Dhana ,muga ,aalu, piaaja, Phasala ku rakhiba pain gharai cold storej kipari kariba ta bisayare video banantu dada Aapanaka video bahuta sundar lagitha A Jai kisan
Sir Namaskar muga dui patra lekha hoichhi jami re barsha jogu pani jamiki rahichhi barsha chhadunahi muga gachhra lose heba ki ? Kou medicin / sara debu please kuhantu
Sir Namaskar. Bartaman abastare aame dhana Kati sariki muga buna sarilani. Hele sir Matra 6patra hauchhi au patra re chheda hoiki gote gote gachha Mari bi jauchhi. Jaha lakshyana dekha jauchhi bodhe poka kicchhi lagichhanti. Amaku Tara medicine tk kahibe sir
ଜୟ କୃଷକ ।
Dhana ,muga ,aalu, piaaja, Phasala ku rakhiba pain gharai cold storej kipari kariba ta bisayare video banantu dada
Aapanaka video bahuta sundar lagitha
A
Jai kisan
Sir ଧନ୍ୟବାଦ ଆପଣଙ୍କ ଭିଡିଓ ଅମକୁ ଚାଷ କରିବା ରେ ବହୁତ ସାହାଯ୍ୟ କରୁଛି.👏👃👃
Thank you
Sir mula Sara muga sahita misaikari buni heba ki?
Sir best breed muga auu biri ra kuhantu
Sir biri upare video banantu sir
Sir ଘାସ ମରା କଣ ଦିଆ ହେବ
ଟିକେ ପରାମର୍ଶ diyantu
Very nice👍👍👍👍
Thank you
Sir namaskar ama kalahandi re muga chasare jhirela bahut matra re hauchhi keu latamara prayog kariba
Good dafenasan
Tarbhija chasa re manji ku kete chada lagaiba darkar
Thanks ❤❤❤
Welcome
Sir muga buni ki 26 din helana patra jali jali heuchhi kana dele success heba
Chloropyriphos 50%+Cypermethrin 5%EC ଲିଟର ପ୍ରତି 2ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
Grafted baigana bisaere vedio krantu
ନିଶ୍ଚିନ୍ତ
Ha sir@@krushisampada
Sir moog phasal re rog poka pesticides saha nano urea eka saha sprey kariheba ki?
Sir ame NIZZU ame DHAN ra keu time re dei pariba.
ଫୁଲ ଆସିବା ପୂର୍ବରୁ
Sir ମୁଗ ପାଇଁ ଅଗ୍ରମିନ gold ଭଲ ନା ଫାଣ୍ଟାକ ପ୍ଲସ ହରମୋନ ଭଲ
Sir Vendi fasalare total roga pratisedhaka upare video banantu vendi falile banka houchhi & patrare haladia ranga hei asuchhi.
Organic upay kuhantu
sir ମୋରୋ ଗୋଟେ ପଣସ ଗଛ ଅଛି ଜମା ଫଳ ଗୁଡ଼ିକ ଶୁକି ଯାଉଚି
Sir muga chasa ra time kete ru kete
November ରୁ December ମଧ୍ୟରେ ବୁଣୀଲେ ଭଲ ଅମଳ ଆସିଥାଏ
@krushisampada 🙏🏻🙏🏻🥰
@krushisampada ok sir
Sir muga buniba purabaru mula Sara prayoga karajiba?
Video ରେ ତଥ୍ୟ ରହିଛି
Sir Bhala uli manji kuhantu jauta ki bada uli heuthi ba
Pachari ba ra karana apananka sabu coment ra replay dianthi
N 53, Agri found red
Sir Micro Expert bhala haba tree pai?
Sir Namaskar muga dui patra lekha hoichhi jami re barsha jogu pani jamiki rahichhi barsha chhadunahi muga gachhra lose heba ki ? Kou medicin / sara debu please kuhantu
Potash ସାର ଏକର ପ୍ରତି 12kg ସହିତ Biovita 8kg ମିଶାଇ ପ୍ରୟୋଗ କରନ୍ତୁ।
Amistar top lit ପ୍ରତି 1ml ହିସାବରେ ସ୍ପ୍ରେ କରନ୍ତୁ
Sir ବର୍ଷା ହେଉଛି ତ ମୁଗ ଚାଷ ଉପରେ କ'ଣ ସାର ବୁଣିଲେ ଭଳହେବ କହିବେ ଟିକେ ସାର
DAP ଏକର ପ୍ରତି 35kg Potash 15kg ଓ BIOVITA 8kg ପ୍ରୟୋଗ କରନ୍ତୁ
Sir fantac plus ହରମୋନ କୋଉଠି ମିଳିବ
Pesticide ଦୋକାନ ରେ ମିଳିବ
Mch424munga seedsra benifit kwn
Sar pan fashalara gobara khatara gromor ureya misa ki pryaga kari haba
ଯିବମୃତ୍ ପ୍ରସ୍ତୁତ କରି ପ୍ରୟୋଗ କରନ୍ତୁ
Sir ମୁଗ କ୍ଷେତ ରେ ପାଣି ଚାଲିଛି. ପାଣି ହଣାଯାଇଛି. ଗଛ ର ସୁରକ୍ଷା ପାଇଁ କଣ କରାଯିବ
ଜମିରେ potash ସାର ଏକର ପ୍ରତି 12kg ପ୍ରୟୋଗ କରନ୍ତୁ।
Amistar top lit ପ୍ରତି 1ml ବା
Roko lit ପ୍ରତି 2gm ହିସାବରେ ସ୍ପ୍ରେ କରନ୍ତୁ
Sir Daya kare kolatha chasa bisaya re gote video banantu
ଦେଶୀ ବିହନ ଛଡା ଆଉ କିଛି ମିଳୁନାହିଁ
Sir "କଳାକୋଦମା" dhana khalua jhara jami pain prajuya ki ? Ehi dhana Amala ekar prati kete quntal asithae!
Please sir reply 😢😭🙏🙏😭🙏🙏
sir 🙏 ବର୍ଷା ଛାଡ଼ିବା ପରେ ମୁଗ ଗଛ ପତ୍ର ପୋଡା ଆଉ ମୁଣ୍ଡା ହେଇ ମରି ଯାଉଛି କୋଉ ମେଡିସିନି ଦିଆଯିବ
Amistar top lit ପ୍ରତି 1ml ବା
Taqat lit ପ୍ରତି 2gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ
@krushisampada ଧନ୍ଯବାଦ ସାର 🙏
Maka chaso video bananthu nabrangpur ranjan mali
Sir Which is the best fungicide for leaf spot (sigatoka disease ) disease in banana
Nativo or amister top?
Plese replay
Amistar top lit ପ୍ରତି 1ml ହିସାବରେ ସ୍ପ୍ରେ କରନ୍ତୁ
Sir e manji tk kouthi miliba kuhantu
Block କୃଷି ଅଧିକାରୀ ଙ୍କ ସହ ଯୋଗାଯୋଗ କରନ୍ତୁ
@krushisampada sir sea manakale niali block ru bujhithili
Sir 1ଏକର କୁ ମୁଗ ବିହନ କେତେ kg ଦେଲେ ଭଲ ମୁଗ ହବ...
ମୁଗ କୁ ଧାଡ଼ିରେ ବୁଣିଲେ ଏକର ପ୍ରତି 10kg ବିହନ ବୁନନ୍ତୁ ଭଲ ଅମଳ ଆସିବ
ବ୍ରୋକୁଲିରେ ହରମୋନ ଦିଆଯାଏ କି ସାର୍
ନା
Sir. What is the treatment of yellow mosai virus of beans. 🙏
ଏହାର treatment ନାହିଁ।ଆକ୍ରାନ୍ତ ଗଛ କୁ ଓପାଡି ନଷ୍ଟ କରନ୍ତୁ।
ଧଳା ମାଛି କୁ ନିୟନ୍ତ୍ରଣ କରନ୍ତୁ
@krushisampada sir sabu phasala akranta achi
Sir Previous year ra Deep Borewell apply kari thilu ,tar update kn??
Lift irrigation office ରେ ଯୋଗାଯୋଗ କରନ୍ତୁ
Biri chasa upara gota video kaarnti mu 2 acra Kariba pani chahuchi bahut halp hunta 🙏
ମୁଗ ଓ ବିରି ଚାଷ ସମାନ
Sir Namaskar. Bartaman abastare aame dhana Kati sariki muga buna sarilani. Hele sir Matra 6patra hauchhi au patra re chheda hoiki gote gote gachha Mari bi jauchhi. Jaha lakshyana dekha jauchhi bodhe poka kicchhi lagichhanti. Amaku Tara medicine tk kahibe sir
Chloropyriphos 50%+Cypermethrin 5%EC lit ପ୍ରତି 2ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ
ସାର୍ ନମସ୍କାର ଭିଡ଼ିଓ ଭଲ ଲାଗିଲା
ବିହନ କୋଉଠି ମିଳିବ କୁହନ୍ତୁ ସେଇ ମଞ୍ଜି ଦୋକାନି ର ଫୋନ ନମ୍ବର ଦିଅନ୍ତୁ
ଭୁବନେଶ୍ବରରେ ମିଳିବ କି ସାର୍ କୁହନ୍ତୁ ?
Online ରେ ମାଗନ୍ତୁ
ମୁଗରେ ୟୁରିଆ, ପୋଟାସ, ଡି ଏ ପି ମିଶାଇ ସ୍ପ୍ରେ କଲେ ହବ କି ନାହିଁ,
Npk 191919,npk 202020 gachha kete dinara, npk 05234 boron 20 keun samayare spray hebe
ଗଛ ର 20-25 ଦିନରେ NPK 19:19:19
ମୁଗ ଫୁଲ ଆସିବ ପୂର୍ବରୁ NPK 0:52:34 lit ପ୍ରତି 5gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ
@krushisampada thanks
Sir ମୋ ମୁଗ ବିଲ ରେ ପାଣି ଜମା ହୋଇ ଥିଲା ବର୍ଷା ସମୟରେ,ବର୍ତ୍ତମାନ କିନ୍ତୁ ଆଉ ପାଣି ନାହିଁ,ମୁଗ ବୁନିବାର 20 ଦିନ ହୋଇ ଗଲାଣି,କିନ୍ତୁ ଗଛ ସବୁ 2 ପତ୍ର ହେଇକି ଅଛି ଆଉ ବଢ଼ୁନି ବି ,ପତ୍ର ରେ ସବୁ କଣା କଣା ଛିଦ୍ର ଅଛି। କଣ କଲେ ଠିକ୍ ହେବ କୁହନ୍ତୁ?
ପୋକ କୁ ନିୟନ୍ତ୍ରଣ କରନ୍ତୁ।
Chloropyriphos 50%+Cyoermethrin 5%EC ଲିଟର ପ୍ରତି 2ml ହିସାବରେ ସ୍ପ୍ରେ କରନ୍ତୁ।
2ଦିନ ପରେ NPK 19:19:19 ଲିଟର ପ୍ରତି 5gm ଅପରାହ୍ନରେ ସ୍ପ୍ରେ କରନ୍ତୁ।3ଦିନ ପରେ Jivras lit ପ୍ରତି 2ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ
Sir ମୁଁ ଗୋଟେ ଆମ୍ଭ ଗଛ ଲେଗେଇଚି ସିଏ ଜମା ବଢ଼ୁନାହି କି ଜଉ ବଉଳ ଧରୁଛି ସିଏ ଶୁଖି ଯାଉଛି କଣ କରିବା କୁ ପଡ଼ିବ ଟିକେ କୁହନ୍ତୁ ଦୟାକରି
ଗଛ ମୂଳରୁ 1ft ଛାଡ଼ି 6ଇଞ୍ଚ ଓସାର ଓ ଗଭୀର ନାଳ କରି 1ଝୁଡ଼ି ଗୋବର ଖତ ,50gm Biovita granule DAP, POTASH,UREA 50gm ହିସାବରେ ପ୍ରୟୋଗ କରି ଜଳସେଚନ କରନ୍ତୁ।
Jivras lit ପ୍ରତି 2ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ
Sir ମୁଗ ବିଲ ରେ ପାଣି ଚାଲିଛି ପାଣି ହଣାଯାଇଛି. ଗଛ ର ସୁରକ୍ଷା ପାଇଁ କଣ କରାଯିବ
@@krushisampada sir ସିଏ ଗଛ ର ବୟସ ହେଉଛି ୭ ମାସ ଆପଣ ଜଉ ମେଡିସିନ କହିଲେ ତାକୁ ବେଭହାର କରି ହେବ ତ ଆପଣଙ୍କ contacat ନୋ ଟିକେ ଦିଅନ୍ତୁ ପ୍ଲିଜ
ଏବେ ତ ବର୍ଷା ହେତୁ ଜମିରେ ପାଣି ଜମିଛି। କିପରି ମୁଗ ବୁଣିବା
ପାଣି ଛାଡ଼ିଲେ ଚାଷ କରି ମୁଗ ବୁଣନ୍ତୁ
Sir MULTIPLEX KRANTI ମୁଗ ରେ ପକାଇ ପାରିବା କି ,ଯଦି ପକାଇବା ତାହା ସହିତ କେଉଁ Humic acid ku ପକାଇଵା
ହଁ ପକାଇ ପାରିବେ ।ତା ସହିତ Jivras କୁ ମିଶାଇ ସ୍ପ୍ରେ କରନ୍ତୁ
ବୋରନ ଦେଲେ ହେବ କି ଭାଇ
ଫୁଲ ପୂର୍ବରୁ Boron 20% lit ପ୍ରତି 2gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ
Sir ebe keun kisam ra muga bunile bhala haba