ନିୟମଗିରି ପାହାଡ ରେ ରହୁଥିବା ଆଦିବାସୀ || RAYAGADA DONGRIA TRIBE  ODISHA

แชร์
ฝัง
  • เผยแพร่เมื่อ 23 ธ.ค. 2024

ความคิดเห็น • 2.7K

  • @MuTraveller
    @MuTraveller  ปีที่แล้ว +1573

    ଆଫ୍ରିକୀୟ ଆଦିବାସୀ ଭିଡ଼ିଓ ଭଲ ଲାଗୁଥିଲା ନା ଓଡିଶା ଆଦିବାସୀ ଭିଡ଼ିଓ ?

  • @itssangramvlogs952
    @itssangramvlogs952 ปีที่แล้ว +532

    Making a History | କେଉଁମାନେ ଚାହାଁନ୍ତି 2024 ପୂର୍ବରୁ ଲବ ଭାଇଙ୍କ ର 1 Million Subscriber ହେଇଯାଉ ବୋଲି.❤️

  • @prabirakumarnaik1298
    @prabirakumarnaik1298 ปีที่แล้ว +268

    ଆଫ୍ରିକା ଆଦିବାସୀ ଠୁ ଓଡିଶା ଆଦିବାସୀ ବହୁତ ଭଲ କେଉଁ ଭାଇଭଉଣୀ ମାନେ କେନ୍ଦୁଝର ର ଲବଭାଇ ଙ୍କୁ like କରନ୍ତୁ

    • @lijabal-vv9te
      @lijabal-vv9te ปีที่แล้ว +5

      I from keonjhar ❤❤❤

    • @akashkuldipia7889
      @akashkuldipia7889 ปีที่แล้ว +5

      Kedujhar ra ki bhai

    • @SikunMunda-ub5zg
      @SikunMunda-ub5zg ปีที่แล้ว +2

      Dimbo ru

    • @Subrat-lt8ii
      @Subrat-lt8ii ปีที่แล้ว +3

      Amo keonjhar ku bi travel karantu lobo bhai

    • @sidhikumari9025
      @sidhikumari9025 4 หลายเดือนก่อน

      Bhai kandhamal to ahathu adhiko sundar dekhajahanty

  • @rameshsabar9744
    @rameshsabar9744 ปีที่แล้ว +40

    ଆମେ ଓଡ଼ିଶାର ଆଦିବାସୀ ଆଉ ଆମ ସଂସ୍କୃତି ବଡ଼ିଆ ❤❤❤❤ ରାୟଗଡ଼ାର culture ଦେଖେଇଥିବାରୁ ଧନ୍ୟଵାଦ ଲବ ଭାଇ love you so much 🥰🥰🥰❤❤❤❤

  • @PrashantKumarNayakNayak
    @PrashantKumarNayakNayak 3 หลายเดือนก่อน +5

    Explain କରୁଥିବା ଭଉଣୀ ଜଣକ କେତେ ସୁନ୍ଦର ଭାବରେ ଓଡ଼ିଆ କହୁଛନ୍ତି ବହୁତ ବଢିଆ

  • @pratimasethy2754
    @pratimasethy2754 ปีที่แล้ว +264

    ଆଫ୍ରିକା ଠୁ ଆମ ଓଡିଶା ର ଜନଜାତି ଙ୍କ ଜୀବନ ଶୈଳୀ ସବୁଠୁ ଭଲ 🥰

  • @sanatanpatra7587
    @sanatanpatra7587 ปีที่แล้ว +37

    ପଶ୍ଚିମ ଓଡିଶାର ଡଙ୍ଗରିଆ କନ୍ଧମାନଙ୍କ ସଂସ୍କୃତି ଓ ପରମ୍ପରାର ଭିଡିଓ ମାଧ୍ଯମରେ ଅଭଗତ କରାଇ ଥିବାରୁ ଅଶେଷ ଅଶେଷ ଧନ୍ୟବାଦ ...

  • @SR-dn7hb
    @SR-dn7hb ปีที่แล้ว +29

    ଆଦିବାସୀ ଙ୍କର ଶେଷ ଅକ୍ଷୟର କ...
    ଭାଇ ଧନ୍ୟବାଦ 🙏🙏🙏🙏🙏
    ଆମେ ରାୟଗଡିଆ ଭାରି ଭଡ଼ିଆ...

  • @Localtonybai-Yt
    @Localtonybai-Yt ปีที่แล้ว +33

    ଆମ ଡଙ୍ଗରିଆ କନ୍ଧମାନଙ୍କ dance ଦେଖି ବହୁତ୍ ସୁନ୍ଦର୍ ଲାଗିଲା❤ ମୋ foverite ମାଣ୍ଡିଆ ଯାଉ 😋❤ ଆମ ଆଦିବାସୀ culture ବିଷୟରେ କହିଥିବାରୁ ଧନ୍ୟବାଦ୍ ❤ଲବ ଭାଇଙ୍କୁ ବହୁତ୍ ବହତ୍ ଧନ୍ୟବାଦ୍ 🙏 ଜୟ ମା ଠାକୁରାନୀ 🙏from gunpur

  • @AnitaKisan-ul9oh
    @AnitaKisan-ul9oh 8 หลายเดือนก่อน +17

    ଆମେ ଆଦିବାସୀ ବୋଲି ଆମେ ଗର୍ବିତ । ପଶ୍ଚିମ ଓଡ଼ିଶାର ଆଦିବାସୀ ସାଂସ୍କୃତିକ ପରମ୍ପରାକୁ ଭିଡିଓ ମାଧ୍ୟମରେ ଦର୍ଶାଇ ଥିବାରୁ ହୃଦୟ ଭିତରୁ ବହୁତ ଧନ୍ୟବାଦ ଲଵ ଭାଇ। ❤❤❤

  • @kamalakantabeshra1780
    @kamalakantabeshra1780 ปีที่แล้ว +31

    ଆଫ୍ରିକା ଠାରୁ ବି ସୁନ୍ଦର ଆମ ଓଡିଶା ଦୃଶ୍ୟ

  • @subhz_vlog12
    @subhz_vlog12 ปีที่แล้ว +12

    ବହୁତ ବଢିଆ... ବହୁତ ଖୁସୀ ଲାଗୁଛି.... ଓଡ଼ିଶା ଠାରୁ ଦୂରରେ ଥାଇ ଓଡ଼ିଶାର ପୁଣୀ ନିୟମଗିରିର ପ୍ରାକୃତିକ ଦୃଶ୍ୟ ବେଶ୍ ସୁନ୍ଦର.... ଯଦି ପାରିବେ ଇଂରାଜୀ ଶବ୍ଦକୁ ତଳେ ଦେଲେ ବହୁତ ବାହାର ଦେଶର ଲୋକ ଦେଖିବାର ସୁଯୋଗ ପାଇବେ। ମତେ ବହୁତ୍ ଭଲ ଲାଗିଲା ... ଯେବେ ମହାରାଷ୍ଟ୍ର ଆଦିବାସୀ ଅଞ୍ଚଳ ବୁଲିବେ ସେତେବେଳେ ମୁଁ ଆପଣଙ୍କୁ ବୁଲେଇବି।

  • @farnahopontelivision
    @farnahopontelivision ปีที่แล้ว +36

    ଓଡ଼ିଶା ସବୁଠାରୁ ସୁନ୍ଦର ଜାଗା LOVE YOU BROTHER ❤ #Mayurbhanj🙏

  • @mamabarik9707
    @mamabarik9707 ปีที่แล้ว +6

    ଆମ ଓଡ଼ିଶା ଆଦିବାସି ଙ୍କ ଜୀବନ କିପରି ଅତିବାହିତ କରନ୍ତି ଓ ତାଙ୍କ ଜୀବନ ଯାପନ ଶୈଳୀ ବିଷୟରେ ଜାଣିବାକୁ ପାଇଲୁ ଏହି ଭିଡ଼ିଓ ଦ୍ଵାରା। ଆମ ଓଡ଼ିଆ ଭାରୀ ବଢ଼ିଆ। ଭାଇ ତୁମକୁ ହୃଦୟରୁ ଧନ୍ୟବାଦ୍ ଓ ବହୁତ୍ ଗୁଡ଼ିଏ ସ୍ନେହ ଆମ ତରଫ ରୁ 😇।
    🙏🌺 ଜୟ ଜଗନ୍ନାଥ 🌺🙏

  • @sudhirmpm7488
    @sudhirmpm7488 ปีที่แล้ว +4

    ଗାଁ ଟା ହୃଦୟ କୁ ଛୁଇଁ ଗଲା bhai so thankyou

  • @S-B-kumar-Official5824
    @S-B-kumar-Official5824 ปีที่แล้ว +13

    ଆଫ୍ରିକା ଠୁ ଓଡ଼ିଶା ର ଆଦିବାସୀ ମାନଙ୍କର ବହୁତ ଭଲ ଲାଗିଲା ଭାଇ ବହୁତ ଧନ୍ୟବାଦ ଭାଇ

  • @PRAKASHMOHAPATRA143
    @PRAKASHMOHAPATRA143 ปีที่แล้ว +87

    କଳା ଓ ସଂସ୍କୃତି ର ରାଜ୍ୟ ଅଟେ ଆମ ଓଡ଼ିଶା...... ଆମେ ଓଡ଼ିଆ ଭାରି ବଢ଼ିଆ ❤❤❤❤❤❤

  • @maasitalammacreations9764
    @maasitalammacreations9764 ปีที่แล้ว +39

    ଯୋଉ ଭଉଣୀ explain କରୁଛନ୍ତି ତାଙ୍କୁ ଦିଲ୍ ସେ salam

    • @Panakugaming
      @Panakugaming 21 วันที่ผ่านมา +1

      🎉🎉🎉🎉🎉🎉🎉

  • @sbyoutuber599
    @sbyoutuber599 ปีที่แล้ว +16

    Aadibashi re ବହୁତ୍ ପର୍ବ ପାଳନ କରାଯାଏ Thanks loba sir 🎉🎉 aamo ଆଦିବାସୀ କ୍ଲଚର କୁ ଆଗକୁ ବଢ଼ାଇବା ରୁ 🎉🎉🎉🎉

    • @Xxxlgey
      @Xxxlgey ปีที่แล้ว

      ବିଦେଶୀ ଧର୍ମରେ Convert ହେଇଗଲେ ସବୁ ସରିଗଲା...,

  • @NabinGoud-t1w
    @NabinGoud-t1w 5 วันที่ผ่านมา +1

    Viri nasi ଲବ ଭାଇ ରାୟଗଡା ଆସି ତିହାବା ରୁ 🙏🙏🙏 ଜୟ ଜଗନ୍ନାଥ 🇮🇳🇮🇳🇮🇳👌👌

  • @prabeenasanta4961
    @prabeenasanta4961 ปีที่แล้ว +72

    ଯାହା ହେଉ ଆମ ସଂସ୍କୃତି ପାପମ୍ପରା ବଞ୍ଚାଇ ରକିଛନ୍ତି ରାୟଗଡା ଲୋକ ମୁ ବିଜଣେ କନ୍ଦ ଅଟେ ନବରଙ୍ଗପୁର ଜିଲ୍ଲାରୁ ❤❤❤

    • @Villageshoot314
      @Villageshoot314 ปีที่แล้ว +1

      Really we are touch soon bro

    • @CHANDRAKULISHIKA
      @CHANDRAKULISHIKA ปีที่แล้ว

      Tq bro

    • @gurudharsantagurudharsanta8117
      @gurudharsantagurudharsanta8117 ปีที่แล้ว

      Mu misa Santa laka bhai
      Nabarangpur Dist
      Jay jaganth Laba Bhai
      🙏🏾🙏🏾🙏🏾🙏🏾🙏🏾🙏🏾🙏🏾

    • @sidhikumari9025
      @sidhikumari9025 4 หลายเดือนก่อน

      Mu vi Kanda Kandhamal ru sabari kandhal bhai Raikaia

    • @Lawrence-u2l
      @Lawrence-u2l 2 วันที่ผ่านมา

      ​@@gurudharsantagurudharsanta8117tame adivasi

  • @hemantabahera8047
    @hemantabahera8047 ปีที่แล้ว +22

    ପଶ୍ଚିମ ଓଡ଼ିଶାର ନିୟମ ଗିରି ଡଙ୍ଗରିଆ କନ୍ଧମାନଙ୍କ ସଂସ୍କୃତି ଓ ପରମ୍ପରାର ଭିଡିଓ ମାଧ୍ୟମ ରେ ଅବଗତ କରାଇଥିଦାରୁ ବହୁତ୍ ବହୁତ୍ ଧନ୍ୟବାଦ୍,,,,,,BBSR ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @krglbskeyjbkz1004
    @krglbskeyjbkz1004 ปีที่แล้ว +97

    ✋✋✋✋✋✋ ହାତ ଟେକନ୍ତୁ ଯଦି ଆପଣ ଲବ ଭାଇଙ୍କୁ ସପର୍ଟ କରନ୍ତି ✋✋✋

  • @JISHAYAMALLICK-zk3xl
    @JISHAYAMALLICK-zk3xl ปีที่แล้ว +6

    ଭାଇ ବହୁତ ବହୁତ ଧନ୍ୟବାଦ ଆମ ଓଡିଶା ର ଆଦିବାସୀ ଡ଼ଙ୍ଗରିଆ କନ୍ଧ ମାନଙ୍କର ପରମ୍ପରା ଓ କିସ ର ମୋର ଭାଇ , ଭଉଣୀ ଙ୍କୁ ଦେଖେଇ ଥିବାରୁ again very very thank u for showing tribal traditional culture every way god bless u bhai ମୁଁ ଗଜପତି ରୁ କହୁଛି ❤❤❤

  • @Surendra_desia_vlogs
    @Surendra_desia_vlogs 4 หลายเดือนก่อน +1

    ବହୁତ ଭଲ ଲାଗିଲା ଆମର ଆଦିବାସୀ ମାନଙ୍କର ପରମ୍ପରା ଭିଡ଼ିଓ ଦେଖି..!! really i love you lava Bhai ❤❤❤ ବହୁତ୍ ବହୁତ୍ ଧନ୍ୟବାଦ୍ 🙏👍👍

  • @Itismita_Life_Style
    @Itismita_Life_Style ปีที่แล้ว +147

    ଘର କାନ୍ଥ ରେ ଭଲ ପେଣ୍ଟିଂ ହେଇଛି। ସବୁ ଘର ମାନଙ୍କରେ ସମାନ ରଙ୍ଗ ଦିଆ ହେଇଛି।❤

  • @kumarranjan8596
    @kumarranjan8596 ปีที่แล้ว +64

    ଓଡ଼ିଶାର ଆଦିବାସୀ ନୃତ୍ୟ ସବୁଠାରୁ ଆଗରେ

  • @MantuKulesikaMantuKulesi-oe2hk
    @MantuKulesikaMantuKulesi-oe2hk ปีที่แล้ว +33

    ବହୁତ୍ ବହୁତ୍ ଧନ୍ୟବାଦ୍ ଭାଇ ଅମୋ ସଂସ୍କୃତ ଏବଂ ପରମ୍ପରା କୁ ଦେଖେଇ ଦେଇ ଛନ୍ତି ❤

  • @bapunnayak8966
    @bapunnayak8966 ปีที่แล้ว +2

    ଆମ ଓଡ଼ିଶାରେ ରହୁଥିବା ଆଦିବାସୀମାନେ ବହୁତ ସୁନ୍ଦର ତାଙ୍କର ଚାଲି ଚଳନ ବେଶଭୂଷା ବହୁତ ନିଆରା ଲବ ଭାଇ ତୁମର ସମସ୍ତ ମନସ୍କାମନା ପୂର୍ଣ୍ଣ ହେଉ ଏତିକି ଇଶ୍ଵରଙ୍କ ନିକଟରେ ପ୍ରାର୍ଥନା ❤❤❤❤❤

  • @siddhantfm
    @siddhantfm ปีที่แล้ว +21

    ଧନ୍ୟବାଦ ଭାଇ ଆମ ରାୟଗଡ଼ାକୁ ଆସିଛ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍ ଆପଣଙ୍କୁ ସଦାସର୍ବଦା ମଙ୍ଗଳ ହୋଉ ଯେଇ ଜଗନ୍ନାଥ

  • @stmproduction7634
    @stmproduction7634 ปีที่แล้ว +47

    ବହୁତ ଆଗରୁ ଦେଖେଇବାର ଥିଲା ଲଭ ଭାଇ ❤❤❤ ବହୁତ ବଢିଆ

  • @Majhiofficial1431
    @Majhiofficial1431 ปีที่แล้ว +7

    ଜୟ ଡଙ୍ଗରିଆ କନ୍ଦ ଆମର୍ ଓଡିଶା ର୍ ଆଦିବାସୀ କେତେ ସୁନ୍ଦର୍ ତାକର୍ ବେସବୁସା। ❤

  • @ODIAMANMRBAPI
    @ODIAMANMRBAPI ปีที่แล้ว +103

    ଅତି ସୁନ୍ଦର ଆପଣଙ୍କ ପ୍ରୟାସ to explore the odisha and also congratulations for your drone ❤❤❤❤❤❤❤❤❤❤❤

  • @PabitraMajhi-yn9lf
    @PabitraMajhi-yn9lf ปีที่แล้ว +13

    ମୋର ହୃଦୟରୁ salam ଲବ ଭାଇ ଆମ ଆଦିବାସୀ ଙ୍କ ପରମ୍ପରା କୁ ଭଲ ପାଉଥିବାରୁ ମୁଁ ଆଜି ଗର୍ବିତ ଆଦିବାସୀ ଘରେ ଜନ୍ମ ହୋଇ ଥିବାରୁ ଜୟ ଆଦିବାସୀ.

    • @Xxxlgey
      @Xxxlgey ปีที่แล้ว

      😂 ତୁ ମୁସଲିମ ହେଇ ଗଲୁଣି କି ? ଜୁହାର କହି ପାରୁନୁ... ଆଦିବାସୀ ହେଇକି... ଲଜ୍ଯା ରେ ତତେ

  • @RabindraKanhar-iy6jm
    @RabindraKanhar-iy6jm 5 หลายเดือนก่อน +1

    ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଆପଣଙ୍କୁ ଭାଇ

  • @ronerisi7686
    @ronerisi7686 ปีที่แล้ว +74

    ସରକାର କିନ୍ତୁ ଅନ୍ଧ କିଛି ସୁବିଧା ନାହିଁ ଆଦିବାସୀ ଜନଜାତି ପାଇଁ

    • @debashishmahanta4948
      @debashishmahanta4948 ปีที่แล้ว +8

      ସରକାର ଆଦିବାସୀ ଜନଜାତି ପାଇଁ ବହୁତ୍ ଯୋଜନା ମାନ ରହିଛି। କିନ୍ତୁ କିଛି ତଳ କର୍ମଚାରୀ ମାନଙ୍କ ପାଇଁ ସେହି ସୁବିଧା ଗୁଡ଼ିକ ଲୋକ ମାନଙ୍କ ପାଖକୁ ପହଞ୍ଚିପରୁନି

    • @murmuthakurofficial2778
      @murmuthakurofficial2778 ปีที่แล้ว +2

      Right

    • @ronerisi7686
      @ronerisi7686 ปีที่แล้ว +1

      @@this_is_venket ଆଉ ଦାଦନ ଖଟିବାକୁ ବାହାର କୁ ଯାଉଛନ୍ତି କଣ ପାଇଁ

  • @gansamurmuvlog20
    @gansamurmuvlog20 ปีที่แล้ว +21

    ଏହି ଭଳି ଭିଡ଼ିଓ ଗୁଡ଼ିକ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖିବା ଦରକାର କି ? ତେବେ ହୃଦୟରେ ସହିତ ଗୋଟିଏ like 👍 ହେଉ।।

  • @rajeshnisikaofficial
    @rajeshnisikaofficial ปีที่แล้ว +21

    ବହୁତ ଧନ୍ୟବାଦ ଭାଇ ଆମ ରାୟଗଡ଼ା ଆସିଛନ୍ତି 😮

  • @manguluwadaka
    @manguluwadaka ปีที่แล้ว +3

    ବହୁତ ସୁନ୍ଦର ହେଇଛି ଆମ ଖମ୍ବେଶି ଗ୍ରାମ ❤️👍👍👍

  • @HariharMallik
    @HariharMallik ปีที่แล้ว +2

    ବହୁତ୍ ବଢିଆ ଆମ ଓଡ଼ିଶାର ଏମିତି ବି culture ଅଛି... ଦେଖେଇ ଥିବାରୁ ଧନ୍ୟବାଦ ମାଡ଼ି ଚାଲ ଭାଇ

  • @dhanirambeg7820
    @dhanirambeg7820 ปีที่แล้ว +7

    🎉ଲବ ଭାଇ ଯୁହାର ବହୁତ ସୁନ୍ଦର ଦେଖା ଯାଉଛି ଡ୍ରୋନ ସଟ୍ ଆଉ ବହୁତ ସୁନ୍ଦର ଲାଗୁ ଛେ ଗାଁ ତା'ର ସଙ୍ଗରେ ଗାଁ ର ଲୋକ ଆଉ ମନରୁ ଧନ୍ୟବାଦ ଫୁଲକି ନନି କେ ଗାଇଡ୍ କରି ଥିବାର ଲାଗି I LOVE MY INDIA ❤❤❤

  • @arabindabehera95
    @arabindabehera95 ปีที่แล้ว +20

    ପାଣି ତାର ସମ୍ପୂର୍ଣ ଜୀବନ ଦେଇ ଗୋଟେ ଗଛ କୁ ବଡ଼ କରିଥାଏ.ଏଥିପାଇଁ ବୋଧେ ପାଣି କାଠ କୁ କେବେ ବୁଡିବାକୁ ଦେଇ ନଥାଏ.
    Kunal❤❤❤❤❤

  • @Sagarikalifevlogs
    @Sagarikalifevlogs ปีที่แล้ว +67

    ଆମେ ଆଦିବାସୀ ବୋଲି ଆମେ ଗର୍ବିତ 😊😊😊

  • @ratanlalpurty3569
    @ratanlalpurty3569 ปีที่แล้ว +1

    ନମସ୍କାର, ବହୁତ ସୁନ୍ଦର ଜାଗା, ଭଲ ଲାଗିଲା, God blesse you brother, ଧନ୍ୟବାଦ ❤️🙏🌹❤️🙏🌹

  • @Villageshoot314
    @Villageshoot314 ปีที่แล้ว +47

    We proud as kandha tribe, special thanks to each and Everyone who kept our culture &tradition alive.....i feel very blessed love u family

  • @rusika_brother
    @rusika_brother ปีที่แล้ว +6

    ବହୁତ୍ ବଢିଆ ଅମୋ ଓଡ଼ିଶା adiwasi।❤❤🎉🎉🎉🎉

  • @nilamanimaharana984
    @nilamanimaharana984 ปีที่แล้ว +7

    Phulaki wadeka was of my students, I proud of you my dear child. And all the best laba hansda.

    • @tapantapu3588
      @tapantapu3588 5 หลายเดือนก่อน

      U are great sir 🙏🙏🙏

  • @PankajKumar-17
    @PankajKumar-17 ปีที่แล้ว +35

    ଲଵ ଭାଇ ଶେଷରେ ଆମର "ରାୟଗଡ଼ା" ରେ ଏତେ Descovery କରୁଥିବାରୁ ମୁ ଗର୍ବ ଅନୁଭବ କରୁଛି ଏବଂ ଆପଣ ଏମିତି ହିଁ ଆଗେଇଥାନ୍ତୁ। "Jai johar jai Odisha "

  • @SajiKulesika
    @SajiKulesika ปีที่แล้ว +2

    Most.... Lagila.... 👍👍👍👍👍👍👍👍👍👍👍ଲବ... ଭାଇ ଙ୍କ 1Million.. Jaldi ହବା ଦରକାର.......ଜୟ ଜଗନ୍ନାଥ 🙏

  • @thabira4160
    @thabira4160 ปีที่แล้ว +2

    ଲଭ, ଭାଇ ହୃଦୟ ସହ ଆପଣକୁ, ଭଗଵାନ, ଭଲରେ, ରଖନ୍ତୁ ❤❤❤ ବହୁତ୍,ଭିଡିୟ,ହେଈଛି

  • @basantisuru2123
    @basantisuru2123 ปีที่แล้ว +37

    Adivasi loka nka culture bahut unique ❤❤ Love From Mayurbhanj ❤❤

  • @smjmurmu96
    @smjmurmu96 ปีที่แล้ว +13

    ODISHA ra Tribal ,Culture,custom, bahut bhala lage...❤❤🎉🎉
    LABA BHAI,,Jay jagannath. .⭕‼️⭕🙏🏼

  • @Kkhikaka-eb5ru
    @Kkhikaka-eb5ru ปีที่แล้ว +9

    Love u bro ଆମ ରାୟଗଡା ନିୟମ ଗିରି ଡ଼ଙ୍ଗାରିଆ ଏରିଆ ଆସିତିବାରୁ

  • @PankajineeDehury
    @PankajineeDehury ปีที่แล้ว +2

    କୁର୍ଲି, କାଡ୍ରାଗୁମା,ଖଜୁରୀ ଓ ଖମ୍ବେସୀ ଗାଁ ଲୋକ ମାନଙ୍କୁ ଅନେକ ଅନେକ ଧନ୍ୟବାଦ। 2002 ମସିହା ରେ ମୋତେ ବହୁତ ସାହାଯ୍ୟ କରିଥିବାରୁ।

  • @niranjanmohapatra849
    @niranjanmohapatra849 7 หลายเดือนก่อน +1

    ବହୁତ ସୁନ୍ଦର କାର୍ଯ୍ୟକ୍ରମ 👌👌👍

  • @travelwithpurna
    @travelwithpurna ปีที่แล้ว +12

    ଆମେ ରାୟଗଡିଆ....ଜୟ ଆଦିବାସୀ ଧନ୍ୟବାଦ ଲବ ଭାଇ

  • @Sam-hx2ic
    @Sam-hx2ic ปีที่แล้ว +26

    ଘର ବହୁତ ସୁନ୍ଦର ହୋଇଛି❤

  • @Dhanushbhai689
    @Dhanushbhai689 ปีที่แล้ว +6

    Ama odisha re emiti loka achanti mu Janina thili thanks bhai ❤

  • @JugalBrotlp
    @JugalBrotlp 2 หลายเดือนก่อน +3

    ଆଦିବାସୀ କୁ ହେଲପିଙ୍ଗ କରନ୍ତୁ ଭାଇ 👍🙏

  • @rashmitanayak8607
    @rashmitanayak8607 5 หลายเดือนก่อน +1

    ଲବ ଭାଇ ବଣ୍ଡାଘାଟୀ ର welcome ଆଉ ନିୟମଗିରି ର dance ବହୁତ ଭଲ ଲାଗିଲା

  • @kariahembram3216
    @kariahembram3216 ปีที่แล้ว +8

    ଲବ ଭାଇଙ୍କ ପ୍ରଚେଷ୍ଟା ପ୍ରଶଂସନୀୟ ❤❤❤

  • @TechnicalGSBAPULU
    @TechnicalGSBAPULU ปีที่แล้ว +7

    ଆଜି ମୋର ଜନ୍ମ ଦିନ 🎉🎉 ମୁଁ ମଧ୍ୟ ଆଦିବାସୀ ମୁଣ୍ଡାରୀ ସମ୍ପ୍ରଦାୟର ମୋ ନାମ Goutam ସିଂ ମୁଁ TH-camr

  • @MahendraHansdah-m6j
    @MahendraHansdah-m6j ปีที่แล้ว +15

    ଯାହା ଆମେ ବହି ରେ ପଢ଼ୁ ଥିଲୁ ଆଜି ଆମେ ଭିଡ଼ିଓ ରେ ଦେଖିଲୁ ବହୁତ ଖୁସି ଲାଗିଲା Lots of love Laba bhai god bless you ❤❤❤❤

  • @philippradhan8196
    @philippradhan8196 ปีที่แล้ว +1

    ଭାଇ ତମେ ଜଣେ ଭାଗ୍ୟବାନ ଲୋକ , ସାରା ପୃଥିବୀ ରେ ବୁଲି ପାରୁ ଛନ୍ତି

  • @k.pabitra_143
    @k.pabitra_143 5 หลายเดือนก่อน +2

    ଆମୋ ରାୟଗଡ଼ା ଭାରି ବଡିଆ ❤।

  • @Sashi_Dev_Nayak.
    @Sashi_Dev_Nayak. ปีที่แล้ว +37

    ମାଣ୍ଡିଆ ପେଜ ଆମର ଜୀବନ ଭାଇ ଆମ undivde କୋରାପୁଟରେ ଭାତ ନ ଖାଇ ରହିବେ କିନ୍ତୁ ମାଣ୍ଡିଆ ନିଶ୍ଚିତ ପିଇବେ ଆମ ଆଦିବାସୀ ଭାଇ ଭଉଣୀ ମାନେ । ❤

    • @tapanpurty2234
      @tapanpurty2234 ปีที่แล้ว

      Bhai sethi mandia kg kete achhi

    • @devilgirl...3400
      @devilgirl...3400 6 หลายเดือนก่อน

      Mandia deha pain bahut bhal Mandia mote bahut bhal lage👍

  • @abcmstar4046
    @abcmstar4046 ปีที่แล้ว +5

    I love Niyamgiri human life. Mainly thanks Laba babu. All the best.

  • @bhagabanpradhani2255
    @bhagabanpradhani2255 ปีที่แล้ว +60

    Natural Beautiful. Village & culture very nice 😊😊

  • @RaghunathRaghunath-w5y
    @RaghunathRaghunath-w5y ปีที่แล้ว +3

    Rayagadia sabutu badiaa aamo Rayagada pila sabu like comment share hau bhai

  • @143NiranjanBehera
    @143NiranjanBehera ปีที่แล้ว +1

    ଲଵ ଵାଈ ଵୋଉତ ସୁଦର ଲାଗିଲା ଆମ ଓଡିଶା ଜୟୀ ଜଗନ୍ନାଥ

  • @villagestarsrikanta
    @villagestarsrikanta ปีที่แล้ว +9

    ଭାଇ ଆଫ୍ରିକା ଟ୍ରାଇଵଲ୍ ଆଉ ଓଡ଼ିଶା ତ୍ରାଇବଲ୍ ଭିତରେ ବହୁତ୍ ଫରକ୍ ଲାଗୁଛି ଓଡ଼ିଶା ର ଟ୍ରାଇବାଲ୍ ଲୋକ ମାନେ ଆଉ ତାଙ୍କ ଗାଁ ବହୁତ୍ development ଲାଗୁଛି। ଜୟ ଜଗନ୍ନାଥ 🙏🙏🙏🙏

  • @akashsanta3999
    @akashsanta3999 ปีที่แล้ว +7

    ଏମିତି ଭିଡିଓ କର ଭାଇ ସବୁବେଳେ ଭୋଲ ଲାଗିବ👍👍👍❤️❤️❤️

  • @prasantadashpupu7853
    @prasantadashpupu7853 ปีที่แล้ว +69

    Thank you for showing us a highly culture riched tribe in Rayagada... Just love to see the development schemes implemented there... Keep sharing bro 💖😇

  • @puspanjalinaik164
    @puspanjalinaik164 ปีที่แล้ว +2

    ବହୁତ୍ ସୁନ୍ଦର୍ l ସର୍ଗିଫୁଲ୍ festival କଥା ମନେ ପଡ଼ିଲା 😢 l ବହୁତ୍ ବହୁତ୍ ଧନ୍ୟବାଦ୍ ଭାଇ l ଜଗନ୍ନାଥ ଆପଣଙ୍କୁ ଭଲରେ ରଖନ୍ତୁ l keonjhar କୁ ବି ଆସନ୍ତୁ l🙏🙏🙏🙏🙏

  • @gopinathmuduya9441
    @gopinathmuduya9441 ปีที่แล้ว +3

    KISS-Kalinga Institute of Social sciences, is the single place to know about all tribals of Odisha. Thanks KISS for giving opportunity to exchange our Language and culture.

  • @krushnaguia7912
    @krushnaguia7912 ปีที่แล้ว +47

    I Proud To Be "HO" Tribel 🏹

  • @theanimal3153
    @theanimal3153 ปีที่แล้ว +8

    ଯାହା ହେଉ ଭାଇ ଆପଣ ଙ୍କ ଯୋଗୁ ଆମେ ଓଡ଼ିଶା ର ବିଭିନ୍ନ ଜାଗା ଓ ଲୋକଙ୍କ ବିଷୟରେ ଜାଣିପାରୁଛୁ❤❤❤❤ thank you so much ❤❤❤

  • @jajatichandan4268
    @jajatichandan4268 ปีที่แล้ว +4

    ମୁଁ ଏ ଯାଗା କୁ ଯାଇଛି.. ଏଠାକାର ଲୋକମାନେ ବହୁତ ଭଲ.... ପରିବେଶ ମଧ୍ଯ ଏ ଯାଗା ର ଭଳ ଲାଗେ... ❤❤

  • @RanjanKumar-uc3uf
    @RanjanKumar-uc3uf ปีที่แล้ว +1

    ଭାଇ ଏହି କନ୍ଧ ଭାଷା ଇତିହାସରେ ବି ରଚିତ ❤❤❤

  • @niranjanpattanira321patta5
    @niranjanpattanira321patta5 ปีที่แล้ว +1

    ଆମେ ଓଡ଼ିଆ ସବୁଠୁ ବଢ଼ିୟା......ବହୁତ୍ ବହୁତ୍ ଭଲ ଭିଡିଓ ଲବ ଭାଇ

  • @DeepakPradhan-lb9ve
    @DeepakPradhan-lb9ve ปีที่แล้ว +6

    ଘର ଗୁଡ଼ିକ ବହୁତ ସୁନ୍ଦର ଲାଗୁଛି ❤❤

  • @dhabaleswarpatel7326
    @dhabaleswarpatel7326 6 หลายเดือนก่อน +3

    So much very beautiful video 👌👌💯💯

  • @Bhabanishankarpati466
    @Bhabanishankarpati466 ปีที่แล้ว +6

    Most welcome to ours Tribal people.. Wonderful theirs living style & culture..

  • @laxmidhrabisi371
    @laxmidhrabisi371 ปีที่แล้ว +2

    This place house very nice very beautiful place

  • @rajeshbk3767
    @rajeshbk3767 ปีที่แล้ว +1

    Bro one number video Dil Ko pasand a Gaya 👍👍👍👍🫵🫵🫰🫰💗💗🤔🤔

  • @romeoboy9089
    @romeoboy9089 ปีที่แล้ว +8

    Welcome our rayagada and thanks for vloging to our distct kuwi people to your channel to upload...
    ..🙏🙏❤️❤️i❤️rayagada....

  • @Tikilifestyle
    @Tikilifestyle ปีที่แล้ว +24

    Odisha the Best ❤❤❤❤love from keunjher 👍👍👍👍👍

  • @om_kumar_009
    @om_kumar_009 ปีที่แล้ว +16

    ଲବ ଭାଇ ତୁମର ଏହି ଭିଡିଓ ମାଧ୍ଯମରେ ଓଡ଼ିଶା ଆଦିବାସୀମାନଙ୍କ କଳା ଓ ସଂସ୍କୃତି ଆଗକୁ ଜାରି ରହିବ।
    ବହୁତ ବହୁତ ଧନ୍ଯବାଦ ଲବ ଭାଇ।
    ଆପଣ ଓଡ଼ିଶାର ସବୁ ଜିଲ୍ଲା ପରିଭ୍ରମଣ କରନ୍ତୁ।
    ଆମ ସମସ୍ତଙ୍କୁ ବହୁତ ଭଲ ଲାଗିବ।

  • @manojmallick5194
    @manojmallick5194 8 หลายเดือนก่อน +1

    Bahut sundar sanskruti abang bahut sundar Loko Mane🙏🙏🙏❤️❤️❤️

  • @cksportsnews1748
    @cksportsnews1748 ปีที่แล้ว +2

    ୟାଙ୍କ ଘର ଗୁଡିକ ବହୁତ ସୁନ୍ଦର

  • @BhaiOD04
    @BhaiOD04 ปีที่แล้ว +16

    ଲବ ଭାଇ ପାଇଁ ଗୋଟେ like❤ ହେଇଯାଉ କମେଣ୍ଟ ରେ

  • @niranjanpattanira321patta5
    @niranjanpattanira321patta5 ปีที่แล้ว +2

    ଲବ ଭାଇ ହିପ ହିପ ଫର୍ ରେ.... ଜୟ ଜଗନ୍ନାଥ ପ୍ରଭୁ 🙏🙏🎂

  • @hiramurmu7422
    @hiramurmu7422 ปีที่แล้ว +12

    Bahuta sundara haichi and little girl explained very beautifully, Thanks ❤❤❤❤❤

  • @Shr682
    @Shr682 8 หลายเดือนก่อน +2

    Rayagada ku asithibaru bahut bahut dhanyavad
    Wish you happy journey Bhai

  • @ndasvlogs
    @ndasvlogs ปีที่แล้ว +2

    ବହୁତ ଭଲ ଲାଗୁଛି ‌ vlog

  • @haldharhdm
    @haldharhdm ปีที่แล้ว +16

    ମୁ ବହୁତ ଖୁସି ଲବ ଭାଇ ଆମ ଗାଁ ମାନଙ୍କୁ ଯାଇ ଭିଡ଼ିଓ ବନାଉ ଥିବାରୁ 👌👌👌👌👌👌

  • @thakurmajhi94
    @thakurmajhi94 ปีที่แล้ว +4

    One of best vdo.ever seen..thanx bro for showcasing the beautiful culture n traditions of kandha tribe..

  • @Mr....Jagan277....
    @Mr....Jagan277.... ปีที่แล้ว +8

    Aame rayagadia ame rayagadia dangara tale achi ama kudia ...... ❤❤❤❤❤❤❤❤❤❤❤❤❤❤❤❤❤❤

  • @chandrasekharsanta-bj2ux
    @chandrasekharsanta-bj2ux ปีที่แล้ว

    ଲବ ଭାଇ ଜିନ୍ଦାବାଦ ସେମାନେ ସବୁ ଆମ ଜାତିର ଲୋକ 🙏ମାଣ୍ଡିଆ ମୋର fevorit ❤️❤️❤️

  • @bharatvlogs9077
    @bharatvlogs9077 ปีที่แล้ว +2

    ଓଡିଶାର ନଂ1 TH-cam channel ଲବଭାଇ❤❤❤
    ଏଇମାନକୁ ହିଁ କୁହାଯାଏ youtuber❤