ଦୁଇ ପଦ କବିତା - ସନ୍ଦୀପ ପଣ୍ଡା ॥ Poetic Story || ମୁକ୍ତମଞ୍ଚ || Odia || Open mic || Storytelling
ฝัง
- เผยแพร่เมื่อ 17 พ.ย. 2024
- #odiapoetry #muktamancha #sandeeppandamusic #sandeeppanda #odiawriter #sradhapanigrahi #odiaopenmic #openmicforum
Special thanks to our venue partner, “Cloud kitchen “….
www.baba-ben-c...
Follow us on Instagram for show updates :-
...
କଥା , କବିତା , ଗୀତ ର ମିଶ୍ରଣ ବହୁତ ସୁନ୍ଦର ହେଇଛି . ସନ୍ଦୀପ ଭାଇକଂ ଉପସ୍ଥାପନା ଶୈଳୀ ଅତାନ୍ତ୍ୟ ପ୍ରଶଂସନିଅ ...
ମନ ମୁଗ୍ଧ କରୁଛି ଆପଣଙ୍କର ଉପସ୍ଥାପନା ତା ସହ ପୁଣିଶବ୍ଦ ସଂଯୋଜନା .....😊
ଦୁଇ ପଦ କବିତା :--- କଳ୍ପନା, ଗଳ୍ପ ଏବଂ ସଂଗୀତ ର ମିଶ୍ରଣ ଭାରି ବଢିଆ ଲାଗିଲା 💞
ଦୁଇ ପଦ କବିତା
ଦଶମ ରାଇଜର ରାଜ କନ୍ୟା ଓ ରାଜା ର ଲୁଚକାଳି ପ୍ରେମ ଖୁବ୍ ମିଠା ଆଉ ସଙ୍ଗୀତ ମହୁଠୁ ବି ମିଠା❤
Finally sradha dii miligale❤❤❤ kebe tanka manare dukha debeni se bahut bhala love you dii khusire ruha
ଏମିତି ହୁଏ ନାଁ?
ଏମିତି ଅନେକ ଥର ହୁଏ
ରାତି ବଢି ଚାଲିଥାଏ,
ହେଲେ ଏ ଆଖିରେ
ଟିକିଏ ବି ନିଦ ନଥାଏ।
ଏକଡ ସେକଡ ଲେଉଟାଇ
ସେମିତି ଚାହିଁ ରହିଥାଏ,
କିଟିମିଟିଆ ସେ ଅନ୍ଧାରରେ
କ'ଣ କେଜାଣି ସେ ଖୋଜୁଥାଏ ?
ବୋଧହୁଏ ସେହି ଅତୀତର
ମେଞ୍ଚାଏ ଅଡୁଆ ସୁତାର ଖିଅ।
ସେ ସେମିତି ଖୋଜି ଚାଲିଥାଏ,
ଖିଅ ତ କେବେ ସେ ପାଏନା,
ବେଳକୁ ବେଳ ଅଡୁଆ ବଢିଚାଲେ।
ହତାଶ ହୋଇ ଯେବେ ଥକିପଡେ,
ଆଖିରେ ଭରିଆସେ ଆଖିଏ ନିଦ
ଆଉ ନିରବ ହୋଇ ସେ ଶୋଇଯାଏ।
କ'ଣ ଏମିତି ହୁଏ ନାଁ???
This poem is written by me,hope sradhanjali entertainment will appreciate my poem🙏🙏🙏
Hnnn ଏମିତି mo ସହ ସବୁବେଳେ hue❤
ମୋ ପାଖେ ଆଉ ଶଦ୍ଧ ନାହିଁ, ସତରେ ବହୁତ୍ ସୁନ୍ଦର ❤
ସତରେ ବହୁତ୍ ସୁନ୍ଦର ❤
ହୃଦୟ କୁ ଛୁଇଁଲା ମୋର ।।
ଦୁଇ ପଦ କବିତା ତୁମର
ଥିଲା ସତେ କେତେ ଯେ ଗଭୀର।।
କବିତା ଆଉ ଗପ ର ମିଶ୍ରଣ
ପାଇଲି କେତେ ଯେ ଶିକ୍ଷଣ।।
ଧନ୍ୟବାଦ ତୁମକୁ ଏହି ଶିକ୍ଷା ପାଇଁ
କେବେ ଏହାକୁ ଭୁଲିବି ମୁଁ ନାହିଁ।।
ସେ ମତେ ମନେ ରଖିଛନ୍ତି କି ନା ମୁଁ ଜାଣେନା 😥,,
ଏ ମନ ତାଙ୍କୁ ସବୁବେଳେ ଖୋଜେ ହେଲେ.... ସେ 😊
ଦେଖା ଦିଏନା 😊😊,,
ଏମିତି କଣ ପାଇଁ ହୁଏ,,
ଯେବେ ମୁଁ ମୋ ମନ କୁ ପଚାରେ 😊😊,,
ସେ ବି ହସିକି କୁହେ 😊😄,
ଏ ସମ୍ପର୍କ କୁ କଣ ନା ଦେଵି 😃
ମୁଁ ବୁଝି ପାରେନା ❤️❤️
ଏମିତି ବହୁତ କଥା ଅଛି, 🙃
ଯାହାର ଉତ୍ତରକି ମୁଁ ଆଜି ଯାଏଁ
ଖୋଜି ପାଏନା 😊😊
ଅନୁଭବ, ଅନୁଭୂତି ର ନୂଆ ନାମ ହେଲା କବିତା...
ବହୁତ ସୁନ୍ଦର କଥା ଆଉ କବିତା ଭାଇ l😊
Aji 1st time pain Mukta muncha dekhili.. 👌👌👌👌👌👌👌👌👌👌👌👌👌👌👌👌👌👌👌
କିଛି କାହାଣୀ କିଛି କବିତା ଆଉ କିଛି କଥା
ମନକୁ ଛୁଇଁ ଗଲା ଭାଇ
କିଛି କ୍ଷଣ ପାଇଁ ଦୂର ହେଇଗଲା
ମୋ ମନ ଭିତରେ ଥିବା କଷ୍ଟ ଆଉ ବ୍ୟଥା..
ଚମତ୍କାର ବହୁତ ସୁନ୍ଦର 👌👌❤️❤️😍😍
This is actually Really word of School life..Dasama...I love you so much this channel... Because this channel is so Unique....
କଥା ଆଉ କବିତା ପୁଣି ସଂଗୀତ........ହୃଦୟ କୁ ମୋର ଛୁଇଁ ଛାଲିଗଲା
ଆପଣଙ୍କ କମେଣ୍ଟ ରୁ ଅନୁଭବ କରିହେଉଚି କି ଆପଣବି କବିତା ଲେଖନ୍ତି ବୋଧୁଏ ?
@@khilarranjit2160 ଧନ୍ୟବାଦ..... କବିତା ଲେଖିବା ମୋର ନିଶା..... ମୋର ପ୍ରଥମ ପସନ୍ଦ କବିତା ଲେଖିବା
ବହୁତ ସୁନ୍ଦର
@sandeep panda tuma school kahaniru moro kichhi mane padigala... tame pura pure love ku describe karidela❤❤❤
Se *DASAMA* ra vala paiba
Se *cycle* se *barsha* ra kahani satare bahut niara...
Au satare school re sabu jhia Fulei thanti😂😂
Best of all this.. Series..
A andhara rati ....ta saha tumara Smruti.....Luha ku karidea....Akhi ru mukti❤
Wow mind blowing really I love this voice and this song
ଲାଗୁଛି ତୁମ ଶବ୍ଦ ଶବ୍ଦ ମଧ୍ୟରେ ଖୁବ୍ ଭଲ ପାଇବା ଅଛି।
ତୁମ କଥାର ମଧୁରତା ମଧୁ ଠାରୁ ବେଶୀ ମିଠା
ତୁମ ଲେଖାର ଶୈଳୀ ଇନ୍ଦ୍ରଧନୁ ଠାରୁ ଆଣିଛି ଛିଟା
ସତରେ କିଛି ମୁହୂର୍ତ୍ତ ରୋମାଞ୍ଚକ ସଜେଇଲା
ତୁମର ଏଇ ଦୁଇ ପଦ କଥା ।🙂
କଥା କବିତା ପୁଣି ସଂଗୀତ ର ଯୁଗଳବନ୍ଦୀ ରେ ଚମତ୍କାର ଉପସ୍ଥାପନା. ସ୍ରଷ୍ଟା ଙ୍କୁ ସାରସ୍ୱତ ପ୍ରଣାମ. ଏ ମଞ୍ଚ କାଳଜୟୀ ହେଉ.
Sandip pai gote chhotiaa like hei jau 👍
ଆପଣଙ୍କ କବିତା ଭଲ କିନ୍ତୁ କବିତାକୁ ପଢିଲା ବେଳେ ଟିକେ feel ରେ କୁହନ୍ତୁ, ଆହୁରିଭଲ ଲାଗିବ ଶୁଣିବାକୁ ।
Such e nice love story for a love at first sight ❤️ 💕 😂😊. I feel that moment, and imagine that 😊❤❤❤
ବହୁତ୍ ସୁନ୍ଦର୍ ଉପସ୍ଥାପନା sir..... 👌🏻🙏🏻
ଅତି ସୁନ୍ଦର 👌🏻
Am a big fan of Sandeep Vai...😍😍😍👏👏👏
ବହୁତ ସୁନ୍ଦର ଥିଲା।
Dui pada kabita but very deep😋
Tama voice bahut badhiaa 💯👍🤏 kia yanka voice ku bhala paa yanka pai gote like hei jauchhi 💞🎀😻
Are wow....... ❤️
ସୁନ୍ଦର ଭାରି ❤
Pura ta film heigala auuu😂..BDW it's awesome 👍🏻
Bahut sundar Bhai..
Mind-blowing song
Speechless ❤
Ati sundar👌👌👌👌
Mo. Pakhare kichi sabda nahi kahibakh thank you so much 🙏😍😘❤
Sandeep au shradha best jodi
Excellent....very beautiful
Eita sradha. nka pai ❤
Wahhh❤.. Nice.. Mast lagila👍
Tume all odishare ahivali audition camp Kara ahi program ra future bahuta vala athire odishara vala paeba gotae pariba
Heart💖 touching😊😊
Aau eka dunia ku neigala vai🎉
I m sharing my experience with sradhanjali Entertainments.... That day was Sunday I was free from my work😊 as usual I was scrolling youtube pages and suddenly I found that sradha didi was standing with a mice❤ I clicked the vedio and saw that it was marriage invitation to us❤😊 and after that I never miss even a single vedio❤ lots of love to all of you who came and share your feelings with us ❤ and eagerly waiting for next vedio 😊
Thank you so much.
Means a lot for us 🙏😊
@@SradhanjaliEntertainments welcome 🙏 to the entire team for your efforts ❤️ 😍 And go forward...and if the time will come and must I will go there to share my feelings ❤️ 😍
Same
Same me also
Same mu bi marriage invitation video first dekhithili❤
Wanderful ❤❤❤
❤
So nice bro
Heart touching❤
Best episode ❤
Lekhaka heba purbaru pathaka haba ekanta absyaka adhika padhi alpa lekhile lekha ra sabda bhaba sabu ucha kotira haba . Jadi padha kam lekha besi hue abhalia kichhi jabardastiaa sahityika manka ra srusti hue . Bhala paiba ghruna sabu ku sadare swagata .
Odia r kichhi gote hela bahut bhala lagila .....❤❤❤❤
ବହୁତ୍ ସୁନ୍ଦର୍
Just awesome 🎉❤
So sweet bhai 😊
Ati sunder ❤
Wow No words to describe
Fantastic 😍😍😊😊
Wow ❤️
Bhai bahut Sundar kabita❤️
No words ❤️
Wow...😮
Excellent 🎉❤❤😊
Bhai apanka kabita au voice so sweet plz au gote kuha plz bhai
Nice representation
Waoo 💖💖💖 speechless 🙏🏻🙏🏻🌹🌹
Heartfelt........
Outstanding 🎉
Beautiful 😍❤️❤️ bro
Mast hai ❤
👌🏻👌🏻
🥰🥰🥰🥰
Song love you
❤️di
ମୁକ୍ତି ମଞ୍ଚ କୁ ମୋର ବି ଯିବାକୁ ଇଚ୍ଛା ହେଉଛି .... ଥରେ ମୋ କବିତା କୁ ଶୁଣନ୍ତୁ ଦିଦି ଯଦି ପସନ୍ଦ ଆସିବ ମୋତେ ଥରେ ଅନୁମତି ଦିଅନ୍ତୁ
😊😊😊
Sradha and sovan😊👌🥰
Definitely ,one thing u forgot to write...that "Headphone Recommended"..
👌👌👌
Last jhia jou line lekhila ufff goosebumps asigala❤really touching 👌👌
Mast
ଯଦି ମୁକ୍ତ ମଞ୍ଚରେ ମୋତେ ସୁଯୋଗ ମିଳେ ତେବେ ମୁଁ ବି ମୋ କଲମରୁ ଓ ଓଠରୁ ପ୍ରକାଶ କରି ପାରିବି
One of my fev hiro👌
.. awesome 👏
I love kabita🥰🥰
Nise😮😮😮
Sandeep nku bi miligala sradha 🥰🫶♥️
Nice story
Heart Touching ❤🫰
Real re bathu bhala thila ❤
Please au gote kabita kuha sundeep bhai
Mana pakeidela 10th time ra one side love ku
Ahithi kn samaste join kariparibe ki?
🥰👍👏👏
Shradha di... Mun gote chance chanhe 🙏🙏... Mo pakhare kichhi kabita gachhita achhi
Sradanjali tume Kia mu janena kintu tuma concept nua odisha tiari kariba karana ahi program ru bahu producer story vala stories paejibe, and sangit santesest music paejibe
Sir Kauthi ae ' Mukta Mancham ' mun jibaku chahne sir pls address tike diantu
Dii jadi apana chnibe mu bi mukta manchara atithi huanti.....
Sandeep bhai tuma ghara kuthe kuha plzzz
One interview