ଧାନ ତଳିଘରା ପ୍ରସ୍ତୁତ ପୂର୍ବରୁ କେଉଁସାର ପ୍ରୟୋଗକରିବାPaddy nursery

แชร์
ฝัง
  • เผยแพร่เมื่อ 15 ต.ค. 2024

ความคิดเห็น • 32

  • @premanandaram
    @premanandaram ปีที่แล้ว +1

    Very. Good. News

  • @babuludhurua6959
    @babuludhurua6959 ปีที่แล้ว

    Sir🙏ବହୁତ ସୁନ୍ଦର ଲାଗିଲା

  • @asishpurohit5263
    @asishpurohit5263 ปีที่แล้ว

    ବଢିଆ

  • @sibasankarraita4160
    @sibasankarraita4160 ปีที่แล้ว

    Good

  • @soumyaranjanjena9915
    @soumyaranjanjena9915 ปีที่แล้ว +1

    Very good information 🎉🎉

  • @amarendradalai965
    @amarendradalai965 ปีที่แล้ว +1

    Good information sir

  • @rajeshranjansenapati6022
    @rajeshranjansenapati6022 ปีที่แล้ว +3

    thank you sir

  • @giridharidandasena4034
    @giridharidandasena4034 ปีที่แล้ว

    Dhan roila bele emonia fosfate dele faida ta kana hesi sir

    • @krushisampada
      @krushisampada  ปีที่แล้ว

      Ammonium phosphate ମିଶ୍ରିତ ସାର ଯେଉଠିଥିରେ Nitrogen ଓ phosphorus ରହିଛି
      ।ଏହା ମାଟିରେ ଧୀରେ ଧୀରେ ମିଶି ଫସଲ କୁମିଳିଥାଏ। urea ସାର ପରି ଶୀଘ୍ର ନଷ୍ଟ ହୋଇ ନଥାଏ।

  • @ranjeetjena6854
    @ranjeetjena6854 ปีที่แล้ว +2

    ସାର୍ ନମସ୍କାର 🎉 , ବହୁତ ସୁନ୍ଦର ଲାଗିଲା

  • @birajrout6831
    @birajrout6831 ปีที่แล้ว

    DAP ଆଉ GROMMOR Feltilizer କଉ ଟା ଭଲ ଫାଇଦା ହେବ ଧାନ ଫସଲ ପାଇଁ Sir

    • @krushisampada
      @krushisampada  ปีที่แล้ว +1

      DAP ରେ 18 ଭାଗ Nitrogen ଓ 46 ଭାଗ Phosphorus ରହିଛି।ସେହିପରି Grommer 28:28:0 ରେ 28ଭାଗ Nitrogen ଓ 28 ଭାଗ Phosphorus ରବିଛି।ତେଣୁ ଅନୁମୋଦିତ ପରିମାଣ ର ସାର ପ୍ରାୟୋଗ ସମୟରେ ହିସାବ କରି ସାର ଅଳ୍ପ ବହୁତ ଦିଆଯାଏ।

    • @birajrout6831
      @birajrout6831 ปีที่แล้ว

      @@krushisampada Sir ନମସ୍କାର ମତାମତ ଦେବା ପାଇଁ

  • @TECHWITHDEBASHISH
    @TECHWITHDEBASHISH ปีที่แล้ว

    ସାର୍ ବାଇଗଣ ଗଛ ଝାଉଁଳି ମରୁଚି, କିଛି ପ୍ରତିକାର ଯାହାକି୧୦୦% କାମ ଦବ

  • @sapankumaracharya7267
    @sapankumaracharya7267 ปีที่แล้ว +1

    Sir mati utha bilare tali pakei hebaki Matti Pura hard achhi kemiti Kari heba tk kuhantu plz

    • @krushisampada
      @krushisampada  ปีที่แล้ว +1

      ମାଟି ଉଠିଥିବା ଜମିରେ ସାର ଅଣୁ ସାର ଅଭାବ ଥାଏ।ସେଥିପାଇଁ ଜୈବିକ ସାର ବା ଗୋବର ଖତ ପ୍ରାୟୋଗ କରନ୍ତୁ।ଜୈବିକ ସାର BIOZYME ଗୁଣ୍ଠ ପ୍ରତି 400gm ପ୍ରାୟୋଗ କରନ୍ତୁ।DAP ଓ POTASH ସାର ପ୍ରାୟୋଗ କରି ଧାନ ତଳି ପକାନ୍ତୁ।

    • @sapankumaracharya7267
      @sapankumaracharya7267 ปีที่แล้ว

      Thanks sir

  • @srittamraut9999
    @srittamraut9999 ปีที่แล้ว

    ସାର ନମସ୍କାର ,
    ମୋର ନଡିଆ ଫଳ ଛୋଟ ହେଉଛିଗୋଲ ହେଉନି ଲମ୍ବ ହେଉଛି ପାଣି ୧୦୦ଗ୍ରା ରହୁଛି ,କଣ କଲେ ଏ ସମସ୍ୟା ର ସମାଧନ ହେବ କହିବେ ।

    • @krushisampada
      @krushisampada  ปีที่แล้ว +1

      ନଡ଼ିଆ ଫସଲରେ ସାର ଓ ଅଣୁ ସାର ର ପରିଚାଳନା କରାଗଲେ ନଡ଼ିଆ ରେ ଭଲ ଫଳ ଓ ବଡ଼ ପଇଡ଼ ହୋଇଥାଏ।ସେଥିପାଇଁ ଗଛ ମୁଳରୁ 3ft ଛାଡି 1ft ଓସାର ଓ 6ଇଞ୍ଚ ଗଭୀର ନାଳ କରନ୍ତୁ।ଗଛ ପ୍ରତି 3ଝୁଡ଼ି ଗୋବର ଖତ ପ୍ରାୟୋଗ କରନ୍ତୁ।ଗଛ ପ୍ରତି 800gm DAP 600gm Urea ଓ Potash 2kg କୁ 2ଭାଗ କରି ଵର୍ତମାନ ଥରେ ଓ September -october ମାସରେ ଥରେ ପ୍ରାୟୋଗ କରନ୍ତୁ।Boron ଅଣୁସାର Borax କୁ ଗଛ ପ୍ରତି 200gm ହିସାବରେ 3ବର୍ଷରେ ଥରେ ପ୍ରାୟୋଗ କରନ୍ତୁ।ନଡ଼ିଆ ଫୁଲ ଆସିବ ସମୟରେ Planofix hormone କୁ 4lit ପାଣିରେ 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।

    • @srittamraut9999
      @srittamraut9999 ปีที่แล้ว

      @@krushisampada ସାର ନମସ୍କାର , ମତାମତ ପାଇଁ ଧନ୍ୟବାଦ

  • @debaprasanbiswal1504
    @debaprasanbiswal1504 11 หลายเดือนก่อน

    ସାରେ ଆପଣଙ୍କ ପୋନ ନମ୍ବର ଟିକେ ଦେବେ ଆମେ। ଟିକେ କଥାହବୁ

  • @sanjulatabehera9707
    @sanjulatabehera9707 ปีที่แล้ว +1

    Sir potal re mula pacha heochi kan dele bhala heb

    • @krushisampada
      @krushisampada  ปีที่แล้ว

      Ridomil gold lit ପ୍ରତି 2.5gm ବା Amistar top lit ପ୍ରତି 1ml ହିସାବରେ ମୂଳକୁ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।

  • @bhubaneswarchhatria2494
    @bhubaneswarchhatria2494 ปีที่แล้ว +1

    Sir 🙏 Good information

  • @sarbeswarrana1475
    @sarbeswarrana1475 10 หลายเดือนก่อน

    Sir phone diantu please

  • @LandabhaiLanda
    @LandabhaiLanda ปีที่แล้ว

    Sir apananka mobail number tike daun