Special Report: Girl From Balasore Writes To Odisha CM, Seeks Help For Higher Studies

แชร์
ฝัง
  • เผยแพร่เมื่อ 3 ต.ค. 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'.
    For the latest Odisha News Follow us:
    Website :- kanaknews.com/
    Instagram :- www.instagram....
    LinkedIn :- / kanak-news
    Facebook :- / kanaknews
    App Kanak :- play.google.co...
    Twitter :- / kanak_news
    Telegram :- t.me/kanaknews...
    #KanakNews #Odisha #Balasore

ความคิดเห็น • 1.3K

  • @gyanaranjanprusty406
    @gyanaranjanprusty406 2 ปีที่แล้ว +177

    ମାନନୀୟ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ ଏ ଝିଅଟିର ଚିଠି ପ୍ରତି ଧ୍ୟାନ ଦେଵେ ଏବଂ ନିଜେ ନ ଯାଇ ପାରିଲେ ସେଠାକାର ଲୋକାଲ MLA କିମ୍ବା ବିଭାଗୀୟ ଅଧିକାରୀ ମାନଙ୍କୁ କୁହନ୍ତୁ ସେଇ ଝିଅଟିର ସମସ୍ତ କଥା ବୁଝିବା ପାଇଁ ଏମିତି ବହୁତ ଝିଅ ଅଛନ୍ତି ଯୋଉମାନେ ପାଖରେ ବହୁତ ଭଲ କଳା ଥିଲେ ବି ସେମାନଙ୍କ ପରିସ୍ଥିତି ତାଙ୍କୁ ଉପରକୁ ଉଠେଇ ଦଉନି ସେମାନେ ବଣ ମଲ୍ଲୀ ଫୁଟିକି ଝଡ଼ିପଡ଼ୁଛନ୍ତି...

    • @gitanjalibarik8674
      @gitanjalibarik8674 2 ปีที่แล้ว

      R8 bro

    • @ସଚେତନନାଗରିକ
      @ସଚେତନନାଗରିକ 2 ปีที่แล้ว

      ବ୍ରହ୍ମପୁର ଦୀପିକା କୁ ନ୍ୟାୟ ଦେବା ପାଇଁ ଟିକେ ମୁଖ୍ୟମନ୍ତ୍ରୀ କୁ ଅନୁରୋଧ କର,
      Love in relationship, vailantain day ଭଳି କୁତ୍ସିତ ବିଦେଶୀ ପ୍ରଥା ପାଳନ ଉପରେ ରୋକ ଲଗାଇବା ପାଇଁ ଅନୁରୋଧ କର,
      ନ ହେଲେ ଦୀପିକା ଭଳି ଅନେକ ଉଚ୍ଚ ଶିକ୍ଷିତ ହିନ୍ଦୁ ଯୁବକ ଯୁବତୀମାନେ ବିନା ବିବାହ ପୂର୍ବରୁ ଯୌନ ସମ୍ପର୍କ ସ୍ଥାପନ କରିବା,ସନ୍ତାନ ପ୍ରସବ କରିବା ଘଟଣା ଆଗକୁ ବୃଦ୍ଧି ପାଇବ,
      ତେଣୁ ବେଳ ଥାଉ ଥାଉ ଏ ଭଳି ପ୍ରଥା ବିରୋଧରେ ଜନସଚେତନତା କରାଗଲେ ବହୁତ ଭଲ ହୁଅନ୍ତା

    • @mukeahhanu9329
      @mukeahhanu9329 2 ปีที่แล้ว

      I'mp

  • @narayansamal5222
    @narayansamal5222 2 ปีที่แล้ว +357

    ସୁଭଦ୍ରାକୁ ସାହାଯ୍ଯ କରିଥିବା ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ ଆଉ ନମସ୍କାର 🙏🙏🙏

    • @krushnapradhan7642
      @krushnapradhan7642 2 ปีที่แล้ว +7

      Mote tikie subhadra phone pe number debe

    • @sipun2712
      @sipun2712 2 ปีที่แล้ว +2

      plz tanka ghara adrees diantu ame tanku help karibu

    • @pakunkhatuapakun5053
      @pakunkhatuapakun5053 2 ปีที่แล้ว

      Like

    • @ସଚେତନନାଗରିକ
      @ସଚେତନନାଗରିକ 2 ปีที่แล้ว

      ସୁଭଦ୍ରା କୁ ଘୃଣା କରିଥିବା ଗାଁ ଲୋକ ମାନଙ୍କୁ କଣ ଧନ୍ୟବାଦ ଜଣେଇବ ନାହିଁ ?

  • @rabindramajhi4081
    @rabindramajhi4081 2 ปีที่แล้ว +67

    କି ଧର୍ମଭାବ..!!! କି ଜାତିଭେଦ...!!!
    ଧର୍ମ ଏକ ମାନବ ଧର୍ମ।
    ଜାତି ଏକ ମାନବ (ସ୍ତ୍ରୀ/ପୁରୁଷ)।
    ଧନ୍ୟ ତୁମ ପୂଜା ଅର୍ଚ୍ଚନା। ମାନବ ସେବା ହିଁ ମାଧବ ସେବା ଗୁଣ ଗାଉଛ। ମଣିଷ କୁ ମାନବିକତା ଦେଖାଇ ପାରୁ ନାହଁ। କାହିଁକି ଏ ସବୁ ମତଭେଦ..????🙏🙏🙏

    • @ସଚେତନନାଗରିକ
      @ସଚେତନନାଗରିକ 2 ปีที่แล้ว +1

      ନିର୍ଲଜ ବ୍ରାହ୍ମଣ ମାନଙ୍କୁ କିଏ ବୁଝେଇବ ?
      ଏ ମାନଙ୍କୁ ଜୋତା ମାଡ଼ ମାରିଲେ ଭଲ ବାଟକୁ ଆସିବେ

    • @ManojKumar-km3tw
      @ManojKumar-km3tw 2 ปีที่แล้ว +1

      Very good mama

    • @akashdc1470
      @akashdc1470 2 ปีที่แล้ว

      Sata Katha Bhai 👍🙏

    • @pankajinimishra1139
      @pankajinimishra1139 2 ปีที่แล้ว

      Sarkar ta jati Veda srusti Karu chhanti

    • @ranjanhembrom4373
      @ranjanhembrom4373 2 ปีที่แล้ว

      @@ସଚେତନନାଗରିକ thik kahicha Bhai

  • @apshortvlogs9744
    @apshortvlogs9744 2 ปีที่แล้ว +24

    ଶୁଭଦ୍ରାକୁ ସାହାଯ୍ୟ କରୁଥିବା ଲୋକଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଉଛି.

  • @gayatriartandpoetry9832
    @gayatriartandpoetry9832 2 ปีที่แล้ว +301

    ମଣିଷ ମଣିଷ ର ମନକୁ ଭଲପାଅ.. ସବୁ ମଣିଷ ସମାନ.. ଦୟା କରି 🙏 ଜାତି ଭେଦ ଭାବ ଦୂର କରନ୍ତୁ.. ଏଥିପାଇଁ କିଛି ନିୟମ କାଢନ୍ତୁ ମାନନୀୟ ମୁଖ୍ୟ ମନ୍ତ୍ରୀ

  • @Lipunsarat
    @Lipunsarat 2 ปีที่แล้ว +11

    ବହୁତ ଭଲ ରେ ରୁହ ଭଉଣୀ ଭଲ ପାଠ ପଢ ତମ ସ୍ୱପନ ପୁରଣ ହଉ ଜୟ ଜଗନ୍ନାଥ 🙏

  • @rakeshkumarbal5541
    @rakeshkumarbal5541 2 ปีที่แล้ว +134

    ଭଉଣୀ ତୁ ଲୋକଙ୍କ କଥା ଶୁଣିବୁନି ତ କର୍ମ ରେ ତୁ ଆଗେଇଚାଲେ ଭଗବାନ ତ ସାଙ୍ଗରେ ଅଛନ୍ତି🙏🙏🙏

  • @g.anjali3593
    @g.anjali3593 2 ปีที่แล้ว +12

    ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମ୍ଭେ ମାନବ ସମାଜର ଭାବିବା ଉଚିତ୍ । ଯେତେବେଳେ ଜଣେ ରୋଗୀ କୁ ରକ୍ତ ଦରକାର ପଡେ ସେତେବେଳେ ତ କେହି ଜାତି, ଧର୍ମ, ବର୍ଣ୍ଣ ବିଚାର କରି ନଥାଏ, ହେଲେ ଆଜି ମଧ୍ୟ ଜାତି ବିବାଦ ଲାଗି ରହିଛି। Please sister keep your ambitions..👍👍 great 👍👍

  • @MrAshok07655
    @MrAshok07655 2 ปีที่แล้ว +49

    ସାହାଯ୍ୟ କରନ୍ତୁ ଏ ଭଉଣି ଟିକୁ ଦୁନିଆଁ କୁ ଦେଖେଇଲା ପରି ନୁହେଁ ବରଂ ଗୋଟିଏ ସ୍ବାଭିମାନି ନାଗରିକ ପରି 💔💔 ଜୟ ଜଗନ୍ନାଥ 🙏🙏

  • @barshad..musicalfountain359
    @barshad..musicalfountain359 2 ปีที่แล้ว +76

    I'm just proud of this girl and her independent thought... I salute her courage... She should be given enough scope.. I guarantee, she will bring change one day... Jay jagannath..

  • @prabhasnibas9097
    @prabhasnibas9097 2 ปีที่แล้ว +173

    ମୁଁ ସୁନା ଭଉଣୀ ସୁଭଦ୍ରା ଭଉଣୀ ଭଗବାନ ଏମିତି ଖୁସି ରେ ରଖନ୍ତୁ।

    • @EExpertise077
      @EExpertise077 2 ปีที่แล้ว +3

      🤔🙄

    • @ସଚେତନନାଗରିକ
      @ସଚେତନନାଗରିକ 2 ปีที่แล้ว +1

      ଟିକେ ଦୀପିକା ଭଉଣୀ ପାଇଁ ଭଗବାନ କୁ କୁହ, ତା ସ୍ବାମୀ ରାଣ୍ଡୁଆ ଦିନେଶ କୁ ସଦବୁଦ୍ଧି ଦିଅନ୍ତୁ, ଭଲରେ ରୁହନ୍ତୁ

  • @ranjansundaray2968
    @ranjansundaray2968 2 ปีที่แล้ว +12

    ଭଗବାନ କରନ୍ତୁ ତୁମର ସବୁ ଇଚ୍ଛା ପୂର୍ଣ୍ଣ ହେଉ । ଜୟ ଜଗନ୍ନାଥ। ଦୟା କରି ସୁଭଦ୍ରା କୁ ସାହାଯ୍ୟ କରନ୍ତୁ।

  • @pitambarsahoo4388
    @pitambarsahoo4388 2 ปีที่แล้ว +171

    Please help this innocent girl CM Sir 🙏

    • @manashsoren3342
      @manashsoren3342 2 ปีที่แล้ว

      ମାନନୀୟ ଶ୍ରୀଯୁକ୍ତ ନବୀନ ପଟ୍ଟନାୟ ଭକ୍ତ ଝିଅକୁ ଆନ୍ତରୀକ ସହକାରେ ଯାହାଯ୍ କରୁନ୍ତୁ

  • @pradeepbiswal1962
    @pradeepbiswal1962 2 ปีที่แล้ว +31

    ଧନ୍ୟବାଦ୍ ସମସ୍ତଙ୍କୁ...🙏🙏🙏🙏
    ଜୟ ଜଗନ୍ନାଥ ସ୍ଵାମୀ 🙏🙏🙏🙏

  • @omsairam2627
    @omsairam2627 2 ปีที่แล้ว +111

    God bless you,Subhadra!

  • @nrusinghasutar7808
    @nrusinghasutar7808 2 ปีที่แล้ว +37

    You are great little girl. God bless you subhadra .

  • @pradoshkumar7833
    @pradoshkumar7833 2 ปีที่แล้ว +39

    ଯିଏ ବି ସାହାଯ୍ୟ କରୁଛ ସମାଜ କୁ ଦେଖେଇକି ସାହାଯ୍ୟ କର ହେଲା. ଧନ୍ୟ ରେ

    • @diptikantasahu1800
      @diptikantasahu1800 2 ปีที่แล้ว

      Pura right

    • @ANDigital-bk4qu
      @ANDigital-bk4qu 2 ปีที่แล้ว +2

      Samaja ku dekheiba drkar dekheile Sina kichhi sikhibe ...jau loko mane ninda karuthile jati pratha ku nei semananka muha Abe talaku heijaichi ...no dekheile janibe kemiti Abe bi manabikata banchi rahichi.

    • @pradoshkumar7833
      @pradoshkumar7833 2 ปีที่แล้ว +2

      @@ANDigital-bk4qu ଆପଣ କଥା ଏକଦମ ଠିକ

  • @muzicb23
    @muzicb23 2 ปีที่แล้ว +7

    ଆରେ ଭାଇ ଏଠି ଗୋଟେ ଦିନ help କରିବା ଆଉ ସବୁଦିନ ଭୁଲିଯିବା, ନାଁ
    ସେ କେମିତି ସବୁ ଦିନ ପାଇଁ ଚଳିବ ସେ ବେବସ୍ତ ବି କର,
    ଆଜି ସାହାଯ୍ୟ କରିବା କାଲିକି ଭୁଲିଯିବା କିଏ କୁଆଡେ ଥିବେ ଆଉ ଦେଖା ଦର୍ଶନ ନଥିବ କାହାର

  • @tanmayrout790
    @tanmayrout790 2 ปีที่แล้ว +36

    Mind-blowing words

  • @satyajitsahoo5851
    @satyajitsahoo5851 2 ปีที่แล้ว +13

    Very happy to see her getting helping hands!!🤟🔥🙏

  • @chinmayakumardash6661
    @chinmayakumardash6661 2 ปีที่แล้ว +63

    ଏଇ କିଛି ଦିନ ତଳେ ଆମେ ଆଜାଦି ର ୭୫ ବର୍ଷ ଅମୃତ ଉତ୍ସବ ପାଳନ କରୁଥିଲେ ଏଇ ହେଉଛି କଣ ଆଜାଦି ର ଅମୃତ ଉତ୍ସବ ଅଜି ବି ଏଇ ଭାରତ ବର୍ଷ ରେ ଜାତିବାଦ କୁ ନେଇ ପ୍ରଶ୍ନ ଉଠୁଛି ଏଇ କଣ ଆମ ସ୍ଵାଧୀନତା......?
    ମାନ୍ୟବର ସରକାର ଙ୍କୁ ଅନୁରୋଧ କି ଏଇ ଜାତିବାଦ ପ୍ରଥା ଆଉ କେତେଦିନ.....?
    ଆମେ ଗୋଟିଏ ସଭ୍ୟ ଏବଂ ସୃଜନଶିଳ ସମାଜ ଭିତରେ ବଞ୍ଚିବା କୁ ଚାହୁଁ ଦୟା କରି ଏହାର ନିରପେକ୍ଷ ବିଚାର କରାଯାଉ..!
    ବନ୍ଦେ ଉତ୍କଳଜନନୀ

    • @basudevrath3520
      @basudevrath3520 2 ปีที่แล้ว +2

      ବିନାଶ୍ରୟେ ନ ବର୍ତ୍ତନ୍ତି କବିତା,ବନିତା ଲତା । ସରକାର ଦୟାଶୀଳ ହେବା ଦରକାର ।

    • @bspriya2327
      @bspriya2327 2 ปีที่แล้ว

      Right 👍

    • @priyabratamallik3277
      @priyabratamallik3277 2 ปีที่แล้ว

      Right kahila 👍👍👍

    • @ସଚେତନନାଗରିକ
      @ସଚେତନନାଗରିକ 2 ปีที่แล้ว

      @@basudevrath3520 ଏ ଭଳି ନିର୍ଲଜ ବ୍ରାହ୍ମଣ ମାନଙ୍କୁ ଜୋତା ମାଡ଼ ଦରକାର, ତା ହେଲେ ଭଲ ବାଟକୁ ଆସିବେ ମୋର ବିଶ୍ୱାସ

    • @saratdalai9265
      @saratdalai9265 2 ปีที่แล้ว +2

      @@ସଚେତନନାଗରିକ Bhai namaku Brahmana matra chandal tharu ahuri hina atanti emane

  • @ramakantasahu9173
    @ramakantasahu9173 2 ปีที่แล้ว +3

    ସୁଭଦ୍ରା ଭଉଣୀ କୁ ସାହାଯ୍ୟ କରିଥିବାରୁ ବହୁତ ବହୁତ ଧନ୍ୟବାଦ

  • @prasantakumarbehera3534
    @prasantakumarbehera3534 2 ปีที่แล้ว +14

    ଜଗନ୍ନାଥଙ୍କ କୃପାରୁ ତୁମ ଭବିଷ୍ୟତ ଉଜ୍ଜ୍ୱଳ ହେଉ

  • @steminarani5803
    @steminarani5803 3 หลายเดือนก่อน

    ବହୁତ ବହୁତ ଧନ୍ୟବାଦ୍ ସାର୍ ନବୀନ ପଟ୍ଟନାୟକ ଜିଦା ବାଦ୍ ଆମର ହିର ଓଡ଼ିଆ ଶାର ହିରୋ ନବୀନ ବାବୁ ବହୁତ ଭଲ ❤❤❤❤🎉🎉🎉🎉🎉

  • @purnachandrapradhan4848
    @purnachandrapradhan4848 2 ปีที่แล้ว +44

    ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ କୃପା ରୁ ସବୁ କିଛି ଠିକ୍ ହୋଇ ଯିବ ଭଉଣୀ।🙏🙏🙏

    • @ସଚେତନନାଗରିକ
      @ସଚେତନନାଗରିକ 2 ปีที่แล้ว

      ଭଗବାନ ମାନଙ୍କ ଭିତରେ କଣ ପାଇଁ ଉଚ୍ଚନୀଚ ଭେଦଭାବ କରୁଛୁ ?
      କେବଳ ଜଗନ୍ନାଥ କୃପା ନୁହେଁ ମୂର୍ଖ, ସମସ୍ତ ଭଗବାନ ମାନଙ୍କ କୃପାରୁ କହିବା ଶିଖ.

    • @purnachandrapradhan4848
      @purnachandrapradhan4848 2 ปีที่แล้ว

      ମୁଁ ଭେଦ ଭାବ କରୁନି ଦେବା ଦେବୀ ଙ୍କୁ
      ଆଉ ରହିଲା କଥା ଆପଣ କହିଲେ ମୂର୍ଖ । ତୁ କୋଉ ପଣ୍ଡିତ ତ ମାଘିଆ ଶଳା

  • @srajusethi9060
    @srajusethi9060 2 ปีที่แล้ว +3

    ମଣିଷ ପଣିଆ ନିଶ୍ଚୟ ଅଛି । ବହୁତ ଭଲ କାମ ।

  • @saiarpitanayak885
    @saiarpitanayak885 2 ปีที่แล้ว +4

    I just proud of this girl 👍❤️❤️❤️

  • @amulyakumarbarik1981
    @amulyakumarbarik1981 2 ปีที่แล้ว +4

    ଆପଣଙ୍କ ସହିତ ମୁଁ ଅଛି ।ଆପଣଙ୍କୁ ନିଶ୍ଚିତ ଜଣେ ବଡ଼ଭାଇ ଭାବରେ ନିଶ୍ଚିତ ସହଯୋଗ କରିବି

  • @gayatriartandpoetry9832
    @gayatriartandpoetry9832 2 ปีที่แล้ว +20

    ଦୟାକରି ଏ ଛୁଆଁ ଅଛୁଆଁ. ଜାତି ଭେଦ ଭାବ ଦୂର କରନ୍ତୁ...

    • @ସଚେତନନାଗରିକ
      @ସଚେତନନାଗରିକ 2 ปีที่แล้ว

      ବ୍ରାହ୍ମଣ ଲୋକ ମାନଙ୍କୁ ଜୋତା ମାଡ଼ ଦରକାର, ତା ହେଲେ ଛୁଆଁ ଅଛୁଆଁ ଜାତିବେଦ ଦୂର ହେବ

    • @ସଚେତନନାଗରିକ
      @ସଚେତନନାଗରିକ 2 ปีที่แล้ว +1

      ବ୍ରାହ୍ମଣ ଲୋକ ମାନଙ୍କୁ ଜୋତା ମାଡ଼ ଦରକାର, ତା ହେଲେ ଛୁଆଁ ଅଛୁଆଁ ଜାତିବେଦ ଦୂର ହେବ

    • @mantucreations2250
      @mantucreations2250 2 ปีที่แล้ว

      Right

  • @hariharbishoyi9181
    @hariharbishoyi9181 2 ปีที่แล้ว +2

    Proud of you legend girl 💗💗 👌👌👌🙏🙏👍👍 please cm sir help this girl

  • @daily.ca.quiz.
    @daily.ca.quiz. 2 ปีที่แล้ว +20

    Salute.. To.. Her. Courage and anxiety.. Towards.. Study, ❤❤

  • @Scorpion_poo
    @Scorpion_poo 2 ปีที่แล้ว +4

    😢😢😢😢😢 god bless u girl...hope u will get all the happiness nd full fill all ur dreams 🥺🙏

  • @dharmendramishra1348
    @dharmendramishra1348 2 ปีที่แล้ว +11

    ସମସ୍ତେ ସାହାଯ୍ୟ କରୁଛନ୍ତି ଶୁଣିକି ଖୁସି ଲାଗିଲା 🤗

  • @subhendunayak6548
    @subhendunayak6548 2 ปีที่แล้ว +2

    Salute Salute Salute To This Girl

  • @sangeetasahoo244
    @sangeetasahoo244 2 ปีที่แล้ว +11

    God bless u Subhadra...awesome words...

  • @purnapradhan9553
    @purnapradhan9553 2 หลายเดือนก่อน +1

    ❤ସୁଭ
    ଦ୍ରା ତମକୁ ଇଶ୍ବର ଶକ୍ତି ଦିଅନ୍ତୁ ମା ❤ ତୁମର ଚଲା ପଥ କୁସୁମିତ ହେଉ❤ଜୟ ଜଗନ୍ନାଥ ❤

  • @arpitadigal7364
    @arpitadigal7364 2 ปีที่แล้ว +17

    You are powerful girl 🥰🥰🥰🥰 God bless you 🙏🙏👏👏💞

  • @bimalkumarsethy2013
    @bimalkumarsethy2013 2 ปีที่แล้ว +2

    Very very thank you little sister
    The god bless you 🙏

  • @anantakumar2023
    @anantakumar2023 2 ปีที่แล้ว +9

    Thankyou all bz all r great ❤️🙏🙏🙏 bz all r help full person God bless you subhadra ..

  • @moganmosahara3780
    @moganmosahara3780 2 ปีที่แล้ว +3

    ଦେଖନ୍ତୁ ସହହୃଦୟ ବ୍ୟକ୍ତି ବହୁତ୍ ଅଛନ୍ତି କିନ୍ତୁ ତାଙ୍କ ପାଖରେ ଖବର ପହଞ୍ଚି ପାରୁନାହିଁ। News ହେଉ କି social media ରେ ବାହାରିଲା ପରେ ସେମାନେ ଜାଣିବାକୁ ପାଉଛନ୍ତି 🙏

  • @rinkuacharya1028
    @rinkuacharya1028 2 ปีที่แล้ว +4

    ସତରେ ସମାଜ ରେ ଏହି ଜାତି ,ପ୍ରଥା ଅନୁଯାୟୀ କେତେ ନିରୀହ ଜୀବନ ଦୁଃଖ କଷ୍ଟ ପାଉଛନ୍ତି
    ସବୁ ମଣିଷ ର ସମାନ ଅଧିକାର ରହିଛି
    ଜାତି ହେଉଛି ପ୍ରକୃତ ରେ ଦୁଇଟି -ମହିଳା ଓ ପୁରୁଷ
    ଆଉ କିଛି ନାହିଁ ସବୁ ପ୍ରହସନ

  • @BR.Technical-t8o
    @BR.Technical-t8o 2 ปีที่แล้ว +3

    You are powerful girl'🥰🥰🥰 god bless you sister 🥰🥰🥰

  • @lovelymahapatra8425
    @lovelymahapatra8425 2 ปีที่แล้ว +8

    God bless u dear....

  • @jyotinanda9931
    @jyotinanda9931 2 ปีที่แล้ว +9

    God bless to her. Om Shanti

  • @Researchpintu
    @Researchpintu 2 ปีที่แล้ว +15

    ଜୟ 🇮🇳❗🇮🇳 ଜଗନ୍ନାଥ

  • @odishaeliteyt
    @odishaeliteyt 2 ปีที่แล้ว +1

    Ei story dekhiki aakhiru luha aasi jauchi🥺 but ama CM Sir nku bahut bahut dhanya baad🙏
    Satare ei dunia re bhagwan boli achanty 🙏🤗 thank you god❤️

  • @kiranketan7348
    @kiranketan7348 2 ปีที่แล้ว +6

    God bless you subhadra.i am proud of you.

  • @babulapatiarbabulapatiar8338
    @babulapatiarbabulapatiar8338 2 ปีที่แล้ว +1

    ଜାତି ରହିପାରେ ରକ୍ତ ଏକା ଦୁନିଆ ରେ ସବୁ ମିଳିମିଛି ସଂସାର ଜାତିଅଜାତି ଧର୍ମ ର କଥା ମିଳିମିଛି ଚଳିବା ସମାଜର ମଙ୍ଗଳ ହୁଏ

  • @sanjayakumarbehera3642
    @sanjayakumarbehera3642 2 ปีที่แล้ว +30

    Respected CM SIR..Please help subhadra..🙏🙏🙏🙏

  • @SunilKumar-ph2us
    @SunilKumar-ph2us 2 ปีที่แล้ว

    Bohut bohut khushi lagila vouni Khushi re ruha 😭😭❤️

  • @kpopkingdom1380
    @kpopkingdom1380 2 ปีที่แล้ว +5

    God bless you.

  • @amitofficial4056
    @amitofficial4056 2 ปีที่แล้ว

    ଦଳ ଗତ ନିର୍ବିଶେଷରେ ଯାହା କରିଛ ବହୁତ୍ ବହୁତ୍ ଧନ୍ୟବାଦ୍..!!..!!🙏🙏🙏

  • @DrDuCK-qn8jl
    @DrDuCK-qn8jl 2 ปีที่แล้ว +8

    Thank you OTV FOR THIS NEWS😊

  • @pradeepbehera6062
    @pradeepbehera6062 2 ปีที่แล้ว

    ହ୍ରୁଦୟ ରୁ ଧନ୍ୟବାଦ Kanak News 🙏🏻🙏🏻🙏🏻🙏🏻🙏🏻🙏🏻

  • @debendraho3965
    @debendraho3965 2 ปีที่แล้ว +5

    କନକ ନିଉଜ ଏତେ ପଛରେ ଜାଣିଲା , ପଛରେ ଜାଣିବାର କାରଣ ଟଙ୍ଗୁରୁ ଭୋଳ କୁ ଖୋଜୁଥିଲା ବୋଧେ ।

  • @rintupadhan9245
    @rintupadhan9245 2 ปีที่แล้ว +2

    God Bless you , Sister

  • @sambidsunamajhi9629
    @sambidsunamajhi9629 2 ปีที่แล้ว +4

    ମୋର ଭଉଣୀ ନାହିଁ ଏ ଭଉଣୀ କୁ ଦେଖିଲେ ଦୁଃଖ ଲାଗେ 😢

  • @bijayakumarjena4874
    @bijayakumarjena4874 2 ปีที่แล้ว

    ବହୁତ ବଢିଆ ଲାଗିଲା ଆପଣ ମାନେ ସାହାଯ୍ୟ କରିଥିବାରୁ ସୁଭଦ୍ରା ଙ୍କୁ ଧନ୍ୟବାଦ ଭାଇ ଆପଣଙ୍କୁ କୋଟି କୋଟି ପ୍ରଣାମ 👋🙏👋🙏👋

  • @rojalinbehera1393
    @rojalinbehera1393 2 ปีที่แล้ว +12

    I'm proud of you 👏👏👏👏👏👏👏 subhadra♥️♥️♥️♥️♥️♥️

  • @jogeswarcreations3733
    @jogeswarcreations3733 2 ปีที่แล้ว

    ଭଗବାନ ନିଶ୍ଚୟ ଡାକ ଶୁଣିବେ l

  • @santoshbehera3208
    @santoshbehera3208 2 ปีที่แล้ว +4

    God bless her

  • @fakirmohansahoo2079
    @fakirmohansahoo2079 2 ปีที่แล้ว +1

    ପ୍ରଭୁ ଜଗନ୍ନାଥ ତାଙ୍କ ଭଉଣୀ ସୁଭଦ୍ରାଙ୍କୁ କେମିତି ଦୁଃଖ ରେ ଦେଖିପାରିବେ,ଜୟ ଜଗନ୍ନାଥ 🙏🙏🙏

  • @daitarisabar4905
    @daitarisabar4905 2 ปีที่แล้ว +16

    Caste system bisayere samaste kahibee nahi kintu reservation bisaye sabe kahi bee

  • @anandlakra8926
    @anandlakra8926 2 ปีที่แล้ว +1

    God bless you both, ai jiho thik kohuchu jati bisaye re

  • @bhagabatmohapatra8617
    @bhagabatmohapatra8617 2 ปีที่แล้ว +3

    All people help for the child 🙏

  • @soniasweet5596
    @soniasweet5596 2 ปีที่แล้ว +1

    God bless you beta ❤️❤️

  • @chandamanichatar60
    @chandamanichatar60 2 ปีที่แล้ว +4

    ଜୟ ଜଗନ୍ନାଥ

  • @generaliquest4397
    @generaliquest4397 2 ปีที่แล้ว +1

    Satare duniya re bahut bhala loka achanti...🙏🙏🙏

  • @kishordas4075
    @kishordas4075 2 ปีที่แล้ว +6

    Very good 🙏🙏🙏

  • @ashutoshiloveyoubhaibiswal3978
    @ashutoshiloveyoubhaibiswal3978 2 ปีที่แล้ว +1

    God Bless You Sister 🙏

  • @bishnumishra4355
    @bishnumishra4355 2 ปีที่แล้ว +4

    Great job brother👍👍👍

  • @impossible8107
    @impossible8107 2 ปีที่แล้ว

    Jeumaane ei jhia nku help karichhanti taanku bahut bahut dhanyabad 🙏🙏

  • @swetabhol356
    @swetabhol356 2 ปีที่แล้ว +8

    God bless you Subhadra... 🥰

  • @jaysaha7499
    @jaysaha7499 2 ปีที่แล้ว

    ବହୁତ ଭଲ ଭଉଣୀ 👌All the best for future 👍👍

  • @golekhchandrabhal2406
    @golekhchandrabhal2406 2 ปีที่แล้ว +4

    ପ୍ରଥମେ ମୋର ସମ୍ବାଦିକ ଭାଇ ମାନଙ୍କୁ , ଶହେ ମୁଣ୍ଡିଆ । ଆଜି ସେ ଝିଅଟି ଜାହା ପାଇଲା , ଆପଣ ମାନଙ୍କ ଲାଗି ହି ପାଇଲା ।

    • @ସଚେତନନାଗରିକ
      @ସଚେତନନାଗରିକ 2 ปีที่แล้ว

      କଣ ବିଦେଶୀ ମଦ ପିଇ ନିଶାରେ ମତାମତ ଲେଖିଛ ସାମ୍ବାଦିକ ଭାଇ ମାନଙ୍କୁ ଶହେ ମୁଣ୍ଡିଆ କଣ ପାଇଁ ?
      ସମସ୍ତେ ଭଗବାନ କୁ ମୁଣ୍ଡିଆ ମାରୁଛନ୍ତି

  • @ManojKumar-hr9sx
    @ManojKumar-hr9sx 2 ปีที่แล้ว +1

    Please god bless this girl' . thanks for our cm sir.really gert person Navin pattnayak sir thank you

  • @bhaganathgouda9423
    @bhaganathgouda9423 2 ปีที่แล้ว +5

    JAI JAGANNATH

  • @sipunsahoo2755
    @sipunsahoo2755 2 ปีที่แล้ว +1

    କିଆ ଦେଖେଇ ହଉଛ ସାହାଯ୍ୟ କରୁଛ ଯଦି ଭଲ ରେ କରୁନ ଏବେ ଦେଖେଇ ହାଉଛ ଆଗକୁ କିଏ ସୁଭଦ୍ରା ପଚାରିଲେ କହିବ ଆମେ ଜାଣିନୁ

  • @bharatchandramallick4079
    @bharatchandramallick4079 2 ปีที่แล้ว +4

    Irequest to the honorable chief minister Sri Naveen Patnaik please kindly help poor girl

  • @tulsidaskumbhar6276
    @tulsidaskumbhar6276 2 ปีที่แล้ว +2

    God bless you.CM sir please help the innocent girl.

  • @subashsabar119
    @subashsabar119 2 ปีที่แล้ว +4

    Very good sister god bless you 🙏🙏🙏🤔👏💯

  • @sibudas.4125
    @sibudas.4125 2 ปีที่แล้ว +2

    ସୁଭାଦ୍ରକୁ salute 🙏🙏🙏

  • @amankousalya2730
    @amankousalya2730 2 ปีที่แล้ว +4

    Plz help this Innocent Girls Cm Sir 🙏

  • @nayakodiatokakeonjhar
    @nayakodiatokakeonjhar 2 ปีที่แล้ว +1

    Good bless you brother 🙏🙏🙏

  • @Mrdalei8079
    @Mrdalei8079 2 ปีที่แล้ว +4

    You are great sister I'm proud of you 🙏👍

  • @UniqueTricks1
    @UniqueTricks1 2 ปีที่แล้ว +1

    God Bless U 🙏🙏🙏

  • @odiaseriesmp3561
    @odiaseriesmp3561 2 ปีที่แล้ว +3

    Believe in Your self, Anything is possible 🙏❤

  • @mukunapradhan2995
    @mukunapradhan2995 2 ปีที่แล้ว +1

    Thanks brother

  • @myyoutuber2.063
    @myyoutuber2.063 2 ปีที่แล้ว +4

    U_ ❤️ _R CORRECT 😘_💞 SISTER 👍👍 ....!!

  • @babulastylesofficially4557
    @babulastylesofficially4557 2 ปีที่แล้ว +1

    Great girl

  • @pradoshkumar7833
    @pradoshkumar7833 2 ปีที่แล้ว +4

    ନବୀନ କୋଉଠୁ ପଇସା ଆଣିବ ଯେ ସାହାଯ୍ୟ କରିବ.ଗାଁ ଲୋକ ମିଶି ସାହାଯ୍ୟ କରନ୍ତୁ.

    • @Alok.1432
      @Alok.1432 2 ปีที่แล้ว +1

      Nabin ra paisa nahin tamara besi paisa achhi nabin thu
      Sarakar nka pakjaru a jhia pkhaku call jaitjila

    • @pradoshkumar7833
      @pradoshkumar7833 2 ปีที่แล้ว

      @@Alok.1432 ତୁ ଛୋଟ ଛୁଆ

    • @Alok.1432
      @Alok.1432 2 ปีที่แล้ว

      @@pradoshkumar7833 bala na

    • @pradoshkumar7833
      @pradoshkumar7833 2 ปีที่แล้ว +1

      @@Alok.1432 ରାଜନୀତି ରେ କଣ ସବୁ ଚାଲିଛି ଆଗ ଭଲ କି ଜାଣ.

    • @pradoshkumar7833
      @pradoshkumar7833 2 ปีที่แล้ว

      @@Alok.1432 ତୋର ଅସୁବିଧା କଣ

  • @khitishkumarrout1034
    @khitishkumarrout1034 2 ปีที่แล้ว +1

    Apana mane manabata banchichhi boli dekheile ,dhanyabad🙏🙏

  • @odia_vlogger_swagatika
    @odia_vlogger_swagatika 2 ปีที่แล้ว +4

    Cm sir please help this innocent girl🙏😔😭😢

  • @manaskumarmalik9829
    @manaskumarmalik9829 2 ปีที่แล้ว +1

    God bless you 👏👏👏

  • @gayatribhuyan7265
    @gayatribhuyan7265 2 ปีที่แล้ว +10

    This is our indian...only based on castism...this is our sanatan dharm....we r proud to b Hinduism....

  • @ganga9460
    @ganga9460 2 ปีที่แล้ว +2

    Blessed you all... 🙏

  • @rojalijena6392
    @rojalijena6392 2 ปีที่แล้ว

    Bohut khusi laguchi.sabu dekhikii

  • @raghunathmajhi6650
    @raghunathmajhi6650 2 ปีที่แล้ว

    ମୋର ଏତି କି ଅନୁରୋଧ ଜେ ମୋର ଭଉଣୀ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ କିଛି ସାହାଯ୍ୟ କରନ୍ତୁ🙏🙏🙏🙏🙏🙏🙏

  • @tapashkumarbehuria4511
    @tapashkumarbehuria4511 2 ปีที่แล้ว +2

    ମୁ ସେହି ବ୍ରାହ୍ମଣ ପରିବାର କୁ ପ୍ରଣାମ କରୁଛି ଜେ ଗୋଟେ ଅନାଥ ଶିଶୁ ପାଇଁ ନିଜର ସବୁକିଛିର ହରେଇ ଦେଲେ ।

    • @ସଚେତନନାଗରିକ
      @ସଚେତନନାଗରିକ 2 ปีที่แล้ว

      ମୁଁ ସେ ଗାଁ ର ବ୍ରାହ୍ମଣ ମାନଙ୍କୁ ଜୋତାରେ ମାରିବି, ଯେଉଁ ମାନେ ସେ ନିରୀହ ଝିଅ କୁ ଅପମାନ କରିଛନ୍ତି

  • @ranjansundaray2968
    @ranjansundaray2968 2 ปีที่แล้ว

    ଭଗବାନ କରନ୍ତୁ ତୁମର ସବୁ ଇଚ୍ଛା ପୂର୍ଣ୍ଣ ହେଉ । ଜୟ ଜଗନ୍ନାଥ