ତୁମକୁ ମୋ ବାହାଘର ର ନିମନ୍ତ୍ରଣ - ଶ୍ରଦ୍ଧା ପାଣିଗ୍ରାହୀ ॥ Odia poetry ॥ ମୁକ୍ତମଞ୍ଚ , ଆମ ଭାଷା ଓ ସାହିତ୍ୟ ର |

แชร์
ฝัง
  • เผยแพร่เมื่อ 29 ก.ย. 2024
  • #sradhapanigrahi #odiapoetry #muktamancha
    Special thanks to our venue partner, “Cloud kitchen “….
    www.baba-ben-c...
    ଶୁଣ
    ଇଏ ତୁମକୁ ମୋର ଶେଷ ଚିଠି।
    କ୍ଷମା କରିବ ଯଦି କରୁଛି ତୁମକୁ ହଇରାଣ..
    ହେଲେ ଆଉ କେବେବି ଆସିବିନି ତୁମ ଜୀବନେ,
    ଥିଲେ ଥାଉ ପଛେ ଯେତେ ଯାହା କାରଣ ।
    ଆସନ୍ତା ସୋମବାରେ ମୋ ବାହାଘର,
    ତୁମକୁ ମୋ ବାହାଘର ର ନିମନ୍ତ୍ରଣ ॥
    ଭାବିଥିଲି ବେଦିରେ ବସିବି ତୁମ ସହ..
    ତୁମେ ହବ ମୋ ବର।
    ଅପେକ୍ଷା ବି କଲି ବହୁତ ଦିନ..
    ହେଲେ ଶୁଣିବାକୁ ପାଇଲି,
    ଏବେ ତୁମେ ଆଉ କାହା ପ୍ରେମରେ ଉଛନ୍ନ ।
    ଉହୁଁ… ନିନ୍ଦା କରୁନି ମ…
    ଇଏ ତ ବସ୍ , ତୁମକୁ ମୋ ବାହାଘର ର ନିମନ୍ତ୍ରଣ ॥
    ଏତେ ଭିଡ ଭିତରେ, ପାରିବ ତ ମୋତେ ଚିହ୍ନି ?
    ପାରିବନି ଯଦି !!! କହୁଛି ଶୁଣ…
    ଥରେ ଏକାଠି ଯାଇ ଖଣ୍ଡେ ପାଟଶାଢୀ ଆଣିଥିଲେ ଆମେ କିଣି ।
    ହଳଦିଆ ରଙ୍ଗ ….
    ହଁ ମ… ସେଇ ହଳଦିଆ ଶାଢୀ ପିନ୍ଧି, ସାଜିଥିବି ମୁଁ ସେଦିନ ପାଟରାଣି…
    ଆଉ କରୁଥିବି ମଧ୍ୟ ସମସ୍ତଙ୍କର ଆଶୀର୍ବାଦ ଗ୍ରହଣ ।
    ଆସନ୍ତା ସୋମବାରେ ମୋ ବାହାଘର,
    ତୁମକୁ ମୋ ବାହାଘର ର ନିମନ୍ତ୍ରଣ ॥
    ଆଛା, ମୋ ବର ବିଷୟରେ ଶୁଣିବ ?
    ଦେଖିବାକୁ ସେ ଠିକ୍ ଠାକ୍ …
    ହେଲେ ହୃଦୟ ତାଙ୍କର ସତେକି ଗୋଟେ ସୁନା ର ଖଣି ।
    ନହେଲେ…. ମୋ ଅତୀତ କୁ ଜାଣିସୁଦ୍ଧା ,
    ଦିଅନ୍ତେ କି ମୋତେ ଅର୍ଦ୍ଧାଙ୍ଗିନୀ ର ମାନ !!
    ଶୁଣ, ତୁମକୁ ମୋର ନୁହଁ…
    ତୁମକୁ ଆମ ଦୁହିଁଙ୍କ ବାହାଘର ର ନିମନ୍ତ୍ରଣ ॥
    ଦେଖ…
    ମନେକରି ଆସିବ ନିଶ୍ଚୟ…
    ନହେଲେ ତୁମକୁ ମୋ ରା…ଣ….
    ଧେତ୍..ତ୍….
    ମୁଁ କିଏ ଯେ !!!
    ଆସିବ ନିଶ୍ଚୟ…
    ନହେଲେ ତୁମକୁ ତୁମ ୨୩ତମ ପ୍ରେମିକା ର ରାଣ ।
    ଆସନ୍ତା ସୋମବାରେ ମୋ ବାହାଘର,
    ତୁମକୁ ମୋ ବାହାଘର ର ନିମନ୍ତ୍ରଣ ॥

ความคิดเห็น • 815

  • @jasaswininanda9503
    @jasaswininanda9503 ปีที่แล้ว +340

    The line "କଟା ଘା ରେ ଚୂନ " was epic😂

  • @Kanhakandhei
    @Kanhakandhei 7 หลายเดือนก่อน +146

    ସତରେ ଏଇଟା କଟା ଘାଆ ରେ ଚୂନ+ଲୁଣ+ଲଙ୍କାଗୁଣ୍ଡ= ମସଲା ମିଶା ନିମନ୍ତ୍ରଣ 🎉🎉🎉🎉🎉🎉

  • @tanmayeenayak803
    @tanmayeenayak803 ปีที่แล้ว +3

    Sradha God gifted child tume. Tumo saeri bi bahut volo lage. Tumo pori kie acchi ei industry re. Bahut agoku jao.bapa maa kna nam koro. ❤.

  • @chittaranjanpatra7134
    @chittaranjanpatra7134 ปีที่แล้ว +53

    Talent overload ... Hats up maam

  • @dhirenburma8143
    @dhirenburma8143 7 หลายเดือนก่อน +2

    There is no words to Tarif you Shrada mam.. very nice..ooh beautiful..

  • @archita-ld8mb
    @archita-ld8mb ปีที่แล้ว +11

    Your words give me Goosebumps ❤❤❤😢😢😢 I don't know why ❤ I felt sorry for you❤ First time I say you I love you didi❤❤❤😢😢😢

  • @sarojsk1088
    @sarojsk1088 ปีที่แล้ว +1

    Ate khusi vitare kete kasta je luchichi hasa ru jani hauchi .amiti khusire ruha didi ❤

  • @thatodiafoodygirl
    @thatodiafoodygirl ปีที่แล้ว +65

    That "୨୩ତମ ପ୍ରେମିକା ର ରାଣ" hits different didi 🤣🤣🤣🤣

  • @chutakimallick7743
    @chutakimallick7743 ปีที่แล้ว +2

    You are my favourite girl in my life ❤❤❤❤❤❤you are great I can't explain you ❤❤❤❤❤life re successful huaa

  • @cuteAdyashaVlog
    @cuteAdyashaVlog ปีที่แล้ว +1

    shradha u r so sweet...we love you

  • @shishirkumar4344
    @shishirkumar4344 ปีที่แล้ว +4

    I just came here to appreciate you ma'am

  • @avipsaroul6802
    @avipsaroul6802 ปีที่แล้ว +6

    🥰❤️really heart touching shayari

  • @swetapadma5236
    @swetapadma5236 ปีที่แล้ว +4

    👌🏻👌🏻
    Heartly congratulates for a new things 🥳🥳💐💐

  • @suchismitaminusahoo5420
    @suchismitaminusahoo5420 ปีที่แล้ว +10

    Omg so nice. ❤❤ Didi your voice is very beautiful😍✨❤

  • @soniamohanty7666
    @soniamohanty7666 ปีที่แล้ว +4

    Sradha is the best 👍❤

  • @diariesofsusanta
    @diariesofsusanta ปีที่แล้ว +4

    ଶ୍ରଦ୍ଧା ❤

  • @mamuni1235
    @mamuni1235 ปีที่แล้ว +5

    1st katha eai poetry pain excited thili my dream come true feeling so happy😊Sardha Didi nka bahut Bada fan ta tharu adhika tanks every poetry❤ ra big big fan. Didi sabu poetry tharu aji ra poetry best❤❤ every line reality👍 heart touching❤. Kn kahibi mo heroine sabuthire no 1 . Jay jagannath Bapa sabu bele tuma saha rahu, sabu khusi tuma jibanare bharidauu etki prathana ❤ i love you so much mahh queen.

  • @dashdcreation6925
    @dashdcreation6925 ปีที่แล้ว +1

    ବହୁତ୍ ଭଲ ତୁମ ଲେଖା କବିତା ❤❤❤

  • @debashisdas389
    @debashisdas389 4 หลายเดือนก่อน +3

    ପାଇଲି ତମ ବାହାଘର ନିମନ୍ତ୍ରଣ,
    ଆଗକୁ ବଢ଼ିବାକୁ କରିବିନି ବାରଣ l
    ଅଳ୍ପ ବହୁତ ଭୁଲ୍ ଭାଲ ଦେଲ ଉଦାହରଣ,
    ସଜାଡ଼ିବି ଭାବିଲି, କିନ୍ତୁ ମିଳିଲାନି କିଛି କାରଣ ।
    ହଁ , ମନେ ଅଛି ସେଇ ହଳଦିଆ ପାଟ ଶାଢ଼ୀ,
    ଯେଉଁଥିରେ ଚମକୁଥିଲ ତମେ, ହସର ଧାର ଓଢି।
    ସୋମବାର, ଦିନ ତ ଭଲଟେ ତମେ ବାଛିଛ,
    ସାକ୍ଷୀ ରହିବ ତମ ବାରିର ଆମ୍ବ ଗଛ।
    ଦେଖା ହୁଏ ସ୍ଵପ୍ନଭରା ଅପେକ୍ଷା ସଙ୍ଗେ, ଦିନ ଦ୍ବିପହରରେ,
    ସେଇ ସ୍ବପ୍ନ କେଜାଣି କେମିତି ଖୋଜିଲ ତମେ ତମ ବରରେ ।
    ଠିକ୍ ଠାକ୍ ଦିଶୁ, ଅବା ଅତି ସୁନ୍ଦର,
    ରାଗର ପାଲିଙ୍କି ବୋହି ପାରିବ କି ତମର ?
    ଉତ୍ତର ପାଇ ଯାଇଥିବଣି ତମେ ବୋଧେ ,
    ଆରେ ନା, ତମକୁ କଥା ମନେ ପଡୁଥିବ ମାତ୍ର ଅଧେ ।
    "ତମ ପ୍ରେମ ଯେ ଅନ୍ୟୁନ", ବୋଲି କହିଲ,
    ପୁରୁଣା ଲେଖା, ନା ମୋ ପାଇଁ ନୂଆ ଲେଖିଲ ?
    ହଁ ମ, କି କଥା ଏଗୁଡା,
    ଲେଖା ପୁରୁଣା କି ନୂଆ,ସେଇଟା ଟିକେ ପରେ କହିବ,
    ମୁଁ ୩୦ କି ୩୫, କେତେ ନମ୍ବରର ଆଗ ଗଣିଦବ ।
    ଯିବି ନିଶ୍ଚୟ , ପାଇଲି ଯେହେତୁ ନିମନ୍ତ୍ରଣ,
    ଅନୁରୋଧ କେବଳ ଗୋଟେ ହିଁ,
    ତମ ସ୍ବାମୀଙ୍କ କଟା ଘା ରେ ମାରିବନି ଚୂନ,
    କହିକି "ମୁ ଏକା ତୁମର ହିଁ " ।
    -ଇତି ତୁମର ନଂ ୩୫ ପ୍ରେମିକ😅

  • @prangyasahoo4783
    @prangyasahoo4783 ปีที่แล้ว +2

    ଅତି ସୁନ୍ଦର

  • @TauChaalChakra
    @TauChaalChakra ปีที่แล้ว +1

    Its just a random comment. Ete bhida re just gote sabda. Tama katha ta deha ku lagila. Tame khushi re ruha. Sabu bele.
    Love you❤ crush, fan everything

  • @abhilipsamohanty6828
    @abhilipsamohanty6828 ปีที่แล้ว +1

    Didi you are the best 😘❤️

  • @ipsitaranidash5228
    @ipsitaranidash5228 ปีที่แล้ว +1

    Wowww

  • @swarajmohanty3020
    @swarajmohanty3020 ปีที่แล้ว +1

    Wow didi superb 👍👍👍👍👍👍👍👍

  • @Dasarath_sisa
    @Dasarath_sisa ปีที่แล้ว +1

    Wooh Didi moja ashigola lagila suni ki ❤

  • @madhusmitamahapatra5181
    @madhusmitamahapatra5181 ปีที่แล้ว +8

    Oh Wow !! ❤ What a poem ... amazing 🤩👏👏

  • @ulapidas2328
    @ulapidas2328 ปีที่แล้ว +1

    God bless you didi

  • @speakingodisha
    @speakingodisha ปีที่แล้ว +1

    Khub Sundar tuma ei Nimantran kabita....also ur Channel. keep it up...👌👌👌✌✌💯💯💯

  • @JasodaPatra-ek7ov
    @JasodaPatra-ek7ov ปีที่แล้ว +1

    Excellent 👌👌👍👍didi ❤️❤️❤️🥰🥰🥰..

  • @santoshsahoo5968
    @santoshsahoo5968 ปีที่แล้ว +5

    Mind blowing

  • @lopamudramahanta8941
    @lopamudramahanta8941 ปีที่แล้ว

    ବହୁତ ଭଲ ଲାଗିଲା

  • @saswatipandagel0124
    @saswatipandagel0124 ปีที่แล้ว +1

    Nailed it

  • @manu214
    @manu214 7 หลายเดือนก่อน +1

    Pura sata katha story re kahila di ❤

  • @hiteshcreationdas3615
    @hiteshcreationdas3615 ปีที่แล้ว

    Bahut bhala lagila so cute di❤❤❤

  • @devdeep9700
    @devdeep9700 ปีที่แล้ว

    I am ready with several romantic poems...

    • @devdeep9700
      @devdeep9700 ปีที่แล้ว

      Want your stage to perform @sradhanjali entertainment

  • @gs_i212
    @gs_i212 ปีที่แล้ว +2

  • @sibaswain940
    @sibaswain940 ปีที่แล้ว +1

    Right dii

  • @pratimabarik4367
    @pratimabarik4367 ปีที่แล้ว +2

    Didi tame ta kahila hasiki but mu dekhiparili hasa pachhara dukha😢 . Mu janichi se katha kahaku ta kahihueni but mana bhitare hajare dukha aau prashna😢 thae luchiki....Love is always love❤

  • @sahii2014
    @sahii2014 ปีที่แล้ว +1

    ❤️❤️

  • @madhusmitarout8097
    @madhusmitarout8097 ปีที่แล้ว +1

    Bohut Sundar

  • @KandheiPadhi-pd1bs
    @KandheiPadhi-pd1bs ปีที่แล้ว +1

    Thank u didi

  • @shuvendumahananda4319
    @shuvendumahananda4319 7 หลายเดือนก่อน

    My favourite actress ❤

  • @prajnapani1503
    @prajnapani1503 ปีที่แล้ว

    Gelhi bht Sundar lekha ❤❤❤❤

  • @pinkidas2471
    @pinkidas2471 ปีที่แล้ว +1

    Very nice 👍

  • @satyaranjandash388
    @satyaranjandash388 ปีที่แล้ว

    Good message for society

  • @GharaRosei-mo4zk
    @GharaRosei-mo4zk ปีที่แล้ว +1

    Nice ❤❤

  • @jasomatidas5673
    @jasomatidas5673 ปีที่แล้ว +1

    All words are meaningful diii❤

  • @BarshaDash-cg9yz
    @BarshaDash-cg9yz ปีที่แล้ว +3

    Sradha dii u are always best 👌 🎉🎉❤❤ new subscriber dii ❤❤❤

  • @asutoshbehera8850
    @asutoshbehera8850 6 หลายเดือนก่อน

    Happyness

  • @cuteanitadas5884
    @cuteanitadas5884 7 หลายเดือนก่อน +1

    🎉🎉🎉🎉🎉🎉🎉🎉🎉🎉🎉

  • @lovingsujatacreationvideo8346
    @lovingsujatacreationvideo8346 7 หลายเดือนก่อน

    Bahut sunder didi

  • @nirakarasahu8622
    @nirakarasahu8622 7 หลายเดือนก่อน +2

    ପଇସା ସବୁବେଳେ ଗୁରୁତ୍ଵ ରଖେନି, ଏହା ଉଭୟ ପୁଅ ଝିଅ ଙ୍କ ପାଇଁ ହବା ଦରକାର ......କାରଣ ସେଇ ପଇସା ପାଇଁ ହିଁ ଅନେକ ହୃଦୟ ଭାଙ୍ଗେ.....ଆଉ ଏଥିରେ କିଏ ଆଗରେ ଆପଣ ତ ଜାଣନ୍ତି 😂😂

  • @lipismileyy7714
    @lipismileyy7714 ปีที่แล้ว

    Didi.. i ❤ u

  • @sibji5566
    @sibji5566 ปีที่แล้ว +1

    Hello didi 🙏😘💫✨🥰💖💞❤️😍

  • @upasananayak6635
    @upasananayak6635 ปีที่แล้ว

    Really amazing 🎉

  • @soumyaranjanbaliarsing
    @soumyaranjanbaliarsing ปีที่แล้ว +1

    Nice

  • @beheramamali1508
    @beheramamali1508 ปีที่แล้ว

    Osm ❤️🤗 diii

  • @monalisamohapatra-op8wj
    @monalisamohapatra-op8wj ปีที่แล้ว +2

    Beautiful

  • @8D_audio381
    @8D_audio381 ปีที่แล้ว +1

    Best reply to your ex👍

  • @lipsapradhan384
    @lipsapradhan384 ปีที่แล้ว

    Oll tite❤❤❤❤❤

  • @Comedyshorts900k
    @Comedyshorts900k ปีที่แล้ว +1

    Jaha hou tuma story ta ei chithi madhyma re janeiba ku milila😢

  • @namitabeherabehera7308
    @namitabeherabehera7308 ปีที่แล้ว

    Ae kahani pachare achi sradha didi nka jibana pachara katha jete hasiki didi apana padhuchanti na story apanka real ta dekha heijauchi au point guda thik jagare bajuthiba apanka pakharu kichi sikhiba katha abe ka generation ra pila love re dhoka khaeki jiban haridele kichi milibani kichi heiki dekhaeparile amaku dhoka deithiba loka ta jaliba

  • @rasmitabhola1645
    @rasmitabhola1645 ปีที่แล้ว +1

    Nice 😂

  • @rajaramnayak4828
    @rajaramnayak4828 ปีที่แล้ว +1

    Miss sardha voice clarity darkar

  • @rajesh-jrcu
    @rajesh-jrcu ปีที่แล้ว +211

    ହେ ସୁନ୍ଦରୀ ଏଇ ଯୋ ତୁମର ଟିକି ଗଳ୍ପଟି ମନକୁ ଛୁଇଁ ହୃଦୟ କୁ ମନ ମୁଗ୍ଧ କରିଛି!
    ମନର କଥା ♥️🤌👌

  • @studyonlinesasmita4087
    @studyonlinesasmita4087 ปีที่แล้ว +1

    Wowww

  • @praspitabarick3087
    @praspitabarick3087 ปีที่แล้ว +1

    ବହୁତ ସୁନ୍ଦର

  • @sanve44
    @sanve44 ปีที่แล้ว +1

    ❤❤❤❤

  • @RasanandaJena-qn9xt
    @RasanandaJena-qn9xt ปีที่แล้ว

    Very nice 👍👍

  • @Prasantasonaps
    @Prasantasonaps ปีที่แล้ว

    Nice

  • @J.SwagatMishra007
    @J.SwagatMishra007 ปีที่แล้ว +795

    ଏଇ ଏବେ ଏବେ ମୁଁ ପାଇଲି
    ତୁମେ ପଠେଇ ଥିବା ନିମନ୍ତ୍ରଣ,
    ସେ ପତ୍ର ପଢ଼ି ଭିଜିଗଲା ମୋର ବେନି ନୟନ ।
    ଯେହେତୁ ତୁମେ ତେଇଶି ନମ୍ବର ପ୍ରେମିକାର
    ପକାଇ ଦେଇଛ ରାଣ,
    ଯିବାକୁ ତ ମତେ ପଡ଼ିବ ନିଶ୍ଚିତ
    ଯିବା ପୂର୍ବରୁ କହି ଦେଉଛି ଶୁଣ,
    ତୁମ ବେଦୀ ପାଖରେ ମୋ ପାଇଁ
    ପକାଇ ରଖିଥିବ ଗୋଟେ ଆସନ
    ସେଠାରେ ମୁଁ ବସି ଗାଇବି ଖଞ୍ଜଣି ଭଜନ ।
    ❤️❤️❤️

  • @lipsabastia
    @lipsabastia ปีที่แล้ว +792

    ଦିଦି ତୁମ ହସ ପଛରେ ତୁମ ମନରେ ଲୁଚି ରହିଥିବା ଦୁଃଖ କୁ ମୁଁ ଦେଖି ପାରୁଛି। 😊

  • @trushnamishra96
    @trushnamishra96 ปีที่แล้ว +84

    ଜୀବନ ରେ ବହୁତ କିଛି ଦୁଃଖ ଥାଇ କି ବି ହସି ବାକୁ ପଡେ😢😢

  • @priyankaparida2339
    @priyankaparida2339 ปีที่แล้ว +65

    ଏଇ ନିମନ୍ତ୍ରଣ ଆଗାମୀ ପିଢ଼ି ଏବଂ ବର୍ତ୍ତମାନ ପାଇଁ ବହୁତ କାମ ଦେବ
    Didi 🤌♥️

  • @rimamahapatra4740
    @rimamahapatra4740 ปีที่แล้ว +73

    Aita real life story 😄😄... Bht badhiya thila❤

  • @sunitasahoo8977
    @sunitasahoo8977 ปีที่แล้ว +181

    Love you Sradha Didi❤ ଭଗବାନଙ୍କ ଆଶୀର୍ବାଦ ତୁମ ସହିତ ସବୁବେଳେ ରହିଥାଉ ।

  • @bibhuchoudhury9704
    @bibhuchoudhury9704 ปีที่แล้ว +193

    Dear sradha, I don't know you personally . But these days you are rocking on music videos. As an audience we appreciate your success not just because someone treated you badly, rather you nailed all your performance . odisha loves you. You are an absolute superstar. Best wishes for this venture. Thousands of stories are there. Bring them into your studio.
    Tu phula tie,
    Kou ajana jaga ra pari tie
    Tote dikhibaku Mora swapna ,
    Mo pain satare swapna tie.

  • @nirakarasahu8622
    @nirakarasahu8622 7 หลายเดือนก่อน +2

    କ୍ଷମା କରିବେ ଆପଣଙ୍କ ବାହା ଘର ସରିଗଲା , ତଥାପି ସେ ନିମନ୍ତ୍ରଣ ମୋ ପାଖରେ ପହଞ୍ଚିଲାନି, ମୋ ଠିକଣା ନିର୍ଭୁଲ ରେ ଲେଖିଛ ନା ? 😂😂😂😂😂

  • @manishaswain4201
    @manishaswain4201 ปีที่แล้ว +170

    The multi talented girl in the ollywood industry❤❤❤❤

  • @innervoice5172
    @innervoice5172 ปีที่แล้ว +82

    ବହୁତ ବଢିଆ ଲେଖିଛନ୍ତି ଆପଣ
    ବେଶି ଭଲ ଲାଗିଲା ଆପଣଙ୍କ ନିମନ୍ରଣ ❤😊

  • @omsairam9314
    @omsairam9314 ปีที่แล้ว +1

    Wowww

  • @shuvankar04
    @shuvankar04 ปีที่แล้ว +12

    ୟାକୁ କହନ୍ତି indirectly ସୋଧିବା 😅😅😅😅😅😅

  • @swatibarad2054
    @swatibarad2054 ปีที่แล้ว +116

    ସୁକୁମାରୀ best ନିମନ୍ତ୍ରଣ 👌👌😊keep shining ✨💖

  • @OdiaSongLyrics
    @OdiaSongLyrics ปีที่แล้ว +1

    Breakup pare sabu suna khani khojanti ma. ନାଇଁ ସେ ଖଣି ନାଇଁ ମ😂😂

  • @loveyouzindegi4981
    @loveyouzindegi4981 ปีที่แล้ว +4

    ସମସ୍ତେ କୁହନ୍ତି ପ୍ରେମ କଲେ କାଳେ ପସ୍ତେଇବି
    ଏଇ କଥା ସତ ମୁଁ ବୁଝି ଥିଲି,
    ତଥାପି ତୋ ଜୀବନ କୁ ପସ୍ତେଇ ବାକୁ ମୁଁ ଆସିଥିଲି ।
    ସବୁ ବୁଝିକି ବି ତୋ ପ୍ରେମ ମୋତେ ଅବୁଝା କରିଦେଲା ।
    ତୋ ସେ ମିଠା କଥା ମୋତେ ଏତେ ଭଲ ଲାଗିଲା ।
    କଣ କହିବି
    ସେଇ ମିଠା କଥା ପାଇଁ ଆଜି ମୁଁ ପସ୍ତଉଛି।
    କେମିତି ତୁ ଏତେ ମନରୁ ଭଲ ପାଇବା ଦେଉଥିଲୁ ମୋତେ ଆଉ ସେଇ ପିଲାକୁ
    ଯୋଉପିଲା ନା ମୋ କଥା ଜାଣିଥିଲା ନା ମୁଁ ତା କଥା ।
    ତୋର ସେ ହୃଦୟ ଥିଲା ନା dual sim ଥିଲା।
    Dual sim ଠୁ ବି ସତରେ ବହୁତ smart ଥିଲା ତୋ ପ୍ରେମ ।
    ବାପା ଘରେ ଅଛନ୍ତି ବୋଉ ପାଖରେ ସୋଇଛି କହି ମୋ phon କାଟୁଥିଲୁ
    ଆଉ ସେତେବଳେ ତା call ର ଅପେକ୍ଷା ରେ sad Status ରଖୁଥିଲୁ ।
    କେମିତି
    କେମିତି ତୁ ଏତେ ଭଲ ପାଉଥିଲୁ
    ୨ଜଣଙ୍କୁ ଏକାବେଳେ
    କେମିତି ତୁ ଏକା ବେଳେ ଦୁଇ ଜଣଙ୍କ ହାତରେ ହାତ ରଖି ସବୁଦିନ ସାଙ୍ଗରେ ରହିବୁ କହି ଲୁହ ଭିଜା ଆଖିରେ କାନ୍ଧରେ ଆଉଜି ପଡିଥିଲୁ
    ସତରେ କହିଲୁ ଆଜି ତୋତେ ଟିକେ ଖରାପ ଲାଗୁନି
    ଯେତେବେଳେ ଆମ ୨ଜଣଙ୍କୁ ଛାଡ଼ି ଆଉ ଜଣେ uncle ଙ୍କୁ ବାପା ମା କଥା ରେ ବାହା ହଉଥିଲୁ
    ସତ କହ ତୋର କିଛି ବି କଣ ମନେ ପଡିଲାନି 😃😃😃😃
    ସତରେ ପସ୍ତଉଛି ଆଜି
    ତୁ ଚାଲି ଯାଇଛୁ ବୋଲି ନୁହଁ
    ମୋ ମୂଲ୍ୟବାନ ସମୟ ଚାଲିଯାଇଛି
    ମୋ ଭବିଷ୍ୟତ ଗଢ଼ିବା ସମୟ ଚାଲିଯାଇଛି
    ମୁଁ ଆଜି ପ୍ରେମ କରି ପସ୍ତେଉଚି 😃😃

  • @Deji726
    @Deji726 ปีที่แล้ว +52

    ଯେତେଥର ଶୁଣିଲେ ଆଉ ଶୁଣିବାକୁ ଇଛା ହଉଛି... Nice didi

  • @RudraOdiyaShayari3906
    @RudraOdiyaShayari3906 ปีที่แล้ว +33

    ସତରେ ମତେ ବହୁତ ଭଲ ଲାଗିଲା ବଢିଆ ଲେଖିଛ❤❤❤❤👌👌👌

  • @satyaprakashnayakcreations8729
    @satyaprakashnayakcreations8729 ปีที่แล้ว +80

    ସରକାରୀ ଚାକିରିଆ ପାଇବା ଲୋଭ ରେ ଯେଉଁ ଝିଅ ମାନେ, ସ୍ୱଳ୍ପ ରୋଜଗାରୀ ପୁଅକୁ ଛାଡ଼ି ଦେଉଛନ୍ତି..... ତା ଉପରେ କବିତା ଟିଏ ହେଲେ ଖୁବ୍ ସୁନ୍ଦର ହୁଅନ୍ତା

  • @arjunpatra8787
    @arjunpatra8787 7 หลายเดือนก่อน +5

    କେବେ କେବେ ହୃଦୟର କଥା ଅଶ୍ରୁ ହୋଇ ଝରିପଡ଼େ କବିତା ରୂପରେ l ଅନୁଭବୀ ହିଁ ଜାଣେ ବିରହ ବେଦନା l ହେଇପାରେ କାହାପାଇଁ କେଇଧାଡ଼ି କବିତା, ହେଲେ ମୋ ୟେ ମୋ ମନର କଥା 😢😢😢

  • @biswaranjan6918
    @biswaranjan6918 ปีที่แล้ว +23

    ଦିଦି ଯେତେ ବି ମିଛ ହସ ହସି ଲେ ଜଣା ପଡ଼ୁଛି😌😌

  • @Our_LittleAngel
    @Our_LittleAngel ปีที่แล้ว +13

    ଏବେ କଣ ପୁରା ଚର୍ଚ୍ଚାରେ ଏଇ ଭିଡିଓ😁ସତରେ କିଛି କଥାର ବlଣ ଭେଦି ଯାଏ ମନର ଏପlଖରୁ ସେ ପାଖକୁ👌

  • @riyaskitchen4600
    @riyaskitchen4600 ปีที่แล้ว +16

    ବହୁତ ବଢିଆ ହେଇଛି ତୁମ କବିତା ଭରା ଚିଠିଟି .. ମୁଁ ବି କବିତା ଷ୍ଟୋରୀ ଲେଖେ।

  • @Krushnanayak12
    @Krushnanayak12 ปีที่แล้ว +3

    ନା ମୁଁ କବି ନା ମୁଁ ଲେଖକ
    ସେ ହେଇଥାନ୍ତା ମ ସେବକ...
    ମନ ମାନିଗଲା ମୋ ପାଖରେ
    ଏବେ କୋଳ ରଖୁଛି ଆଉ କାହା ପାଖରେ....
    କିଣି ଥିଲି ଗାଡି କଥା ରେ ତାର
    କହିଥିଲା ଯିବା ଦିନେ ବାଲେଶ୍ୱର...
    ଆଉ କାହା ସିନ୍ଦୁର ପିନ୍ଧିବ ଏବେ
    ଛୁଆ ହବ ତାର ଝୁଡିଏ 😁😃😃
    ଝିଅ ଟେ ନୁହେଁ ସେ ମନ୍ଦ
    ତା ପ୍ରେମ ରେ ହେଇଥିଲି ଅନ୍ଧ..
    ବାନ୍ଧି ଥିଲି ଆଶା ହେବି ତାକୁ ବାହା
    ଆଉ କାହା ସହିତ ହେଇଗଲା ସ୍ୱାହା...😃
    ପାଇଥିଲି ଭଲ ମନ ଦେଇ ତାକୁ....
    ମୋତେ ଛାଡି ଚାଲିଗଲା ଆଉ କାହା
    ଭାବୁଛି ମୁଁ ଏବେ ହେଇଯିବି ବାହା...
    କୋଉ ଝିଅ ମୋତେ ଏବେ ହବ ସାହା.....
    ପାଇଥିଲି ଭଲ ମନ ଦେଇ ତାକୁ....
    ମୋତେ ଛାଡି ଚାଲିଗଲା ଆଉ କାହା ପାଖକୁ...
    ଫୋଟ ଦେଖି ତାର କାନ୍ଦୁ ଥାଏ ନିଇତି ମୁହିଁ...
    ଭାଗ୍ୟରେ ଜୁଟିଥିଲା ମୋର ସେଇ ପୁଡ଼ାରମୁହିଁ...
    ଭାବୁଛି ମୁଁ ଏବେ ହେଇଯିବି ବାହା...
    କୋଉ

  • @homelegends8330
    @homelegends8330 ปีที่แล้ว +16

    ବାଜିବା ଲୋକକୁ ଠିକ ବାଜିଥିବ 23 ନମ୍ବର ପ୍ରେମିକା. Love you di. Dont worry di tame sabubele khusire rahiba. ଅଇଁଠା ସବୁବେଳେ କୁକୁର ଖାଏ. ତମର ଅଇଁଠା କିଏ ଖାଉଛି ଦେଖ ta😂😂😂😂

  • @minatirout7523
    @minatirout7523 ปีที่แล้ว +41

    ଦିଦି ତୁମ ମନରେ ସିନା ଦୁଖ ଅଛି ହେଲେ ତୁମେ ହସୁଛ ଆଗକୁ ଆଗେଇ ଚାଲ ଜୟ ଜଗନ୍ନାଥ 🙏🙏

  • @monalimaharana6601
    @monalimaharana6601 ปีที่แล้ว +25

    You are my all-time fav. You look very real on all the platforms Music videos, vlogs, and web series everywhere. You are multi-talented. I wish you get all the success & fame you deserve 👏👏👏👏👏👏👏👏

  • @adyalifestyle5678
    @adyalifestyle5678 ปีที่แล้ว +16

    You are a amazing person ❣️😘 tamaku jie hareichhi sie bahut pasteiba😡

  • @beheramamali1508
    @beheramamali1508 ปีที่แล้ว +27

    ବହୁତ୍ ସୁନ୍ଦର୍❤di lot's of love ❤️🤗🥰

  • @bhagyashreesethi6915
    @bhagyashreesethi6915 ปีที่แล้ว +53

    You are a icon for the all new comers actress. Your success level is too much different. First you start your career from film but now you are in three field. Can I mention Albums queen for this age 😊. Congrats for your new Channel & Challenges. ✌🎉 🎉💐

  • @sradhanjaliswain8916
    @sradhanjaliswain8916 ปีที่แล้ว +4

    ମୁଁ ବି କିଛି ଲେଖୁଛି କିନ୍ତୁ ଜାଣିନି ମୁକ୍ତ ମଞ୍ଚରେ ସେ ଲେଖା କେମିତି ପହଞ୍ଚିବ କଣ ମତେ ଆପଣ ସାହାଯ୍ୟ କରିବେ କି?