ସୁଭଦ୍ରା ଯୋଜନା ନାଁରେ ମହିଳାଙ୍କୁ ଭଣ୍ଡେଇ ଦେଲା ବିଜେପି | Nandighosha TV

แชร์
ฝัง
  • เผยแพร่เมื่อ 15 ก.ย. 2024
  • #bjp #odishanews #subhadrayojana #nandighoshatv #bhubaneswar
    Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
    Visit Our Website: nandighoshatv.com/
    Watch Live: nandighoshatv.c...
    TH-cam: / nandighoshatv
    Facebook: / nandighoshatv
    Twitter: / nandighoshatv
    Instagram: / nandighoshatv
    Nandighosha TV Is Available On Following DTH Channels
    * DishTV Channel No: 1367
    * Airtel Digital TV Channel No: 611
    * TATASky Channel No: 1779
    * Hathw@y Channel No: 731
    * NXT Digital Channel No: 16
    * SITI Channel No: 17 & 458
    * GTPL Channel No: 719
    * SUN Direct Channel No: 667
    * Asianet Channel No: 219

ความคิดเห็น • 1.7K

  • @allmediacreation01
    @allmediacreation01 7 วันที่ผ่านมา +11

    Bjd ଥିଲେ ବି ମାରୁ ଥିଲା bjp ବି ମାରୁଚି କୌଣସି ଏମିତି ନେତା ନାହାନ୍ତି ଯିଏ କି ଲୋକଙ୍କ ହିତ କରିବ ,dear ଓଡ଼ିଶା ବାସୀ ଏମିତି ପେଶି ହଉଥିବା 😡 ଆଖି ଖାଲି ଦେଖ । ଆଉ ମେନ କାରଣ ହେଲା ପଇସା ପାଇ ଆଜି ଓଡ଼ିଶା ର ଏଇ ଅବସ୍ଥା । ଯେବେ ଲୋଭ ଛାଡ଼ିବେ ଲୋକେ ସେବେ ଓଡ଼ିଶା ଏମିତି ନେତାଙ୍କ କବଳରୁ ମୁକ୍ତି ପାଇବା । ଟିକେ ଚିନ୍ତା କର ଅନ୍ଧ ମାନେ 🔥🔥🔥🔥

  • @SajibanNahak
    @SajibanNahak 13 วันที่ผ่านมา +22

    ବର୍ତ୍ତମାନ ଦୁଇ ମାସ ହେଲା ମହାରାଷ୍ଟ୍ରରେ ମହିଳା ମାନଙ୍କୁ ୧୫୦୦ ଟଙ୍କା ପ୍ରତି ମାସକୁ ମିଳୁଛି । ହେଲେ ଆମ ଓଡ଼ିଶାର କେନ୍ଦ୍ରରେ ବିଜେପି ଓଡ଼ିଶାରେ ବିଜେପି ଥାଇ କିଛି ଲାଭ ନାହିଁ , ମୋହନ ସରକାରଙ୍କୁ ଟିକେ ଲାଜ ଲାଗିବା କଥା

    • @JayantiMohakud-n7s
      @JayantiMohakud-n7s 11 วันที่ผ่านมา +1

      Tume ajika katha kahucha 24barsare kete paithila ametakichipainu

    • @gopalsahugopal2558
      @gopalsahugopal2558 7 วันที่ผ่านมา

      ସତ କଥା କହିଲେ ସାରେ

    • @SKumar-rb1tz
      @SKumar-rb1tz วันที่ผ่านมา

      @@SajibanNahak mahana khiya Mane au kama dhanda nakari, govt tharu tanka paibe.

  • @tapankumarsahoo9302
    @tapankumarsahoo9302 14 วันที่ผ่านมา +197

    ବିଜେପି ସୁପର୍ ମିଛୁଆ

    • @diptiranjanpal6056
      @diptiranjanpal6056 8 วันที่ผ่านมา

      @@tapankumarsahoo9302 bjd super michuaa

    • @amiyasankhua741
      @amiyasankhua741 8 วันที่ผ่านมา +9

      ଓଡିଶାବାସୀ bjp ହେଉଛି ହିନ୍ଦୁ party se ଦଳ ଥିଲେ ତମ ହିନ୍ଦୁ ମା ଭଉଣୀ ସୁରକ୍ଷିତ ରହିବେ,ନ ହେଲେ ବାଙ୍ଗଲାଦେଶ ଭଳି ବାପା ମା ଆଗରେ ଝିଅକୁ ରେପ କରିଦେବେ ସାବଧାନ ସାବଧାନ ସାବଧାନ

    • @TapaskumarNaik-ct1xd
      @TapaskumarNaik-ct1xd 7 วันที่ผ่านมา +1

      ​@@amiyasankhua741Kyaa baat kr raha 😮😮

    • @DilipBehera-sf5gi
      @DilipBehera-sf5gi 6 วันที่ผ่านมา

      BJD maghiaa kukur suro

    • @KishoremalikMalik
      @KishoremalikMalik 6 วันที่ผ่านมา

      Han aame odia poa pura Bharat re kam karuchanti aam bap maa khauchanti bjd party ko vote dia aaji BJP sarakar ko Odisha washi anile janapadhila Odisha Bangladesh hebako thila kau rajya NAHI odia poa kam pain jaunahanti kahib odia Bhai bjd party mukt Odisha Jai jagnnath swami

  • @umeshnanda206
    @umeshnanda206 10 วันที่ผ่านมา +19

    ଟଙ୍କା ଲୋଭରେ ଯେଉଁ ମହିଳାମାନେ ବିଜେପି କୁ ଭୋଟ ଦେଇଥିଲେ ସେଇମାନେ ଏହି ଯୋଜନାରୁ ବାଦ୍ ପଡନ୍ତୁ। ବହୁତ ଭଲ ହେବ।

  • @bijaypatra9105
    @bijaypatra9105 14 วันที่ผ่านมา +105

    ମୋଦି ଯୋଜନା ନୁହଁ ମଦ ଯୋଜନା

    • @user-kg3dn4zo7j
      @user-kg3dn4zo7j 7 วันที่ผ่านมา

      @@bijaypatra9105 ଆଉ କଣ ବିଜେଡି କଂଗ୍ରେସ ଭଳି ଗୁଣ୍ଡା ରାଜ ଯୋଜନା କରିଥାନ୍ତା ନା କଣ

  • @BanditteachingTrick
    @BanditteachingTrick 11 วันที่ผ่านมา +44

    ବିଚରା ମାହୋନ ମାଝିଙ୍କୁ ମିଛୁଆ କୁହନ୍ତୁ ନି ସେ ନିରୀହ ଆଦିବାସୀ ତାଙ୍କର କିଛି ଭୁଲ୍ ନାହିଁ । ସବୁ କେନ୍ଦ୍ର ରେ ଅଛନ୍ତି ବଡ଼ ବଡ଼ ଚୋର ଗୁଡ଼ିକ ଯୋଉମନେ ଆମ ଓଡ଼ିଶା ବାସୀଙ୍କୁ ଠକି ଲେ କେବଳ ନରେନ୍ଦ୍ର 5ମୋଦି ଙ୍କ ହାରୁ ହାରୂ ଜିତେଇବା ପାଇଁ

    • @SushilkumarMajhi-q6v
      @SushilkumarMajhi-q6v 9 วันที่ผ่านมา +2

      😊

    • @SushilkumarMajhi-q6v
      @SushilkumarMajhi-q6v 9 วันที่ผ่านมา

      😂😢😮😅😊

    • @SamirPandi-lx3vi
      @SamirPandi-lx3vi 9 วันที่ผ่านมา

      Majhi bi disi se tiki jetiki sabu chura
      Kemiri tanka milib seta majhi jomedari

    • @Alone_935
      @Alone_935 9 วันที่ผ่านมา +3

      ଯଦି ମୋହନ ଦାଈ ନୁହଁ ତେବେ ସେ କଣ ପାଇଁ ଓଡ଼ିଆ ଲୋକ ମାନଙ୍କୁ ନେଇ ମୋଦି କୁ କଣ ପାଇଁ ମାଡ଼ ମରୁନାହାନ୍ତି 🤐🤐🤐🤐

    • @suda525
      @suda525 9 วันที่ผ่านมา

      Modi jani ki mohon ku CM korichi. Se janichi ki adivasi ku CM kole kete lavo. Jaha ki Abe ghotuchi

  • @kartickgond8863
    @kartickgond8863 14 วันที่ผ่านมา +226

    ମିଛୁଆ ପାର୍ଟି ପ୍ରତି ସାବଧନ ରୁହ ।

    • @HariharaDehuri-nk5iu
      @HariharaDehuri-nk5iu 13 วันที่ผ่านมา +6

      ମାଗୀଆ ବିଜେପି

    • @Ranjankumar-fz8xj
      @Ranjankumar-fz8xj 13 วันที่ผ่านมา +5

      ବାଳ ନାଁ ବୁକାଚୁଦା କୁକୁର

    • @amiyasankhua741
      @amiyasankhua741 8 วันที่ผ่านมา

      ଓଡିଶାବାସୀ bjp ହେଉଛି ହିନ୍ଦୁ party se ଦଳ ଥିଲେ ତମ ହିନ୍ଦୁ ମା ଭଉଣୀ ସୁରକ୍ଷିତ ରହିବେ,ନ ହେଲେ ବାଙ୍ଗଲାଦେଶ ଭଳି ବାପା ମା ଆଗରେ ଝିଅକୁ ରେପ କରିଦେବେ ସାବଧାନ ସାବଧାନ ସାବଧାନ

  • @bailochanmallick3530
    @bailochanmallick3530 12 วันที่ผ่านมา +8

    ଦହିବରା ଓ ଆଳୁଦମ ଓ ପାଗୋଡ଼ା ଛାଣି ବିକିବ namaste 🙏

  • @nabinbukhra5610
    @nabinbukhra5610 14 วันที่ผ่านมา +257

    ନନ୍ଦିଘୋଷ ଟିଭି ପ୍ରକୃତ ରେ ନିରପେକ୍ଷ ନିଉଜ ଚାନେଲ ଧନ୍ୟବାଦ

  • @user-qp3uy6pl9t
    @user-qp3uy6pl9t 13 วันที่ผ่านมา +134

    ଓଡିଶାବାସୀ ନବୀନବାବୁଙ୍କୁ ଠକିଲେ କିନ୍ତୁ ମୋଦି ଏବେ ଓଡ଼ିଆ ମହିଳା ମାନଙ୍କୁ ଠକିଲେ ଏଥିରୁ ଜଣା ପଡୁଛି ନବୀନବାବୁ ଠିକ ଥିଲେ

    • @RadhikaGolariShorts
      @RadhikaGolariShorts 9 วันที่ผ่านมา +2

      Nice coment

    • @amiyasankhua741
      @amiyasankhua741 8 วันที่ผ่านมา +4

      ଓଡିଶାବାସୀ bjp ହେଉଛି ହିନ୍ଦୁ party se ଦଳ ଥିଲେ ତମ ହିନ୍ଦୁ ମା ଭଉଣୀ ସୁରକ୍ଷିତ ରହିବେ,ନ ହେଲେ ବାଙ୍ଗଲାଦେଶ ଭଳି ବାପା ମା ଆଗରେ ଝିଅକୁ ରେପ କରିଦେବେ ସାବଧାନ ସାବଧାନ ସାବଧାନ

    • @christsservant9008
      @christsservant9008 7 วันที่ผ่านมา

      ​​@@amiyasankhua741 ତାର ଅର୍ଥ ତମ ମୂର୍ଖ ବୁଦ୍ଧି ଅନୁସାରେ ବିଗତ ବର୍ଷମାନଙ୍କରେ (ବି.ଜ.ଦ. ଶାସନ କାଳରେ) କାହାର ମାଁ ଭଉଣୀମାନେ ସୁରକ୍ଷିତ ନ ଥିଲେ,
      ସରକାର କେବଳ ହିନ୍ଦୁମାନଙ୍କର ନୁହେଁ, ସମସ୍ତଙ୍କର, ଏହି ହିନ୍ଦୁ ହିନ୍ଦୁ ଯୋଗୁଁ ହିଁ ଆମେ ବିକାଶ କ୍ଷେତ୍ରରେ ବହୁତ ପଛରେ.... Just think

    • @allmediacreation01
      @allmediacreation01 7 วันที่ผ่านมา +1

      ​@@amiyasankhua741 ଭାଇ bjp ଥିଲେ ବି ଝିଅ safe ନାହାନ୍ତି ok ଟିକେ resurch କରି ଦେଖିନବ ତାପରେ କୌଣସି party ର ଗୁଣ ଗାଇବ

    • @afzalalli7972
      @afzalalli7972 7 วันที่ผ่านมา

      Right bro

  • @RakeshSahu-fi1kp
    @RakeshSahu-fi1kp 13 วันที่ผ่านมา +22

    ମୋଦି କହିଥିଲେ ୨ ବର୍ଷ ଭିତରେ ଦେବେ ମୋହନ ସରକାର ୩ ମାସ ଭିତରେ ଦେଇ ଦେଲେ ଧନ୍ୟବାଦ୍ ମୋହନ ସରକାର

  • @SHREE912
    @SHREE912 12 วันที่ผ่านมา +50

    ସୁଭଦ୍ରା ଯୋଜନା ❌
    ଅଭଦ୍ର ଯୋଜନା ✅

    • @amiyasankhua741
      @amiyasankhua741 8 วันที่ผ่านมา +1

      ଓଡିଶାବାସୀ ମାଗଣାରେ କେତେ ଖାଇବ,ମାଗଣା chakarre ତମ ମା ଭଉଣୀକୁ ବିକିବାକୁ ଚେଷ୍ଟା କରନି

    • @Ram-j9i1v
      @Ram-j9i1v 5 วันที่ผ่านมา

      ହଁ ତୁମ ମା ଙ୍କୁ ପଚାରିବ ଅଭଦ୍ର ନା ଭଦ୍ର 😂

    • @ViratKohli.302
      @ViratKohli.302 5 วันที่ผ่านมา

      ​@@amiyasankhua741tax ta bhala nouchhi Sarkar au Sarkar kana ta gharu Ani douchhi Amara Hak ame nouchhu tu na nounu

    • @KalandiSahoo-dp4gf
      @KalandiSahoo-dp4gf 3 วันที่ผ่านมา

      Bjp michara sarkar 😂😂😂😂😂😂

  • @SubashpradhanMilu
    @SubashpradhanMilu 14 วันที่ผ่านมา +108

    ମୋଦି ସରକାର ବିରୋଧରେ ଚାଲ ଆନ୍ଦୋଳନ କରିବା ଭାଇ ଭଉଣୀ ସମସ୍ତେ ଏକାଠି ହୁଅ ମୋଦି ସରକାର କୁ ହଟାଇବା ଏବଂ ତାଗାଦିରେ ନବୀନ ପଟ୍ଟନାୟକ କୁ ବସାଇ ଦବା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆମେ ସମସ୍ତେ ସାହାସ୍ ଦେବା ମୋଦି ସରକାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ

    • @tapankumarbehura740
      @tapankumarbehura740 13 วันที่ผ่านมา +2

      Aau BJD kebe aasiba swopna

    • @ShivaHial
      @ShivaHial 13 วันที่ผ่านมา +1

      hele bjp bholo protisruti deichhi ki bhai tu sahamato houchhu chhi chhi chhi....

    • @taranisenpradhan7828
      @taranisenpradhan7828 13 วันที่ผ่านมา +2

      Bhai ku michhua loka bhhalalaganti bhala

    • @trupteeranjanchoudhury3900
      @trupteeranjanchoudhury3900 13 วันที่ผ่านมา +1

      BJP ଯୁମୁଲା Baji କଲା,,ଜନତା ଙ୍କ ସହିତ

    • @tapangamer2013
      @tapangamer2013 13 วันที่ผ่านมา

      Ok

  • @jrfbini9476
    @jrfbini9476 7 วันที่ผ่านมา +3

    ଆପଣା ହସ୍ତେ ଜିହ୍ୱା ଚେଦି କେ ଅଛି ତାର ପ୍ରତି ବାଦି.... ଆମେ ସମସ୍ତେ ଭାବିଥିଲୁ ନୂଆ ସରକାର ଆସିବ ପରେ ଓଡ଼ିଶା ର ବିକାଶ ହେବ .... କିନ୍ତୁ bjp ସରକାର ଆମର ପ୍ରତିଶ୍ରୁତି ରୂପକ କୁଡିଆକୁ ଚୋର ନେତା ମାନଙ୍କର ପ୍ରତାରଣା ରୂପକ ଝଡ଼ ଭାଙ୍ଗିଦେଲା 😢 .... ରକ୍ଷକ ଆଜି ଭକ୍ଷକ ସାଜିଲା ...😠 ଚୋର BJP.. ବହୁତ୍ support କରିଥିଲି BJP କୁ ଓଡ଼ିଶାର ବିକାଶ କରିବ ବୋଲି ..... କିନ୍ତୁ ବଡ଼ ଚୋର ସେ ଏବେ ବୁଝିଲି

  • @AkshayKumar-ez5gf
    @AkshayKumar-ez5gf 13 วันที่ผ่านมา +276

    ମୁଁ ତ ଆଗରୁ ଜାଣିଥିଲି BJP ଓଡ଼ିଶା କୁ ଠକି ବ ବୋଲି ସେଥିପାଇଁ ମୁଁ ବିଜେଡି କୁ ଭୋଟ ଦେଇଥିଲି

    • @kalidashembram7407
      @kalidashembram7407 13 วันที่ผ่านมา +12

      bahut balo kl ...babu re

    • @DebakiNayak-qk1io
      @DebakiNayak-qk1io 12 วันที่ผ่านมา

      ​@@kalidashembram7407ବୁ ହୁ STD। In an

    • @BINDASHGAMING10k
      @BINDASHGAMING10k 11 วันที่ผ่านมา +13

      Ama Odisha Naveen Odisha e maghia bjp Michua ta

    • @PradipBadatya-xb7py
      @PradipBadatya-xb7py 11 วันที่ผ่านมา

      Amebahaer. Rahuchu. Ssubadramilibakmitti
      😊

    • @ghjdgjm
      @ghjdgjm 10 วันที่ผ่านมา +2

      😢kintu duwndare padi bjp ku deli😅

  • @sakarsansarafsankar9235
    @sakarsansarafsankar9235 8 วันที่ผ่านมา +3

    ସୁଭଦ୍ରା ଯୋଜନାରୁ ଦୂରେଇ ରୁହ ମହିଳା ମାନଙ୍କୁ ଅନୁରୋଧ

  • @DashrathHembram-v7z
    @DashrathHembram-v7z 14 วันที่ผ่านมา +201

    Bjp election ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି କେବେବି ପାଳନ କରିପାରିବ ନାହିଁ

    • @DukhishyamDhubal
      @DukhishyamDhubal 13 วันที่ผ่านมา +8

      100%ଠିକ

    • @umakantapatra6201
      @umakantapatra6201 13 วันที่ผ่านมา +4

      Ethara congres jitiba

    • @jitendrabagarti9490
      @jitendrabagarti9490 13 วันที่ผ่านมา +4

      Right

    • @sk-bm9ey
      @sk-bm9ey 13 วันที่ผ่านมา

      Mg deuchi ta bjd bala deuthila mg to bau bia

    • @DukhishyamDhubal
      @DukhishyamDhubal 13 วันที่ผ่านมา +4

      କାଳିଆ ଯୋଜନା ସାରି ଯାଇଛି ଶୋଭାଦ୍ରା ଯୋଜନା ଆରମ୍ଭ ହେବାକୁ ଯାଉଛି କଂଗ୍ରେସ ବଳିଆ ଯୋଜନା କାରବାକୁ ପ୍ଲାନ କରୁଛି

  • @PrafullaDas-mi4lw
    @PrafullaDas-mi4lw 13 วันที่ผ่านมา +23

    ମା ମାଉସୀ ଭଉଣୀ ମାନେ ଏବେ ସଜାଗ ହୋଇଯାଅ ଯୁମୁଲା ସରକାର କୁ

    • @user-kg3dn4zo7j
      @user-kg3dn4zo7j 7 วันที่ผ่านมา +2

      @@PrafullaDas-mi4lw ଓଃ ହୋ ଆମେ ତମ ମାନଙ୍କୁ ଦେଖିଛୁ ଆଉ ଦେଖିବାର ନାହିଁ ପାପି dala

    • @user-kg3dn4zo7j
      @user-kg3dn4zo7j 6 วันที่ผ่านมา

      କଣ କହିଲ ଭୁଲ କହିଲ ଚୋର ଦଳ କହିଲେ ଚଳିଥାନ୍ତା

  • @prasantakumarsinging9124
    @prasantakumarsinging9124 14 วันที่ผ่านมา +183

    ସବୁ ମହିଳାଙ୍କୁ ଯୋଜନାରେ ସାମିଲ କରାଯାଉ। ନଚେତ୍ ଆନ୍ଦୋଳନ ଜୋରଦାର ହେବ 🙄

    • @tarachandpanda9481
      @tarachandpanda9481 13 วันที่ผ่านมา +3

      Job quit karidiontu

    • @Ranjankumar-fz8xj
      @Ranjankumar-fz8xj 13 วันที่ผ่านมา +9

      ମାଗଣା ଖାଇବା ସେତିଥାଉ ନିଜେ ଖଟିକି ଖାଇବା ପାଇଁ ଚେଷ୍ଠାକର

    • @ChittaRanjanSahani
      @ChittaRanjanSahani 13 วันที่ผ่านมา +1

      Right

    • @successkimantra
      @successkimantra 13 วันที่ผ่านมา +1

      ​​@@Ranjankumar-fz8xj
      GST au Jo Tax doyuchu ame kn bjp khae aa pain

    • @user-kg3dn4zo7j
      @user-kg3dn4zo7j 13 วันที่ผ่านมา +2

      25% ମହିଳା ଦୁଃଖିତ କିନ୍ତୁ 75% ମହିଳା ସୁଖୀ ଅଛନ୍ତି

  • @lilianaik5756
    @lilianaik5756 13 วันที่ผ่านมา +6

    ଭଲ ହେଇଛି 🤣

  • @sadanandamalik3569
    @sadanandamalik3569 14 วันที่ผ่านมา +164

    ଓଡ଼ିଶାର ମା ଭଉଣୀ ମାନଙ୍କୁ ମୋର ଅନୁରୋଧ ଦୟା କରି ନିଜ ଆରିଆରେ MLA ଓ ଯେଉଁ ମାନେ ପ୍ରତିଶ୍ରୁତି ଦେଇଥିଲେ ସେମାନଙ୍କୁ ଲଙ୍ଗଳା କରି 50 ହଜାର ଟଙ୍କା ଆଦାୟ କର

    • @mrutyunjayaacharya
      @mrutyunjayaacharya 13 วันที่ผ่านมา +4

      ଜୋତା ମାର

    • @mrutyunjayaacharya
      @mrutyunjayaacharya 13 วันที่ผ่านมา +2

      ମିଛ ଗ୍ୟାରେଣ୍ଟି

    • @mrutyunjayaacharya
      @mrutyunjayaacharya 13 วันที่ผ่านมา +4

      ନଡ଼ା କୁ ଟା ଅଳିଆ ସବୁ ଏକାଠି

    • @SangramMajhi-c6e
      @SangramMajhi-c6e 13 วันที่ผ่านมา +1

      Thiki Katha

    • @bibhutibhusansamal5503
      @bibhutibhusansamal5503 13 วันที่ผ่านมา +1

      ମୋ ଘର, ବିଜୁ ପକାଘର ବେଳେ ପାଟିରେ କଣ ବିଣ୍ଡା ମଡ଼ାଯାଇଥିଲା କି ?

  • @dashdebabrata1234
    @dashdebabrata1234 8 วันที่ผ่านมา +2

    Thank you ନନ୍ଦୀଘୋଷ tv channel ❤🥰

  • @kalingaranjan2074
    @kalingaranjan2074 13 วันที่ผ่านมา +63

    ଏହା ପରି ଲାଗୁଛି ,ବିଜେପି ଓଡିଶା ଲୋକଙ୍କୁ ବୋକା ବନାଇଛି ଏବଂ ବନାଉଛି ,ଧୀରେ ଧୀରେ ଓଡିଶାର ଲୋକମାନେ ବିଜେପିର ପ୍ରକୃତ ରଙ୍ଗ ଜାଣିବେ |

    • @SanjibSethi-dn7rm
      @SanjibSethi-dn7rm 13 วันที่ผ่านมา +1

      😊😊

    • @vloger733
      @vloger733 13 วันที่ผ่านมา

      Bjd chalkh banuthila na

    • @chittaranjanpadhi2672
      @chittaranjanpadhi2672 13 วันที่ผ่านมา +1

      ❤❤

    • @babulumunduree
      @babulumunduree 13 วันที่ผ่านมา +1

      ଭାଇ ରେ ଓଡିଶା ଲୋକେ ସବୁ ଜାଣି ବିଜେପିକୁ ଭୋଟ୍ ଦେଇଛନ୍ତି INDIA ରେ ଯେକୌଣସି ପାଟି ଆସିବ ସେମାନେ କହିବେ ଗୋଟେ କରିବେ ଗୋଟେ ସବୁ ପାଟି ଏଠି ଲୁଟେରା କହିବ କାହାକୁ ଜୟ ଜଗନ୍ନାଥ🙏🙏

  • @MalayaPanka
    @MalayaPanka 2 วันที่ผ่านมา

    ଛି ଛି ଏଡ଼େ ମିଛୁଆ ବିଜେପି ସରକାର ମୋଦି କୁ ଭରସା କରି ବିଜେପି ସରକାର କୁ ଭୋଟ୍ ଦେଇ ବହୁତ୍ ବଡ଼ ଭୁଲ୍ କଲେ ଓଡ଼ିଶା ବାସୀ ନବୀନ ପଟ୍ଟନାୟକ ସାର୍ ଜିନ୍ଦାବାଦ କଥା କମ୍ କାମ ବେସୀ ❤❤❤

  • @basistakanhar6667
    @basistakanhar6667 14 วันที่ผ่านมา +60

    ଯଦି 50000/- ନ ମିଳେ ତ 2029 ରେ bye bye ହେବ BJP

    • @user-fm8jk9jt3u
      @user-fm8jk9jt3u 11 วันที่ผ่านมา

      Right 👍👍👍❤

    • @skhan595
      @skhan595 10 วันที่ผ่านมา

      Yes

    • @MJ-eq3oq
      @MJ-eq3oq 10 วันที่ผ่านมา +1

      Lanchana

    • @IMAGE-w6z
      @IMAGE-w6z 10 วันที่ผ่านมา +1

      Setebelaku thiba khali sunupapudi😂

    • @sakarsansarafsankar9235
      @sakarsansarafsankar9235 8 วันที่ผ่านมา

      ସବୁଦିନ ପାଇଁ ଶୂନ୍ୟ ହେଲା ପଦ୍ମ ଫୁଲ ପାଖୁଡ଼ା ଧିରେ ଧିରେ ତଳକୁ ଖସେଇ ଦେଉଛି

  • @hemantanaik881
    @hemantanaik881 12 วันที่ผ่านมา +1

    ପ୍ରତି ପାଞ୍ଚ ବର୍ଷ ରେ ଥରେ ସରକାର ବଦଳେଇବା ଦରକାର।

  • @baidyabiharigiri9439
    @baidyabiharigiri9439 14 วันที่ผ่านมา +157

    ମୋଦି ଓଡିଶା ରୁ ମିଠା ନେଇ ଶିରା ଦେଇ ଦୀଲି ଛୁ

    • @sagarikapaikaray1410
      @sagarikapaikaray1410 13 วันที่ผ่านมา +2

      😂😂

    • @Ranjankumar-fz8xj
      @Ranjankumar-fz8xj 13 วันที่ผ่านมา +2

      ବିରୋଧୀ ମାନଙ୍କର ଭୋକିବାଟା କାମ ଯେତେ ଭଲକଲେ ମୋଦୀ ସରକାର ତୁମେମାନେ ପାକିସ୍ତାନି ଭଳି ଭୋକିବ ଛି ଛି

    • @SmitamanjariNayak
      @SmitamanjariNayak 13 วันที่ผ่านมา +2

      ​​@@Ranjankumar-fz8xjjetebele BJD shasangadi re thila setebele kn tame eya karuthila ki ?? pakistani pari bhukithila...

    • @RojinaParbin-w8g
      @RojinaParbin-w8g 13 วันที่ผ่านมา

      😂​@@SmitamanjariNayak

    • @BenudharMohanty-on2hv
      @BenudharMohanty-on2hv 13 วันที่ผ่านมา

      ​@@Ranjankumar-fz8xjkn bhala kale Modi sarkar daradama bruddhi tamaku badhuni chuda mudhi ukhuda kendupatra tolalinka upare GST tamaku badhuni budgetre sunya odishaku polavaram prakalpa malkangiri budijiba hindu hei gomata chalan tankare MP kinuchha EVM jaliati Kari 5 cr vote adhika karichha Ratna bhandara sunara gafalati karuchha emiti katha kahile saribani tame kahuchha pakistani pari bhokiba keun gurura Chella hei emiti dhangare post karuchha laja lagiba katha chhi chhi 🎉

  • @MJ-eq3oq
    @MJ-eq3oq 10 วันที่ผ่านมา +2

    Aau diya vote bjp ku
    NABIN sir we love you

  • @suparfonyfamily
    @suparfonyfamily 14 วันที่ผ่านมา +83

    ଓଡ଼ିଶା ବାସୀ ନରୀହ ଆଉ ମୁର୍ଖ ବୋଲି ଭାବିଲେ ବୋଧେ bjp

    • @rm-uy8hv
      @rm-uy8hv 13 วันที่ผ่านมา +4

      ବୋକା ତ। ସେଥିପାଇଁ BJP ସରକାର କ୍ଷମତାକୁ ଆସିଛି।

    • @MrSuryanarayandas
      @MrSuryanarayandas 12 วันที่ผ่านมา +1

      Bodhe nuhein bhabhi ki hi kale

    • @realitysocks855
      @realitysocks855 12 วันที่ผ่านมา +1

      ମୁର୍ଖ ବୋଲି ବିଜେପି କ୍ଷମତା କୁ ଆସିଲା😂😂😂😂

    • @suparfonyfamily
      @suparfonyfamily 12 วันที่ผ่านมา

      @@realitysocks855 😜😜😜

  • @rajmohanpujhari1797
    @rajmohanpujhari1797 4 วันที่ผ่านมา

    ପ୍ରାୟ ଜାଗାରେ ସୁଭଦ୍ରା ଆବେଦନ କରିବାପାଇଁ ଲୋକଙ୍କ ଠାରୁ ପଇସା ମାଗୁଛନ୍ତି CSC centre ରେ
    କଣ ପାଇଁ???

  • @drgoutambiswal6717
    @drgoutambiswal6717 14 วันที่ผ่านมา +22

    ରାଜ କୋଷରୁ ମନ ଇଚ୍ଛା ଖର୍ଚ୍ଚ କରିବା ଅଧିକାର କାହାର ନାହିଁ 😢 ଆମରି ଟଙ୍କା ଆମକୁ ଦେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଆମେ ଦେଉଛୁ ବୋଲି ଡିଁ ନ ଡି ମ ପିଟିବା ଅତ୍ୟନ୍ତ ହାସ୍ୟାସ୍ପଦ 😢 ସବୁ ରାଜନୈତିକ ଦଳ ଉଚ୍ଚାରଣ ଓ ଆଚରଣ ପ୍ରଦର୍ଶନ ଠକାମୀ

    • @deepakmohanta3375
      @deepakmohanta3375 13 วันที่ผ่านมา

      ତ ଆଖିରେ କଣ୍ଟା ବାଡା ହେଇଛି କି, ମାଗେହା.....

  • @KanhuvVlog
    @KanhuvVlog 3 วันที่ผ่านมา

    18 ରୁ 60 ବୟସର ମହିଳା ମାନଙ୍କୁ ଦିୟାଯାଉ

  • @କଳ୍କୀ
    @କଳ୍କୀ 14 วันที่ผ่านมา +309

    BJP ହଟେଇବା ଓଡ଼ିଶା ବଞ୍ଚାଇବା
    ଜୟ ଜଗନ୍ନାଥ ❤

    • @kalingaranjan2074
      @kalingaranjan2074 13 วันที่ผ่านมา +18

      ଏହା ପରି ଲାଗୁଛି ,ବିଜେପି ଓଡିଶା ଲୋକଙ୍କୁ ବୋକା ବନାଇଛି ଏବଂ ବନାଉଛି ,ଧୀରେ ଧୀରେ ଓଡିଶାର ଲୋକମାନେ ବିଜେପିର ପ୍ରକୃତ ରଙ୍ଗ ଜାଣିବେ |

    • @antaryamimishra449
      @antaryamimishra449 13 วันที่ผ่านมา

      ମୁସ୍କିଲ ଆଏ ଆଉ କେନ ଆଲଗେଇ ହେବା BJP କେ​@@kalingaranjan2074

    • @SnehalataMandal-ne2kp
      @SnehalataMandal-ne2kp 13 วันที่ผ่านมา +8

      Yes

    • @jitendrabagarti9490
      @jitendrabagarti9490 13 วันที่ผ่านมา +5

      Right

    • @laxmiNarayanbilas
      @laxmiNarayanbilas 13 วันที่ผ่านมา

      You are to a your name 📛📛📛📛📛📛📛📛📛📛📛📛📛📛📛📛📛 is that the same

  • @suryakantasahu7203
    @suryakantasahu7203 13 วันที่ผ่านมา +1

    5:15 who like nandighosh tv LIKE here

  • @jaganmuduli2579
    @jaganmuduli2579 14 วันที่ผ่านมา +22

    ଆରେ ଧରମା ତୁ ଏଡ଼େ ମିଛୁଆ

  • @maatarinistudio
    @maatarinistudio 5 วันที่ผ่านมา

    ମୋ ମତରେ ଯାହା ହେଇଛି ବହୁତ ବଢିଆ ହେଇଛି👋👋👋👋👋👋👋

  • @prakashparida3663
    @prakashparida3663 14 วันที่ผ่านมา +90

    ଦବାକୁ ସାହସ ନାହିଁ, ପ୍ରତିଶୃତି ଦବା କଣ ଦରକାର

    • @sk-bm9ey
      @sk-bm9ey 13 วันที่ผ่านมา +1

      Mg to bau bia deuthila bjd,bjp ta deuchi

    • @BiranchiRDX-gq5kh
      @BiranchiRDX-gq5kh 13 วันที่ผ่านมา

      Kai BJP bala taa bau bia dekhi dau thile na​@@sk-bm9ey

    • @user-kg3dn4zo7j
      @user-kg3dn4zo7j 7 วันที่ผ่านมา

      ଆରେ ଭାଇ 90% ଲୋକ ଭାବୁଥିଲେ ଏଟା loan ମିଳିବ ବୋଲି କିନ୍ତୁ ଏଟା free ରେ ମିଳିବ (ଏକାଥରକେ 50000 ମିଳିବ ତୁମେ ସ୍ୱାମୀ ଗଣ କଣ ନେଇ ଖର୍ଚ୍ଚ କରିବ) ଏନୀତି ଛାଡ ମ ଆଗକୁ ଦେଖ ମା ସୁଭଦ୍ରା ମାନେ କଣ କରୁଛନ୍ତି

    • @user-kg3dn4zo7j
      @user-kg3dn4zo7j 7 วันที่ผ่านมา

      ସାଧାରଣ ନାରୀ ମାନେ ବହୁତ ଖୁସି💪କେବଳ ପୁରୁଷ ମାନଙ୍କର ହିଁ complain ଆସୁଛି ଆଉ କାହାର ନୁହଁ ସେ କଣ କୋଡ଼ିଆ କି ଆଁ ଆଁ ଆଁ🫢

  • @gyanaranjansenapatisania3590
    @gyanaranjansenapatisania3590 9 วันที่ผ่านมา

    ଯଦି 18ବର୍ଷରୁ ଭୋଟ ଦେବେ ତାହାଲେ 21ବର୍ଷ ରୁ ଅଧିକ ହେଲେ କଣ ପାଇଁ ସୁଭଦ୍ରା ଯୋଜନା ମିଳିବ 18 ବର୍ଷ କଣ ପାଇଁ ନୁହଁ

  • @santimusic5540
    @santimusic5540 14 วันที่ผ่านมา +42

    ବିଜେପି ହଟିବ ତୋ ଓଡିଶା ବଂଚିବ....
    ଦାଦନ ହଟିବା ଜାଗାରେ ରାସନ କାର୍ଡ ହଟିଲା
    ଆଉ ସୁଭଦ୍ରା ଜାଗାରେ ଗୋଷ୍ଟି ର ସୁଧ ବଡ଼ିବ ତୁମେ ଯିବ କୁଆଡେ jago bhai jago

    • @deepakmohanta3375
      @deepakmohanta3375 13 วันที่ผ่านมา +1

      ଏ ମାଗୀହା ଯଯନା କଣ ଆରମ୍ଭ ହେଲେଣି,

    • @PuchuPechi
      @PuchuPechi 12 วันที่ผ่านมา

      Au magiha kan sabudina tamaku magana chaula dauthiba ....au 2 masa ra sarkar nua company banei ki dadan band karidaba ....murkha magiha kama Kari khaunu magana khaibaku Kai ate mana

  • @lofi_song4114
    @lofi_song4114 10 วันที่ผ่านมา +1

    ନେକ୍ସଟ ଟାଇମ ବିଜେପି କୁକଉମାନେ ଭୋଟ ଦେବେନି କୁହ 🙏🙏🙏

  • @sushantabehera2721
    @sushantabehera2721 13 วันที่ผ่านมา +18

    ସେ ପରା ଜନ୍ମରୁ ଭାଡୁଆ ସରକାର

  • @lilianaik5756
    @lilianaik5756 6 วันที่ผ่านมา +1

    ବିଜେପି ପ୍ରତି ସାବଧାନ 🙏🤣ଜୟ ଜଗନ୍ନାଥ 🙏🤣

  • @basistakanhar6667
    @basistakanhar6667 14 วันที่ผ่านมา +54

    ଏ ମଘିଆ ମାନଙ୍କୁ କିଛି ନାହିଁ ଲଙ୍ଗଳା କରି ପୁଡ଼ା ଅଏଲ୍ ଲଗେଇ ରାସ୍ତାରେ ବୁଲାଇବା କଥା।

  • @jitendrapradhan7681
    @jitendrapradhan7681 8 วันที่ผ่านมา

    ବିଜେପିକୁ ଭୋଟ ଦେଇ ଏବେ ସମସ୍ତଙ୍କୁ ମଜା ଲାଗୁଥିବ

  • @umakantbag4800
    @umakantbag4800 13 วันที่ผ่านมา +25

    Subhadra ଯୋଜନା ପଛରେ ନ ଯାଇ ନିଯୁକ୍ତି ଉପରେ ବେଶୀ ଗୁରୁତ୍ଵ ଦେଲେ ଭଲ ହେବ ବହୁତ୍ ଶିକ୍ଷିତ ଯୁବକ୍ ଯୁବତୀ ବେ ରୋଜଗାର ହେଇ ଗଲେଣି,, ଏଥି ପ୍ରତି ଗୁରୁତ୍ଵ ଦେଲେ ଭଲ ହେବ 🙏

    • @saraswatiswain6956
      @saraswatiswain6956 12 วันที่ผ่านมา

      Right

    • @jagadasdj1282
      @jagadasdj1282 11 วันที่ผ่านมา

      Bala na😊

    • @umakantbag4800
      @umakantbag4800 11 วันที่ผ่านมา

      @@jagadasdj1282 ଖାଇବୁ ପେଳ ନା,,, ଜେଶl କୋ ତେସା,,,

  • @hellochandankumar12345
    @hellochandankumar12345 12 วันที่ผ่านมา

    ବିଜେପି କୁ ଭୋଟ ଦେଇଥିବା ଭୋଟର ଏବେ ଯାନ 😭😭😭😭

  • @saritarao8827
    @saritarao8827 14 วันที่ผ่านมา +39

    Odisha ର ନୂଆ ପରିବର୍ତ୍ତନ 😊

  • @rohitmarhi111
    @rohitmarhi111 13 วันที่ผ่านมา +2

    ୨୪ ବର୍ଷ ପରେ ଆସିଛି BJP ଧୂଆଁ ବାଣ ମାରୁଛି ଲଜ୍ଜା ଜନକ bjp😅😅😅

  • @Sarojmohapatra19
    @Sarojmohapatra19 14 วันที่ผ่านมา +22

    Jay.nabin

  • @RadhikaGolariShorts
    @RadhikaGolariShorts 9 วันที่ผ่านมา

    ସୁଭଦ୍ରା ଯୋଜନା ପାଇଁ ଓଡ଼ିଶା କୁ ଠକିଲେ BJP ।।।।

  • @sampadpatra900
    @sampadpatra900 13 วันที่ผ่านมา +9

    ହାତୀ ନେ ଘୋଡ଼ା ନେ ମୋ ପେକାଳି ବଜାଇ ଦେ । ଭୋଟ ଦାତା ଓ ନେତା ଉଭୟଙ୍କୁ ଉଚିତ ଶିକ୍ଷା ଦେଇଛନ୍ତି ପରମେଶ୍ବର।

  • @narayanaich5972
    @narayanaich5972 7 วันที่ผ่านมา

    ତଥାପି ଠିକ ଅଛି। ଲୋକେ ଶାନ୍ତିରେ ଅଛନ୍ତି।

  • @dukhumarndi4154
    @dukhumarndi4154 14 วันที่ผ่านมา +13

    Very very thanks nandhighasha news chanel

  • @labasuabi8836
    @labasuabi8836 9 วันที่ผ่านมา

    ବିଜେପି ସରକାର ସୁପର ମିଛୁଆ 👌👌👌

  • @JuguMajhi-oq1vg
    @JuguMajhi-oq1vg 14 วันที่ผ่านมา +46

    ଜିଏ ମିଛ କହିବାର ଶିକିନି ବିଜେପି ରୁ ଶିକ

    • @sk-bm9ey
      @sk-bm9ey 13 วันที่ผ่านมา

      Mg deuchi ta 50

  • @Rudransh4949
    @Rudransh4949 13 วันที่ผ่านมา

    ମୋର ଅନୁରୋଧ ଯେଉଁ ମାନେ ସୁଭଦ୍ରା ଭଲ ନୁହେଁ ଓ ବିଜେପି ଠକିଲା ବୋଲି କହୁଛ ସେମାନେ ସୁଭଦ୍ରା ଯୋଜନା apply କରନ୍ତୁ ନାହିଁ

  • @MsMahi-mr3kl
    @MsMahi-mr3kl 13 วันที่ผ่านมา +32

    Thank you ନନ୍ଦିଘୋଷ TV news channel ❤👍👏

    • @amiyasankhua741
      @amiyasankhua741 8 วันที่ผ่านมา

      ଓଡିଶାବାସୀ bjp ହେଉଛି ହିନ୍ଦୁ party se ଦଳ ଥିଲେ ତମ ହିନ୍ଦୁ ମା ଭଉଣୀ ସୁରକ୍ଷିତ ରହିବେ,ନ ହେଲେ ବାଙ୍ଗଲାଦେଶ ଭଳି ବାପା ମା ଆଗରେ ଝିଅକୁ ରେପ କରିଦେବେ ସାବଧାନ ସାବଧାନ ସାବଧାନ

  • @Eliaah254
    @Eliaah254 5 วันที่ผ่านมา

    ସୁବଦ୍ରା ଯଜନା ସବୁ ମିଛ ଠକ ବିଜେପି କାହାକୁ ଦେଇପାରିବ ଏତେ ଟଙ୍କା ଛି

  • @PrakashKanhar-jc6yh
    @PrakashKanhar-jc6yh 14 วันที่ผ่านมา +24

    ମିଛୁଆ ପାର୍ଟି ପ୍ରତି ସାବଧାନ ରୁହ

  • @funijoker9038
    @funijoker9038 6 วันที่ผ่านมา

    2 ବର୍ଷ ରେ ଦେଲେ ମହିଳା ମାନେ ଉପକୃତ ହେଇ ପାରିବେ ଆଉ ପାଞ୍ଚ ବର୍ଷ ରେ ଦେଲେ ଲୋକେ ମୁଢ଼ି ଖାଇଦେବେ

  • @user-mq7qs1jz7r
    @user-mq7qs1jz7r 13 วันที่ผ่านมา +51

    ଧର୍ମେନ୍ଦ୍ର ପ୍ରଧାନ ସୁପର ମିଛୁଆ ୩୦୦ୟୁନିଟ ମାଗଣାରେ ବିଜୁଳି ଦେବୁ କହିଥିଲା

    • @santoshsabar5051
      @santoshsabar5051 13 วันที่ผ่านมา +2

      ବିଜେଡି 300UNIT ମାଗଣା ବିଜୁଳି କୁ କହିଥିଲା

    • @rajkumarswain3297
      @rajkumarswain3297 13 วันที่ผ่านมา

      Point

    • @SATYA-14323
      @SATYA-14323 13 วันที่ผ่านมา

      Bukachuda andhabakta bjd sasana karuchhi ki sasanare kie achhi 😅😅​@@santoshsabar5051

    • @rajasreesahoo2580
      @rajasreesahoo2580 13 วันที่ผ่านมา

      Bjd asithile bahal heithanta

    • @amiyasankhua741
      @amiyasankhua741 8 วันที่ผ่านมา +1

      ​@@rajasreesahoo2580ଓଡିଶାବାସୀ bjp ହେଉଛି ହିନ୍ଦୁ party se ଦଳ ଥିଲେ ତମ ହିନ୍ଦୁ ମା ଭଉଣୀ ସୁରକ୍ଷିତ ରହିବେ,ନ ହେଲେ ବାଙ୍ଗଲାଦେଶ ଭଳି ବାପା ମା ଆଗରେ ଝିଅକୁ ରେପ କରିଦେବେ ସାବଧାନ ସାବଧାନ ସାବଧାନ

  • @user-uv2zf5qf9q
    @user-uv2zf5qf9q วันที่ผ่านมา

    ନିଜ କର୍ମ ନିଜେ ଭଗ ଜନତା ଜନାର୍ଦନ

  • @user-nt5ny8qf1x
    @user-nt5ny8qf1x 14 วันที่ผ่านมา +38

    ମିଛ ପ୍ରଚାର

  • @Subash_Mohanta
    @Subash_Mohanta 9 วันที่ผ่านมา

    ବିଜେଡି 25 ବର୍ଷ ଯୁମ୍ଲା କରିଲା ଏମାନେ କରୁଛନ୍ତି ଅସୁବିଧା କଣ

  • @Prasantsingi
    @Prasantsingi 13 วันที่ผ่านมา +8

    Next time BJP out 100%

    • @ghjdgjm
      @ghjdgjm 10 วันที่ผ่านมา +1

      auu bala thiba alu piaja rasuna ta ajijee kamuni😅

    • @Trip720
      @Trip720 9 วันที่ผ่านมา

      ​@@ghjdgjm😅😅

  • @amiyasankhua741
    @amiyasankhua741 8 วันที่ผ่านมา +1

    ଓଡିଶାବାସୀ bjp ହେଉଛି ହିନ୍ଦୁ party se ଦଳ ଥିଲେ ତମ ହିନ୍ଦୁ ମା ଭଉଣୀ ସୁରକ୍ଷିତ ରହିବେ,ନ ହେଲେ ବାଙ୍ଗଲାଦେଶ ଭଳି ବାପା ମା ଆଗରେ ଝିଅକୁ ରେପ କରିଦେବେ ସାବଧାନ ସାବଧାନ ସାବଧାନ

  • @ganeshpradhan9845
    @ganeshpradhan9845 13 วันที่ผ่านมา +8

    ମିଛୁଆ ମାଗିଆ ସରକାର

  • @APcreative.
    @APcreative. 8 วันที่ผ่านมา

    ସୁଭଦ୍ରା ଯୋଜନା ପାଇଁ ମା ମାନଙ୍କର ଆଖି ଖୋଲିଗଲା ।

  • @reetap4008
    @reetap4008 13 วันที่ผ่านมา +9

    24ବର୍ଷ ହେଲା ଆମେ ଶାନ୍ତି ରେ ଥିଲୁ। ଭ୍ରଷ୍ଟାଚାର ଦଳ ଆସି 2ମାସ ରେ ଓଡ଼ିଶା କୁ ନର୍କ କରି ଦେଲେ 😠
    କେତେ ବଡ ଭୁଲ କରିଛନ୍ତି ଓଡ଼ିଆ ମାନେ ଏଇ ମାଙ୍କଡ ମାନଙ୍କ ହାତରେ ଶାସନ ଦେଇ 😠

  • @baissohe
    @baissohe 10 วันที่ผ่านมา +1

    Bjp❤ like

  • @tutunath399
    @tutunath399 13 วันที่ผ่านมา +5

    ମାମା ମିଶ୍ର ଗ୍ୟାରେଣ୍ଟି ଦେଇଥଲା ଏବେ ଟଙ୍କା ଦଉ

  • @shubhalaxmimahakud2179
    @shubhalaxmimahakud2179 4 วันที่ผ่านมา

    Right 👍👍

  • @user-hu6lw8gm6x
    @user-hu6lw8gm6x 14 วันที่ผ่านมา +26

    JAY BJD Jay Naveen

  • @tankadharhans7347
    @tankadharhans7347 13 วันที่ผ่านมา +2

    ସବୁ ମହିଳା ଙ୍କୁ ମିଳୁ ସୁଭଦ୍ରା ଯୋଜନା

    • @sakarsansarafsankar9235
      @sakarsansarafsankar9235 8 วันที่ผ่านมา

      ମିଛ କହନା କିଛି BJP ସରକାର ଦେବନାହିଁ

  • @dukhishyampradhandukhishya3024
    @dukhishyampradhandukhishya3024 14 วันที่ผ่านมา +12

    ❤ Jay Nabin sir ❤ Jay BJD ❤bande utkal janani.

  • @sudarshanjuanga-sz5ew
    @sudarshanjuanga-sz5ew 13 วันที่ผ่านมา

    ସୁଭଦ୍ରା ଯୋଜନା ଏବେ ଚାଲିଲା ଆଉ କିଛି କହନା!

  • @odishamoodisha_india
    @odishamoodisha_india 14 วันที่ผ่านมา +8

    Bjp BJP Sarkar Michhua Sarkar

  • @odishaff7540
    @odishaff7540 13 วันที่ผ่านมา +1

    Plan Subhadra ❌
    Plan Subodh✅

  • @arunkumarpattnayakpattnaya3025
    @arunkumarpattnayakpattnaya3025 13 วันที่ผ่านมา +10

    ଏ ସଳା ବିଜେପି ନେତା ଙ୍କୁ ଗୋଡ଼େଇ ଗୋଡ଼େଇ ହାଣ ହାରମ ଖୋର ସାଲେ

  • @bibhudattabhol3044
    @bibhudattabhol3044 9 วันที่ผ่านมา

    ନଇ ଏବେ ଠିକ୍ ହେଇଚି ଓଡ଼ିଆ ଲୋକଙ୍କ ପାଇଁ ଆଉ bjp କୁ ଭୋଟ ଦିଆ ଆହୁରୀ ଇମ୍ପ୍ରୋଭମେଣ୍ଟ ହେବ,,, ଜଗିଯା ଓଡ଼ିଆ ଭାଇ ଭଉଣୀ ଆଉ ମାଉସ ମାଉସି ମାନେ ,,

  • @desia106
    @desia106 13 วันที่ผ่านมา +4

    Bjp ର କଥା ମାଳମାଳ । କାମ ଦୁର୍ବଳ ।

  • @bailochanmallick3530
    @bailochanmallick3530 12 วันที่ผ่านมา

    ଏ ମହିଳା ବି 420, ଧନ୍ୟବାଦ I ସ୍ଵାମୀ ଓ ସ୍ତ୍ରୀ ଉଭୟେ ନାଟ୍ୟକାର, ଓଃ କି କପାଳ 😭😭😭

  • @salilkumar9703
    @salilkumar9703 14 วันที่ผ่านมา +12

    ଏହି ଭିଡିଓ ର ଗୋଟିଏ ଗୋଟିଏ କପି ଏଇ ତିନି ଜଣଙ୍କ ପାଖକୁ ପଠାଇ ଦିଅନ୍ତୁ କାଳେ ମଙ୍ଗିବେନି ଆଉ କହି ପାରନ୍ତି ଯେ ଆମେ ଏମିତି କହି ନ ଥିଲୁ

  • @karismamaharana3688
    @karismamaharana3688 13 วันที่ผ่านมา +1

    ବିଜେପି ଵାଲା ଙ୍କ କଥା ଅଧିକ କାମ କମ

  • @CheerfulCircuitBoard-ug5ln
    @CheerfulCircuitBoard-ug5ln 13 วันที่ผ่านมา +14

    ବହୁତ ଭଲ ଯୋଜନା bjd ମୋ ଘର ଯୋଜନା କହି ଠକି ଥିଲା

    • @Sradhaa
      @Sradhaa 11 วันที่ผ่านมา

      Tume kon chanhucho
      Odisaa baasi jadi aagaru thakaamiro sikaar hoithile .
      Taa boli bjp sar kaar puni
      Odisaa baasinku puni thakile
      Taamaane bjp bi chor simaare..
      Kehi valo nuhanti.
      Kon vaabucho
      Odisaa baasinku bokaa boliki
      Vaabucho ki?

  • @GhanaramRaut-ve1rn
    @GhanaramRaut-ve1rn 6 วันที่ผ่านมา

    Bilkul sato kotha

  • @UgrasenJena-jc4zx
    @UgrasenJena-jc4zx 13 วันที่ผ่านมา +18

    ବିଜେପି କୁ ଦେଇ ଭୂଲ କରିଦେଲୁ 2029 ରେ ଭୁଲ ହେବନାହଁ

  • @SudhirchandraJena-qs8em
    @SudhirchandraJena-qs8em 13 วันที่ผ่านมา +2

    ବିଜେପି ଓଡିଆ ବାଷିଙ୍କୁ ଭୂଆ ବୁଲେଇ ଓଡିଶାକୁ ଲୁଟିବ ---ସୁପର ମିଛୂଆ ବିଜେପି😂😂😂

  • @kalyanpanda5885
    @kalyanpanda5885 13 วันที่ผ่านมา +5

    0:07 0:08 ସୁଭଦ୍ରା ଯୋଜନା ଯଦି ମିଛ, ତେବେ ନୂଆ ଓ, ନବୀନ ଓ କେଉଁ ପ୍ରକାର ଡ୍ୟାସ ଯୋଜନା ଥିଲା

    • @ranjitsahoo148
      @ranjitsahoo148 13 วันที่ผ่านมา +6

      Dei paribani jadi kahuthila kn pain?? Naveen sir jaha kuhanti se karanti

    • @santoshsabar5051
      @santoshsabar5051 13 วันที่ผ่านมา +1

      Theis right Brother

    • @rajasreesahoo2580
      @rajasreesahoo2580 13 วันที่ผ่านมา

      Nabin babu best

  • @jawaharlalsethi6238
    @jawaharlalsethi6238 วันที่ผ่านมา

    ❤Right❤

  • @sureshanmajhi352
    @sureshanmajhi352 13 วันที่ผ่านมา +5

    ବିଜେପି ସରକାର ଙ୍କୁ ଓଡ଼ିଶାରେ ହଟାଇ ଓଡିଶା ବଞ୍ଚାଅ
    ଓଡ଼ିଶାରେ ବିଜେଡି ସରକାର ଦରକାର

    • @ManoiDeep
      @ManoiDeep 13 วันที่ผ่านมา

      Pandu darkar

  • @bidyadhardalabehera
    @bidyadhardalabehera 13 วันที่ผ่านมา +2

    ମିଚେଇ,ବିଜେପି,ସରକାର

  • @mr.sanjayinformationdiscov3282
    @mr.sanjayinformationdiscov3282 13 วันที่ผ่านมา +13

    ବିଜେପି ନିର୍ବାଚନ ପୂର୍ବରୁ କୁମ୍ଭୀର କାନ୍ଦଣା କାନ୍ଦୁଥିଲା ଏବେ ମଝି ନଇଁ ରେ ନିଜ ଅସଲ ମୁଖା ଦେଖେଇଦେଲା😂😅😅😅😅😅😅

  • @soubhagyasamal3507
    @soubhagyasamal3507 3 วันที่ผ่านมา

    Bjp ଭାବିଥିଲା ଓଡ଼ିଶାବାସୀ କିଛି ଜାଣନ୍ତିନାହିଁ,କିଛି କରିପାରିବେ ନାହିଁ।ଟିକେ ମିଛ କହିଦେବା,କିନ୍ତୁ ସେ କଣ ଜାଣିଥିଲେ ମା, ଭଉଣୀ ଉଡେଇବେ ବୋଲି..

  • @madanmoharana1954
    @madanmoharana1954 14 วันที่ผ่านมา +5

    ନବୀନ ଚେଲା ଶଳା ସବୁ

    • @betexshyamsundar990
      @betexshyamsundar990 14 วันที่ผ่านมา +3

      ହଇରେ କଣ -ମାରିଦେଲେ ଶଳା ଜୁମଲା ଦଳ. ପ୍ରତିଶୃତି ଦେଇଥିଲ. ପୂରଣ କରିବା ପାଇଁ କଣ ଫାଟୁଛି

    • @dinabandhumohanta9583
      @dinabandhumohanta9583 14 วันที่ผ่านมา

      Tu mageha to ghare khaeba ochhina. Yutube kare chhuto bolo kothha dekha bjp kou thhibi stiti volonahe.

    • @MsMahi-mr3kl
      @MsMahi-mr3kl 13 วันที่ผ่านมา

      BJP ଚାମଚାଙ୍କ 😂😂😂😂

    • @bijaypatra9105
      @bijaypatra9105 9 วันที่ผ่านมา

      ଏ ବୋକା ଚୋଦାର ଡ଼ି ନେ ଟେଷ୍ଟ କରାଯାଉ ଓଡ଼ିଆ ଲୋକ ନୁହେଁ

  • @PandaBehera-zj5ko
    @PandaBehera-zj5ko 13 วันที่ผ่านมา +1

    ମୋଦି ସରକାର ସବୁଠୁ ବେକାର ସରକାର ଲୋକ କୁ ଖାଲି ଠକୁଛି ମୋଦି କି ହଟେବାକଥା

  • @netranandasa1003
    @netranandasa1003 13 วันที่ผ่านมา +4

    ବିଜେପି bya bya ସୁଇ ପଡ

  • @PrangyaPriyadarshiniNaik
    @PrangyaPriyadarshiniNaik 7 วันที่ผ่านมา

    Nandighosh TV respected News

  • @user-mx5ih8fj5r
    @user-mx5ih8fj5r 14 วันที่ผ่านมา +4

    Michua mg bjp

  • @WilliamRussell-ws9uo
    @WilliamRussell-ws9uo 9 วันที่ผ่านมา

    ମହିଳାଙ୍କୁ କେହି ଭଣ୍ଡେଇ ନାହାନ୍ତି. ମହିଳା ମାନେ ନିଜେ ଭଣ୍ଡେଇ ହେବାକୁ କୁକୁର ଭଳିଆ ସେମାନଙ୍କ ଗୋଡ଼ ତଳକୁ ଯାଉଛନ୍ତି