ଆଫ୍ରିକାରୁ ଆସିକି ଓଡ଼ିଶାରେ ରହିଛନ୍ତି | Bonda Tribe
ฝัง
- เผยแพร่เมื่อ 7 ก.พ. 2025
- The Bonda (also known as the Bondo, Bondo Poraja, Bhonda, or Remo) are a Munda ethnic group approximately 12,000 (2011 census) who live in the isolated hill regions of the Malkangiri district of southwestern Odisha, India, near the junction of the three states of Odisha, Chhattisgarh, and Andhra Pradesh.
ଆମ ଓଡ଼ିଶା ର ସଂସ୍କୃତି ଓ ପରମ୍ପରା କୁ ଅତି ସୁନ୍ଦର ଭାବରେ ଲୋକ ମାନଙ୍କୁ ଦେଖାଉ ଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ ଲବ ଭାଇ,love you laba Bhai 🥰 ଜୟ ଜଗନ୍ନାଥ ⭕❗⭕🙏🙏🙏ଜୟ ଓଡିଶା 😍😍
Y
@@rajendrabindhani957 ୟେ...
@@rajendrabindhani957😢2 ek
Bhai kichhi loka mane conversion kari dauchhanti adibasi mananku
ଆମ ଓଡ଼ିଶାରେ କେତେ କେତେ ସୁନ୍ଦର ସ୍ଥାନ ଅଛି ଆଉ କେତେ କେତେ ଜନଜାତି ଲୋକ ରହୁଛନ୍ତି , ସେ ସବୁ ସ୍ଥାନ ଓ ସେଇ ଜନଜାତି ଲୋକଙ୍କ ସଂସ୍କୃତି ବିଷୟରେ ଆପଣ ଦେଖେଇ ଥିବାରୁ ହୃଦୟରୁ ଧନ୍ୟବାଦ୍। ଭିଡିଓ ଟି ବହୁତ୍ ଭଲ ଲାଗିଲା 🎉
ମା ମାଉସୀ ମାନଙ୍କ ଭଲ ପାଇବା ଲବ ଭାଈଙ୍କ ଉପରେ ବହୁତ ବଡ଼ିଆ ଲାଗିଲା
ଆମ ଓଡ଼ିଶା ରେ ମଧ୍ୟ ଏହିପରି tribe ଅଛନ୍ତି ଜାଣି ନ ଥିଲି । ଆପଣଙ୍କ video ମାଧ୍ୟମ ରେ ଦେଖିପାରିଲି ଧନ୍ୟବାଦ।
ଆଫ୍ରିକା ପରି ଲାଗିଲା ❤❤❤
Bhul dharona gotey somoyerehin sethare aue atharey jonojati arombho hoyethila,a Babu ro history knoldge Kom.
. ଓଡ଼ିଶାର ଆଦିବାସୀ ମାନଙ୍କର ନୃତ୍ୟ ପୋଷକ ଓ ସଂଗିତ ବହୁତ ଭଲ ଲାଗେ❤❤❤❤ଜୟ ଓଡିଶା❤❤❤
ଲବ ଭାଇ ହେଉଛନ୍ତି ଓଡ଼ିଶାର ପ୍ରକୃତ ହୀର,love u laba ଭାଇ
ସତରେ ଭାଈ ଓଡିଶା ରେ ଏମିତି ଟ୍ରାଭେଲ ଅଛନ୍ତି ବୁଲି ଯାଣିନଥିଲି ତମ ପାଇଁ ଅଜି ଦେଖିପାରିଲି thank you laba bhai❤️❤️❤️
ସବୁଠୁ best part... ହେଉଛି ଆପଣଙ୍କୁ ସ୍ୱାଗତ କଲେ ବହୁତ ଭଲ ଥିଲା ଭାଇ ସେହିନାଚକୁ ଓ ଆପଣଙ୍କ ମୁଲକି ହସ ବହୁତ ଭଲଥିଲା ଭାଇ love frome Rayagada.....
Bahuthkhushilgilavedio❤😂🎉😢😮😅😊
ଲବ ଭାଇ ଆମ ଓଡ଼ିଶା ର ଏମତି ଜାଗାକୁ ଯାଅ ଯେମିତି କି ଆଫ୍ରିକା ଭଳି ଜାଗା ହେଇଥିବା ଆଉ ବହୁତ୍ ମଜାଦାର ବି ଲାଗୁଥିବା ଜୟ ଜଗନ୍ନାଥ 🙏❤️
ମୋର ପୁରୁଣା ସ୍ମୃତି ମନେପକେଇଥିବାରୁ
ବହୁତ୍ ବହୁତ୍ ଧନ୍ୟବାଦ୍ ......🙏🙏🙏🙏🙏🙏
ବହୁତ୍ ଗର୍ବ ଏବଂ ଗୌରବ ଲବ ଭାଇ ଓଡ଼ିଶା ପାଇଁ❤❤❤❤
ଲବ ଭାଇ ଓଡ଼ିଶା ର real hero thank u brother ❤❤❤
ଯୁହାର ଲବ ଭାଇ 🎉🎉 ବହୁତ ସୁନ୍ଦର ଆମର ଓଡ଼ିଶାର ସିନ୍ ଆଫ୍ରିକା ଇନ୍ଡୋନେସିଆ କେନିୟା ସବୁ ଅନୁଭୁତି ସବୁ ଅନୁଭବ ଏଇଠି ବହୁତ ସୁନ୍ଦର ଆଉ ସେ ମାନଙ୍କୁ ଧନ୍ୟବାଦ ଭାଇ
ଭାଇ ବହୁତ ହିଁ ଭଲ ଲାଗିଲା ❤❤❤ ଆମ ଓଡିଶାରେ ଏତେ ଭଲ ଜିନିଷ ଅଛି !!! ଜାରି ରଖନ୍ତୁ
ସତରେ ଭାଇ ଜାଗା ଟି ବହୁତ୍ ସୁନ୍ଦର ଅଛି ❤ ମୁଁ ଶୁଣିଥିଲି ସେଠି କାର ଲୋକ ମାନେ ବହୁତ୍ ଭଲ ବୋଲି ହେଲେ ଆଜି ଭିଡିଓ ଦେଖିଲା ପରେ ଜାଣିପାରିଲି ସତରେ ସେଠିକାର ଲୋକ ମାନେ ବହୁତ୍ ଭଲ ❤ଧନ୍ୟବାଦ 🙏
ପ୍ରକୃତରେ ଲବ ଭାଇ ଓଡ଼ିଶାର ଗର୍ବ ଓ ଗୌରବ 🎉😊❤
ଆଦିବାସୀ ନାଚ ସବୁଠାରୁ ନିହାରା ନାଚ। I ❤ ଆଦିବାସୀ ।🌲🌲।।
ମାଲକାନଗିରିକୁ ଆସିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଲବ ଭାଇ 🥰🥰
ଆମ ଓଡ଼ିଶା ରେ ଏମିତି ଅଛି ମୁଁ ଟିକିଏ ବି ଭାବିନଥିଲି ଧନ୍ୟବାଦ ଭାଇ
ଜୟ ଜଗନ୍ନାଥ....ଜୟ ଓଡ଼ିଶା ...ଜୟ ଆଦିବାସୀ ବଣ୍ଡା ଆଦିବାସୀ ମାନେ ବହୁତ ଶାନ୍ତ ସରଳ, ବହୁତ ସୁନ୍ଦର ଲାଗିଲା ଭିଡିଓ ଦେଖେଇ ଥିବାରୁ thank you so much ଲବ ଭାଇ
ଭାଇ ଏହି ଭିଡିଓ ଦେଖିକି ବହୁତ ଖୁସି ଲାଗିଲା,, ଜାଣି ନଥିଲି ଆମ ଓଡ଼ିଶାରେ ଏହି ଭଳି ଜନଜାତିର ଲୋକମାନେ ଅଛନ୍ତି ବୋଲି,, ଯାହା ହେଉ ତମ ପାଇଁ ଆଜି ଜାଣିଲି, ତେଣୁ ମୁଁ ଆପଣଙ୍କୁ ,,,ବହୁତ ବହୁତ ଧନ୍ୟବାଦ ଜଣାଉଛି । ❤❤❤
ଆମର ଭାଷା କଥା ଶୁଣି କି ବହୁତ ଭଲ ଲାଗିଲା ଲବ ଭାଇ ❤❤❤
ବହୁତ ସୁନ୍ଦର ଲବ ଭାଇ ବହୁତ ଖୁସି ଲାଗିଲା ଏଭଳି କାମ କରିଚାଲିଥାଅ ନ୍ତୁ ଭଗବାନ ନିଛୟ ମିଳିବ
ଲବ ଭାଇ ପାଇଁ ଗୋଟେ like 👍 ହଉ 🥰🥰
ଲବ ଭାଇ ଆମ ପାଇଁ real HERO ❤❤ LOVE U LABA BHAI❤❤❤
ବହୁତ ଭଲ ଲବ ଭାଇ ଆମ ଓଡିଶା ରେ ବି ଏମିତି ଯାଗା ଅଛି ଆମେ ବହୁତ ଗର୍ବ କରୁଛୁ ଆପଣଙ୍କ ପାଇଁ ଆମେ ସବୁ କିଛି ଜାଣି ପାରୁଛୁ
ମୁଁ ମାଲକାନଗିରି ରୁ ଦେଖୁଛି.. ଧନ୍ୟବାଦ ଆପଣ ଆମ ମାଲକାନଗିରି ଜିଲ୍ଲା ର କଳା ସଂସ୍କୃତି କୁ ଲୋକଲଚନ କୁ ଆଣିଛନ୍ତିଓ ଏତେ ସୁନ୍ଦର ଭିଡ଼ିଓ ବନାଇଛନ୍ତି ❤❤
ବହୁତ ଭଲ ଲାଗିଲା ଆମ ଓଡିଶା ର ଏତେ ଅଛନ୍ତି ଆଦିବାସୀ ସମସ୍ତଙ୍କ ପରମ୍ପରା ବହୁତ ଭଲ ଲାଗେ, କିନ୍ତୁ ଆପଣ ଜଣେ ଲୋକ ସବୁ ଆଦିବାସୀ ଙ୍କ ପରମ୍ପରା ଆମ ମାନଙ୍କୁ ଦେଖାଉ ଥିବାରୁ ବହୁତ ବହୁତ ଧନ୍ୟବାଦ 🙏🙏🙏🙏🙏
Thank you so much Laba Sir 🙏 ଆମ malkangiri କୁ ଆସି ସବୁ ଜାଗା ବୁଲି ବୁଲି ଆମ culture and tradition, ଆଉ ଆମର ରହିବା ଘର,costume design ସବୁ ଏତେ କଷ୍ଟ କରି ଲୋକଲୋଚନ କୁ ଆଣିଲ ଆଉ ଏହି vdo ମାଧ୍ୟମରେ ସମସ୍ତଙ୍କୁ ଦେଖେଇଲ so we are very proud of you ❤
ଲବ ଭାଇ ମାଲକାନଗିରି ରେ ଆସୁତିବାରୁ ଧନିଅ ବାଥ ❤❤❤
ମା ମାଉସୀ ମାନକ ଭଲ ପାଇବା ଦେଖି ମୋତେ ବହୁତ କୁସି ଲାଗିଲା, ଓ ଲବ ଭାଇ ଆମ ଆଦିବାସି କତା ବି କୋହିପରୁଚି ବହୁତ ଖୁସି ର କତା,❤❤❤❤
Respect button for Naveed Bhai, He is such a nice & Hardworking person You are so good I like you Bhai l love you Broo❤❤❤❤❤❤
ଲବ ଭାଇ କେତିବେଳ ଆଫ୍ରିକା କେତିବେଳ ଓଡ଼ିଆ ଅଉ କେତିବେଳ ଦୁବାଇ ଆମକୁ ବହୁତ୍ ଭଲ ଭଲ ଜୀନୀଷ ଦେଖାନ୍ତି ବହୁତ୍ ବହୁତ୍ ଧନ୍ୟବାଦ୍
ଚତୁର୍ଥ ଶ୍ରେଣୀ ସାହିତ୍ୟ ବହିରେ ଥିବା "ସେମାନେ ଆମ ଭାଇଭଉଣୀ "ବିଷୟ କଥା ମାନେ ପଡ଼ିଗଲା 😊
Yes you are right
Sata katha mate b mane padi gala 😊
ହଁ ଭାଇ ସତରେ
ସତରେ ଭାଇ ଓଡ଼ିଶା ର ଗୌରବ ଲବ ଭାଈ ପାଇଁ ❤🙏🙏🙏
ଫ୍ଲିମ ସୁଟିଂ କଲେ ଦମନ ବି ପଛରେ ପଳେଇବ ଲବ ଭାଈ 👍
Right✔✔✔
Yes
Chal be
Yes
Right bro ❤❤❤❤
ଆମ ଅଞ୍ଚଳର ସଂସ୍କୃତି ପରମ୍ପରା କୁ ଦେଖାଇ ଥିବାରୁ ହୃଦୟରୁ ଆନ୍ତରିକ ଧନ୍ୟବାଦ ଜଣାଉଛି ସାନ ଭାଇ l ଶୁଭେଚ୍ଛା ଶୁଭକାମନା 🙌🙌🙌❤️ଜୟ ଜଗନ୍ନାଥ l
Tribal culture of Odisha ❤❤❤ salute
ବହୁତ ସୁନ୍ଦର ହୋଇଛି ଏହି ଐତିହାସିକ ତଥ୍ୟ ସଂଗ୍ରହ କରି ତୁମ୍ଭ କୁ ଧନ୍ୟବାଦ ❤❤❤
ବହି ରେ ଖାଲି ଗୋଟେ ଫୋଟୋ ଟେ ଦେଖିଥିଲି ଆଜି ଆଖିରେ ଦେଖିଲି 😄❤❤❤❤
ସତ କଥା ଭାଇ 😂
Malkangiri aasa bhai bhulibaku jiba ❤
😂😂😂😂
ନା ନା ଆଜି mobile ରେ ଦେଖିଲ 😂
@@subashkansari3996 ku village tomor
Your video should come daily, so that people should know about the tribal culture of malkangiri. Love from jeypore District Koraput
କେଉଁ ମାନେ ଚାହୁଁଛନ୍ତି ଯେ ଲବ ଭାଇ ଙ୍କୁ ନେଇ ଏକ ଓଡ଼ିଆ ଚଳଚ୍ଚିତ୍ର ହେବା ଦରକାର୍ ।
(କମେଣ୍ଟ୍ କରନ୍ତୁ।)
Ha mu bi semiti chahuchi
Laba bhai gote film Kariba katha
ଲବ ଭାଇଙ୍କ ସଂଘର୍ଷପୂର୍ଣ୍ଣ ଜୀବନକୁ ନେଇ ଏକ ଚଳଚ୍ଚିତ୍ର କରାଯାଉ l🌹❤️
Yes
Yes
ଭାଇ ଏତେ ପରିଶ୍ରମ କରି ଆଦିବାସୀ ସହିତ ମିଶି ଥିବାରୁ ଧନ୍ୟବାଦ 🙏
I liked the Bonda tribe culture very much Laba bhai 🙏
I am from Malkangiri ❣️
I❤ Malkangiri
💯💯💯💯
I am Laba hansada big Fan
ଲବ ଭାଈଙ୍କ Drone shoot amezing 😮 ବଡ଼ ବଡ଼ filim ବି ଫେଲ୍ ମରିଯିବ
ଆମ ମାଲକାନଗିରି ❤❤❤
ମୋର ଛୋଟ ବେଳରୁ dream ଥିଲା ମାଳ୍ କାନ୍ ଗିରି ର ଏଇ ବଣ୍ଡା ପାହାଡ଼ କୁ ଯିବା ପାଇଁ ଯାହା ହେଉ ଆଜି ମୋର ସ୍ଵପ୍ନ ପୂରଣ ହେଲା ଲବ ଭାଇ ବହୁତ୍ ଖୁସି ଆଜି ଧନ୍ୟବାଦ୍ ଭାଇ
ଲବ ଭାଇ ଆପଣ ଙ୍କ ଭିଡିଓ ଗୁଡା କ ଭାରି ଭଲ ଲାଗୁଚି , ଆପନ୍ ଭାରତର ସବୁ ରାଜ୍ୟ ଓ ସାରା ପୃଥିବୀ ପରିକ୍ରମା କରନ୍ତୁ ଭିଡିଓ ବନାନ୍ତୁ,,👌👌👌👌👌👍👍👍👍👍
ବହୁତ୍ ସୁନ୍ଦର୍ ଭାବରେ ଆଦିବାସୀ ସମ୍ପ୍ରଦାୟ ର ସଂସ୍କୃତି ଓ ପରମ୍ପରା କୁ ଦେଖାଇଥିବା ରୁ ଧନ୍ୟବାଦ୍, ଜୟ ଜଗନ୍ନାଥ।
Drone short is also amazing & fantastic 😍❤
ଭୂମିର ଶବ୍ଦ ଅଲଗା ପ୍ରକାର ଲବ ଭାଇ ❤❤
Videography and BGM is osmm ❤❤❤
ବହୁତ ଆନନ୍ଦ ଲାଗିଲା ଭାଇ ଦିଲ୍ ଖୁସ୍ ହେଇଗଲା
ମସ୍ତ ହେଇ ଛେ ଲବ ଭାଇ.. ଏନ୍ତା ଭିଡିଓ ମାନେ ଦେଖବାର ଲାଗି ଭଲ ଲାଗୁଛେ ମୋର ଭେ...❤❤
Kenta acho ho dada 🙏
ବହୁତ ସୁନ୍ଦର ଲବ ଭାଇ
ଜୟ ଆଦିବାସୀ,ଲଭ ଭାଇ ଆପଣଙ୍କ ପାଇଁ ଆମେ ଗର୍ବିତ। ନିର୍ଦ୍ଦେଷ୍ଟତା ଥିଲା ଶିଶୁ ଯତ୍ନ,ବାଲି ପାହାଡ ଓ ଖଣ୍ତା ର ରହସ୍ୟ ଅଟେ।
ଲବ ଭାଇ ତୁମକୁ ବହୁତ ବହୁତ ❤❤ ଭଲ ପାଇବା।ବହୁତ ଭଲ ଉପସ୍ଥାପନା ବଣ୍ଡା ଜନ ଜାତି ଉପରେ। ମୋ ଜାଣିବାରେ ଆପଣଙ୍କ ପାଇଁ ଓଡିଶା ର ଘରେ ଘରେ ବଣ୍ଡା ଜାତି ପରିଚିତ ହୋଇଯିବେ।❤❤❤❤❤
Great sister. Great work. I love this culture ❤
Odisha re emiti jaga achi dekhiki mu sock hegoli 😮 thanks brother tame emiti video upload Karilo 👍🚩🙏
Video is very beautiful and scenery. Thank u bhai making this video 🎉🎉❤❤❤❤love u bro ❤️
ଭାଇ ଆପଣଙ୍କ ଭିଡିଓ ଦେଖି ବହୁତ କିଛି ଶିଖିବାପାଇଁ ମିଳୁଛି ଧନ୍ୟବାଦ ❤❤❤
ସତରେ ଆପ୍ରିକା ବାସିନ୍ଦା ପରି ଦେଖାଯାଉଛନ୍ତି
Good,labababu,semananku,sachetana,karantu,vidio,maadhyamare,semankara,asubidha,sarakaranku,janaantu,thanks
Odishara traditional super...I love odisha❤❤❤❤❤
Lobo bhai 4th dekha hebo tamo saho amo ମୟୁରଭଞ୍ଜ ବାରିପଦା re 🥰🥰🥰
ମାଉସୀ ମାନଙ୍କର ସାଙ୍ଗରେ ମିଶି ହାଣ୍ଡିଆ ପିଇବା ପାର୍ଟ ଟା ଭଲ ଲାଗିଲା । ଆଉ ସବୁତ ଭଲ❤
ଲବ ଭାଇ ଓଡ଼ିଶା ର ନୂଆଁ ନୂଆଁ culture ଦେଖେଇବାରୁ ବହୁତ ବହୁତ ଦନ୍ୟବାଦ.....
ବହୁତ ସୁନ୍ଦର ଲାଗିଲା ସମସ୍ତଙ୍କୁ
ଭିଡିଓ ଟି ବହୁତ ସୁନ୍ଦର ଲାଗିଲା, ଆଦିବାସୀ ବଣ୍ଡାଘାଟ ଲୋକଙ୍କ ବେଭାର ବହୁତ ଭଲଲାଗିଲା,ଜୟ ଜଗନ୍ନାଥ,
Unique and rich culture.Keep it up.Johar
ଲବ ଭାଇ କୁ ମୋ ତରପରୁ ବହୁତ୍ ବହୁତ୍ ଧନ୍ୟବାଦ୍ ଜଣାଉଛୁ । ଯେ କି ନିଜେ ଜାଇ ଅନ୍ୟାନ ଗାଆଁ ବୁଲି ପୁରୁଣା ସୃତି ଫେରେଇ ଆଣିଲେ ❤️❤️
So Beautiful Video and very nice Culture in our Odisha ❤❤❤❤
Bahut khoob sundor aar amar Bonda tribe. Johar Dada.🙏🏼👍.
ବହୁତ ସୁନ୍ଦର ଲାଗିଲା ❤❤❤
ଭଲ ଲାଗିଲା। ଓଡିଶା ର ସବୁ ଜାଗାର ଆଦିବାସୀ ଜାତି ସମ୍ପ୍ରଦାୟର ଭିଡିଓ ଦେବାକୁ ଅନୁରୋଧ 🙏
ଲବ ଭାଇ balangir ଆଶ । ଭାଈ ତୁମର ଭିଡ଼ିଓ ବହୁତ୍ ଭଲ ଲାଗେ
ଲବ ଭାଇ ପାଇଁ
Rockey bhai bahut sundar kahiki nija ku express kale ❤
ବହୁତ୍ ସୁନ୍ଦର୍ 🥰🥰🥰😘😘😘😘😘😘😘😘😘😘😘😍😍♥️♥️😊😊😊😊😊😊
ବହୁତ ଭଲ ଲାଗିଲା ଆମ ଓଡ଼ିଶାର ସଂସ୍କୃତି ଭିଡିଓ
Am also adiwasi from keonjhar ❤ Mayurbhanj 😊agaru bahut guilty feel hua j mu adiwasi boli ,bcz aii samaja bahut kharaff kuhanti ama culture ku😊😊but abe proud feel heuchi❤❤❤
Video dakhila lagech I africa pari nice dance bhai❤❤️
Thank you
Thank you so much bhai❤❤❤Jay jagannath❤❤❤Maind Browning❤very interesting Historical beautiful video.❤❤❤❤
Bhalo haichi bhi video♥️♥️♥️♥️👍🏻👍🏻👍🏻👍🏻👍🏻🙏🙏🙏🙏
❤u laba Bhai ସତରେ ତମେ ମହାନ୍ 👏👍
ଭାଇ ମୁ nabarangpur CHANDAHANDI ରୁ
ମୁଁ ତମର ସବୁ video ଦେଖେ
Beautiful scenery ❤
Bahut bhala lagila laba bhai 👌👌👌👌👌
Great culture in odisha of bonda tribe...very interest views give to us..very very thnks..laba babu..
ଓଡ଼ିଶା ରେ ଲବ ଭାଇ ସବୁଠୁ ଆଗରେ ।
ଲବ ଭାଇ ପାଇଁ ମୁଁ ଆଜି ଓଡ଼ିଶାର interesting ଜାଗା ଦେଖିଲି ।
ବଣ୍ଡା ପାହାଡ଼ ମୁଁ ବହି ରେ ପଢୁଥିଲି ପଞ୍ଚମ ଶ୍ରେଣୀ ରେ ❤❤❤❤
Loba babu thank you for adventure ❤️❤️🌹🌹
You are a real hero laba bro thank you Dil se ❤❤❤❤
ଲବ ଭାଇ ତମ video ବହୁତ ବଲ ଲଗେ ମୁ କନ୍ଧମାଳ ରୁ କହୁଛି
Bahuta Dhanyawaad....very good concept.....Thanks for sharing the experience
ଜୟ ଶ୍ରୀ ରାମ ❤❤❤❤
ବହୁତ ବଢିଆ ଲବ ଭାଇ
ଲବ ଭାଈ ଆମ ଗାଁ ଦେଇକି ଯାନବାଇ ଯାଇଥିଲା ଏଲେ ବେଟ ହେଇପାରିଲିନି ବହୁତ ଦୁଃଖିତ 😔😔😔
Next try
ଭାଇ ଏ କଉ ପ୍ରକାର ଭାଷା
ମୁଁ କିଛି ବୁଝି ପାରୁନି
ଟିକେ ବୁଝାଇ ବେ କି
Your shoot mindblowing LABA bhai love yours video
Village views dekheila bele gute happy feeling bala background music dele amakubi feel haba jemiti ame seithy achuu 🙏
Ae video ta dekhi ki bahuta bhala lagila🥰🥰🥰