Sir 10 lit pani re kete parimana prastuti ausadha misa jiba.?? Apananku anurodh je kaunasi toipc re video baneile gote chhota parimana bi add karantu jaha phala re amaku byabahara karibaku sahaja heba! Dhanyabad sir apananka upasthapan saili atyanta Sundar lage 🙏
ବହୁତ ବଢିଆ ଭିଡ଼ିଓ 🥰🙏🙏🙏🙏
Thank you
ଧନ୍ୟବାଦ ସାରେ
Welcome
ବହୁତ ବଢିଆ ସାର
Thank you
👍
Sir please make a video on strawberry farming..
Ok thanks
କାକୁଡି ଚାଷ ପାଇଁ ଗୋଟେ ଭିଡିଓ ହଉ
Thankyou sir ❤
Always welcome
Bahut bhala Sir amiti oraganic medicine video karantu
Thank you
Thank you sir, sir moong ra hybrid bihan kouthu miliba
Indiamart online ରେ ପାଇ ପାରିବେ
Thank you sir
16lit pani kte ml deba sir
ଲିଟର ପ୍ରତି 40-50ml ବା drum ପ୍ରତି 640-800ml
Thank you sir 🙏
Most Welcome
Bhalalagila
Thank you
Sir good afternoon
Same to you
Thank you gurugy 💐
Always welcome
Thank s
Welcome
Sir 10 lit pani re kete parimana prastuti ausadha misa jiba.??
Apananku anurodh je kaunasi toipc re video baneile gote chhota parimana bi add karantu jaha phala re amaku byabahara karibaku sahaja heba!
Dhanyabad sir apananka upasthapan saili atyanta Sundar lage 🙏
10 ଲିଟର ପାଣିରେ 300-400ml ମିଶାଇ ସ୍ପ୍ରେ କରନ୍ତୁ
Sir ehaku kete dina rakhipariba
7ଦିନ ମଧ୍ୟରେ ବ୍ୟବହାର କରନ୍ତୁ
କେଉଁ କେଉଁ ପନିପରିବା ରେ ପଡିବ? ପତଳା ପତ୍ର ରେ ପଡିଲେ tana ହେଇଯିବ କି? ଯେପରିକି kalara ପତ୍ର ରେ.ମୁଗ ପତ୍ର ରେ?
ସବୁ ଫସଲରେ
Make a video in cocumber farming
Sir baigan pai gote video
Ok
Sir mu February re kadali gacha lagaibaku cahunchi haba ki nahi
ଜଳସେଚନ ସୁବିଧା ଥିଲେ ଫେବୃଆରୀ ମାସ ରେ ଲଗାନ୍ତୁ
ନହେଲେ june ମାସରେ
Namskar sir moong ra sikha seed kouthi miliba please tike janeibe
Sikha seed କେବଳ online ରେ ମଗାଇ ପାରିବେ
Thank you sir
Eha ketene dinajay saitirakhiheba sir
7ଦିନ ମଧ୍ୟରେ ପ୍ରୟୋଗ କରନ୍ତୁ
ସାର୍ ମୁଗ ଗଛ ପତଳା ଅଛି କେଉଁ ଭିଟାମିନ ଔଷଧ ପକାଇବା
Jivras ଲିଟର ପ୍ରତି 2ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।2ଦିନ ପରେ NPK 19:19:19 ଲିଟର ପ୍ରତି 5gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ
ଦେଶୀ ବଳଦର ମୂତ୍ର ବି ହେବ କି sir, Only ଦେଶୀ ଗାଈ conform me please sir 🙏🏻
ଦେଶୀ ବଳଦ ର ମୂତ୍ର ହେବ
Sandha muta bi heba
Ahi agnastar dhana gacha re prayag karile kichi asubidha hebaki.
କିଛି ଅସୁବିଧା ନାହିଁ।ଫସଲ ର ପ୍ରାରମ୍ଭିକ ଅବସ୍ଥାରେ ସ୍ପ୍ରେ କରନ୍ତୁ
ଧୂଆଁ ପତ୍ର କେମିତି କା ଜାଣି ହେଲାନି sir
Vedio ରେ ରହିଛି
ଜିବାମୃତ ଓ ହାଣ୍ଡ ଖତ ଏବଂ ଜୈବିକ ସାରା କିପରି ତିଆରି କରିବା ଏହା ବିଷୟ ରେ ଗୋଟିଏ ଭିଡିଓ ବନାନ୍ତୁ ସାର
ଜୀବାମୃତ video ଅଛି ଦେଖି ପାରିବେ
ସାର grafted ବାଇଗଣ ର ଗୋଟେ ଭିତ଼ିଓ କରନ୍ତୁ . ଯାହାକି ଛତିଶଗଡ଼ ରେ ଖ୍ୟାତି ଅର୍ଜନ କରିପାରିଛି . ଆମେ ବି କରିବୁ
ନିଶ୍ଚିନ୍ତ।
Hm mu bi sunichhi but se chara keunthi miluchhi grafted chara odisha re keunthi miluchi.?
ସାର୍ ମୁଁ ଏବେ ନୂଆ କରି ସୂର୍ଯ୍ୟମୁଖୀ ଚାଷ କରିବାକୁ ଯାଉଛି | କିନ୍ତୁ ମୁଁ ଯାଣିବାର କଥା ଯେ ମଞ୍ଜି ଲଗାଇବାର କେତେ ଦିନ ପରେ ପାଣି ମଡ଼ା ଯିବ | please କୁହନ୍ତୁ |
ମଞ୍ଜି କୁ ଗଜା କରି ଲଗାନ୍ତୁ ଓ ତାପରେ ହାଲକା ଜଳସେଚନ କରନ୍ତୁ
Nua laga haithiba kadali gacha re dai habaki
ହଁ ସ୍ପ୍ରେ କଲେ ପୋକ ଲାଗିବ ନାହିଁ
ଆପଣଙ୍କ ମୋବାଇଲ ନମ୍ବର ଦିଅନ୍ତୁ
ସୂର୍ଯ୍ୟ ମୁଖୀ( ମୋତି )ଭଲ କି
ହଁ ଭଲ ହେବ
2 putu