ଏତେ ଟଙ୍କା କେଉଁଠୁ ଆଣିଲି ଦେଶ ବାହାରେ ବୁଲିବା ପାଇଁ || MY LIFE STORY

แชร์
ฝัง
  • เผยแพร่เมื่อ 23 ธ.ค. 2024
  • ଏତେ ଟଙ୍କା କେଉଁଠୁ ଆଣିଲି ଦେଶ ବାହାରେ ବୁଲିବା ପାଇଁ || MY LIFE STORY #labahansda
    #labahansda #odiavlog #odiavlog #odiashorts #odiasong #odiacomedy #odianews #trvelvlog

ความคิดเห็น •

  • @MuTraveller
    @MuTraveller  ปีที่แล้ว +8273

    କିଏ କିଏ full ଭିଡିଓ ଦେଖି ଛ comments please ❤❤

    • @srajgaming545
      @srajgaming545 ปีที่แล้ว +121

      𝑀𝑜𝑜 𝑑𝑒𝑘ℎ𝑖𝑐ℎ𝑖 𝑙𝑜𝑣𝑒 𝑦𝑜𝑢 𝑏ℎ𝑎𝑖

    • @gurujiodia5197
      @gurujiodia5197 ปีที่แล้ว +67

      Bhai au 15 min baki achi

    • @littlesomnathmts
      @littlesomnathmts ปีที่แล้ว +54

      Mu dekhu chi laba bai

    • @why_xox_07
      @why_xox_07 ปีที่แล้ว +38

      Meeee

    • @GaneshKumar12367
      @GaneshKumar12367 ปีที่แล้ว +37

      Watching

  • @Arnapurnastudio
    @Arnapurnastudio หลายเดือนก่อน +7

    ଧନ୍ୟବାଦ ଲବ ଭାଇ। ତୁମର ଜୀବନ ର ପ୍ରତିଟି କଥା ଶୁଣି ବହୁତ ଭଲ ଲାଗିଲା। ଭଗବାନ ତୁମର ମଂଗଳ କରନ୍ତୁ।

  • @kshirodkumarmahanta
    @kshirodkumarmahanta ปีที่แล้ว +51

    ମୁଁ ବି ଦେଖିଲି ଭାଇ ତୁମ life story ବହୁତ ଖୁସି ହେଲି ଶିଖିବାକୁ ପାଇଲି ଜୀବନରେ ଦୃଢ ମନବଳ ଆଉ ଲକ୍ଷ୍ୟ ଯଦି ଗୋଟେ ହୁଏ ମଣିଷ ତାର ଲକ୍ଷ୍ୟ ସ୍ଥଳରେ ପହଂଚିପାରିବ

  • @lekhamanimuduli7228
    @lekhamanimuduli7228 8 หลายเดือนก่อน +56

    ବହୁତ ଭଲ ଲାଗିଲା ଭାଇ , ଆପଣଙ୍କ ଜୀବନ କାହାଣୀ ବେକାରୀ ପିଲାଙ୍କ ପାଇଁ ଗୋଟିଏ ଉଦାହରଣ ।

  • @madhumadhu7014
    @madhumadhu7014 ปีที่แล้ว +520

    କିଏ କିଏ ଲବ ଭାଇ ଙ୍କ ପାଖରୁ କିଛି ଶିଖିବା ପାଇଁ ପାଇଲ ଗୋଟେ,👍 କରନ୍ତୁ

  • @lachhamansinku4742
    @lachhamansinku4742 11 หลายเดือนก่อน +100

    ଆପଣଙ୍କ ଜୀବନକାହାଣୀରୁ ବହୁତ କିଛି ଶିଖିବାକୁ ମିଳିଲା । ତେଣୁ ଆଗକୁ ଆଗକୁ ଚାଲ ।

  • @ekantamunda873
    @ekantamunda873 ปีที่แล้ว +640

    ଭାଇ ତୁମର ଧର୍ଯ୍ୟ କୁ କୋଟି କୋଟି ପ୍ରଣାମ 🙏🙏🙏

    • @tarangserialupdates
      @tarangserialupdates ปีที่แล้ว

      th-cam.com/users/shortsUDCpiBhLN9I?feature=share

    • @ranjitapatra7453
      @ranjitapatra7453 ปีที่แล้ว +2

      Right bhai

    • @bishnudas3213
      @bishnudas3213 หลายเดือนก่อน +1

      ବହୁତ ବହୁତ ଭଲ ଲାଗିଲା ଲୋବ ଭାଇ ଙ୍କ ଜୀବନ କାହାଣୀ ଶୁଣିକି, ଜୀବନ ଏକ ସଂଘର୍ଷ ବୋଲି ପ୍ରମାଣ କରିକି ଦେଖେଇଛନ୍ତି ଲବ ଭାଇ, ଆଗକୁ ବହୁତ ଉନ୍ନତି କରନ୍ତୁ, ଜୟ ଜଗନ୍ନାଥ 🙏🙏

  • @sadasivbiswal7082
    @sadasivbiswal7082 8 หลายเดือนก่อน +19

    ମୁଁ ଫୁଲ ଭିଡ଼ିଓ ଦେଖିଲି ଏବଂ ବହୁତ କିଛି ଶିଖିଲି but ତମ ମା ଙ୍କ ଆଶୀର୍ବାଦ ଅବର୍ଣ୍ଣନୀୟ good luck and go ahead ❤️you

  • @mssportsofficial07
    @mssportsofficial07 ปีที่แล้ว +651

    କିଏ କିଏ ଲବ ଭାଇ ଙ୍କୁ ହୃଦୟ ରୁ ଭଲ ପାଅ 🥰❤️👍ଜୟ ଜଗନ୍ନାଥ 🙏🙏🙏

    • @369kumar9
      @369kumar9 ปีที่แล้ว +4

      ଭାଈ..ଆଜିକା ସମୟରେ ହୃଦୟ ରୁ ଭଲ ପାଇବା ଲୋକ 0% ମୁଁ ଲୋବ ଭାଇକୁ ଭଲପାଏ.. 🙏

    • @baikunthmajhi5672
      @baikunthmajhi5672 ปีที่แล้ว +4

      Mu bahut bhala pae laba nku❤❤

    • @youtubechannel---harishtanti
      @youtubechannel---harishtanti ปีที่แล้ว +3

      Lobo❤️ bhai 🥰

    • @tapaswanibehera539
      @tapaswanibehera539 ปีที่แล้ว

      @@youtubechannel---harishtanti nice

    • @sridharswain6703
      @sridharswain6703 ปีที่แล้ว +1

      Mu bhuta vala paya

  • @goutamsahoo9088
    @goutamsahoo9088 ปีที่แล้ว +151

    ଲୁହ ଆସିଗଲା ଭାଇ। ବହୁତ ଆଗକୁ ଯାଅ। ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା 🙏🙏🙏

  • @itssangramvlogs952
    @itssangramvlogs952 ปีที่แล้ว +752

    ଲବ ଭାଇ ଙ୍କ କାହାଣୀ ଶୁଣିକି ଦୁଃଖ ଲାଗିଲା ଏବଂ କିଛି ଶିଖିବାକୁ ମିଳିଲା 😢👍🏻 ଆମେ ମାନେ ଆପଣ ଙ୍କ ସହ ଅଛୁ ଲବ ଭାଇ ❤️ କେଉଁ କେଉଁ ମାନେ ଲବ ଭାଇଙ୍କୁ ହୃଦୟରୁ ଭଲ ପାଇବା ଦଉଚ Like 👍🏻 ଦେଇକି ଯାଅ. ❤️

    • @bulunayak3344
      @bulunayak3344 ปีที่แล้ว +4

      ମୁଁ

    • @sabitajena1950
      @sabitajena1950 ปีที่แล้ว +2

      Mun. Carry on bhai. 😊😊😊😊😊

    • @Desivlog_Dibakar
      @Desivlog_Dibakar ปีที่แล้ว +2

      Support karantu Bhai ku

    • @sarbeswardas6188
      @sarbeswardas6188 ปีที่แล้ว +3

      Love yoy bhai🙏🙏🙏🙏🙏🥰🥰😍😍

    • @learneconomics69
      @learneconomics69 ปีที่แล้ว +2

      ମୁଁ ଦେଖିଲି ଭାଇ ଆଉ ଦେଖି ମୋତେ ନିଜକୁ ହୃଦୟଙ୍ଗମ ହେଲା ଯେ ମୁଁ କୋଉଠି ଆଉ ଜାଣିକି ବହୁତ୍ ଭଲ ଲାଗିଲା ଯେ ଦୁନିଆରେ ସବୁ କିଛି ସମ୍ଭବ l ଜୟ ଜଗନ୍ନାଥ ଲବ ଭାଈ ❤❤❤❤❤love you brother. ଭାଇ ମୁଁ ବି ଗୋଟେ ଗରିବ ଛୁଆ।

  • @WilliamBhuyan143
    @WilliamBhuyan143 10 หลายเดือนก่อน +42

    ❤❤❤❤❤❤❤❤ ଯେତେ ଦିନ ବଞ୍ଚିବ ଏମିତି ମାଡ଼ି ଚାଲ କିଏ କଣ କହିଲେ କାହା କଥା ଶୁଣିବ ନାହିଁ ନିଜେ ଭଲ ତ ଦୁନିଆ ଭଲ

    • @kids....
      @kids.... 9 หลายเดือนก่อน +1

      Salute your thoughts bro

    • @Rajyoutuber0
      @Rajyoutuber0 9 หลายเดือนก่อน +1

      Madi chala bhai

  • @StatuskingChinku
    @StatuskingChinku ปีที่แล้ว +1841

    This man hardworking -100%
    Attitude -0%
    Ego-0%
    Angrymode-0%
    BRAVEness-999999+
    Love from balasore 💕

  • @jaharigaming
    @jaharigaming ปีที่แล้ว +7298

    ଦେଖିବା ଏହି 🇮🇳 ପତାକା ପାଇଁ କେତୋଟା Like ମିଳିବ ❤️

  • @sudamcharannaik2028
    @sudamcharannaik2028 ปีที่แล้ว +217

    ଦେଖିବା ଆମ କେନ୍ଦୁଝର ରୁ କିଏ କିଏ ଦେଖୁଛନ୍ତି। ଲବ ଭାଇଙ୍କ ପାଇଁ ଗୋଟେ ଲାଇକି ହେଇଯାଉ ❤❤

  • @j.panisha
    @j.panisha 9 หลายเดือนก่อน +7

    ସତରେ ଭାଇ ଆପଣଙ୍କ story ଶୁଣି ବହୁତ କଷ୍ଟ ଲାଗିଲା ସମସ୍ତେ ବୁଝିପାରିବେନି ଜିଏ ଏଇ ଭଳି କଷ୍ଟ ଅଙ୍ଗେ ଲିଭେଇ ଥୀବ ସିଏ ହିଁ ବୁଝିପାରିବ 😢😢ଆଉ ରହିଲା ମାଁ ଙ୍କ କଥା ମାଁ ଙ୍କର ରୃଣ କେହିବି ସୁଜିପାରିବେନି😔 thank u ଭାଇ ଆପଣଙ୍କ ପାଖରୁ ବହୁତ କଥା ସିକ୍ଷିବାକୁ ମିଳିଲା....🙏😊

  • @tanmayeesahu2277
    @tanmayeesahu2277 ปีที่แล้ว +172

    ସତରେ ଭାଇ ଆପଣ ବହୁତ୍ ଭଲ ମଣିଷ ଟିଏ 😊 ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଆପଣ ସବୁବେଳେ ଖୁସିରେ ରହନ୍ତୁ ।..❤️

  • @bijayswain9157
    @bijayswain9157 ปีที่แล้ว +26

    ଭାଇ ତମ ଧାର୍ଯ୍ୟ ଶକ୍ତି କୁ ମନିବାକୁ ପଡ଼ିବ।
    ଶୁଣିବା ଲୋକ କାନ୍ଦୁଛନ୍ତି,ଆଉ ତମେତ...।
    ❤❤❤❤❤❤

  • @miraranighadei6394
    @miraranighadei6394 ปีที่แล้ว +40

    ବହୁତ ଖୁସି ଲାଗୁଛି ତୁମ କଥା ଶୁଣିକି | ତୁମ ମା'ଙ୍କ କଥା ଶୁଣିକି ଦୁଃଖ ବି ଲାଗିଲା । ତୁମେ ବହୁତ ଆଗକୁ ଯାଅ । ମୁଁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରିବି ତୁମେ ଆଗକୁ ଅଧିକ ରୁ ଅଧିକ ଉନ୍ନତି କର।

  • @manasranjandehury5114
    @manasranjandehury5114 10 หลายเดือนก่อน +9

    Real imandar ମଣିଷ ଭାଇ ତୁମେ

  • @sudhansughadai8990
    @sudhansughadai8990 ปีที่แล้ว +21

    ଭାଇ ସତରେ u r inspiring us.. ଜୀବନ ର ଦୋ ଛକିରେ ମଣିଷ ନିଜର ପ୍ରକୃତ ପଥକୁ ଖୋଜି ପାଏନା।ଆଉ ପ୍ରତିଦିନ ପ୍ରତିଟି ମୁହୂର୍ତ୍ତରେ ପ୍ରତ୍ୟେକ ମଣିଷ ଏହାହିଁ ସମୁଖୀନ କରୁଛି। ଆଉ ଆଜି ତୁମେ ଯେଉଁ ପରିସ୍ଥିତି ରେ ଥାଇ ମଧ୍ୟ ତୁମର ଲକ୍ଷକୁ ପାଇବା ପାଇଁ ପରିଶ୍ରମ କରିଛ। ତାହାର ଫଳ ସ୍ୱରୂପ ଆଜି ଏହି ସଫଳତା। Really hats up🎩 to u .. ଆଖି ରେ ଲୁହ ଆସିଗଲା ଭାଇ ତୁମ ମାଁ ଙ୍କ କଥା ଶୁଣି, ଇଶ୍ଵରଙ୍କ ଠାରୁ ବି ଅଧିକ ଭଲ ପାଉଥିବା ମଣିଷ କୁ ଯେତେବେଳେ ମଣିଷ ହରେଇ ଦିଏ, ମଣିଷ ଭାଙ୍ଗି ଯାଏ। କିନ୍ତୁ ତୁମର ଦୃଢ଼ ଇଚ୍ଛାଶକ୍ତି ଓ ମନୋବଳ ଯୋଗୁଁ ତୁମକୁ ଆଜି ଏ ସାରା ଦୁନିଆ ଭଲ ପାଉଛି। ବହୁତ ସାରା ଭଲ ପାଇବା, ବହୁତ ସାରା support...loads of love ❤ from bhadrak.... waiting for u at bbsr airport...ur bhadrakia fan 😊🙏

  • @tulsiram-x4b
    @tulsiram-x4b ปีที่แล้ว +94

    ସତରେ ଦାଦା ତମ କାହାଣୀ ଶୁଣିଲି ବହୁତ ଦୁଃଖ ଲାଗିଲା,😭😭ପ୍ରଭୁ ଜଗନ୍ନାଥଙ୍କ ଭଗବାନ କରନ୍ତୁ ତମେ ଆଗକୁ ଯାଅ,ମା ଙ୍କ ଆଶୀର୍ବାଦ ତମ ସହିତ ସବୁବେଳେ ରହୁ ,

  • @a2zmobilemastar41
    @a2zmobilemastar41 ปีที่แล้ว +21

    ଭାଇ ଦିନ ଆସିବ ତମେ no1 ହେବ...... କଣ ପାଇଁ ଜାଣିଛ ତମ ମନ ରେ ଗର୍ବ ନାହିଁ ଏଇଟା ସବୁଠୁ ବଡ଼ ❤❤❤❤😊

  • @balbhadranaik
    @balbhadranaik 10 หลายเดือนก่อน +9

    ଲବ ବାବୁ କଥାରେ ଅଛି. କିଛି ପାଇବାକୁ ହେଲେ କିଛି ହରେଇ ବାକୁ ହୁଏ. 👍ଚାଲିବି ଚାଲିବି ନପଡ଼ିବି ଥକି ମୋଦି ବା ଆଗରୁ ଆଖି :ଆଗରେ ପଡିଛି ପଥ ବୋହୁଦୂର ଆହୁରି କେତେଯେ ବାକି.

  • @entertainerrojalin
    @entertainerrojalin ปีที่แล้ว +357

    ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏ ଭଳି ମାଟିର ମଣିଷଙ୍କ ଜୀବନଶୈଳୀକୁ ନେଇ ଚଳଚ୍ଚିତ୍ର ତିଆରି କରାଯିବା ଉଚିତ୍। ଯେଉଁ ଭାଇ ଓ ଭଉଣୀମାନେ ଏକମତ ଲାଇକ୍ କରନ୍ତୁ।

    • @entertainerrojalin
      @entertainerrojalin ปีที่แล้ว

      Ty bhai🙏

    • @fudanbeshra2426
      @fudanbeshra2426 ปีที่แล้ว

      ହଁ ହେବା ଦରକାର

    • @bhagabanarohidas4725
      @bhagabanarohidas4725 ปีที่แล้ว

      I love you laba hajja

    • @dibakarmahanandia2643
      @dibakarmahanandia2643 ปีที่แล้ว +1

      ନିଶ୍ଚିତ ଭାବରେ ଫିଲ୍ମ ଟି ହିଟ୍ ହେବ।100% guaranteed

    • @harishnimala5911
      @harishnimala5911 ปีที่แล้ว +1

      Mu b eaa bhabi thili....in future kadiba achi...full blockbuster movie hebo.odia industry

  • @rabindramohanta5508
    @rabindramohanta5508 ปีที่แล้ว +79

    ଲବ ଭାଇ ତମ ମା ଙ୍କ ଆଶୀର୍ବାଦ ତମ ଉପରେ ରହିଛି ରହିବ 🙏 ଜୟ ଜଗନ୍ନାଥ 🙏🙏🙏🙏🙏

  • @ranjitcreations6163
    @ranjitcreations6163 ปีที่แล้ว +96

    ଭଗବାନ ତୁମକୁ ମଙ୍ଗଳ କରନ୍ତୁ... ଭାଇ ସତରେ ମୋ ଆଖିରୁ ଲୁହ ଆସିଗଲା.. ତମେ ଆହୁରି ଆଗକୁ ଯାଅ... ଭାଇ ❤❤❤❤❤❤❤❤❤

  • @karanrout8635
    @karanrout8635 10 หลายเดือนก่อน +4

    ଭାଇ ତୁମର ମନର ବଳ ବହୁତ ବଡ଼, ସେଥିପାଇଁ ତୁମେ ଚେଷ୍ଟା ଏବଂ ପ୍ରୟାସ କରିବା ଦ୍ୱାରା ତୁମେ ଆଜି ଏହି ଷ୍ଟେଜ ରେ ପହଂଚି ପାରିଛ, ମୋ ତରଫରୁ ତୁମକୁ ଅଶେଷ ଅଶେଷ ଧନ୍ୟବାଦ 💐🙋🏻‍♂️❤️ ଏହିଭଳି ଆଗକୁ ଆଗକୁ ମାଡିଚାଲ 💪👍🏻

  • @BijaykumarSwainBijaySwain
    @BijaykumarSwainBijaySwain ปีที่แล้ว +19

    ଭାଇ ତୁମ ଧର୍ଯ କୁ କୋଟି କୋଟି ପ୍ରଣାମ। ଏ ଜୀବନ ଟା ସଂଘର୍ଷମୟ ଦୁନିଆ। ଧନ୍ୟବାଦ ❤❤

  • @sarbeswarasisa1810
    @sarbeswarasisa1810 ปีที่แล้ว +39

    ଭାଇ ତମ ଦେହ ଅସୁସ୍ଥ ଅଛି ପରା ଭଏସ୍ tk ଅଲଗା ଲାଗୁଛି ତମେ ଦିନେ india ra no1 vloger ହେଇ ଯିବେ ଭାଇ
    Support from koraput odisha ❤

  • @itssangramvlogs952
    @itssangramvlogs952 ปีที่แล้ว +172

    କେଉଁ କେଉଁ ଭାଇ ମାନେ ଲବ ଭାଇଙ୍କୁ Airport ରେ ଦେଖା କରିବାକୁ ଆସିବ Like 👍🏻 କଲେ ସମସ୍ତେ ଜାଣିବେ କେତେ ଖୁସି ଅଛୁ ଲବ ଭାଇଙ୍କ ଆସିବ ପାଇଁ.❤

  • @ChaitanyaSoren-e6n
    @ChaitanyaSoren-e6n 19 วันที่ผ่านมา +2

    ବହୁତ ବହୁତ ଧନ୍ୟବାଦ ଲବ ଭାଇ ଜୈ ମା ତାରାଣୀ

  • @chittaranjannaik1636
    @chittaranjannaik1636 ปีที่แล้ว +153

    ଗରିବ ଲୋକ ହିଁ ପଇସା ର ମହତ୍ୟୁ ବୁଝି ପାରେ,,,,ଭାଇ କଥା ଶୁଣି ଆଖିରୁ ଲୁହ ଆସିଗଲା ମୋ ମାଆ ବି ମତେ ହାଣ୍ଡିଆ ବିକି କି ପଇସା ଦିଏ i love you ମା

    • @SILUEDITZScreation
      @SILUEDITZScreation ปีที่แล้ว +3

      Mee too 😢

    • @chittaranjannaik1636
      @chittaranjannaik1636 ปีที่แล้ว +3

      ଭାଇ ତୁମ ସବୁ ଭିଡିଓ ମୁଁ ଦେଖେ mind-blowing ଭାଇ

  • @sagakosala5114
    @sagakosala5114 ปีที่แล้ว +37

    ଭାଇ ସତରେ ମତେ କାନ୍ଦ ଆସିଗଲା। 😓😓😓ସେମିତି ଆଗକୁ ଚାଲ।🙏🙏🙏ଜୁହାର

  • @sonalijena3668
    @sonalijena3668 ปีที่แล้ว +21

    ଶବ୍ଦ ନାହିଁ... କିଛି କହିବାକୁ... ବାସ ଢେର ସାରା ଭଲ ପାଇଵା ❤️❤️❤️

  • @RajashMurmu
    @RajashMurmu 9 หลายเดือนก่อน +16

    ଲବ ଭାଇ ମୁଁ ଉଦଳା ରୁ କହୁଛି ରାଜେଶ୍ ମୁର୍ମୁ ତୁମର ଲାଇଫ ଷ୍ଟୋରି ମୋତେ ବହୁତ୍ ବହୁତ୍ ଭଲ ଲାଗିଲା ଆଉ ବହୁତ ଦୁଃଖ ବି ଲା ଗିଲା❤❤❤❤❤

  • @Nandancreation913
    @Nandancreation913 ปีที่แล้ว +155

    ସତରେ ଭାଇ ତମ କାହାଣୀ ଶୁଣିଲି ବହୁତ୍ ଦୁଃଖ ଲାଗିଲା, ଭଗବାନ୍ କରନ୍ତୁ ତମେ ଆଗକୁ ଯାଅ, ମା ଙ୍କ ଆଶୀର୍ବାଦ ତମ ସହିତ ସବୁବେଳେ ରହୁ

  • @sidharthkumar126
    @sidharthkumar126 ปีที่แล้ว +120

    ଯାହାହେଉ ଭାଇ ସ୍ୱାଧୀନତା ଦିବସ ଆମ ଭାରତ ରେ ହିଁ ଆପଣ ପାଳି ପାରିବେ

  • @chinmayabeherasonu329
    @chinmayabeherasonu329 ปีที่แล้ว +277

    ଦେଖିବା ଆମ କଟକ ଜିଲ୍ଲାରୁ କିଏ କିଏ ଦେଖୁଛନ୍ତି।
    ଲବ ଭାଇଙ୍କ ପାଇଁ ଗୋଟେ Like 👍 ହେଇଯାଉ ❤

  • @abinashmohapatra3271
    @abinashmohapatra3271 8 หลายเดือนก่อน +3

    ନିଛକ୍ କଥାଗୁଡ଼ା କହିଛ ଭାଇ। Real inspiration

  • @krglbskeyjbkz1004
    @krglbskeyjbkz1004 ปีที่แล้ว +276

    ଆମେ ଆପଣଙ୍କର Chanel ଏତେ ଆଗକୁ ନେବା ଦଦିନେ ନା ଦିନେ ଓଡ଼ିଶା ଆପଣଙ୍କ ପାଇଁ ଗର୍ବ କରିବ ❤❤❤❤

    • @babulkumarcharchi4370
      @babulkumarcharchi4370 ปีที่แล้ว

      ମଦ ଦୋକାନ ଖୋଲିବା ଉପରେ କଟକଣା ଜାରି କରାଯାଇଛି

    • @ashishswain7601
      @ashishswain7601 ปีที่แล้ว +3

      Love you bhai 💖💖💖

    • @ajayakumarsahu7091
      @ajayakumarsahu7091 ปีที่แล้ว +1

      Right love you bhai

    • @himanshuefx6140
      @himanshuefx6140 ปีที่แล้ว +1

      I agree bro love you lub bhai ❤

  • @manoranjancreativity5887
    @manoranjancreativity5887 ปีที่แล้ว +646

    ଜୀବନ ରେ ଆଗକୁ ବଢ଼ିବାରେ ଭଲ ଶିକ୍ଷା ଦେଲ , ❤ 49 ମିନିଟ ଭିଡିଓ କେତେବେଳେ ଶେଷ ହେଇଗଲା ଜଣା ପଡିଲାନି, ଜୀବନରେ ଆଗକୁ ବଢିବା ପାଇଁ କେତେ କଷ୍ଟ କରିବାକୁ ପଡେ ଜିଏ ଅଙ୍ଗେ ନିଭାଇଛନ୍ତି ସେମାନେ ହିଁ କହିପାରିବେ କଷ୍ଟ, ଦୁଃଖ କଣ...
    Love from- କେନ୍ଦ୍ରାପଡ଼ା ❤

    • @anitabehera-1871
      @anitabehera-1871 ปีที่แล้ว +10

      Very nice bhai

    • @HessaSLLovezm7ed.
      @HessaSLLovezm7ed. ปีที่แล้ว +8

      Thank you manoranjan Bhai toma coment grahana jugya. Bhagavan tumaku mangala karantu

    • @manoranjancreativity5887
      @manoranjancreativity5887 ปีที่แล้ว +8

      @@anitabehera-1871 thank you dear 😊

    • @manoranjancreativity5887
      @manoranjancreativity5887 ปีที่แล้ว

      @@HessaSLLovezm7ed. ତୁମକୁ ଅଶେଷ ଅଶେଷ ଧନ୍ୟବାଦ୍ 😊ମୋ କଥା ତୁମେ ତୁମର ମୂଲ୍ୟବାନ ସମୟ ଦେଇ ବୁଝିପାରି ଥିବାରୁ

    • @sanatan102
      @sanatan102 ปีที่แล้ว +7

      Real

  • @bishelifestyle
    @bishelifestyle ปีที่แล้ว +35

    ବହୁତ ପରିଶ୍ରମ କରୁଛ ଭାଇ.....ଭଗବାନ ତୁମକୁ ସବୁବେଳେ ସାତ ଦେଉଥାଉନ....ଏନ୍ତା...👌👌👌👌

  • @diptiranjan1632
    @diptiranjan1632 19 วันที่ผ่านมา +1

    ବହୁତ୍ ଭଲ ଲାଗିଲା ଭାଇ ଆପଣଙ୍କର storgle ଷ୍ଟୋରୀ ଦେଖିକି ବହୁତ୍ ଭଲ କଥା ଶିଖିବା ପାଇଁ ମିଳିଲା ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ l ଆପଣ ଏମିତି ଆଗକୁ ବଢନ୍ତୁ

  • @AjayTarai-fk2ql
    @AjayTarai-fk2ql ปีที่แล้ว +25

    ଭାଇ ବହୁତ ଖୁସି ଲାଗିଲା ତୁମ ଲାଇଫ କାହାଣୀ ଶୁଣି ଆଉ ସବୁ ଠାରୁ ଖୁସି ଲାଗିଲା ଆମ ଭଦ୍ରକ ମାଟି ରେ ରହି ପାଠ ପଢିଛ ❤❤

    • @AjayTarai-fk2ql
      @AjayTarai-fk2ql ปีที่แล้ว

      Thank you mo comment re like deithibaru🥰🥰

  • @priyankanaik31
    @priyankanaik31 ปีที่แล้ว +30

    ଭାଇ ତମ ଷ୍ଟୋରୀ ଶୁଣି କି ଆଖି ରୁ ଲୁହ ଆସିଗଲା । दुनिया में सबसे वडा जध्धा मा (ମା) होती है। . . ଲବ ଭାଇ ଆମେ ମାନେ ତମ ସାଙ୍ଗରେ ଅଛୁ । ମାଡ଼ି ଚାଲ. . . . . . . . I ମା ତାରିଣୀ ଙ୍କ ଆର୍ଶୀବାଦ ତମ ଉପରେ ଥାଉ । ଏମିତି ନୂଆ ନୂଆ Videos ବନାଉ ଥାଅ । ଆମେ motivert ହଉ ଥାଉ | ଜୟ ମା ତାରିଣୀ , ଜୟ ମା ଦୁଆରସୁଣୀ🙏🙏🙏

    • @Gagan14355
      @Gagan14355 ปีที่แล้ว +1

      😢😢😢😢😢

  • @su_shree_uniqueworld7423
    @su_shree_uniqueworld7423 ปีที่แล้ว +10

    ଭାଇ ତମେ ଆମ ଓଡ଼ିଶା ର ଗର୍ବ ତମେ ଆଗକୁ ମାଡି ଚାଲ ଆମେ ତମ ସହ ଅଛୁ ତମ life ଷ୍ଟୋରୀ ରୁ ଆମକୁ ବହୁତ କିଛି ଶିଖିବାକୁ ମିଳିଲା thank u Bhai 😊

  • @Manantamallick-i3m
    @Manantamallick-i3m หลายเดือนก่อน +3

    ଭାଇ ମୁଁ ତମ ଭିଡ଼ିଓ ଯେତିକି ଦେଖିଚି ସବୁ ଭିଡ଼ିଓ Full ଦେଖିଛି❤❤❤❤❤❤❤❤

  • @kumartareshofficial6166
    @kumartareshofficial6166 ปีที่แล้ว +159

    କେଉଁଠି ଝୁଣା ତ ପୁଣି କେଉଁଠି ଝରଣା କେଉଁଠି ମହୁ ତ ପୁଣି କେଉଁଠି କୋଇଲିର କୁହୁ କେଉଁଠି ଫୁଲର କୋମଳତା ତ ପୁଣି କୋଉଠି ମହାବଳ ବାଘର ରୁକ୍ଷତା। ଏଇ ପ୍ରକୃତି ଭରା ସୋନ୍ଦର୍ଯ୍ୟର ମାଟି ହେଉଛି ମୟୂରଭଞ୍ଜ ମାଟି।
    #love_U_Laba_bro❤
    #Love_from👇
    Dil ❤ se ...MAYURBHANJIA...
    Like here
    .👇

  • @RG_comedy688
    @RG_comedy688 ปีที่แล้ว +401

    44:42 ସତରେ ଭାଇ ଆପଣ ଙ୍କ ମା ଙ୍କ ଆଶୀର୍ବାଦ ଅଛି ଆପଣ ଙ୍କ ସାଥିରେ ଓ ଆମ ସମସ୍ତ ଓଡ଼ିଆ ବାସି ଙ୍କ ❤️ ଆହୁରି ଆଗକୁ ଯାଆନ୍ତୁ ଭାଇ ଆମେ ଓଡ଼ିଆ ବାସି ପ୍ରଭୁ ଜଗନ୍ନାଥ 🙏 ଙ୍କ ନିକଟରେ ପର୍ଥାନା କରୁଛୁ 🙏🙏🙏🙏

    • @Desivlog_Dibakar
      @Desivlog_Dibakar ปีที่แล้ว +2

      Thanks ❤

    • @diptikirecipe9888
      @diptikirecipe9888 ปีที่แล้ว +3

      Super Bhai
      God bless you

    • @Barbiedoll0.1
      @Barbiedoll0.1 ปีที่แล้ว +1

      ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @pradeeppothal6290
    @pradeeppothal6290 ปีที่แล้ว +35

    ଲବ ଭାଇ ତୁମେ ଆମ ପାଇଁ ବହୁତ କଷ୍ଟ ଭିଡିଓ କରୁଛନ୍ତି 😢😢 ସେଥିପାଇଁ ତୁମକୁ ବହୁତ ବହୁତ ଧନ୍ୟବାଦ❤❤ ତୁମେ ଆଗକୁ ଭିଡିଓ କରିଚାଲ ମୁଁ ଅପେକ୍ଷାରେ ରହିଲି

  • @cricketcarlson
    @cricketcarlson 8 หลายเดือนก่อน

    Bhai bhai❤ ... Dil Khus karidela❤😊

  • @pskentertainment1564
    @pskentertainment1564 ปีที่แล้ว +33

    ଭାଇ ଆଶା ଅଛି ଏମିତି ଆଗକୁ ଗଲେ... ଦିନେ ନା ଦିନେ ଶୀର୍ଷ ରେ ପହଁଞ୍ଚିବ... କିନ୍ତୁ ପରିଶ୍ରମ କରିଚାଲ.... ଭଲ ପାଇବା ସାଙ୍ଗରେ ଅଛି.... And ଜଗନ୍ନାଥ ସ୍ଵାମୀ... ଆପଣଙ୍କ ପରିଶ୍ରମ କୁ.. ବୃଥା ଯିବାକୁ ଦେବେନି... Best of luck... 🙏🙏🙏

  • @rasmitaofficial
    @rasmitaofficial ปีที่แล้ว +35

    Very emotional...ସବୁବେଳେ Maa ତାରିଣୀ ଙ୍କ କୃପା ରହୁ bhai ଙ୍କ ଉପରେ

  • @ramadailyvlogs9587
    @ramadailyvlogs9587 ปีที่แล้ว +52

    ଭାଇ ଆପଣଙ୍କ ମା ଙ୍କ ଆଶ୍ରିବାଦ ଆପଣଙ୍କ ଉପରେ ନିଚୟ ରହିବ

  • @HrushikeshNayak-u8n
    @HrushikeshNayak-u8n 5 หลายเดือนก่อน +3

    ଜାହା ହେଉ ତୁମର ଦୁଖଃ କାହାଣି ପୁଣି ବହୁତ କଷ୍ଟ ଲାଗୁଛି ଜଗନ୍ନାଥ ଆଶ୍ରୀଜାବରୁ ଆଗକୁ ଆଗକୁ ବଢ଼ିବ କାରଣ ପିତାମାତା ଙ୍କ ଆଶ୍ରୀବାଦ ରହିଛି ଜୟ ଜଗନ୍ନାଥ 🎉🌹🌷❤️💐🙏

  • @additarboyKrishna
    @additarboyKrishna ปีที่แล้ว +72

    ତୁମେ ମନ ଦୁଃଖ କରିବନି ତୁମ ମା ଉପରେ ଥାଇ ଖୁସି ହେଉ ଥିବେ କାହିଁକି ନା କେହି ମା ଚାହାନ୍ତିନି ତାର ପିଲା ଦୁଃଖରେ ରହୁବୋଲି ତୁମ ମା ଙ୍କ ଆଶ୍ରିବାଦ ତୁମ ସାଙ୍ଗରେ ଅଛି ମୁଁ ଭଗବାନ୍ ଙ୍କୁ ଡାକୁଛି ତୁମେ ସବୁବେଳେ ଖୁସିରେ ରୁହ

  • @niharnaik5726
    @niharnaik5726 ปีที่แล้ว +162

    ଲବ ଭାଈ ତୁମର ଧର୍ଯ୍ୟକୁ କୋଟି କୋଟି ପ୍ରଣାମ
    ତୁମ ମା ଙ୍କ ଆଶୀର୍ବାଦ ରହିଛି ଏବଂ ଆଗକୁ ବି ରହିବା ❤️
    ଜୟ ଜଗନ୍ନାଥ 🙏

  • @TheAdivasiOfficial
    @TheAdivasiOfficial ปีที่แล้ว +140

    ସବୁ ଆଦିବାସୀ ମାନଙ୍କ ପାଇଁ inspirational ହେବ, ଆମେ ସବୁ ଅପେକ୍ଷା ରେ ଅଛୁ

  • @victorious_sagar_46
    @victorious_sagar_46 8 หลายเดือนก่อน +5

    Mu pura dekhili bhai ...you are the best....keep continue

  • @likanbehera3113
    @likanbehera3113 ปีที่แล้ว +52

    ଭାଇ ମନ ଦୁଃଖ କରନାହିଁ ଏଇ ଦୁଃଖ ଭିତରେ ସୁଖ ହିଁ ଲୁଚି ରହିଛି ‌ଭଗବାନ୍ ବି ଦୁଃଖ ଭୋଗ କରିଥିଲେ ଜୟ ଜଗନ୍ନାଥ

  • @shyamsundarmurmu
    @shyamsundarmurmu ปีที่แล้ว +16

    ବହୁତ ଦୁଃଖ ଲାଗିଲା ଲବ ଭାଇ ତୁମ ଜୀବନ କାହାଣୀ 😭😭😭 ମୁଁ ସବୁ ଭିଡ଼ିଓ last ପ୍ରଜନ୍ତ ଦେଖେ ଏଇ ଭିଡିଓ ବି last ପ୍ରଜନ୍ତ ଦେଖିଛି full support 👍👍👍 ଲବ ଭାଇ

  • @Gurualekha
    @Gurualekha ปีที่แล้ว +104

    ଜୟ ଗୁରୁଦେବ ଭାଇ । ସମସ୍ତ ଭାଇ ଭଉଣୀ ମାନଙ୍କୁ ଏହି ସେବକ ର ନମସ୍କାର।

  • @sarojbehera1051
    @sarojbehera1051 ปีที่แล้ว +5

    What a man ..... Yaar ଅସୀମ ଧର୍ୟ୍ଯ ଭାଈ ତମେ ଆଗକୁ ଯାଅ ❤

  • @Saiarunimaodiavlogger
    @Saiarunimaodiavlogger ปีที่แล้ว +16

    ଏତିକି ସିଖୀବାକୁ ମିଳିଲା ଯିବନରେ କେବେ ହାରମାନିବାନି ....love you laba bhai welcome to bhubaneswar 💐 👏

  • @saibimalbiswal9214
    @saibimalbiswal9214 ปีที่แล้ว +14

    ଭାଇ ତୁମେ ବହୁତ ଆଗକୁ ନିଶ୍ଚୟ ଯିବ. କାରଣ ଆମ ସମସ୍ତ ଙ୍କ ଭଲ ପାଇବା ତୁମ ସହିତ ଅଛି.

  • @Studentscooking013
    @Studentscooking013 ปีที่แล้ว +81

    ମା ହିଁ ଜାଣି ପାରେ ଏବଂ ବୁଝି ପାରେ ପୂଅ ର ଦୁଃଖ କଷ୍ଟ ❤❤❤❤love you maa💓💓💓💓

  • @bijayakumarmishra7901
    @bijayakumarmishra7901 หลายเดือนก่อน

    ଭାଇ ତୁମକୁ କୋଟି କୋଟି ଧନ୍ୟବାଦ୍ । ତୁମେ ପୃଥିବୀ ବୁଲୁଚ ଆମେ ଘରେ ରହି ତୁମ ମାଧ୍ୟମରେ ସବୁ ଦେଖୁଚୁ ।ତୁମେ ଯେବେ ଓରିଶା ଆସିବ ମୁଁ ତୁମକୁ ଦେଖକରିବି।

  • @SudhirKanhar-t2v
    @SudhirKanhar-t2v ปีที่แล้ว +37

    ଧନ୍ୟ ବାଦ ଭାଇ, ଆପଣଙ୍କୁ ଭଗବାନଙ୍କ ଆଶୀର୍ବାଦ ହେଉ ଆପଣ ଙ୍କ ସ୍ଵପ୍ନ ସାକାର ହେଉ।

  • @pramodsenapati2090
    @pramodsenapati2090 ปีที่แล้ว +11

    ବହୁତ କଷ୍ଟ ଲାଗିଲା ଭାଇ.. 🙏🙏😔
    ଆପଣ ଙ୍କ ଜୀବନ କାହାଣୀ ଶୁଣି ଏହା ଶିଖିବାକୁ ମିଳିଲା ମଣିଷ ର ଇଚ୍ଛା ଶକ୍ତି ଆଗରେ ସବୁ କିଛି ହାର ମାନିବ କଷ୍ଟ ପଡିଲେ ନିଶ୍ଚୟ କୃଷ୍ଣ ମିଳିବ

  • @prakashpradhan3161
    @prakashpradhan3161 ปีที่แล้ว +19

    ଆପଣଙ୍କ ମା ସ୍ଵର୍ଗରେ ଥାଇ ନିଶ୍ଚୟ ଖୁସି ହେଉଥିବେ.. ବହୁତ ଆଗକୁ ଯାଅ ଭାଇ.. ତମ ଭିଡ଼ିଓରୁ ବହୁତ ସଂସ୍କୃତିକୁ ଜାଣି ହେଉଛି, ଚିହ୍ନି ହେଉଛି..

  • @mihirsahoo5191
    @mihirsahoo5191 8 หลายเดือนก่อน +1

    Bhagaban Tamara mangala karantu...you are a struggler and inspiration for us.

  • @bhagyadharaparida6788
    @bhagyadharaparida6788 ปีที่แล้ว +32

    ଭାଇ ଗୋଟେ ଅନୁରୋଧ ଆପଣଙ୍କୁ କେବେ ବି ଗର୍ବ କରିବେନି
    ସମସ୍ତ ଓଡ଼ିଆ ଭାଈ ଓ ଭଉଣୀ ଆପଣଙ୍କ ସହିତ ଅଛନ୍ତି
    ଜୟ ଜଗନ୍ନାଥ,

    • @skgaming-1928
      @skgaming-1928 ปีที่แล้ว

      ଅସମ୍ଭବ ମତେ କାହିଁ ଲାଗୁନି ଏ ଏମିତି କରିବେ

  • @srikantbehera9483
    @srikantbehera9483 ปีที่แล้ว +11

    ଭାଇ ତୁମ ଜୀବନର କାହାଣୀ ଶୁଣି ମୋ ହୃଦୟ ଭରିଗଲା ।ବହୁତ୍ ହି ଭଲ ଲାଗିଲା ଭାଇ ତୁମକୁ ଶୁଣି।ସବୁବେଳେ ଭଲରେ ରୁହ ଆଉ ଆଗକୁ ବଢ଼ ।🤗🤗🤗

    • @PBehera-r3o
      @PBehera-r3o 8 หลายเดือนก่อน

      Jay jagannath

  • @kruehnasahu4237
    @kruehnasahu4237 ปีที่แล้ว +8

    ଭାଇ ତମ life story ଶୁଣି କି ବହୁତ କଷ୍ଟ ଲାଗିଲା 😢 ଆଉ ବହୁତ କଥା ଶିଖିବକୁ ମିଳିଲା love you ଲବ ଭାଇ

  • @barshadalai6191
    @barshadalai6191 11 หลายเดือนก่อน +2

    I saw your full video and I appreciate your patience.keep it up Jay jagannath

  • @Narayan6u
    @Narayan6u ปีที่แล้ว +26

    ମୁଁ ତ ବିଶ୍ୱାସ କଲି ଭାଇ ତୁମେ ବଡ଼ ସାହସୀ ଆଦିବାସୀ ପିଲା ଧନ୍ୟବାଦ 🇳🇪🇳🇪🇳🇪🇳🇪🇳🇪🇳🇪🙏🙏🙏

  • @itssangramvlogs952
    @itssangramvlogs952 ปีที่แล้ว +46

    କେଉଁ କେଉଁ ଭାଇ ଓ ଭଉଣୀ ମାନେ ଲବ ଭାଇଙ୍କ ଜୀବନ କାହାଣୀ Full ଭିଡ଼ିଓ ଦେଖିଲେ Like ଆଉ Comment କର ଜାଣିବା. ❤️

  • @SanjitaGadaba
    @SanjitaGadaba ปีที่แล้ว +17

    ହେ ଲବ ଭାଇ
    ଉତ୍ସାହ ରେ ଉତ୍କଷତା ତୁମେ,
    ଇଚ୍ଛା ଶକ୍ତି ର ତେଜ
    ଆମ ପ୍ରାଣରେ ରେ ଭରିଦେଲ ତୁମେ ନିର୍ଭୀକତାର ବୀଜ ❤
    ଜୟ ଜଗନ୍ନାଥ 🙏🙏🙏

  • @WellcomeBKSahoo143
    @WellcomeBKSahoo143 8 หลายเดือนก่อน

    Jaha heu sesha re tume safalta paila mate bohut khusi lagila A sabu vd tumar mu dekhe god nku mu Tuma pain prathana karuchi kii tuma ku ahuri agaa niaantu TQ SO much God Mo labha bhai ku support karithibaru

  • @a.mcreation2223
    @a.mcreation2223 ปีที่แล้ว +37

    ଜୀବନରେ ଆଗକୁ ବଢିବା ପାଇଁ କେତେ ଯେ କଷ୍ଟ ଜିଏ ଜାଣିଛି ସିଏ ହିଁ ବୁଝିପାରିବ ଦୁଃଖ କଷ୍ଟ
    May Your life be happy 🙏🙏🙏

  • @srjrajesh6772
    @srjrajesh6772 ปีที่แล้ว +21

    ଭାଇ ମତେ ୧୭ year ତମ ଭିଡିଓ ରାତି ୧ ରେ ଦେଖୁଚି ଦେଖିକି ବହୁତ କାନ୍ଦିଲି ବହୁତ ମନ ଦୁଃଖ ହେଲା ମାନିବାକୁ ପଡ଼ିବ ତମ sturgle God bless you bro always stay happy ତମ ଭିଡିଓ କେତେ ଜଲଦି ଶେଷ ହେଇଗଲା ଜଣାପଡ଼ିଲାଣି ବହୁତ କିଛି ଶିଖିବାକୁ ମିଳିଲା love you mo ଭାଇ ❤️

  • @gayatreerout3628
    @gayatreerout3628 ปีที่แล้ว +16

    ଆପଣଙ୍କ କଥା ଏତେ ସୁନ୍ଦର ଆଉ ସରଳ..... ଭଗବାନ ଆପଣଙ୍କୁ ସବୁବେଳେ ଏମିତି ସାହସ ଦିଅନ୍ତୁ🙏🙏

  • @sucharitabehera318
    @sucharitabehera318 10 หลายเดือนก่อน

    Truly inspiring 👏👏.. ତମେ ଯେମିତି ସେମିତି ରୁହ ସବୁଦିନ.. God bless you

  • @anumunu01
    @anumunu01 ปีที่แล้ว +6

    Bhai apananka life story suni mu kandi kandi 😭😭😭 behala heigali mu kana lekhibi mu kichhi janiparuni apana nka life story ru kichhi sikhibaku milila love you Bhai ❤

  • @laxmankumar-wq3wq
    @laxmankumar-wq3wq ปีที่แล้ว +77

    The real motivational speaker,who speaks in work not mere in word,hats off is also less for you,bhai.

  • @pinguababu4402
    @pinguababu4402 ปีที่แล้ว +10

    ଲବ ଭାଇ ତମ ହୃଦୟ ବହୁତ ବଡ ଆଉ ତମ ମାଙ୍କ ଆଶିର୍ବାଦ ମୁଣ୍ଡ ଉପରେ ଥାଉ ସଦାବେଳେ ଆମକୁ ତମେ ଆଉ ଆଗକୁ ଯାଅ ଆଉ ଆମକୁ ନୂଆ ନୂଆ ଜାତିର ଲୋକଙ୍କ ସହିତ Video ମାଧ୍ୟମରେ ଦେଖାଅ।
    ଜହାରଗେ ଲବ ଉଣ୍ଡି।❤❤❤

    • @pinguababu4402
      @pinguababu4402 ปีที่แล้ว

      ଲବ ଭାଇ ମୁଁ Aadibasi Vlogger ମୋତେ ସାହାଯ୍ୟ କରନ୍ତୁ Please....
      Phildre mu nuaa Please Short out gote debe please ..... Johar....

  • @abhisheknaik7679
    @abhisheknaik7679 4 หลายเดือนก่อน

    ବହୁତ୍ ଭଲ ସୁନ୍ଦର୍ କାହାଣୀ ଭିଡିଓ ମାଧ୍ୟମରେ ଜଣାଇଲ, ଭାଇ nice story ଜୟ ଜଗନ୍ନାଥ,

  • @123abcgugul8
    @123abcgugul8 ปีที่แล้ว +77

    ହେ ପ୍ରଭୁ ଯିଶୁ ତୁମେ ଏହି ଭାଇଙ୍କୁ ଆଶିର୍ବାଦ କର❤ ପ୍ରତ୍ୟେକ ପରିସ୍ଥିତି ରେ ତାଙ୍କୁ ସାହାଯ୍ୟ କର,,, Love you bro ❤️... From nayagarha

    • @prabadhdas7213
      @prabadhdas7213 ปีที่แล้ว +2

      In the name of Jesus Christ amen 🙏

    • @kartikadas5546
      @kartikadas5546 ปีที่แล้ว

      Adibasi heiki dekha laba bhai aji kauthi au tame mane nija dharam change change karidela

  • @Odiakhabriwala
    @Odiakhabriwala ปีที่แล้ว +12

    ଭାଇ ସତରେ ଆପଣଙ୍କ life story ବହୁତ କଷ୍ଟ ଥିଲା
    ଏଇ ଭିଡିଓ ଦେଖିବାପରେ ଆଖିରୁ ଲୁହ ଆସିଗଲା 😢
    Love you bhai ❤

  • @Loveprince45
    @Loveprince45 ปีที่แล้ว +33

    ଭାଇ ଆପଣ ଙ୍କର ଜୀବନ ର କାହାଣୀ ଶୁଣି ଆଖିରେ ଲୁହ ଆସିଗଲା...😇✨❣️✨😇
    ଭାଇ ସତରେ ଆପଣ ଙ୍କ ମା'ଙ୍କର ଅଶ୍ରୀବାଦ ତୁମ ଉପରେ ରହିଛି...❤😇
    ଆଶାକରେ କି ଆପଣ ବହୁତ ଆଗକୁ ଯାଆନ୍ତୁ...❣️😇 ଆଉ ଆପଣ ଙ୍କ ସହିତ ଆମ ଭଲ ପାଇବା ସେମିତି ସବୁଦିନ ପାଇଁ ରହୁଥାଉ..❤️‍🩹✨😇

  • @ranjulatasahu1700
    @ranjulatasahu1700 4 วันที่ผ่านมา +1

    Laba bhai video ru bahut kichhi sikhibaku milila love you

  • @sambitmohanty4407
    @sambitmohanty4407 ปีที่แล้ว +66

    ଏଠି କିଏ ଅଛି ଯିଏ ଚାହୁଛି କି ଭାଇ ର 1 ମିଲିୟନ subscriber ହୁଅନ୍ତୁ , ମୁ ଚାହୁଛି

  • @Bikashparidavlogger.Artist
    @Bikashparidavlogger.Artist ปีที่แล้ว +64

    କେଉଁ ମାନେ ଲବ୍ ଭାଇଙ୍କ full video ଦେଖି Inspired And Emotional ହୋଇଛ ଲାଇକ୍ କର

    • @Bikashparidavlogger.Artist
      @Bikashparidavlogger.Artist ปีที่แล้ว

      ଲବ୍ ଭାଇ ତୁମକୁ ଦେଖା କରିବା ବୋହୁତ ଇଛା ଅଛି କିନ୍ତୁ ମୋ ପାଠପଢ଼ା ଛାଡ଼ି ଯାଇ ପାରୁନି ଭାଇ ତୁମେ କେବେ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ୍ କୁ
      ଦୟାକରି କେବେ ଆସନ୍ତୁ ମୋ ତରଫରୁ ଆପଣଙ୍କୁ ନିମନ୍ତ୍ରଣ ରହିଲା ଏହି ମାନ ଭାଇ ଟାରକଥା ରଖି ବେ ଜୟ ଜଗନ୍ନାଥ

  • @biswajitswain7140
    @biswajitswain7140 ปีที่แล้ว +39

    ମହାପ୍ରଭୁ ସବୁବେଳେ ଆମ ଭାଇକୁ ତାଙ୍କ ମହାବାହୁର ଛତ୍ର ଛାୟା ତଳେ ରଖିଥାନ୍ତୁ 🙏🙏ଜୟ ଜଗନ୍ନାଥ 🙏🙏ମହାପ୍ରଭୁ 🙏🙏

  • @mrbiswaranjan
    @mrbiswaranjan หลายเดือนก่อน

    ଭାଇ 😢 ବୋହୁତ୍ ଦୁଖଃ ଲାଗିଲା ତୁମ life journey, ତମ ସହିବା ଶକ୍ତି କୁ ସଲାମ୍, bhagwan ତୁମ ସହ ଅଛନ୍ତି ଭାଇ, ଆମେ ଓଡିଆ ଭାଇ ମାନେ ତୁମ ସହ ଅଛୁ. Life re loka nka katha କୁ sunile ଆମେ kebe b Agaku badhi paribani... Loka Asibe Kahi dei chalijibe.... Kintu Kehi Kharaap Time Re Thia hebeni 😢 E Dunia Hin Emiti ଭାଇ. ବୋହୁତ୍ bhala kama karucha amaku ବୋହୁତ୍ jinisa ବୋହୁତ୍ place ନୂଆ ନୂଆ Jaga travel kari explore karucha... Thank you a lot 💓 🙏 Laba bhai

  • @DEEPAKODIAVLOG23
    @DEEPAKODIAVLOG23 ปีที่แล้ว +9

    ଭାଇ ତମ life ଷ୍ଟୋରୀ ଶୁଣିକି ମୋତେ ବହୁତ ଭଲ ଲାଗିଲା ଭାଇ ତମ ପାଇଁ ଆମେ ଭାଇ ଭଉଣୀ ମାନେ ଅଛୁ ଭାଇ ତମେ ଆଗକୁ ଯାଅ ଆଉ ବହୁତ ଖୁସିରେ ରୁହ

  • @pravashmohanta640
    @pravashmohanta640 ปีที่แล้ว +5

    ଲବ ଭାଇ ତୁମେ ହେଉଛ Real Hero
    ଆମକୁ ବହୁତ କିଛି ଶିଖିବାକୁ ମିଳୁଛି
    Indonesia trip ପାଇଁ best of luck ❤❤❤ 🎉🎉🎉
    ଜୟ ଜଗନ୍ନାଥ

  • @simaltudu
    @simaltudu ปีที่แล้ว +47

    ଲବ ଭାଇଙ୍କ ସହ‌ ଦେଖା କରିବା ପାଇ କିଏ କିଏ ଆସୁଛ Bhubneswar

  • @chaitanyacharandas5683
    @chaitanyacharandas5683 22 วันที่ผ่านมา

    ଲବ ବାବୁ ଆପଣଂକୁ ଅନେକ ଅନେକ ଧନ୍ୟବାଦ. ଜଗନ୍ନାଥ ଆପଣଂକୁ ସହାୟ ହୁଅନ୍ତୁ 👍