Will Aparajita Sarangi Join AAP? || ଆପ୍ ମୁହାଁ ଅପରାଜିତା || PULSE_TODAY

แชร์
ฝัง
  • เผยแพร่เมื่อ 21 ส.ค. 2024
  • #AparajitaSarangi #BJPMP #bbsrmp #OdishaBJP #SamirMohanty #DharmendraPradhan #JPNadda #bjpindia #BJP4Odisha #LatestNews #PoliticalAnalysis #pulse_today
    ୟୁଟ୍ୟୁବରେ ଓଡ଼ିଶା ଏବଂ ଭାରତର ସର୍ବଶେଷ ଓଡିଆ ଖବର ଅପଡେଟ୍ ଦେଖନ୍ତୁ | Watch the latest Odia news updates from Odisha and India on TH-cam.
    #NewsAdda #OdiaNews #webnews
    Will Aparajita Sarangi Join AAP? || ଆପ୍ ମୁହାଁ ଅପରାଜିତା || PULSE_TODAY
    -----------------------------------------------------------------------------------------------------------
    News Adda Web Channel | News Adda | Odia News | ନ୍ୟୁଜ୍ ଆଡା ଲାଇଭ୍
    News Adda Web Channel:
    ନ୍ୟୁଜ୍ ଆଡା ହେଉଛି ଓଡିଶାର ସର୍ବୋତ୍ତମ ୱେବ୍ ନ୍ୟୁଜ୍ ଚ୍ୟାନେଲ୍ ଯାହା ଗଭୀର ଭାବରେ ବିଶ୍ଳେଷଣ କରେ ଏବଂ କଣସି ପକ୍ଷପାତ ନକରି ମିନିଟ୍ ସବିଶେଷ ତଥ୍ୟ ସହିତ ବ୍ୟାଖ୍ୟା କରେ | ସର୍ବୋତ୍ତମ ଆନାଲିଟିକାଲ୍ ଏବଂ ଆକର୍ଷଣୀୟ ଭିଡିଓଗୁଡିକ ପାଇଁ ଟ୍ୟୁନ୍ ହୋଇ ରୁହ |
    News Adda is Odisha’s best web news channel that analyses deeply and explains issues with minute detail without any biases. Stay tuned for best analytical and interesting videos.
    #NewsADDA
    Follow us on Facebook: / newsaddaodisha
    odisha news, latest odisha news, odisha current news, breaking news odisha, latest Odia news , latest news Odia, latest odia News, bhubaneswar, bhubaneswar news, ଓଡିଶା ଖବର, ଓଡ଼ିଆ news, odisha tv, odishatv, odia news headlines, youtube news, live Odia, news, odisha rain news, odisha weather news, odisha weather updates, ukraine russia news, ukraine, ukraine russia crisis

ความคิดเห็น • 658

  • @suryarauta6549
    @suryarauta6549 2 ปีที่แล้ว +75

    ପ୍ରଧନମନ୍ତ୍ରୀଙ୍କ କାର୍ଯ୍ୟରେ ସଂତୁଷ୍ଟ୍ ହୋଇ ସେ ରାଜନୀତି କୁ ଆସିଛନ୍ତି । ଓଡ଼ିଶା ରେ ବିଜେପି ନେତା ମାନେ କିଛି କରୁନାହାନ୍ତି କି କରାଇଦେଉ ନାହାନ୍ତି ଅପରାଜିତା ଠିକ୍ ଅଛନ୍ତି

  • @my_ENGLISH_SCHOOL
    @my_ENGLISH_SCHOOL 2 ปีที่แล้ว +11

    Aparajita will be CM candidate of APP

  • @anantanaik549
    @anantanaik549 2 ปีที่แล้ว +13

    Aparajita should join App

  • @abhirampanda5462
    @abhirampanda5462 2 ปีที่แล้ว +47

    ବି ଜେ ପି ଓଡ଼ିଶାରେ ଉଠି ପାରିବନି କାରଣ ଓଡ଼ିଶାର ବି ଜେ ପି ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ଘୋଷଣା କରାଯାଇନାହିଁ

    • @prasantapattanaik862
      @prasantapattanaik862 2 ปีที่แล้ว +1

      Dharmendra pradan swapna ଦେଖୁଛନ୍ତି

    • @tapankumar3444
      @tapankumar3444 2 ปีที่แล้ว

      Wait wait apanaku BJP phone Kari kahibe.

    • @prasantapattanaik862
      @prasantapattanaik862 2 ปีที่แล้ว

      @@tapankumar3444 BJP daradam bahut kam kari tapare kahiba petrol gas o anyanya daradam malum achhita? Odishare BJP asile au adhika kan Kariba?

    • @abhisekpatel5th825
      @abhisekpatel5th825 2 ปีที่แล้ว

      Absolutely right sir

  • @laxmiprasadrana5970
    @laxmiprasadrana5970 2 ปีที่แล้ว +7

    APP CM Aparajita sarangi zindabad

  • @chandrapanda7222
    @chandrapanda7222 2 ปีที่แล้ว +26

    2024ରେ ଅପରିଜିତା madam ଜାତକ ରେ ଭଲ ଅଛି. ସେ ଯଦି App ମୁଖ୍ୟମନ୍ତ୍ରୀ candidate ଘୋଷଣା କରାଯାଏ ତାହେଲେ ସେ App କୁ ଯିବା ଠିକ ହେବ. ଓଡିଶା ରେ BJP ର ସଂଗଠନ ଠିକ ନାହିଁ.

    • @damodarnayak175
      @damodarnayak175 2 ปีที่แล้ว +2

      Right Bhai next cm candidate of aam aadmi party

    • @anneytimenewscheck5536
      @anneytimenewscheck5536 2 ปีที่แล้ว +1

      100%right

    • @ramraikisku7643
      @ramraikisku7643 2 ปีที่แล้ว +2

      @@damodarnayak175 👍

    • @abhisekpatel5th825
      @abhisekpatel5th825 2 ปีที่แล้ว +1

      100% Right

    • @zanil993
      @zanil993 2 ปีที่แล้ว +2

      Aparajita sadangi CM seat pachhare padichhanti. BJP re join karithile CM candidate paine seita BJP party ra neta mane karei deunahanti tenu AAP re join kale CM candidate hebe

  • @babygirlaadwika7604
    @babygirlaadwika7604 2 ปีที่แล้ว +8

    I will support aparajita to join aap

  • @sujitsahoo1226
    @sujitsahoo1226 2 ปีที่แล้ว +9

    ଯଦି ଅପରାଜିତା ମାଡାମ୍ କାହା ଅଧୀନରେ ରହିପାରିବେ ନାହିଁ ତେବେ ସେ ସ୍ବାଧୀନ ଭାବରେ ଲଢନ୍ତୁ ।

  • @rabindramohanty7020
    @rabindramohanty7020 2 ปีที่แล้ว +10

    ଏବେ ଝାଡୁର ନେତୃତ୍ୱ ନେଇପାରିଲେ ଆଗକୁ CM ହେବାର chance ମିଳିବାର ସମ୍ଭାବନା ରହିଛି. ଏହାହିଁ ସୁବର୍ଣ୍ଣ ସୁଯୋଗ. ମାଡାମ ହାତଛଡା କରିବେନି ଆଶା.

  • @rajbehera1904
    @rajbehera1904 2 ปีที่แล้ว +26

    If aparajita mam declared as cm candidate then bjp definitely get success

    • @sujitsahoo1226
      @sujitsahoo1226 2 ปีที่แล้ว +1

      😀😀😀

    • @prasantkumarsahoo1054
      @prasantkumarsahoo1054 2 ปีที่แล้ว +1

      Bjp ra neta madam ku jitai debey nahi bjd tanka khaiki haribey ,best app party

  • @libyarani9246
    @libyarani9246 2 ปีที่แล้ว +30

    ସ୍ୱାଭାବିକ କଥା ।ବିଜେପି ପାର୍ଟି ଅପରାଜିତା ମେମ୍ ଙ୍କୁ ଅଣଦେଖା କରୁଛନ୍ତି ଡରୁଛନ୍ତି ।

    • @namitagochhayat5059
      @namitagochhayat5059 2 ปีที่แล้ว +1

      କ୍ଷମତା ପଛରେ ରହିଲେ ଏମିତି ପରିସ୍ଥିତି ହେବ।

    • @user-wc3rq1ki5w
      @user-wc3rq1ki5w 2 ปีที่แล้ว

      @@namitagochhayat5059 କାଇଁ ତାଙ୍କର ଯୋଗ୍ୟତା ନାହିଁ କି

  • @jitendranayak8269
    @jitendranayak8269 2 ปีที่แล้ว +8

    Welcome to Aap Aparjita Mam

  • @Deepakkumar_-4309
    @Deepakkumar_-4309 2 ปีที่แล้ว +3

    Bahut badhia heba 👍 AAP jindabad ❤❤❤

  • @shounakmohanty5871
    @shounakmohanty5871 2 ปีที่แล้ว +11

    Aparajita is 101% better than Samir Mohanty, Aparajita should lead BJP in Odisha. Otherwise BJP is going to be Big Zero....

  • @suryakantapradhan8460
    @suryakantapradhan8460 2 ปีที่แล้ว +16

    ଅସମ୍ଭବ ନୁହେଁ, ମାଡାମ ଅପରାଜିତା ଷଡ଼ଙ୍ଗୀ ଯେଉଁ ଉଚ୍ଚ ଆଶାନେଇ ଚାକିରି ଛାଡ଼ିଥିଲେ ତାହାଯେ ବିଜେପିରେ ରହି ପୂରଣ ହେବନି କିମ୍ବା ବିଜେପି ଏଠି ବିଜେଡିର ବିକଳ୍ପ ଭାବେ ଉଭା ହୋଇପାରିବନି, ଏକଥା ଉପଲବ୍ଧି କରିସାରିଛନ୍ତି। ତେଣୁ ମନୋବଞ୍ଛା ପୂରଣ ପାଇଁ ମାଡାମ ଏଗଛରୁ ସେଗଛ ଡେଇଁବା ପ୍ରକ୍ରିୟାରେ ଅଛନ୍ତି। ବାକିରହିଲା ସଫଳତା ବିଫଳତାର ସମୀକରଣ!

    • @zanil993
      @zanil993 2 ปีที่แล้ว

      Right👍

  • @puneshsenapati4969
    @puneshsenapati4969 2 ปีที่แล้ว +6

    ଓଡ଼ିଶାର ସ୍ବାର୍ଥ ଦୃଷ୍ଟିରୁ ଏବଂ ଅଚ୍ୟୁତ ସାମନ୍ତ ଙ୍କ ପରି ଭଦ୍ର ମୁଖା ପିନ୍ଧି ଓଡ଼ିଶାର ସର୍ବନାଶ କରୁଥିବା ଜହ୍ନା ଡକାୟତ ମାନେ ସାବାଡ ହେବାକୁ ହେଲେ ଅପରାଜିତା ଷଡ଼ଙ୍ଗୀ ଓଡ଼ିଶାର ନେତୃତ୍ବ ନେବାର ଆବଶ୍ୟକତା ଅଛି।

  • @narayanbehera1373
    @narayanbehera1373 2 ปีที่แล้ว +5

    ଦଳ ବାଛିବାର ଯେଉଁ ଭୁଲ ନିଷ୍ପତ୍ତି ନେଇଥିଲେ ଅପରାଜିତା ମେମ ,ତାହାକୁ ବୋଧେ ସୁଧାରିବାକୁ ଚାହୁଛନ୍ତି ।

  • @my_ENGLISH_SCHOOL
    @my_ENGLISH_SCHOOL 2 ปีที่แล้ว +5

    Welcome to APP hnrable Aparajita Madam

  • @bankanidhimishra943
    @bankanidhimishra943 2 ปีที่แล้ว +44

    Most of the people of Odisha want Aparajita Sarangi would be a best Chief Minister in future.

  • @patanjalikarsharma3562
    @patanjalikarsharma3562 2 ปีที่แล้ว +9

    ମୁଁ ଅଳ୍ପ କେତେ ଥର ମାଡାମ୍ ଅପରାଜିତା ଷଡ଼ଙ୍ଗୀ ଙ୍କ ସା°ସଦ କାର୍ଯ୍ୟାଳୟକୁ ଯାଇ ଯାହା ବି ନିରପେକ୍ଷ ଭାବେ ହୃଦୟଙ୍ଗମ କରିଛି, ସେ କେବେ ବି ଧର୍ମେନ୍ଦ୍ର ପ୍ରଧାନ ଭାଇ କିମ୍ବା ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ବିରୋଧରେ କୁତ୍ସାରଟନା କରିଵାର ମୁଁ ଦେଖିନି, କେବଳ ସେ ପଞ୍ଚାୟତ ଓ ପୌର ନିର୍ବାଚନ ପରେ କିଛି ବାସ୍ତବ କଥା କହିଛନ୍ତି ଯେ ରାଜ୍ୟ ସଙ୍ଗଠନ କୁ ଆଉ ଟିକେ ସୁଦୃଢ଼ ଓ କ୍ରିୟାଶୀଳ କରାଯାଇପାରିଲେ ରାଜ୍ୟରେ ଦଳର ସ୍ଥିତି ବିକଶିତ ହେବ। ଆପଣ ଜଣେ ପୁରୁଖା ସାମ୍ବାଦିକ ଭାବରେ ଭଲ ଭାବେ ଜାଣିଛନ୍ତି ଯେ ଏହି କଥା କେବଳ ଅପରାଜିତାଙ୍କର ନୁହେଁ ଭାଜପା କୁ ଭଲ ପାଉଥିବା ଓ ରାଜ୍ୟରେ ଭାଜପା କୁ ବିଜେଡିର ଏକ ବିକଳ୍ପ ଭାବେ ଦେଖିବାକୁ ଚାହୁଁଥିବା ସାଧାରଣ ଲୋକଙ୍କର ମତ.... କେବେବି ମୁକୁ ଭାଇ କି ସମୀର ଭାଇ ତାଙ୍କ ଟାର୍ଗେଟ ନୁହନ୍ତି, ଏକଛତ୍ରବାଦ ନଵୀନ ବିଜେଡି ସରକାର ତାଙ୍କ ଟାର୍ଗେଟ..... ସତ୍ୟ ଓ ନିରପେକ୍ଷ କଥା କୁହନ୍ତୁ ଭାଇ, କାହିଁକି ତାଙ୍କୁ ଅଯଥାରେ ବଦନାମ କରୁଛନ୍ତି ....

    • @satishbansal5800
      @satishbansal5800 2 ปีที่แล้ว

      eita gote gaani maraa news channel . paandian chamchaa channel .

  • @prabirkumardas2743
    @prabirkumardas2743 2 ปีที่แล้ว +4

    ବିଜେପି ଛାଡି ଆପ ଆଡ଼କୁ ମୁହାଇ ଯାଉଛନ୍ତି ଅପରାଜିତା ଷଡ଼ଙ୍ଗୀ।

  • @susiljena2702
    @susiljena2702 2 ปีที่แล้ว +2

    ସାଧାରଣ ଜଣେ ସମିତି ସଭ୍ୟ ଙ୍କୁ ଜିତେଇବାର କ୍ଷମତା ନାହିଁ ଯାହାର ସେ ପୁଣି ରାଜ୍ୟର ନେତୃତ୍ବ ନେବା କଥା ଭାବୁଛି

  • @sukantakmr432
    @sukantakmr432 2 ปีที่แล้ว +9

    Well come mam.. Aap join karlijiye achha Hoga...🙏

  • @ranjanprakash4556
    @ranjanprakash4556 2 ปีที่แล้ว +2

    ପଦବୀ ଆଶାରେ ସବୁକିଛି କରିପାରନ୍ତି ବିଜେପି ନେତ୍ରୀ ଅପରାଜିତା ମାଡାମ |

  • @wenoti947
    @wenoti947 2 ปีที่แล้ว +3

    ଭଲ,ଆପକୁ ଗଲେ ଭଲ ,ଓଡ଼ିଶାର ଉନ୍ନତି ଦରକାର, ଓଡ଼ିଆ ସବୁବେଳେ ସ୍ବାର୍ଥପର ଯେଉଁଥିପାଇଁ ଆଜି ଆମର ଅବସ୍ଥା ।ଦୁଃଖ କେତେଦିନ ଆମେ ଗରିବ ପାଇଁ ଲାଜ ନ କରିବା ।

  • @debashishsrichandann4993
    @debashishsrichandann4993 2 ปีที่แล้ว +3

    ନବୀନ ବାବୁ ଙ୍କ ଭଳି ସାଢେଚାରିକୋଟି ଲୋକଙ୍କ ପ୍ରିୟ ନେତ୍ରୀ ହେଇପାରିବ କି?? ତାଙ୍କ ଭଳି ଜନତା ଙ୍କ ସେବା କରି ପାରିବ କି??

  • @indiradas2104
    @indiradas2104 2 ปีที่แล้ว +3

    ଓଡ଼ିଶା ରେ ବିଜେପି ର ସ୍ଥିତି ଶୋଚନୀୟ ବୋଲି ଅପରାଜିତା ମ୍ୟାଡାମ ଜାଣିପାରିଛନ୍ତି।

  • @lipsadas4353
    @lipsadas4353 2 ปีที่แล้ว +4

    ନେତୃତ୍ଵ ସମ୍ଭାଳିବା ଯେଉଁ ଆଶା ତାଙ୍କର ଥିଲା ସେ ଆଶା ଆଶା ରେ ହିଁ ରହିଗଲା।

  • @manaswinisatapathy6176
    @manaswinisatapathy6176 2 ปีที่แล้ว +7

    It will be a good decision

  • @sadhudas2758
    @sadhudas2758 2 ปีที่แล้ว +34

    After all, where ever Aparajita goes, we will support her.

    • @umeshparida9509
      @umeshparida9509 2 ปีที่แล้ว +1

      Hann, aparajita pela teka assistance you are

  • @biswajitpuhan6899
    @biswajitpuhan6899 2 ปีที่แล้ว +3

    ବିଜେପି ର ସାଂସଦ ଥିବା ସ୍ଵତେ ଆଉ ଏକ ସଂଗଠନ ଗଠନ କରି ଅପରାଜିତ ମ୍ୟାଡମ ତାଙ୍କ ଶକ୍ତି ପ୍ରଦର୍ଶନ କରୁଛନ୍ତି।

  • @rabindramohanty7020
    @rabindramohanty7020 2 ปีที่แล้ว +4

    ଓଡ଼ିଶାରେ ମାଡାମଙ୍କୁ ନେତୃତ୍ୱ କେହି ଛାଡ଼ିବେନି ତାହା ସେ ଜାଣି ଯାଇଛନ୍ତି. ତେଣୁ ସେ ଅନ୍ୟ ଉପୟ ଖୋଜୁଥିଲେ. ମଲୁ ଖୋଜୁଥିଲା ଯାହା ବଇଦ ବତାଇଲା ତାହା.ଏବେ ମାଡାମ AAP ମୁହାଁ ହେଲେଣି.

  • @maheshpatnaik6972
    @maheshpatnaik6972 2 ปีที่แล้ว +3

    ଅପରାଜିତା Madam ଙ୍କୁ ଖାଲି power ଦରକାର....
    ସେଥିପାଇଁ ସେ ସବୁକିଛି କରିପାରନ୍ତି ....

    • @user-wc3rq1ki5w
      @user-wc3rq1ki5w 2 ปีที่แล้ว

      କାଇଁ ତାଙ୍କ ରେ ଯୋଗ୍ୟତା ନାହିଁକି...

  • @subodhakumarmohanty291
    @subodhakumarmohanty291 2 ปีที่แล้ว +3

    Right Dicission

  • @debabratamohanta5188
    @debabratamohanta5188 2 ปีที่แล้ว +4

    Welcome aap

  • @namitagochhayat5059
    @namitagochhayat5059 2 ปีที่แล้ว +2

    ଅପରାଜିତା madam ବି ପ୍ରମାଣ କରିଦେଲେ କି bjp କୌଣସି କାମକୁ ନୁହଁ।

  • @purnapradhan1549
    @purnapradhan1549 2 ปีที่แล้ว +2

    Aparajita you join AAP we now vote to AAP and remove BJD

  • @prabirkumardas2743
    @prabirkumardas2743 2 ปีที่แล้ว +4

    ବିଜେପି ରେ ନିଜ ସ୍ଥାନ ସୁରକ୍ଷିତ ଭାବୁ ନାହାଁନ୍ତି ବୋଧେ ଅପରାଜିତା ଷଡ଼ଙ୍ଗୀ ତେଣୁ ବିକଳ୍ପ ସନ୍ଧାନରେ ଅଛନ୍ତି।

  • @prabirkumardas2743
    @prabirkumardas2743 2 ปีที่แล้ว +11

    ଅପରାଜିତା ଙ୍କ ମୁଖ୍ୟ ଲକ୍ଷ୍ୟ ହେଲା ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ତେଣୁ ଅନ୍ୟ ଦଳ କୁ ଯିବାକୁ ଚିନ୍ତା କରୁଛନ୍ତି।

  • @prabirkumardas2743
    @prabirkumardas2743 2 ปีที่แล้ว +4

    ପ୍ରଥମରୁ ଅପରାଜିତା ଷଡ଼ଙ୍ଗୀ ବିଜେପି ରାଜ୍ୟ ସଂଗଠନ କୁ ମାନୁ ନଥିଲେ କି ଏବେ ବି ମାନୁ ନାହାନ୍ତି।

    • @namitagochhayat5059
      @namitagochhayat5059 2 ปีที่แล้ว +1

      ସେଥିପାଇଁ ସେ ଦଳ ବିରୋଧୀ ହେବାକୁ ପଛ ଘୁଞ୍ଚା ଦେଉନାହାନ୍ତି।

  • @knowledgeray1908
    @knowledgeray1908 2 ปีที่แล้ว +2

    କ୍ଷମତା ନିଶା ଓ ନିଜର ଅହଂ ଭାବ ଅପରାଜିତା ମାଡାମଙ୍କୁ ରସାତଳକୁ ନେଇଯିବ।

  • @maheswarpradhan4247
    @maheswarpradhan4247 2 ปีที่แล้ว +7

    Better to be the head of AAP than the worker of a notorious party like BJP. Welcome

  • @patanjalikarsharma3562
    @patanjalikarsharma3562 2 ปีที่แล้ว +19

    ଆଉ ଆପଣ ନିଜ ହୃଦୟକୁ ଥରେ ପଚାରି ବୁଝନ୍ତୁ ଆପଣ ସତରେ ସତ୍ୟର ଉନ୍ମୋଚନ କରୁଛନ୍ତି ନା ବାସ୍ତବ ଓ ସତ୍ୟ ଉପରେ ଏକ ଅପ୍ରାକୃତିକ ଲେପ ପ୍ରଦାନ କରୁଛନ୍ତି

  • @joginathpanda8836
    @joginathpanda8836 2 ปีที่แล้ว +6

    ଆପ୍ ଓଡ଼ିଶାରେ ସରକାର କରିବ ବିଜୟ ମହାପାତ୍ର ସଭାପତି ଅପରାଜିତା ମୁଖ୍ଯ ମନ୍ତ୍ରୀ

    • @sujitsahoo1226
      @sujitsahoo1226 2 ปีที่แล้ว

      ଭାଇ ଟିକେ ଅଧିକା ହେଇଯାଉନି 😀😀

  • @my_ENGLISH_SCHOOL
    @my_ENGLISH_SCHOOL 2 ปีที่แล้ว +4

    Join immediately and lead the APP

  • @sujitsahoo1226
    @sujitsahoo1226 2 ปีที่แล้ว +2

    ଅପରାଜିତା ଷଡ଼ଙ୍ଗୀ ବାରମ୍ବାର ପ୍ରମାଣିତ କରିଛନ୍ତି କ୍ଷମତା ପାଇଁ ତାଂକ ଭିତରେ କେତେ ଲୋଭ ଅଛି । କ୍ଷମତା ପାଇଁ ଯେକୌଣସି ସ୍ତରକୁ ଯାଇପାରନ୍ତି ।

  • @debaramajhi4370
    @debaramajhi4370 2 ปีที่แล้ว +2

    Aparajita sadangi cm ke liye 100% fit for bjp dal.

  • @my_ENGLISH_SCHOOL
    @my_ENGLISH_SCHOOL 2 ปีที่แล้ว +8

    APP looking for a dynamic transparent young experienced commited CM figure like Aparajita...

    • @sujitsahoo1226
      @sujitsahoo1226 2 ปีที่แล้ว +1

      ଓଡିଶାରେ cm ଫିଗର୍ ତ ବହୁତ୍ ହେଲେ cm ଖାଲି ଜଣେ one and only ନବିନ ବାବୁ ।

  • @chagulsahu2760
    @chagulsahu2760 2 ปีที่แล้ว +4

    Mam is always right

  • @chandikaprasadmohanty9313
    @chandikaprasadmohanty9313 2 ปีที่แล้ว +3

    Aap party re Aparajita Madam, Sri Bijay Mohapatra nku nei Odisha app sangathan ku organise kale bhala heba.

  • @offcialvelocity
    @offcialvelocity 2 ปีที่แล้ว +12

    We support strongly to madam Aparajita sadhangi

    • @satishbansal5800
      @satishbansal5800 2 ปีที่แล้ว

      eita gote gaani maraa news channel . paandian chamchaa channel .

  • @debashishsrichandann4993
    @debashishsrichandann4993 2 ปีที่แล้ว +2

    ନିଜ ସ୍ୱାର୍ଥ ହାସଲ କରିବା କୁ ଯାଇ ସମସ୍ତଙ୍କୁ ପଛରେ ପକାଇ ପାରନ୍ତି କି ଅପରାଜିତା?

  • @NanduComedy
    @NanduComedy 2 ปีที่แล้ว +2

    ନିଜ ଦଳ ଯଦି ହାରିବାରେ ଲାଗିଛି ତାହାଲେ ତାକୁ ଆମେ ନିୟନ୍ତ୍ରଣ ନ କରି ତମେ ଅନ୍ୟ ଦଳ ଆଡ଼େ ମୁଂହାଇବ ତାହାଲେ ଇ କି ରାଜନୀତି
    ??????

  • @maheshpatnaik6972
    @maheshpatnaik6972 2 ปีที่แล้ว +1

    ବିଜେପି ପାର୍ଟି କୁ ଧ୍ଵଂସ କରିବେ ଆମ ଭୁବନେଶ୍ୱର ସାଂସଦ ....

  • @susiljena2702
    @susiljena2702 2 ปีที่แล้ว +1

    କ୍ଷମତା ଲାଳସା ରହୁଛି ସାଂସଦ ଅପରାଜିତା ଙ୍କର

  • @damodarnayak175
    @damodarnayak175 2 ปีที่แล้ว +1

    Aparajita mam , aam aadmi party cm candidate

  • @jyotimallick9728
    @jyotimallick9728 2 ปีที่แล้ว +1

    ଯଦି ଅପରାଜିତା ଯଦି AAP କୁ ଯୋଗ ଦିଅନ୍ତି ତେବେ ଠିକ କରୁଛନ୍ତି ସ୍ବାଗତଯୋଗ୍ୟ

  • @renupravamohapatra1036
    @renupravamohapatra1036 2 ปีที่แล้ว +3

    If the news is true,may be a good decision of Madam Aparajita.

  • @rajkishordas1396
    @rajkishordas1396 2 ปีที่แล้ว +14

    BJP is sinking in Odisha under so called Samir mahanty and Dharmendra pradhan.Odisha 's most deserving political party is AAP to save the state.

  • @ashokkumarnath823
    @ashokkumarnath823 2 ปีที่แล้ว +1

    ଆମ ଆଦମୀ ପାର୍ଟି ଜିନ୍ଦାବାଦ

  • @asanatan1329
    @asanatan1329 2 ปีที่แล้ว +1

    She should join AAP and she will be CM of Odisha, welcome.

  • @ayushmanjamadar6720
    @ayushmanjamadar6720 2 ปีที่แล้ว

    ଅପରାଜିତା କୁ ମୋର ଅଶେଷ ଅଶେଷ ଧନ୍ୟବାଦ ଭଗବାନ ମଂଗଳ କରନ୍ତୁ ଭବିଷ୍ୟତ ଉଜ୍ଜ୍ୱଳ ମୟ ହେଉ

  • @purnendusekharrout9302
    @purnendusekharrout9302 2 ปีที่แล้ว +1

    Aparajita madam should join AAP

  • @maheshpatnaik6972
    @maheshpatnaik6972 2 ปีที่แล้ว +1

    ଯେଉଁ ବି ପାର୍ଟି କୁ ଯିବି କ୍ଷମତା ହାତେଇବା ହିଁ ତାଙ୍କ ଇଚ୍ଛା ....

  • @prabirkumardas2743
    @prabirkumardas2743 2 ปีที่แล้ว

    ଏମିତି ବି ରାଜନୀତିରେ ହୁଏ ଆସନ ଦଖଲ କରି ରଖିବା ପାଇଁ ସବୁକିଛି ସମ୍ଭବ।

  • @ranjanprakash4556
    @ranjanprakash4556 2 ปีที่แล้ว +1

    ଯେତେ ଦଳ ବଦଳେଇଲେ କଣ ହେଵ ଓଡିଶାରେ ବିଜେଡି ସମକକ୍ଷ କେହିବି ହେବେନି |

  • @NanduComedy
    @NanduComedy 2 ปีที่แล้ว

    ସ୍ବାର୍ଥ ହାସଲ କରି ଆଗକୁ ଯିବାକୁ ଚେଷ୍ଟା କରୁଛନ୍ତି ଅପରାଜିତା।

  • @ganeswarmunda8490
    @ganeswarmunda8490 2 ปีที่แล้ว +1

    ଅପରାଜିତା ମ୍ୟାମ୍ ଆମ୍ ଆଦମୀ ପାର୍ଟିରେ ମିଶିବା ଦରକାର।

  • @Strangerlife999
    @Strangerlife999 2 ปีที่แล้ว

    Aparajita mam app gale moo Khushi hebi jiye jiye Khushi like

  • @sumansahoo5437
    @sumansahoo5437 2 ปีที่แล้ว +2

    Madam Aparajita failed in her attempt to assert her position in the state BJP.

  • @dharmendrabehera9595
    @dharmendrabehera9595 2 ปีที่แล้ว +3

    Very very good 🙏🙏🙏

  • @NanduComedy
    @NanduComedy 2 ปีที่แล้ว

    ଆପାରାଜିତା AAP ର ସମ୍ମୁଖୀନ ହେଉଛନ୍ତି |

  • @kartikjena5180
    @kartikjena5180 2 ปีที่แล้ว +1

    କଣ ଠେସା ହେଉଛନ୍ତି ଅପରାଜିତା
    ବିଜେପି ରେ ତାଙ୍କୁ କେହି ପଚାରୁ ନାହାନ୍ତି

  • @rabindramohanty7020
    @rabindramohanty7020 2 ปีที่แล้ว +4

    ବେଳ ଥାଉଥାଉ AAp ରେ ସାମିଲ ହୋଇଗଲେ ଆଗକୁ ଭବିଷ୍ୟତ ରହିଛି. Chance ଟିକୁ ହାତଛଡା କରିବା ସମିଚୀନ ହେବନାହିଁ. ଏହା ମାଡାମଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ.

  • @bikramkumarbal5854
    @bikramkumarbal5854 2 ปีที่แล้ว

    ଚାନେଲ ପାଗଳ, next cm of odisha ପୁଣି ବିଜେପି ରୁ ok

  • @alokranasing36
    @alokranasing36 2 ปีที่แล้ว +1

    ବିଜେପି ନେତା ମାନେ ଇଲେସନ ବେଳେ ଦେଖା ଦେବେ ତାପରେ କୁଆଡେ ଯାନ୍ତି ତାଙ୍କର ପତା ମିଳେନା

  • @gouraharigagarai859
    @gouraharigagarai859 2 ปีที่แล้ว +7

    AAP is only one honest party of the country. If Aparajita Madam joins AAP it will be better for her and Odisha. Right person in right party.

  • @susiljena2702
    @susiljena2702 2 ปีที่แล้ว

    ଶେଷରେ ଶୁଣିବାକୁ ମିଳୁଛି ନିଜର ଆଶା ପୂରଣ ନହେବାରୁ ଅପରାଜିତା କୁଆଡେ ଆପ୍ ମୁହାଁ

  • @jyotiranjanmohanty3221
    @jyotiranjanmohanty3221 2 ปีที่แล้ว

    No doubt Madam Aparajita sarangi one of the best leader of odisha...

  • @akhilchandrabarik6440
    @akhilchandrabarik6440 2 ปีที่แล้ว +1

    If Madam thinking about AAP. This will be bright sign for self and for Odisha. Prabhu Jagannath may bless.

  • @lipsadas4353
    @lipsadas4353 2 ปีที่แล้ว +3

    AAP ଆଡ଼କୁ ଅପରାଜିତା ମାଡମ ମୁଁହଉଛନ୍ତି।

  • @lipsadas4353
    @lipsadas4353 2 ปีที่แล้ว

    ସେଥିପାଇଁ ଦଳରୁ ଅଲଗା ହୋଇ ପ୍ରଚାର ଓ ପ୍ରସାର ରେ ମାତିଛନ୍ତି।

  • @soniabpriya239
    @soniabpriya239 2 ปีที่แล้ว +1

    AAP....is suitable....for...
    Apprajita

  • @namitagochhayat5059
    @namitagochhayat5059 2 ปีที่แล้ว +1

    କ୍ଷମତା ପାଇଁ ଯିଏ ଦଳର ନୁହଁ ସେ କେତେ ଯେ ଲୋକଙ୍କ ପାଇଁ କାମ କରିବ ତାହା ସ୍ପଷ୍ଟ ଜଣା ପଡୁଛି।

  • @namitagochhayat5059
    @namitagochhayat5059 2 ปีที่แล้ว

    ଏବେ ସାଧାରଣ ଜନତା ଜାଣିସାରିଲେଣି ଅପରାଜିତା madam ନିଜ ସ୍ୱାର୍ଥ ପାଇଁ କିଛି ବି କରିପାରନ୍ତି।

  • @susiljena2702
    @susiljena2702 2 ปีที่แล้ว

    କ୍ଷମତା ଯୋଉଠି ଅପରାଜିତା ସେଇଠି ଏହା ଇତିହାସ ସଖୀ ଅଛି

  • @suryakantapradhan8460
    @suryakantapradhan8460 2 ปีที่แล้ว +1

    ଚର୍ଚ୍ଚାର ପରିସର ମଧ୍ୟରେ ସବୁବେଳେ ଅପରାଜିତା ଷଡ଼ଙ୍ଗୀ ମହୋଦୟା ରହିବାକୁ ଚାହାଁନ୍ତି, ଦଳଭିତରେ ଥାଇମଧ୍ୟ ନେତୃତ୍ବକୁ ଦୁର୍ବଳ ବୋଲି କହିବାକୁ ପଛାଉନାହାନ୍ତି କିମ୍ବା ତାଙ୍କର କାର୍ଯ୍ୟକଳାପ ଦଳର ଆଭ୍ୟନ୍ତରୀଣ ବ୍ୟାପାରରେ ଅଡ଼ୁଆ ପରିସ୍ଥିତି ସୃଷ୍ଠି କରୁଛି।

  • @sonalisahu1356
    @sonalisahu1356 2 ปีที่แล้ว +2

    It is very clear that aparajita ma'am has put herself above the party and she wants nothing but her success doesn't matter if the party losses

  • @birendrasahuoffiale2955
    @birendrasahuoffiale2955 2 ปีที่แล้ว

    ନା ନା ନା ଅପରାଜିତା ବିଜେପିର mantri ହେବେ 100%

  • @omkarmeher9643
    @omkarmeher9643 2 ปีที่แล้ว +1

    GOOD DISSION MAM JAI JAGANNATH

  • @debashishsrichandann4993
    @debashishsrichandann4993 2 ปีที่แล้ว

    ଧନ୍ୟ ତମ ରାଜନୀତି ଜୀବନ

  • @susiljena2702
    @susiljena2702 2 ปีที่แล้ว

    କ୍ଷମତା ଲୋଭୀ ଅପରାଜିତା ମାଡାମ୍ ନିଜର ସ୍ୱତନ୍ତ୍ର ପତିଆରା ପାଇଁ କିଛି ବି କରିପାରିବେ

  • @rabinarayanmohanty7922
    @rabinarayanmohanty7922 2 ปีที่แล้ว

    ଶେଷରେ ବିଜେପି ସାଂସଦ ଅପରାଜିତା ମ୍ୟାଡାମ୍ ଦଳ ଛାଡ଼ିବେ

  • @user-cb9vf1cx4i
    @user-cb9vf1cx4i 2 หลายเดือนก่อน

    ଅପରାଜିତା ରାଜ୍ୟ ର ପଦପଦବି ରେ ଆଶା ନ କରିବା ଭଲ.

  • @pradeepsahoo8359
    @pradeepsahoo8359 2 ปีที่แล้ว

    ଅପରିପକ୍ବ ଓ ପ୍ରେରିତ ଆଲୋଚକ ଆପଣଙ୍କୁ କୁହାଯାଇ ପରେ । ଅପରାଜିତାଷଡ଼ଙ୍ଗୀଙ୍କ ପରିଚାଳନା ଓ କାର୍ଯ୍ୟ ଦକ୍ଷ,ସଂଗଠନକୁ ସମସ୍ତ ସାମାନ୍ୟତମ ରାଜନୈତିକ ଓ ସେବା କରୁଥିବା ବ୍ୟକ୍ତି ନିଜକୁ ଗର୍ବ ଅନୁଭବ କରନ୍ତି ।ଏହି ଆଲୋଚନା ମୂଲ୍ୟହୀନ । ଜ୍ଞାନ , ବୁଦ୍ଧି ଓ ନୀତି ନଥିବା ଲୋକ ଏପରି ସମାଲୋଚନା କରନ୍ତି ।

  • @NanduComedy
    @NanduComedy 2 ปีที่แล้ว

    ସେ ଜାଣି ସାରିଲେଣି ଯେ ବିଜେପି ରେ ରହିକି ଆଉ କିଛି ଲାଭ ନାହିଁ ସେଥିପାଇଁ ଏମିତି ନାଟ ଚାଲିଛି ।

  • @susiljena2702
    @susiljena2702 2 ปีที่แล้ว

    ବ୍ୟକ୍ତିଗତ ଭାବେ ଦଳରୁ ଦୁରେଇ ରହି ନିଜ ପାଇଁ ପ୍ରଚାର ପ୍ରସାର କରୁଛନ୍ତି ଅପରାଜିତା

  • @NanduComedy
    @NanduComedy 2 ปีที่แล้ว

    ନିଜ ସ୍ବାର୍ଥ ଦେଖୁଛନ୍ତି ଅପରାଜିତା ମ୍ୟାଡାମ।

  • @NanduComedy
    @NanduComedy 2 ปีที่แล้ว

    ସେ ବ୍ୟକ୍ତିଗତ ଭାବରେ ନିଜକୁ ପ୍ରୋତ୍ସାହିତ କରନ୍ତି |

  • @sankarbeherdalai5943
    @sankarbeherdalai5943 2 ปีที่แล้ว

    ଶତପ୍ରତିଶତ ଆଗାମୀ ମୁଖ୍ୟମନ୍ତ୍ରୀ ଅପରାଜିତା ମମ୍