କଥା ପ୍ରବଳ କାମ ଦୁର୍ବଳ JTS High court order ଅନୁଯାୟୀ joining ଦେଉ ନାହାନ୍ତି OSEPA and edu minister ଚୁପ୍ ମିଡିଆ ଆଗରେ ବଡ଼ ବଡ଼ କଥା କହିଲେ ହେବନି ଏପଟେ kahuchhanti 62k teacher post vacant
Khali sc st pila chakiri paiba au ame general pila jibu kuade kota system uthei samastanku saman akhire dekha reservation joudina india ru uthiba india adhika develope kariba
Age relaxation ta unlimited na hele 50 years kale tike bekar candidates mannku opportunity miliba apply kariba pain .so ethi pain Chief Minister kun nibedana
Ya hauchanti sei government jiaki pilathu osstet certificate download pai rs 200 nauchi but certificate download or print option nahi ,and OTET apply vai 2 Guna increase money heichi au apana Mane yanku believe karuchanti ja emane vacancy bahar kariba
CM sirnku Anurodh Sir ANM ra 15000post khali padichhi Request Amaupre dayakarantu Ame kjrpila 12yrs wait kalu i age badhichalichhi post baharinahi new recruitment bahar karai exam karantu plz sir🙏🙏🙏🙏🙏🙏
Khali katha re And first sc,st reservation ku uthao And jau pila Mane govt job re Thai ki sei level govt job exam dau6anti tanku ban kara jau And lastly curruption ku band kariki huge requirements bahara karajau
Han jahara chinha parichita thiba jia sc st heithiba nachet general re jia bada loka heithiba nachet jahara political re chinha thiba aau amaku ethi kou miliba exam dele bi fail amaku kara heba
Katha ta samaste kahuchhanti... Hele kama belaku kehi nahanti.. A paryanta joining karinahati.. Khali j jia joining paiba se kastare nahi ta pura paribara chintita achhantii. Ame nua sarakara ku swagata karuchhu ..hele bhagya ra bidambaana j nijukti heiparini ..chakiri te laguchhi court re dia jauchhi..nija parisram ra kichhi mulya nahi..🥺🙏🏻🙏🏻😊
ଏତିକି request କରୁଛି ଯେ ଯେମିତି Exam Question paper leak ନ ହେଉ ଏବଂ ତା ସହିତ ଯେତେ ବି ପଦବୀ ଖାଲି ଅଛି ତାକୁ ଯେମିତି କୀ କୌଣସି ଦଲାଲ ମାଧ୍ୟମ ରେ ଟଙ୍କା ଦେଇକି ସିଟ୍ ବୁକ୍ କରା ନ ଯାଉ|| proper way re exam conduct କରାଯାଉ ଓ ମାର୍କ basic re re selection ହଉ ।।।।। ଏତିକି ମୋ ତରଫରୁ ଅନୁରୋଧ ।।।।।। 🙏BJP 🙏
Absolutely right 👍
Right bhai😢😢😢
Right 💯
Right 👍
❤❤❤
ସରକାର ନିଯୁକ୍ତି ଦେଲା ପରେ ଖବର ପ୍ରସାରଣ କର ଲୋକେ ବିଶ୍ୱାସ କରିବେ..👈
😀😀😀😀😀😀😀😀
Ryt
Very good..but OSSTET certificate download କରିବାକୁ 200 ଟଙ୍କା ଆଉ OTET exam 600 ରୁ 900 କରିଦେଲ । ପିଲା ମାନଙ୍କ ଠାରୁ revenue collection କରୁଛନ୍ତି। ପିଲାମାନେ ଚାକିରୀ କରିନାହାନ୍ତି ବୋଲି Job ପାଇଁ apply କରୁଛନ୍ତି। ଆପଣ job apply ପାଇଁ ଏତେ ଟଙ୍କା ନେଲେ ପିଲା ଆଣିବେ କେଉଁଠୁ।
It's happened incidentally by bjd government not by BJP GOVERNMENT
Kn hela seuthi
Tu post varile pakeibunu to govt jebe asiba pakeibu form hela
Tu form pakana Paisa paduchi... Chahiki rahita ..
@@brahma1994vlogs mo pakhare money achhi mu bikila nuhe🤣🤣
ଦିଆଯିବ ବୋଲି ଘୋଷଣା କର ନାହିଁ, ଦେଇକି ଘୋଷଣା କର।
Right 👍
Ghar ku ani dia chakiri order
Aare mg order hoichi pora
Your right
Are bhaina amene para #godi_media😂😂😂
ଜିଲ୍ଲା ସ୍ତରୀୟ ପଦବୀ ଗୁଡିକୁ ଜିଲ୍ଲା ସ୍ତର ରେ ଚୟନ କଲେ ଭଲ ହେବ. 2:21
ବୟସ ବଢି ଯାଉଛି ସରକାରଙ୍କୁ ଅନୁରୋଧ
😂
କମ୍ ପାଠ ପଢ଼ିଲା ପିଲା ମାନଙ୍କ ପାଇଁ ପିଅନ ଚାକିରୀ ଅଧିକ ବାହାର କରନ୍ତୁ ମୁଖ୍ୟ ମନ୍ତ୍ରୀ ସାର୍
👍
Hmm
U are right 👍
Right
Ekdum right sir
ଗ୍ରାମ ସାଥୀ କଥା ବୁଝ ❤❤❤❤❤ ସବୁ college ରେ guest lecturer ଅଛି ❤❤❤committee ଗଠନ କର college ଦୁର୍ନୀତି ଜାଣିବ
କଥାରେ ନୁହେଁ କାମରେ ଦେଖାଅ କହିବା ବହୁତ୍ ସହଜ ୧ ଲକ୍ଷ ନିଯୁକ୍ତି ଦେଲେ ଓଡ଼ିଶା ର ପ୍ରତ୍ୟେକ ପାଠୁଆ ଭାଇ ଭଉଣୀ ଆଉ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ପଡ଼ିବନି
ଜୟ ଜଗନ୍ନାଥ 🙏🙏🙏🙏
Kamare Kariba pain age kahibaku bhi haba nah kn kn plan achi hau dekha jau agaku kn hauchi
ଖାଲି ଭାଷଣ କି ସତ ହେଉଛି କେଜାଣି, ବହୁତ ସ୍ବପ୍ନ ଦେଉଛି ମହୋନ ସରକାର 👌👌
ଆଉ ଆଉଟ ସୋରସିଂ କୁଆଡେ ଯିବୁ ଦୟାକରି ଆମକଥା ବୁଝନ୍ତୁ ଏତେ ବର୍ଷ ବିତିଗଲାପରେ ଅନ୍ୟ ଚାକିରୀ ଦେଖିଲା ବେଳକୁ ଭିକାରି ହେଇଯାଇଥିବୁ ଏବେ ଏଜେନସି ଡ଼ରିକି ଆଉ ଦରମା ଦେଉନାହିଁ
ଓଡ଼ିଶାର ସମସ୍ତ ବେକାର ଯୁବକ ଯୁବତୀଙ୍କୁ ସରକାରୀ ଚାକିରୀ ଯୋଗାଇ ଦିଆଯାଉ।
କଥା ପ୍ରବଳ କାମ ଦୁର୍ବଳ
JTS High court order ଅନୁଯାୟୀ joining ଦେଉ ନାହାନ୍ତି
OSEPA and edu minister ଚୁପ୍
ମିଡିଆ ଆଗରେ ବଡ଼ ବଡ଼ କଥା କହିଲେ ହେବନି
ଏପଟେ kahuchhanti 62k teacher post vacant
Nn
୩ ମାସ ପରେ କିଏ ଦେଖୁଛ???
ଗପ ପରି ଲାଗିଲା ନିଯୁକ୍ତି ରେ ସବୁବେଳେ ପଛରେ ଓଡିଶା... ଏବେ କଣ କରୁଛନ୍ତି ସରକାର ଆମ ପାଇଁ ଦେଖାଯାଉ
District anusare ନିଯୁକ୍ତି ଦିଆଯାଉ 😂😂😂
ଡିପ୍ଲୋମା ଏବଂ iti ପିଲା ଏବେ ବେକାର ସେମାନଙ୍କ କଥା କେବେ ବୁଝିବେ cm sir 🙏
Diploma iti private re job karibe
ତୋ ବାପା ର ବାହାଘର ପରେ କେତେ ଦିନ ରେ ଜନ୍ମ ହେଇଥିଲୁ
Tpsodl discoms 15 barsa 20 barsa hala ladder man aou PSS pilanko pai kon karucho tanko pai....mohan sir cm
ଚାଲୁଣି କହୁଚି ଛୁଞ୍ଚି କୁ ତୋ ଗାଣ୍ଡିରେ ଗୋଟେ କଣା
Write bro 😊
୮ମାସ ଧରି ପରୀକ୍ଷା ସାରି ରହିଥିବା କନିଷ୍ଠ ଶିକ୍ଷକ ନିଯୁକ୍ତି ଶୀଘ୍ର ଦିଅନ୍ତୁ ସରକାର ଏହା ପ୍ରସାରଣ କର🎉🎉🎉🎉🎉
Thik kothaa😊😊
ହୃଦୟରୁ ଆପଣଙ୍କୁ 🙏🙏🙏🙏 ମୋହନ ସାର
Jagannath apanankara mangal karantu mohan sarakar,🙏🏻🙏🏻🙏🏻
Aji ae katha suni bahut khusi lagila 🙏
Good work....CM majhi....keep it up
ଜଦି ଏମିତି ହୁଅ ତା ହେଲେ ଆମେ ପରୀକ୍ଷ୍ୟାଥୀ ବହୁତ ଖୁସୀ habu🙏
We welcome this kind of step🎉🎉
ସରକାରୀ ଚାକିରି ସୀମା କୁ ୧୦ ବର୍ଷ ବୟସରେ ସୀମିତ ରଖାଯାଉ ।ତାହାଲେ ଯାଇ ସମସ୍ତେ ଚାକିରୀ କରିପାରିବେ 👍👍👍
Pila path padhle chakri paibe k chakiri sima 10 barsa kle chakiri paibe
Jn mane e bhabana rakhuchha se mankar lgi AGNIVEER joyana bahara haichhe
Good news for Odisha students
ପାଠ ପଢ଼ ହାର୍ଡ work କର then ଚାକରି ନିଅ ଯଦି ବି ନ ହଉଚି ସେଇ ଜାଗା ଭରଷା
ଏ କଥା କଥା ହିଁ ରହିଯିବ
ବ୍ୟବସାୟ ପାଁଇ ଋଣ ଦିଅନ୍ତୁ ଚାକିରୀ ଆପେ ଆପେ ସୃଷ୍ଟି ହେବ
ଆଗ ୨୦ ଚାକିରୀ ଶିକ୍ଷକ ଯୋଉ ପାଇଛନ୍ତି ଦିଅନ୍ତୁ
Nahi sir aga police job
@@satrughnamallick9250 ଫମ୍ପା ମାଠିଆ ସରକାର ୨୦୧୪ ୨ କୋଟି ଚାକିରୀ କଥା ମନେ ପକାଅ ଆଉ ତାପରେ ବିଜେପି ଶାସିତ କୈାଣସି ରାଜ୍ୟରେ ନିଯୁକ୍ତି ଦିଆଯାଉନି
Jaiki Navin ku maag
@@vidhanchandrasahu1185 ପାଗଳ ଟା କିରେ ତୁ
ଧନ୍ୟ ବାଦ ସାର ଆପଣଙ୍କ ପାଇଁ ଆମେ ଗରିବ ପିଲା ନିଜ ଗୋଡ଼ରେ ଛିଡ଼ା ହୋଇପାରିବୁ 🙏
ବୟସ ବଢୁଛି ଓଡ଼ିଶାର କାର୍ଯ୍ୟ ବ୍ୟବସ୍ଥା ହେଉ
😂😂😂ସରକାର ନିଯୁକ୍ତି ଦେଲା ପରେ ଖବର ପ୍ରସାରଣ କର। କଥାରେ ନୁହେଁ କାମରେ କରି ଦେଖାଅ। ବୟସ ବଢି ଯାଉଛି। OTET apply fee 600 ରୁ 900 .exam center ପୁଣି other dist.... 😂😂😂ଗରିବ ପିଲାଟିଏ exam center କୁ ଯିବା କୁ ହେଲେ........ 😭
Sabu qualification pilanka paien job anantu sir au sabu catagory nku same priority dianti mora khali atiki anuradha CM sir nku please.
👍
Jai mohan sir Jai jagannath 🙏❤❤❤🎉🎉🎉
Hau karyakari hele bhala katha
😅😅😅😅😅
Right sir 👍🙏
Dhanyajukta.
Outsourcing କର୍ମଚାରୀଙ୍କ ପାଇଁ ମଧ୍ୟ ସ୍ଥାନ ଦେବା ପାଇଁ ବିନମ୍ର ସହିତ ଅନୁରୋଧ ସରକାର ଙ୍କୁ।
ମେଡିକାଲ୍ line ରେ ଯେଉଁମାନଙ୍କୁ ଚାକିରୀକୁ 6year's ହେଲାଣି ତାଙ୍କୁ ଆଗ regular (ସ୍ତାଇ) କରିବା ପାଇଁ ଅନୁମତି ଦିଆଯାଉ, ସେମାନେ ଦିନ ରାତି ଡ୍ୟୁଟି କରି ଲୋକଙ୍କ ସେବା କରୁଛନ୍ତି , ଆମେ ruquest କରୁଛୁ ଆମର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ 🙏🙏🙏🙏🙏
Semane sabu choduchanti😂
Taah maney aauri debt badhiba !!!!
ସରକାର ଙ୍କୁ ଏତିକି ଅନୁରୋଧ ପରୀକ୍ଷା ଫିସ କମ କରନ୍ତୁ ଆଉ ବୟସ ସିମା ବଢାନ୍ତୁ ଏବଂ ଏସଟି ଏସି ପିଲାଙ୍କ ର ସଂରକ୍ଷିତ ପଦବି ବଢାନ୍ତୁ ।
Khali sc st pila chakiri paiba au ame general pila jibu kuade kota system uthei samastanku saman akhire dekha reservation joudina india ru uthiba india adhika develope kariba
@@amarjitchatterjee3746👍👍👍 actually
@@amarjitchatterjee3746ame general mariba bhai😅
Very good
Eithara moro chakiri pakaa
Banda miliba aneitha 😂
😂😂😂
Jhi khojiba start karidia bhai😅
@@XGSTEELIX😂
@shuabammeher😂-gi5em
କୋଭିଡ ପିଲାଙ୍କୁ ଚାକିରୀ ଦିଅନ୍ତୁ
Gai chorali manaku bi chakiri dia jau
Sishu mandir teacher ku regular karajau kebala COVID kahinki
Covid 19 is non government incident nobody can be removed it.
😂😂😂
@@itishreechand1845😂😂😂
Age relaxation ta unlimited na hele 50 years kale tike bekar candidates mannku opportunity miliba apply kariba pain .so ethi pain Chief Minister kun nibedana
Good news...!!
ଏମିତି news kete dekhilini hele kama kariki ପ୍ରସାରଣ କରିଲେ ଭଲ ହୁଅନ୍ତା
Good news in odisha ❤❤❤
Mohan sir cm No-1 ❤❤❤❤
Jajpur ରେ Opsc exam ଦେବା ପାଇଁ। ବି centre କରନ୍ତୁ 🙌
Very good news 🌹👌👍🙏♥️
କୋର୍ଟ ରେ ଚାକିରି ଆବେଦନ କଲା ବେଳେ character certificate ନିରର୍ଥକ। ତୁରନ୍ତ ବନ୍ଦ ହେବା ଦରକାର । କାହିଁକି ନା ଜଣେ ଚୋର ବି ପରିଚିତ ଚାକିରିଆ ଲୋକଠାରୁ ଭଲ character certificate ପାଇ ଯାଇ ପାରେ । ଆଉ ଜଣେ ସରଳ ପିଲା ଯାହାର କେହି ଅଧିକାରୀ ଚିହ୍ନା ନଥିବ, ତାକୁ character certificate ମିଳି ପାରେନି ।
OSAP IRB battalion ବାହାର କର
ରାଜ୍ଯ ରେ ସବୁ ଯୋଜନା କୁ ଚଳେଇବା ପୁଣି ବଜେଟ୍ ନାହିଁ ପୁଣି ଚାକିରୀ ଦେବେ କହିଲେଣି କେତେ ଆଉ ମିଛ କହିବ ଲୋକଙ୍କୁ ଭୂଆ ବୁଲାଇବ
Bohut bhala heba
ପ୍ରଥମେ ଓଡ଼ିଶା Firemen ଓ JT ପିଲାଙ୍କୁ joining ଦିଅ, 6 ମାସ ହେଲା ଚାକିରୀ ପାଇ କି ଘରେ ବସାଇ ରଖିଛ । ଖାଲି ନୂଆଁ ନିଯୁକ୍ତି ବାହାର କଲେ କଣ ଟା ହେବ ଯଦି ଘରେ ବସାଇ ରଖିବାର ଅଛି ।
Right 👍
Cm sir jaldi post Bahar karantu.
Thank you sir
Please More Manyabara Mukhyamantri Nku Atik Anurodh Peon Chakeri Ra Post Bahara karantu🙏🙏
2024 ରେ ଅସିବାକୁ ଯାଉଥିବା ri amino ସମସ୍ତହ କୁ ଦିଆଯାହୁ
ଆଗ ଗ୍ରୀଭଶ ଲୋକଙ୍କ ଅଭିଯୋଗ ପୂରଣ କରନ୍ତୁ।ପ୍ରଥମେ ମୁଁ କରିଥିବା ଅଭିଯୋଗରେ ତ ଆପଣ ଫେଲ ମାରିଲେ। ଦେଖିବା ଆଉ କାହାକୁ କ'ଣ ସୁବିଧା ମିଳୁଛି।
Ya hauchanti sei government jiaki pilathu osstet certificate download pai rs 200 nauchi but certificate download or print option nahi ,and OTET apply vai 2 Guna increase money heichi au apana Mane yanku believe karuchanti ja emane vacancy bahar kariba
Out sourcing,,, ସଂସ୍ଥା ରେ ଚାକିରୀ କରୁଥିବା କର୍ମଚାରୀ ଙ୍କୁ ମାସିକ ବେତନ 8ରୁ 9ହଜାର ଟଙ୍କା,,, ବର୍ତ୍ତମାନ ଯେଉଁଭଳି ଦର ବୃଦ୍ଧି ଚାଲିଛି କେମିତି ଜଣେ ନିଜର ପରିବାର ଚଳାଇବ,,,, ସରକାରୀ ଚାକିରିଆ ଙ୍କ ଦରମା ବୃଦ୍ଧି ହେଉଛି,,, ପ୍ରତ୍ୟୁକ ବର୍ଷ,,, କିନ୍ତୁ ଆଉଟ୍ ସୋର୍ସିଂ କର୍ମଚାରୀ ଙ୍କୁ ଠିକା ଦର୍ ଲୋଟୁଛି,,, ଦରମା ଠିକରେ ମିଳୁନି,,, କନକ ଟିଭି ଙ୍କୁ ଅନୁରୋଧ ସେ ସରକାର ଙ୍କୁ ଏ ବିଷୟ ରେ ଅବଗତ କରାନ୍ତୁ,,,,
adivasi gramancholore vunnothipai jomihodopkori kolokarkana korucho jkpm rgda 522,35acrs adivasijomire korichi 620staichakri hoteichi jomiphresto hevu😮bjpmodiji😢
Thank you cm🎉
ବିଦ୍ୟୁତ୍ ବିଭାଗ ରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ବିଷୟରେ କେହି ଚିନ୍ତା କରିନାହାନ୍ତି ଗତ ୨୪ ବର୍ଷର ସରକାର ନୂଆଁ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଆପଣଙ୍କ ଚାନେଲ ମାଧ୍ୟମରେ ଆପଣଙ୍କୁ ଅନୁରୋଧ କରୁଛୁ।
ଓଡ଼ିଶା ଅଗ୍ନିଶମ ବିଭାଗ ରେ joining letter pai ghare 6 masa hela
ବସିରହିଥିବା Fireman &Fireman driver mananka highcourt ru stay order uthai tanku ଶୀଘ୍ର ନିଯୁକ୍ତି ଦିଆଯାଉ ।
ପୂର୍ବ ସରକାର କଣ ଅଣଓଡ଼ିଆ ଙ୍କୁ ଚାକିରି ଦଉଥିଲେ ଓଡ଼ିଆ ହିଁ ତ ଚାକିରି ପାଉଥିଲେ
Neet ରେ ଯେମିତି ବ୍ୟାପକ ସଂସ୍କାର ଅଣା ଯାଇ ଦୁର୍ନୀତି ଚାଲିଛି ସେମିତି ହେବ
ବିଜେପି ମାନଙ୍କୁ ମିଳିବ ନ ହେଲେ ଟଙ୍କା ଦେଲେ ମିଳିବ ଗରିବ ମାନଙ୍କୁ ପାହି ନୁହେଁ
Bjd gola abye bi time achhi murkha ru tk sikhita heba ku sethi pain Tk dimmak thik he first faltu reply Kariba bond kr
Abe murkha patha padhi thiba jie taku miliba ,Jie exam qualify kariba taku miliba....
Balo naa tu jete patha podh ki exam de bhala result karile bi kichhi upadibani money dele job@@prasant6357
@@CryptoBoy50-20kou dala re murkha aau kou dalare sikhita achhanti sekatha sara bharat jainichi
Murkha balaka, tu bhi tahale BJP hei jaa. Au kete dina sankha phunkibu ??
କେବେ ବାହାରିବ ବୟସ ଗଡି ସାରିଲେ ମାନ୍ୟ ବର ମୁଖ୍ୟ ମନ୍ତ୍ରୀ। 👀
Pls Aga jauta exam sarichi tara posting (mphw f ) dei sara ,tapare auu vacancy kariba
Yes
Yes
Thank you Mahon sir
Right decision
ପ୍ରଥମ ଥର ପାଇଁ ଓଡ଼ିଶାରେ ଓଡ଼ିଆ ଲୋକଙ୍କ ପାଇଁ ନିଯୁକ୍ତି ବାହାରିଲା.. ଆଗରୁ ବାହାର ଲୋକ ଓଡ଼ିଶାରେ ମାଷ୍ଟରଚାକିରୀ କରୁଥିଲେ ଓଡ଼ିଶାରେ...😅😅😅
CM sirnku Anurodh Sir ANM ra 15000post khali padichhi Request Amaupre dayakarantu Ame kjrpila 12yrs wait kalu i age badhichalichhi post baharinahi new recruitment bahar karai exam karantu plz sir🙏🙏🙏🙏🙏🙏
Sir odiasha re....ct/dled.. exam... teacher pain sabu yr re baharu..and sabu pila ae exam ku attend karantu plzzsir🙏🙏🙏🥺
Thank u new cm ❤
Sir mu mechanical engineer but 2019 ru continuously civil engineer work karuchi mote khali gote mandu darkat job darkar nahi
To bopa ku kaha re sala bedha
It was required. Keep it up
U r looking very beautiful, 👌can you give me your number pls
Good step
ଠିକ୍ କହୁଛ ଆଉ ଗୋଟିଏ graduated student and 10th pass ପିଲାଙ୍କ combined କରି exam କରିଲେ ଆହୁରି ଭଲ ହେବ ଆଉ
ଦୁଇ କୋଟି ରୋଜଗାର ଦେବ ବିଜେପି ବିନା ଦରମାରେ
Bjd deu thilaa bodhe!!!! BJD 20%VACANTS FILL UP NA KARI RAKHI DELAA. BEKARI BADHILE.. MOHAN ETHIRE DAAI KEMITI????
Thank you❤
OSSSC nursing officer post bahar korontu joldi
Thanks u so moch sir
ସରକାର ଚାକିରି ଦେଲେ କେଉଁଠି ଆଣିକି
ଶୁଣିକି ଵିଶ୍ଵାସ ହେଉ ନାହିଁ
ହାହାହା...ଏ news ଦେଖି ହସ ଲାଗୁଛି I ୨୦ ହଜାର teacher ନିଯୁକ୍ତି ନାମ କୁ ମାତ୍ର ହେଲେ ଏଥିରେ ପ୍ରକୁତ ରେ ନିଯୁକ୍ତି ପାଇବେ ପାଖାପାଖି ୧୨ ହଜାର I କାରଣ ଗୋଟେ ପୋଷ୍ଟ ପାଇଁ ୨ ଟା ଲେଖା ପିଲା ଙ୍କୁ ରଖା ଯାଇଛି plus NIOS ପିଲା ବାଦ ପଡିବେ but Argus news BJP ର ପ୍ରଚାର ପାଇଁ କହୁଛି ୨୦ ହଜାର I High court ନିଜେ କହିଛନ୍ତି ଏ ଫାଙ୍କl ଥିବା ପୋଷ୍ଟ କୁ govt ଆଉ ଥରେ document ଭେରିଫିକେସନ କରି fill up କରିପାରିବେ ହେଲେ ବିଜେପି କରିବାକୁ ନାରାଜ I ସବୁଠାରୁ ବଡ କଥା ହେଲା ଏ ୨୦ ହଜାର ନିଯୁକ୍ତି ନବୀନ pattainaik ବାହାର କରିଥିଲେ ବିଜେପି ନୁହଁ I ହେଲେ ବିଜେଡି ର ସବୁ କାମ ର ନାମ change କରି ବାହାବା ନେବା ବିଜେପି ର ନୀତି ଆଉ ଏ ଭଳି ଗଣ ମାଧ୍ୟମ ଯଉ ମାନେ BJP ର ଦାସ ସେମାନେ ବିଜେପି କରିଛି ବୋଲି କହି ପ୍ରଚାର ଚଳେଇଛନ୍ତି I ମନେ ରଖନ୍ତୁ BJP ଖାଲି ମେଡିଆ ରେ କହୁଛି ଏଇଟା ହେବ ସେଇଟା ହେବ power କୁ ଆସିବା ଠୁ ହେଲେ କିଛି କାମ ରେ execute ହଉନି I ସବୁଠୁ ମିଛୁଆ govt .
Khali katha re
And first sc,st reservation ku uthao
And jau pila Mane govt job re Thai ki sei level govt job exam dau6anti tanku ban kara jau
And lastly curruption ku band kariki huge requirements bahara karajau
CM Sir Apananku mora etiki anurodha Jajpur re all "Central Exam" SSC, OSSSC, OSSC, OPSC etc. Exam deba pai nihati gote Center karantu Pls 🙏 🙏
Thank you mohan sir
ଆଗ ନିଯୁକ୍ତି ଦିଅ ତା ପରେ ଖବର ପ୍ରସାରଣ କର
Han jahara chinha parichita thiba jia sc st heithiba nachet general re jia bada loka heithiba nachet jahara political re chinha thiba aau amaku ethi kou miliba exam dele bi fail amaku kara heba
BJP ଲେବଲ ସ୍ବପ୍ନ ଦେଖେଇ ବ ଆଉ କଥା ବଡ ବଡ କମ ରେ 0..
Outsourcing nku bi dekhantu😅😅
ଲୋକ ଦେଖାଣିଆ କଥା ଏ ଶଳା ବିଜେପି କୁକୁର ଟିଭି କନକ
ଗାଁ ସାଥି ମାନଙ୍କ କଥା ଟିକେ ଚିନ୍ତାକର
Defence pilankar first physical karajau
Katha ta samaste kahuchhanti...
Hele kama belaku kehi nahanti..
A paryanta joining karinahati..
Khali j jia joining paiba se kastare nahi ta pura paribara chintita achhantii.
Ame nua sarakara ku swagata karuchhu ..hele bhagya ra bidambaana j nijukti heiparini ..chakiri te laguchhi court re dia jauchhi..nija parisram ra kichhi mulya nahi..🥺🙏🏻🙏🏻😊
ବହୁତ ଭଲ