମହାନତା
    ଆମ ସମାଜରେ ଅନେକ ଲୋକ ରହିଛନ୍ତି ଯେଉମାନେ ପଶୁ ପଷୀ ମାନଙ୍କ ଉପରେ ଅତ୍ଯାଚାର କରନ୍ତି। ସମାଜରେ ଏମିତି ଲୋକ ଅଛନ୍ତି ଜୀବନରେ ପଶୁପଷୀଙ୍କୁ ନିଜ ଜୀବନ ଠାରୁ ଅଧିକ ଭଲ ପାଆନ୍ତି 🙏

  • @ssn4133
    @ssn4133 3 ปีที่แล้ว +2

    ଜୀବନ ଜଂଜାଳ ଭିତରେ କିଏ କେବେ ହାରିଯାଇଛି ତ କିଏ କେବେ ଜିତି ଯାଇଛି.. କିଏ ଧନ ରତ୍ନ ଗର୍ଵ ର ସହ ବଞ୍ଚୁଛି ତ କିଏ ଗରିବ ହୋଇ ଫୁତଫାତ ରେ ସୋଇ ଜୀବନ ବଂଚାଉଛି .. ହେଲେ ଫରକ କେବଳ ଏତିକି ଧନୀ ଲୋକକୁ କେବେ ଶାନ୍ତି ମିଳୁନି ଗରିବ ସବୁବେଳେ ଶାନ୍ତିରେ ଦିନ ବିତାଉଛି.... 🙏🙏🙏

  • @Sonali_Fish
    @Sonali_Fish 3 ปีที่แล้ว +47

    People should learn from this boy ... God bless this boy 😥🙏

  • @subratapradhan7823
    @subratapradhan7823 3 ปีที่แล้ว +8

    ବାବୁରେ ତତେ ଦେଖିବା ପରେ ତୋ ପ୍ରତି love ହେଇଗଲାଣି ମୋତେ 👍👍

  • @thebudgetless
    @thebudgetless 2 ปีที่แล้ว

    ଗୋଟେ କଥା emotion ସହ ଖେଳନୀ 🙏🙏

  • @king-do4gr
    @king-do4gr 3 ปีที่แล้ว +85

    ଆମର ମୁଖ୍ୟମନ୍ତ୍ରୀ ଖାଲି ଯୋଜନା ଉପରେ ଯୋଜନା କରିଚାଲିଛନ୍ତି ।

  • @intelligentcommunity4040
    @intelligentcommunity4040 2 ปีที่แล้ว +1

    ମୋର ବି ଗୋଟେ ସୁନ୍ଦର୍ କୁକୁର ଥିଲା, କିନ୍ତୁ ସେ ଏବେ କିଛି ଦିନ ହବ ମରିଗଲା।।।😭😭😭

  • @lulusahoo7515
    @lulusahoo7515 2 ปีที่แล้ว +1

    Jay jagannath jay jagannath🙏🙏🙏🙏🙏

  • @durgabatiroutray7881
    @durgabatiroutray7881 3 ปีที่แล้ว

    Prabhu tamara mangal karantu hey bhagaban se bapa puaku bahut dhana dai

  • @kalandidas125
    @kalandidas125 2 ปีที่แล้ว +5

    ସ୍ନେହ ମମତା ଆଗରେ ସମସ୍ତେ ବନ୍ଧା, କିଛି ଅସୁର ପ୍ରକୃତିର ଲୋକ ଅଛନ୍ତି, କୁକୁର ଦେଖିଲେ ଗାଡି ଚଢେଇ, ବିଷ ଦେଇ, ଗରମ ପାଣି ଢାଳି, ଏପରି ଅତ୍ୟାଚାର କରି ମାରିଦିଅନ୍ତି, ସେଇ ଲୋକଙ୍କୁ ମୂଁ ହାତଯୋଡ଼ି 🙏🙏🙏🙏🙏🙏🙏ଅନୁରୋଧ କରି କହୁଛି, ନିରୀହ କୁକୁରଙ୍କୁ ୟାଙ୍କ ପରି ଭଲ ପାଇବା ଦିଅନ୍ତୁ, ଦେଖିବେ ଦିନେ ନା ଦିନେ ତମ ବିପଦରେ ବନ୍ଧୁ ସାଜିବେ,

  • @ashutoshsethi1078
    @ashutoshsethi1078 3 ปีที่แล้ว +40

    May GOD bless this boy....

  • @mukeshdalai9142
    @mukeshdalai9142 2 ปีที่แล้ว

    ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ 👏👏👏👏

  • @allworldshorts6156
    @allworldshorts6156 ปีที่แล้ว

    Jay jagannath 🙏 Jay lokanathe❤❤❤

  • @srikanta671
    @srikanta671 2 ปีที่แล้ว +1

    ବହୁତ ସୁନ୍ଦର ଲାଗୁଛି, ଧନ୍ୟବାଦ ସରକାର

  • @ashutoshmohanty4484
    @ashutoshmohanty4484 3 ปีที่แล้ว +13

    Child's smile express the beauty of his heart 💖💓....

  • @reetuvlogs18
    @reetuvlogs18 3 ปีที่แล้ว +7

    God bless this child . Little Raja
    Please help and support them

  • @haylbsnaa6758
    @haylbsnaa6758 3 ปีที่แล้ว +15

    ଏଠି ଯୋଜନା କାଗଜ , ଖାତା , କଲମ , ରେ ସୀମିତ ସରକାର ଙ୍କ ନଜର ତ ଯୋଜନା ଉପରେ ଏମାନଙ୍କ ଉପରେ କୋଉଠୁ ଆସିବ .......ଭଗବାନ ଙ୍କୁ ଜଣା ଏଠି ଯୋଜନା କାମ ଦଉଚି ନା ଭାବନା.............

  • @deepakpradhan1438
    @deepakpradhan1438 3 ปีที่แล้ว

    Dhanyabad janauchhi tamaku🙏🙏🙏🙏🙏🙏🙏🙏🙏🙇🏼🙇🏼🙇🏼🙇🏼🙇🏼

  • @rashtrapratham9222
    @rashtrapratham9222 3 ปีที่แล้ว

    Bah... Badhia aau... Bhagaban tamaku bhalare rakhantu aau... Tame aau sheru sabubele sukha re ruha aau....😊🤗🤗🤗🙂

  • @lipikasahoo9275
    @lipikasahoo9275 3 ปีที่แล้ว +2

    ଭଗବାନ କରନ୍ତୁ ଆପଣଙ୍କ ପରୀବାର ସବୁବେଳେ ଖୁସିରେ ରୁହ

  • @mamamiddleclassvlog3949
    @mamamiddleclassvlog3949 3 ปีที่แล้ว

    Dhanya Odisha sarkar

  • @nirupamadas8668
    @nirupamadas8668 2 ปีที่แล้ว +1

    Jay jagannath 🙏❤🙏

  • @jchoudhury274
    @jchoudhury274 2 ปีที่แล้ว

    Bahut bhala KHATA. Bhai santi ra ACHANTI

  • @pritamjitsamal1177
    @pritamjitsamal1177 3 ปีที่แล้ว +27

    A dog 🐕 is only thing on earth that love you more than you love yourself 🥰

  • @chaturbhujasahoo8895
    @chaturbhujasahoo8895 2 ปีที่แล้ว

    ବହୁତ ସୁନ୍ଦର କଥା

  • @debaprasadnayak3330
    @debaprasadnayak3330 3 ปีที่แล้ว +1

    good. ripoting....sata sata. koti. pranam👍👍👍👍👍👍👍👍👍👍💖💖💖💖💖💖

  • @satyadurga1267
    @satyadurga1267 ปีที่แล้ว +1

    Jayjagannath saha 🙏🙏🙏

  • @sandhya5110
    @sandhya5110 3 ปีที่แล้ว +1

    ଵହୁତ ସୁନ୍ଦର

  • @MBinod-zy7gd
    @MBinod-zy7gd 3 ปีที่แล้ว +1

    Jay jagannath

  • @manasranjanraulo8808
    @manasranjanraulo8808 3 ปีที่แล้ว +15

    That's called humanity....❤️

  • @SUBHRANSU99
    @SUBHRANSU99 3 ปีที่แล้ว +9

    ଓଁ ନମଃ ଶିବାୟ 🙏🙏😭😭💔💔😭😭😢😥😥😥

  • @DeepakDeepak-zf2lc
    @DeepakDeepak-zf2lc 2 ปีที่แล้ว

    Akira luha asigala jay jaganath

  • @ashma_
    @ashma_ 3 ปีที่แล้ว +29

    When people say there's no humanity ....They should watch it ...

  • @ytsitalo
    @ytsitalo 3 ปีที่แล้ว +4

    Pashu hamesha hamesha sath deta hai lekin aadami nahin post sabse jyada pyara hota hai 🙏🙏🙏🙏

  • @bblpbiswjit4736
    @bblpbiswjit4736 3 ปีที่แล้ว

    ହେ ପ୍ରଭୁ

  • @sanjayjena6995
    @sanjayjena6995 3 ปีที่แล้ว

    He bhole nath rakshya karna prabhu

  • @msworld1833
    @msworld1833 3 ปีที่แล้ว

    Jay Jagannath
    Prakruta Santi Bhai...
    Amara bhagaban nka daya ru sabu thaiki bi asanti... God bless you

  • @nkyoutube5013
    @nkyoutube5013 3 ปีที่แล้ว

    Bahut sundar 👌👌

  • @user-un7mz5tq7q
    @user-un7mz5tq7q 3 ปีที่แล้ว +6

    ହେ ଇଶୋର ଏମାନଙ୍କୁ ଘରଟିଏ ପ୍ରଦାନ କରନ୍ତୁ

  • @nanuan2190
    @nanuan2190 3 ปีที่แล้ว

    Bahut badhia animals ko love kaise karna chahiye ish bachhe se sikhe.
    Love animals save Natures

  • @ashishkumarojha2323
    @ashishkumarojha2323 2 ปีที่แล้ว

    Best news, Thanks reporter

  • @skylerlover8431
    @skylerlover8431 3 ปีที่แล้ว +19

    Jebe bi emt vdo dekhe bohut Kanda lage, kebe ama desare samastanka dukha dura haba 🥺

    • @teachervloggerjunoon5867
      @teachervloggerjunoon5867 3 ปีที่แล้ว

      Dukha nahi vai,loka ra godahata thik achhi,He should work hard👍

    • @chandansekhardeo6142
      @chandansekhardeo6142 3 ปีที่แล้ว +1

      Jiban thiba jae....dukha dura hue nahi...ei ta hauchi Manisha jiban

  • @rajeshbehera7447
    @rajeshbehera7447 3 ปีที่แล้ว +6

    It's too much for a dog lovers poor heart 😢😢💜💜💜

  • @drstrange4349
    @drstrange4349 2 ปีที่แล้ว

    1st time otv ra gote video bhala lagila😍😍

  • @manoranjanpaik9900
    @manoranjanpaik9900 3 ปีที่แล้ว +1

    Kichhi na thaibi ete khusire rahucha bahut Thanks Good Bless You🙏🙏😭

  • @payalsamantaray9278
    @payalsamantaray9278 2 ปีที่แล้ว +1

    Actually this bond are full emotional & love 💕

  • @kirtimahakaal1700
    @kirtimahakaal1700 2 ปีที่แล้ว

    Jay jagannath jay bajarang bali har har Mahadev 🙏🥰👍🙂🥰

  • @Priyaworld_7377
    @Priyaworld_7377 ปีที่แล้ว

    Khub sundor ❤🙏

  • @barihapilaofficial655
    @barihapilaofficial655 3 ปีที่แล้ว +23

    ବହୁତ ଦୁଖ ଲାଗିଲା ଭିଡିଓ ଟା......😭

  • @brahmanchhaivillagefastiva1093
    @brahmanchhaivillagefastiva1093 2 ปีที่แล้ว +1

    ମୁ ମଧ୍ଯ ପଶୁପଷୀଙ୍କୁ ମଧ୍ଯ ଭଲ ପାଏ
    ବିଶ୍ବାସୀ ହେଉଛି କୁକୁର

  • @akashsahu8597
    @akashsahu8597 3 ปีที่แล้ว +1

    Mast video 👍👍👍👍👍👍👍👍

  • @kumarprem4055
    @kumarprem4055 3 ปีที่แล้ว +2

    Bahout bhalolagila
    E prakro premo pain
    Hats off to u....🐕🐕🐕🐕

  • @sunilkumarparida6799
    @sunilkumarparida6799 3 ปีที่แล้ว +1

    Pila tira katha bahut bhala lagila good job🙏🙏🙏

  • @payalsamantaray9278
    @payalsamantaray9278 2 ปีที่แล้ว +6

    Help this animal & people they are need of secure & safe life ❤️

  • @jayantimalik935
    @jayantimalik935 2 ปีที่แล้ว +1

    ଭଗବାନ ଆପଣଙ୍କୁ ଭଲରେ ରଖନ୍ତୁ ଏ ଦୁନିଆରେ ସମସ୍ତେ ଆପଣଙ୍କ ପରି ହୁଈଯାଆନ୍ତୁ କାରଣ ଏ ଦୁନିଆରେ ପଶୁପକ୍ଷିଙ୍କ ଉପରେ ଅତ୍ୟାଚାର ହେଉଅଛି ସେମାନେ ଟିକେ ଭଲରେ ରହିବେ ଜୟ ଜଗନ୍ନାଥ

  • @akshayaworldlife9733
    @akshayaworldlife9733 3 ปีที่แล้ว +8

    Great Dog Sad Sad Naman He Jagannath Sabubele Khushire Rakhithiba.Bhuke Nai Rakhithiba Prabhu

  • @KrishnaDas-uk7zo
    @KrishnaDas-uk7zo 3 ปีที่แล้ว +14

    This little kid talking as a grown man ..🤩

  • @sipunmohanta9413
    @sipunmohanta9413 3 ปีที่แล้ว +2

    Help to all people may god will help them.

  • @ghugubaral3862
    @ghugubaral3862 2 ปีที่แล้ว +3

    ଏଠି କୁକୁର କଥା କୁହାଯାଉଛି TRP ପାଇଁ କିନ୍ତୁ ସେ ପିଲାଟି କେମିତି ରାସ୍ତା କଡ଼ରେ ସୋଇଛି ତାର ଭବିଷ୍ୟତ କଣ ହବ ସେ ବିଷୟ ରେ ଟିକେ ବି କିଛି କହିଲେନି ସାମ୍ବାଦିକ ବାବୁ, ଥରେ ପିଲା ଟିର ଉଜ୍ଜଳ ଭବିଷ୍ୟତ ବିଷୟ ରେ ଚିନ୍ତା କରିବାକୁ ଅନୁରୋଧ କରୁଛୁ ଭାଇ

  • @bijaykumarpradhan4773
    @bijaykumarpradhan4773 3 ปีที่แล้ว

    Humanity and krisna lives there

  • @dasranjit1106
    @dasranjit1106 5 วันที่ผ่านมา

    God bless you beta 😢😢😢😢😢😢😢😢❤❤❤❤

  • @premsusanta
    @premsusanta 3 ปีที่แล้ว +5

    These 3 characters teaches about living a joy life with no requirements of materialistic things in a life.

  • @santanuchhotaray2404
    @santanuchhotaray2404 3 ปีที่แล้ว

    Thank you beta....good job

  • @kishorchandramurmu4243
    @kishorchandramurmu4243 5 วันที่ผ่านมา

    ଏଠି ମଣିଷ ମାନେ ବେଇମନ୍ କରନ୍ତି। ହେଲେ ପଶୁ କେବେ ବେଇମନ୍ କରେନାହିଁ । କାରଣ ସମ୍ପର୍କ ର ମାନେ ସେ ଠିକ୍ ବୁଝିଛି।

  • @MikuMiki-rc1co
    @MikuMiki-rc1co 9 วันที่ผ่านมา

    Kete sundara bhalapiaba auu kete sunder katha waaa🤩

  • @narayanpradhan7148
    @narayanpradhan7148 3 ปีที่แล้ว

    Good job thak you universe

  • @diptiranjankhamari3329
    @diptiranjankhamari3329 3 ปีที่แล้ว

    Really...hart touching.....many many thanks....OTV

  • @rudraparida5953
    @rudraparida5953 3 ปีที่แล้ว

    Jay jagannath 🙏🙏🙏

  • @rajibdakua8890
    @rajibdakua8890 2 ปีที่แล้ว

    Jagannath mangal karantu

  • @hkmishramishra851
    @hkmishramishra851 2 ปีที่แล้ว

    🙏Kotipranam Sir🙏

  • @kaibalya_sahoo8655
    @kaibalya_sahoo8655 3 ปีที่แล้ว +6

    ସେ କହୁଛନ୍ତି ଆମର ଘର ଅଛି, କିନ୍ତୁ ରାସ୍ତା କଡରେ କଣ ପାଇଁ ଶୋଇଛନ୍ତି. ସରକାର ର ଦୋଷ ଦେବେ ଲୋକ ମାନେ

  • @lokansahu7113
    @lokansahu7113 2 ปีที่แล้ว

    Iswar nkar ki neela 🙏🏻🙏🏻🙏🏻🙏🏻🙏🏻

  • @prajnasudehury5912
    @prajnasudehury5912 3 ปีที่แล้ว +21

    ଭାଈ ତମ ଟିଭି କୁ ମାନିବାକୁ ପଡ଼ିବ । କୁକୁର ଦେଖେଇବା ପ୍ନାଇ ସମୟ ଅଛି but ଆମର somyakanta ଭାଇ ର echmo tretment pnai ଫଣ୍ଡ ଦରକାର ଯେ ତମ ଟିଭି ରେ ଦେଖେଇବାକୁ ସମୟ ନାହିଁ । ମାନିବାକୁ ପଡ଼ିବ ଭାଈ ତମ ଟିଭି କୁ ।

    • @spandancreationodisha4533
      @spandancreationodisha4533 3 ปีที่แล้ว +1

      ସେଇ କୁକୁର ଙ୍କୁ ମାରି ଚୀନ ଦେଶ ର ଲୋକେ ଖାଉଛନ୍ତି ,କରନା ରୋଗ କୁ ସାରା ବିଶ୍ୱ ରେ ପହଂଚାଇବା ,ଚୀନ ର ସମ୍ପୃକ୍ତ ,ଜୀବ ଜନ୍ତୁ ଙ୍କ ଙ୍କ ପ୍ରତି ଦୟାଵାନ ହେଵା ଦରକାର ନହେଲେ ,ମଣିଷ ସମାଜ କୁ ବିପଦ ମାଡ଼ି ବସିବ 😭

    • @goutambiswal
      @goutambiswal 3 ปีที่แล้ว

      @@spandancreationodisha4533 absolutely correct Bhai 👍

  • @durganayak6249
    @durganayak6249 3 ปีที่แล้ว +3

    Good bless you 🙏🙏

  • @laxmikantasabar898
    @laxmikantasabar898 3 ปีที่แล้ว +5

    please help this family request to our government

  • @Sonapradhana143
    @Sonapradhana143 3 ปีที่แล้ว

    ଭଗବାନ ତମ ର ମଙ୍ଗଳ କରଂତୁ 🙏🙏🙏😭😭

  • @sanjaydatta948
    @sanjaydatta948 3 ปีที่แล้ว

    Luv you beta God bless you

  • @sanjusahoo1521
    @sanjusahoo1521 2 ปีที่แล้ว

    Jay Jagannath 🙏🙏

  • @biswanathsahoo2888
    @biswanathsahoo2888 2 ปีที่แล้ว

    This boy is very talented and genius pls save this child for future of ODISHA.👍👍👍👍✌✌✌✌

  • @artspacebyjaya4997
    @artspacebyjaya4997 3 ปีที่แล้ว +1

    How innocent and kind... They are happy with whatever they have... more power to you🙏

  • @smurtiranzan5182
    @smurtiranzan5182 2 ปีที่แล้ว

    May God bless you

  • @Oficialmemes
    @Oficialmemes 3 ปีที่แล้ว

    Animal lovers is my fabrat men

  • @chandrasahu7320
    @chandrasahu7320 3 ปีที่แล้ว +1

    Thanks OTV channel ... really your channel is best for public...other channel try publicity....

  • @gouridas8338
    @gouridas8338 2 ปีที่แล้ว

    Jay Jagannath

  • @asishbehera1561
    @asishbehera1561 2 ปีที่แล้ว

    God Bless you