@@priyambadanayak1622didi mu b poem compose kare..... Mora b mo poem ku emiti express Karibaaku bahut ichhaa...... Kintu kemiti kn karibi jaanipaaruni..... I'm from Bhadrak,,Agarpada
Priyambada ate Sundar lekha uchakotira very nice aaji amiti dekhi khusi laguchi ncc camp time re ate dina camp kali sanga heli ate Sundar kabita lekha mu jaani parilini god bless you sabu kichhi badali galaniii but PN college ra tame aau Tama grup aau mu aama Puri women's college ra sanga bhubaneswar one odisha battalion re khub Masti karuthile hele aaji Kia kouthi contact bi nahni but khusi laguchi aaji bahut god bless you
Bahut badhia lagila..bahut.
Thanks for sharing the message ❤❤
❤❤😊
Wow....
Nice concept 👏 keep it up and keep growing yourself❤❤
Nice akhi ru luha asijauchi 😊😊😊😊😊
😃😃😃😃😃
2nd 👌👌👌
ଧନ୍ୟବାଦ ଭଉଣୀ 🥰🙏
Love you
ଆପଣଙ୍କ ରଚନା ରେ ନିର୍ଭୀକତା ଆଉ ସ୍ପଷ୍ଟତା ହୃଦୟ ସ୍ପର୍ଶୀ ହୋଇଛି
ଧନ୍ୟବାଦ ଭଉଣୀ ❤
🔥🔥
ଧନ୍ୟବାଦ 🙏🥰
Bahut unnat dharan ra kabita .
ଧନ୍ୟବାଦ 🥰🙏
Wwahhhh such a unbelievable wahhhh 👏👏👏👏👏👏👏👏🙏🙏
ଧନ୍ୟବାଦ ଭଉଣୀ 🥰🙏
Greattt 😮😊
ଧନ୍ୟବାଦ 🥰🙏
Very nice
ଧନ୍ୟବାଦ 🥰🙏
Nice 👍
ଧନ୍ୟବାଦ 🥰🙏
Wahhh ❤God bless you dear🥰
ହୃଦୟସ୍ପର୍ଶି ବାସ୍ତବ କଥା
ଧନ୍ୟବାଦ 🥰🙏
Woww🎉❤
ଧନ୍ୟବାଦ 🥰🙏
So nice......👍
ଧନ୍ୟବାଦ 🥰🙏
ଏହା ଭି ଏକ ସମାଜ ର ଏକ ବାସ୍ତବତା!
ଆଜ୍ଞା 🙏
Super didi
ଧନ୍ୟବାଦ 🥰🙏
Bahut sundar lekha didi🙏👏👏
ଅନେକ ଅନେକ ଧନ୍ୟବାଦ 🥰🙏
❤ NYC
ଧନ୍ୟବାଦ 🥰🙏
Beautiful 😍
🥰🙏
Bahut Bhalo heichhi kabita Wow sister
ଧନ୍ୟବାଦ 🥰🙏
nice 👌 ❤❤
ଧନ୍ୟବାଦ 🥰🙏
Sundar lekha di..❤❤
ଧନ୍ୟବାଦ 🥰🙏
Sata ati Sundar paribesana
ଧନ୍ୟବାଦ 🥰🙏
So nice 👍❤
ଧନ୍ୟବାଦ 🥰🙏
"LAJYA NUHE ATMAPRAKASARA" bahut badhia lekha. Aiie Lekha nischita aajira gan re rahuthiba lokamanankara chinta dhara ku badaleiba '
ଧନ୍ୟବାଦ 🥰🙏ନିଶ୍ଚୟ ପହଞ୍ଚିବ ଏ ବାର୍ତ୍ତା ସମସ୍ତଙ୍କ ପାଖରେ... 🙏
Wow badhia pura hrudaya spashri heichi❤
ଧନ୍ୟବାଦ ଭଉଣୀ 🥰🙏
Hrudayaku chhuinla pari kabita tie😌
ଧନ୍ୟବାଦ 🥰🙏
ଖୁବ୍ ସୁନ୍ଦର
ଧନ୍ୟବାଦ 🥰🙏
Super didi 💓 my didi ❤
ଧନ୍ୟବାଦ ଝିଅ 🥰🙏
ଶବ୍ଦ ନାଇଁ ଲେଖିବାକୁ ଯାହାବି ଲେଖିଲ ହୃଦୟକୁ ଛୁଇଁଲା
ଧନ୍ୟବାଦ ଭଉଣୀ 🥰🙏
Bahut bhala lagila ❤
ଧନ୍ୟବାଦ 🥰🙏
ବହୁତ୍ ସୁନ୍ଦର୍ ଲେଖା ,ମୁଁ ବି ଏମିତି ବହୁତ୍ କବିତା ଲେଖିଛି ,କିନ୍ତୁ ସବୁ କିଛି ମୋ ଖାତା ରେ ସୀମିତ ହେଇ ରହିଯାଇଛି।
ଧନ୍ୟବାଦ 🥰🙏
Wow
ଧନ୍ୟବାଦ 🥰🙏
@@priyambadanayak1622 Heart touch Poem mam❤️❤️
Bahut badhiya ama odia bhari badhiya 😊
🥰🙏ଧନ୍ୟବାଦ
@@priyambadanayak1622 😘 Hanuman bhai tumara sabu mangala karantu tume bahut agaku jaa au amaku emiti sundar kabita sunauthaa😘
❤❤❤❤❤❤❤
🥰🙏
Nice didi
ଧନ୍ୟବାଦ 🥰🙏
@@priyambadanayak1622didi mu b poem compose kare..... Mora b mo poem ku emiti express Karibaaku bahut ichhaa...... Kintu kemiti kn karibi jaanipaaruni..... I'm from Bhadrak,,Agarpada
Mono puri gola e kabita suniki
ଧନ୍ୟବାଦ 🥰🙏
ଅତି ଉଚ୍ଚକୋଟୀର କବିତା ୨ଟି ଜାକ ଲେଖା।
ଧନ୍ୟବାଦ 🥰🙏
Priyambada ate Sundar lekha uchakotira very nice aaji amiti dekhi khusi laguchi ncc camp time re ate dina camp kali sanga heli ate Sundar kabita lekha mu jaani parilini god bless you sabu kichhi badali galaniii but PN college ra tame aau Tama grup aau mu aama Puri women's college ra sanga bhubaneswar one odisha battalion re khub Masti karuthile hele aaji Kia kouthi contact bi nahni but khusi laguchi aaji bahut god bless you
ଧନ୍ୟବାଦ ଭଉଣୀ 🥰🙏ମୁଁ ଭଲ ଅଛି , ଆଶା ତୁମେ ବି ଖୁବ ଭଲ ଥିବ 💐💐🙏
Wowwwwwwww🙏
Tq 🙏🥰
Such a great poem ..
ଧନ୍ୟବାଦ ଭଉଣୀ 🥰🙏
🥰🥰
🥰🙏
Bahut sundar upastapana karichhanti bhauni moro sabu akhyaroku Jodi ki line by line kabita tia karichhanti ...bahut sundar heichhi bhauni
ଧନ୍ୟବାଦ 🥰🙏
Touchwood ❤️🌜
ଧନ୍ୟବାଦ 🥰🙏
❤
❤🙏
Bahut bahut bahut bhala aau heart touching. lagila ei 5 mi. ta 50 min. hei jaanta ki?
ଧନ୍ୟବାଦ ଭଉଣୀ 🥰🙏
❤❤❤
🥰🙏
🥰🙏
So cute concept
ଧନ୍ୟବାଦ 🥰🙏
Really superb👍👍👍
ଧନ୍ୟବାଦ 🥰🙏
ଅତି ଉଚ୍ଚକୋଟିର ଲେଖା, କିନ୍ତୁ ନାରୀ ହେବା ଏକ ସୌଭାଗ୍ୟର କଥା, ନାରୀ ହିଁ ନୃତନ ସୃଷ୍ଟିକାରୀ ଖୁବ୍ ସୁନ୍ଦର ଲେଖା ଦିଦି👏
ଧନ୍ୟବାଦ 🥰🙏ଭଉଣୀ
ଆପଣ ଠିକ୍ କହିଛନ୍ତି ❤
Wow ,,,,,, natural,,,,,
@@pinkynasen7815 Yes! 😊
Its really awesome madam ❤
ଧନ୍ୟବାଦ ଭଉଣୀ 🥰🙏
ଅତି ଉଚ୍ଚକୋଟୀ ର ଉପସ୍ଥାପନା 👌👌
ଧନ୍ୟବାଦ 🥰🙏
ପ୍ରଭୁ ଜଗନ୍ନାଥ ତୁମକୁ ଆଶୀର୍ବାଦ କରନ୍ତୁ ତୁମେ ଆଗକୁ ଭଲ ନା କରିଚାଲ
@@priyambadanayak1622 didi
Waaah......
🥰🙏ଧନ୍ୟବାଦ
So beautiful poem nice did I❤❤
🥰🙏ଧନ୍ୟବାଦ
Its always true line very like poem it👌
ଧନ୍ୟବାଦ 🙏🥰
Nice poetry
ଧନ୍ୟବାଦ 🥰🙏
Speechless ❤
ଧନ୍ୟବାଦ 🥰🙏
Ati uchakoti ra paribesana, shradha khub sundar karyakrama karu6
ଧନ୍ୟବାଦ 🥰🙏
🙏
ରଜ୍ଜଶ୍ଵୀଳା, (ଋତୁମତୀ)!
ବରଷ ବୁକୁରେ ଛଅ ଋତୁ, କିନ୍ତୁ
ପ୍ରତି ମାସେ ହୁଏ ସେ ଋତୁମତି,
ଅନ୍ଧ ସମାଜ ବସିଚି ଆଖି ଖୋଲି
କୁସଂସ୍କାର ର ଇଏ କି ରୀତିନୀତି।।
ଋତୁମତୀ ବୋଲି ମୁଁ କି ଛୁଆଁ
ମାେ ଘରେ କିଆଁ ପ୍ରବେଶ ମନା,
ଜିନିଷ ସବୁ ଆଜି ହୁଏ ଅଲଗା
ବଦଳେଇ ପାରନ୍ତିକି ଏ ଭାବନା ।।
କାହିଁକି ମନ୍ଦିର ଯିବା ମନା...
କାହିଁକି ପୂଜା ,ଅର୍ଚ୍ଚନା ମନା...
ସମାଜର ଏ ନୂଆ ବାହାନା...
ତାକୁ ପୁଣି ଛୁଇଁବାକୁ ମନା ...।।
ମାେ ରକତରୁ ଜାତ କରି ଆଜି
କହୁଅଛ ରକତ ମୋର ଅପବିତ୍ର,
ନାରୀ ଗର୍ଭରୁ ସ୍ଵୟଂ ଭଗବାନ ଜାତ
କୁହ ଭଗବାନ ନୁହନ୍ତି କି ପବିତ୍ର।।
ବୁନ୍ଦା ରକତରୁ ପାଅ କେତେ କଷ୍ଟ
ଋତୁ ମତି କନ୍ୟା ଅବା ନାରୀ,
ସହେ ତାକୁ ଛଅ ଋତୁ ବାର ମାସ
ମା'ଲକ୍ଷ୍ମୀ ରଜରେ ରଜ୍ଜଶ୍ଵୀଳା ନାରୀ ।।
✍️ Jyoshnarani Choudhary
ବାଃ ଖୁବ ଚମତ୍କାର ଶବ୍ଦ ସଂଯୋଜନା 💐👍
@@priyambadanayak1622 ଧନ୍ୟବାଦ୍ ଦିଦି🙏❤️
ବହୁତ୍ ସୁନ୍ଦର୍ ଲେଖା ।
@@pragyanparamitasahoo4207 ଧନ୍ୟବାଦ ଦିଦି😊
really heart touch poem 👌👌👌👌👌
ଧନ୍ୟବାଦ 🥰🙏
ଅତି ସୁନ୍ଦର ❤
ଧନ୍ୟବାଦ 🥰🙏
👍👍🙏❤
❤💐🙏
ଦିଦି ମୋତେ ବି ସୁଯୋଗ ମିଳିବ କି
ଖୁବ୍ ଜାଗ୍ରୁତିକ ଓ ଉଦ୍ରେକ ଭାବ ସ୍ରୁଷ୍ଟି କରୁଛି ❤...।
ଦିଦି ମୁଁ ବି ଆଗ୍ରହୀ ଭାଗନେବା ପାଇଁ 🙏🏻🙏🏻
ଧନ୍ୟବାଦ ଭଉଣୀ 🥰🙏
କବିତା କୁ ଉପସ୍ଥାପନା କରିବା ପାଇଁ ଏକ ସୁନ୍ଦର ଅନୁଷ୍ଠାନ, ଯଦି ମୋ କବିତା କୁ ଅପଣଙ୍କ ମଞ୍ଚରେ ଉପସ୍ଥାପନ କରିପାରିବି ତେବେ ବହୁତ ଖୁସି ଅନୁଭବ କରିବି 😊
Waaaa❤️🥹
ଧନ୍ୟବାଦ 🥰🙏
Speechless 😱
ଧନ୍ୟବାଦ ଭଉଣୀ 🥰🙏
ଅତି ସୁନ୍ଦର 👌❤️
ଧନ୍ୟବାଦ ଭଉଣୀ 🥰🙏
ମୁଁ ମଧ୍ୟ ଚାହୁଁଛି ମୋର କିଛି ଲେଖା କୁ ପ୍ରକାଶ କରିବାପାଇଁ .....🌼
applaudable poem ❤❤❤
Tq 🙏
How I can take part in this program ?
Nice👌👌👌. adress ta kuha mukta manchar. Please please
ସୁନ୍ଦର ଉପସ୍ଥାପନା ❤❤❤
ଧନ୍ୟବାଦ 🥰🙏
Very good poem.sends a good message for society.
ଧନ୍ୟବାଦ ଭଉଣୀ 🥰🙏
Super poetry
🥰🙏ଧନ୍ୟବାଦ
Plz kuhantu na mun kemiti jibi se mancha ku... mun b jaiki kichhi kahibi .....jadi mote sujoga milanta...
Super
Tq 🥰🙏
ମତେ ଗୋଟିଏ ସୁଯୋଗ ଦେଲେ ମୁଁ ବହୁତ ଖୁସି ହୁଅନ୍ତି 🙏
How to participate here
ମୁଁ ବି ବହୁତ୍ କବିତା ଲେଖିଛି ହେଲେ ସୁଯୋଗ ପାଉନି ସମାଜର ଲୋକ ମାନଙ୍କ ପାଖରେ ପହଞ୍ଚାଇବା ପାଇଁ..... please mate help karantu....au mo dwara ଲେଖିଥିବା ସୁନ୍ଦର କବିତା ମାନଙ୍କୁ.........🙏🙏🙏🙏🙏
ହୃଦୟସ୍ପର୍ଶ କରିଦେଲା ସତରେ ❤
ଧନ୍ୟବାଦ ଭଉଣୀ 🥰🙏
Nice poem👍👍
ଧନ୍ୟବାଦ 🥰🙏
Beautiful & heart touching porms👌👌👌
ଧନ୍ୟବାଦ ଭଉଣୀ 🥰🙏
Wow So Nice Guddy👌
🥰🙏ଧନ୍ୟବାଦ
So beautiful ❤️🥰
Nice massage to social 😊
ଧନ୍ୟବାଦ 🥰🙏
Mu bhaga nebaku chahuchi
I want to participate..plz sradha mam plz make one chance to me.
So nice 🥰🥰
🥰🙏
Didi aou tike adavance hele bhala haba😢😢
🙏
How can i join your studio?
I have also written something and would like to say something plzz give me this opportunity
👌🙏👍👍
🥰🙏
How to join this program??
Dear shradhanjali entertainment, ଆପଣଙ୍କ ପ୍ରୟାସ ଅତି ପ୍ରଶଂସନୀୟ ଏବଂ ଲେଖା ଗୁଡ଼ିକ ମଧ୍ୟ ଶ୍ରୁତି ମଧୁର। କିନ୍ତୁ ଲଜ୍ଜା ର ବନାନ ଟି ଯଦି ଠିକ୍ କରି ଦିଅନ୍ତି ଅଧିକ ଖୁସି ଲାଗିବ।