Jibana Do Chhakire Ashara Alok Ep 354 25 FEBRUARY 2023

แชร์
ฝัง
  • เผยแพร่เมื่อ 27 ก.พ. 2023
  • This show is the most challenging show as it focuses on resolving real life issues of the people. It looks into family complications, misunderstanding among groups of people and also few controversial issues faced by the public. Senior artist Sukant Rath anchors the show and makes sure to get justice to the people involved and resolve real life issues.
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    TH-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #Jibana Do Chhakire Ashara Alok Ep 354 #OdishaTV #OTV

ความคิดเห็น • 1.6K

  • @luckysahoo1711
    @luckysahoo1711 ปีที่แล้ว +24

    ଏଠି ଯେଉଁ ବିଚାରକ ମଣ୍ଡଳି ବସିଛନ୍ତି ଯଦି ବିଚାର କରିବାର ସାମର୍ଥ୍ଯ ନାହିଁ କାହିଁକି ଏଭଳି ସମାଜ ଆଗରେ ଏଭଳି ବିଚାର ଧାରା ପ୍ରସ୍ତୁତ କରୁଛିନ୍ତି।

  • @sabitaprusty8035
    @sabitaprusty8035 ปีที่แล้ว +134

    ଆଜିକାଲି ଏଇ ଫୋନ୍ ସକାଶେ ପ୍ରାୟ ଘରେ ଘରେ ଅଶାନ୍ତି ର ବାତାବରଣ ସୃଷ୍ଟି କରିବାରେ ଲାଗିଛି।

  • @swainj8202
    @swainj8202 ปีที่แล้ว +129

    ଝିଅଟାକୁ ଏକୁଟିଆ ଜାଗାରେ ରହିବାକୁ ଭଲ ଲାଗୁନି ସବୁବେଳେ ଟୋକାଙ୍କ ମେଳରେ ରହିବାକୁ ଇଚ୍ଛ।

    • @harapriyadas158
      @harapriyadas158 7 หลายเดือนก่อน +2

      Right😂

    • @sunaramhansda3134
      @sunaramhansda3134 7 หลายเดือนก่อน +11

      She is very BORJAT maikina..... 🤓🤓🤓

    • @Miss_shona_90
      @Miss_shona_90 6 หลายเดือนก่อน +4

      Right ama odia re ta କୁହନ୍ତି ବାର ବୁଲି ଚତ____ଖାଇ😅

    • @GolemSahu-de5tz
      @GolemSahu-de5tz 4 หลายเดือนก่อน

      ​@@harapriyadas158ko

  • @dibyanisahu
    @dibyanisahu ปีที่แล้ว +61

    ନିଷ୍ପତ୍ତି ଏକ ତରଫା ହେଲା।ସେ ବୁଢା ବାପା ମା ଙ୍କ ପ୍ରତି ଅନ୍ୟାୟ ହେଲା।
    ଏ ଝିଅ ଯଦି ୟା ପରେ ଆଉ କାହା ସହିତ ପଳେଇଲା ତାହେଲେ ଦାୟୀ କିଏ ହବ ଆଉ? ଏ ଝିଅ ଗାଉଁଲି ଖାଦ୍ୟ ନ ଖାଇବା ପାଇଁ ନୁହ,,,,ଶରୀର ଭୋକ ମେଣ୍ଟାଇବା ପାଇଁ ବେଶୀ ବ୍ୟଗ୍ର।ଯେତିକି ଶାନ୍ତ ଦେଖା ଯାଉଛି ସେତିକି ଅଶାନ୍ତ। ଏ ପୁଅର ସବୁ ଭୁଲ,,,,ସବୁ ଚିକଣ ଜିନିଷ ଭଲ ନୁହ। ମହାକାଳ ଫଳ ଧରିଛି ମାନେ ଜୀବନ ସାରା ନିଜେ ହଇରାଣ ତା ସହିତ ତା ଘର ଲୋକ ବି

  • @tulusamantaray2806
    @tulusamantaray2806 ปีที่แล้ว +201

    ଯାହା ହେଉ ତା ପ୍ରଥମ ସ୍ବାମୀ a episode ଦେଖିଲା ପରେ ତା ମନକୁ କିଛି ମାତ୍ରାରେ ଶାନ୍ତି ମିଳିଯିବ

    • @hrusikeshsarangi5156
      @hrusikeshsarangi5156 ปีที่แล้ว +2

      Nice comment 😀😀😀😀😀

    • @momolove4749
      @momolove4749 ปีที่แล้ว +8

      ଠିକ୍ ଏ ଝିଅ ମାନେ ବହୁତ ମାରାତ୍ମକ ବିଶ୍ଵାସ ଘାତିନୀ ସାଵରଥପର

    • @ranisalge6113
      @ranisalge6113 ปีที่แล้ว +5

      😁100%right

    • @sunitapatra7097
      @sunitapatra7097 10 หลายเดือนก่อน +2

      Right 👍

  • @Piyushnayakofficial
    @Piyushnayakofficial ปีที่แล้ว +59

    ଝିଅ +2ପଢ଼ିଛି କି ଚାକିରୀ କରିବ.କୋଉ company ରେ ଯାଇ ରହିବ ପୁଣି ପଳେଇବ କାହା ସହ. ଏ ଝିଅର ଗତି ଠିକ ନାଇଁ

    • @jayadevdas5832
      @jayadevdas5832 ปีที่แล้ว +1

      E jhia tharu ahuri bhayankara byabahara darakara. Ajogya nka pain. Para sana jhia nku barbaad karidele.

  • @jagamohanpanda7b360
    @jagamohanpanda7b360 ปีที่แล้ว +52

    ଏହି ନିଷ୍ପତି ରେ ମୁଁ ଏକମତ ନୁହେଁ ବାପା ମା ଏକୁଟିଆ ଘରେ ରହିବେ ଏହି ପ୍ରାପ୍ତ ବୟସରେ।ପୁଅ ଜନ୍ମ କରିବାରେ କି ଲାଭ ରହିଲା ନିଜେ ସବୁ କାମ କରିବେ, ଆଉ ପୁଅ ବହୁ ସହର ରେ, ଏ କିପରି ନ୍ୟାୟ ମିଳିଲା ........

    • @anjananayak747
      @anjananayak747 8 หลายเดือนก่อน +3

      ଯଦି ପୁଅ ବାପ ମାଆ ଙ୍କ ସେବା କରିବା ଉଚିତ୍।ସେ କରୁ କିନ୍ତୁ ବୋହୂ ବାଧ୍ୟ ନୁହେଁ ସେବା କରିବାକୁ। ସ୍ଵାମୀ ପାଇଁ ସ୍ତ୍ରୀ ଆସିବ, ଘରେ ରହିବ କଣ ପାଇଁ

    • @snehasispati
      @snehasispati 6 หลายเดือนก่อน +1

      Nija bhai baha hele thik ei rule ta karibe ta @anjana madam

    • @subhashreedas8812
      @subhashreedas8812 5 หลายเดือนก่อน +3

      Se kohiki anithanta j mo bapamaanko pakhore rohibaku hebo karono moro au kehi bhai nahanti...se michho kohiki kon pai anibo au kaharo wife ku

    • @etishreeparhi2483
      @etishreeparhi2483 หลายเดือนก่อน

      Jahara parents se kariba kama. Bohu kan payin kariba? Pua mane nije karibe tanka bapa maa nka kama. Bohu ra bhi bapa maa thibe se kariba nija bapa maa nka kama.

    • @Satyaashu-kq1mi
      @Satyaashu-kq1mi หลายเดือนก่อน

      Etishree anjana mam
      Apan nka mata re jhia sasu ghara Kan pain jae
      Jadi sasu sasura seba Kari pariba nai Baha hauchi Kan pain
      Tuma kahiba mutabak jhia sasu gharaku jiba pare any Toka nka sahit rati rangoli Kariba pain Baha hue ki
      Apan nka CMT swagat jogya nuhe
      Apan Jane nari. Apan sei Sita laxmi ba parbati maa nka pari huantu
      Emiti barabuli nku bhala kahi nije kharap huantu nai

  • @parampitar_santan
    @parampitar_santan ปีที่แล้ว +10

    ଏଇ ପରି ଲୋକଙ୍କ ପାଇଁ ଆଜି ବାପା ମା ବୃଦ୍ଧଶ୍ରମ ରେ ଛିଃ ଛିଃ

  • @saratsahu4354
    @saratsahu4354 ปีที่แล้ว +413

    ଏହି ମତାମତ ରେ ମୁଁ ଏକ ମତ ହେଇପାରୁନାହିଁ, କାରଣ ଝିଅ ର ଚରିତ୍ର ବହୁତ ଖରାପ, ସେ ଆଉ କାହାସାଥିରେ ପଳେଇବ ମୁଁ ଜାଣୁଛି

    • @tunijena5012
      @tunijena5012 ปีที่แล้ว +15

      ସେ ଆଗରୁ ଆଉ ଗୋଟେ ସହ ଯାଇଥିଲା

    • @jagannathkrupa9310
      @jagannathkrupa9310 ปีที่แล้ว +8

      Jiba final

    • @kamalmajhi2291
      @kamalmajhi2291 ปีที่แล้ว +11

      ଆଉ ଜଣକ ସହିତ ନିହାତି ପଳେଇବ

    • @jayshreeram373
      @jayshreeram373 ปีที่แล้ว +5

      Yes

    • @luckysahoo1711
      @luckysahoo1711 ปีที่แล้ว +4

      ହେଇ ପାରେ।

  • @rjsoy4432
    @rjsoy4432 ปีที่แล้ว +47

    ଝିଅ କିନ୍ତୁ job କଲା ପରେ ଫୁ,,,,,,,,ର୍ ହେଇ ଯିବ 😜 99% Garenty 😜

    • @pandumurmu8035
      @pandumurmu8035 ปีที่แล้ว +1

      Bhai ekdam thik kohilo

    • @kamalmajhi2291
      @kamalmajhi2291 ปีที่แล้ว +1

      ତୁମ କଥା ଏକଦମ ସତ କହିଲ

  • @papunadas4378
    @papunadas4378 10 หลายเดือนก่อน +21

    ପ୍ରଥମ ସ୍ବାମୀ ଟା ନର୍କ ରୁ ଉଦ୍ଧାର ପାଇଗଲା😮

  • @jitendrapradhan7655
    @jitendrapradhan7655 10 หลายเดือนก่อน +11

    ମାଗୁଣୀ ଝିଅ ଲୋ ତୋ ପ୍ରେମକୁ ଦୁରୁ ଜୁହାର 🙏🌹🙏😬💘

  • @bijayasahoo8066
    @bijayasahoo8066 ปีที่แล้ว +145

    ଝିଅଟି ପୁରା ଖେଳାଳି ଅଛି ଭୂବନେଶ୍ୱର ରେ ପୁଣି କାହା ସାଥି ରେ ପଳେଇବ

  • @debendramahantatechnology6998
    @debendramahantatechnology6998 ปีที่แล้ว +115

    ପୁଅର ବାପା ମାଆ ଠିକ୍ କହୁଛନ୍ତି

  • @kumarnirmal4510
    @kumarnirmal4510 ปีที่แล้ว +25

    ଆରେ ଭାଇ ଏ ଝିଅର ସବୁବେଳେ ନୁଆ ନୁଆ ମଜା ଚାଖିବାର ମନ ଅଛି ସେଥିପାଇଁ ବାହାରେ ରହିବାପାଇଁ କହୁଛି ତାକୁ ମାଳି ସାହିକି ପଠେଇ ଦିଅ

  • @odiastories9832
    @odiastories9832 ปีที่แล้ว +25

    ବାହାହେବାକୁ ଡର ଲାଗିଲାଣି.....ନା ଆଉ ହେବିନି 😂

  • @manasbabuni5287
    @manasbabuni5287 ปีที่แล้ว +161

    ଶେଷରେ ସୁକାନ୍ତ ଭାଇ କହିଲେ ପ୍ରତିମା ଚାହୁଁ ଛନ୍ତି ଚାକିରି କରିବେ ପାଠ ପଢ଼ିଛନ୍ତି । ଆଉ ଗୋଟେ କଥା ଭାଇ ପ୍ରତିମା ଚାହୁଁ ଛନ୍ତି କିଛି ଦିନ ପରେ ଆଉ ଗୋଟେ handsomeଟୋକା ଦେଖି ପଳେଇବେ😃

    • @kamalmajhi2291
      @kamalmajhi2291 ปีที่แล้ว +16

      ଝିଅ କୁ ଦେଖି ଲାଗୁଛି... ସେ ନିହାତି ଆଉ ଜଣକୁ ଧରି ପଳେଇବ

    • @gurusukri8021
      @gurusukri8021 ปีที่แล้ว +1

      Right 👌

    • @djakashbls995
      @djakashbls995 ปีที่แล้ว +1

      Hm

    • @minamurmumina9526
      @minamurmumina9526 ปีที่แล้ว +1

      Right

    • @priyankarauta1219
      @priyankarauta1219 ปีที่แล้ว

      😂😂😂😂😂

  • @arunprasaddash1399
    @arunprasaddash1399 ปีที่แล้ว +78

    ବୋହୂ ଟିକିଟକ ନୁହେଁ ବାହାର ପିଲା ସହିତ ଟପା ଟପ୍ କରୁଛି

  • @RosyAchary
    @RosyAchary 10 หลายเดือนก่อน +3

    Bapa ,maa sabubele ଚାଂହିବେ ମୋ ପିଲା ମାନେ ମୋ ସେବା କରନ୍ତୁ ବୋଲି କି ବାହାରେ ଯାଇ ବାପା , ମାଁ ଙ୍କୁ ଛାଡ଼ିକି bbsr ରେ ରହିବ ଏଇଟା କେତେ ଦୂର ଯୁକ୍ତି ଯୁକ୍ତ ଅଟେ

  • @jayantinayak253
    @jayantinayak253 ปีที่แล้ว +10

    ପ୍ରଥମେ... ବାପା , ମା ଝିଅକୁ ସଂସ୍କାର ଦେବା ଉଚିତ୍ , କେଉଁଟା ଠିକ୍ , କେଉଁଟା ଭୂଲ୍
    ଏତେ କମ୍ ବୟସରେ ଏତେ ଲୀଳା🤭

  • @sarojnayak5024
    @sarojnayak5024 ปีที่แล้ว +59

    ଏ କଣ ବିଦେଶ ହେଇଗଲା କି
    ବାପା ମା ଙ୍କ ସହିତ ରହିବା କେତେ ଆନନ୍ଦ ସେ କଥା ପ୍ରକାଶ କରି ହେବ ନାହିଁ
    ଏ ଥିରୁ ଜଣା ପଡୁଛି ଝିଅ ର ଚରିତ୍ର ଠିକ୍ ନାହିଁ
    ବର୍ତ୍ତମାନ ଆଇନ ବି ଝିଅ ର ଭୁଲକୁ ପ୍ରଶୟ ଦଉଛି
    କଣ କରିପାରିବା ଭାଇ
    ସମସ୍ତେ ରୋଜଗାର କରିବା ଭୁଲ୍ ନୁହେଁ ତୁମେ ଅଲଗା ରହିବା ଭୁଲ
    କେତେ ରୋଜଗାର କରିବ ବାପା ମା ଙ୍କ ୁ ରଖିପାରିବ ନାହିଁ
    ବୋଧେ ରାସଲୀଳା କରିବାକୁ ସୁଯୋଗ ମିଳୁନି
    ସାର୍ ମାନେ ବି Support କରୁଛନ୍ତି ଦୁଃଖ ଲାଗୁଛି

  • @RSGlifestyle
    @RSGlifestyle ปีที่แล้ว +210

    ମତେ ଏକଥା ଠିକ୍ ଲାଗୁନି ଏ ବୟସରେ ବାପା ମାଆ ଖରାରେ ଖଟିବେ ଆଉ ନିଜ ହାତରେ ରୋଷେଇ କରି ଖାଇବେ ପୁଅ ଆଉ ବୋହୂ ବାହାରେ ଅୟସରେ ରହିବେ ଧନ୍ୟ ଏ ଦୁନିଆ ଧନ୍ୟ ସେ ବୋହୂ ଯିଏ ଶାଶୁ ଶଶୁରଙ୍କୁ ବାପା ମା ଭଳି ଭାବି ପାରିଲା ନାହିଁ। ବେକାରିଆ ଝିଅଟା। ଆଜି କାଲି ପୁଅ ଜନ୍ମ କରିବା କ'ଣ ପାପ । ଆଉ ଏଈ ଭଳି କେତେଟା ଝିଅଙ୍କ ପାଇଁ ନିରିହ ବାପା ମାଆଙ୍କ ଠାରୁ ପୁଅ ମାନେ ଦୂରେଇ ଯାଉଛନ୍ତି। ଆଉ ସାରା ଝିଅ ଜାତୀରେ କଳଙ୍କ ଲାଗୁଛି। ଦୟା କରି ବାପା ଆଉ ମାଆଙ୍କ ଠାରୁ ପୁଅକୁ ଦୂରେଇ ଦିଅନ୍ତୁ ନାହିଁ 🙏🙏🙏

    • @bikrammunda9462
      @bikrammunda9462 ปีที่แล้ว +5

      Pila monore. Kichhi katha rahi jaichhi

    • @pramodpakal
      @pramodpakal ปีที่แล้ว +3

      Thik katha

    • @Maagouri2828
      @Maagouri2828 ปีที่แล้ว +6

      ହଁ ସତ କଥା ଯେ but ବାପା ମାଙ୍କୁ ଯୋଉଠି ରହିବା ସେଠି ତ ରଖିପାରିବା ହେଲେ ସେମାନେ ନ ମାନିଲେ କଣ କରିବ କଣ ଟେକିକି ଆଣିବା ତାଙ୍କୁ

    • @Situ..odiavlogs8295
      @Situ..odiavlogs8295 ปีที่แล้ว +6

      ଗୋଟେ ସହରୀ ଝିଅକୁ ମିଛ ସ୍ବପ୍ନ ଦେଖେଇ ଗାଁକୁ ନେବା ମାଣ୍ଡିଆ ଯାଉ ଖୁଆଇବା, ତମେହେଲେ ରହିପାରିବତ, ଗୋଟେ ସ୍ୱାମୀଠୁ ମିଛ କହି ତା ନାମରେ ତାଙ୍କ ସ୍ତ୍ରୀକୁ ଛଡେଇ ଆଣିବାଟା ଠିକ କି

    • @fakirdehury9141
      @fakirdehury9141 ปีที่แล้ว +2

      @@Maagouri2828 bapa ,mma ,nku village ru teki ani sahar re rakhiba kana bhal ki , tanku bhal lagiba ki village mati chhadi asibaku tk ta idea kara yaar

  • @sadhudas2758
    @sadhudas2758 ปีที่แล้ว +7

    ଏ ଝିଅ କାହାରି ନୁହେଁ ।
    ଚାକିରୀ କଲେ 3 ନମ୍ବର ଟୋକା ଧରି ପଳେଇବ ।

  • @abtechnical5639
    @abtechnical5639 7 หลายเดือนก่อน +5

    ୟେ madam କହିଲେ ଏ ବୟସରେ ଝିଅ ମାନଙ୍କ ଏମିତି ଭୁଲ ହୋଇୟାଏ। ବାଃ ବାଃ ବହୁତ ବଢିଆ କଥା। ଆଉ ପୁଅ ଶଳା ଚୂତିଆ। ବଦମାସ୍, ଝିଅ ସତୀ ସାବିତ୍ରୀ।

    • @MrJituVlogs143
      @MrJituVlogs143 7 หลายเดือนก่อน

      Right 👍👍👍

  • @abhyaswain270
    @abhyaswain270 ปีที่แล้ว +87

    ବାଳ ସମାଧାନ କରୁଛ ବୁଢ଼ା ବାପା ମା ଘରେ ରହିବେ ଆଉ ପୁଅ ବୋହୁ Bhubaneswar ଗାଣ୍ଡୀ ମାରାଇବେ , ଏହି ସମାଧାନ କରୁଛ , ଗୋପବନ୍ଧୁ sir is bast

  • @ranjankumarpatra2284
    @ranjankumarpatra2284 ปีที่แล้ว +62

    ଯୋଉ ଗାଈ ଗୋଟାଏ ଗୁହାଳରୁ ପଘା ଛିଣ୍ଡାଇ ଆଉ ଗୋଟେ ଗୁହାଳକୁ ଆସିଲା ପୁଣି ସେଠୁ ପଘା ଛିଣ୍ଡାଇ ପଳାଇଲା , ସେ କେଭେ ଗୋଟେ ଗୁହାଳରେ ରହିବନାହିଁ, ତାକୁ ଫ୍ରି ରେ ବୁଲିବାକୁ ଛାଡ଼ିଦେବା ଠିକ ହେବ ,

    • @hrusikeshjena5377
      @hrusikeshjena5377 ปีที่แล้ว +3

      aau jadi se 2 ta jaka guhal thik nathiba se gae kana kariba ?

    • @dsoren5218
      @dsoren5218 ปีที่แล้ว +2

      ଦୁଇଟା ଯାକ ଗୋହାଳ ଖରାପ ପଡ଼ିଲେ, ଗାଈର ଭାଗ୍ୟ ଖରାପ ବୋଲି ଜାଣିବାକୁ ହେବ !

    • @hrusikeshjena5377
      @hrusikeshjena5377 ปีที่แล้ว +1

      @@dsoren5218 nah, se aau vala guhal khojiba. har maniba nahin.

    • @bikramrekha
      @bikramrekha ปีที่แล้ว +3

      ମାଳି ସାହି best ହେବ

    • @jazzyjazz3276
      @jazzyjazz3276 ปีที่แล้ว +1

      😂😂

  • @sushantmohapatra1258
    @sushantmohapatra1258 ปีที่แล้ว +7

    ନମ୍ରତା ମାମ୍ କଥା ଲୁଚାନ ଭୁଲ୍ ହେଲା ଝିଅର... କଥାରୁ ଜାଣି ପାରୁନ... ଭୁଲ୍ ମାନେ ଭୁଲ୍ , ବିଲକୁଲ୍ ଭୁଲ୍ ରାୟ ଦିଅନା,,, ପୁଅର ସପୋର୍ଟ ରେ କେହି ନୁହନ୍ତି.... ଦୟା କରି ଦୁଇ ଜଣକ ପ୍ରତି ଠିକ୍ ସମାଧାନ କରନ୍ତୁ...

  • @subalsuria
    @subalsuria 7 หลายเดือนก่อน +2

    modern case yas

  • @ajayamallick7732
    @ajayamallick7732 ปีที่แล้ว +28

    ଏ ଘର ଭଲ ନ ଲାଗିଲେ ଆଉ ଗୋଟେ ଟୋକା ଦେଖି ପଳା

  • @Subarnabulu
    @Subarnabulu ปีที่แล้ว +35

    ମୁଁ ଗୋଟେ କଥା ବୁଝି ପାରୁନି,,ଗୋଟେ ପୁଅ ଯଦି ବାହାଘର ହଉଛି ତ କେବଳ କଣ ସ୍ତ୍ରୀ ସୁଖ ପାଇଁ,, ଶାଶୁ ଶଶୁର ପରିବାର ପ୍ରତି କଣ ଗୋଟେ ବୋହୂ ର କର୍ତ୍ତବ୍ୟ କିଛି ନାହିଁ।।। ଆଶାର ଆଲୋକ ମଞ୍ଚ ରେ ବହୁତ୍ ସ୍ଵାମୀ ସ୍ତ୍ରୀ ଶାଶୁ ଶଶୁର ଏକାଠି ହେଇ ଖୁସି ରେ ରହିଛନ୍ତି।। କିନ୍ତୁ ଏବେକା ଏପିଶୋଡ ରେ ସବୁ ବେଳେ କାହିଁକି ବାପା ମାଆ ଙ୍କ ଠୁ ଅଲଗା ରହିବା କଥା କୁ ପ୍ରଶ୍ରୟ ଦିଆ ଯାଇଛି।। ଆଜି କା ତାରିଖ ରେ ସବୁ ବେଳେ ଗୋଟେ ଝିଅ କାହିଁକି କହୁଛି କି ଶାଶୁ ଶଶୁର ଙ୍କୁ ଛାଡି ସ୍ଵାମୀ କୁ ନେଇ ଅଲଗା ରହିବା ପାଇଁ ।।।

    • @sudhirmishra7837
      @sudhirmishra7837 ปีที่แล้ว +1

      True

    • @rojalinmallick9736
      @rojalinmallick9736 ปีที่แล้ว +1

      ଠିକ କଥା

    • @abhilashbehera2989
      @abhilashbehera2989 ปีที่แล้ว +1

      Best comment. Truly said

    • @Subarnabulu
      @Subarnabulu ปีที่แล้ว +2

      @@jagrutitripathy3978ଆଜି କାଲି କା ଝିଅ ମାନେ କେହି ବି ଶାଶୂ ଶଶୁର ଙ୍କ ସହିତ ଶାଶୂ ଘରେ ରହିବା ପାଇଁ ଚାହୁଁ ନାହାନ୍ତି। ସେମାନଙ୍କର ଗୋଟିଏ ଉଦ୍ଧେଶ୍ୟ ସ୍ଵାମୀ କୁ ଶିଖେଇ ମତେଇ ନେଇ ଏକା ରହିବେ ବାହାରେ। ଏ ଇ ସତ କଥା ତ କହିଲେ ପୁଣି କିଛି ଝିଅ ଙ୍କ ଦେହ ରେ ଲାଗି ଯାଉଛି ଯାଉ ମନେ ଏମିତି ସବୁ କରୁଛନ୍ତି।।

    • @warriorboy6813
      @warriorboy6813 13 วันที่ผ่านมา +1

      Badhia lekhi chanti bhai jadi eita bahaghra tahele baha na heba ta thik karana bapa maa hauchi ama paim sabu kichi..Jhia mane eita bujhiba katha selfish na heiki

  • @debamohanty5894
    @debamohanty5894 ปีที่แล้ว +21

    Mr Sukant Babu
    You are really the great. Your councelling so much great. Thank you so much for your best councelling .
    Salute to your speech and clear decision. May God bless you too

  • @akjofficial7845
    @akjofficial7845 ปีที่แล้ว +4

    Hmm bala bichara karuchi....Bapa maa gaon re rahibe ....pua bohu.... Sahara re rahibe.... Gopabandhu Babu is best...👍🏼👍🏼👍🏼

  • @Maagouri2828
    @Maagouri2828 ปีที่แล้ว +124

    ଏମିତି ଶାଶୁ ଶଶୁର ସମସ୍ତଙ୍କୁ ମିଳୁ🙏🙏

  • @laxmidharsahoo8344
    @laxmidharsahoo8344 ปีที่แล้ว +8

    ଏ ଝିଅ କୁ ବିଶ୍ୱାସ ନାହିଁ,ସେ ପୁଣି ଖେଳ କରିବ
    ଏ ଥିରେ ସନ୍ଦେହ ନାହିଁ,କି ପାଠ ପଢ଼ିଚି?
    ,+2 ଗୋଟେ ପଢା ରେ ଗଣାକି?

  • @satya2456
    @satya2456 ปีที่แล้ว +5

    Discussion ରେ ସେ ମହିଳା କମିଶନ ମହିଳା ଜଣଙ୍କ ପୁଅ ଏବଂ ତା ପରିବାର ଉପରେ ଚଢ଼ିଯାଉଛି ଯେମିତି ସବୁ ଭୁଲ ସେମାନଙ୍କ..ଆଉ ଝିଅ କମ୍ ବୟସର କହି ତା ଭୁଲ କୁ ଅଣ ଦେଖା କରୁଛନ୍ତି...ଟୋକା ର ତ ନିଶ୍ଚୟ ଭୁଲ ଅଛି ଯେ ଏଭଳି ଝିଅ କୁ ନେଲା...ଦୁଇ ଜଣ ଙ୍କର ବାପା ମା ବିଚରା ଏଭଲି ସନ୍ତାନ ପାଇଁ ଲୋକଲଜ୍ଜା ହେବାକୁ ପଡିଲା...faltu biased Discussion..

  • @rjmkrishnavlog
    @rjmkrishnavlog ปีที่แล้ว +21

    ସୁର ଭାଇ ଙ୍କୁ ଆଣ 😂ଶଳା ପୁରା ସୁଧୀରି ଯିବେ
    ଓଟିଭି କର୍ମକର୍ତା ଅନେକ ଅନୁରୋଧ ସୁର ଭାଇ ନଙ୍କୁ ଆଣ ହେଲେ ପୁରା ସୁଧାରି ଦେବେ 😂😂😂😂କି ଏପିସୋଡ 😂😂

    • @TapasBabuChannel
      @TapasBabuChannel 8 หลายเดือนก่อน

      ଭାଇ ସୁର ଭାଇ ଆସିଲେ ଷ୍ଟେଜ ପୁରା ଜଳିବ 😂

    • @Miss_shona_90
      @Miss_shona_90 6 หลายเดือนก่อน

      Sura bhai nku please anatu

  • @kailashdash2067
    @kailashdash2067 ปีที่แล้ว +159

    ଝିଅ ର ଚରିତ୍ର ବହୁତ୍ ଖରାପ ।କଲିକତା ର ସୋନାଗାଛି କୁ ପଠାଇ ଦିଅ ।ତାହା ହିଁ ଠିକ୍ ସମାଧାନ ।😍😍😁

  • @sadhudas2758
    @sadhudas2758 ปีที่แล้ว +20

    ଏ ଝିଅ କାହାରି ନୁହେଁ

  • @rajadalei6516
    @rajadalei6516 ปีที่แล้ว +3

    ଝିଅ ପାଇଁ ଆଇନି ଅଛି ପୁଅ ପାଇଁ ଆଇନି ନାହିଁ

  • @kiranbalabarik7887
    @kiranbalabarik7887 7 หลายเดือนก่อน +2

    Ethire pua ra dosa nahi se bahut kind hearted au soft hearted laguchi , a Jia bahut badamas

  • @bansidharpanda6008
    @bansidharpanda6008 ปีที่แล้ว +83

    ଏ ଝିଅ କୁ ଟିକେ ବି ବିଶ୍ବାସ କରିବା ଭୂଲ

  • @nageshkumarpanda4982
    @nageshkumarpanda4982 ปีที่แล้ว +86

    ଯେତେ ଗୋରୀ ସେତେ ଷ୍ଟୋରି episode ଦେଖିଲେ ଗୀତ ମିଶିଗଲା ପରି ଲାଗୁଚି ନା।

    • @sign1941
      @sign1941 ปีที่แล้ว +3

      Gori nka story re also include chhora

    • @j.r.pratikroul652
      @j.r.pratikroul652 ปีที่แล้ว +3

      ଯୋଉ ଝିଅର ନିଜ ବାପା ମାଙ୍କ ଉପରେ ଭରସା ନାହିଁ ସେ ଝିଅକୁ କେହି ବିଶ୍ୱାସ କରିବା କଥା ନୁହଁ. ବୟସ ପୂର୍ବରୁ ଏତେ ଲୀଳା କରିଛି ସେ ଆଗକୁ ଆହୁରି କଣ କଣ କରିବ ଠିକ ନାହିଁ

    • @maachinmayeekalakendra8864
      @maachinmayeekalakendra8864 ปีที่แล้ว

      Right

  • @bijayalaxmimaharana4062
    @bijayalaxmimaharana4062 11 หลายเดือนก่อน +4

    ପୁଅଟିର ପ୍ରବଳ ଦୋଷ ଅଛି, ଏଭଳି ଝିଅକୁ ବାହା ହେଇକି ଯାହା କଲା , ତାର ପରିଣାମ ଭୋଗିବାକୁ ପଡ଼ିବ। ବାପା ମା'ଙ୍କ ଆଖିରେ ଲୁହ ଦେଇକି , କିଏ କେବେବି ଖୁସିରେ ରହିପାରିନାହାନ୍ତି।

  • @rojalinmallick9736
    @rojalinmallick9736 ปีที่แล้ว +1

    ଏ ଝିଅ ବହୁତ ଖରାପ,, ୟା ଠାରୁ ଦୂରେଇକି ରୁହ 🙏🙏

  • @prananathpati9976
    @prananathpati9976 ปีที่แล้ว +26

    ଯୋଉ ଟୋକି ବାପ ମା ର ନୁହେଁ। ସେ କାହାର ନୁହେଁ। ଏଇଟା କେତେଜଣଙ୍କୁ ଦଂଶିବ ଠିକ୍ ନାହିଁ। ୟାକୁ ବିଦା କର।

  • @smrutiranjansahoo7935
    @smrutiranjansahoo7935 ปีที่แล้ว +151

    ଏ episode ସେ ପୁଅ ଦେଖିଲେ ବାଃ ବାଃ କହୁଥିବ,, କାରଣ ସେ ଧୋକା ଖାଇଛି.. ଏବେ ହସୁଥିବ ସେ ପୁଅ ଏ ଝିଅ ପାଇଁ କହୁ ଥିବ ଭଲ ହେଇଚି ନାମ ନଉଥା... 🤣

    • @niharkantabehera9776
      @niharkantabehera9776 ปีที่แล้ว +6

      Kichhu ta experience achhi bodhe 😂😂

    • @himanshuodisha7782
      @himanshuodisha7782 ปีที่แล้ว +1

      ଠିକ୍

    • @smrutiranjansahoo7935
      @smrutiranjansahoo7935 ปีที่แล้ว +5

      @@niharkantabehera9776 experience ତ ନାହିଁ, ଏଇଟା ସ୍ୱାଭାବିକ କଥା, ତମକୁ ତମ ସ୍ତ୍ରୀ ଧୋକା ଦେଇ ଅଲଗା ପୁଅ ପାଖକୁ ଯିବ, ପରେ ସେ ଖୁସି ରେ ନ ରହିଲେ ତମେ ଭାଷା ଦେଇ କହିବ ଭଲ ହେଇଛି,,, ଏ ସମସ୍ତ ଙ୍କ ମାନସିକତା...

    • @ajitkumarsahu7048
      @ajitkumarsahu7048 ปีที่แล้ว

      @@smrutiranjansahoo7935 ri8... Wa

    • @puspanjaliswain6497
      @puspanjaliswain6497 ปีที่แล้ว

      Right

  • @RukshanRefrigeration
    @RukshanRefrigeration ปีที่แล้ว +2

    Jai Sriram

  • @parampitar_santan
    @parampitar_santan ปีที่แล้ว +4

    ଏଇ ଝିଅ କୁ ଜମା ନିଅନି ଇଏ ପୁଣି ପଳେଇ ଯିବ।

  • @prasannakumarmaharana3997
    @prasannakumarmaharana3997 ปีที่แล้ว +12

    ବାହାଝିଅଟା । ଆଉ କେମିତି ବାହାଘର କରିବେ । କୋଉଠି ସିନ୍ଦୁର ପିନ୍ଧିବ

  • @bidusnabehera1245
    @bidusnabehera1245 ปีที่แล้ว +10

    Bapa kete dukha sahichhanti eita bujhiba katha emiti e jhia kanhiki hauchhi loo

  • @prasanprusty7160
    @prasanprusty7160 8 หลายเดือนก่อน +6

    Great sasu swasura..

  • @cutesabitalifestyle2157
    @cutesabitalifestyle2157 ปีที่แล้ว +2

    ଝିଅ ଟି ଚାକିରି କରିବାକୁ ଚାହୁଁଥିଲେ ଦୁଇ ଦୁଇ ଥର ଭୁଲ କରି ନଥାନ୍ତା ।

  • @bharatjena4274
    @bharatjena4274 ปีที่แล้ว +279

    ଏ episode ରେ ପ୍ରମିଳା ମା+ ମିହିର୍ ଦାସ+ ଗୋପବନ୍ଧୁ ସାର୍ ଥିଲେ ବହୁତ୍ ମଜା ଲାଗନ୍ତା 😆😆😆

  • @sushantmuduli5365
    @sushantmuduli5365 ปีที่แล้ว +22

    ଧନ୍ୟବାଦ୍ ଆପଣଙ୍କ ଟିମ୍ କୁ ଭାଙ୍ଗିଯାଇଥିବା ସଂସାର କୁ ଯୋଡ଼ିଦେଉଛନ୍ତି ଜୟ ଜଗନ୍ନାଥ

  • @julamallick5892
    @julamallick5892 ปีที่แล้ว +4

    ସିଏ ତାର ହେଲା ନି ତୋର କଉ ବାଳ ହବ 🤣🤣 ଭୁବନେଶ୍ୱର କୁ ଛାଡ଼ି ଦେ ସିଏ ଆଓ କାହା କୁ ନେଇକି ଯାଇ 🥱

  • @sksahoo6007
    @sksahoo6007 ปีที่แล้ว +45

    ମଣିଷ ର ରାଗ ହେଉଛି ବଡ଼ ଶତ୍ରୁ 🙏

  • @lipimahana8276
    @lipimahana8276 ปีที่แล้ว +52

    Mihir sir nku miss karuchi aji .ei episode re mihir sir thile se eithi hi mrg karei deithante.. miss u sir

  • @lijasahoo3451
    @lijasahoo3451 ปีที่แล้ว +12

    Mu janibare pua ra bapa ghare rahibaku kahibara karana se jhia gote jagaru swami chhadi aasi6i se puni au kaha Saha paleiba sethipain mana karu6nty

  • @samatakhabara7055
    @samatakhabara7055 ปีที่แล้ว +2

    ବିବାହ ନ ହୋଇ ପ୍ରତିମା ସିନ୍ଦୁରପିନ୍ଧିଛନ୍ତି କାହା ପାଇଁ? ଏହା କଣ ଆଇନ ସମ୍ମତ କି????

  • @ashit6142
    @ashit6142 ปีที่แล้ว +1

    Namrata madam SABU bele one side support karuchanti

  • @sushantmuduli5365
    @sushantmuduli5365 ปีที่แล้ว +7

    ଆଜ୍ଞା ସମସ୍ତେ ଠିକ୍ କେବଳ ସମୟ ଦରକାର

  • @santoshichinara750
    @santoshichinara750 ปีที่แล้ว +13

    Sukant sir gote request jaha decision nauchanti tike bhabiki niantu aei budha budhi baysa re semane eka rahine tankara bi kichi asa achi gote pua ku ta maa bapa tharu alaga karantuni

  • @Suneheripuja
    @Suneheripuja ปีที่แล้ว +6

    ବାପା ମା ଙ୍କ ଆଖିରେ ଲୁହ ଦେଲେ କେହିକଣ କେବେ ଭଲରେ ରହିପାରେ ବାପା ଙ୍କ ଆଖିରେ ଆମେ ସେତେ ବେଳେ ଲୁହ ଦେଖି ଥାଉ ଯେତେ ବେଳେ ତାଙ୍କ ଛୁଆ ଜୀବନ ରେ ସଫଳତା ପାଇଥାଏ ଆଉ ସେତେ ବେଳେ ଦେଖି ଥାଉ ଯେତେବେଳେ ତାଙ୍କୁ ଶକ୍ତ ଧକାଲଗିଥାୟେ ସେମିତି ପ୍ରତିମା ଙ୍କ ବାପା ଙ୍କୁ କଣ ଲାଗୁଥିବା ମୁଁ ବୁଝିପାରୁଛି ଝିଅ କୁ ପାଠ ସାଠ ପଢ଼େଇ ଯଦି ଝିଅ ଏମିତି କରେ ଆଉ ସେ ବାପା କଣ କରିବେ ............

  • @haraharidas4907
    @haraharidas4907 ปีที่แล้ว +2

    JAY JAGANNATH 🙏 🙏

  • @sonalisethy6347
    @sonalisethy6347 ปีที่แล้ว +6

    ଝିଅ ହୋଉଛି ପରମ ବେଧେଇ

  • @santoshroul2587
    @santoshroul2587 ปีที่แล้ว +21

    ସତରେ କଣ ଏଥିରେ ମିଳାମିଶା ହେଉଛି, ନା ଦୁଇ ଚାରି ଦିନ ପରେ ଯାହା କୁ ସେଇଆ ...... ମୋତେ କାଇଁ ଲାଗୁନି 🤪

  • @indianvillageculture5445
    @indianvillageculture5445 ปีที่แล้ว +11

    କେତେ ମହିୟାଶୀ ମହିଳା , ସ୍ୱାମୀ ଥାଇ ଆଉଜନକ ସହିତ। କି ଯୁଗ ହେଲାଣି ରେ ଭାଇ। ଦେଖିବାକୁ ଏତେ ସୁନ୍ଦର ହେଲେ ଭିତରେ ଏତେ କଳା

  • @likughatuary3991
    @likughatuary3991 ปีที่แล้ว +4

    ଯୋଉ ପିଲା ନିଜ ବାପା ମା ଙ୍କ କଥାରେ ନାହାନ୍ତି ସେ କଣ କାହା କଥା ଶୁଣିବେ

  • @music-world7825
    @music-world7825 ปีที่แล้ว +31

    ନିଶା ମହାରଣା କଣ କହୁଛି ସେ ଓଡିଶା Sunnyleion, ଇଏ ତ Orginal ଓଡିଶା Sunnyleion 😂

  • @Twins_Lifestyle
    @Twins_Lifestyle ปีที่แล้ว +24

    ଆପଣଙ୍କର ଏ ନିଷ୍ପତି ମୋତେ ଭଲ ଲାଗୁନି.... ଏମିତି କରି ଆପଣମାନେ ଏମିତି କରି ଝିଅ ମାନଙ୍କ ମୁହଁ ବଢ଼େଇ ଦେଉଛନ୍ତି... ଗୋଟେ ବୋଲି ପୁଅ. ଏକୁଟିଆ ବାପା ମାଆ ଘରେ

    • @maachinmayeekalakendra8864
      @maachinmayeekalakendra8864 ปีที่แล้ว +1

      Right

    • @aparajitakanhar5156
      @aparajitakanhar5156 11 หลายเดือนก่อน

      Nichha mind

    • @rockvlog2936
      @rockvlog2936 7 หลายเดือนก่อน

      ଥରେ ଭାବିଲାନି କାହିଁକି ବାପା ମାଙ୍କ କଥl l ଜଣେ ଵିଭାହିତା ମହିଳାଙ୍କୁ ନେଇ ପଳେଇବ ସେତେବେଳେ ଏ କଥା ମନେ ପଡିଲାନି ଘରେ ମୋର ବାପା ଅଛନ୍ତି ବୋଲି l ସେ ଝିଅ ହେଉକି ପୁଅ ବୃଦ୍ଧାବସ୍ଥା ରେ ଟିକିଏ ସାହାରା ଦରକାର l ପିଲାଙ୍କୁ ଶିକ୍ଷା ସହିତ ସଂସ୍କାର ଶିଖାନ୍ତୁ ନହେଲେ ଭବିଷ୍ୟତରେ ଏମିତିକା ଦୁଃଖ ମିଳିବ l କ୍ଷମା କରିବେ 🙏🙏🙏

  • @debendrakumarrout2300
    @debendrakumarrout2300 ปีที่แล้ว +1

    ଶାଶୂ ଶଶୁରଙ୍କ ସେବା ଯାହା କରିବ ଏ ଝିଅ ଜଣା ଯାଉଛି।

  • @luckycreation8572
    @luckycreation8572 ปีที่แล้ว +30

    ଝିଅ ଯାହା କହିବ ଠିକ ବାଃ ବାଃ ରେ ଭଲ ନ୍ୟାୟ 🤣🤣🤣🤣

    • @iswarchandraswain8462
      @iswarchandraswain8462 ปีที่แล้ว

      bass

    • @Boudh.Toka_Dillip
      @Boudh.Toka_Dillip ปีที่แล้ว

      Bala niya eita bhul ku support dia haichi

    • @TapasBabuChannel
      @TapasBabuChannel 8 หลายเดือนก่อน +2

      ଏ ବେଶ୍ୟା ଝିଅ ଏମିତି ଚାକିରି ନା ରେ 100 ଘଇତା କରିବ।

    • @MrJituVlogs143
      @MrJituVlogs143 7 หลายเดือนก่อน

      ​@@TapasBabuChannelRight 👍👍

    • @jaysanatan6012
      @jaysanatan6012 3 หลายเดือนก่อน +1

      Ei sabha nyay thik kalani

  • @ascreationsclub6908
    @ascreationsclub6908 ปีที่แล้ว +12

    ସବୁ ସେଇ କଣା ପାଗଳ 🤣

  • @singhsss
    @singhsss ปีที่แล้ว +4

    ଜୟ ଜଗନ୍ନାଥ 🙏🙏🙏

  • @Mahatamagandhiofficial
    @Mahatamagandhiofficial ปีที่แล้ว +4

    Bapa ku jou kasta deichhu ...jhia tu kebe khushire rahibuni 👍

  • @pramilabehera5687
    @pramilabehera5687 ปีที่แล้ว +1

    Bbsr re kau job miluchi+2 pai mate tike kehin kahibe ki mu post graduation karichi mu bi jibi job kariba pai 🤣

  • @mrbapun3272
    @mrbapun3272 ปีที่แล้ว +8

    Jaha heichi...taku bhuli jaantu..new life start Karantu 🙏 jay Jagannath 🙏

  • @manojpatra1250
    @manojpatra1250 ปีที่แล้ว +10

    ବେଶିଆଟା

  • @pusparanijena7745
    @pusparanijena7745 ปีที่แล้ว +2

    Amiti sasu sasura samasta nku milu......🙏🙏🙏🙏

  • @sam-mc8wy
    @sam-mc8wy ปีที่แล้ว +2

    Pua ra maa Bapa bahut bhala😍

  • @sagarswain6184
    @sagarswain6184 ปีที่แล้ว +25

    ଏ ଝିଅ ର ବଡ ବାପା ଯାହା କହୁଛନ୍ତି ଠିକ କହିଲେନି ଆଉ ଏମିତି ବୋହୂ ଯଦି job କରିବ ବୁଢା ବାପା ମା କଣ ଏମିତି କଷ୍ଟ ପାଇବେ ଆଉ ଏ ପିଲା ର ବି ଝିଅ ଉପରେ ଭରଷା ନାହିଁ ଆଉ ଏ ଝିଅ କୁ ଦେଖିଲା ପରେ ବି ମୋର ଭରଷା ପାଉନି ଆଗକୁ ଏ ଝିଅ କିଛି ବି କରିପାରେ ଭାଇ ମାନେ ଏଥିରୁ କିଛି ଶିଖ ଭାଉଜ ପ୍ରେମ ମିଠା କି ଖଟା

    • @rjsoy4432
      @rjsoy4432 ปีที่แล้ว +1

      ମୋ ଭାବନା ଟେ ସ୍ବର୍ଣ୍ଣ ଆଖ୍ୟର୍ ବ୍ୟାଖ୍ୟା କରିଦେଲ ଭାଇ

    • @premanandasamal3038
      @premanandasamal3038 ปีที่แล้ว +3

      ଚାକିରି କରିବାରେ କଣ ଭୁଲ ପୁଅ ମାନେ ଚାକିରି କରିପାରିବେ ତ ଝିଅ ମାନେ କଣ ପାଇଁ କରିବେନି

    • @sagarswain6184
      @sagarswain6184 ปีที่แล้ว +1

      @@premanandasamal3038 ଭାଈ ଝିଅ କଲେ ଚଳିବ ଇଏ ପରା ଗୋଟେ ଘରର ବୋହୂ ତା ସ୍ୱାମୀ ଶାଶୁ ଶଶୁର ନ ଚାହିଁଲେ କେମିତି କରିବ ତାଙ୍କର ବି ଗୋଟେ ଇଜତ ଅଛି ଆଉ ଗୋଟେ କଥା ଭାଈ ଆଜି କାଲି ଦୁନିଆ ଯାହା ହେଲାଣି କାହାକୁ ବାହାର କୁ ଛାଡ଼ିବା ଟା ବି ଡ଼ର

    • @premanandasamal3038
      @premanandasamal3038 ปีที่แล้ว +2

      @@sagarswain6184 ଆପଣ ଙ୍କ କଥା ରେ ମୋ ଏକ ମତ ହେଲେ ବୋହୂ ବି ଆଜିକାଲି ଚାକିରି କଲେଣି ନିଜ ଭାବିଶ୍ୱା ଦେଖିବା ଦରକାର ମୋ କହୁନି ଶାଶୁ ଶଶୁର ଙ୍କୁ ଅଣଦେଖା କରିବ ପାଇଁ ସ୍ବାମୀ ଉପରେ। ପଇସା ମାଗିବା ଅପେକ୍ଷା ନିଜେ ନିଜର independ ନ ହୁଅ

    • @sagarswain6184
      @sagarswain6184 ปีที่แล้ว +1

      @@premanandasamal3038 ଭାଈ ସ୍ୱାମୀ ଯଦି ନ ପୋଷି ପାରିବ କହିବ ଯଦି job କରିବାକୁ ଠିକ ଅଛି ତା ପରେ ସ୍ତ୍ରୀ ପଇସା ରେ ଚଳିବା ଟା ଠିକ ନୁହଁ ସ୍ତ୍ରୀ ଆଉ କେବେ ସ୍ୱାମୀ କୁ ମାନିବନି ଭାଈ ଆଗକୁ

  • @tusharranjannayak6306
    @tusharranjannayak6306 ปีที่แล้ว +3

    ସମ୍ପୂର୍ଣ୍ଣ ଭୁଲ ସମାଧାନ ହେଉଛି.
    ଏବେ ଝିଅ ତା ଘରେ ରହିବା.ବାହାଘର ପରେ ଝିଅ ତା ଶାଶୁ ଘରେ ରହିବ.ବାହାଘର ପରେ ପୁଅ ବାହରର କାମ କରିବାକୁ ଯିବା.ତା ପରେ ଯେବେ ସୁବିଧା ହେବ ସେ ଭୁବନେଶ୍ୱର ରେ ଘର କରିବ. ନ ହେଲେ ପୁନି ସେ ଝିଅ ଆଉ କାହା ସହ ପଳେଇବ.

    • @sukantasahu1759
      @sukantasahu1759 ปีที่แล้ว

      ବାଳ ସମାଧାନ ,ଚଢ଼ା madam ଝିଆସପୋଟ ରେ କହୁଛନ୍ତି

  • @KrupaPadhan-ks6pm
    @KrupaPadhan-ks6pm 10 หลายเดือนก่อน +1

    ଏଇଟା ବହୁତ ଖରାପ ଡିସିଜନ ଯଦି ଏ ଝିଅ ଚାକିରି କରେ ଲେଖିରଖ ଓଟିଭି ଚେନାଲ ବାଲେ ପୁଣି କେଉଁ ପୁଅ ସାଥିରେ ପଲେଇବ

  • @lilimahakud5114
    @lilimahakud5114 ปีที่แล้ว +2

    ଝିଅ ଯଦି ଭଲ ପାଉଛି ନିଜେ ସବୁ paristiti re adjust Kariba ଉଚିତ୍

  • @mamaliparida1269
    @mamaliparida1269 ปีที่แล้ว +8

    It is a not right decision... Very painful for Father n mother.

  • @itishreekumardas8510
    @itishreekumardas8510 ปีที่แล้ว +6

    Emiti sabitri ku 🙏🙏

  • @user-th1er2tj2b
    @user-th1er2tj2b 7 หลายเดือนก่อน

    Dhanya hai tama program samaste jadi baha hai bapa maa ku chhadi jibe------------------------------.kan bapa maa ka bhabiswata nahin.

  • @abcdalokkumar2952
    @abcdalokkumar2952 ปีที่แล้ว +4

    Sukanta sir you are greate all problem solve And joint the heart

  • @krishnaranisahoo4001
    @krishnaranisahoo4001 ปีที่แล้ว +5

    Aji a mancha gote niriha bapa maa ku danda deichhi. Pua jhia ta bualare rahibe hele bapa maa katha tike bhabantu....? Baha na hei pua ta ghare kakhibata jadi bhul tahele jhia janaku chhadi aou janaka pakhare rahiba ta kna thik...

  • @nibeditapradhan-do2ey
    @nibeditapradhan-do2ey ปีที่แล้ว +12

    Miss you mihir sir 🙏🙏

  • @gelupallai720
    @gelupallai720 ปีที่แล้ว +3

    Miss u ମିହିର୍ ଦାସ sir

  • @paridasanthosh7213
    @paridasanthosh7213 ปีที่แล้ว +2

    God bless you

  • @sadhudas2758
    @sadhudas2758 ปีที่แล้ว +8

    Wrong decision.
    After marriage the wish of husband and his parents will prevail ,
    Not of wife as per law

  • @dipakkumarpradhan266
    @dipakkumarpradhan266 10 หลายเดือนก่อน +4

    ଝିଅ କୁ ବେଶ୍ୟା ପଡ଼ା ପଠାଇ ଦିଆ ଯାଉ😅😅

  • @_iambhabesh.p_
    @_iambhabesh.p_ ปีที่แล้ว +40

    Pure heart sudarshan's father

  • @momolove4749
    @momolove4749 ปีที่แล้ว +5

    ତାମାନେ ଆଶାର ଆଲୋକ ଚାହୁଁ ଛନ୍ତି ମା ବାପା ପୁଅ ଜନ୍ମ କରି ମଣିଷ କଲା ପରେ ବିନା ପରିଶ୍ରମରେ ବହୁ ସମ୍ପୁର୍ଣ୍ଣ ପୁଅ ନେଇ ମଜାରେ ରହିବ ମା ବାପା ବୃଦ୍ଧା ଶ୍ରମ ରେ କିମ୍ବା ଭିକ ମାଗି ଘରେ ଏକୁଟିଆ ପଡି ରହି ମରିବେ ଏଇଆ ଆଶାର ଆଲୋକ ସମାଜ କୁ ଶିକ୍ଷା ଆଇନ କାନୁନ ଦଉ ଛନ୍ତି।ଧୀକ ତୁମ ଆଶାର ଆଲୋକ କାର୍ଯ୍ୟ କର୍ମ କୁ ପରିବାର କୁ ଭାଂଗି ଚୁରମାର କରି ସମାଜ କୁ କଳୁଷିତ କରଛ।ତୁମ ମାନଙ୍କୁ ଧର୍ମ ସହିବ ନାହିଁ ଇଏ ହିନ୍ଦୁ ମାନଙ୍କ ସମ୍ପୁର୍ଣ୍ଣ ବିନାଶ ର ଯୋଜନା

    • @sujatasamal2704
      @sujatasamal2704 ปีที่แล้ว

      Right

    • @mitrabhanupatra8827
      @mitrabhanupatra8827 ปีที่แล้ว

      Right

    • @Kabaddilover872
      @Kabaddilover872 11 หลายเดือนก่อน

      Semane kichhi jani nahanti

    • @anjananayak747
      @anjananayak747 10 หลายเดือนก่อน

      ସେମିତି ଝିଅ କୁ ଆଣିବ ଯିଏ ତମ ବାପା ମା ପାଖରେ ରହିବ!ନିଜ ଷ୍ଟାଣ୍ଡାର୍ଡ ରେ ବାହା ହେବ, କି ପ୍ରେମ କରିବା ଉଚିତ !

    • @anjananayak747
      @anjananayak747 10 หลายเดือนก่อน

      ଧନ ଲୋଭ ରେ ନିଜର ଠାରୁ ବଡ଼ ଘରେ ପୁଅକୁ ବାହା କଲେ, ଶେଷରେ ଏମିତି ହେବ

  • @satyabratadas3635
    @satyabratadas3635 ปีที่แล้ว +8

    Miss you mihir sir.

  • @dibyanjayanayak8202
    @dibyanjayanayak8202 ปีที่แล้ว +3

    ଏ ଶଳା ମୋବାଇଲ ପାଇଁ ସବୁ ନାଟ ଲାଗିଛି

  • @kemitikaribeedit7733
    @kemitikaribeedit7733 ปีที่แล้ว +6

    Teki dela pua ko kahila handsome boli😀

  • @bkmanoj6057
    @bkmanoj6057 ปีที่แล้ว

    Dhanya tu jhia