ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ହୃଦୟ କେବେ ଭୁଲି ପାରେନା ସେଇ ଅଭୁଲା ସ୍ମତି ଆଉ ଅଭୁଲା ମଣିଷ ର ଉପହାର।ସେଇ ଉପହାର ଆମ ଜୀବନ ର ଏକ ଅଭୁଲା ଅଂଶ।❤❤❤❤❤😢😢
Satare🥲
Tama ku happy ❤ Day
ମୋ ପାଖରେ ବି ସାଇତା ଅଛିଗୋଲାପ ଫୁଲ ବଦଳରେତୁମେ ଦେଇଥିବା ସେ ଗୋଲାପ କଢ଼ି,ସେଇ ନାଲି ରଙ୍ଗ ଯାହା ମୋର ଭାରି ପସନ୍ଦ । ହୁଏତ ତୁମେ ଜାଣିନାହଁଅନେକ ଦିନରୁ ମୋ ଟେବୁଲ୍ ଡ୍ର ରେତୁମ ପାଇଁ ସାଇତି ରଖିଛିନାଲି ସିନ୍ଦୂର ଆଉ ଦୁଇପଟ ଚୁଡ଼ି,ସେ ସବୁକୁ ରଖିଛି ଲୁଚେଇ ସମସ୍ତଙ୍କ ନଜର ଆଢ଼ୁଆଳରୁକାଳେ କାହା ଆଖି ଆଗରେ ଯିବ ପଡ଼ି । ତୁମର ଆଗରୁ ଥିଲା କେବଳ ଅଭିମାନ,ତାହା ଏବେ ଅଭିଯୋଗରେ ହୋଇଛି ପରିବର୍ତ୍ତନ ।କେତେ ସହଜରେ କହିଦେଲ ତୁମ ମନକଥା ମୁଁ ପାରେନା ପଢ଼ି,ଅବଶ୍ୟ ଏକଥା ସତକିନ୍ତୁ ସେଥିରେ ମୋର କିଛି ବି ନାହିଁ ଦୋଷଖୋଲିଛି ଯେବେ ମୁଁ ପଢିବାକୁ ତୁମ ମନର ପୃଷ୍ଠାକୁତୁମ ପ୍ରେମର ନିଶା ମୋ ଶରୀରେ ଯାଏ ବଢ଼ି,ସେ ନିଶାରେ ବିଭୋର ହୋଇ ଶୋଇପଡ଼ିମାରୁଥାଏ ମୁଁ ଘୁଙ୍ଗୁଡ଼ି...❤️❤️❤️
❤wow
Nice yaar ❤❤❤
Aawww 😮
❤😮
Always my favourite sradha mam... Her poem just wow
ତମେ କେବେ ବୁଝିପାରି ମୋ ପ୍ରେମ ର ଗଭୀରତାସରିସରି ଯାଏ ରାତି କିନ୍ତୁ ସରେ ନାହିଁ ଆକୁଲତା ।।..... ଅତି ଚମତ୍କାର ଦିଦି ,ଖୁବ ଉଚ୍ଚ କୋଟିର ବର୍ଣ୍ଣନା✨🧿🌸
ସେଇ ଅତୀତ କଥା ସବୁ manepadile ଆଖି ରୁ ଲୁହ ଜକେଇ ଆସେ। ସେ ଦିନଗୁଡ଼ା ଆଉ କେବେ ବି ଫେରିବନି। ବିତିଯାଇଥିବ ସେଇ ସ୍ମୃତି ସବୁ
ସତରେ ଦିଦି ତୁମ କବିତା ପୂରା ହୃଦୟ ସ୍ପର୍ଶୀ🥰😘❤️
Not just a poem... Words with full of emotions 😍😍👍👍🙏🙏
Wowସ୍ମୃତି ଠୁଁ ବଡ଼ ଆଉ କଣ ଥାଇପାରେ ଯେ ❤😢
Sradha mote lage tume sabudino kabita padhanto aau mu sunonti. Satore kete lucky tumo bapa maa. God bless you beta.
Sabu kichhi vhuli nuaa marega life enjoy Kara sradha tuma husbend nku Khushi Diya au tume bi khusi paya
Really awesome 🎉❤
ଅତ୍ୟନ୍ତ ହୃଦୟ ସ୍ପର୍ସି କବିତା 😊🙏 ଏମିତି ନୁଆଁ ନୁଆଁ କବିତା ଲେଖୁଥାନ୍ତୁ ଓ ଜିବନ୍ ରେ ବହୁତ୍ ଆଗ କୁ ଜାଆନ୍ତୁ 😊🙏🙏🙏🙏🙏🙏🙏🙏🙏🙏 ସୁନ୍ଦର କିବିତା
ହୂର୍ଦୟ ର କଥା ❤❤❤❤ ବହୁତ୍ ବଢିଆ କବିତା 👏👏👏👏
Bahut badhiya lagila suniki...mote bahut vala laguchi tumar sabu kabita
ଶେଷ କଥା ମୋର ଶେଷ ଆଶା ନେଇ ଶେଷ ଚିଠି ତୁମ ପାଇଁ...ଖୁସିରେ ରୁହ ସାଥୀ ସବୁଦିନ ତୁମେ ମୋତେ ମନରୁ ପାସୁରି ଦେଇ...ଭଲପାଇଥିଲି କେତେ ଆଶା ନେଇ ତୁମ ସାଥେ ଖୁସିରେ ରହିବି ବୋଲି.... ଅଧା ବାଟେ ମତେ ଏକା କରିଦେଲା ସ୍ବାର୍ଥ ସରିଗଲା ବୁଲି.... ଭୁଲିଯାଅ ମୋତେ ଭୁଲିଯା ଅ ସବୁ ମନରେ ମୋ ଦୁଃଖ ନାହିଁ...ଜୀବନରେ ଯଦି ଦେଖା ହୁଏ କେବେ ପଚାରିବି ନିଶ୍ଚେ ମୁହି....ମୋ ସାଥେ ଏମିତି କଲ କଣ ପାଇଁ....କାହିଁକି ଏମିତି କଷ୍ଟ ଦେଲ ମୋତେ ଆଜିଯାଏ ମୁ ତମଠୁ ଉତ୍ତର ପାଇଲି ନାହିଁ....ଏତିକି କହିବି ଶେଷ ଥର ପାଇଁ ଅପେକ୍ଷା ରେ ଥିଲି ଅପେକ୍ଷାରେ ଅଛି ଅପେକ୍ଷା ରେ ଥିବି ମୁ ତୁମରି ପାଇଁ.....ଆଶା ଅଛି ମୋର ସବୁ କଥା ଭୁଲି ତୁମେ ବି ଫେରିବା ମୋରି ପାଖକୁ ମୋରି ପ୍ରେମିକ ହୋଇ..... ♥️Sweet shona♥️
Bahut sundar diiii
Bahut sundar mam
ଆପଣଙ୍କ ସବୁ କବିତା ହୃଦୟ ସ୍ପର୍ଶି 👌🏻👌🏻
Wow mo sweet dee 😍😍 best one
Sandeep bhai nka saha ethu bodhe love ta start heichi..❤
Seriously it's a heart touching & related 🥺💕.......uh just beautifully said ❤😚lots of love from Rourkela
ତମେ ଅଛ ମୁ ଅଛି ଅଛି ସେଇ ସ୍ମୁତି (2)ହେଲେ ସେଇ ସେଇ ସ୍ମୁତି କୁ ସମ୍ପତି କରିବା ପାଇଁ ଅଛି ତମର ଅନେକ ଆପତ୍ତି, ଭଗବାନ କରନ୍ତୁ ସେଇ ଆପତ୍ତି ପରିଣତ ନ ହେଇଯାଉ ତୁମ ବିପତ୍ତି ସବୁବେଳେ ଖୁସି ରେ ଥାଅ ଭୁଲି ତୁମ ପ୍ରତିଶୃତି ଭୁଲି ତୁମ ପ୍ରତିଶୃତି.
Mast heichi di
Dekhibaku jemiti sundar kabita b setiki sundar nd kabita padhibara style oooooo Mashallah ❤❤❤❤❤❤❤❤❤❤❤
You have a unique style of presentation. I wish you all the best in your future endeavors.
Love u sradha ,madam ,really I love u very much
Mam your poems are always at the top..... ❤❤❤loved it
Wow shradhaa dii ❤❤❤its osm 😊😊😊
ଆଜିବି ଡାଇରୀ ରେ ସାଇତି ରଖିଛି ତୁମେ ଦେଇଥିବା ସେଇ ଚକୋଲେଟ ଜରି, ସବୁବେଳେ କହୁଥାଏ ମୁଁ ଚକୋଲେଟ ପସନ୍ଦ ମୋତେ ଭାରି,କିଏ ଯଦି ଆଣି ଅଜାଡ଼ି ଦିଅନ୍ତା ଖୁସିରେ ମନ ମୋ ଯାଆନ୍ତା ଭରି,ଆଉ କେହି ନୁହେଁ ତୁମରି ଅପେକ୍ଷା କାଇଁ କର ଏତେ ଡେରି,ଅପେକ୍ଷା ର ଅନ୍ତ ଘଟିବ ନିଶ୍ଚୟଅଛିଯେ ବିଶ୍ୱାସ ମୋର,ସମସ୍ତଙ୍କ ଠାରୁ ତୁମେ କାଇଁ ଲାଗ ସବୁଠୁ ବେଶୀ ନିଜର,ଭାବନା ଇଏ ମନର,ସବୁ ଖୁସି ମିଳୁ ତୁମକୁ ହେ ସାଥୀ ଏତିକି କାମନା ମୋର,ଭାବିବନି କେବେ ପର,ଥିଲି ଯେ ଅଜଣା ହେଲି ପୁଣି ଜଣା ଆଜି ପାଖେ ଥାଇ ଲାଗ ପର........sweet ମଧୁ.......
Wow yaar so beautiful ❤️
Wahhh dii nyc lines nyc voice. ❤❤❤❤
Mam Apankar kavita bhali Apankar voice madhya khub shundar ..... bahut shundar kabita mam...❤❤❤
ମନଛୁଆଁ କବିତା । ହୃଦୟସ୍ପର୍ଶୀ
Wahh dii very interesting and heart touching 💞
This is wonderful kabita
Didi bhala maja karucha🔥🔥
Wow di u r just killing omg ur voice ur emotions ur writing just amazing i love you di keep good job 🙏🙏❤️
Wow didi super 🔥🔥❤️🔥🔥
Upastapana soili bahut sundar
Ayee hayee ❤ good one
ଯଦି କେବଳ ସଂପୂର୍ଣ୍ଣ ହେବା ହିଁ ପ୍ରେମର ନିୟମ ଅଟେ, ତେବେ ମୀରା କଦାପି କୃଷ୍ଣଙ୍କୁ ପ୍ରେମ କରିନଥାନ୍ତେ।
Sradha dd is the best❤
bahute badiya didi
Bahut sundar didi
Master peace 1 only❤❤
Beautiful nice didi so sweet cute 🥰🥰🥰🥰
Bahut bahut Sundar super 👌 so cute
Really heart touching shayari ❤❤❤
Asu pache jiban re kete badha bighna madi Hele sabubele saiti rakhibi tume deithiba aee nali sadhi♥️♥️♥️
Very attractive line❤😢 sradha didi❤❤❤
ବୟସଟା ବିତିଯିବ ସ୍ମୃତିରେ ତୁମର ଅସିବନି ତୁମେ ଜୀବନରେ,କହିଦିଅ ଥରେ ମନା କରିବନି ପ୍ରିୟା ମୋତେ ଆର ଜନମରେ।।❤
Really didi l love it
Keep it up ma'am ❤
ବହୁତ ବଢିଆ
Wow did nice poetry❤❤❤❤ good bless you
Sradha did my favourite heroin
Super didi ❤️❤️❤️❤️🥰🥰🥰🥰
Sradha didi 👌🏼👌🏼👌🏼👌🏼❤️❤️❤️❤️🙏🏼🙏🏼 line's 🔥🔥🔥
outstanding di
Nalii saree dela ......Sindura debaku kahili muhna Pherei chaligala.....Achi asha asiba dene......sankha sindura sangare anni.....Badhu pari sajei ...kari neijiba tuma patarani❤
ହୃଦୟ କୁ ଛୁଇଁ ଗଲା ...
Wow ❤ great di
Again one master piece ❤
Dd really very nice poetry
It's really heart touching ❤❤❤
ବହୁତ୍ ସୁନ୍ଦର୍.... Shraddha Mam...❤❤❤
❤
Didi its so nice & your voice so sweetYour are so talented , lam so proud of you 💜🌼🤗
Mind-blowing poem
No words di❤🔥🔥🔥🔥
Speechless 🍁
Beautifully presented also❤
ପ୍ରକୃତ ଭଲ ପାଇବା କୁ ଭୁଲି ହୁଏନା ଜୀବନ ଥିବା ଯାଏ। ଦିଦି ଆପଣଙ୍କ ର ପ୍ରତ୍ୟେକ ଟି ଧାଡି ହୃଦୟସ୍ପର୍ଶି❤ ଭୁଲି ହୁଏନା କିଛି ବି କଥା ❤ ଆଉ ଦେଇଥିବା ଗିଫ୍ଟ ତ କେବେ ବି ଫୋପାଡି ହବନି ❤ 😢😢😢
My favourite heroine 😍😍😍😍
Mam your expression, voice, personality is so.. Amazing❤❤your so.. Beautiful girl❤❤❤❤❤❤❤❤
Every line has epic ❤............. emotion ❤ words ...voice delivery out f world .... overall ...the best
Bahut sunder upastapana
Heart touching kabita
ଅତ୍ୟନ୍ତ ହୃଦୟ ସ୍ପର୍ଶୀ❤
ବହୁତ ସୁନ୍ଦର କବିତା ❤❤👍👍👌
Jay bholenath 🙏🙏
Wahh Wahh Bhauni Amazing ❤❤❤
nice story❤
Bhala paiba awww kn kii..😌🌼🤗
Wahhhhhh❤❤❤❤
Heart touching🥺❤️
ମନ ପେଡ଼ି ରେ ସାଇତା ତୁମର ସେଇ ନାଲି ରଙ୍ଗ ର ଶାଢ଼ୀ....❤
Woooooo brautiful Kabita Sradha Mam❤❤❤🙏🏻
Wow So nice...❤❤❤❤❤
Ichha hue nanhi pindhibaku tuma nali sadhi . Bhabe sekatha jebe au kaha pain deithila tume mate chhadi. Bhabe deidebi nei hatare tuma sei nali sadhi ,. Kejani kanhi abhuja manata pachharu dhare mate vidi . Tume deithiba sei nali sadhi 🥰🥰🥰☺️😊😊😊
Wow👌👌👌
Wha dii wha dii
ଖୁବ୍ ସୁନ୍ଦର ❤
ଅତି ସୁନ୍ଦର କବିତା ❤
Masterpiece ❤
Nice speach
Wow super nice didi
ହୃଦୟ ସ୍ପର୍ଶୀ 🥲💜💜💜
Wow 😲
U r multifarious talented ❤
My favourite sradha di❤
Mana bhitara aei katha guda bahut bhala laguchi
ସର୍ବଗୁଣ ସମ୍ପୂର୍ଣ୍ଣୀ ଆପଣ
ହୃଦୟ କେବେ ଭୁଲି ପାରେନା ସେଇ ଅଭୁଲା ସ୍ମତି ଆଉ ଅଭୁଲା ମଣିଷ ର ଉପହାର।ସେଇ ଉପହାର ଆମ ଜୀବନ ର ଏକ ଅଭୁଲା ଅଂଶ।❤❤❤❤❤😢😢
Satare🥲
Tama ku happy ❤ Day
ମୋ ପାଖରେ ବି ସାଇତା ଅଛି
ଗୋଲାପ ଫୁଲ ବଦଳରେ
ତୁମେ ଦେଇଥିବା ସେ ଗୋଲାପ କଢ଼ି,
ସେଇ ନାଲି ରଙ୍ଗ
ଯାହା ମୋର ଭାରି ପସନ୍ଦ ।
ହୁଏତ ତୁମେ ଜାଣିନାହଁ
ଅନେକ ଦିନରୁ ମୋ ଟେବୁଲ୍ ଡ୍ର ରେ
ତୁମ ପାଇଁ ସାଇତି ରଖିଛି
ନାଲି ସିନ୍ଦୂର ଆଉ ଦୁଇପଟ ଚୁଡ଼ି,
ସେ ସବୁକୁ ରଖିଛି ଲୁଚେଇ
ସମସ୍ତଙ୍କ ନଜର ଆଢ଼ୁଆଳରୁ
କାଳେ କାହା ଆଖି ଆଗରେ ଯିବ ପଡ଼ି ।
ତୁମର ଆଗରୁ ଥିଲା କେବଳ ଅଭିମାନ,
ତାହା ଏବେ ଅଭିଯୋଗରେ ହୋଇଛି ପରିବର୍ତ୍ତନ ।
କେତେ ସହଜରେ କହିଦେଲ
ତୁମ ମନକଥା ମୁଁ ପାରେନା ପଢ଼ି,
ଅବଶ୍ୟ ଏକଥା ସତ
କିନ୍ତୁ ସେଥିରେ ମୋର କିଛି ବି ନାହିଁ ଦୋଷ
ଖୋଲିଛି ଯେବେ ମୁଁ ପଢିବାକୁ
ତୁମ ମନର ପୃଷ୍ଠାକୁ
ତୁମ ପ୍ରେମର ନିଶା ମୋ ଶରୀରେ ଯାଏ ବଢ଼ି,
ସେ ନିଶାରେ ବିଭୋର ହୋଇ ଶୋଇପଡ଼ି
ମାରୁଥାଏ ମୁଁ ଘୁଙ୍ଗୁଡ଼ି...
❤️❤️❤️
❤wow
Nice yaar ❤❤❤
Aawww 😮
❤😮
Always my favourite sradha mam... Her poem just wow
ତମେ କେବେ ବୁଝିପାରି ମୋ
ପ୍ରେମ ର ଗଭୀରତା
ସରିସରି ଯାଏ ରାତି କିନ୍ତୁ
ସରେ ନାହିଁ ଆକୁଲତା ।।..... ଅତି ଚମତ୍କାର ଦିଦି ,ଖୁବ ଉଚ୍ଚ କୋଟିର ବର୍ଣ୍ଣନା✨🧿🌸
ସେଇ ଅତୀତ କଥା ସବୁ manepadile ଆଖି ରୁ ଲୁହ ଜକେଇ ଆସେ। ସେ ଦିନଗୁଡ଼ା ଆଉ କେବେ ବି ଫେରିବନି। ବିତିଯାଇଥିବ ସେଇ ସ୍ମୃତି ସବୁ
ସତରେ ଦିଦି ତୁମ କବିତା ପୂରା ହୃଦୟ ସ୍ପର୍ଶୀ🥰😘❤️
Not just a poem... Words with full of emotions 😍😍👍👍🙏🙏
Wow
ସ୍ମୃତି ଠୁଁ ବଡ଼ ଆଉ କଣ ଥାଇପାରେ ଯେ ❤😢
Sradha mote lage tume sabudino kabita padhanto aau mu sunonti. Satore kete lucky tumo bapa maa. God bless you beta.
Sabu kichhi vhuli nuaa marega life enjoy Kara sradha tuma husbend nku Khushi Diya au tume bi khusi paya
Really awesome 🎉❤
ଅତ୍ୟନ୍ତ ହୃଦୟ ସ୍ପର୍ସି କବିତା 😊🙏 ଏମିତି ନୁଆଁ ନୁଆଁ କବିତା ଲେଖୁଥାନ୍ତୁ ଓ ଜିବନ୍ ରେ ବହୁତ୍ ଆଗ କୁ ଜାଆନ୍ତୁ 😊🙏🙏🙏🙏🙏🙏🙏🙏🙏🙏 ସୁନ୍ଦର କିବିତା
ହୂର୍ଦୟ ର କଥା ❤❤❤❤ ବହୁତ୍ ବଢିଆ କବିତା 👏👏👏👏
Bahut badhiya lagila suniki...mote bahut vala laguchi tumar sabu kabita
ଶେଷ କଥା ମୋର ଶେଷ ଆଶା ନେଇ ଶେଷ ଚିଠି ତୁମ ପାଇଁ...ଖୁସିରେ ରୁହ ସାଥୀ ସବୁଦିନ ତୁମେ ମୋତେ ମନରୁ ପାସୁରି ଦେଇ...ଭଲପାଇଥିଲି କେତେ ଆଶା ନେଇ ତୁମ ସାଥେ ଖୁସିରେ ରହିବି ବୋଲି.... ଅଧା ବାଟେ ମତେ ଏକା କରିଦେଲା ସ୍ବାର୍ଥ ସରିଗଲା ବୁଲି.... ଭୁଲିଯାଅ ମୋତେ ଭୁଲିଯା ଅ ସବୁ ମନରେ ମୋ ଦୁଃଖ ନାହିଁ...ଜୀବନରେ ଯଦି ଦେଖା ହୁଏ କେବେ ପଚାରିବି ନିଶ୍ଚେ ମୁହି....ମୋ ସାଥେ ଏମିତି କଲ କଣ ପାଇଁ....କାହିଁକି ଏମିତି କଷ୍ଟ ଦେଲ ମୋତେ ଆଜିଯାଏ ମୁ ତମଠୁ ଉତ୍ତର ପାଇଲି ନାହିଁ....ଏତିକି କହିବି ଶେଷ ଥର ପାଇଁ ଅପେକ୍ଷା ରେ ଥିଲି ଅପେକ୍ଷାରେ ଅଛି ଅପେକ୍ଷା ରେ ଥିବି ମୁ ତୁମରି ପାଇଁ.....ଆଶା ଅଛି ମୋର ସବୁ କଥା ଭୁଲି ତୁମେ ବି ଫେରିବା ମୋରି ପାଖକୁ ମୋରି ପ୍ରେମିକ ହୋଇ.....
♥️Sweet shona♥️
Bahut sundar diiii
Bahut sundar mam
ଆପଣଙ୍କ ସବୁ କବିତା ହୃଦୟ ସ୍ପର୍ଶି 👌🏻👌🏻
Wow mo sweet dee 😍😍 best one
Sandeep bhai nka saha ethu bodhe love ta start heichi..❤
Seriously it's a heart touching & related 🥺💕.......uh just beautifully said ❤😚lots of love from Rourkela
ତମେ ଅଛ ମୁ ଅଛି ଅଛି ସେଇ ସ୍ମୁତି (2)ହେଲେ ସେଇ ସେଇ ସ୍ମୁତି କୁ ସମ୍ପତି କରିବା ପାଇଁ ଅଛି ତମର ଅନେକ ଆପତ୍ତି, ଭଗବାନ କରନ୍ତୁ ସେଇ ଆପତ୍ତି ପରିଣତ ନ ହେଇଯାଉ ତୁମ ବିପତ୍ତି ସବୁବେଳେ ଖୁସି ରେ ଥାଅ ଭୁଲି ତୁମ ପ୍ରତିଶୃତି ଭୁଲି ତୁମ ପ୍ରତିଶୃତି.
Mast heichi di
Dekhibaku jemiti sundar kabita b setiki sundar nd kabita padhibara style oooooo Mashallah ❤❤❤❤❤❤❤❤❤❤❤
You have a unique style of presentation. I wish you all the best in your future endeavors.
Love u sradha ,madam ,really I love u very much
Mam your poems are always at the top..... ❤❤❤loved it
Wow shradhaa dii ❤❤❤its osm 😊😊😊
ଆଜିବି ଡାଇରୀ ରେ ସାଇତି ରଖିଛି ତୁମେ ଦେଇଥିବା ସେଇ ଚକୋଲେଟ ଜରି,
ସବୁବେଳେ କହୁଥାଏ ମୁଁ ଚକୋଲେଟ ପସନ୍ଦ ମୋତେ ଭାରି,
କିଏ ଯଦି ଆଣି ଅଜାଡ଼ି ଦିଅନ୍ତା ଖୁସିରେ ମନ ମୋ ଯାଆନ୍ତା ଭରି,
ଆଉ କେହି ନୁହେଁ ତୁମରି ଅପେକ୍ଷା କାଇଁ କର ଏତେ ଡେରି,
ଅପେକ୍ଷା ର ଅନ୍ତ ଘଟିବ ନିଶ୍ଚୟଅଛିଯେ ବିଶ୍ୱାସ ମୋର,
ସମସ୍ତଙ୍କ ଠାରୁ ତୁମେ କାଇଁ ଲାଗ ସବୁଠୁ ବେଶୀ ନିଜର,
ଭାବନା ଇଏ ମନର,
ସବୁ ଖୁସି ମିଳୁ ତୁମକୁ ହେ ସାଥୀ ଏତିକି କାମନା ମୋର,
ଭାବିବନି କେବେ ପର,
ଥିଲି ଯେ ଅଜଣା ହେଲି ପୁଣି ଜଣା ଆଜି ପାଖେ ଥାଇ ଲାଗ ପର
........sweet ମଧୁ.......
Wow yaar so beautiful ❤️
Wahhh dii nyc lines nyc voice. ❤❤❤❤
Mam Apankar kavita bhali Apankar voice madhya khub shundar ..... bahut shundar kabita mam...❤❤❤
ମନଛୁଆଁ କବିତା । ହୃଦୟସ୍ପର୍ଶୀ
Wahh dii very interesting and heart touching 💞
This is wonderful kabita
Didi bhala maja karucha🔥🔥
Wow di u r just killing omg ur voice ur emotions ur writing just amazing i love you di keep good job 🙏🙏❤️
Wow didi super 🔥🔥❤️🔥🔥
Upastapana soili bahut sundar
Ayee hayee ❤ good one
ଯଦି କେବଳ ସଂପୂର୍ଣ୍ଣ ହେବା ହିଁ ପ୍ରେମର ନିୟମ ଅଟେ, ତେବେ ମୀରା କଦାପି କୃଷ୍ଣଙ୍କୁ ପ୍ରେମ କରିନଥାନ୍ତେ।
Sradha dd is the best❤
bahute badiya didi
Bahut sundar didi
Master peace 1 only❤❤
Beautiful nice didi so sweet cute 🥰🥰🥰🥰
Bahut bahut Sundar super 👌 so cute
Really heart touching shayari ❤❤❤
Asu pache jiban re kete badha bighna madi
Hele sabubele saiti rakhibi tume deithiba aee nali sadhi♥️♥️♥️
Very attractive line❤😢 sradha didi❤❤❤
ବୟସଟା ବିତିଯିବ ସ୍ମୃତିରେ ତୁମର
ଅସିବନି ତୁମେ ଜୀବନରେ,
କହିଦିଅ ଥରେ ମନା କରିବନି
ପ୍ରିୟା ମୋତେ ଆର ଜନମରେ।।❤
Really didi l love it
Keep it up ma'am ❤
ବହୁତ ବଢିଆ
Wow did nice poetry❤❤❤❤ good bless you
Sradha did my favourite heroin
Super didi ❤️❤️❤️❤️🥰🥰🥰🥰
Sradha didi 👌🏼👌🏼👌🏼👌🏼❤️❤️❤️❤️🙏🏼🙏🏼 line's 🔥🔥🔥
outstanding di
Nalii saree dela ......Sindura debaku kahili muhna
Pherei chaligala.....Achi asha asiba dene......sankha sindura sangare anni.....Badhu pari sajei ...kari neijiba tuma patarani❤
ହୃଦୟ କୁ ଛୁଇଁ ଗଲା ...
Wow ❤ great di
Again one master piece ❤
Dd really very nice poetry
It's really heart touching ❤❤❤
ବହୁତ୍ ସୁନ୍ଦର୍.... Shraddha Mam...❤❤❤
❤
Didi its so nice & your voice so sweet
Your are so talented , lam so proud of you 💜🌼🤗