🔴 Live | ସୁଭଦ୍ରା ଗାଇଡଲାଇନକୁ ନେଇ କ’ଣ କହୁଛନ୍ତି ସମସ୍ତେ ?
ฝัง
- เผยแพร่เมื่อ 2 พ.ย. 2024
- Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.c...
TH-cam: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
DishTV Channel No: 1367
Airtel Digital TV Channel No: 611
TATASky Channel No: 1779
Hathw@y Channel No: 731
NXT Digital Channel No: 16
SITI Channel No: 17 & 458
GTPL Channel No: 719
SUN Direct Channel No: 667
Asianet Channel No: 219
ଭୋଟ ମାଗିଲା ବେଳେ ତ ଏତେ ନିୟମ ଜାରି ରଖି ନ ଥିଲେ, ସୁଭଦ୍ରା ଯୋଜନା ଦେବା ପାଇଁ।
ନବୀନ ସରକାର କଣ ନ କରିଛି
ମନ୍ଦିର ଉନ୍ନତି କରଣ ହେଉ କି ଭତା ବଣ୍ଟନ ସବୁଥିରେ ଆଗୁଆ ।ଦବାରେ ମଧ୍ୟ ଆଗୁଆ
ସୁଭଦ୍ରା ଯୋଜନା ବି ଜେ ପି ର 2029 ସାଧାରଣ ନିର୍ବାଚନ ଖର୍ଚ୍ଚ ଏହା ଜଳ ଜଳ ଦେଖା ଯାଉଛି
Perfect kahichha
ମସ୍ତ ବଡ଼ ଠକାମୀ l subhadra ଯୋଜନା ୩୦୦ ୟୁନିଟ୍ ବିଜୁଳି ଭତ୍ତା ରେ ପାନେ ପାନେ ଦେଲେଣି l ଆଗକୁ ଆହୁରି ପାନ ପାନ କରି ଦେବେ l
ଠିକ ହେଇଛି ଏ ବେଇମାନ ମାନଙ୍କୁ, ପରିବର୍ତନ ଚାହୁଁଥିଲେ ପରା
Bala Sarkar
ସମସ୍ତେ ତ ପାଇବେ ନାହିଁ ତାଙ୍କରି ଦଳର ସୁଭଦ୍ରା ମାନେ ପାଇବେ
ବିଜେପି ସରକାର କୁ ଜୋତା ମାଡ଼ ଦରକାର ଓଡିଶା ବାଶି ଏକ ହୁଅନୁ ବିଜେପି ସରକାର କୁ ଜୋତା ମାଡ଼ ଦରକାର 👌
ଶଳା ବିଜେଡିଆ, ତ ଗାଣ୍ଡୀ ରେ ବାଉଁଶ ପୁରାଇବି,,,
ଛାଡ ହୋ ନବୀନ ବାବୁଦେବେ 100 ଇୟୁନିଟ୍ ଛାଡ ହୋ ମୋଦିଦେବେ 300 ଇୟୁନିଟ୍ କୁଆଡେଗଲା ସବୁ ଜୁମୁଲା
😂😂😂sobu fompa au micho pratisruti bjp ro
Dharma ta India ra sabu tharu behia minister
Ok
Birodhi Dala netri due jana jani rakhiba katha je jane 60 barsare kichi kala nahi Anya Jane 25 barsa re nari nka pai kana kari thila tike mane pakantu.
ମିଛୁଆ ସରକାର ବିଜେପି ସରକାର ଗାଲୁଆ
Correct sir 100%
Right ✅✅✅
ମୁଁ ପ୍ରଥମରୁ କହିଛି ଗୁଣ୍ଡା ଦଳ ଭ୍ରଷ୍ଟାଚାର ଦଳ ପାଇଁ ଲୋକେ ତ୍ରାହି ତ୍ରାହି କରିବେ ଲୋକେ କାନ୍ଦି କାନ୍ଦି ନବୀନ ବାବୁ ଙ୍କୁ ଖୋଜିବେ ଲେଖି ନିଅ 😡
10:19
10:19
ଖୁସି ନୁହେଁ ବରଂ ଲଜ୍ୟା ଲାଗିବା କଥା
ହାତରୁ ଯାଇଛି ଖସୀ ଏବେ ଦେଖୁଥାଅ ହସି......
👍🤭ଠିକ
Gandi re dama achita Begi deuna.ma
ଏଇଟା ପେଲା ନେତା ତେ
ବିଜେଡି ସରକାର ୨୫ ବର୍ଷ ରେ ଓଡିଶା ପାଇଁ କଣ ଅଧିକା କାମ କରିଛନ୍ତି କି ?
ସୁଭଦ୍ରା ଜଳିକ୍ଷୀୟା ଯୋଜନା 👍
26:09
Vote ନେଲା ବେଳେ ତ guide line ନଥିଲା ଜିତି ଗଲା ପରେ ଗାଣ୍ଡୀ ରେ ଚେର ଲାଗି ଗଲା ଶଳା ହଉ ସମୟ ଆସୁଛି
Right
ହେ ମୋହନ ବଡ ଠାକୁର ଜଗନ୍ନାଥ ତୁମର ଇଏ କି ନୀଳା ମହା ପ୍ରଭୁ ଆପଣ କାହିଁକି କହିକି ଦଉ ନାହାନ୍ତି ଆପଣ କି ଠାକୁର
😂
Michhua sarakar
ରସୁଣ ୪୦୦, ପିଆଜ ୫୫,ଅଦା ୨୫୦, ଆଳୁ ୫୦ , ଟମାଟୋ ୬୦, ବାଇଗଣ ୮୦, ଭେଣ୍ଡି ୬୦,କଲରା ୮୦, କାକୁଡି ୬୦ , ପୋଟଳ ୬୦ ତାହେଲେ ଲୋକ ମାନେ ଖାଇବେ ନାଁ ନାହିଁ। ମାସକୁ ୨୦୦୦୦ କ'ଣ ୫୦୦୦୦ ହଜାର ରୋଜଗାର କଲେ ବି ହେବ ନାହିଁ। ଗୋଟିଏ ପରିବାରରେ ୪ରୁ ୬ ଜଣ ସଦସ୍ୟ ଓ ତା ଠାରୁ ବି ଅଧିକ ଲୋକଙ୍କ ସଂଖ୍ୟା ଅଛନ୍ତି ସେଥିରେ ଦୁଇ ଜଣ କିମ୍ବା ଜଣେ ରୋଜଗାର କରୁଛନ୍ତି। ତାହେଲେ ତାଙ୍କ ଅବସ୍ଥା କ'ଣ ହେବ।
ପରିବାର ରେ 6 ଜଣ ଅଛ କଣ ପାଇ ଘରେ ବସିକି ରହୁଛ କିଛି ପରିବା ଚାଷ କରୁନ, କେହି ତ ଆଉ ଚାଷ କରୁନ ଖାଲି ବସି ଖାଇବ , କିଏ ଚାଷ କରିବ ଯେ ପରିବା ରେଟ କମିବ ,,,,ଚାଷ କାମ କରିବାକୁ ଲଜ୍ୟ ଲାଗୁଛି , ଚାଷ କାମ ଛାଡି ସମସ୍ତେ ଖାଲି ଦାଦନ ଯିବ ଆଉ ପରିବା rate ବଢ଼ିଲେ ସରକାର କୁ ଦୋଷ ଦେବ , ସରକାର କଣ ତା ଘରୁ ଚାଷ କରିକୀ ଦେବ ଯେ ଖାଇବ ,,,
@@sk-ek1tzତମର ଜମି ଅଛି ବୋଲି କହୁଛ ଯାହାର ଜମି ନାହିଁ ଘରେ ବୁଢ଼ା ବୁଢ଼ୀ ଲୋକ ଛୋଟ ପିଲା ଛୁଆ ସେ kn କରିବ କୁହ ନା କହିପାରିବିନି କାରଣ ତମେ bjp ra ଅନ୍ଧଭକ୍ତ
@@sk-ek1tzଛାଡ ଯଦି ବି ଜମି ଅଛି ଏ ବର୍ଷା ଦିନେ ଆଳୁ ଚାଷ ହୁଏନା ଆଳୁ କିନିକି ଖାଇବ ନା ଓଡିଶା ରେ ରସୁଣ ହୁଏନା କିନିକୀ ଖାଇବ ନା ପିଆଜ ର ସ୍ଥିତି ବି ସେଇଆ ବାକି ରହିଲା ଡାଲି ସେ ବି ଚାଷ ହୋଇ ପାରିବ ନାହିଁ ଆଉ ପୁଣି ତେଲ ବି ଓଡ଼ିଶା ର climate re cyclone ବନ୍ୟା ଲଘଚାପଜନିତ ବର୍ଷା ପ୍ରାୟତ ଲାଗି ରହିଛି ଚାଷ କେବେ କରିଥିଲେ ସିନା ଜାଣି ଥାଆନ୍ତା ଘରେ ବସି comment's ଦବା ଅପେକ୍ଷା ଚାଷ ତମେ କର ଜାଣିପାରିବ କନ ସବୁ ସମସ୍ୟା ତା ସହ ମାଙ୍କଡ ବୁଲା ଷଣ୍ଢ ଙ୍କ ସମସ୍ୟା ଏବଂ ଭୁଗୋଳ ପଡିନ ଓଡ଼ିଶା ର ଅଧିକାଂଶ ଭାଗ ଜଙ୍ଗଲ ଏବଂ ପାହାଡ଼ ଯୋଉଠି କି ପରିବା ଚାଷ ହୁଏନା କେବଳ ନଦୀ କୁଳ ସ୍ଥାନକୁ ଛାଡି ଆଗ ଟିକେ ଜ୍ଞାନ ଆରୋହଣ କର
@@sk-ek1tzଅଛା ଭାଇ ପେଟ୍ରୋଲ rate ୧୦୦bjd ଥିଲାବେଳେ bjp ବହୁତ୍ ଭୁକୁ ଥିଲା ଭାଟ୍ ନଉଚି ରାଜ୍ୟ ସରକାର ସେଥିପାଇଁ ଏତେ rate ଏବେ ତ ଡବଲ ଇଞ୍ଜିନ ସରକାର ରାଜ୍ୟ ସରକାର କାଇଁ vaat Chad karuni ହିସାବ ବି ନିଅ ୧୦୦ଟଙ୍କା ରୁ ସେଣ୍ଟର୍ ର ଭାଗ ୨୦ ଟଙ୍କା ଓଡ଼ିଶା ସରକାର ର ୨୮ମାନେ ୧୦୦-୪୮=୫୨ପ୍ରକୁତ rate କେତେ tax GST ନଉଚି ମୁ ଜାଣିଛି ମୋ କଥା ତମେ କହିବ ମିଛ ସୋ ତମେ ପ୍ରମାଣ ସୁରୁପ ଗୁଗଲ search କର ଜନିପରିବ ତମେ ଯଦି ଦିନକୁ ୧୦୦ପେଟ୍ରୋଲ ରେ ଯାଉଚି ୧୦୦×୩୦=୩୦୦୦ ୧ମାସ ବର୍ଷକୁ ୩୬୦୦୦କିନୁଛ ତା ଥିରେ tax ଦଉଚ ୧୭୨୮୦ ଭାବ ସରକାର ଏଇ ଗୋଟେ ଜିନିଷ ରୁ କେତେ tax ନଉଚି ହିସାବ କର ତମ ଗାଁ ରେ ଯେତେ ଗାଡ଼ି ଥିବ କେତେ ନଉଚି
ଶୁଭଦ୍ରା ଟଙ୍କା ନ ମିଳୁ ସୁଭଦ୍ରା ପୁଅ ଝିଅ କୁ ଅତି କମରେ 20000=ଟଙ୍କାର ଚାକିରୀ ମିଳୁ
ଛାଡ଼ ହୋ ...😀😀 ମୋଦି ଦବ 300ୟୁନିଟ ..
ଏ ଶଳା ଗାଲୁଆ ବିଜେପି ସରକାର ଦେଶବାସୀ ଙ୍କୁ ଭଣ୍ଡେଇଲ ଠିକ ଅଛି ଶେଷରେ ରାମ, ଜଗନ୍ନାଥ ବଳଭଦ୍ର, ସୁଭଦ୍ରା ଏଇ କେତେ ଗୁଡିକ ଠାକୁର ଙ୍କୁ ବି ଅପମାନ କରିଚାଲିଛନ୍ତି ଆଉ ଅନ୍ଧ ଭକ୍ତ ଯୁଗ ସରିଗଲା ଶେଷରେ ତମକୁ ଗୁହ ପାଣି ମୂତ୍ର ଛିଞ୍ଚି ଦେବେ ଏହା ହେଉଛି ଜନତା ର ଗ୍ୟାରେଣ୍ଟି 🙏🙏🙏🙏🙏🙏
ମିଛ ସରକାର ସବୁବେଳେ ମିଛ କହୁଛନ୍ତି ଇଲେକ୍ରୀ ବିଲି ଓ ଭତାପରି 😭ନା ଦେବାର ବାହାନା
ଦିନକୁ 28 ଟଙ୍କା ଗୋଟିଏ ପରିବାରକୁ ଦେଲେ କୋଟିପତି ହେଇଯିବେ, ବିଜେପି ସରକାର ପଇସା ଟିକେ କମ କର
ପ୍ରକାଶ ବାବୁ,ଗାଲୁ ଗପ ଆଉ କରନି
ଲଜ୍ଜା ଲଜ୍ଜା ଲଜ୍ଜା
Very good news channel
ଚାରି ଚକିଆ secend hand କାର ୫୦.୦୦୦ ଟକାଂରେ ମିଳୁଚି ଯାହାକି ଭିକାାରି କିଣୁଛି.
ସୁଭଦ୍ରା ଯୋଜନା ପ୍ରଯ୍ଯୁଯୋ କେବଳ ଖଡିଆ ଓ ମାକଂଡିଆ ଭଉଣି ପାଇଁ
ଏ ମାଜ୍ଞା ଦ୍ରମେନ୍ଦ୍ର ପ୍ରଧାନ କୁ ଚପଲ ରେ ମାର
ଅରେ ନାରଣ ! ମିଛୁଆ ରାଧୁଆ ଗପ କେବେ ଶୁଣିଛୁ ?
ବାଳ ଯୋଜନା ର ବାଳ guide Line
ବିଜେପି ଓଡ଼ିଶା ନୂଆ ସରକାର ଧୀରେ ଧୀ ରେ ସବୁ କାମ କରିବେ ବିଜେଡ଼ି ଲକ ଭାଉ ଭାଉ ହେବେ ନବିନ୍ ବାବୁ ତାଙ୍କ ପିଏ ପା ଡିଆ ଓଡ଼ିଶା କରିଛି ରୁନିଆ
15ତାରିଖ ପରେ କଣ ଶୁଭଦ୍ରା ଯୋଜନା ରେ ଆପେଲିକ ରି ପାରୀ ବେ ନା ନାହିଁ ଓବ ସାଇଟି ଖୁଲୁନାହିଁ jie15tarik,, ପରେ ଏପ୍ଲା ଇ କରିବେନା ନାହିଁ
ଏଭଳି ଗାଲୁଆ ଦଳ ବିଶ୍ଵରେ ଦେଖିବାକୁ ମିଳିବ ନାହିଁ
ଜୟ ଅନ୍ଦ ଭକ୍ତ
ପ୍ରକାଶ ରଥ ଆପଣ ଟିକେ ବିଷ ପିଇ ଦିଅନ୍ତୁ
Jai BJD
ପକାସରଥ ଆପଣ କୁ ଲାଜ ଛାଡୁନାହିଁ
ହାତରୁ ଯାଂଇଛିଖସି
ପ୍ରକାଶ ରଥ ସରୁଣୁ ବିସମିଲୁନି
ବିଜେପିର ମୁଖପାତ୍ର ମାନେ ସୁଭଦ୍ରା ଯୋଜନା ବିଷୟରେ ଆଲୋଚନା କଲେ ସେମାନେଅଲଗାକଥା କହୁଛନ୍ତି
ଓଡ଼ିଶାର କାହାର ମୁତ୍ୟୁ କାହାର ମଡ଼ର୍ର ବିଷୟ କହୁଛନ୍ତି ବେକାର କଥା
ବାଳ ସୁଭଦ୍ରା ଯୋଜନା ! ଶଳା ଓଡ଼ିଶାର ହଜାର ହଜାର ସଙ୍ଘ ମହିଳା ମାନେ ବିନା ସୁଧରେ ଲକ୍ଷ ଲକ୍ଷ ଟଙ୍କା ନେଇ ଆତ୍ମ ନିର୍ଭର ଶିଳ ହେଇଛନ୍ତି । ସବୁ ନବୀନ ବାବୁଙ୍କ ପାଇଁ ।
ଏ ମାଗିହା ମାନଙ୍କୁ ଜୋତା ଦରକାର
ଇପିସିତା ମାଡାମ right କଥା କହିଛନ୍ତି
ତୁମ ସଲାଙ୍କର ସୁଭଦ୍ରା ରଥ ବୁଲିବାକୁ ଆସିଲେ ତୁମର ଗାଡ଼ିରେ -ଆଣ୍ଡାମାଡ କରା ହେବ ଏବଂ ନେତାଙ୍କୁ କାଳୀ ବୋଳା ହେବ ରହ ଶଲେ
ଆରେ ପାର୍ଟୀ ହେଉଛି ଜନମ ମିଛୁଆ, ଏଇଟା ଯେତେ କହିଲେ ବି କମ୍ ପଡ଼ିବ.
ଜୁମ୍ବଲା ବିଜେପି ସରକାର
ଏଥିରେ ଅନେକ ମହିଳା ଉପକୃତ ହୋଇ ପାରିବେ । ସରକାରଙ୍କୁ ବହୁତ ବହୁତ ଧନ୍ୟବାଦ୍
BJP MLA, MP ମାନଙ୍କ ମହିଳା ପାଇବା ଉଚିତ୍,
ନବୀନ ବାବୁ ଜଉ ମହିଳା ମାନଙ୍କୁ ବ୍ୟାଙ୍କ୍ ଲୋନ ଦଉଥିଲେ ..କଣ ତାଙ୍କ ଘରୁ ଅଣିକି ଦେଉଥିଲେ । ଓଡ଼ିଶା ସରକାର ପା ନିଜେ ଲୋନ୍ ରେ ବୁଡ଼ିକି ଅଛି । ଗେଣ୍ଡା ଦଳ ବହୁତ୍ ଗାଣ୍ଡିମାରି ଖାଇଛନ୍ତି
❤️Jay Naveen 🙏
2029 khhaiba kadali
ସବୁ ତ ଠିକ୍ ତେବେ ହାରିଲ କାହିଁକି
Bjd 💚💚💚💚💚💚🐚🐚🐚🐚🐚
ଇପି୍ସିତା ମାଡାମ ଧନ୍ୟବାଦ୍
Galu sarkar
Nandighosh TV right
Right madam very good
ଏଗୋଟେ ଵାଡଜୋଯନା
Translation koro 😅
Galua katha kahuchi
ମିଛ ମିଛ ମହାମିଛ ର ସରକାର ଚାଲି ଥିଲା 2014 ରୁ କେନ୍ଦ୍ର ରେ,,,, ଏବେ 2024 ରେ
ଡବଲ ମିଛ ସରକାର ଚାଲିଲା ଓଡିଶା ରେ,,
List ru katiba pani e sobu plan?adhar card pani 250neuchhanti
ଵହୂତ ଵଢିଆ ପ୍ରଶ୍ନ କରିଛନ୍ତି ମ୍ୟାଡାମ୍ ମାନଙ୍କୁ ଧନ୍ୟବାଦା ।
ମିଛୁଆ ବିଜେପି
ବିଦ୍ୟାଳୟର ମାମୁଲି ରୋଷେୟା କାହିଁକି ବାଦ ପଡ଼ିବେ । ଯେଉଁମାନେ ନିଆଁ ଖାଇ କଷ୍ଟରେ ରାନ୍ଧୁଛନ୍ତି। ବର୍ଷକୁ ମାତ୍ର ୨୪ ହଜର
24 hajar nunhe 20 hajar may June 2 maa Paisa mileni.
Sir, manifest tike dekhei dintu
ଯୌବନ ମହିଳା ସୁଭଦ୍ରା ହୋଇପାରିବ ମୋହନ ,ମୋଦି ସାର୍ ଙ୍କର
ଯାହାକୁ ଦେଖିବ ଦେଖ ସବୁ ମା----ଆ ଏକ...
ପ୍ରକାଶ ବାବୁ ତୁମେ ବିଜପିର ମୁଖପାତ୍ର ନା ମୂର୍ଖପାତ୍ର
ମାଡାମ୍ ଆପଣମାନେ ଯେଉଁମାନଙ୍କ ପାଇଁ ଚିତ୍କାର କରୁଛ ସେହିମାନେ ବିଜେଡି ଦଳକୁ ହରେଇଛନ୍ତି । ବିଜେପି ସରକାର ଜେଉ ଚିନ୍ତାଧାରାର କରିଛନ୍ତି ତାହା ଠିକ୍ । ଉଚିତ୍ ହିତାଧିକାରୀ ମହିଳା ମାନଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରନ୍ତୁ ।
ଗାଲୁ ଆ ଗଲୁଆ ଗଲୁଆ ବିଜେପି
24 ବର୍ଷ ନବୀନ ଶାସନ ରେ କେହି ସେମିତି ନାହାନ୍ତି, ମୋଦି ଗ୍ୟାରେଣ୍ଟି ମିଛ
ଏ ବେଲଜ୍ୟା ଜନତା କୁ ଲାଜ ଲାଗୁନି 60 ବର୍ଷ ମହିଳା କଣ ଭୋଟ ଦେଇନଥିଲେ ତାଙ୍କୁ କଣ ପାଇଁ କାଟିଲ
ଆରେ ଛୋଡ଼ି ପୁଅ elaction ବେଳେ କହିଥିଲ ସବୁ ମହିଳାଙ୍କୁ ଦବୁ ବୋଲି.. ଏବେ ପାତ୍ର ଅନ୍ତର କଣ ପାଁଇ.. ତମେ ଫାଷ୍ଟ ରୁହ ମନା କଲନି ଆମେ ସମସ୍ତଙ୍କୁ ଦବୁନି ଅଧା ମାଇକିନାକୁ ଦବୁ ବୋଲି.. ଦେଖିଥାନ୍ତି.. ତମ ଗାଣ୍ଡିମରା ସରକାର କେମିତି ଓଡିଶା ରେ ଜିତିଥାନ୍ତ
❤
😊
ଶୁଭଦ୍ରା ଯଜନା ଗରିବ ମହିଳା ମାନେ ପାଇବା ଦରକାର
😮
Haa💃
ବିଜେପି ସରକାର ହଟାଓ ଦେଶ ବଞ୍ଚାଅ, ଏତେ ଡିବେଟି କରିବା ଦରକାର ନାହିଁ, ବିଜେପି ଦେଶ ବିକି ସାରିଲାଣି. ବିଜେପି ଇଲେକ୍ସନ ପୂର୍ବରୁ ଲୋଭ ଦେଖଉଛି ଇଲେକ୍ସନ ପରେ ଲାତ ମାରୁଛି. ଏବେ ଦିନରେ କହୁଛନ୍ତି ହେଇ ଦେଖ ସୂର୍ଯ୍ୟଲୋକରେ ଜବର୍ଜସ୍ତ ତାରା ଦେଖଉଛନ୍ତି
Epsita mam thik khuhanthi. Love u mam❤
ନବୀନ ଦେବେ 100 ୟୁନିଟ ଛାଡ଼ ହୋ ମୋଦି ଦେବେ 300 ୟୁନିଟ 😄
Bachan Diya socha nehi
Hoga Kiya parinaam
Soch samajh kar kijea
Jiban me har kammm ❤❤❤❤❤❤❤❤❤❤
Jai shree Krishna
ଇପ୍ସିତା ମାଡାମ 100% ଠିକ କହୁଛନ୍ତି
ଧନ୍ୟବାଦ୍ ଜୟଶ୍ରୀ ମେମ୍
ଓଡିଶାର ଅର୍ଥନିତୀ ଵିଷୟରେ କଣ ଆଗରୁ ଵିଜେପି ଜଣା ନଥିଲା କି ? ସଵୁ ମହିଳା ମାନଙ୍କୁ ୫୦ ,000 ଦିଆଯିଵ ଆଉ ଦୁଇ ବର୍ଷ ଭିତରେ ଖର୍ଚ କରିଵେ ବୋଲି କାହିଁକି କହିଥିଲ ଵିଜେଡି ଟାଈଟର୍ କୁ ବିଜେପି ସୁପର ଟାଉଟର ।
ବାଃ ବାଃ ବଢିଆ,18ବର୍ଷ ରୁ 60 ବର୍ଷ ର ନେତାଙ୍କୁ ବିଦାୟ କିମ୍ବା ଦରମା ବନ୍ଦ କରିବା ଯୋଜନା ଆଣନ୍ତୁ.......କଂଗ୍ରସ ନେତା ପ୍ରସ୍ତୁତ ହୁଅନ୍ତୁ ଆଗକୁ,ବିଜେଡ଼ି ବିଜେପି ଯୋଜନା ଛାଡେଇବେ ଜନତା,ଅଲାଜୁକ...
Pagal handia sarkar
ଆଜ୍ଞା ସୁଭଦ୍ରା ଯୋଜନା ସ୍ୱାଗତଯୋଗ୍ୟ ।କିନ୍ତୁ ଅଯୋଗ୍ୟ ମାନଦଣ୍ଡରେ ସଂସ୍କାର ଆସିବା ଉଚିତ୍ ।ଯେମିତି 10 ଏକର ଜମି ରୁ ଜଣକର ଚାଷ ଯୋଗ୍ୟ ଜମି 2.5 ଏକର ଓ 7.5 ଏକର ଆଟ,ଆଡି,ଖଳା,ମୁଣ୍ଡା,ବାଡ଼ି ଆଦି ଅଯୋଗ୍ୟ ଜମି ତେବେ ସେହି ଅଯୋଗ୍ୟ ଜମିରେ ତାକୁ ଯୋଗ୍ୟତା ରୁ ବଞ୍ଚିତ କରିବା କେତେ ଦୂର ଠିକ୍।ଆଉ ଯଦି ଉପରୋକ୍ତ ଜମି ଅଯୋଗ୍ୟ ନୁହେଁ ତେବେ ବ୍ୟାଙ୍କ୍ ଋଣ ଦିଅନ୍ତି ନାହିଁ କାହିଁକି?ଏଣୁ ମୋ ପ୍ରିୟ ସରକାରଙ୍କୁ ଅନୁରୋଧ ଏହି ପ୍ରକାର ଜମି କୁ ବାଦ୍ ଦେଇ ମାନ ଦଣ୍ଡ ସ୍ଥିର ହେବା ଉଚିତ୍। ୨ୟ ରେ ବହୁ ବର୍ଷ ପୂର୍ବରୁ ଜମି ବିକ୍ରି ହୋଇ ସାରିଥିଲେ ମଧ୍ୟ ତାହା ବିକ୍ରେତା ପଟ୍ଟା କରି ନାହାନ୍ତି କିମ୍ବା କରି ପାରୁ ନାହାଁନ୍ତି ।ତେଣୁ ଏପରି ସ୍ଥଳେ ସ୍ଥାନୀୟ ମାଜିଷ୍ଟ୍ରେଟ ଙ୍କ ସାମନାରେ ମୂଳ ଜମି ଓ ବିକ୍ରୀ ଜମି ଦେଖାଇ ଯଦି ଯୋଗ୍ୟ ଅଟନ୍ତି ତାଙ୍କୁ ସାମିଲ କରାଯାଉ ।ଜୟ ଶ୍ରୀରାମ
Nice Jaya Sri mam
Mate subhadra tanka darkar nahin amaku ama Naveen sir jogya Kari deichanti Jay Naveen Sir Jay BJD 💕
ଏମାନେ କହିଥିଲେ ସବୁ ମହିଳା ପାଇବେ ବୋଲି, ସେତେବେଳେ ଇନକମ କରୁଥିବା ପାଇବେନି ବୋଲି. ସେଥିପାଇଁ ସମସ୍ତେ କହନ୍ତି ମିଛୁଆ ପାର୍ଟି 💯ରୁ 💯
Very Beautiful Spich Ipsita Mam
ମହାଶୟ ଙ୍କୁ ମୋର ପ୍ରଶ୍ନ ଆପଣ କହୁଛନ୍ତି ଦେଢ଼ କୋଟି ଲୋକ ଦାଦନ ପାଇଁ ଯାଇଛନ୍ତି ତାହେଲେ ଆପଣ ରାସନ୍ କାର୍ଡ କିପରି ଇ kyc ଡୋର କୁ ଡୋର ତନଖି କରୁଛନ୍ତି କିପରି ଏ ଗୋଟେ ପ୍ରହସନ ସେହିପରି ଭତା କୁହନ୍ତୁ ସୁଭଦ୍ରା ହେଉ ସେହିପରି ଏଲେକ୍ଟ୍ରି ଫ୍ରୀ 300 ଉନିଟି ତେଣୁ ଜୁମୂଳା ସରକାର ମିଛ ସରକାର ଲଜ୍ଜ୍ୟା ଲାଗୁଛି
Human has an important tendency of greedy.🙏🙃
Nice words
ଆଜ୍ଞା ଚାଷିକୁ ଦେଖିଲେ ବହୁତ ଅସୁବିଧା 2014 ରୁ ସାର୍ ଓ ଔଷଧ ର ରେଟ୍ ଆକାଶ ଛୁଆଁ କେମିତି ଚାଷି ଚଲିବେ
ଯିଏ ପ୍ରକୃତ ହିତାଧିକାରୀ ତାଙ୍କକୁ ଟଙ୍କା ମିଳୁ,. କିନ୍ତୁ ସିଧା ସଳଖ ମିଳୁ!
ଯୋଉ ମହିଳାକୁ 59 ସେ କେତେ ପାଇବ? 5000/- କାରଣ 5ବର୍ଷ ହେଲା ବେଳକୁ ତାକୁ ବୟସ 64 ହେଇଯାଇଥିବ
ଏ BJP ସରକାର ଙ୍କୁ କେବେ
ବିସ୍ପାସ ନାହିଁ
Yes
ଯେତିକି ବିଜେପି ନେତା ମାନେ ସବୁ ମିଛ କଥା ହିଁ କହନ୍ତି ଏହା ଏକ ଟ କାମି ଦଳ କୁ ଆଗ ରୁ ମୋଦି ବି ମିଛ କହି ବାରୁ ଚିଖିଲା ଆଉ ମୋହନ ମଝି ବହୁତ୍ ମଜା ରେ ମିଛ କହିବାକୁ ବହୁତ ଇଛା ହୁଏ
ବିଜେପି ସରକାର ସମଶଃତ ନେତା ମନ୍ତ୍ରୀ ଓଡିଶା ବାଶିଙ୍କୁ ଭଲ ଭାବରେ ମିଛ କହି ଠକିଛି 🥲🥲
Jayshree mam thik kahichan
ବ୍ଲକ୍ ରୁ ଯେଉଁ ମହିଳାମାନେ ବର୍ଷ କୁ ୧୮୦୦୦(ଅଠର ହଜାର ଟଙ୍କା) ମିଶନ୍ ଶକ୍ତି ମାଧ୍ୟମରେ ପାଉଛନ୍ତି ସେମାନଙ୍କୁ "ସୁଭଦ୍ରା ଯୋଜନା" ରୁ ବାଦ୍ ଦିଆଯିବା ଉଚିତ୍ ନୁହେଁ। ସରକାର ଭାବିବା ଦରକାର ସେମାନେ ଯଦି ଆର୍ଥିକ ସ୍ୱଚ୍ଛଳ ପରିବାର ର ତେବେ ମାସକୁ ମାତ୍ର ୧୫୦୦ ଟଙ୍କା ପାଇବା ପାଇଁ ବ୍ଲକ୍, ପଞ୍ଚାୟତ ଯାଆନ୍ତେ କି?
ନାହିଁ ମାମୁଁ ଠାରୁ କଣା ମାମୁଁ ଭଲ।ଯିଏ ପାଇବା ଯୋଗୁଁ ସିଏ ପାଇବା ଉଚିତ।