ମଣିଷର ପ୍ରକୃତ ଦୁଃଖ କଣ? Mahadev Motivational speech # Bholenath speech

แชร์
ฝัง
  • เผยแพร่เมื่อ 2 ต.ค. 2024
  • ମଣିଷର ପ୍ରକୃତ ଦୁଃଖ କଣ? Mahadev Motivational speech # Bholenath speech #Mahadev।
    1 - କୌଣସି ଶାରୀରିକ, ମାନସିକ , ଆର୍ଥିକ ଓ ପାରିବାରିକ ଅସୁବିଧା ର ସମାଧାନ ପାଇଁ Counseling ନେଇପାରିବେ, fees - 2500 tanka ଗୋଟେ ଥର ପାଇଁ ଲାଗୁଛି।
    WhatsApp number - 8280103310
    2 - ଯଦି କାହାର ଶାରୀରିକ ସମସ୍ୟା ଅଛି, ସୁସ୍ଥ ଜୀବନ ଚାହୁଁଛନ୍ତି ,କିମ୍ବା part time business ଚାହୁଁଛନ୍ତି ଏହି link ରେ join କରିପାରିବେ।
    Zoom meeting link-
    Time ~07.30 pm (Monday to Saturday)
    us06web.zoom.u...
    This life-changing video is a beacon of inspiration, featuring the best motivational speech that resonates with the teachings of Buddhism and the essence of human physiology. It’s not just a motivational status update; it’s a profound narrative that weaves motivational quotes with a Buddhist story, urging viewers to lead a successful life. Sudarshan Mishra, renowned as one of the best motivational speakers, delves into the depths of Odia motivation and emerges with pearls of wisdom that will galvanize your spirit. This motivational video for students and all aspiring individuals is a clarion call to embrace hard motivation and transform your life. Whether you seek a motivational book’s wisdom or a hard-hitting motivational speech, this video is your gateway to becoming the architect of your destiny.

ความคิดเห็น • 500

  • @zafferKingKhan
    @zafferKingKhan 3 หลายเดือนก่อน +32

    ମୋ ଜୀବନ ରେ କେବେ ଦୁଃଖ ସରୁନି ସାର୍

  • @LuckyKumarSingh-yw2xc
    @LuckyKumarSingh-yw2xc 4 หลายเดือนก่อน +37

    ଜୟ ଭୋଲେନାଥ 🙏🙏🙏ଭଲ କର୍ମ କର ଭଗବାନ ଦିନେ ନା ଦିନେ ଆପଣଙ୍କୁ ଭଲ ଉପହାର ଦେବେ 🙏🙏🙏ବାସ ଖାଲି କଷ୍ଟକୁ ସହିବା ଶିଖିଯାଅ🙏🙏

  • @kamalaojha8446
    @kamalaojha8446 4 หลายเดือนก่อน +97

    "କୋଟି କୋଟି ପ୍ରଣାମ ଗୁରୁଜୀ" ଆପଣଙ୍କ ସୁନ୍ଦର ଏବଂ ସତ୍ ମାର୍ଗ ଦର୍ଶନ ନିମନ୍ତେ ଅଶେଷ କୋଟି କୋଟି ଧନ୍ୟବାଦ୍ । ଆମ ମାନଙ୍କ ଜୀବନରେ ପୂର୍ଣ୍ଣ ସଫଳତା ଆସୁ ।

  • @shibabarikvlogs9198
    @shibabarikvlogs9198 4 หลายเดือนก่อน +26

    ହର ହର ମହାଦେବ ❤️ଜୟ ଭୋଲେନାଥ ବାବା 🙏🚩🚩

    • @sagarr6490
      @sagarr6490 4 หลายเดือนก่อน

  • @JayamanBhatra-s1n
    @JayamanBhatra-s1n 4 หลายเดือนก่อน +21

    କୋଟି କୋଟି ପ୍ରଣାମ ଗୁରୁଜୀ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ❤❤

  • @BanalataBarick
    @BanalataBarick 4 หลายเดือนก่อน

    🙏🙏

  • @sisiranayak7568
    @sisiranayak7568 วันที่ผ่านมา

    Omm namaha shivaye

  • @bipenbiharipanday7526
    @bipenbiharipanday7526 4 หลายเดือนก่อน +20

    ଓଁ ଜୟ ଶ୍ରୀ ଜଗନ୍ନାଥ 🙏ଗୁରୁଦେବ 🙏

  • @juludas7523
    @juludas7523 4 หลายเดือนก่อน +2

    Har Har Mahadev 🙏🌹🌿🙏🌼🌼🌼🌼🙏🙏🙏

  • @sisiranayak7568
    @sisiranayak7568 วันที่ผ่านมา

    Jay Jagannath

  • @SidheswarChatamba
    @SidheswarChatamba 4 หลายเดือนก่อน

    Jaya. Shreeram. Ahibhali. Amulya. Kahani. Sunantu

  • @liladibanua3764
    @liladibanua3764 4 หลายเดือนก่อน +7

    Om namah shivay 🙏🙏🙏🙏

  • @Sunita-o3d7i
    @Sunita-o3d7i 4 หลายเดือนก่อน

    Good morning sir

  • @KhirodKumar-lm1qt
    @KhirodKumar-lm1qt 3 หลายเดือนก่อน +1

    ଠିକ୍ କହିଲେ ହେଲେ ମୋର ଗୋଟେ କଥା ମନକୁ ସବୁବେଳେ ଆସୁଚି ମଣିଷର ଜିବନ କେମିତି ହବା ଦରକାର ଏ ବିଷୟରେ ଗେଟେ ଭିଡୀଓ କର ମୁଁ ଏଇ ଭୀଡିଓ ଦେଖିକି ଭଲ ମଣିଷଟିଏ ହବାକୁ ପସନ୍ଧ କରୁଚି ହର,,,,ହର,,,,ହର,,,ମହାଦେବ୍ please sir ମଣିଷ ଜୀବନ କେମିତି ହବା ଦରକାର ମୁଁ ଟିକେ ଟିକେ କଥାରେ ଚିନ୍ତା କରୁଛୀ

  • @Odia.gharabohu
    @Odia.gharabohu 4 หลายเดือนก่อน

    Manage Bhavana.bahut.sakaramak.achi.hele.sahibasaktinai

  • @Ranjitabeshra
    @Ranjitabeshra 4 หลายเดือนก่อน +13

    ପ୍ରଣାମ ଗୁରୁଜୀ କୋଟି କୋଟି ଧନ୍ୟବାଦ ଆପଣଙ୍କ ଅମୂଲ୍ଯ ଶିକ୍ଷା ଆମ୍ଭମାନଙ୍କର ସ୍ବାସ୍ଥ୍ୟ ଏବଂ ମାନସିକ କୁ ସୁଦୃଢ କରୁ ସଦା କର୍ମବାଦୀ ଆମେ ହେଉ ଏବଂ ପୂର୍ଣ୍ଣ ସଫଳତା ଆସୁ।ଜୟ ଗୁରୁଦେବ 🙏🙏🙏

  • @dharmendrapatra5385
    @dharmendrapatra5385 4 หลายเดือนก่อน

    Pranam guruji 🙏 ❤❤❤❤

  • @jyosnarout
    @jyosnarout 4 หลายเดือนก่อน

    Koti koti pranam sir

  • @LipiNaik-w6e
    @LipiNaik-w6e 4 หลายเดือนก่อน +107

    ଦୁଃଖ ଦବାର ବି ଗୋଟେ ସୀମା ଥାଏ ଆଉ ଦୁଃଖ ଯେତେବେଳେ ସୀମା ପାରି ହେଇଯାଏ ସେତେବେଳେ କୌଣସି ଠାକୁର ବି ସମାଧାନ କରି ପରାନ୍ତିନି ମୋ ଜୀବନ ରେ ଭଗବାନ ଏମିତି କିଛି ଦୁଃଖ ଯାହାର ସମାଧାନ ମୁଁ ଖୋଜି କି ପାଉନି ସେଥିପାଇଁ ମୁଁ ଆଉ ନା କୋଉ ଭଗବାନ କୁ ବିଶ୍ୱାସ କରୁଚି ଆଉ ନା କୋଉ ଭଗବାନ କୁ ଡାକୁଚି ଏବେ ମୁଁ କୁଆଡ଼େ ଗଲା ବେଳେ ବି ଯଦି ରାସ୍ତା ରେ ଭଗବାନ ଙ୍କ ମନ୍ଦିର ପଡ଼ୁଚି ନା ମୁଁ ଆଖି ଉଠେଇ କି ବି ଦେଖୁନି କି ଦେଖି ବାକୁ ବି ଚାହୁଁନି ମୁଁ ଭଗବାନ କୁ ଘୃଣା କରେ 😡

    • @hemalataray3569
      @hemalataray3569 3 หลายเดือนก่อน +20

      ଭଗବାନଙ୍କ ଉପରେ ବିଶ୍ବାସ ରଖ ଭଗବାନ ତୁମ ଡାକ ନିହାତି ଶୁଣିବେ ଓ ତୁମ ଦୁଃଖ ଦୂର କରିବେ .....🙏🙏🙏

    • @SantunNaik-fm2wk
      @SantunNaik-fm2wk 3 หลายเดือนก่อน +7

      Tame gate laka nija bhul dekhu na nija Katha sabubele bhaba anya pai thare bhaba anya pai nija khusi chada banjiba sikhi jiba ..

    • @LipiNaik-w6e
      @LipiNaik-w6e 3 หลายเดือนก่อน +4

      @@SantunNaik-fm2wk thik achhi dhari nia mor bhul achhi to mote dukha dau nahanti mo bapa bou nka akhi re luha debar kounasi adhikar nahi se bhagwan nkar

    • @Sagarodiacreation
      @Sagarodiacreation 3 หลายเดือนก่อน

      ​@@LipiNaik-w6e ଈଶ୍ୱର କର୍ମ ଅନୁସାରେ ଫଳ ପ୍ରାପ୍ତ କରନ୍ତି। ତମେ analysis କର କି ତମ ବାପା ଆଉ ମା କେବେ ନା କେବେ ଜଣା କି ଅଜଣା କୌଣସି ପାପ ର ଶିକାର ହୋଇଥିବେ। ମୋର ଯଦି କୌଣସି ଭୁଲ ଥାଏ କ୍ଷମା କରିଦେବେ । ଜୟ ଜଗନ୍ନାଥ 🚩🕉️🚩

    • @pratyushsahu8666
      @pratyushsahu8666 3 หลายเดือนก่อน

      Same with me

  • @RINKURIDDEROD08
    @RINKURIDDEROD08 4 หลายเดือนก่อน

    Namaskar guru ji 🙏🏻🙏🏻🙏🏻

  • @ShubhankarJena-yo8fe
    @ShubhankarJena-yo8fe 21 วันที่ผ่านมา +2

    I am right sir

  • @biswajitbhuyan4385
    @biswajitbhuyan4385 4 หลายเดือนก่อน +3

    ପ୍ରଣାମ ଗୁରୁଦେବ
    ଗୁରୁଦେବଙ୍କ ଚରଣରେ ମୋର କୋଟି କୋଟି ନମନ
    ଧନ୍ୟବାଦ୍ ଗୁରୁଦେବ

    • @10ment646
      @10ment646 4 หลายเดือนก่อน

      A

  • @KoonaKoona-l9h
    @KoonaKoona-l9h 4 หลายเดือนก่อน +10

    Jai shree Prabhu har har Mahadev 🙏🙏🙏🙏😢😢❤❤❤

  • @balakrishnapadhy8172
    @balakrishnapadhy8172 2 หลายเดือนก่อน +1

    ପଇସା ନଥିଲେ ଅର୍ଥ ବି ଅନର୍ଥ ହୋଇଯାଏ ଗୁରୁଜୀ ଆପଣଙ୍କ ଉପଦେଶ ବହୁତ୍ ମଣିଷକୁ ମୋଟିବେସନ ଦେଇଥାଏ ଆପଣଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ଗୁରୁଜୀ ପ୍ରଣାମ ଗୁରୁଜୀ

  • @mpodiatechno1983
    @mpodiatechno1983 4 หลายเดือนก่อน +4

    ପ୍ରଣାମ ଗୁରୁଦେବ ଖୁବ୍ ସୁନ୍ଦର ବାର୍ତ୍ତା
    Jai jagannath

  • @SwadhinDas-gm6nf
    @SwadhinDas-gm6nf 2 หลายเดือนก่อน +8

    Har har Mahadev 🚩❤❤❤💪🫶✨✨✨🌅💯☠️🫥🫥🫥🫥

  • @SudhakarNayak-c8g
    @SudhakarNayak-c8g 4 หลายเดือนก่อน +7

    ହର ହର ମହାଦେବ

    • @o_karmy8330
      @o_karmy8330 4 หลายเดือนก่อน +1

      Sir,how study

  • @ersubhasish
    @ersubhasish 4 หลายเดือนก่อน +1

    ଗୁରୁଦେବ ପ୍ରଣାମ,,,,ଅପେକ୍ଷାରେ ଥିଲି ଏ ଅମୂଲ୍ୟ ବାଣୀ ଶୁଣିବାକୁ।

  • @KalpanaMaharana-vu1xi
    @KalpanaMaharana-vu1xi 3 หลายเดือนก่อน

    Sir aapana huye ta thik kahuthaiparanti...samastanka jibanare same problem aseni sir emti gote gote problem ase na aapana jou god nku dakilebi se sunibeni kahikina duniyare gote niama achhi jouta vagawan bi mananti au se nije kn niama vangibe na kan amiti mo life re problem ase jahaku samadhan karichhi kintu au paruni...sir last moment re manisa nijaku maribaku chanche sei vali mo jibanare bi kichhi agaku habaku jauchhi bodhe...sir...mo jibanare dukha 99%...au 1% khusi kintu sei 1% re dukha jadi mu tk bi hasuchhi ta badalare mate bahut kandibaku paduchhi sir...
    Sir...kathare achhi jouthi nija ghara loko nijara heiparunahanti ta au kahathu kan asa karibi...😞

  • @snbbariha251
    @snbbariha251 4 หลายเดือนก่อน +7

    😮 ବହୁତ୍ ସୁନ୍ଦର୍ ବାର୍ତ୍ତା ଏ ଯୁବ ସମାଜ କୁ 👍 ନୁ ଆ ବାର୍ତ୍ତା 👍

  • @manasranjan1050
    @manasranjan1050 4 หลายเดือนก่อน

    ..........ପ୍ରଣାମ ଗୁରୁବର.......
    🙏🙏🙏🙏
    ପରିସ୍ଥିତି ମନୁଷ୍ୟ କୁ ଅତି ଉଚ୍ଚସ୍ତର ନେଇଥାଏ ଏବଂ ପରିସ୍ଥିତି ମନୁଷ୍ୟ କୁ ଅତି ନୀଚ୍ଚସ୍ତର ମଧ୍ୟ ନେଇଥାଏ !!
    ଯଦି ଜଣେ ବ୍ୟକ୍ତି ଧର୍ମ / ସତ୍ୟ ପଥରେ ଚାଲିଲେ ଅନେକ ପ୍ରକାର ଝଡ, ତୁଫାନ, ବାତ୍ୟା ଆସିଥାଏ !!
    ଏବଂ ପରିସ୍ଥିତି ନୀଚ୍ଚ ସ୍ତରକୁ ଚାଲିଯାଏ,କିନ୍ତୁ..କିନ୍ତୁ ପରାଜୟ ହୋଇନଥାଏ.....!! ଯାହା ଗୁରୁ ମନ୍ତ୍ରରେ କୁହାଯାଇଛି.....!!

  • @saratbehera8451
    @saratbehera8451 4 หลายเดือนก่อน +1

    ମୁଁ ଗୋଟାଏ ଜୀବ ଆତ୍ମା ମୋର ଏ ସଂସାର କିଛି ନାହି ସବୁ ପରମାତ୍ମା ର ମୁଁ ଆଜି କାଲି ନଥିବି ମୋ'ର କର୍ତ୍ତବ୍ୟ ବିଷୟରେ ଜାଣିବା ଆବଶ୍ୟକ ଅଛି ଅଉ ସବୁ ପରମାତ୍ମା ଛାଡି ଦିଅନ୍ତୁ ସେ ସବୁ ଠିକ୍ କରିଦିଅନ୍ତି ଜୟ ଶ୍ରୀ ରାମ 🙏,,,,,

  • @BiswajiniDash
    @BiswajiniDash 4 หลายเดือนก่อน

    ପ୍ରଣାମ sir please solutions my problem, ମୁଁ ଆପଣଙ୍କ ସହିତ କେମିତି ଭେଟିବି ମୋତେ ଜଣାନ୍ତୁ

  • @Odigrow
    @Odigrow 4 หลายเดือนก่อน +2

    ଅତି ସୁନ୍ଦର କାହାଣୀ, ଅମୂଲ୍ୟ ବାର୍ତ୍ତା 😊

  • @premalatanayak7422
    @premalatanayak7422 4 หลายเดือนก่อน

    ନମସ୍କାର ଆଜ୍ଞା , ମୁଁ personally ଆପଣଙ୍କ ସହ କଥା ହେବାକୁ ଚାହେଁ । କିପରି କଥା ହୋଇପାରିବି please କୁହନ୍ତୁ । ph no ଦେଇପାରିବେକି ?

  • @anandasahoo551
    @anandasahoo551 หลายเดือนก่อน

    ଜୀବନରେ ଦୁଃଖ ଓ ସୁଖ ମିଶିକି ଥାଏ
    କେତେବେଳେ ଦୁଃଖ ତ କେତେବେଳେ ସୁଖ
    ଯେମିତି ପଇସା ଆସେ ଆଉ ଯାଏ

  • @TapaswiniDas-yr3xj
    @TapaswiniDas-yr3xj 4 หลายเดือนก่อน +3

    ପ୍ରଣାମ ଗୁରୁ ଦେବ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ 🙏🙏🙏🙏🙏

  • @SudhirJena-ss2gd
    @SudhirJena-ss2gd 28 วันที่ผ่านมา

    ଗୁରୁଜୀ ଦ୍ଦୁଃଖ ପାଇବାର ସୀମା ନାହିଁ ନିଜ କାମ ଠିକ ନକଲେ ଦୁଃଖ ଆସିବ

  • @PRANATIBEHERA-u1f
    @PRANATIBEHERA-u1f 3 หลายเดือนก่อน +1

    କୋଟି କୋଟି ପ୍ରଣାମ sir ବହୁତ୍ ସୁନ୍ଦର story

  • @rameshpalauri2737
    @rameshpalauri2737 4 หลายเดือนก่อน +4

    ଅତି ସୁନ୍ଦର 👌👌👌👌

  • @KhagapatiGouda-eg4zs
    @KhagapatiGouda-eg4zs หลายเดือนก่อน

    ସାର ଗୁଣି ଗାରେଡ଼ି ଟା ରୁ କେମିତି ମୁକ୍ତି ପାଇବି ସେ ବିଷୟରେ ମତେ ରିପ୍ଲ୍ୟା ଦିୟନ୍ତୁ

  • @TapaswiniSahoo-p2m
    @TapaswiniSahoo-p2m 9 วันที่ผ่านมา

    ମୋ ମନରେ ନକରାତ୍ମକ ଚିନ୍ତାଧାରା ଆସୁଛି କଣ କରିବି କିଛି ଜାଣିବାକୁ ଚାହୁଁଛି ଆପଣଙ୍କୁ ଯୋଗାଯୋଗ କରିବା ପାଇଁ ନ଼଼ଂବର ଦରକାର

  • @LaxmanParida-c1s
    @LaxmanParida-c1s 2 หลายเดือนก่อน +1

    Jay Jagannath, mora priy odia bashi nku prathana ei Earth re tini janakara seba kara first maa second father and third tree 🌴 🌲.tahele ama jibana ei sansara ku asibata sarthaka heba.jay Jagannath..

  • @LilyBhuyan-o1b
    @LilyBhuyan-o1b หลายเดือนก่อน +1

    Mu 3 year helani baha houchi kichhi samana neini babuta Katha Susu thoru sunuchi au kete lunibi mo bada bhai pacharuni bapa maa Sana Bhai jogu bachicu

  • @rajkumarlenka3837
    @rajkumarlenka3837 29 วันที่ผ่านมา +1

    Ame Sabu dukhi loka Mane gote danga ra jatri jaha ame dukha paiki sabu shikha kariche Jane Anya janaku sikhaiki aee sansara rupaka samudra ku hasi hasi pari Kariba. Bina kahara dosa deiki.

  • @chittameher7436
    @chittameher7436 4 หลายเดือนก่อน +2

    ଆପଣ ହେଉଛନ୍ତି ଭଗବାନ

  • @bkbalaram1780
    @bkbalaram1780 หลายเดือนก่อน

    ଜିବନରେ ପଛକୁ ଆସି ପୁଣି ଆଗକୁ ଜିବାର ଅଛି 😊😊😊

  • @ayushjuli
    @ayushjuli วันที่ผ่านมา

    ଗୁରୁଜୀ ମୋ ଜୀବନ ରେ ବହୁତ୍ କଷ୍ଟ. ବହୁତ୍ ଦୁଃଖ ମୁଁ ସହି ସହି ଆଉ ସହିପୋରୁନି ମୁଁ ସହିପରୁନି ଛୋଟ ବେଳୁ ବାପା ମା ନାହାନ୍ତି 😭😭😭. ମୁଁ ଘର ର ସାନ ପୁଅ. ମ ଜୀବନ ର ସବୁ ଦୁଃଖ କାହାଣୀ ଲେଖିଲେ ମୁଁ ଭାବୁଛି ଏ କମେଣ୍ଟ ବକ୍ସ ବି କମ୍ ହେଇଯିବ ସେଥି ପାଇଁ ଆପଣ ଙ୍କୁ ମୁଁ ଅନୁରୋଧ କରୁଛି ଦୟାକରି ମ କମେଣ୍ଟ୍ ର ରିପ୍ଲେ ଦେବେ 😭😭😭😭😭😭😭😭🙏🙏🙏🙏🙏🙏🙏🙏🙏🙏.

  • @KiranGuru
    @KiranGuru 4 หลายเดือนก่อน +4

    Om Shanti...❤❤❤

  • @mr.narahari7580
    @mr.narahari7580 4 หลายเดือนก่อน +3

    ପ୍ରଣାମ ଗୁରୁଜୀ ❤❤

  • @gitathatei
    @gitathatei 4 หลายเดือนก่อน

    Sir ଏହି adhyamtikata ବିଷୟ ରେ ଏକ ପୁସ୍ତକ ରଚନା କରନ୍ତୁ .ଯାହା dwara ପ୍ରତ୍ୟେକ loka ଏହାର ସୁବିଧା ପାଇ ପାରିବେ

    • @gitathatei
      @gitathatei 4 หลายเดือนก่อน

      Vedio ଟି bahuta sundar heichi sir

  • @architakar123
    @architakar123 4 หลายเดือนก่อน +6

    Har har Mahadev Mahadev

  • @prafullakumardutta
    @prafullakumardutta 4 หลายเดือนก่อน +1

    ଭୋ ଲବିଡି ଓ

  • @upendrapadhi3785
    @upendrapadhi3785 หลายเดือนก่อน

    କୋଟି କୋଟି ଶରଣ ଆପଣଙ୍କର ପାଦେ

  • @abhiramkadraka4324
    @abhiramkadraka4324 2 หลายเดือนก่อน +1

    ସାର ମୁଁ ସବୁବେଳେ କଷ୍ଟ ଦୁଃଖ ସରୁନି ସାର

  • @ratikantkhuntia7157
    @ratikantkhuntia7157 4 หลายเดือนก่อน

    ମୁଁ ତୁମକୁ ଭଲପାଏ ସାର୍

  • @MadanJued9125
    @MadanJued9125 4 หลายเดือนก่อน +1

    2020 to 2024 Guru pranam

  • @rajkishormeen9048
    @rajkishormeen9048 4 หลายเดือนก่อน +1

    ପ୍ରଣାମ ଗୁରୁଜୀ

  • @ChhatarBabu
    @ChhatarBabu 4 หลายเดือนก่อน +5

    Om namah shibaya

  • @trinathsisa6130
    @trinathsisa6130 2 หลายเดือนก่อน +1

    ଧନ୍ୟବାଦ ସାର ❤❤❤

  • @SadhabMuduli-x6g
    @SadhabMuduli-x6g 2 หลายเดือนก่อน

    ନମକ୍ସ୍ାର ଗୁରୁଜୀ

  • @JalandharaJhodia
    @JalandharaJhodia 4 หลายเดือนก่อน +1

    Pranam guruji 🙏🏿 mun pahchim odisha Rayagada ru jalandhara dekhuchhi . bahut sundar dhanyawad guruji 🙏🏿🙏🏿🙏🏿❤️❤️❤️🧘🏿‍♀️...

  • @usharanibehera11
    @usharanibehera11 4 หลายเดือนก่อน +3

    Pranam sir

  • @santoshbehera6234
    @santoshbehera6234 หลายเดือนก่อน

    Sir ନମସ୍କାର

  • @KanheiMarandi
    @KanheiMarandi 4 หลายเดือนก่อน +1

    🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @SushreerupaliBaral
    @SushreerupaliBaral 4 หลายเดือนก่อน +11

    Har har mahadev

  • @gandharbamusic
    @gandharbamusic 4 หลายเดือนก่อน +3

    Good speech

  • @TribeniPujari
    @TribeniPujari 3 หลายเดือนก่อน +4

    Har har Mahadev ❤❤❤

  • @avayakumar1881
    @avayakumar1881 4 หลายเดือนก่อน +4

    NAMASKAR GURU DEVJI.

  • @anitadalei7682
    @anitadalei7682 4 หลายเดือนก่อน +1

    ଜୟ ଜଗନ୍ନାଥ ବହୁତ ବହୁତ ଧନ୍ୟବାଦ୍ ଗୁରୁଜୀ

  • @arunkumarbera405
    @arunkumarbera405 4 หลายเดือนก่อน +3

    Very very thanks to you bhaiii ❤👍

  • @KanhukanhuKanhukanhu-nr4nh
    @KanhukanhuKanhukanhu-nr4nh 2 หลายเดือนก่อน

    ଗୁରୁତ୍ବପୂର୍ଣ୍ଣ ବିଷୟ ଟି ଆପଣ କହିଲେ ଗୁରୁଜି ମୁଁ ସୁଣିକି ବହୁତ ଭଲ ଲାଗିଲା ମୋତେ ହିଁ ଗୁରୁଜ କିନ୍ତୁ ମୋ ଜିବନରେ ବହୁତ ଦୁଃଖ କଷ୍ଟ ବାରମ୍ବାର ଆସୁଛି ଗୁରୁଜି ଆପଣଙ୍କୁ ମୋର ଅନୁରୋଧ କରୁଅଛି ଆପଣଙ୍କ ର ଆଗାମୀ ଭିଡୁଓ କୁ ଚାହିଁ କି ବସିଲି ମୁଁ ଆପଣଙ୍କୁ ବହୁତ ବହୁତ ଧନ୍ଯବାଦ ମୋର କୋଟି କୋଟି ପଣାମ୍ ଆପଣଙ୍କ 👌😭😭

  • @sahadebpardhi6249
    @sahadebpardhi6249 4 หลายเดือนก่อน

    ମୋତେ ବି ଏମିତି ସମସ୍ୟା ରୋହିଚି dist Nabarng pur odisa nem sahadeb paridhi 🙏 ଜୟ ମହାଦେବ supr video👍🙏🙏

  • @SwatiKarjee-bm8xz
    @SwatiKarjee-bm8xz 4 หลายเดือนก่อน +2

    Parnm gurudev 🙏🙏🙏
    Good morning gurudev
    Thank you so much gurudev
    Very nice motivation gurudev
    God bless you gurdev
    Love you gurdev 💗💗💗💗💞

  • @BenudharaNayak-id8jh
    @BenudharaNayak-id8jh 4 หลายเดือนก่อน +3

    Om namah shivaya 🙏

  • @MilliGaria
    @MilliGaria 4 หลายเดือนก่อน +2

    Pranam sir 🙏🙏🙏

  • @SilpaJena-y2t
    @SilpaJena-y2t 4 หลายเดือนก่อน

    Sir mo result kam heijaichhi kan karibi mulekhithili kintu asilani kan karibi

  • @IndraBhatra-ek9qt
    @IndraBhatra-ek9qt 3 หลายเดือนก่อน +1

    Aapanaknu Kati Kati pranam guru

  • @manturout5596
    @manturout5596 หลายเดือนก่อน

    ଅତି ସୁନ୍ଦର ଷ୍ଟୋରି ଟିଏ ହୃଦୟକୁସ୍ପର୍ଶୀ କଲାପରି.....🥰👌👌👍👍👍👍👍

  • @dinabandhunath3480
    @dinabandhunath3480 4 หลายเดือนก่อน

    ପ୍ରଣାମ ସାର ଆପଣଙ୍କ ଅମୂଲ୍ୟ ବାର୍ତ୍ତା ଶୁଣି ମୁଁ ଖୁସି ହେଇଗଲି

  • @lambuminiaka6360
    @lambuminiaka6360 4 หลายเดือนก่อน +4

    ଗୁରୁଜୀ ପ୍ରଣାମ 🙏🙏🙏

  • @skkartiksahoo3328
    @skkartiksahoo3328 4 หลายเดือนก่อน +1

    THANK YOU SO MUCH SIR 🙏🙏🙏 REALLY AMAZING AND KNOWLEDGEABLE VIDEO

  • @ArttatranPatel
    @ArttatranPatel 4 หลายเดือนก่อน +3

    Jay gurudeba Jay

  • @jayshreeram5670
    @jayshreeram5670 4 หลายเดือนก่อน +1

    Jai Shri Ram Jai sita ram Jai Shri Hanuman ji ki jai 🍉🍉🍍🍍🥭🥭🍌🍌🍒🍒🍓🍓🍎🍎🌷🌷🌺🌺🌼🌼🌹🌹🌻🌻🏵️🏵️🌿🌿🌿🌿🪔🪔🪔🪔🚩🚩🚩🚩🙏🙏🙏🙏

  • @kalpanamohanty5506
    @kalpanamohanty5506 4 หลายเดือนก่อน +2

    Bahut bhala laguchi apananka speach.Namaskr

  • @balabhadrabisoi296
    @balabhadrabisoi296 4 หลายเดือนก่อน

    Pranam gurudev moro age 27 helani au moro modhya se abasta be rajagar moro friend mane sobu kouti kouti stle heleni hele mu nhi mote kichi work miluchi kintu 1month to 2 month ka au besi nuhe hele gurudev moro life re emiti ka ochi na kana moro life satle kebe hobo kuho gurudev plz

  • @puspanjalisahoo9514
    @puspanjalisahoo9514 4 หลายเดือนก่อน +2

    Har har mahadev

  • @OyeDinesh-rd6uz
    @OyeDinesh-rd6uz 4 หลายเดือนก่อน +1

    🙏🙏ମ ହାଦେବ ❤️❤️❤️

  • @pritishgouravsahoo4309
    @pritishgouravsahoo4309 4 หลายเดือนก่อน +1

    ହର୍ ହର୍ ମହାଦେବ 🙏

  • @madanjena6382
    @madanjena6382 4 หลายเดือนก่อน +3

    Har har Mahadev 🙏🙏👑😊😮

  • @gamingnoob999king
    @gamingnoob999king 2 หลายเดือนก่อน

    Mo Life re v bahaut dukha achhi kintu mor mo baba nk upare bharasa achhi se sabu thiki karidebe 😢😢😢😢 Love you baba❤❤❤❤har har Mahadev

  • @SumitraDakua-by4oj
    @SumitraDakua-by4oj 4 หลายเดือนก่อน

    Guruji.... bhagaban semitia loka nku help karanti.. thik loka nka dukha sunibani. Mote thik lagilani apana nka katha...apana thik guruji heithile reply daba au hn mu janichi paisa pai amitia story yutube re upload karucha...apana ta yutube re paisa pai jaucha janiba kn...mu ta kahara kichi anista chinta karini mo katha bhagaban kai sunu nahanti ..sabu bekar ....faltu katha

  • @ChumbakaGomango-qv4vo
    @ChumbakaGomango-qv4vo 4 หลายเดือนก่อน +1

    𝐻𝑎𝑟 𝐻𝑎𝑟 𝑀𝑎ℎ𝑎𝑑𝑒𝑣❤️❤️❤️🙏🙏🙏

  • @baidyanathsingh2635
    @baidyanathsingh2635 28 วันที่ผ่านมา +1

    I love you sir

  • @biranchinarayan-nx1ub
    @biranchinarayan-nx1ub 4 หลายเดือนก่อน +1

    Sir mu kemiti loan free hebi?

  • @darsitapradhani6822
    @darsitapradhani6822 4 หลายเดือนก่อน +1

    Pranam guruji apanaku dhanyabad 🙏🙏🙏🙏🙏🙏

  • @sonali1449
    @sonali1449 4 หลายเดือนก่อน +1

    ହର ହର ମହାଦେବ......❤

  • @sasmitasendha4653
    @sasmitasendha4653 4 หลายเดือนก่อน

    Guruji mo life re ete dukha please kemiti sethiru baharibi ... I request you help krantu 😢😢😢🙏🙏🙏

  • @NaveenSikaka
    @NaveenSikaka 3 หลายเดือนก่อน +2

    Hara Hara Mahadeva Jai bholenath ki jai ho 🙏🚩🚩🚩🚩🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @SipuJena-y2h
    @SipuJena-y2h 2 หลายเดือนก่อน

    Pranam guruji mo jibanare jete dukha asuchi taku mu apanei nouchi sei mora dukha sei mora khusi jaha tama ichha prabhu