ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
Sir phul kobi patara haladia abank tala patara khasi jaochhi
Sir dhania au koshala saga ghacha mula sadhijauchi , kana debi
Thank you sir got the answer
Ok
sir baigana gachhare jau poka heichi ki bisa deba
Thank you sar🙏
Always welcome
Sir gham haldia heuchi kan karibi
ମୁଁ ଏକର ରୁ 6 କୁଇଣ୍ଟାଲ ଅମଳ କରୁଛି - 1st ଆଣ୍ଟିବାୟୋଟିକ୍ +fungicide 2nd Alik 3rd isabion+ନଳୀ ପୋକ ପାଇଁ 3rd glucose ❤
Sir rashi chasha ra gote video banantu
Cucumber upare video anatu sir
Sir ମୁଗ ଗଛ ଵୃଦ୍ଧି( ବଡ) ହଉ ନାହିଁ କଉ vitimin ସ୍ପ୍ରେ କରିବା କୁ ପଡିବ ସାର ଉତ୍ତର ଦେବେ ନିଶ୍ଚିତ sir
Chilli re black thrips pain kana kariba bahut attack kari deichi
Thrips କୁ ନିୟନ୍ତ୍ରଣ କରିବା ପାଇଁ ନୀଳ ଅଠାଳିଆ କାର୍ଡ ଏକର ପ୍ରତି 15 ଟି ବ୍ୟବହାର କରନ୍ତୁ।ଫସଲରେ Potash ସାର ଗୁଣ୍ଠ ପ୍ରତି 500gm ସହିତ Biovita ବା Biozyme 300-400gm ହିସାବରେ ପ୍ରୟୋଗ କରନ୍ତୁ।Diafenthiuron 50%WP (Pigasus) ଲିଟର ପ୍ରତି 1.5gm ବାBeta-Cyfluthrin 8.9%+ Imidachloprid 19.8% OD (Solomon) ଲିଟର ପ୍ରତି 1ml ବାSpirotetramate 11.01%+Imidachloprid 11.01%SC (Movento Energy) ଲିଟର ପ୍ରତି 1ml ବାImidachloprid 70%WG (Admire) drum ପ୍ରତି 2-3gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
ପାଣି ସୁହିଧା ନାହିଁ, ମୁଗ ଭଲ ହେଉନାହିଁ,, କଣ କରାଯାଇପାରିବ ସାର୍
Sir muga gacha uthi sarichi kintu ghasa bahut uthichi sir kichi medicine batantu
15-20 ଦିନରେ ଘାସମରା Targa Super ଏକର ପ୍ରତି 400ml ସ୍ପ୍ରେ କରନ୍ତୁ
Sir namaskar, Mugare Humic acid fulbic acid 98 ku liter pichha kete gram diajiba jani heunahi tike kuhantu.
1gm ଲିଟର ପ୍ରତି
ଲିଟର ପ୍ରତି 1gm
Thank you sir
Sir dap au potash sara liquid na bora ra
DAP ଓ POTASH ସାର କୁ GRANULE କୁ ପ୍ରୟୋଗ କରନ୍ତୁ
Sir rasi chasa pain video banantu
Sir npk 191919 ନାହିଁ multiplex ra. KRANTI ଅଛି jivras sahita ପକାଇପାରିବା କି
Jivras ସହିତ ସାର ପ୍ରୟୋଗ କରନ୍ତୁ ନାହିଁ।Urea ସାର lit ପ୍ରତି 10gm ବା drum ପ୍ରତି 150gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
namskar sir, sir abe moong bunile haba na time sarigalani ?
January ମାସ ଶେଷ ସୁଦ୍ଧା ମୁଗ ବୁଣିବା ସାରି ଦିଅନ୍ତୁ।ଯେତେ ବିଳମ୍ୱ ହେବ ଅମଳ ସେତେ କମିଯିବ
Tamato video te asu sir
Sir ବିରି। ୨ ପତ୍ର ହୋଇଛି ସବୁ କଣା ,ଫୁଟା ହୋଇଯାଉଛି କଣ କରିବା sir please କହିବେ
Chloropyriphos 50%+Cypermethrin 5%EC ଲିଟର ପ୍ରତି 2ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ
Medicin&spray time list bhejo
Sir phul kobi patara haladia abank tala patara khasi jaochhi
Sir dhania au koshala saga ghacha mula sadhijauchi , kana debi
Thank you sir got the answer
Ok
sir baigana gachhare jau poka heichi ki bisa deba
Thank you sar🙏
Always welcome
Sir gham haldia heuchi kan karibi
ମୁଁ ଏକର ରୁ 6 କୁଇଣ୍ଟାଲ ଅମଳ କରୁଛି - 1st ଆଣ୍ଟିବାୟୋଟିକ୍ +fungicide 2nd Alik 3rd isabion+ନଳୀ ପୋକ ପାଇଁ 3rd glucose ❤
Sir rashi chasha ra gote video banantu
Cucumber upare video anatu sir
Sir ମୁଗ ଗଛ ଵୃଦ୍ଧି( ବଡ) ହଉ ନାହିଁ କଉ vitimin ସ୍ପ୍ରେ କରିବା କୁ ପଡିବ ସାର ଉତ୍ତର ଦେବେ ନିଶ୍ଚିତ sir
Chilli re black thrips pain kana kariba bahut attack kari deichi
Thrips କୁ ନିୟନ୍ତ୍ରଣ କରିବା ପାଇଁ ନୀଳ ଅଠାଳିଆ କାର୍ଡ ଏକର ପ୍ରତି 15 ଟି ବ୍ୟବହାର କରନ୍ତୁ।
ଫସଲରେ Potash ସାର ଗୁଣ୍ଠ ପ୍ରତି 500gm ସହିତ Biovita ବା Biozyme 300-400gm ହିସାବରେ ପ୍ରୟୋଗ କରନ୍ତୁ।
Diafenthiuron 50%WP (Pigasus) ଲିଟର ପ୍ରତି 1.5gm ବା
Beta-Cyfluthrin 8.9%+ Imidachloprid 19.8% OD (Solomon) ଲିଟର ପ୍ରତି 1ml ବା
Spirotetramate 11.01%+Imidachloprid 11.01%SC (Movento Energy) ଲିଟର ପ୍ରତି 1ml ବା
Imidachloprid 70%WG (Admire) drum ପ୍ରତି 2-3gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
ପାଣି ସୁହିଧା ନାହିଁ, ମୁଗ ଭଲ ହେଉନାହିଁ,, କଣ କରାଯାଇପାରିବ ସାର୍
Sir muga gacha uthi sarichi kintu ghasa bahut uthichi sir kichi medicine batantu
15-20 ଦିନରେ ଘାସମରା Targa Super ଏକର ପ୍ରତି 400ml ସ୍ପ୍ରେ କରନ୍ତୁ
Sir namaskar, Mugare Humic acid fulbic acid 98 ku liter pichha kete gram diajiba jani heunahi tike kuhantu.
1gm ଲିଟର ପ୍ରତି
ଲିଟର ପ୍ରତି 1gm
Thank you sir
Sir dap au potash sara liquid na bora ra
DAP ଓ POTASH ସାର କୁ GRANULE କୁ ପ୍ରୟୋଗ କରନ୍ତୁ
Thank you sir
Sir rasi chasa pain video banantu
Sir npk 191919 ନାହିଁ multiplex ra. KRANTI ଅଛି jivras sahita ପକାଇପାରିବା କି
Jivras ସହିତ ସାର ପ୍ରୟୋଗ କରନ୍ତୁ ନାହିଁ।
Urea ସାର lit ପ୍ରତି 10gm ବା drum ପ୍ରତି 150gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।