Your politeness and humbleness will help you to reach success.Always be like this. ବାହାର ଦୁନିଆ ବିଷୟ ରେ ଆମକୁ ଜଣେଇ ବହୁତ ଭଲ କରୁଛ।God bless you.Jai Jagannath
You are representing (Odisha) India...we are Proud of you.. It's not easy to survive and live in other countries..You made it simple..Keep it up. We are with you..God bless you ❤️🙏
Everyday I am waiting for your new videos and it's very informative to know all about the world.. You are very courageous person.. Salute you Laba bhai...
Literally You are doing a wonderful job over there 11:28 and I go through your videos and that are awesome brother 🌟 keep it up and stay blessed . Jai Jagannath 🙏
It is my pleasure to see the real living scenario of Africa. Africa is a unique country for their unique features. Thanks, bro sharing such a useful video. I am very fond of knowing the culture and traditions particular in Africa.
Thank you laba bhai 🙏 bhala kala dekheiki a vedio bahut important actually re Desha re Gariba rahibe Desha bikasha pathaku jaiparibani so tanka govt ku aita bhala message bhala vedio
Life is short and the world is wide ❤️ If we were meant to stay in one place we'd have roots instead of feet🤦 Do not follow where the path may lead, Go instead where there is no path and leave a trail 💞 Keep it up 👍 We are with you🙋 God bless you 🙏
Resilience in the face of difficulty has made you what you are today.Nothing can stop you from achieving your dream.Challenging but amazing.Go ahead with your journey 👍👍
ଏ ଭିଡିଓ ଦେଖିଲା ପରେ ଲାଗୁଛି, ଆମେ ଭାରତୀୟ ମାନେ ବହୁତ ଭଲରେ ଅଛୁ... ଭଗବାନ ସେମାନଙ୍କୁ ସହାୟ ହୁଅନ୍ତୁ ... God Bless you Laba
China au Japan ra vlog dekha😅
ଓଡିଶାର ସବୁଠାରୁ ବଡବ୍ଲଗର ହେବ ଭାଇ ତମଭି ଓ ସବୁଠୁ ନିଆରା ଭଗବାନ୍ କରନ୍ତୁ ତମେ ବହୁତୁ ଆଗକୁ ଜାଅ ତମ ପାଇଁ ସାରା ଓଡ଼ିଶା ଗର୍ବିତ ଜୟ ଜଗନ୍ନାଥ
🙏ଜୟ ଜଗନ୍ନାଥ 🙏
ଆଜ୍ଞା ଆମେ ଏବେ TV ଦେଖା ବନ୍ଦ କରି ଏ ଭାଇର vlog ଦେଖୁଛୁ ❤️❤️❤️
ଭାଇ ଆପଣ ଭାହାରେ ରହି କିବି ଆମ ଓଡିଶାର କଥା ସମସ୍ତ ଙ୍କୁ ସେଆର କରୁଛନ୍ତି l
ଭହୁତ ଭହୁତ ଧନ୍ୟବାଦ ଭାଇ
ଆମ ଓଡିଶା ଓଡ଼ିଆ ଭାଇଙ୍କ ପାଇଁ like 👍👍👍👍👍❤️❤️❤️
Jay jagannath
ଆମ ଓଡ଼ିଶାରୁ ଯାଇ ଆଫ୍ରିକା ରୁ ଭିଡିଓ କରି ଥିବାରୁ ଆପଣ ଙ୍କୁ ବହୁତ ଧନ୍ୟବାଦ ଭଗବାନ ଆପଣଙ୍କୁ ମଙ୍ଗଳ କରାନ୍ତୁ
ଲବ ଭାଇ କୁ କିଏ କିଏ ଭଲ ପାଉଛ ଗୋଟେ lik କର
Jay jagannath
Jay bolangir jay samalei
Jay jagannath 🙏🙏
Super 🎉🎉🎉
Nice👍🥰👏
ପୁଅ ତୁମେ ବଡ ଭାଗ୍ୟବାନ ଏତେ ସୁନ୍ଦର ଭିଡ଼ିଓ କରି ଛାଡ଼ୁଛନ୍ତି ଆମ ଭାଗ୍ୟରେ ସେ ସବୁ ଜାଗା ଦେଖିବା ଅସମ୍ଭବ ହୋଇଯିବ ତୁମ ବାପ ମା କେତେ ଭାଗ୍ୟବାନ ତୁମକୁ ଜନ୍ମ ଦେଇଛନ୍ତି ତାଙ୍କୁ କୋଟି 🙏🙏
ଲବ ଭାଇ ଆମର ଗର୍ବ
🙏 ପ୍ରଭୁ ଜଗନ୍ନାଥ ତାଙ୍କୁ ଭଲରେ ରଖିଥାଅ 🙏
Jay Jagannath
ଜୟ ଜଗନ୍ନାଥ
ଲବ ଭାଈ ତୁମ ପାଇଁ ସମସ୍ତଙ୍କୁ ବାହାର ଦୁନିଆ ବିଷୟରେ ସବୁ ଜାଣିବାକୁ ମିଳୁଛି dill ସେ ଭାଈ ଧନ୍ୟବାଦ ❤❤❤❤🙏🙏🙏🙏🙏 ଜୟ ଶ୍ରୀ ରାମ 🚩🚩🚩🚩🚩🚩🚩🚩🚩🚩
ଓଡ଼ିଆ ଭାବରେ ଭାରି ଗର୍ବ ଅନୁଭବ ହେଉଛି ଭାଇ ତୁମକୁ ଦେଖି।ଜୟ ଜଗନ୍ନାଥ ଭାଇ ❤❤
🙏🙏ଜୟ ଜଗନ୍ନାଥ 🙏🙏
,ଭାଈ ବହୁତ ସୁନ୍ଦର ପ୍ରୟାସ କରିଛନ୍ତି ଛୋଟ ପିଲାଙ୍କ ମୁଁହରେ ଟିକେ ହସ ଦେଖିବାକୁ ବହୁତ ଖୁସି ଲାଗିଲା ଏହି ଭିଡ଼ିଓ
ଟି ମୋ ହୃଦୟକୁ ଛୁଇଁ ଗଲା
Your politeness and humbleness will help you to reach success.Always be like this. ବାହାର ଦୁନିଆ ବିଷୟ ରେ ଆମକୁ ଜଣେଇ ବହୁତ ଭଲ କରୁଛ।God bless you.Jai Jagannath
🙏ଜୟ ଜଗନ୍ନାଥ 🙏
ଲାବା ଭାଇ godbless you ❤️
Actually Lava
is doing great job , promoting Odisha and odiya language in Africa. We enjoy the content of video .kudos to Lava
ଆଜିର ଭିଡିଓ ବହୁତ୍ ହି ସୁନ୍ଦର୍ ହୋଇଛି 👍🏻 ଓଡ଼ିଶା ର ସମସ୍ତ ଅଗଣତି ଦର୍ଶକ ଙ୍କୁ ମୋର ଅନୁରୋଧ ଅଛି କି ଲବ ଭାଇଙ୍କ ଏହି ଭିଡ଼ିଓ କୁ ଅଧିକା ରୁ ଅଧିକ like share comment କରନ୍ତୁ 🙏
NO ONE CAN CHALENGE YOU BECAUSE YOU ARE GREAT AND EXPLORING HUMAN LIFE STATUS ALL OVER THE WORLD. GOD BLESS YOU MAN AND YOU ARE A REAL HERO OF ODISHA.
🙏jay jagannath 🙏
Laba bhai international vloger i am proud feel odia peaple in africa love you bro ❤️❤️❤️❤️
ଜୟ ଜଗନ୍ନାଥ ମହା ପ୍ରଭୁ ଭାଇ ସତରେ ଯିଏ ଗରିବ ଗରିବ ଯିଏ ଧନି ଧନୀ ଭଗବାନ କୁର୍ପାରୁ ଆମେ ଆସିଛୁ ଦୁନିଆକୁ ସେଇ ଭଗବାନ ଙ୍କ ଇଚ୍ଛା ଭାଇ ଭଲ ରେ ରୁହନ୍ତୁ ଏମିତି ଭଲ ଭଲ ଭିଡିଓ ଆମମାନଙ୍କୁ ଦେଖାନ୍ତୁ ଏତିକି ଜଗନ୍ନାଥ ଙ୍କ ପାଖରେ ପାର୍ଥନା ଜୟ ଜଗନ୍ନାଥ ମହା ପ୍ରଭୁ
ଜୟ ଜଗନ୍ନାଥ 🙏🙏🙏
ଜୟ ଜଗନ୍ନାଥ ;ଲବ ବାବୁ ଭଲ ଲାଗୁଛି vedio ଦଖିକି
ଆପଣଙ୍କ video ଦେଖିଲେ ସକାଳୁ ସକାଳୁ fress ଲାଗେ thanks you bhai
ଲଵ ଭାଈ ଏତେ ବଢ଼ିଆ ମେସେଜ ଦେଉଛନ୍ତି ଲୋକ ମାନଙ୍କୁ ଅସେସ ଧନ୍ୟବାଦ ଭଗବାନ ଭଲରେ ରଖନ୍ତୁ 🙏
ଆମ ପାଇଁ ଏତେ କଷ୍ଟ କରି ସବୁ ଜାଗା ଦେଖାଉ ଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍ ଆପଣଙ୍କର ଭିଡିଓ ଦେଖିକରି ମୁଁ ସବୁ କିଛି ଜାଣି ପାରୁ ଛି
🙏🙏ଜୟ ଜଗନ୍ନାଥ 🙏🙏
ପ୍ରଥମେ ଧନ୍ୟବାଦ ଭାଇ ତମକୁ ଯାହା ହେଉ ତମେ earth 🌎 ର ବିଭିନ୍ନ ଅଞ୍ଚଳ ଯାଇ ଲୋକଙ୍କ ଦୁଃଖ ସୁଖ ଭରା ସମୟ ଅତି ବାହିତ କରୁଛ❤❤❤❤❤❤❤
ଭାଇ ତମ ଭିଡ଼ିଓ ପୁରା ହୃଦୟ କୁ ଛୁଇଁ ଯାଉଛି।❤️❤️❤️
Bahut confidence.God bless you.Tribal of odisha are great.
You are representing (Odisha) India...we are Proud of you..
It's not easy to survive and live in other countries..You made it simple..Keep it up. We are with you..God bless you ❤️🙏
❤🎉
Yes
Jai jagannath
ଜୟ ଜଗନ୍ନାଥ 🙏🙏
Jay jagannath bro
Satare emiti life achi ei ଦୁନିଆରେ । ମୁଁ ଭାବେ ଆମେ ମାନେ ବୋଧେ ସବୁଠୁ ତଳ ସ୍ତରରେ ଅଛୁ ,ବହୁତ୍ ଦୁଃଖ ଲାଗୁଚି ଯେ ଆମେ ଏତେ କଷ୍ଟ ରେ ଅଛୁ । ସେମାନେ କେତେ କଷ୍ଟ ରେ ଜୀବନ ଯାପନ କରୁଥିବେ😢😢 thanks 🙏 Bhai ......ଏସବୁ ଦେଖେଇ ଆମକୁ ଦୁନିଆରେ ବଞ୍ଚିବା ସିଖାଉଚ again thanks bro.
Wow.... Cinematographer next level 🔥🔥🔥... And music also... 🔥🔥🔥.... ବହୁତ ଖୁସି lagila
Hmm.right
ଆପଣ ଙ୍କ ମାଧ୍ୟମରେ ଆମେ ଓଡିଆ , ଆଜି ଘରେ ବସି ଦୁନିଆ କୁ ଦେଖୁଛୁ, ଆଉ ଲୋକ ମାନଙ୍କୁ ଜାଣିପାରୁଛୁ, ବହୁତ ଶିକ୍ଷା ପାଉଛନ୍ତି ଆଉ ଯୁବ ସମାଜ, ଧନ୍ଯବାଦ ଲବ୍ ଭାଇ, ମୁଁ ଦୁଷ୍ମନ୍ତ (ବାଲେଶ୍ୱର, ପଂଚଲିଂଗେଶ୍ୱର)
LABA HASDA now you trend in odisha... Good Luck Brother... Have a Safe Journey
ପିଲାମାନ ଙ୍କୁ ସାହାଯ୍ୟ କରିଥିବାରୁ thank you so much nice video❤❤❤ Jai Jagannath🙏🙏
ବହୁତ ଦୁଃଖ ର କଥା ଲବ ଭାଇ ଏମାନଙ୍କର ଜୀବନ କଥା🎉🎉🎉🎉🎉
🙏ଜୟ ଜଗନ୍ନାଥ 🙏
ହଁ ବହୁତ ଦୁଃଖ ମୟ ଜୀବନ ଏମାନଙ୍କର ❤️❤️
Gudha
Bai
11:25 when he says, study continuously everyone, that brought me tears, thinking so privileged we are.🙏
Jai jagannath
Thank you Laba Bhai
🙏jay jagannath 🙏
ଭଲ କାମ କୁ ପ୍ରଶଂସା କରିବା ଦରକାର। ଶିକ୍ଷା ହିଁ ସମାଜ। ଜୀବନ ରେ ଶିକ୍ଷା ନିହାତି ଜରୁରୀ ।take care bro.
🙏ଜୟ ଜଗନ୍ନାଥ 🙏
ଆପଣ ଠିକ କହିଛନ୍ତି 🙏
ଭାଇ ଇତିହାସରେ ଆସିବ ତୁମର ନାଁ ଜୟ ଜଗନ୍ନାଥ 🙏🙏🙏
Best of luck ❤dil se bro bahute ଭଲ laguchi bro
ଭାଇ ମୁଁ କେନ୍ଦୁଝର ଜିଲ୍ଲା ଘଟଗାଁ ଏରିଆ ରୁ କହୁଥିଲି,ଆମେ ତମ ଭିଡିଓ ସବୁ ଦେଖୁଛୁ ଭାଇ ଆଉ ଅନ୍ୟ ଦେଶକୁ ଯାଇ କି ଏମିତି ଭିଡ଼ିଓ କର। ବହୁତ୍ ବହୁତ୍ ଧନ୍ୟବାଦ୍ ଜଣାଉଛୁ ଭାଇ ଆମମାନଙ୍କୁ ଅନ୍ୟ ଦେଶ ଦେଖଉଥିବାରୁ। ମା ତାରିଣୀ ତମକୁ ମଂଘଳ କରନ୍ତୁ
Everyday I am waiting for your new videos and it's very informative to know all about the world.. You are very courageous person.. Salute you Laba bhai...
ଭାଇ ତୁମେ ଜଣେ unique ମଣିଷ ବହୁତ ଜଲଦି ସମସ୍ତଙ୍କ ହୃଦୟରେ ଘର କରି ପରିଚ ।ମୁଁ ସବୁଦିନ youtube ଦେଖେ କିନ୍ତୁ ତୁମ ଭିଡିଓ କୁ ଅପେକ୍ଷା କରିଥାଏ ବହୁତ ଭଲ ଲାଗେ ତୁମ ଭିଡିଓ ତୁମ କଥା ଶୁଣୁ ଶୁଣୁ ଭିଡିଓ ସରିଯାଏ ଜଣା ପଡ଼େନି ଲୋଭ ୟୁ ଭାଇ ମାଡ଼ି ଚାଲ ଘରକୁ ଆସିଲେ ମୁଁ ତୁମକୁ ଟିକେ ଦେଖା କରିବି ଭାଇ ଦେଖା କରିବେତ ପୁଣି ଥରେ dil SE love you Bhai ❤️
ଜୟ ଜୟ ଭାରତୀୟ ଜନତା ଭାଈ ମୁଁ ବହୁତ ଖୁସି ହୋଇଗଲି ବହୁତ ଆମେ ତ ତମର ଭିଡିଓ ଦେଖିଲି 😭😭😭😭😭😭😭😭👌💯 love you ଭାଈ
Your editing skills getting good day by day 👍 Keep it up bro and Thanks for sharing our ODISHA culture 😊
Jay jagannath
ମୁଁ ବରଗଡ଼ ରୁ ଆପଣଙ୍କ ଭିଡ଼ିଓ ଦେଖୁଛି ବହୁତ୍ ସୁନ୍ଦର ଲବ ଭାଇ 😌♥️☺️
Beautiful video amiti agaku bi sundar vlog Kari chara Jay Jagannath 🙏
Jay Jagannath 🙏
Laba Bhai ପ୍ରଭୁ ଜଗନ୍ନାଥ ଏମିତି ଆପଣ ଙ୍କୁ ଆଗକୁ ବଢେଇ ଚାଲନ୍ତୁ 🙏ତାଙ୍କ କୃପାରୁ ଭଲରେ ଥାଆନ୍ତୁ ସମସ୍ତେ
🙏🙏🙏
Jay jagnath bhai
ଜୟ ଜଗନ୍ନାଥ
ବହୁତ ଦୁଖଦାୟକ ଭିଡିଓ ଭାଇ ଭଗବାନ ଆଶୀର୍ବାଦ କରନ୍ତୁ ଅପ୍ରିକା ଲୋକ ମାନକୁ ❤
ବଲାଙ୍ଗୀର ହରିଶଙ୍କର ରୁ ମୁଁ ଦେଖୁଛି ଭାଇ ବହୁତ ବଢିୟା ଭାଇ ହେଇଛି
Bhai harishankara temple jiba ku hele harishankara road station ru jibapaien bus system kemiti kn achi tike kahibe timing?
Hi fd
@@manoranjansahoo7522 apanku share bolero bi milijiba
Bus ra subidha nahi
@@Cook._exped-ko1v bus bohut problem haba. Bus re gale khaprakhol ru puni auto karibaku haba.
ମୁଁ ମୟୁରଭଞ୍ଜ କରଞ୍ଜିଆ ରୁ ଦେଖୁଚି ଲବ ଭାଇ ଭିଡ଼ିଓ ବହୁତ ବଢିଆ ଲାଗୁଚି..!
ମୁଁ ସାହାରପଡା ରୁ 😂😂😂
Bhai mayirbhanj karanjiaru bakala gan kete dura plz reply dia sethhi gote mora sanga thhila ta sahita abe mora contact nahi
20 Km distance from Karanjia
ବକଳା ଗାଁ ରେ କିଏ ଅଛନ୍ତି କି ଭାଇ ସେଠି ଗୋଟେ ମୋର ସାଙ୍ଗ ଅଛି ପ୍ଲିଜ଼ କୁହ
Bhai Tamaku bahut bahut dhanyavaad.. Tama pain Ame different people nkara different cultures bisayare janibaku pauchu... Keep it on.. Thank you❤
Literally You are doing a wonderful job over there 11:28 and I go through your videos and that are awesome brother 🌟 keep it up and stay blessed .
Jai Jagannath 🙏
ଖୁବ୍ ସୁନ୍ଦର ଭାଇ 🙏 🙏 ମୁଁ ମାଲକାନଗିରିରୁ ।।।ସତରେ ଭାଇ 🙏 ମୁଁ ଆପଣଙ୍କ ଦ୍ବାରା ଏ ଦୃଶ୍ୟ ଦେଖି ପାରିଲି 🙏 ବହୁତ ବହୁତ ଧନ୍ୟବାଦ ଭାଇ🙏🙏🙏 ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ଆପଣ ଯଉଠିଵି ଥାନ୍ତୁ ଭଲରେ ଆଉ ହସଖୁସିରେ ଥାନ୍ତୁ 🙏ଜୟ ଜଗନ୍ନାଥ 🙏🙏
God bless you Bhai ଆପଣ ଆମ ଭଦ୍ରକ ଜିଲ୍ଲା pani ଗର୍ବ ଜଗନ୍ନାଥ ଆପଣଙ୍କ ର ମଙ୍ଗଳ କରନ୍ତୁ🙏
ତୁମେ ହିଁ ଓଡିଶା ର ସବୁଠୁ ବଡ ୟୁଟୁବ ବ୍ଲଗର love you bhai biutyfull blog 🎉🎉🎉🎉🎉🎉🎉
Jay jaganath 🙏🙏🙏🙏🙏
ଭିଡିଓ ଭଲ ଲାଗିଲା ଭାଇ ଆଫ୍ରିକା ରେ ଥାଇ ଆପଣ ବି ଆଫ୍ରିକା ର ଲୋକ ଭଳି ଦେଖାଯାଉଛ
Tarifi karuchha na bejeti karichha
ଭାଇ video ବହୁତ ଭଲ ଲାଗିଲା।
KEEP support guys.Laba Bhai nku...Good job 😊😊😊
ବହୁତ୍ ଭଲ ଲାଗିଲା ଭାଇ ❤
ଭଈ ଆମର ଓଡଗାଁ ବାସିନ୍ଦା।କ ଆସରବାଦ ଆଛି🙏🙏🙏🙏
Bohut bholo lagila bhai 🧡🤍💚
🙏❣️ଜୟ ଜଗନ୍ନାଥ❣️🙏
ଯଦି ଭାଇ video ଭଲ ଲାଗୁଛି ତା ହେଲେ ଗୋଟେ Like 👍 ହେଇଯାଉ......
Nice bhai jay ho
ଜୟ ଜଗନ୍ନାଥ ଭାଇ ସବୁବେଳେ ଏମିତିକା ଖୁସି ରୁହନ୍ତୁ ଧନ୍ୟବାଦ
ଭାଇ ଆଜିର ଭିଡ଼ିଓ ଟି ବହୁତ ଦୁଃଖ ମୟଥିଲା 😔 ଆଫ୍ରିକା ର ଗରିବ ବସ୍ତି ର ଲୋକମାନେ ବହୁତ ଦୁଃଖରେ ଜୀବନ ଜାପନ କରନ୍ତି 🥺 ବହୁତ ବହୁତ ଧନ୍ୟବାଦ ଭାଇ ଛୋଟ ପିଲାଙ୍କ ମୁହଁରେ ହସ ଦେଖିକି ବହୁତ ଭଲ ଲାଗିଲା😘 ଆମେ ଓଡ଼ିଆ ଭାରି ବଢ଼ିଆ 😜 Jay Jagannath ମାଡିଚାଲ 🙏....
Tanka too b ahuri gareeb rural area visit kariki dekha
th-cam.com/video/i9fjxbOGeN0/w-d-xo.html
Awesome look Cinematic short..... love from Dhenkanal ❤️
ମୁଁ ରାୟଗଡ଼ା ଜିଲ୍ଲାରେ ଦେଖୁଛି ଭାଇ।।ମାଁ ମାଝୀଗୈାରୀ ଆପଣଙ୍କ ମଙ୍ଗଳ କରନ୍ତୁ 🙏🙏
Your presentation is awesome. ❤️
Always I am watching your videos , love ❤️from GAJAPATI district
It is my pleasure to see the real living scenario of Africa. Africa is a unique country for their unique features. Thanks, bro sharing such a useful video. I am very fond of knowing the culture and traditions particular in Africa.
Love from Odisha Sundargarh ❤️ Jai jagannath 🙏
I love you ଲବ ଭାଇ ମୁଁ ଓଡିଶା ରୁ ରାଜା
Love you bro , God will help you in every situation , jay jagannath 🙏🙏🙏🙏❤️
ବହୁତ ଧନ୍ୟବାଦ ଭାଇ ବହୁତ ସୁନ୍ଦର ହେଇଛି।
ଜୟ ଜଗନ୍ନାଥ ❤❤ ଲବ ଭାଈ ଭଲରେ ରୁହନ୍ତି 🙏🙏❤❤❤
Bahut khush laguche amar odisha ra lokh mane jai ki volg karuchan ... I am happy
ଆଜି କର୍ଗିଲ ବିଜୟ ଦିବସ,,,,😢 ଜୟ ହିନ୍ଦ୍ ❤😢
Thank you laba bhai 🙏 bhala kala dekheiki a vedio bahut important actually re Desha re Gariba rahibe Desha bikasha pathaku jaiparibani so tanka govt ku aita bhala message bhala vedio
Bhai editing skills and the content u provide in odia is just next level 🎚️✨
Good job bhai bahut sundar laguchi video Dekhibaku
ଅତି ସୁନ୍ଦର ଭିଡ଼ିଓ ଭାଇ ...ମୁଁ ସବୁବେଳେ ଆପଣ ଙ୍କ ଭିଡ଼ିଓ କୁ wait କରିଥାଏ (କୋରାପୁଟ )
th-cam.com/video/i9fjxbOGeN0/w-d-xo.html
ଲବ ତମେ ସତରେ ବହୁତ ଭଲ କାମ କରୁଛ , ତୁମକୁ ବହୁତ ବହୁତ ଧନ୍ୟବାଦ
ଭାଇ ପାଇଁ ଗୋଟେ like 👍 ହେଉ ❤
Your cinematography presentation is osm bro 😍
Education is the most powerful weapon which you can use to change the 🌎 world
ଯାହା ହେଉ ଭାଇ ଆପଣ ବହୁତ୍ ଭଲ ଭିଡ଼ିଓ ଦେଖାଇଲ ଇଣ୍ଡିଆ ରୁ ଯାଇ ଆଜି ଏମିତି ଜାଗା ରେ ପହଞ୍ଚି ଛନ୍ତି ଧନ୍ୟବାଦ୍ ।
Really great brother proud of you ❤
Bhai mu couple vlog kore🥰🥰🥰
Thank you so much Bhai tame life re jauta dekhi hebani seita dekhaucha taha puni risk neiki odisha ra legend boy ❤❤❤❤
Mu apananka video sabu bele dekhe bt aji kahiki mate bahut khusi lagila bhai i love you brother ❤❤
ନମୋ ନାରାୟଣ ସ୍ବାମୀ ,ନବ କିଶ୍ୱୋର ହିଁ ପ୍ରକୃତ ପ୍ରଧାନମନ୍ତ୍ରୀ ହେବାର ଯୋଗ୍ୟ ,ଶ୍ରେଷ୍ଟ ବିଶ୍ଵ ଗୁରୁ ,ସେବା ହିଁ ମହତ ପଣିଆ,ଧନ୍ୟବାଦ୍, ହରିବୋଲ
Bhai ati sundar video ti ae basti loka unku dekhi bohut dukha lagila au kosta modhya lagila jagannath thakure emanku bhalare rakhantu
Jhadu maruthiba chhua ta bahut bhala lagila❤❤❤
❤❤❤ତୁମ୍ଭର ସମସ୍ତ ଭିଡିଓ ଦେଖିଲାଣି, କିଛି ବି କମେଟ ଦେଇ ନଥିଲି ,ବହୁତ ଅଧିକ କଷ୍ଟ କରୁଛ ,ବହୁତ ସୁନ୍ଦର ,ମାଡିଚାଲ ,ଜୟ ଜଗନ୍ନାଥ । flying toilet ନାଁ ଟି ଆଜି ନୂଆ ଶୁଣିଲି
ଆପଣଙ୍କ ଵ୍ୟକ୍ତିତ୍ଵ ଅତି ଆକର୍ଷଣିଅ ❤
ବହୁତ୍ ଦୁଃଖରେ ରହୁଛନ୍ତି ସେମାନେ thank you ଲବ ଭାଇ
ପ୍ରଭୁ ଆପଣ ଙ୍କୁ ଆଶୀର୍ବାଦ କରନ୍ତୁ ଭାଇ ଆପ୍ରିକା ଯାଇ ଆମକୁ ଭିଡ଼ିଓ ଦେକାଇବା ପାଇଁ.. ଭାଇ ଙ୍କ ପାଇଁ 👍👍କରନ୍ତୁ 🥰🥰
You are super bro....,
Everyday I am waiting for your new videos... Thank you so much chotu bhai.. jai hind jai bharat 🇮🇳🇮🇳🙏.. form odisha sundergarh
ଭାଇ ଆପଣଙ୍କ ଭିଡିଓ ବହୁତ ବଡିଆ ଲାଗୁଛି
ଜୟ ଜଗନ୍ନାଥ 👃👃👃👃👃👃👃👃
ମାଡ଼ି ଚାଲ (ଲବ ଭାଇ)
youtube.com/@maabarahivlogs
ଭାଇ ମାନେ ମତେବି ଟିକେ ସପୋର୍ଟ କର ଏମିତି ବ୍ଲଗ୍ କରିବା ପାଇଁ ବହୁତ ଇଛା ହେଇଛି 👏👏
Life is short and the world is wide ❤️
If we were meant to stay
in one place we'd have roots instead of feet🤦 Do not follow where the path may lead, Go instead where there is no path and leave a trail 💞
Keep it up 👍
We are with you🙋
God bless you 🙏
Jay Jagannath bhi
Mu Rourkela ru aavi kaha ho
🙏ଜୟ ଜଗନ୍ନାଥ 🙏
ବହୁତ ସୁନ୍ଦର
ଭାଇ South Sudan ରୁ Kenya ରେ ଟିକେ ଭଲରେ ରହୁଛନ୍ତି ଲୋକ ମାନେ। ..😊😊😊😊 ଜୟ ଜଗନ୍ନାଥ।
Woo www ମାନିବାକୁ ପଡ଼ିବ ତୁମ କୁ ଭାଇ ।ଗୋଡ଼ bless u
Resilience in the face of difficulty has made you what you are today.Nothing can stop you from achieving your dream.Challenging but amazing.Go ahead with your journey 👍👍
Jay jagannath🙏🙏
ଜୟ ମା ତାରିଣୀ ତୁମକୁ ମା ଭଲରେ ରଖିଥାନ୍ତୁ