Jibana Do Chhakire Ashara Alok Ep 384 07 OCT 2023

แชร์
ฝัง
  • เผยแพร่เมื่อ 11 ต.ค. 2023
  • This show is the most challenging show as it focuses on resolving real life issues of the people. It looks into family complications, misunderstanding among groups of people and also few controversial issues faced by the public. Senior artist Sukant Rath anchors the show and makes sure to get justice to the people involved and resolve real life issues.
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    TH-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #Jibana Do Chhakire Ashara Alok Ep 384#OdishaTV #OTV

ความคิดเห็น • 918

  • @shasikantsahoo6064
    @shasikantsahoo6064 7 หลายเดือนก่อน +36

    ପୁଅ ର କଥାକୁ ନବୁଝି ପୁଅ ପ୍ରତି ଅବିଚାର କରାଗଲା, କାରଣ ପୁଅ ନିଜର ପକ୍ଷ୍ୟ କୁ ଠିକ ଭାବରେ ରଖିପାରିନି ଏବଂ ଯାହାବି ରଖିଛି ତାକୁ ଖାମ ଖିଆଲି କରାଯାଇଛି ଏବଂ ଝିଅକୁ ଏକତରଫା ବିଚାର କରାଗଲା.

  • @Subarnabulu
    @Subarnabulu 7 หลายเดือนก่อน +151

    ସବୁ ସାର୍ maddam ମାନଙ୍କୁ ମୋର ଅନୁରୋଧ, ଏମିତି ଏକତରଫା ନିଷ୍ପତ୍ତି ଠିକ୍ ନୁହଁ । ମିହିର୍ ସାର୍ ଥିବା ବେଳେ ସବୁ ଠିକ୍ ଚାଲି ଥିଲା,ଏବେ କା ଏପିସୋଡ କିଛି ଠିକ୍ ଲାଗୁନି।।

    • @basudevmishra1367
      @basudevmishra1367 7 หลายเดือนก่อน +5

      Sabu episodes re emiti ebe hauchi..sabu bhul pua nk upre jauchi

    • @BikramKumar-dh4zu
      @BikramKumar-dh4zu 7 หลายเดือนก่อน +5

      Mu bi thik aia feel kali

    • @KunalKumar-ep8lm
      @KunalKumar-ep8lm 7 หลายเดือนก่อน +1

      Thik kahichanti apana sir

    • @haripriyahpj9493
      @haripriyahpj9493 7 หลายเดือนก่อน +1

      👍

    • @gangadhar3076
      @gangadhar3076 7 หลายเดือนก่อน +1

      are bhai pua mane adhika bhul karuchanti
      au adhika micha kahuchanti ta saha bhadua katha kahuchanti
      dekhuna se kemiti dibya gyana dauchi

  • @drrskumar2901
    @drrskumar2901 7 หลายเดือนก่อน +118

    ଯୋଉଦିନଠୁ ଏ ଏପିସଡ଼ ଷ୍ଟାର୍ଟ ହେଇଥିଲା ସେଇଦିନଠୁ ଆଜି ପର୍ଯ୍ୟନ୍ତ ମୁଁ ସବୁ ଏପିସଡ଼ ଦେଖୁଥିଲି ସେତେବେଳେ ସ୍ବର୍ଗତ ମିହିର ସାର ଉଭୟ ପକ୍ଷର ଭୁଲ ଦେଖୁଥିଲେ ସିଏ କାହାକୁ ସମର୍ଥନ କରୁନଥିଲେ ଏମିତିକି ଗୋପବନ୍ଧୁ ସାରଙ୍କ ସହ ଝଗଡା କରୁଥିଲେ but ମିହିର ସାର ଦେହାନ୍ତ ପରଠାରୁ ସବୁ ଏପିସଡ଼ରେ ଲେଡିସଙ୍କୁ ସମର୍ଥନ ଯାହା ଭୁଲ ହବ ସବୁ ପୁଅର ଯେମିତି ଝିଅ ମାନେ ଭୁଲ କରିବା ଜାଣିନାହାନ୍ତି ସେମାନେ ଟୋଟାଲ ଭୁଲ କଣ ଜାଣି ନାହାନ୍ତି ଆଉ ଭୁଲ କରିବେ କୋଉଠୁ ଯାହା ଭୁଲ ହବ ସବୁ ପୁଅର....... କେତେଦିନ ପୁରୁଷମାନେ ନାରୀମାନଙ୍କ ଦ୍ୱାରା ନିର୍ଯାତନା ପାଉଥିବେ ସେଥିପାଇଁ କୋଉମାନେ ପୁରୁଷ କମିସନ ଚାହୁଁଚ like କର

    • @kamaljena139
      @kamaljena139 7 หลายเดือนก่อน

      ethi sabu chora sala eka tharafa naya

    • @sdash6242
      @sdash6242 7 หลายเดือนก่อน

      mihir gote naalua budha.. sabu actress ku casting couch offer diye .. nije chora boli anyanka chori ku luchae aau support kare

    • @manojnayak5933
      @manojnayak5933 7 หลายเดือนก่อน

      Same kattha sir

    • @Santoshsahu-hv3ro
      @Santoshsahu-hv3ro 7 หลายเดือนก่อน

      ​@@sdash6242 Tamaku laja lagiba katha jana nka name re Emiti abhijioga Anucha..kichi proof achi na kebela social media re hin believe kara

  • @prakashjena6695
    @prakashjena6695 7 หลายเดือนก่อน +96

    ମିଛକହୁଥିବା ମଣିଷ ପଟେ ହଜାରେ ସତ କହୁଥିବା ମଣିଷ ପଟେ ଜଣେ ଥିବ କାରଣ ଶ୍ରୀକୃଷ୍ଣ କହିଥିଲେ କଳିଯୁଗରେ ସତ କହୁଥିବା ମଣିଷ କୁ ସମସ୍ତେ ଦୋଷଦେବେ

  • @AjanaBataraBatoi6018
    @AjanaBataraBatoi6018 7 หลายเดือนก่อน +19

    ଲାଗୁଚି
    ଏମିତି ବିଚାର ହେଲେ ଆଶାର ଆଲୋକ କାର୍ଯ୍ୟକ୍ରମ ଟା ନିରାଶାର ଅନ୍ଧାର ରେ ପରିଣତ ହେଇଯିବ l

  • @udhdufuudhdu2236
    @udhdufuudhdu2236 7 หลายเดือนก่อน +28

    ପୁଅ ଶେଷରେ ୨ ଟା ଅଭିଯୋଗ କରିଥିଲେ ଝିଅ କୁ କାହିଁ କି ପଚାରି ଲେ ନାହିଁ

    • @user-lt2io7mn1l
      @user-lt2io7mn1l 7 หลายเดือนก่อน +1

      Ledis fasst Jay jannath

    • @subratkumarsahoo9433
      @subratkumarsahoo9433 6 หลายเดือนก่อน +1

      ଏ ଜଜ ଠିକ ନୁହେଁ ,ଏମାନେ oneside ବିଚାର କରୁଛନ୍ତି

    • @PM_PROP
      @PM_PROP 5 หลายเดือนก่อน

      କେମିତି ଜାଣିବା 😂

  • @bishnudas9153
    @bishnudas9153 7 หลายเดือนก่อน +48

    ଖାଲି ପୁଅ ର ଦୋସ ନୁହଁ ଲାଗୁଛି ଝିଅ ବି ଦୋଷ ଅଛି

    • @anjananayak747
      @anjananayak747 6 หลายเดือนก่อน +2

      ପୁଅ ଟା ଅଧା ପାଗଳ

  • @pranayalaltu6311
    @pranayalaltu6311 7 หลายเดือนก่อน +18

    ଆରେ ବିଚାର ପତି ମାନେ ପୁଅ କଥା ଟିକେ ଶୁଣ 😢

    • @mgamer4000
      @mgamer4000 5 หลายเดือนก่อน

      Yes

  • @sasmitarout2215
    @sasmitarout2215 6 หลายเดือนก่อน +7

    ଏଠି ଖାଲି ଝିଅ ସପକ୍ଷରେ କଥା ବାର୍ତ୍ତା, ଶେଷ ରେ ପୁଅ କହିଲା ପୋଲିସ ସହ ସ୍ବାମୀ ସ୍ତ୍ରୀ ଭଳିଆ ଫଟୋ ଛାଡୁଛନ୍ତି, ଝିଅ ସିନ୍ଦୂର ପିନ୍ଧୁନି କିନ୍ତ୍ ତାକୁ ଧ୍ୟାନ ଦେଲନି, ଖାଲି ପୁଅ ର ଭୁଲ୍ ଦେଇ ଛାଡ଼ି ଦେଲେ. ଏଠି ଏକ ତରଫା ନ୍ୟାୟ ଚାଲିଛି.

  • @lalitkumarsahoo9673
    @lalitkumarsahoo9673 7 หลายเดือนก่อน +15

    ଅସାର ଆଲୋକ ରେ ନାରୀ ମାନଙ୍କ ରାଜ ଚାଲିଛି ଖାଲି ଝିଅ ସପୋଟ ନିଜ ମନକୁ ପଚାର କୋଉ କାରଣରୁ ଆରମ୍ଭ ହେଉଛି କଳି ତାର ଗୋଟିଏ ଉତ୍ତର ମିଳିବ ଆପଣ ବି +ଦୁନିଆ ବି ଜାଣିଛି କିନ୍ତୁ ଫଳ ooooooo

  • @prasantabiswal9086
    @prasantabiswal9086 7 หลายเดือนก่อน +19

    ଏ ସବୁ decision ଭୋଲ୍,, ଆଗ ଓଟିଭଚେନାଲ୍ ର କର୍ତ୍ତୁପକ୍ଷ ଙ୍କୁ ଏତିକି ଅନୁରୁଧ୍ ଆଗ ବିଚାର କରୁ ଥିବା sar and madam ଙ୍କୁ ବଦଳା ନ୍ତୁ ,, ଏଠୀ ସବୁ ମାନମନି ଚାଲି ପରି ଲାଗୁଚି

  • @rohankumarsamantaray1229
    @rohankumarsamantaray1229 7 หลายเดือนก่อน +8

    ପୁଅ କୁ ସବୁ ଦୋଷ ଏକା ତରଫା ଦେଇଚ ଝିଅ ଦୋଷ କଥା କୁହ ଓ କଣ ସତୀ ସାବିତ୍ରୀ

  • @pathanisahoo1566
    @pathanisahoo1566 7 หลายเดือนก่อน +11

    ଝିଅ ସତୀ ସାବିତ୍ରୀ, ସତୀ ଅନୁସୟା. ତ ପୁଅର ଭୁଲ୍ଲ

  • @prakashjena6695
    @prakashjena6695 7 หลายเดือนก่อน +40

    ଝିଅର ମା ଯୋଉଥିରେ ସାମିଲ ସେ ଘର ନିଶ୍ଚିତ ଭାଙ୍ଗିବ

    • @user-ke9fj8db5o
      @user-ke9fj8db5o 7 หลายเดือนก่อน

      Right💯

    • @sdash6242
      @sdash6242 7 หลายเดือนก่อน +3

      pua paisa maguthila kahinki? jhia ra bapa kana swarga ru patheiba?

    • @sujitbiswal9971
      @sujitbiswal9971 5 หลายเดือนก่อน

      100%

    • @deepikanayak6119
      @deepikanayak6119 4 หลายเดือนก่อน +1

      Pua maa bhauni bi

  • @sudhakarmalick8387
    @sudhakarmalick8387 7 หลายเดือนก่อน +19

    ପ୍ରୋଗ୍ରାମ ଠିକ୍ ଲାଗୁନି ସାର୍ ପୁଅ ର ଘର ଲୋକ କୁଆଡେ ଗଲେ

    • @sdash6242
      @sdash6242 7 หลายเดือนก่อน

      maada khaiki hospital re achhanti

  • @EternalLife0520
    @EternalLife0520 7 หลายเดือนก่อน +10

    "ପୁଣି, ତୁମ୍ଭେମାନେ ସତ୍ୟ ଜ୍ଞାତ ହେବ ଓ ସେହି ସତ୍ୟ ତୁମ୍ଭମାନଙ୍କୁ ମୁକ୍ତ କରିବ। "3" 143
    ଯୋହନ 8:32

  • @Subarnabulu
    @Subarnabulu 7 หลายเดือนก่อน +45

    ଆଜି କାଲି ଯେତେ ବି ଏପିଶୋଡ ଚାଲିଛି ସବୁ ଇପିଶୋଡ ରେ ପୁଅ ଉପରେ ହିଁ ଦୋଷ ଦିଆ ଯାଉଛି।।ଝିଅ ର ଦୋଷ ବିଲକୁଲ୍ ଦେଖୁ ନାହାନ୍ତି।କେବଳ ପୁଅ ର ଦୋଷ ହିଁ ଦେଖି କୁ ସବୁ ନିଷ୍ପତ୍ତି ନେଉଛନ୍ତି ସବୁ ସାର୍ ଆଉ maddam ମାନେ।। ଏମିତି କରିବା ଟା ଠିକ୍ ନୁହଁ, ଦୁଇ ପକ୍ଷର ଭୂଲ୍ ଠିକ୍ ଦେଖି କି ନିଷ୍ପତ୍ତି ନବା ଦରକାର୍।।

    • @saraswatimahanta6808
      @saraswatimahanta6808 7 หลายเดือนก่อน +5

      ହଁ ପରା ମୁଁ ବି ଦେଖେ ଆଶାର ଆଲୋକ କିନ୍ତୁ ମୋତେ ବି ରାଗ ଲାଗେ ଏମାନଙ୍କ ଜଜ୍ ମେଟ୍ ଦେଖି କି 🥰

    • @rakeshbaral5964
      @rakeshbaral5964 7 หลายเดือนก่อน +3

      Brother, I know one thing, what would you do if you had a sister? The man from Orissa is saying that there is a boy in the boy too, understand the same thing, after that say ok, who am I his brother, what to do, we have to talk equally.

    • @sdash6242
      @sdash6242 7 หลายเดือนก่อน +1

      jadi gote jhia ta bapa maa ku badei thanta, ta hele jhia ku bhi dosa dei thante .. by supporting the guy you are supporting children beating their parents which is against Indian culture .. but I think in your home it is normal

  • @rushisethy2076
    @rushisethy2076 7 หลายเดือนก่อน +15

    ଝିଅ ପୁଅକୁ ନୁହଁ ସମ୍ପତ୍ତିକୁ ଭଲ ପାଉଥିଲା।।

    • @anjananayak747
      @anjananayak747 6 หลายเดือนก่อน

      ସାଇକୋ ଲୋକ ଟା

  • @pranayalaltu6311
    @pranayalaltu6311 7 หลายเดือนก่อน +8

    ଏଝିଅ କଣ ସବୁ ଠିକି କହୁଛି ଏ ପୁଅ ଯାହା କହୁଛି ସବୁ ଭୁଲ କବେ ପୁଅ ମାନଙ୍କୁ ନ୍ୟାୟ ମିଳିବ

    • @anjananayak747
      @anjananayak747 6 หลายเดือนก่อน

      ପୁଅ ଟା ସାଇକୋ । ତା ପାଖେ କିଏ ରହିବ??

  • @nilurana8833
    @nilurana8833 7 หลายเดือนก่อน +17

    ଗୋଟେ ଝିଅ କେମିତି ଜିବ ସାଶୁଘର ସବୁତ ପୁଅ କରୁଛି
    ଝିଅର ଭୁଲ୍ କିଛି କହିଥିଲେ ଝିଅ ଡରିକି ଜିବାକୁ କହିବ,,ଏହି ବିଚାର ଠିକ୍ ଲାଗୁନୀ ମେମତରେ

    • @subratkumarsahoo9433
      @subratkumarsahoo9433 6 หลายเดือนก่อน

      ବିଚାର ପ୍ରତି one side ବିଚାର କେମିତି କରୁଛନ୍ତି, ଏମାନକୁ କିଏ ବିଚାର ପତି କଲା,

  • @nabakishoreojha6508
    @nabakishoreojha6508 7 หลายเดือนก่อน +31

    ଛୁଞ୍ଚି ହଲିଲେ ସୁତା ରନ୍ଦ୍ର ଭିତରେ ପସିବନାହିଁ। ସବୁ ପ୍ରଥମ ଝିଅ ମାନଙ୍କ ର ଭୁଲ୍। ପ୍ରେମ ପାଗଳ ରେ ଏମାନେ ସବୁ ଅନ୍ଧ। ପ୍ରେମକୁ ଆୟତ୍ତ କର ତା ନହେଲେ ସମସ୍ତେ ଏମିତି ଭୋଗିବ।

  • @rakeshmirdha470
    @rakeshmirdha470 7 หลายเดือนก่อน +5

    ଝିଅ ବପରା ଖାଉ ଥିଲା ବାହାଘର ପରେ ସାମିର ଖଇବ ଗୋଟ ପୁଅ ସଂସାର ଚଳାଇବାର ଷ୍ଟେସନ ସେଜାଣି ନାହିଁ ସାମି ପଣିଆ ଦେଖାଇ ଲା ସିଏ ଖରାପ ତାବଲିକି ଆପଣ ସିନ୍ଦୂର ପଛିଦେବନା (ଏହାକଣ ଠିକ୍) କିଛିଦିନ ଆଗରେ ବାପ ଝିଅ ନଇଁକି ଡେଇଁକି ମରିଗୋଲେ ତାଙ୍କ ମନ କେତେ ଦୁଃଖ କଷ୍ଟ ଲାଗିଥିବ ଥରେ ଭାବ ( ଜୟ ଜଗନ୍ନାଥ) sorry otv.

  • @lakilaki4273
    @lakilaki4273 7 หลายเดือนก่อน +11

    ପୁଅଟି କଥା କୁହା ଭାରି ଚାଲାକ। ।
    ପୁଅଟି ଟିକେ ପାଗଳ

  • @narayankumar2962
    @narayankumar2962 7 หลายเดือนก่อน +36

    ସୁକାନ୍ତ ବାବୁ ଏହି ଦୁଇ ଜଣଙ୍କୁ ଆପଣ ମାନେ ମିଶେଇ ପାରିଲେ ନାହିଁ ଯଦି ଏହି ପ୍ରୋଗ୍ରାମ କରିବା କଥା ନାହିଁ।ଯଦି ଏମିତି କେଶ ଆସୁଛି ସେମାନଙ୍କୁ ମିଶେଇ ଦବା କଥା।

    • @anjananayak747
      @anjananayak747 6 หลายเดือนก่อน

      ପାଗଳ ସହ ରହିବା ଠିକ ନୁହେଁ

  • @chinmayapradhan9345
    @chinmayapradhan9345 7 หลายเดือนก่อน +38

    ଯଦି ଝିଅର ନିଷ୍ପତି ସ୍ତିର ଯେ ସେ ଆଉ ଏ ସମ୍ପର୍କ ରେ ରହିବାକୁ ଚାହ୍ନୁନାହାନ୍ତି ତାହେଲେ ଆଜିର ଏ episode କଣ ପାଇଁ??? କଣ କେବଳ Program ରେ ଆଉ ଏକ episode ଦରକାର ବୋଲି???

    • @vigyan657
      @vigyan657 7 หลายเดือนก่อน +1

      Pua ra bi nispati aau Chennai jibani,,,rozgar karibani...seithipai Jhhia ra nispati se Chennai job ku na gale Jhhia bi samparka rakhibani...

    • @digambarkisan3074
      @digambarkisan3074 7 หลายเดือนก่อน +1

      Good question

    • @BiswonathNayak-yb5oc
      @BiswonathNayak-yb5oc 7 หลายเดือนก่อน +1

      Right

  • @bijayasahoo8066
    @bijayasahoo8066 7 หลายเดือนก่อน +5

    ଏକ ପାଖିଆ ବିଚାର କରିବା ଠିକ୍ ନୁେହଁ ଝିଅ ର ସବୁ କଥା ମିଛ

  • @Kayam_vlog357
    @Kayam_vlog357 5 หลายเดือนก่อน +6

    କି ସମାଧାନ କଲୋ ହୋ ଆ ଜ୍ଞାନ ମାନେ
    ତମ sit ରେ ମୁଁ ବସିଲେ
    ଭଲ ସମଧାନ କରିବି😢😢😢😢

    • @skgaming-1928
      @skgaming-1928 4 หลายเดือนก่อน

      Jauna kn pani

  • @Arjunkumar-en8jm
    @Arjunkumar-en8jm 7 หลายเดือนก่อน +18

    ଆପଣ ପୁଅକୁ ଦୋଷୀ ସାବ୍ୟସ୍ତ କରି ଛନ୍ତି ଠିକ୍ କରିଛନ୍ତି। ଗୋଟିଏ ଝିଅର ଭବିଷ୍ୟତ ପାଇଁ। କିନ୍ତୁ ସମାଧାନ କରିବାରେ ସମର୍ଥ ହେଲେନି।

  • @krushnachandrasahoo8050
    @krushnachandrasahoo8050 7 หลายเดือนก่อน +14

    ସୁର ଭାଇଙ୍କୁ ଡକାଯାଉ । ସେ ନିଶ୍ଚୟ ଏ ପୁଅ ଝିଅକୁ ମିଶେଇଦେବେ ।

  • @GoutamKumarNayak
    @GoutamKumarNayak 7 หลายเดือนก่อน +19

    Pov _ଏକ ତରଫା ନିଷ୍ପତି କଣ ପାଇ😮 କଣ ଝିଅ କଲେ ଲୀଳା ଆଉ ପୁଅ କଲେ କିଳା😅😅

    • @asutoshbarik9259
      @asutoshbarik9259 7 หลายเดือนก่อน +4

      ହଁ ଭାଇ ମତେ ବି ସେୟା ଲାଗୁଛି । ପୁଅ କଥା ଜମା ମାନୁ ନାହାନ୍ତି

    • @usharanisahu7168
      @usharanisahu7168 7 หลายเดือนก่อน

      Right..

  • @prakashjena6695
    @prakashjena6695 7 หลายเดือนก่อน +21

    ଝିଅ jaha🤭କହିବ ଠିକ ପୁଅ ଯାହା କହିବ ମିଛ

    • @sdash6242
      @sdash6242 7 หลายเดือนก่อน

      if you cannot see he difference between truth and lie, then you will easily get scammed

  • @malisethi5688
    @malisethi5688 7 หลายเดือนก่อน +45

    Love marriage ର side effect 🤣🤣

    • @BikramKumar-dh4zu
      @BikramKumar-dh4zu 7 หลายเดือนก่อน +2

      Three months nadekhi love, love re jaeni😂

    • @mgamer4000
      @mgamer4000 5 หลายเดือนก่อน +1

      😂😂😂

  • @sagarswain6184
    @sagarswain6184 7 หลายเดือนก่อน +19

    ଏଠି କେହି ବି ସତ କହୁନାହାନ୍ତି ଆଉ ଏ ଝିଅ ର ମା ଟିକେ ଅଧିକା ପଶୁଛି ତାଙ୍କ ଭିତରେ ଆଉ ଏ ଝିଅ ଅଲଗା ପିଲା ସାଙ୍ଗରେ set ହେଇସାରିଲାଣି ଆଉ ପୁଅ ପାଗଳ ନୁହଁ ପାଉଡର party ଠିକ ସେ କଥା କହୁନି ଝିଅ ବହୁତ ଚତୁର ଶାଢ଼ୀ ଆଉ ସିନ୍ଦୁର ପିନ୍ଧୁନି ଏଇଠୁ ଜଣା ପଡ଼ୁଚି ତା କଥା ସବୁ ଆଙ୍କୁ କୁହନ୍ତି କଞ୍ଚା -----? ଭାଈ ରେ ତୁ ଆଉ ଗୋଟେ ଦେଖ ଏ ଝିଅ କୁ ନେଲେ ତୁ ଜଲଦି ମରିବୁ ସତରେ ତା ପରେ ଭାସ୍କର news ରେ ଆସିବୁ ସେ ଟୋକି ଆଉ ବିକଳ ହବନି ଆଜି ଠିକି ଯାହା ସବୁ ବିଚାର ହେଲା ଠିକି ଲାଗିଲାନି ଝିଅ କୁ ଅଧିକା ସାହସ ଦେଲେ ତୁ ଆଉ ଟୋକା ଙ୍କ ସାଙ୍ଗରେ life କୁ enjoy କର

    • @user-qj5yw8jd2f
      @user-qj5yw8jd2f 7 หลายเดือนก่อน +3

      Swain Babu 100% true and correct . I I believe it .

    • @santoshroul3987
      @santoshroul3987 7 หลายเดือนก่อน

      Ajira jojment ta mate thik lagilani

    • @MayadharSahoo-iu7mk
      @MayadharSahoo-iu7mk 7 หลายเดือนก่อน

      Wow kya baat he baddiya

    • @jyotirmayeemeher4103
      @jyotirmayeemeher4103 5 หลายเดือนก่อน

      Tame Dhoti pindhi buluchu..Jina bahaghara befi re Dhoti pindhithila? Se salwar pindhichi kichi deja dekha jiba dress ta pindhini
      Saree toh kathewali mane bhi pindhandi ta mane kana semane bhala
      Kichi bhi !

    • @ThePracticalScienceBiofunda
      @ThePracticalScienceBiofunda 2 หลายเดือนก่อน

      Bhaskar Newa was fabulous 😂😂

  • @Satyanarayan897
    @Satyanarayan897 7 หลายเดือนก่อน +23

    ଏହା ବିଆଛୋଡ଼ି ଝିଆ ମାନେ ସବୁ ବେଳେ ପଇସା ହିଁ ଭଲ ପାହାନ୍ତି ଆଉ ବିଆଛୋଡ଼ି ଝିଆ କହନ୍ତି ପୁଅ ମିଛ କୁହନ୍ତି ତୁମେ ସବୁ ସନ୍ତି ସବତ୍ରି ଜାଗା କିଲ ବିଆଛୋଡ଼ି

  • @kailashdash2067
    @kailashdash2067 7 หลายเดือนก่อน +12

    ବହୁତ୍ ବହୁତ୍ ସୁନ୍ଦର ଏପିଶୋଡ,ଏପରି ଆଗକୁ ଆଗକୁ ଯାତ୍ରା ଚାଲି ଥାଉ । ଓଟିଭି ର ସମସ୍ତ କର୍ମ କର୍ତ୍ତା ଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା,ଏଇ ଦଶହରା ଓ ଦୂର୍ଗା ପୂଜା ଅବସରେ ,❤ବହୁ ଦିନ ପରେ ରଶ୍ମିତା ରଣା ଙ୍କୁ ଦେଖି ବାକୁ।ମିଳିଲା ।

  • @prakashjena6695
    @prakashjena6695 7 หลายเดือนก่อน +14

    ଆଶାର ଆଲୋକ ଗଲେ ଝିଅ ସପକ୍ଷରେ କେହିକହିବେନି

  • @prakashghose7518
    @prakashghose7518 7 หลายเดือนก่อน +7

    both boy and girl are unmatched. They should not stay together.

  • @suryamanipradhan4818
    @suryamanipradhan4818 7 หลายเดือนก่อน +11

    Jhiara bahuta dosa, Gopabandhu sir ku dakantu, ubhaya nyaay paibe 🙏🙏🙏

  • @manasranjanpatra5605
    @manasranjanpatra5605 7 หลายเดือนก่อน +15

    ଆମ ଗାଁ ପାଖ ଖବର ଭାରି ଲଜ୍ଜ୍ୟାକର କଥା 😢

  • @sgoutam1998
    @sgoutam1998 7 หลายเดือนก่อน +32

    ଗଟେ ହାତରେ ତାଳି ଵାଜେନାହି
    😊😊😊😊😊😊

    • @sdash6242
      @sdash6242 7 หลายเดือนก่อน

      tu galuni show ku aara haata katha kahibaku .. michhua toka katha kahi jani nahin, tu kahi dei thantu

  • @essjena5528
    @essjena5528 5 หลายเดือนก่อน +8

    Excellently being hosted by Sukanta and Somesh babu. This program has very good social impacts. Cheers up.

  • @adyaofficial6744
    @adyaofficial6744 7 หลายเดือนก่อน +11

    ସାବଧାନ ହୋଇଯାଅ ଝିଅ ମାନେ ପ୍ରେମ ରେ ପଡ଼ିଲେ ଏମିତି ହୁଏ

  • @debiprasadmohanty5542
    @debiprasadmohanty5542 6 หลายเดือนก่อน +12

    ଏଇ ଟୋକା ଟିକେ nonstop ଗପୁଛି 💋😊😊😊😊😊😊😊😊😊😊😊

  • @SuryaKantaDas328
    @SuryaKantaDas328 7 หลายเดือนก่อน +18

    ସଳା ଏଠି ହଣା ହଣୀ ହେଲେଣି 😂😂😂
    ପୁଅ ଟା ପାଗୋଳ 😂😂😂
    ଝିଅ ର ଭି କିଛି ଖେଳ ଅଛି ଆଗରୁ 😂😂😂

    • @sdash6242
      @sdash6242 7 หลายเดือนก่อน

      tu kana janichhu jia ku? janithibu jadi pua ra agaru khela achhi ki nahin jani thibu? janinu jadi towra aau tow bou ra character re dosa achhi

    • @SuryaKantaDas328
      @SuryaKantaDas328 7 หลายเดือนก่อน

      Hamm ta bou ku mun genhiki tate janma karithili ba🤣🤣🤣

    • @mgamer4000
      @mgamer4000 5 หลายเดือนก่อน

      😂😂

  • @nilendrisahoovlogs312
    @nilendrisahoovlogs312 7 หลายเดือนก่อน +8

    Right decision....emane misile puni badia pita hebe...alaga ruhantu khusi re ruhantu😊

    • @kaluprasadmohanty
      @kaluprasadmohanty 7 หลายเดือนก่อน

      Swami stiree misile hi badia pita hebe na niyan pakhare Ghia rahilani na kn kahucha babu

  • @omprasadprusty
    @omprasadprusty 7 หลายเดือนก่อน +8

    ବହୁତ ସୁନ୍ଦର ଯାଜମେଣ୍ଟ
    ଜୟ ଜଗନ୍ନାଥ

  • @nilurana8833
    @nilurana8833 7 หลายเดือนก่อน +4

    ଏଇଟା ଭଲ ହେଉନି ସାର

  • @nityanandamaharana9183
    @nityanandamaharana9183 7 หลายเดือนก่อน +2

    ପୁଅ ଝିଅ love mrg କରିଛନ୍ତି, ସେ ପୁଅ ଯଦି ଖରାପ ହେଇଥାନ୍ତା ତାକୁ ନିଜର କରି ନଥାନ୍ତା ମୋତେ କାଇଁ ଲାଗୁନି ପୁଅ ଖରାପ boli, ଝିଅର ଅନ୍ୟ ଆଡେ ଚକର ଅଛି,ସେଥିପାଇଁ ସ୍ୱାମୀ କୁ ସାଇକୋ କହୁଛି

  • @jhasketanpradhan602
    @jhasketanpradhan602 7 หลายเดือนก่อน +11

    ଭ ଉଣୀ କୁ ଅନୁରୋଧ ଗୋଟିଏ ସୁଜଗ ଦେବା ଦରକାର ଜଦି କିଛି ପରିବର୍ତ୍ତନ ନ ହୁଏ ନିଜେ ଦୁରେଇ ରୁହନ୍ତୁ ଭଗବାନ ଭରସା

  • @anirudha9353
    @anirudha9353 7 หลายเดือนก่อน +14

    Sei dui Jan alaga rahiba vhala... Dui janakar bhulu achi...😊😊😊

  • @prakashjena6695
    @prakashjena6695 7 หลายเดือนก่อน +13

    ଏ ଟୋକି ଆଉ କାହା ପ୍ରେମରେ ପଡିଛି

  • @prakashanaik2080
    @prakashanaik2080 7 หลายเดือนก่อน +19

    ଝିଅଟି ଧରମ ଭେଣେଇଁ ବାଣ୍ଡରେ ପାଗଳ

  • @rajeshherodas7330
    @rajeshherodas7330 6 หลายเดือนก่อน +3

    Sukata sir very good job

  • @manaranjansahoo667
    @manaranjansahoo667 7 หลายเดือนก่อน +10

    Ae Toka ta pura tautara ta

  • @user-qt4ds6cp6y
    @user-qt4ds6cp6y 7 หลายเดือนก่อน +1

    ପାଗଳ କୁ ଯେତେ ବୁଝାଇଲେ କିଛି ଲାଭ ହେବନାହିଁ

  • @m.csahoo7011
    @m.csahoo7011 7 หลายเดือนก่อน +2

    Pila kharap parika laguchi ok, jhia mrg .karichi .hele sindura lagaunahi .E lagi kichi kahibara thila sir......🙏 .kichi Alaga. Laguchi...🙏

  • @ajitikumarsantara16696
    @ajitikumarsantara16696 7 หลายเดือนก่อน +3

    Pua ra last 2 ta complain ku kichhi sunagalani kn pain...se jhia police saha kandha re hata rakhiki photo status daba..bhinoi daha beer pieba...seguda sabu thik achhi....baaa re judgement 😂😂😂

  • @purnimakar4871
    @purnimakar4871 7 หลายเดือนก่อน +22

    2 jananka katha barta thik nahi , supar michua ku supar michai 😂😂

  • @gajanansahu6268
    @gajanansahu6268 7 หลายเดือนก่อน +1

    Duhen alaga hele duhinka mangala heba ehi nariku dekhile Jana paduchhi Tara Swami upare bhala paiba nahi nijaku kuari Kanya bhalia dekhei hauchhi Tara Anya kauthi samparka thaipare. , Jai jaganath ,,

  • @sanjayjena7560
    @sanjayjena7560 2 หลายเดือนก่อน

    ଆଶର ଆଲେକ ସାର ଭଲ ଲାଗୁଛି ❤🎉🎉 thank you so much

  • @user-ef5lr1hl6u
    @user-ef5lr1hl6u 7 หลายเดือนก่อน +4

    Ee episode re bahut dukha lagila.....bhul decesion suniki......ethi jhio bahahela pare ta kandhare bahara purusa jie hata thoile kou swami sahiparibani ...jhio ku b ethi dosa dabara thila....hele jhio ku kichi kuhagalani

    • @kaluprasadmohanty
      @kaluprasadmohanty 7 หลายเดือนก่อน

      Ethi sabu subhidha dekhi galuchhanti bada

  • @kaliachandragaria9323
    @kaliachandragaria9323 4 หลายเดือนก่อน

    apana good kama karuchhanti

  • @user-ei3md7iq1x
    @user-ei3md7iq1x 2 หลายเดือนก่อน

    Badhia katha itishree madam hasuchhanti

  • @satyajitparida2491
    @satyajitparida2491 7 หลายเดือนก่อน +3

    ଏ ଛୋଡ଼ି ପୁଅ ମନ ଇଛା ଗପ କହୁଚି 😂

  • @odishakingdom3418
    @odishakingdom3418 7 หลายเดือนก่อน +12

    ପ୍ରେମ ଖରାପ ନୁହଁ କିନ୍ତୁ ଗାଲୂଆ ପ୍ରେମ ଖରାପ 😂

  • @nityanandamuduli9010
    @nityanandamuduli9010 7 หลายเดือนก่อน +2

    Daha micha Bhai ku dhanyawad

  • @kalyanimohanty5676
    @kalyanimohanty5676 7 หลายเดือนก่อน +1

    Jai maa laxmi

  • @biswaldebasish818
    @biswaldebasish818 7 หลายเดือนก่อน +10

    MG ye toki pura kharap

  • @gudukumar3452
    @gudukumar3452 7 หลายเดือนก่อน +3

    Duhinkara dusha achi Khali pua ra nuha ta mishi gale bhala Jay jagannath 🙏

  • @kumodininag5254
    @kumodininag5254 5 หลายเดือนก่อน

    Sat katha ki maa bapa bhuni ku badeiba

  • @PrasannaNayak-wu3tu
    @PrasannaNayak-wu3tu 7 หลายเดือนก่อน +1

    Aji ka date re Swami stree alaga habara gote karana hela jhia Mane kebe bi problem ku face kariba paain ichha hin nahi.. only aame jiabna Sara enjoy karibu ae gote chintadhara

  • @SujataRoyDailyVlogs
    @SujataRoyDailyVlogs 7 หลายเดือนก่อน +5

    Ashara alok kehi dekhibeni.. One side judgment chalichi. Dui jana nka dosha achi.

  • @madhurisahoodhenkanal3625
    @madhurisahoodhenkanal3625 7 หลายเดือนก่อน +6

    ଏଇ ଦୁଇ ଜଣଙ୍କ ହଶ କୁ ମାନି ବାକୁ ପଡିବ 👌

  • @Santoshsahu-hv3ro
    @Santoshsahu-hv3ro 7 หลายเดือนก่อน +2

    Rashmita Madam nku dekhi khusi lagila bahut dina pare.. madam jane bhala Family councilor ❤🙏

  • @radhekrishan526
    @radhekrishan526 6 หลายเดือนก่อน

    ଏବେ ମୋର ସବୁ ବାପା ମା ମାନଙ୍କୁ ଅନୁରୋଧ ବାହାଘର ପୂର୍ବ ରୁ ପୁଅ ର ମାନସିକ ଚିନ୍ତା ଧାରା, ସାଧାରଣ ଜ୍ଞାନ ବିଷୟରେ ଅବଗତ ହେଲା ପରେ ବିବାହ ପାଇଁ ଚିନ୍ତା କରନ୍ତୁ,

  • @jhilirout5833
    @jhilirout5833 7 หลายเดือนก่อน +5

    Kahuchanti ki jhia age 20 sea ta 30 bhalia dekha jauchi 😊😅😅

  • @pitabashjani2007
    @pitabashjani2007 7 หลายเดือนก่อน +3

    ଏଇପିଲାର ଖତା ୧୦୦ ୧୦୦ରେ ମିଛ ସାର୍ ଗାଲୁଆଙ୍କ ବାରଆଢେ ଚର୍ଚ୍ଚା ଝିଅ ବହୁତ ଭଲଝିଅଟେ

  • @jitu55
    @jitu55 6 หลายเดือนก่อน +1

    Aka tarapha bichar karantu nai ...

  • @akshayakumar8712
    @akshayakumar8712 7 หลายเดือนก่อน +1

    ଏ ଶଳା କୁ ଖାଲି ମାଡ଼ ଦରକାର୍ ଶଳା ଖାଲି ବୁଲା ବୁଲି କଥା କହୁଛି

  • @rkd1537
    @rkd1537 7 หลายเดือนก่อน +6

    11:27 ଏ ତ ପୁଷ୍ପା ରାଜ ନିକଲା 😂😂😂😂😂😂😂

    • @bikashakumar340
      @bikashakumar340 7 หลายเดือนก่อน +2

      କଣ କହିଲ ମ ଭାଇ । Odisha second pushpa😂😂😂

  • @ullashpanda5416
    @ullashpanda5416 7 หลายเดือนก่อน +3

    Judge change karantu, gopobandhu sir thik decision debe, sabu dosa pua ku deba thik nuha, sea jhia pasand karune se pua ku

  • @bhslitu3247
    @bhslitu3247 6 หลายเดือนก่อน

    ମାଗିଆ ଜଜ୍

  • @commandolove546
    @commandolove546 5 หลายเดือนก่อน +1

    Keonjhar like

  • @odiawomen5315
    @odiawomen5315 7 หลายเดือนก่อน +3

    ପୁଅ କୁ support korahouni କହିକି ରେ ବନ୍ଦ କର ଆଶାର ଆଲୋକ

  • @abtechnical5639
    @abtechnical5639 6 หลายเดือนก่อน +3

    ସବୁବେଳେ ପୁଅ ହେଲା ଭିଲିଆନ୍ ଆଉ ଝିଅ ହେଲା ସତୀ ସାବିତ୍ରୀ।

    • @mgamer4000
      @mgamer4000 5 หลายเดือนก่อน

      😂😂😂

  • @user-zk8kb5ts2w
    @user-zk8kb5ts2w 3 หลายเดือนก่อน

    ସୁପର ମିଛୁଆ ଏହି ଭାଇ ଜଣଙ୍କ

  • @user-qo6lu6yp9y
    @user-qo6lu6yp9y 6 หลายเดือนก่อน +1

    Pila vala sir. Jai valanahi

  • @BasantaBisoyi-mt5oo
    @BasantaBisoyi-mt5oo 7 หลายเดือนก่อน +7

    🎉 Jay Jagannath 🎉 Jay odisha 🎉🎉🎉

  • @sunilsamantaray8193
    @sunilsamantaray8193 7 หลายเดือนก่อน +4

    Wow..!! , when u don't solve the problem.., then u should give a name .. called , "psycho".
    I have another question , where are the family members of boy .., that accusations should be wrong when they said ki ,he had beaten her family members../.
    Sorry for my English ., bht km mark thila board re😅😅

  • @jaimatadi6810
    @jaimatadi6810 7 หลายเดือนก่อน +2

    A Toka beautiful acter

  • @rameshdalai9879
    @rameshdalai9879 5 หลายเดือนก่อน +2

    Jaha kuhantu samaste😂.. Bhai kn smile ta next level re achi 🤣🤣🤣

  • @user-lr8fu7ho6k
    @user-lr8fu7ho6k 7 หลายเดือนก่อน +3

    😊 Super sir

  • @rasmiranjanmohapatra6566
    @rasmiranjanmohapatra6566 7 หลายเดือนก่อน +7

    Sabu dosa puaa ra dei diaa bhai tanka katha b suna

  • @chittaranjandas5218
    @chittaranjandas5218 6 หลายเดือนก่อน +2

    ଏ କି ଦୋଷ ବେଦିରେ ଦଶ ଦୋଷ କ୍ଷମା କରାଯାଏ

  • @birajakantamohapatra874
    @birajakantamohapatra874 7 หลายเดือนก่อน +2

    ଏ ପ୍ରୋଗ୍ରାମ ରେ ସବୁବେଳେ ସମସ୍ତେ ଝିଅ କୁ ସପୋର୍ଟ କରୁଛନ୍ତି, ପୁଅକୁ କେହି କଥା କୁହାଇ ଦେଉ ନାହାନ୍ତି, ତେଣୁ ନିହାତି ବିରକ୍ତିକର ଲାଗୁଛି, ପ୍ରୋଗ୍ରାମ ନିରପେକ୍ଷ କରନ୍ତୁ

    • @sdash6242
      @sdash6242 7 หลายเดือนก่อน

      This is because of Indian culture where men are allowed to beat their father, mother, sister, wife and people like you have no problem with it.

  • @puspamitranayak4368
    @puspamitranayak4368 7 หลายเดือนก่อน +3

    Very interesting

  • @JogenmundaJaga
    @JogenmundaJaga 7 หลายเดือนก่อน +4

    Pua bhari Katha kuhalia😅😅😅

  • @user-ww4gh6pf3f
    @user-ww4gh6pf3f 7 หลายเดือนก่อน +2

    Mg ku achachha kila darkar hauchi sir

  • @dibya63
    @dibya63 7 หลายเดือนก่อน +2

    ଖାଲି ପୁଅ ଟା କୁ ଦୋଷ ଦେଲେ, ଝିଅ ଟା କୁ ଦୋଷ ଦେଲେନି. ଝିଅ ର ବି ଦୋଷ ଅଛି

  • @SagarMalik-or7iy
    @SagarMalik-or7iy 7 หลายเดือนก่อน +4

    Jhia odia hele mathare sindura nahi ki au nali odhani nahi this is a love marriage