ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ବିଜେପି ସରକାର ମିଛୁଆ ସରକାର ସମସ୍ତେ ଜାଣନ୍ତି
Kn Subhadra money asini ki😅
Are sarkar time darkar
Bjd dhala corruption party
Yaku magana dorkar bodhe
@@ajayamishra9744 ବାଣ୍ଡ ଜାଣିଛ ବିଜେଡି ଏକ ନମ୍ବର ଚର ଏବେ ଖାଇ ପାଉନି ବେଳେ ଏମିତି କହୁଛ
ଲୋଭ ରୁ ପାପ, ପାପ ରୁ ମ୍ରୃତ୍ୟୁ
ନବୀନ ପଟ୍ଟନାୟକଙ୍କ ପରି କିଏ ହେବ
Bjp 14purusha tak Odisha ku devolpment kari nii pare ....chhada ho tuma mi6 katha kahi ki lok manke 😢
Naveen sir is a best hero com to my cm Naveen sir
@@SukantaKumar-my4nx ବୋଲେ ବୋଲେ ଢ଼ାବା କୁ ଚାଲ ଟିକେ ବୁଲି ଆସିବା
Naveen patnayak Knowledge nahi
No
ଯୋଉ ସରକାର ଆସିଲେ ଏମାନଙ୍କୁ ଖାଲି ମାଗଣା ସବୁ ଦରକାର.... ଏପଟେ ଆଳୁ, ଡାଲି, ତେଲ, ପେଟ୍ରୋଲ ଦାମ ପଛେ ବଢ଼ି ଚାଲୁ.. କିନ୍ତୁ ମାଗଣା ଦରକାର ଆଉ ସବୁ
Kain dabani
@@KiranJyoti-i1g ହଁ ଏପଟେ ମାଗଣା ଦଉ ସେପଟେ ଆଳୁ, ପିଆଜ, ତେଲ, ପେଟ୍ରୋଲ, ଡାଲି ଦାମ ବଢା଼ଉ ଆଉ
Kn pain debani..mg bhasana re taw bahut kahuthila mg
@@Davidbhaiiijaiki kamo karunu be khali magona khojuchu
@@kisubanki6564ama loka nka magana khia abhyas heigalani.seithi lagi e mausi mane ghara kana chhadi bhashana maruchhanti.
ମାଉସୀ ଆପଣ ଠିକ କଥା କହିଛନ୍ତି.. ଏ bjp ସରକାର ମିଛୁଆ...
Double ମିଛୁଆ...😅😅
ତ ମେ ମାଗଣା ଚାଉଳ ହିସାବ 🎉😂❤
@@anitadas7277 ବିଜେଡି ମିଛୁଆ
Chala NXT election re sei mausi ku CM bonei baa....Apon mese khusi toh😂😂😂
Mohon mousi ro sasuro to tanko sabu magana daba
Excellent ଦିଦି
Bjp ମିଛୁଆ ବୋଲି କଣ ଯାଣିନ
ବିଜେପି ହଟାଅ
ବିଜେଡି ସରକାର ଚର ଥିଲା ହେଲା
ବିଜେପି ଭଲ କାମ କରୁଛି ବେଳେ ପିତା ଲାଗୁଛି
S H G ରେ ଡ୍ରେସ ପାଇ ଦେବାର କାରଣ ଏହି ଭୋଟ ପାଇ ହେଲା
Right katha madam kahichhanti
ହଁ ସେଇୟା କର ସରକାର ଭାଙ୍ଗିଦିଅ। ସରକାର ତ କାଚ bottle ଭାଙ୍ଗିଦେବ। SHG ଟଙ୍କା ନେଇକି କଣ କରୁଛନ୍ତି ସମସ୍ତଙ୍କୁ ଜଣା। କେବଳ ଶିକ୍ଷା ଓ ସ୍ଵାସ୍ଥ୍ୟ ମାଗଣା କରାଯାଉ, ପ୍ରତିଘରୁ ଯେପରି ଜଣେ ହେଲେ ସରକାରୀ job ପାଉ ଯୋଗ୍ୟତା ଅନୁସାରେ ସେ ବ୍ୟବସ୍ଥା କରାଯାଉ। ଏମିତି 5000, 1000, 2000 ଦେଇ ଇଲେକ୍ସନ ଭୋଟ କରା ନ ଯାଉ।। ଆଉ ଏଇ ମାଗଣା ଖାଇବା ମାଗଣା ପିନ୍ଧିବା ଛାଡ଼।
Bjp jau state re achhi gharaka gote lekha chakiria achhanti bodhe
24 ବର୍ଷ କେନ ନେ ସୁଇଥିଲ ହୋ ଭାଇ ଏବେ ଉଠିଲ ଜେ
Right
Bala naa
Tq
ବିଜେପି ସରକାର ମିଛୁଆ
କଣ ସୁଭଦ୍ରା ପଇସା ଆସିନି କି 😂😂😂
Right Right Bhai 👌
@@Rashmiranjandas-e1s ସେଥିପାଇଁ World no 1
ହେ ଭଗବାନ ବି ଜେ ଡି ଯୋଉ ସତ କହୁଥିଲା ନ କହିଲେ ଭଲ
ଚାରି ଦ୍ଵାର ଖୋଲା ହେଲା, ରତ୍ନ ଭଣ୍ଡାର ଖୋଲା ହେଲା 25%ମହିଳା କୁ ସୁଭଦ୍ରା ମିଳିଲା ଆଉ ବା କଣ ଦରକାର 😅😅😅
subhadra tanka kana pain douchha
ସୁପର ମିଛୁଆ bjp
ନବୀନ ଟଙ୍କା ସବୁ ଖାଇକି ସାରିଦେଲ ପୁଣି ଟଙ୍କା ଦରକାର ମାଗଣା ପାଇଲେ ପେଳ ଗିଳିଦେବେ
ପାରାଦୀପ ବନ୍ଦର ବିକ୍ରି ହେଲେ ଦେଵେ
ଟାଟା ପାୱାର ନବୀନ ପଟନାୟକ ବିକିଛି ଜାଣିନ କି
କୌଣସି ସରକାର ଯୋଜନା ବାହାରିଲେ ଏଇ ମାଇକିନା ପ୍ରଥମେ ଅପ୍ଲାଇ କରିବାକୁ ଦୌଡିବ
ହଁ 😂 ତୋ ମାଇପ ଭଳି ଆଉ
@@SradhaMihir ଆମେ ମାଗଣା ଖିଆ ନୁହଁ କି କୌଣସି ଦଳ ର କୁଜିନେତା ନୁହଁ,!ତୁମେ ସବୁ ମାଗଣା କୁ ଅନାଇ ଥାଅ!ବିଜେଡି ଠାରୁ କେତେ ଖାଇଛୁ ଲୋ ନାନୀ
😂100%
@@raghunarhkarjee947ହଁ ଠିକ୍ କଇଛ
@@raghunarhkarjee947 THIK KATHAA BHAI.
ବୁଢା ବୁଢ଼ୀ ମାନଙ୍କୁ 3000/3500ଟଙ୍କା ର ଆଶା ଦେଲା, ବିଜୁଳି ବିଲ 300ୟୁନିଟ ଫ୍ରୀ ଦେଲା, ମହିଳା ମାନଙ୍କୁ ପ୍ରତିମାସ 1000ଟଙ୍କା ଦେଲା, ସୁଭଦ୍ରା ଯୋଜନା 2 ବର୍ଷ ରେ 50000ଟଙ୍କା ଦେବି କହିଲା, ପୁରୀ ଶ୍ରୀ ମନ୍ଦିର ରତ୍ନ ଭଣ୍ଡାର ର ରତ୍ନ ଉପରେ ନଜର ରଖିଲା, ଭାରତର କାଲା ଧନ ବିଦେଶରୁ ଆଣିଲା ଓ ଭାରତର ଗରିବୀ ହଟାଇଲା, ଏପରି ସରକାର କୁ ଓଡ଼ିଶା ବାସି କହି ପାରିବ କେବେ ଚିହ୍ନିଲା.
Very good
ନବୀନ Sir ଜିନ୍ଦାବାଦ 🙏🙏❤️
Nama nia ebe😂😂😂
ପରିଶ୍ରମ କର, ଓଡିଶା ଋଣ ଭାର କେତେ ଜାଣିଛ, ଖାଲି ମାଗଣା ଚାଉଳ ଭତା ସୁଭଦ୍ରା,,,,,,, ଓଡିଶା କୁ ଖୋଲ କରିଦେବ କି?
ଧନ୍ୟବାଦ୍ ଏଇ। ମା ତୁମ ଭାବୁଛ ଏମିଛୁଆ ସରକାର ନାହିଁ ଦରକାର,ଏମାନେ କେବେବି ପୁରାଣ କରିପାରିବେନି, କହିଥିଲେ ତାଙ୍କର ଡବଲ ଇଞ୍ଜିନ ଏବିକା ଓଡ଼ିଶାରୁ ଖଣିଜ ସଂପଦ,ଗୋପାଳପୁର ବନ୍ଦର,ଓମ୍ପେଡ କୁ ଓଡ଼ିଶା ରୁ ଚୋରି କରି ଗୁଜୁରାଟ ବୋହିବାର ଲାଗିଛି,ଯିଏ ଚୋର ସେମାନେ ସାହାଯ୍ୟ କରିବେ ନାହିଁ,ଏ ଗୁଡାକ ମିଛୁଆ
ବିଜେପି ହଟାଅ ବିଜେଡି ଜିତାଅ ଜୟ ନବିନ ଜୟ ବିଜେଡି🐚🐚🐚🐚🐚🙏🙏🙏
Nabin sir Heart of odisha
ଏତେ ମାଗଣା ଖାଅନା ,SSG ରାଜ୍ୟ କୁ କଣ ' ଟେକି ଧରୁଛ। ତମ କୁ ଖାଲି ଦଉଥିବେ ।
ତମକୁ କାହିଁକି ବାଧୁଛି ହୋ ଭାଇ
@arundas ssg rajya ku teki dhariniWoman nku independent karichi
Tamaku kahineki badhuchi bhi
BJP ହଟେଇବା ଓଡ଼ିଶା ବଞ୍ଚାଇବା ଜୟ ଜଗନ୍ନାଥ ❤
ତୁମମାନଙ୍କ ପାଇଁ ଓଡ଼ିଶା ରାଜନୀତି ଗଲବଳ ହେଉଛି।
Very lovely nice 👍
ଭଉଣୀ ମାନେ ନବୀନ ସରକାର ମିଶନ ଶକ୍ତି ମହିଳା କୁଂ ସରକାରୀ ପେନସନ ଭଳି ପେନସନ ଦେବା ପାଇଁ ମଧ୍ଯ ଫାଇନାଲ କରିଥିଲେ। କିନ୍ତୁ ଲୋଭ ରେ ପଡି ଅତି ରୁ ଇତି ହୋଇଛି ଏହି ଲୋଭି ମହିଳାଙ୍କ ର। ବିଜେପି ସରକାର ର ନୁହଁ ମହିଳା ମାନକଂ ର ଭୁଲ ଯିଏ ସୁନା ହରାଇ ପିତଳ ପାଇ ବିଳାପ କରୁଛନ୍ତି
କିଏ କହୁଛି ମା ମାନେ ପଛୁଆ, ନବୀନ ସାର ପ୍ରକୁତରେ ମା ମାନଙ୍କୁ ସଶକ୍ତ କରିଛନ୍ତି, କିଛି ନ ହେଲେବି ନିଜର ବକ୍ତବ୍ୟ ସୋସିଆଲ ମେଡିଆରେ ରଖିପାରୁଛନ୍ତି, ସେମାନଙ୍କ ପେଟରେ ନାତ ମାରିଲେ ସେମାନେ ରାଜରାସ୍ତା କୁ ଓଲ୍ହାଇବା ସ୍ୱାଭାବିକ୍।
ତମେ ମାଗଣା ଖାଇ ଖାଇ ମୁହଁରେ ଲାଗିଗଲାଣି ଯୋଉ ସରକାର ଆସୁ ଆଗ ଆମକୁ ପୁଳାଏ ପୁଳାଏ ଦିଅ ରାଜ୍ୟ ତେଣିକି ଭାସିଯାଉ
Bhala heichi tame jaha karicha tamaku taha milichi
ବିଜେଡି ସରକାର ଟାଇମ୍ ରେ ଏମାନଙ୍କୁ ଖୁଡିଆ କରିଦେଇଛନ୍ତି।
ସକଳ ଶକ୍ତି ନାରୀ ଠାରେ ପୁରି ରହିଛି ।ତମେ ଚାହିଁଲେ ସବୁ ପରିବର୍ତ୍ତନ ହେବ ।ଧନ୍ୟବାଦ ଭଉଣୀ।
ଜନ୍ମ କଲା ପୁଅ ଆଉ ସ୍ବାମୀ ଉପରେ ଭରଷା ନାହିଁ ନିଜ ଉପରେ ଭରଷା ନାହିଁ ଆଉ ରହିଲା ସରକାର
ଭଲ ହେଉଛି ବିଜେପିକୁ ଭଠଦେଇଛ ଏଵେନାମ ନିଅନ୍ତୁ ପୁରସ୍କାର ପାଆନ୍ତୁ
ଏମାନେ ଆଗ ପଛ କିଛି ଜାଣିନାହାନ୍ତି ସବୁ ମାଗଣା ତମର ସ୍ୱାମୀ କ'ଣ ସରକାର
To bhaliya murkha auu kana kahiba.
ଧନ୍ୟବାଦsintar
ମାଉସୀ ମିଛୁଆ ରାଧୁଆର ଗପ ଶୁଣି ଭୋଟ ଦେଲ କାନ୍ଦିଲେ ଶୁଣିବ କିଏ
ମା ତୁମକୁ ଶହେ ଦଣ୍ଡବତ ସରକାର କୁ ଭାଙ୍ଗିଦିଅ , ଗୋଟେ ଇଞ୍ଜିନ ସିଜ଼ ହେଇଯାଉ
Jay jagannath jay Naveen Patnaik odisha good 👍👍👍👍 BJD
ଆଉରି ଥରେ ବିଜେପି ଭୋଟ ଦିଅ ସବୁଦେବେ
Bjp michua boli janinaki bjp hatao
ତମେ ହିଁ ବାଘୁଣୀ ଅସଲିରେ ଧନ୍ୟବାଦ ମା
ଗରିବ ଲୋକଙ୍କ ଟଂକା ଜାହାନେଇଛ ଜିଏଷଟା ତାହାଦିଆଯାଉ
Right katha kahicha madam ❤❤
ଇଏ ତ ଆରମ୍ଭ ଆଗକୁ ସିନେମା ବାକି ଅଛି .ଆଗକୁ ଦୁଃଖ ସିନ ଅଛି 😂😂😂😂
Bahut badhia katha maa
ଏମାନେ ଇଲେକ୍ସନ ସମୟ ରେ ବିଜେଡି ଠାରୁ ଟଙ୍କା ନେଉଥିଲେ ତାଙ୍କୁ ଝରୁ ଛନ୍ତି..... ଗ୍ରୁପ ନାକୁ ମାତ୍ର
Bhut sundhr kahie maa
ଖାଲି ତ ମାଗଣା ମିଳିବ ସବୁ ଆଉ ଡାଲି ଚାଉଳ ପିଆଜ ଦର ଆକଶଛୁଆଁ ହେଲା ବୋଲି କହିଲେ କଣ ହେବ ସରକାର କୋଉଠୁ ପଇସା ଆଣିବ ଆମ ପଇସା ଆମଠୁ ନେଇକି ଦେବେ
Thik kahicha
ବଢିଆ କଥା 😂😂😂😂
ଆଲୋ ମା ନିଜେ କିଛି କାମ କରୁନ😮 ଖାଲି ଗୋଠ ହେଇ ସରକାରଙ୍କ ପଇସା କୁ ଅନେଇ ଥାଅ। ସବୁ ସରକାରଙ୍କୁ ଅନେଇ ଅନେଇ ଆମ ଓଡିଆ କୋଢିଆ ହେଇଗଲେଣି 😂😂😂
Thike👍
ତୋତେ ମାଡ଼ ଦରକାର ଲଜ୍ୟ। ନାହିଁ.. ଆ ଥୁ
Than you didi
SHG group ଭାଙ୍ଗି ଦଉନୋ ନୂଆ SHG କରିବା
ଆରେ ମା ମାନେ ଆଗରୁ ପଚାଶ ହଜାର କେବେ ପାଇଥିଲେ bjp ଦେଉଛି ପ୍ରଶଂସା କରିବା କଥା ବ୍ୟସ୍ତ କାହିଁକି ମାଙ୍କ ପାଇଁ ଅନେକ ଯୋଜନା ବିଜେପି ସରକାର କରିବାକୁ ଯାଉ ଛନ୍ତି
ବିଜେଡି ଦେଉଥିଲା ବିଜେପି ଚାପି ଦେଇଛି ସେଥିପାଇଁ....
Right katha
ମାଉସୀ ବହୁତ ଭଲ କଥା କହିଛନ୍ତି
ଜୟ ଜଗନ୍ନାଥ
ଜମି ପଡିଆ ପଡୁଛି ଲୋକେ ଅଳସୁଆ ହୋଇଗଲେଣି, ଖାଲି ମାଗଣା ମାଗଣା,,,,,
First ru magana dia boli loka kahithile ki... Govt.nija adu magana debi kahila....ta loka nihati magana ku wait karibe bhai
Very nice Answer
Mausi bjd re stand karantu
Thank you mam
ତମେ ସବୁ ମାଗଣା ଖିଆ
Magana khia nuho pratishruti deithile janino bode
Nobin 25 year re koriparilani taku 5 masa re koribaku kohouch na be lajalagiba kotha mg
Wow mo manaku katha ta suniki bahut khusi lagila
BJD ରାଜକୋଷ ରୁ ସବୁ ଖାଲି କରି ଦେଇଛି। ଏ ସରକାର କଣ କରିବ
Bjp chora sarkar
Tu jaa bjp ghua khaibu
Double engine sarkar ba, Kendra au aartha aanantu.
Good answer
ନବୀନ ପଟ୍ଟନାୟକଙ୍କ ଚୁର ସରକାର,24 ବର୍ଷରେ କଣ ta ତାଡି ପକେଇଛି
Thenk u mam badia kaila
ୟେ ସବୁ BJD ବାଲା😂😂
ବେଲଜ୍ୟା ଝୁମଲା ପାର୍ଟି 😂😂
@@MANOJKUMAR-l6q4e ଯାହା କାହା ଭାଇ ୫ ବର୍ଷ ଏବେ ସେଇ ହିଁ ରହିବ 🤣🤣
@@pashupati55sabu neta same bhai.....ame sabu.........fill in the blanks
Thiki katha
BJD ଦଳ 7 ରାଜ୍ୟସଭା ସାଂସଦ ବିଭିନ୍ନ କମିଟି ରେ ଅଧକ୍ଷ କେବଳ ମୋଦୀ ସରକାର ପାଇଁ ଓଡ଼ିଶା ଲୋକ BJD ଦଳ ଉପକୃତ
ଭୁଲ କହିଲେ,, ବରଂ ବିଜେଡି ପାଇଁ ମୋଦୀ ସରକାର ଉପକୃତ।
@@MANOJKUMAR-l6q4e ନବୀନ ପଟ୍ଟନାୟକଙ୍କ ଦଳ ସାରା ଭାରତରେ ନିର୍ବାଚନ ଲଢ଼ି 543 ଆସନ ରୁ 280 ଆସନ କେବେ ଆଣିବ ଓଡ଼ିଆ BJD ଦଳ ମେଣ୍ଢା ନେତା ଖୁସି ହେବେ
@@Babaphakiryoutube ସାରା ଭାରତ ବର୍ଷରେ ବିଜେଡି ନିର୍ବାଚନ ଲଢ଼ିବା କଥା କାହିଁକି କହୁଛନ୍ତି ଆଜ୍ଞା। ଆପଣ ଯୋଉ କହିଲେ କେବଳ ମୋଦୀ ସରକାର ପାଇଁ ବିଜେଡି ଦଳ ଉପକୃତ ମୁ ତାହାରି ଉପରେ ମୋ ମନ୍ତବ୍ୟ ଦେଇଛି।
@@Babaphakiryoutube ବିଜେପି ସରକାର ର ନିଜସ୍ୱ କିଛି ଅଛି?? ମେଣ୍ଟ ସରକାର।କେତେବେଳେ ଯେ ସତ୍ତା ହଜିଯିବ ସେ ନିଜେ ଜାଣିପାରିବେନି।
@@Babaphakiryoutube ବେହେନ ଔର ଭୈୟୋ ଇସବାର ଚରଶୋକେ ପାର 😂😂ବେଳା ଭଲ କେମିତି ହଉ ହଉ ସରକାର ହେଇଗଲା 😂😂
Thanks didi
Paisa pain kmiti bikalia heiki padichanti 😂😂
Right Speaking Sister'
ବହୁତ ଭଲ କହିଲ
Tui BJD loka bali janichan
Right mausi
Abe Nama Nela Ta
Madi chala
Right 💯❤❤❤❤
Bhauni b j p bala 15 barsha hela bhokare thile semane aaga khaila pare tama kathaa bujha haba
ଗାଲେଇ ମାଇକିନା ଶୁଭଦ୍ରା ଯୋଜନା ରେ ପାଇଛୁ ଆଉ କଣ ଫୁଟାଣୀ ମାରୁଛୃ ଟଙ୍କା ପାଇଛୁ ନହେଲେ କହନ୍ତୂ ନିଜ ଜୟ ବିଜେପି ଜୟ ଓଡ଼ିଶା ଜୟ ମୋହନ ସରକାର
Superb speech madam
Thank you
Bhuth bholo speach
Right ❤❤
Thik katha estafaaa diaajauuu
Super hits ❤❤❤❤❤
Thik kahicho didi
ଜୟ ଜଗନ୍ନାଥ ଜୟ ବିଜେଡି ଜୟ ନବୀନ
ଜୟ ବିଜେଡି ଜୟ ନବୀନ ପଟ୍ଟନାୟକ ଵାବୁ
Super heichi
Badhiya heichi 😂 maza aasigala
Yes
राईट कथा 👍👍
ବିଜେପି ସରକାର ମିଛୁଆ ସରକାର ସମସ୍ତେ ଜାଣନ୍ତି
Kn Subhadra money asini ki😅
Are sarkar time darkar
Bjd dhala corruption party
Yaku magana dorkar bodhe
@@ajayamishra9744 ବାଣ୍ଡ ଜାଣିଛ ବିଜେଡି ଏକ ନମ୍ବର ଚର ଏବେ ଖାଇ ପାଉନି ବେଳେ ଏମିତି କହୁଛ
ଲୋଭ ରୁ ପାପ, ପାପ ରୁ ମ୍ରୃତ୍ୟୁ
ନବୀନ ପଟ୍ଟନାୟକଙ୍କ ପରି କିଏ ହେବ
Bjp 14purusha tak Odisha ku devolpment kari nii pare ....chhada ho tuma mi6 katha kahi ki lok manke 😢
Naveen sir is a best hero com to my cm Naveen sir
@@SukantaKumar-my4nx ବୋଲେ ବୋଲେ ଢ଼ାବା କୁ ଚାଲ ଟିକେ ବୁଲି ଆସିବା
Naveen patnayak Knowledge nahi
No
ଯୋଉ ସରକାର ଆସିଲେ ଏମାନଙ୍କୁ ଖାଲି ମାଗଣା ସବୁ ଦରକାର.... ଏପଟେ ଆଳୁ, ଡାଲି, ତେଲ, ପେଟ୍ରୋଲ ଦାମ ପଛେ ବଢ଼ି ଚାଲୁ.. କିନ୍ତୁ ମାଗଣା ଦରକାର ଆଉ ସବୁ
Kain dabani
@@KiranJyoti-i1g ହଁ ଏପଟେ ମାଗଣା ଦଉ ସେପଟେ ଆଳୁ, ପିଆଜ, ତେଲ, ପେଟ୍ରୋଲ, ଡାଲି ଦାମ ବଢା଼ଉ ଆଉ
Kn pain debani..mg bhasana re taw bahut kahuthila mg
@@Davidbhaiiijaiki kamo karunu be khali magona khojuchu
@@kisubanki6564ama loka nka magana khia abhyas heigalani.seithi lagi e mausi mane ghara kana chhadi bhashana maruchhanti.
ମାଉସୀ ଆପଣ ଠିକ କଥା କହିଛନ୍ତି.. ଏ bjp ସରକାର ମିଛୁଆ...
Double ମିଛୁଆ...😅😅
ତ ମେ ମାଗଣା ଚାଉଳ ହିସାବ 🎉😂❤
@@anitadas7277 ବିଜେଡି ମିଛୁଆ
Chala NXT election re sei mausi ku CM bonei baa....Apon mese khusi toh😂😂😂
Mohon mousi ro sasuro to tanko sabu magana daba
Excellent ଦିଦି
Bjp ମିଛୁଆ ବୋଲି କଣ ଯାଣିନ
ବିଜେପି ହଟାଅ
ବିଜେଡି ସରକାର ଚର ଥିଲା ହେଲା
ବିଜେପି ଭଲ କାମ କରୁଛି ବେଳେ ପିତା ଲାଗୁଛି
S H G ରେ ଡ୍ରେସ ପାଇ ଦେବାର କାରଣ ଏହି ଭୋଟ ପାଇ ହେଲା
Right katha madam kahichhanti
ହଁ ସେଇୟା କର ସରକାର ଭାଙ୍ଗିଦିଅ। ସରକାର ତ କାଚ bottle ଭାଙ୍ଗିଦେବ। SHG ଟଙ୍କା ନେଇକି କଣ କରୁଛନ୍ତି ସମସ୍ତଙ୍କୁ ଜଣା। କେବଳ ଶିକ୍ଷା ଓ ସ୍ଵାସ୍ଥ୍ୟ ମାଗଣା କରାଯାଉ, ପ୍ରତିଘରୁ ଯେପରି ଜଣେ ହେଲେ ସରକାରୀ job ପାଉ ଯୋଗ୍ୟତା ଅନୁସାରେ ସେ ବ୍ୟବସ୍ଥା କରାଯାଉ। ଏମିତି 5000, 1000, 2000 ଦେଇ ଇଲେକ୍ସନ ଭୋଟ କରା ନ ଯାଉ।। ଆଉ ଏଇ ମାଗଣା ଖାଇବା ମାଗଣା ପିନ୍ଧିବା ଛାଡ଼।
Bjp jau state re achhi gharaka gote lekha chakiria achhanti bodhe
24 ବର୍ଷ କେନ ନେ ସୁଇଥିଲ ହୋ ଭାଇ ଏବେ ଉଠିଲ ଜେ
Right
Bala naa
Tq
ବିଜେପି ସରକାର ମିଛୁଆ
କଣ ସୁଭଦ୍ରା ପଇସା ଆସିନି କି 😂😂😂
Right Right Bhai 👌
@@Rashmiranjandas-e1s ସେଥିପାଇଁ World no 1
ହେ ଭଗବାନ ବି ଜେ ଡି ଯୋଉ ସତ କହୁଥିଲା ନ କହିଲେ ଭଲ
ଚାରି ଦ୍ଵାର ଖୋଲା ହେଲା, ରତ୍ନ ଭଣ୍ଡାର ଖୋଲା ହେଲା 25%ମହିଳା କୁ ସୁଭଦ୍ରା ମିଳିଲା ଆଉ ବା କଣ ଦରକାର 😅😅😅
subhadra tanka kana pain douchha
ସୁପର ମିଛୁଆ bjp
ନବୀନ ଟଙ୍କା ସବୁ ଖାଇକି ସାରିଦେଲ ପୁଣି ଟଙ୍କା ଦରକାର ମାଗଣା ପାଇଲେ ପେଳ ଗିଳିଦେବେ
ପାରାଦୀପ ବନ୍ଦର ବିକ୍ରି ହେଲେ ଦେଵେ
ଟାଟା ପାୱାର ନବୀନ ପଟନାୟକ ବିକିଛି ଜାଣିନ କି
କୌଣସି ସରକାର ଯୋଜନା ବାହାରିଲେ ଏଇ ମାଇକିନା ପ୍ରଥମେ ଅପ୍ଲାଇ କରିବାକୁ ଦୌଡିବ
ହଁ 😂 ତୋ ମାଇପ ଭଳି ଆଉ
@@SradhaMihir ଆମେ ମାଗଣା ଖିଆ ନୁହଁ କି କୌଣସି ଦଳ ର କୁଜିନେତା ନୁହଁ,!ତୁମେ ସବୁ ମାଗଣା କୁ ଅନାଇ ଥାଅ!ବିଜେଡି ଠାରୁ କେତେ ଖାଇଛୁ ଲୋ ନାନୀ
😂100%
@@raghunarhkarjee947
ହଁ ଠିକ୍ କଇଛ
@@raghunarhkarjee947 THIK KATHAA BHAI.
ବୁଢା ବୁଢ଼ୀ ମାନଙ୍କୁ 3000/3500ଟଙ୍କା ର ଆଶା ଦେଲା, ବିଜୁଳି ବିଲ 300ୟୁନିଟ ଫ୍ରୀ ଦେଲା, ମହିଳା ମାନଙ୍କୁ ପ୍ରତିମାସ 1000ଟଙ୍କା ଦେଲା, ସୁଭଦ୍ରା ଯୋଜନା 2 ବର୍ଷ ରେ 50000ଟଙ୍କା ଦେବି କହିଲା, ପୁରୀ ଶ୍ରୀ ମନ୍ଦିର ରତ୍ନ ଭଣ୍ଡାର ର ରତ୍ନ ଉପରେ ନଜର ରଖିଲା, ଭାରତର କାଲା ଧନ ବିଦେଶରୁ ଆଣିଲା ଓ ଭାରତର ଗରିବୀ ହଟାଇଲା, ଏପରି ସରକାର କୁ ଓଡ଼ିଶା ବାସି କହି ପାରିବ କେବେ ଚିହ୍ନିଲା.
Very good
ନବୀନ Sir ଜିନ୍ଦାବାଦ 🙏🙏❤️
Nama nia ebe😂😂😂
ପରିଶ୍ରମ କର, ଓଡିଶା ଋଣ ଭାର କେତେ ଜାଣିଛ, ଖାଲି ମାଗଣା ଚାଉଳ ଭତା ସୁଭଦ୍ରା,,,,,,, ଓଡିଶା କୁ ଖୋଲ କରିଦେବ କି?
ଧନ୍ୟବାଦ୍ ଏଇ। ମା ତୁମ ଭାବୁଛ ଏମିଛୁଆ ସରକାର ନାହିଁ ଦରକାର,ଏମାନେ କେବେବି ପୁରାଣ କରିପାରିବେନି, କହିଥିଲେ ତାଙ୍କର ଡବଲ ଇଞ୍ଜିନ ଏବିକା ଓଡ଼ିଶାରୁ ଖଣିଜ ସଂପଦ,ଗୋପାଳପୁର ବନ୍ଦର,ଓମ୍ପେଡ କୁ ଓଡ଼ିଶା ରୁ ଚୋରି କରି ଗୁଜୁରାଟ ବୋହିବାର ଲାଗିଛି,ଯିଏ ଚୋର ସେମାନେ ସାହାଯ୍ୟ କରିବେ ନାହିଁ,ଏ ଗୁଡାକ ମିଛୁଆ
ବିଜେପି ହଟାଅ ବିଜେଡି ଜିତାଅ ଜୟ ନବିନ ଜୟ ବିଜେଡି🐚🐚🐚🐚🐚🙏🙏🙏
Nabin sir Heart of odisha
ଏତେ ମାଗଣା ଖାଅନା ,SSG ରାଜ୍ୟ କୁ କଣ ' ଟେକି ଧରୁଛ। ତମ କୁ ଖାଲି ଦଉଥିବେ ।
ତମକୁ କାହିଁକି ବାଧୁଛି ହୋ ଭାଇ
@arundas ssg rajya ku teki dharini
Woman nku independent karichi
Tamaku kahineki badhuchi bhi
BJP ହଟେଇବା ଓଡ଼ିଶା ବଞ୍ଚାଇବା ଜୟ ଜଗନ୍ନାଥ ❤
ତୁମମାନଙ୍କ ପାଇଁ ଓଡ଼ିଶା ରାଜନୀତି ଗଲବଳ ହେଉଛି।
Very lovely nice 👍
ଭଉଣୀ ମାନେ ନବୀନ ସରକାର ମିଶନ ଶକ୍ତି ମହିଳା କୁଂ ସରକାରୀ ପେନସନ ଭଳି ପେନସନ ଦେବା ପାଇଁ ମଧ୍ଯ ଫାଇନାଲ କରିଥିଲେ। କିନ୍ତୁ ଲୋଭ ରେ ପଡି ଅତି ରୁ ଇତି ହୋଇଛି ଏହି ଲୋଭି ମହିଳାଙ୍କ ର। ବିଜେପି ସରକାର ର ନୁହଁ ମହିଳା ମାନକଂ ର ଭୁଲ ଯିଏ ସୁନା ହରାଇ ପିତଳ ପାଇ ବିଳାପ କରୁଛନ୍ତି
କିଏ କହୁଛି ମା ମାନେ ପଛୁଆ, ନବୀନ ସାର ପ୍ରକୁତରେ ମା ମାନଙ୍କୁ ସଶକ୍ତ କରିଛନ୍ତି, କିଛି ନ ହେଲେବି ନିଜର ବକ୍ତବ୍ୟ ସୋସିଆଲ ମେଡିଆରେ ରଖିପାରୁଛନ୍ତି, ସେମାନଙ୍କ ପେଟରେ ନାତ ମାରିଲେ ସେମାନେ ରାଜରାସ୍ତା କୁ ଓଲ୍ହାଇବା ସ୍ୱାଭାବିକ୍।
ତମେ ମାଗଣା ଖାଇ ଖାଇ ମୁହଁରେ ଲାଗିଗଲାଣି ଯୋଉ ସରକାର ଆସୁ ଆଗ ଆମକୁ ପୁଳାଏ ପୁଳାଏ ଦିଅ
ରାଜ୍ୟ ତେଣିକି ଭାସିଯାଉ
Bhala heichi tame jaha karicha tamaku taha milichi
ବିଜେଡି ସରକାର ଟାଇମ୍ ରେ ଏମାନଙ୍କୁ ଖୁଡିଆ କରିଦେଇଛନ୍ତି।
ସକଳ ଶକ୍ତି ନାରୀ ଠାରେ ପୁରି ରହିଛି ।ତମେ ଚାହିଁଲେ ସବୁ ପରିବର୍ତ୍ତନ ହେବ ।ଧନ୍ୟବାଦ ଭଉଣୀ।
ଜନ୍ମ କଲା ପୁଅ ଆଉ ସ୍ବାମୀ ଉପରେ ଭରଷା ନାହିଁ
ନିଜ ଉପରେ ଭରଷା ନାହିଁ
ଆଉ ରହିଲା ସରକାର
ଭଲ ହେଉଛି ବିଜେପିକୁ ଭଠଦେଇଛ ଏଵେନାମ ନିଅନ୍ତୁ ପୁରସ୍କାର ପାଆନ୍ତୁ
ଏମାନେ ଆଗ ପଛ କିଛି ଜାଣିନାହାନ୍ତି ସବୁ ମାଗଣା ତମର ସ୍ୱାମୀ କ'ଣ ସରକାର
To bhaliya murkha auu kana kahiba.
ଧନ୍ୟବାଦsintar
ମାଉସୀ ମିଛୁଆ ରାଧୁଆର ଗପ ଶୁଣି ଭୋଟ ଦେଲ କାନ୍ଦିଲେ ଶୁଣିବ କିଏ
ମା ତୁମକୁ ଶହେ ଦଣ୍ଡବତ
ସରକାର କୁ ଭାଙ୍ଗିଦିଅ , ଗୋଟେ ଇଞ୍ଜିନ ସିଜ଼ ହେଇଯାଉ
Jay jagannath jay Naveen Patnaik odisha good 👍👍👍👍 BJD
ଆଉରି ଥରେ ବିଜେପି ଭୋଟ ଦିଅ ସବୁଦେବେ
Bjp michua boli janinaki bjp hatao
ତମେ ହିଁ ବାଘୁଣୀ ଅସଲିରେ ଧନ୍ୟବାଦ ମା
ଗରିବ ଲୋକଙ୍କ ଟଂକା ଜାହାନେଇଛ ଜିଏଷଟା ତାହାଦିଆଯାଉ
Right katha kahicha madam ❤❤
ଇଏ ତ ଆରମ୍ଭ ଆଗକୁ ସିନେମା ବାକି ଅଛି .ଆଗକୁ ଦୁଃଖ ସିନ ଅଛି 😂😂😂😂
Bahut badhia katha maa
ଏମାନେ ଇଲେକ୍ସନ ସମୟ ରେ ବିଜେଡି ଠାରୁ ଟଙ୍କା ନେଉଥିଲେ ତାଙ୍କୁ ଝରୁ ଛନ୍ତି..... ଗ୍ରୁପ ନାକୁ ମାତ୍ର
Bhut sundhr kahie maa
ଖାଲି ତ ମାଗଣା ମିଳିବ ସବୁ ଆଉ ଡାଲି ଚାଉଳ ପିଆଜ ଦର ଆକଶଛୁଆଁ ହେଲା ବୋଲି କହିଲେ କଣ ହେବ ସରକାର କୋଉଠୁ ପଇସା ଆଣିବ ଆମ ପଇସା ଆମଠୁ ନେଇକି ଦେବେ
Thik kahicha
ବଢିଆ କଥା 😂😂😂😂
ଆଲୋ ମା ନିଜେ କିଛି କାମ କରୁନ😮 ଖାଲି ଗୋଠ ହେଇ ସରକାରଙ୍କ ପଇସା କୁ ଅନେଇ ଥାଅ। ସବୁ ସରକାରଙ୍କୁ ଅନେଇ ଅନେଇ ଆମ ଓଡିଆ କୋଢିଆ ହେଇଗଲେଣି 😂😂😂
Right
Thike👍
ତୋତେ ମାଡ଼ ଦରକାର
ଲଜ୍ୟ। ନାହିଁ.. ଆ ଥୁ
Than you didi
SHG group ଭାଙ୍ଗି ଦଉନୋ ନୂଆ SHG କରିବା
ଆରେ ମା ମାନେ ଆଗରୁ ପଚାଶ ହଜାର କେବେ ପାଇଥିଲେ bjp ଦେଉଛି ପ୍ରଶଂସା କରିବା କଥା ବ୍ୟସ୍ତ କାହିଁକି ମାଙ୍କ ପାଇଁ ଅନେକ ଯୋଜନା ବିଜେପି ସରକାର କରିବାକୁ ଯାଉ ଛନ୍ତି
ବିଜେଡି ଦେଉଥିଲା ବିଜେପି ଚାପି ଦେଇଛି ସେଥିପାଇଁ....
Right katha
ମାଉସୀ ବହୁତ ଭଲ କଥା କହିଛନ୍ତି
ଜୟ ଜଗନ୍ନାଥ
ଜମି ପଡିଆ ପଡୁଛି ଲୋକେ ଅଳସୁଆ ହୋଇଗଲେଣି, ଖାଲି ମାଗଣା ମାଗଣା,,,,,
First ru magana dia boli loka kahithile ki... Govt.nija adu magana debi kahila....ta loka nihati magana ku wait karibe bhai
Very nice Answer
Mausi bjd re stand karantu
Thank you mam
ତମେ ସବୁ ମାଗଣା ଖିଆ
Magana khia nuho pratishruti deithile janino bode
Nobin 25 year re koriparilani taku 5 masa re koribaku kohouch na be lajalagiba kotha mg
Wow mo manaku katha ta suniki bahut khusi lagila
BJD ରାଜକୋଷ ରୁ ସବୁ ଖାଲି କରି ଦେଇଛି। ଏ ସରକାର କଣ କରିବ
Bjp chora sarkar
Tu jaa bjp ghua khaibu
Double engine sarkar ba, Kendra au aartha aanantu.
Good answer
ନବୀନ ପଟ୍ଟନାୟକଙ୍କ ଚୁର ସରକାର,24 ବର୍ଷରେ କଣ ta ତାଡି ପକେଇଛି
Thenk u mam badia kaila
ୟେ ସବୁ BJD ବାଲା😂😂
ବେଲଜ୍ୟା ଝୁମଲା ପାର୍ଟି 😂😂
@@MANOJKUMAR-l6q4e ଯାହା କାହା ଭାଇ ୫ ବର୍ଷ ଏବେ ସେଇ ହିଁ ରହିବ 🤣🤣
@@pashupati55sabu neta same bhai.....ame sabu.........fill in the blanks
Thiki katha
BJD ଦଳ 7 ରାଜ୍ୟସଭା ସାଂସଦ ବିଭିନ୍ନ କମିଟି ରେ ଅଧକ୍ଷ କେବଳ ମୋଦୀ ସରକାର ପାଇଁ ଓଡ଼ିଶା ଲୋକ BJD ଦଳ ଉପକୃତ
ଭୁଲ କହିଲେ,, ବରଂ ବିଜେଡି ପାଇଁ ମୋଦୀ ସରକାର ଉପକୃତ।
@@MANOJKUMAR-l6q4e ନବୀନ ପଟ୍ଟନାୟକଙ୍କ ଦଳ ସାରା ଭାରତରେ ନିର୍ବାଚନ ଲଢ଼ି 543 ଆସନ ରୁ 280 ଆସନ କେବେ ଆଣିବ ଓଡ଼ିଆ BJD ଦଳ ମେଣ୍ଢା ନେତା ଖୁସି ହେବେ
@@Babaphakiryoutube ସାରା ଭାରତ ବର୍ଷରେ ବିଜେଡି ନିର୍ବାଚନ ଲଢ଼ିବା କଥା କାହିଁକି କହୁଛନ୍ତି ଆଜ୍ଞା। ଆପଣ ଯୋଉ କହିଲେ କେବଳ ମୋଦୀ ସରକାର ପାଇଁ ବିଜେଡି ଦଳ ଉପକୃତ ମୁ ତାହାରି ଉପରେ ମୋ ମନ୍ତବ୍ୟ ଦେଇଛି।
@@Babaphakiryoutube ବିଜେପି ସରକାର ର ନିଜସ୍ୱ କିଛି ଅଛି?? ମେଣ୍ଟ ସରକାର।
କେତେବେଳେ ଯେ ସତ୍ତା ହଜିଯିବ ସେ ନିଜେ ଜାଣିପାରିବେନି।
@@Babaphakiryoutube ବେହେନ ଔର ଭୈୟୋ ଇସବାର ଚରଶୋକେ ପାର 😂😂
ବେଳା ଭଲ କେମିତି ହଉ ହଉ ସରକାର ହେଇଗଲା 😂😂
Thanks didi
Paisa pain kmiti bikalia heiki padichanti 😂😂
Right Speaking Sister'
ବହୁତ ଭଲ କହିଲ
Tui BJD loka bali janichan
Right mausi
Abe Nama Nela Ta
Madi chala
Right 💯❤❤❤❤
Bhauni b j p bala 15 barsha hela bhokare thile semane aaga khaila pare tama kathaa bujha haba
ଗାଲେଇ ମାଇକିନା ଶୁଭଦ୍ରା ଯୋଜନା ରେ ପାଇଛୁ
ଆଉ କଣ ଫୁଟାଣୀ ମାରୁଛୃ ଟଙ୍କା ପାଇଛୁ ନହେଲେ
କହନ୍ତୂ ନିଜ ଜୟ ବିଜେପି ଜୟ ଓଡ଼ିଶା ଜୟ ମୋହନ ସରକାର
Superb speech madam
Thank you
Bhuth bholo speach
Right ❤❤
Thik katha estafaaa diaajauuu
Super hits ❤❤❤❤❤
Thik kahicho didi
ଜୟ ଜଗନ୍ନାଥ ଜୟ ବିଜେଡି ଜୟ ନବୀନ
ଜୟ ବିଜେଡି ଜୟ ନବୀନ ପଟ୍ଟନାୟକ ଵାବୁ
Super heichi
Badhiya heichi 😂 maza aasigala
Yes
राईट कथा 👍👍