Jibana Do Chhakire Ashara Alok Ep 285| 25 SEPT 2021|ଶାଶୁ-ବୋହୂ ତୁ ତୁ ମେ ମେ...

แชร์
ฝัง
  • เผยแพร่เมื่อ 16 ต.ค. 2024
  • This show is the most challenging show as it focuses on resolving real life issues of the people. It looks into family complications, misunderstanding among groups of people and also few controversial issues faced by the public. Famous Odia movie Actor Mihir Das anchors the show and makes sure to get justice to the people involved and resolve real life issues.
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: khabar.odishat...
    Android App: bit.ly/OTVAndr...
    iOS App: bit.ly/OTViOSApp
    TH-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #Jibana Do Chhakire Ashara Alok Ep 285#OdishaTV #OTV

ความคิดเห็น • 670

  • @payalmusic355
    @payalmusic355 3 ปีที่แล้ว +136

    କିଛି ଲୋକ ମିହିର ଦାସ୍ ଙ୍କୁ ରାଗୁ ଥିବେ ଏଣୁ ତେଣୁ ପ୍ରଶ୍ନ ପଚାରୁଛନ୍ତି ବୋଲି କେମିତି ପ୍ରେମ ହେଲା ପ୍ରେମ କୋଉଁଠି ହେଲା କିଏ କାହାକୁ ପ୍ରପୋଜ କଲା ଏଇ ସବୁ ପ୍ରଶ୍ନ ପାଇଁ ମିହିର ବାବୁଙ୍କୁ ଖରାପ ଭାବୁ ଥିବେ ସମସ୍ତେ ଜାଣିରଖି ବା ପାଇଁ ମିହିର ବାବୁ ଏଇ ଭଳି ପ୍ରଶ୍ନ କରନ୍ତି ସମାଜରେ ପ୍ରେମ କର କିନ୍ତୁ ବୁଝି ବିଚାର କରି ଭଲ ପାଅ ବୋଲି ସଚେତନ କରାଇବା ପାଇଁ ଏମିତି ପ୍ରଶ୍ନ କରନ୍ତି ଯାହା ମୁ ବୁଝିଛି ମିହିର ବାବୁଙ୍କୁ କୋଟି କୋଟି ପ୍ରଣାମ 🙏

  • @romanticboyprakash3259
    @romanticboyprakash3259 3 ปีที่แล้ว +99

    ପୁଅ ର ମା ହେଉଛି ସବୁଠାରୁ ଖରାପ ମହିଳା. ପୁଅ ଯଦି ତାର ମା କୁ ଉଚିତ ଶିକ୍ଷା ଦେବେ ତାହାଲେ ତାଙ୍କ ସୁଖ ସଂସାର ଠିକ ରେ ଚାଲିବ. ମୋ ଅନୁଭୂତି ରୁ ଲାଗୁଛି ସେ ଝିଅ ବହୁତ ଭଲ. ଜୟ ଜଗନ୍ନାଥ

  • @meenakshikar6351
    @meenakshikar6351 3 ปีที่แล้ว +52

    ପୁଅର ମା ପାଇଁ ସବୁ ଅସୁବିଧା।ଜୟ ଜଗନ୍ନାଥ

  • @tapanparida7229
    @tapanparida7229 3 ปีที่แล้ว +71

    ସେ ପୁଅଟି ଯେମିତି ହେଉଛି ଜଣା ପଡୁଛି ମା କ୍ଷୀର ଛାଡ଼ି ନାହିଁ ଯେଉଁ ଦିନ କ୍ଷୀର ଛାଡ଼ି ଦେବ ସେହି ଦିନ ସମାଧାନ ହୋଇଯିବ ।

  • @prangyasamarendra443
    @prangyasamarendra443 3 ปีที่แล้ว +30

    ଜଗତ ଜୀବନ Sir ଠିକ୍ କଥା କହିଲେ ପୁଅ ର ମା ଭଲ ନୁହେଁ

  • @avipsatripathy3043
    @avipsatripathy3043 3 ปีที่แล้ว +15

    ସବୁ ଘରେ ପୁଅର ମା ଘର ଭାଙ୍ଗି ବାକୁ ଆଗୁଆ, ସେଇ ମାନଙ୍କ ପାଇଁ ଦାମ୍ପତ୍ୟ ଜୀବନ ଭାଙ୍ଗେ, 🙏

    • @rajalaxmitripathy1049
      @rajalaxmitripathy1049 3 ปีที่แล้ว +1

      Thik kahicha pua kichhi kahile maa sange sange baha heiki badali gala pua agaru emiti nathila bala sabu mahanadi re kuda mariki marigale kali juga sesa bhala manisa heiki duniyaku asibe den

    • @Tapan000
      @Tapan000 3 ปีที่แล้ว +2

      Avipsa@ sabu jagare nuha... Kichhi kichhi jaga re

    • @Aster-mv3ww
      @Aster-mv3ww 3 ปีที่แล้ว +1

      ତାହା ହେଲେ, ଆପଣଙ୍କ ଭାଇ ଭାଉଜଙ୍କ ଦାମ୍ପତ୍ୟ ଜୀବନ ⚔️⚔️⚔️⚔️😢। ଆପଣଙ୍କ ମାଆ ବି 🏠 ⚔️⚔️⚔️.. ।🙏

    • @rajalaxmitripathy1049
      @rajalaxmitripathy1049 3 ปีที่แล้ว

      Kaha bhai ki bhuja katha kuha hauni bdw aeita reality hauchi jaha sei episode kahuchi aau mo pakhaku asile mu kahibi se avipsa na ki mora kichhi lagibe den mo life ku asile I am a working lady so mo life bindas achhi don't worry try to focus your life and yes give comments in this episode to otv not to me ok understood chhe.

    • @Aster-mv3ww
      @Aster-mv3ww 3 ปีที่แล้ว

      Mantavya Rakhiba Purbaru Janni Rakhiba Darkar, Sabu Ghare Puara Maa Mane Ghara Bhangibaku Chahanti Nahin. Jeun Mane Emiti Mantavya Deuchhanti Semane Chinta Kariba Darkar, Semanankar Maabi Achhanti Aau Semane Bhavishya re Putra Manankar Maa Hebe. Tamane Semane Bi Ghara Bhangibare Aagua Hebe......
      Episodeku nei mantavya Rakha.
      Sabu Maa Mananku Neikari Nuhan.....

  • @Dhirenmishra6476
    @Dhirenmishra6476 3 ปีที่แล้ว +19

    ପୁଅର ମା ତାଙ୍କ ସଂସାର ଟାକୁ ଭାଙ୍ଗିଦେଲା. ଆଉ ପୁଅ ବି ସେମିତି ମା କଥାରେ ଚାଲିଛି ଭଲ ଖରାପ କିଛି ଦେଖୁନି ଝିଅ ଟା ଆଉ କେତେ ସହିବ ସବୁ ପୁଅର ମା ର ଦୋଶ

  • @monalisapadhihari9263
    @monalisapadhihari9263 3 ปีที่แล้ว +2

    ମୋ ଭାଇ ରେ ମା ଙ୍କ କଥା ମାନ ଠିକ୍ ଅଛି ହେଲେ ଯାହାକୁ ଭଲ ପାଇବା ଦେଇକି ଆଣିଥିଲ ତା ମନ ରେ କଣ କଷ୍ଟ ଅଛି ବୁଝିବାକୁ ବି ଚେଷ୍ଟା କର ଜୀବନ ସାରା ତୁମ ସହିତ ତୁମ ସ୍ତ୍ରୀ ରହିବ ତୁମ ଭଲ ମନ୍ଦ ବୁଝିବ । ଏ ଜୀବନ ଆଜି ଅଛି କାଲି ହୁଏତ ନଥିବ । ଜୀବନକୁ ବୁଝ ଆଉ ଭଲ ରେ ରହିବାକୁ ଚେଷ୍ଟା କର ଆଉ ଗୋଟେ କଥା ତୁମ ମା ଖୁସି ଥିଲା ପରି ଲଗୁନାହାନ୍ତି ତାଙ୍କୁ ବି ବୁଝା ଟିକେ ଯିଏ ଆସିଛି ଘରକୁ ଝିଅ ହେଇ ତାଙ୍କୁ ନିଜ ଝିଅ ପରି ଭଲ ପାଇବା ଦିଅନ୍ତୁ ଆଉ ଦେଖିବ ସିଏବି ନିଜ ମା ପରି ଭାବିବେ ନିହାତି।।। ସବୁ ମା ମାନଙ୍କୁ ମୋର ନିବେଦନ ଆଉ ବୋହୂ ମାନଙ୍କୁ ବି ଏମିତି କିଛି କରନ୍ତୁ ନି ଯାହା ପାଇଁ ନିଜ ସଂସାର ଭାଙ୍ଗିଯିବ । ବାବା ସମସ୍ତଙ୍କୁ ଭଲ ରେ ରଖନ୍ତୁ🙏🏻

  • @policelifestyle789
    @policelifestyle789 3 ปีที่แล้ว +32

    ପୁଅ ର ମା ର ମୁହଁ କୁ ଦେଖିଲେ ଜଣା ପଡ଼ୁଛି। ପୁରା।।।। ଖଳ ନାୟିକା ହେଇଥିବା।।। ଭାଈ ଏ ଭଳି ଶାଶୁ କୋଉ ଝିଅକୁ ନ ମିଳୁ......... ବାପ୍ ରେ ବାପ୍......…..🙏🏽🙏🏽🙏🏽🙏🏽

  • @kishore12352
    @kishore12352 3 ปีที่แล้ว +70

    ପୁଅ ର ମାଆ ବହୁତ୍ ବଡ଼ ଖେଳାଳି ଚେହେରା ଜଣା ପଡୁଛି .... ପୁଅ ଯଦି ମଣିଷ ହେବ ସୁଖ ରେ ସଂସାର ଚାଲିବ

  • @CreaterDivaofc
    @CreaterDivaofc 3 ปีที่แล้ว +86

    ଏଇ ପୁଅର ମା କୋଉ ବି ବୋହୂକୁ ଚଳେଇ ପାରିବେ ନାହିଁ।ବୋହୂକୁ ନିଜ ଝିଅ ଭାବିଲେ ସାବୁନ୍ ତେଲର ହିସାବ ରଖୁ ନଥାନ୍ତେ।ନିଜ ପୁଅର ଜୀବନ ନଷ୍ଟ କରୁଛନ୍ତି। ଶାଶୂ ମାନେ ଯଦି ଝିଅ ପରି ବୋହୂକୁ ଚଳେଇ ଦିଅନ୍ତେ କାହା ଘର ଭାଙ୍ଗିବ ନାହିଁ।

  • @babulukumar7276
    @babulukumar7276 3 ปีที่แล้ว +11

    ପୁଅର ମା ଡାହାଣୀ ପରି ଲାଗୁଛି ଇ ଏ କଣ ବହୁକୁ ସମ୍ଭାଳି ଵ ,, ଛି ଛି

  • @thirdeye9492
    @thirdeye9492 3 ปีที่แล้ว +32

    ବାପା ମା ମାନେ ପିଲାମାନଙ୍କ ଜୀବନ ପ୍ରତି ସଚେତନ ହେବା ଉଚିତ, ନିଜ ଅହଂକାର ପାଇଁ ଗୋଟିଏ ସୁନାର ସଂସାର ନଷ୍ଟ କରିଦେବା ଅନୁଚିତ.. ଜୀବନରେ ପଇସା ସବୁକିଛି ନୁହେଁ.. ଅନ୍ତତଃ ଏତିକି ବୁଝିଲେ ପୂର୍ବ ଶୁଖ ଶାନ୍ତି ପୁଣି ଫେରିଆସିବ, ସମସ୍ତେ ଶାନ୍ତିରେ ରହିବେ.....

  • @alekhkumarpanda6040
    @alekhkumarpanda6040 3 ปีที่แล้ว +30

    ମହିର ସାରେ ଆପଣ ଠିକ କହିଛନ୍ତି ଇଏ ପୃଥିବୀର ପଥମ ଶାଶୁ। 🙏🙏

  • @sitakantamishra47
    @sitakantamishra47 3 ปีที่แล้ว +74

    ଝିଅ ମା ଟି ବହୁତ ଭଲ ।।

  • @payalmusic355
    @payalmusic355 3 ปีที่แล้ว +11

    ଏ ଝିଅ ଆଉ ପୁଅର ପ୍ରେମ କେଉଁ ଭଳି ପ୍ରେମ ହୋଇ ଥିଲା ଭଲ ଭାବରେ ଏପିସୋଡର ଦେଖନ୍ତୁ ଜାଣି ପାରିବେ କେତେ ଦିନର ପ୍ରେମ ,, ସବୁ ପୁଅଙ୍କର ଗୋଟେ ଖରାପ ଅଭ୍ୟାସ ଝିଅ ପଟେଇ କି ସାଙ୍ଗ ମାନଙ୍କ ଆଗରେ ବାହାଦୁରି ମାରନ୍ତି ନିଜକୁ ଦେଖେଇ ହୁଅନ୍ତି , ଝିଅ ମାନେ ବୁଝି ବିଚାର କରି ପ୍ରେମ କର ,

  • @sasmitapandarubina4076
    @sasmitapandarubina4076 2 ปีที่แล้ว +19

    ପୁଅର ମା ବହୁତ ଭୟଙ୍କର ଲାଗୁଛନ୍ତି । 🥴

  • @JagannathDash-qh7ih
    @JagannathDash-qh7ih 26 วันที่ผ่านมา

    God bless you!

  • @mkbr1701
    @mkbr1701 2 ปีที่แล้ว +1

    ଧନ୍ୟବାଦ ବହୁତ ଭଲ ଲାଗିଲା

  • @sibakumarbehera6619
    @sibakumarbehera6619 3 ปีที่แล้ว +20

    ଭାଇ ଭଲ ସାଥିଟେ ପାଇଛ । କାହା କଥା ରେ ନଚାଲି ନିଜ ବୁଦ୍ଧି ରେ ଚଳ । ବହୁତ ଭଲରେ ରହିବ ।

  • @rabindraojha5260
    @rabindraojha5260 3 ปีที่แล้ว +6

    Thanks to asara alok

  • @ashoksetha4811
    @ashoksetha4811 3 ปีที่แล้ว +11

    Mihir sir bahutu bhala Taku Koti Koti pranam

  • @payalmusic355
    @payalmusic355 3 ปีที่แล้ว +3

    ଭଲ ପାଇବା ସେତେ ବେଳେ ମଜବୁତ୍ ହୋଇ ଥାଏ ଯେତେବେଳେ ଦୁହେଁ ଦୁହିଁଙ୍କ ବିଷୟରେ ସମ୍ପୂର୍ଣ୍ଣ ଜାଣି ଥିବେ ବୁଝିଥିବେ ସମୟ କାଟିଥିବେ ସାଙ୍ଗ ହିସାବରେ ଦୁହେଁ ଦୁହିଁଙ୍କୁ ବୁଝିବେ ଦୁହେଁ ଦୁହିଁଙ୍କ ପରିବାର ବିଷୟରେ ଜାଣିବେ ତା ପରେ ସମ୍ପର୍କ କୁ ପ୍ରେମ ର ରୂପ ଦେଇ ଗଢ଼ିବେ ତାହାଲେ ପ୍ରେମ ସଫଳ ହେବ ସୁଖରେ ସଂସାର କରିବେ ସମାଜର ମଙ୍ଗଳ ହେବ

  • @antrjamiswain488
    @antrjamiswain488 3 ปีที่แล้ว +5

    ପ୍ରତ୍ୟେକ ଘର ର ପୁଅ ନିଯ ବାପା ଓ ମା'ଙ୍କ ପାଖରେ ରହିବା ପାଇଁ ଠିକ୍ ଭାବନ୍ତି ହେଲେ ବହୁତ ଝିଅ ଏ‌ହା ଠିକ୍ ଭାବନ୍ତିନି ସେ ମାନେ ଭାବନ୍ତି ଠିକ୍ ରେ ତାଙ୍କର ବାପ ଘରକୁଯିବେ ଓବାପଘର କଥା ବୁଝିବା ପାଇଁ ଏପଟେ ଶାଶୁ ଘର ନଚାଲୁ ଏବଂ ଅଲଗା ହୋଇ ଭଡ଼ାରେ ରହି ରୋମାଣ୍ଟିକ କରିବାକୁ ଇଛା ସେଥିପାଇଁ ପୁଅର ଭୁଲ୍ ହୂଏ ଏଠି ଶବୁ ଝିଅ ପଟିଆ

    • @rajalaxmitripathy1049
      @rajalaxmitripathy1049 3 ปีที่แล้ว

      Ha ha ki katha kahile mana ku paigala bhabuchi bhagabana tm ku gote jhia ra bapa karithantu. Kn bhabuchanti episode ku bhala ki dekhantu pua ra maa tiki Nikki sabu katha dharuchi sethi aee jhia kayedi heiki rahithiba sabu jhia chahanti free re rahibaku ta mane nuhe ki alaga rahiki romance karibe socha change kara. Ghara ku ghara bhaliya rakha kukura para tiara prani te adara paiki malika pachhe pachhe hauchi manisa heiki manisa ku ete raga kahniki je. Jhia ra bapa hele janiba aau jebe jhia sasu ghara ku jiba janjpariba. Gote nari nari satru aau pua mane Bali padijauchanti.

    • @rabipradhan4354
      @rabipradhan4354 3 ปีที่แล้ว

      Right

  • @ଦୈତାରୀ_ଦାସ_ବାଲେଶ୍ୱର_ସୋର

    ପୁର ର ମାଆ ମହା ନାଗୁଣୀ କାଳୀ ଯିବି

  • @haripriyahp9246
    @haripriyahp9246 3 ปีที่แล้ว +11

    Mu favourite Show 👌👌👌

  • @namitakhuntia8220
    @namitakhuntia8220 3 ปีที่แล้ว +6

    Bohuku jhia pari dekha sabu khusi re rahiba

  • @sujatamoharana7390
    @sujatamoharana7390 3 ปีที่แล้ว +2

    ଝିଅଟି ଵହୁତ ଭଲ କିନ୍ତୁ ଶାଶୁ ଵହୁତ ଖରାପ

  • @BikashDas-xg1ye
    @BikashDas-xg1ye 3 ปีที่แล้ว +7

    ଏ ସବୁ ଘଟଣା ଶୁଣି ସାରିବା ପରେ ଯାହା ଜଣା ପଡିଲା ଏ ଉଭୟ ଙ୍କ ଝଗଡା ବଢିବାର କାରଣ ଶାଶୂ ଏବଂ ଝିଅର ମା... ତେଣୁ ମୋର ଉଭୟଙ୍କୁ ମୋର ଅନୁରୋଧ ସେମାନଙ୍କ କଥାରେ ମୁଣ୍ଡ ନ ପୂରାନ୍ତୁ।

    • @brundabanmanda5
      @brundabanmanda5 2 ปีที่แล้ว

      Only pua ra maa vary denjor

    • @rasmitapradhan9717
      @rasmitapradhan9717 10 หลายเดือนก่อน

      ସବୁ ଶାଶୁ ଘରେ ସ୍ଵାମୀ ସ୍ତ୍ରୀ ଝଗଡ଼ା ଲାଗିଲେ ପୁଅ ର ମା ମୁଣ୍ଡ ନ୍ ପୂରେଇ ଲେ ଖାଇବା ତାର ହଜମ ହବନି

  • @akhtaralikhan2968
    @akhtaralikhan2968 3 ปีที่แล้ว +5

    First viewer.... 😀😀

  • @alltimefunny9272
    @alltimefunny9272 3 ปีที่แล้ว +30

    ଏ ବୁଢୀ ମାନଙ୍କୁ ଆଉ ଥରେ ଥରେ ବାହା କରିଦିଅ

  • @ratiranjanbehera8132
    @ratiranjanbehera8132 3 ปีที่แล้ว +10

    Gopa bhandhu sir nku dakantu tanka katha bhari bhala lage, se personally bhari bhala sir.

  • @digambarjena2117
    @digambarjena2117 3 ปีที่แล้ว +4

    Pua ra Bou chaun nahi mo pua kushire rahu boly.
    The great Ashar Alok.
    I m salute you always

  • @surathachandrajena9514
    @surathachandrajena9514 10 หลายเดือนก่อน

    ମହିମା ଅଲେଖ ନିରଞ୍ଜନ ।
    ମୁଁ ତୁମବିନା ରହିପାରିବିନି-ବଞ୍ଚି ପାରିବିନି"ଏସବୁ କହିବା ସହଜ ।ମାତ୍ର
    କାର୍ଯ୍ୟରେ ପରିଣତ କରିବା ସେତିକି
    ସହଜ ହୁଏ ନାହିଁ । ଅନୁମିତ।
    ମାଆ ମାନେ ନିଜର ଅସଂଭାଳ ରେ ଅଡ଼ି
    ରହିଲେ ପୁଅ ବୋହୁ ଙ୍କର ସୁଖର ସଂସାର
    ଆଗେଇବା ସମ୍ଭବ ନୁହେଁ । ପ୍ରମାଣିତ।
    ଶିକ୍ଷା ର ଅଭାବ ଅଛି । ତ୍ୟାଗ ନାହିଁ ।
    ତେଣୁ ଏପରି ଅବସ୍ଥା ।

  • @Sahubimalprasad
    @Sahubimalprasad 3 ปีที่แล้ว +7

    ପୁଅ ର ମା ର ସବୁ ଦୋଷ ଜଣା ପଡୁଛି ଏ ପୁଅ ତୋର ତୋର ଭଲ ପାଇବା ପ୍ରତି ଭରସା ଅଛି ତାହାଲେ ତୋର ସ୍ତ୍ରୀ କୁ ତୋ ପାକରେ ରଖ...

    • @mitabehera6018
      @mitabehera6018 3 ปีที่แล้ว

      Gote gote sasu mane achanti nija pua bohu nka khushi sahi paratini

  • @bibhumusictv691
    @bibhumusictv691 3 ปีที่แล้ว +16

    କ'ଣ କରିବି
    ପ୍ରେମ ଆଉ ପ୍ରେମ
    ପ୍ରେମ ନିଆଁ ଦୁନିଆ ସାରା ପାଲା

  • @rakshakarkunar215
    @rakshakarkunar215 3 ปีที่แล้ว +2

    ବହୁତ ସୁନ୍ଦର ମାର୍ମିକ । ଅତି ଧୈର୍ଯ୍ୟ ର ସହିତ ସମସ୍ତେ ଏକାଠି କରି ବାକୁ ଚେଷ୍ଟିତ।

  • @rojapersonallife2101
    @rojapersonallife2101 2 ปีที่แล้ว +1

    ପୁଅ ର ମାଁ ହିଁ ଖରାପ 😁😁

    • @rojapersonallife2101
      @rojapersonallife2101 2 ปีที่แล้ว

      ପୁଅ ର ମାଁ ଉଦ‌ଣ୍ଡି ରାକ୍ଷସ୍👍

  • @gautamnayaknayak6986
    @gautamnayaknayak6986 6 หลายเดือนก่อน +1

    Jhia maa bahut bhala

  • @vegetable168
    @vegetable168 3 ปีที่แล้ว +8

    Sasu maa ra bht vala knowledge ....ki memory ....Sabu date mane rakhuchi ....

    • @RK-xe4qq
      @RK-xe4qq 3 ปีที่แล้ว

      😄😄😄ଆକାଉଟାଣ୍ଟ ଶାଶୁ 😜😜😜

  • @RK-xe4qq
    @RK-xe4qq 3 ปีที่แล้ว +6

    ଝିଅ family good, ଶିକ୍ଷିତ.

  • @mdsamimnau4877
    @mdsamimnau4877 3 ปีที่แล้ว +8

    SASU KEBE BI MAA HEI PAARIBA NAHI.

    • @Rose-rl1qq
      @Rose-rl1qq 3 ปีที่แล้ว +2

      Exactly sasu jadi maa heijibe tahale maa jibe kuade bhagwan maa kaiki karichanti

  • @manojswain7849
    @manojswain7849 2 ปีที่แล้ว +1

    Thanku asara aloka kete sunara sansara jodi dauchhnti...

  • @princebijay2730
    @princebijay2730 3 ปีที่แล้ว +13

    ଦୁନିଆ ରେ ଏମିତି କଉ ଶାଶୁ ନାହିଁ ଯିଏ ବୋହୂ ର ସାବୁନ୍ ଟିକିଲି ସବୁ ଗଣି କି ମନେ ରଖୁଛି. ଦିକ୍ ସେ ମା ପଣିଆ.
    ନିଜର ଯଦି ଝିଅ ଥାନ୍ତା ତାହେଲେ ବୁଝି ପାରି ଥାନ୍ତା.

  • @dncreations...2755
    @dncreations...2755 3 ปีที่แล้ว +9

    ଦୁଇଦିନିଆ ପ୍ରେମ କରି ବାହା ହେଲେ ଏୟା ହୁଏ, ବାଳ ପ୍ରେମ କରିଥିଲ, ଟୋକା ଯୋନି ପାଗଳ 🤣🤣

  • @shrideeplabs5538
    @shrideeplabs5538 2 ปีที่แล้ว +1

    Mahir sir you are great

  • @Aru........9348
    @Aru........9348 10 หลายเดือนก่อน +1

    ପୁଅ ର ମାର ଟିକେ ଦୋଷ ଅଛି

  • @silusilu7825
    @silusilu7825 3 ปีที่แล้ว +2

    Background music mast..... Pura sauth movie

  • @kanhucharan9268
    @kanhucharan9268 3 ปีที่แล้ว +1

    ମୋର ମିହିର ସାର ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଯେ କୌଣସି ପାରିବାରିକ ସମସ୍ୟା କୁ ସମାଧାନ କରି ଲୋକଙ୍କ ପାଖରେ ପହଁଚାଉଛନ୍ତି 'ଏହା ଦେଖି ପ୍ରାୟତଃ ଲୋକ ଏମିତିକା ଭୁଲ କରିବେନି ,? ମୋର ଏତିକି ଅନୁରୋଧ ଓଡିଶା ବାସୀଙ୍କୁ ଏମିତି ଭୁଲ କରନ୍ତୁ ନାହିଁ :ଯଦି କିଛି ଭୁଲ କରୁଛନ୍ତି ତାହା ସମାଧାନ କରି ନିଅନ୍ତୁ 🙏🙏🙏🙏🙏🙏🙏🙏

  • @AbdulRehman-zm3hy
    @AbdulRehman-zm3hy 2 ปีที่แล้ว +1

    Maa pua pura agyana ...jihita bhut bhala

  • @jayjagannatha2008
    @jayjagannatha2008 3 ปีที่แล้ว +50

    I'm and my mother both are covid positive please pray to God for speed recovery 🙏🙏🙏 .Please help me .Please contribution. 🙏🙏

  • @RK-xe4qq
    @RK-xe4qq 3 ปีที่แล้ว +22

    Educated ଝିଅ, ଖରାପ ଘରେ ପଡିଗଲା ବିଚରା. Faith on Good.

  • @bibekbarik5818
    @bibekbarik5818 3 ปีที่แล้ว +12

    Wold ra best sasu sabun tikili ganiki rakhichanti 🙏🙏🙏🙏😀 😀😀😀

  • @basudevmahanta5833
    @basudevmahanta5833 3 ปีที่แล้ว +5

    First view

  • @mamatamajhi5276
    @mamatamajhi5276 3 ปีที่แล้ว +3

    Thanks Mihir sir

  • @pramodpanigrahi7619
    @pramodpanigrahi7619 3 ปีที่แล้ว +5

    love marrage mane bahut bhala paiba.samaste bhabanti love marrage kariba pai.pura hei pareni.tumara pura heichi .best jodi hei ruha.god bless you

  • @rupadharbag791
    @rupadharbag791 2 ปีที่แล้ว

    ସାର୍ ନମସ୍କାର

  • @friendshiprocks8673
    @friendshiprocks8673 2 ปีที่แล้ว +4

    20 khanda sabun, 25 ta tikili,, 7ta nadia tela 😄. Dhanya re sasu

  • @payalmusic355
    @payalmusic355 3 ปีที่แล้ว +2

    ଦେଖୁ ଦେଖୁ ପ୍ରେମ ହେଇ ଯାଏ ଯେଉଁମାନଙ୍କର , ସେଇ ପ୍ରେମୀ ମାନେ ମୂର୍ଖ ସେଇ ମାନେ ପ୍ରେମକୁ ବଦନାମ କରି ଥାନ୍ତି

    • @subhrajitsamaljajpur1536
      @subhrajitsamaljajpur1536 3 ปีที่แล้ว

      Ajikali Seita heuchi attraction love 😃😃

    • @payalmusic355
      @payalmusic355 3 ปีที่แล้ว

      ମୁଁ କରିଥିଲି ସେଇ ଭଳି ପ୍ରେମ ଏବେ କାନ୍ଦି କାନ୍ଦି ମରୁଚି ଭାଇ ମୋର ଦୁଇଟି ଝିଅ ସେମାନଙ୍କ ଭିବିଷ୍ୟତ ଦୁଃଖ ମୋ ପାଇଁ

    • @bidyadharbehera8297
      @bidyadharbehera8297 3 ปีที่แล้ว

      Right bro

  • @ulkabehera3375
    @ulkabehera3375 2 ปีที่แล้ว +2

    Mihir sir you are great🙏🙏

  • @babumishra2829
    @babumishra2829 3 ปีที่แล้ว +6

    Bhai marriage kara nahi a miti namo nio nahi
    Bachelor life jindabad

    • @sunilbarik2495
      @sunilbarik2495 3 ปีที่แล้ว

      Bujhuchhi kie bhaina bujhila belaku nedi guda kahuni ku bohijaithiba

  • @santoshkumarsahoo4325
    @santoshkumarsahoo4325 3 ปีที่แล้ว

    ଯେତେ ଦିନ୍ ଯାଏ ମଣିଷ ନିଜର ବାକ୍ ସଂଜମତା ରକ୍ଷା କରିନି, ଆଉ ଅନ୍ୟ ଠାରୁ ପାଇବା ର ଆଶା କୁ କମ୍ କରିନି ଏଇ ଭଳି ସମସ୍ତେ ହଇରାଣ ହଉଥିବେ, କାମନା ର ବିନାଶ ରେ ଦୁଃଖ ର ବିନାଶ,,! ଅନ୍ୟ କୁ ପରିବର୍ତନ କରିବା ବଦଳ ରେ ନିଜ କୁ ବଦଲେଇ ଲେ ସଂସାର ଟା ଅମୃତ ତୁଲ୍ଯ ଲାଗିବ, ନହେଲେ ପ୍ରତ୍ୟେକ ମୁହୂର୍ତ୍ତ ରେ ବଞ୍ଚି ଥାଉ ଥାଉ ମରଣ ସହ ସମାନ। ଜୀବନ ର କିଛି ଅନୁଭୂତି କି ପ୍ରକାଶିତ କାଲି

  • @shivapradhan6525
    @shivapradhan6525 3 ปีที่แล้ว +2

    I am first

  • @muralidharnaik5239
    @muralidharnaik5239 3 ปีที่แล้ว +1

    ସାଶୁ ଓ ଵୋହୁ ମିଶି ଗଲେ ଖୁସି ରେ ସଂସାର ଚାଲେ

  • @payalmusic355
    @payalmusic355 3 ปีที่แล้ว +2

    ଭଲ ପାଇବା ପୂର୍ବରୁ ସବୁ କିଛି ବୁଝି ବିଚାର କରି ,ଜାତକ ରାଶି ନକ୍ଷତ୍ର ଜ୍ୟୋତିଷ କୁ ଦେଖାଇ ବୁଝ ଦୁହେଁ ଦୁହିଁଙ୍କ ପରିବାର ବିଷୟରେ ବୁଝ ତା ପରେ ପ୍ରେମ କର , ନହେଲେ ମୋ ପରି ସାରା ଜୀବନ କାନ୍ଦି କାନ୍ଦି ମରିବ , ମୁଁ ବି ପ୍ରେମ କରି ବାହା ହୋଇ ଥିଲି ଦୁଇଟି ଝିଅ ମୋର ଆମେ ସ୍ଵମୀ ସ୍ତ୍ରୀ ଏବେ ଅଲଗା ହୋଇ ଯାଇଛୁ କେବେ ଏକାଠି ହେବା ସମ୍ଭବ ନୁହେଁ 😭😭😭😭😭😭😭😭😭😭😭😭

    • @ashokkumarsahoo9091
      @ashokkumarsahoo9091 3 ปีที่แล้ว

      Asara Alok ku asa

    • @Soumyacreation03
      @Soumyacreation03 2 ปีที่แล้ว

      bhai gote chota request,apanankara sabu bhul kahi madam ku request karantu ..dekhibe sabu thik hei jiba and hapi rahibe🙏🙏🙏bhul magile kehi Chhota hei jibeni

  • @dipakkumarsethi5536
    @dipakkumarsethi5536 3 ปีที่แล้ว +11

    I heartily respect to all the members of this programme for their beautiful work and constant efforts. As a big fan of this programme and as a regular audience, Now in your team, a lawyer . But I would like to request all Please you must invite very expert psychologists and physiatrist doctor. So that in your team two doctors and one lawyer will present. Doctors can exactly catch the problems and can understand deeply and may suggest permanent eradication and solution problem through their suitable therapies, counseling and medications. And the lawyer will make aware of rule regulations and consequences in our Constitution. You may also organise a counseling programme for the persons who are going for marriage through doctors and lawyer. So both the boy and girl will know their mental status, mental agility, living style and bad habits. So that they will know are they fit for each other or not. And they can also transform themselves to be a very good human being. As a result the programme Will be more meaning full, educational and inspirational episode for all viewers more than ever. Thank you so much

  • @antrjamiswain488
    @antrjamiswain488 3 ปีที่แล้ว +5

    ଦେଖନ୍ତୁ ଘରର ମା ମାନେ ଗାଡିଆନ ସେମାନେ କହିବେ ଏବଂ ଗାଇଡି କରିବେ

  • @brajabandhubehera2276
    @brajabandhubehera2276 2 ปีที่แล้ว +1

    ପୁଅ ମାଆର ମୁହଁ ଦେଖି ଲାଗୁଛି ଯେ ସେ ନାଟର ଗୋବର୍ଦ୍ଧନ

  • @sirftum8243
    @sirftum8243 3 ปีที่แล้ว +1

    Salute for. Jia ul huk

  • @Tapan801
    @Tapan801 3 ปีที่แล้ว +3

    vala lagila Kalai jahu chalu 😜😜😜😜😜😜😜😜😜🤔🤔🤔🤔🤔🤔😙😙😙😘😘😘😍😍😍😂😂😂😂😂🤗🤗🤗😝😝😝😝😝😝😝😝🤤🤤🤑🤑🤑🤑🤑🤑😭😭😭😭😭😭😁😁😁😁😁😁😁😁😁😁🤣🤣😀😀😀😀😀😀😀😎😎😎😎🤣🤣🤣🤣🤣😂😬😬😬😬😰😰😰🤯🤯🤯🤯😩😩😩😩😩🤑

  • @s_jena2409
    @s_jena2409 2 ปีที่แล้ว +1

    Mihir sir grt 👍

  • @rkmusicharekrishna8638
    @rkmusicharekrishna8638 3 ปีที่แล้ว

    Maa tike ରାଗି

  • @JITUSAHOOmj5bt
    @JITUSAHOOmj5bt ปีที่แล้ว

    Perfect answer sir

  • @Malikemupuripila97
    @Malikemupuripila97 3 ปีที่แล้ว +2

    Last view

  • @manoranjannayak3887
    @manoranjannayak3887 3 ปีที่แล้ว +8

    Actually husband and wife life so difficult.

  • @padmalochanmuna4028
    @padmalochanmuna4028 ปีที่แล้ว +1

    kya karen jab nasib hai baam to kya kare Ram

  • @subasinisahu9921
    @subasinisahu9921 2 ปีที่แล้ว

    God bless you

  • @krushnapradhan2675
    @krushnapradhan2675 2 ปีที่แล้ว

    ମୁଁ ବୁଝିପାରୁନି ସବୁ ସମସ୍ୟାର ସମାଧାନ ହେଲା ପାରେବି ଆଶାର ଆଲୋକ କୁ ଯେତେ ବୋହୂ ଆସୁଛନ୍ତି ସମସ୍ତେ କଣ ପାଇଁ କଟିକି ନାଇଁ କରୁଛନ୍ତି ଶାଶୁଘର କୁ ଯିବା ପାଇଁ ଆରେ ସ୍ବାମୀ ତ ଶପଥ କରି କହୁଛି ଭଲରେ ରଖିବି ଥରେ ଚାନ୍ସ ଦେଇକିଦେଖ ସିଏ କଣ କରୁଛି ଯଦି ଅଗ ପରି ହେଲା ତାହେଲେ ଆଉ କେବେ ଯିବନି ଶଙ୍ଖା ସିନ୍ଦୂର ପିନ୍ଧୁଛନ୍ତି ସ୍ବାମୀ ପଇଁ କିନ୍ତୁ ସ୍ବାମୀ ପାଖକୁ ଯିବେନି ଇଏ କି କଥା

  • @sidhantamahunta8954
    @sidhantamahunta8954 2 ปีที่แล้ว +1

    ଏହି ବିଷୟ ମୁ ଦେଖି ଜାଣିବାକୁ ପାଇଲି ଯେ ଝିଅ ଟି ବହୁତ ଭଲ ପୁଅ ବି ଭଲ।କିନ୍ତୁ ପୁଅ ର ମା ଟି ଟିକେ ତାଙ୍କୁ ଶାନ୍ତି ରେ ବଞ୍ଚିବାକୁ ଦେଲେ ଭଲ ହୁଅନ୍ତା। ପୁଅ ଟା ତା ମା ବୋଲ ରେ ବଡି ଟିକେ ବିଗିଡି ଯାଇଛି। ଦେଖନ୍ତୁ ମା ତମ ଛୁଆ ମାନଙ୍କୁ ଶାନ୍ତି ରେ ବଞ୍ଚିବାକୁ ଦିୟନ୍ତୁ 🙏।

  • @m.s.ashu8336
    @m.s.ashu8336 3 ปีที่แล้ว +3

    Nice jhia ta bahut bhala

  • @maheswarsing9660
    @maheswarsing9660 2 ปีที่แล้ว

    ଶାଶୂ ସବୁଠୁ ବଡ଼ ଖଳୁଆଣି😠😠😠😠

  • @Jayjagannath7177
    @Jayjagannath7177 3 ปีที่แล้ว +1

    ଜଜ ମହାଶୟ
    ଆପଣ ବିଚାର କରିବେ
    ଯୋଉ ସମର୍କ ରେ ରକ୍ତ ବୋହିଲା
    କେତେ ଶକ୍ତ ସେ ସମ୍ପର୍କ

  • @kalpanamishra9679
    @kalpanamishra9679 3 ปีที่แล้ว +5

    7 ta nadia tela , 20 ta Sabun 25 ta tikili Wah wah

  • @rasmitakhatei8462
    @rasmitakhatei8462 3 ปีที่แล้ว +3

    Miss u Gopabandhu sir

  • @goutamghosh4081
    @goutamghosh4081 3 ปีที่แล้ว

    Puruna kotha sansaro bhanga... Samparka bhanga.... Jidi moniso ponena ra jaya...

  • @princetapan8359
    @princetapan8359 3 ปีที่แล้ว +3

    Jhia smile 😊 awesome

  • @smilewithlinkan
    @smilewithlinkan 3 ปีที่แล้ว +3

    Maa pua pura matching kariki pindhichanty 🤣🤣🤣

  • @snehasodiakitchen5249
    @snehasodiakitchen5249 3 ปีที่แล้ว +16

    Sasu pain ete problem heuchhi

  • @niranjanparida7914
    @niranjanparida7914 3 ปีที่แล้ว +12

    Nice show 👍🙏

  • @pinkibehera4504
    @pinkibehera4504 3 ปีที่แล้ว +10

    Good show

  • @padmalochanmuna4028
    @padmalochanmuna4028 ปีที่แล้ว

    thanks mihir sir

  • @msdecoration9205
    @msdecoration9205 2 ปีที่แล้ว +1

    Nyc boy ❤️❤️

  • @Niharika_M1
    @Niharika_M1 3 ปีที่แล้ว +1

    Jay Jagannath

  • @SatyaPlumber
    @SatyaPlumber 9 วันที่ผ่านมา +1

    Do not trust. Love marriage ❤😂

  • @krishnapatnaik7807
    @krishnapatnaik7807 3 ปีที่แล้ว

    nlce

  • @somadecentguy
    @somadecentguy 3 ปีที่แล้ว +1

    She is really beautiful

  • @susilsahoo8977
    @susilsahoo8977 3 ปีที่แล้ว +2

    Nice love story

  • @priyankanayak612
    @priyankanayak612 3 ปีที่แล้ว +1

    Jhia ra sasu maha khiladi

  • @nabamahapatra1093
    @nabamahapatra1093 ปีที่แล้ว

    🙏🙏🙏

  • @bichitranandasahu7142
    @bichitranandasahu7142 3 ปีที่แล้ว +7

    ତୁମର ଇଚ୍ଛା ନଥିଲେ ଆଶାର ଆଲୋକ କଣ କରିବ 🤔

    • @sandhyasimpleodiajhottichi9969
      @sandhyasimpleodiajhottichi9969 3 ปีที่แล้ว +1

      Right

    • @bichitranandasahu7142
      @bichitranandasahu7142 3 ปีที่แล้ว +2

      @@sandhyasimpleodiajhottichi9969 ❤️

    • @sunilbarik2495
      @sunilbarik2495 3 ปีที่แล้ว

      @@sandhyasimpleodiajhottichi9969 If they like each other before ,now they don't like each other, why can't they like each other after this.... That is the motto of the show