Odisha BJP VS Aparajita || BJP ରୁ ବିରୋଧ || PULSE_TODAY

แชร์
ฝัง
  • เผยแพร่เมื่อ 21 ส.ค. 2024
  • #AparajitaSarangi #BJPMP #BhubaneswarMP #JayantaSarangi #puricorridor #sonalisahoo #OdishaBJP #LatestNews #PoliticalAnalysis #pulse_today
    ୟୁଟ୍ୟୁବରେ ଓଡ଼ିଶା ଏବଂ ଭାରତର ସର୍ବଶେଷ ଓଡିଆ ଖବର ଅପଡେଟ୍ ଦେଖନ୍ତୁ | Watch the latest Odia news updates from Odisha and India on TH-cam.
    #NewsAdda #OdiaNews #WebNews
    -----------------------------------------------------------------------------------------------------------
    News Adda Web Channel | News Adda | Odia News | ନ୍ୟୁଜ୍ ଆଡା ଲାଇଭ୍
    News Adda Web Channel:
    ନ୍ୟୁଜ୍ ଆଡା ହେଉଛି ଓଡିଶାର ସର୍ବୋତ୍ତମ ୱେବ୍ ନ୍ୟୁଜ୍ ଚ୍ୟାନେଲ୍ ଯାହା ଗଭୀର ଭାବରେ ବିଶ୍ଳେଷଣ କରେ ଏବଂ କଣସି ପକ୍ଷପାତ ନକରି ମିନିଟ୍ ସବିଶେଷ ତଥ୍ୟ ସହିତ ବ୍ୟାଖ୍ୟା କରେ | ସର୍ବୋତ୍ତମ ଆନାଲିଟିକାଲ୍ ଏବଂ ଆକର୍ଷଣୀୟ ଭିଡିଓଗୁଡିକ ପାଇଁ ଟ୍ୟୁନ୍ ହୋଇ ରୁହ |
    News Adda is Odisha’s best web news channel that analyses deeply and explains issues with minute detail without any biases. Stay tuned for best analytical and interesting videos.
    #NewsADDA
    Follow us on Facebook: / newsaddaodisha
    odisha news, latest odisha news, odisha current news, breaking news odisha, latest Odia news , latest news Odia, latest odia News, bhubaneswar, bhubaneswar news, ଓଡିଶା ଖବର, ଓଡ଼ିଆ news, odisha tv, odishatv, odia news headlines, youtube news, live Odia, news, odisha rain news, odisha weather news, odisha weather updates, ukraine russia news, ukraine, ukraine russia crisis

ความคิดเห็น • 182

  • @maasaralacomputer
    @maasaralacomputer 4 หลายเดือนก่อน +1

    ଅପରାଜିତା ଏ ମାଟିର ବିରୋଧୀ, ବିକାଶ ର ବିରୋଧୀ, 🙏

  • @munnatripathi873
    @munnatripathi873 2 ปีที่แล้ว +1

    ଶ୍ରୀମନ୍ଦିର ବିକାଶ କାର୍ଯ୍ୟକୁ ଅଯଥା ରେ ରାଜନୀତି କରୁଛନ୍ତି ଅପରାଜିତା ମାଡାମ

  • @mohantybalia7292
    @mohantybalia7292 2 ปีที่แล้ว +1

    ଅପରାଜିତା ଷଡ଼ଙ୍ଗୀ ଓଡ଼ିଶା ରାଜନୀତି ପାଇଁ କଳଙ୍କ

  • @sujitpanda1749
    @sujitpanda1749 2 ปีที่แล้ว +17

    ଆଜିକା ଦିନରେ ଆମ ଆଦମୀ ପାର୍ଟି ହିଁ ଅପରାଜିତା ଷଡ଼ଙ୍ଗୀ ଙ୍କ ପାଇଁ ଉପଯୁକ୍ତ ।

  • @laxmidharmuduli8424
    @laxmidharmuduli8424 2 ปีที่แล้ว

    ଅପରାଜିତାଙ୍କ ହାତ ଛାଡ଼ିଲେ ବିଜେପି,ଲୋକମାନେ ବିଜେପି ର ହାତ ଛାଡ଼ିଦେବେ।

  • @sibaprasadmishra3224
    @sibaprasadmishra3224 2 ปีที่แล้ว

    ନିଜ ଦଳ ନିଜକୁ ଅନାଉନି ଅଯଥାରେ ପ୍ରହସନ ବନ୍ଦ କରନ୍ତୁ

  • @ranjitmohanty335
    @ranjitmohanty335 2 ปีที่แล้ว +2

    Aparajita Madam Jindabad

  • @user-el2oo1ll7u
    @user-el2oo1ll7u 5 หลายเดือนก่อน

    , BJP ଆଉ ଓଡିଶାରେ ନାହିଁ ଆମେ ସବୁ ଜନତା ସାଧାରଣଲୋକମାନେ ବୁଝି ସାରିଲେଣି ସାଧାରଣଲୋକ ଏତେବେ କାନୁହଁନ୍ତି ଏସବୁ ମୋଦୀର ଚାଲେ ଜୟଶିବଙ୍ଗଙ୍କର ଜୟ ଓଡ଼ିଶା |

  • @gourangasa6027
    @gourangasa6027 2 ปีที่แล้ว +5

    ସୋନାଲି ସାହୁ ଙ୍କ କଥା ରୁ ଜଣା ପଡୁଛି କୋଷ୍ଟାଲ ବେଲ୍ଡ ରେ ବିଜେପି ଆଉ ଆଗ କୁ ସଫଳ ହେବ ନାହିଁ ।

  • @adyashabehera9390
    @adyashabehera9390 2 ปีที่แล้ว +1

    ପ୍ରତି ଦଳର ଗୋଟେ ସୀମା ଓ ମର୍ଯ୍ୟାଦା ଥାଏ ଓ ସମସ୍ତେ ତାକୁ ମାନିକରି ଚଳନ୍ତି କିନ୍ତୁ ଅପରାଜିତା ନିଜ ସୀମାପାର କରିଛନ୍ତି ତେଣୁ ତାଙ୍କୁ କୌଣସି ଦଳୀୟ ସହାୟତା ଓ ସମର୍ଥନ ମିଳୁନାହିଁ

  • @spectrovision7466
    @spectrovision7466 2 ปีที่แล้ว +3

    ତୋର କଣ ଯାଉଛି କିରେ ଚାମଚା ? ବିଜେପି ଫାଟିଲେ ତୁ କଣ ଚାଟିବୁ ? ଶଳା ଦେଶବିକା ମାଗଣାଖିଆ ତକ ନଵୀନା କୁ ଟେକି ଟାକି ରାଜ୍ୟ କୁ ଅଳସୁଆ କରି ସାରିଲଣି । ଲୋନ୍ କାଙ୍ଗାଳ ଓଡିଶା ଆଜି । ଖାଲି ମନ୍ଦିର ଭରସା । ଅପରାଜିତା ଜିନ୍ଦାଵାଦ୍ ।
    ତୁ ନିଜେ ଵୁଝିପାରୁନି । ଭଲକି ଵୁଝେ । ସେ ଜଣେ ଆଇ ଏ ଏସ୍ । ମନ୍ଦିର ଭାଙ୍ଗ ଶଳା ସଵୁ ମିଶିକି ।

  • @sridharpanda7214
    @sridharpanda7214 2 ปีที่แล้ว

    ଅପରାଜିତା ମାମ ପ୍ରାୟ କାର୍ଯ୍ୟ ବିରୋଧ କରି ନାହାନ୍ତି ସୁରକ୍ଷିତ ଓ ନିତନିୟମ ଆଧାର ହେବା ଉଚିତ

  • @Si_pu310
    @Si_pu310 2 ปีที่แล้ว +1

    ବର୍ତମାନ ବି ଜେ ପି ଦଳର ସ୍ଥିତି ଦେଖିବାକୁ ଗଲେ
    ଓଡ଼ିଶାରେ କଂଗ୍ରେସ ଦଳଠାରୁ କିଛି ଗୁଣରେ କମ୍ ନୁହେଁ
    । ଯେପରି ପଦବୀ ପାଇଁ କଂଗ୍ରେସର ଛକାପଞ୍ଝା ଲାଗି ରହୁଛି ବର୍ତ୍ତମାନ ବିଜେପିରେ ସମାନକଥା । ଆଗକୁ
    ଦଳର ସ୍ଥିତି ବର୍ତ୍ତମାନ ର ପରିସ୍ଥିତି କହିବ । ବିଜେପି
    ନେତାମାନେ ଏକଥା ଭଲଭାବରେ ଜାଣିଛନ୍ତି । ତଥାପି
    କାଳେ ମିଳିଯିବ କି ।ଆଶା -- -- - - - । ମୁରବୀ ହୀନ
    ଘର ଯେପରି ଚାଲେ ।

  • @adityacomputers3062
    @adityacomputers3062 2 ปีที่แล้ว +6

    Bjp odisha re destroy heba darkar. Aparajita madam saport odisha people.

  • @Tankdharbhoiofficial
    @Tankdharbhoiofficial 9 หลายเดือนก่อน

    ବିଜେପି ର ଅନେକ ନେତା ଅହଙ୍କାର କରୁଛନ୍ତି ଅପରାଜିତା ଙ୍କୁ କାରଣ ଓଡ଼ିଆମାନେ ନିଜ ଭିତରୁ କିଏ ଯଦି ଉପରକୁ ଉଠି ଯାଏ ତା ଗୋଡ ଟାଣି ଦେବା ଅଭ୍ୟାସ ଟା ଆମ ପରମ୍ପରା ଅଟେ।ଜୟନ୍ତ ଆଉ ଥରେ ବିଧାୟକ ହେବା ସମ୍ଭାବନା ନାହିଁ।ପୃଥ୍ବୀ ରାଜ ଜାଣିଛି ସେ କେବେ ଆଉ ନିର୍ବାଚନ ଜିଣି ପାରିବେ ନାହିଁ ସେଥିପାଇଁ ସାରା ଓଡ଼ିଶା ଅପରାଜିତା ଙ୍କୁ ପ୍ରଶଂସା କରୁଥିବା ବେଳେ ସେମାନେ ଦଳରେ ଥାଇ ଅହଙ୍କାର ରେ ଛତିପିତିଜଳିପୋଡ଼ି ଯାଉଛନ୍ତି

  • @ashokpati4792
    @ashokpati4792 5 หลายเดือนก่อน

    ଭାରତର ଯଶଶ୍ଵି ପ୍ରଧାନମନ୍ତ୍ରୀ , ନବରତ୍ନ ମନ୍ତ୍ରୀ ଜଣେ ଓଡ଼ିଆ ପୁଅ ଶ୍ରୀମାନ ଧର୍ମେନ୍ଦ୍ର ପ୍ରଧାନ ଓ ବିଶେଷକରି ଜଣେ ପୂର୍ବତନ ସୁନାମଧନ୍ୟା ପ୍ରସାସିକା ତଥା ଚମତ୍କାର ବ୍ୟକ୍ତିତ୍ଵ ସମ୍ପନ୍ନ ସମ୍ମା ନୀୟା ଭୁବନେଶ୍ଵରର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଙ୍କ ପାଇଁ ଓଡ଼ିଶା ଜନସାଧାରଣ ବିଜେପି ପ୍ରତି ଅତିମାତ୍ରାରେ ଆକର୍ଷିତ ହୋଇଛନ୍ତି ।

  • @purnendusarangi3816
    @purnendusarangi3816 2 ปีที่แล้ว +1

    ସବୁ ମାଇଚିଆ

  • @subashchandramallick7696
    @subashchandramallick7696 2 ปีที่แล้ว

    ବିଜେପି ଜିନ୍ଦାବାଦ

  • @debendranarayandash1528
    @debendranarayandash1528 2 ปีที่แล้ว

    ଏମାନେ ପସନ୍ଦ ନ କରନ୍ତୁ ଏମାନଙ୍କର ଇଜ୍ଜତ୍ ଅଛିତ ରାଜ୍ୟ ବିଜେପି ବିଜେଡି ସହିତ ଅଛି

  • @sudhirshona8094
    @sudhirshona8094 2 ปีที่แล้ว +1

    App party re jibe sure

  • @nareshpattnaik2454
    @nareshpattnaik2454 5 หลายเดือนก่อน

    ଏଇ ସାମ୍ବାଦିକ ଙ୍କ କାମ କିଛି ନାଇ କି? ଏ ଫାଲତୁ କଥା ନ କହି ଗାଁ ଗଣ୍ଡାକୁ ଯାଇ ଆସ ଓ ବିଜେଡ଼ି ସରକାରଙ୍କ କରୁଣ ଦେଖି ଆସୀ ନିଜେଅନୁଭବ କରିବା ସହ ଲଡେଇ କଲମ ରେ କର ନଚେତ୍ ନୀରବ ରୁହ

  • @aswinipradhan2237
    @aswinipradhan2237 2 ปีที่แล้ว

    ଏଥିରୁ ଜଣା ପଡୁନି କି ଵିଜେପି ଵିଜେଡି କୁ ଵିରୋଧ କରୁନି । ଯଦି ଦେଖିବା ମନ୍ଦିର ଵେଢାରେ ହଗିବା ପାଇଁ ଯାଗା କରିବା କଣ ଵିକାଶ। ଏମିତି ଦେଖିଲେ ଵିଜେଡି କଣ ରାଜ୍ୟର ବିକାଶ କରିଛି ? ଗୋଟିଏ ର ନାମ ନିଅନ୍ତୁ। ଵିଜେଢି କୁ ଵାହାରେ ଵିରୋଧ କରିବା ଓ ଭିତରେ ତାଙ୍କଠାରୁ ଚା ଜଳଖିଆ ଖାଇବା କି ଆଦର୍ଶ

  • @subashchandramallick7696
    @subashchandramallick7696 2 ปีที่แล้ว +3

    Next CM of odisha aparajita sadangi odisha

    • @user-fb8fb5qc2n
      @user-fb8fb5qc2n 3 หลายเดือนก่อน

      ପୁଣି ବିହାରୀ ଶାସନ୍ ଚାଲିବ। ଆପଣଙ୍କ ରାଇଜର ଜଣେ ସରକାରୀ କର୍ମଚାରୀ ବିହାର ଓ ତାମିଲନାଡୁ ରେ ନେତା ହେବା ସମ୍ଭବ କି।ବିହାରୀ ଓ ତାମିଲ ମାନେ ଏହାକୁ ଗ୍ରହଣ କରିବେକି।

  • @sridharpanda7214
    @sridharpanda7214 2 ปีที่แล้ว +3

    ଦୁର୍ଗା ବାବୁ 🙏🙏, ଆପଣଙ୍କ news ରସର୍ବସାଧାରଣ କମେଣ୍ଟ ଗୁଡିକ ର ସାର କଥା news ରେ ସ୍ଥାନ ପାଇଲେ ନେତା ଓ ଜନତା ଙ୍କ ଭାବାବେଗ ସ୍ପଷ୍ଟ ହୁଅନ୍ତା 🙏🙏🙏

  • @prasantkumarsahoo1054
    @prasantkumarsahoo1054 2 ปีที่แล้ว +4

    Tama pari alajya repoter. Mu bahut kam dekhichi Odisha shadharana janata aparajita kn jani Chanti tama pari agyani hi janeye gyani shachota shikhita netri nku epari bhabuthiba au chora bjp birodha karibeye bjd tanka khaiki bjp rey neta hoiki bashichanti

  • @laxmidharmuduli8424
    @laxmidharmuduli8424 2 ปีที่แล้ว

    Jayant Babu ବୋଧହୁଏ ବିଜେଡି ଦଳରେ ମିଶିବା ପାଇଁ ଆଗ୍ରହୀ।ସାମ୍ବାଦିକ ମଧ୍ୟ।ଅପରାଜିତା ଅପରାଜିତା।ତାଙ୍କ ସମକକ୍ଷ ତୁମେ ହୋଇପାରିବ ନାହିଁ।

  • @pratapsahani1880
    @pratapsahani1880 2 ปีที่แล้ว +6

    SABU CHORA AKTHI HOECHANTI

  • @Si_pu310
    @Si_pu310 2 ปีที่แล้ว

    ରାଜ୍ୟ ରେ ବିଜେପି ରେ କିଏ ଅଛି ? । ବର୍ତମାନ ର ଏକତା
    ଆଗକୁ କାମ ଦେବତ ? ।ଟିକେ ଭଲଭାବରେ ଭାବିଚିନ୍ତି
    ଦେଖିନିଅନ୍ତୁ ।ଟାଣ ରହିବତ ? ।

  • @manmohanpadhi9778
    @manmohanpadhi9778 2 ปีที่แล้ว +5

    Sonali sahu mem, puri mandir katha kain chinta karucha ,Babri majid katha chinta kara, Aparijita mem jindabad,

  • @gajendranathjena356
    @gajendranathjena356 5 หลายเดือนก่อน

    ଆଇନ ସଂପର୍କରେ ଅପରାଜିତା ମାତାମ ଅଧିକ ଜଣାଅଛି ଅନ୍ୟମାନେ ସ୍ଵାର୍ଥପର ବୟାନ ବାଜୀକରୁଛନ୍ତି ରୋଗ ଚିହ୍ନି ଛନ୍ତି ଅପରାଜୀତା କିଛି ବେଆଇନ ନିଶ୍ଚିତ ନିଶ୍ଚିତ ଭାବରେ ପାଇବେ ଚେଷ୍ଟା କରିଥିଲେ ଧରା ପଡନ୍ତେ✍️🏃👄⭕U⭕

  • @dolagobindasahoo9267
    @dolagobindasahoo9267 2 ปีที่แล้ว

    ଦୁର୍ଗା ବାବୁ,ପରବର୍ତ୍ତୀ ସମୟରେ ଏ ସମ୍ପର୍କିତ ସମ୍ବାଦ ପରିବେଷଣ କଲାବେଳେ ଆପଣ ଟିକିଏ କହିବେ ଯେ " ପୁରୀରେ ହଉଥିବା ବିକାଶ କାର୍ଯ୍ୟ ଆଇନ ସମ୍ମତ ନା ନୁହେଁ" । ଏ ବାବଦରେ ଆପଣଙ୍କର ସ୍ପଷ୍ଟ ମତ କଣ । ସଂପୃକ୍ତ କାର୍ଯ୍ୟ ପାଇଁ ଆଇଏସଆଇ ର ଲିଖିତ ସିକୃତି ଅଛି କି ?ଆମ ଦେଶ ଲିଖିତ ନିୟମରେ ଚାଲେ ନା ମୌଖିକ ନିୟମରେ ?

  • @lipuswain3957
    @lipuswain3957 2 ปีที่แล้ว +5

    Aparajita sadangi is a best leader without Aparajita BJP don't rise. Sonali Sahu and Jayanta Sadangi febricated their no value

  • @user-uf3so2jf7r
    @user-uf3so2jf7r 2 ปีที่แล้ว +20

    ଅପରାଜିତା ଙ୍କୁ ଏ ସମସ୍ତେ ବୁଝିବାକୁ କ୍ଷମ ନୁହନ୍ତି. ଏଣୁ ବିବାଦ ଉଠିଛି.
    ତାଙ୍କ ବିଚାରରେ ମନ୍ଦିର ଚାରି ପାଖରେ ଯେଉଁ ଗାତ ଖୋଲା ଯାଇଛି ତାହା isi ର ବିନା ଅନୁମତି ରେ ଓ ଅଧିକ ଗଭୀର ଗାତ କରାଯାଇଛି.
    ଯାହା ଶ୍ରୀମନ୍ଦିର ସ୍ଥିତି ପ୍ରତି ବିପଦ ସୃଷ୍ଟି କରିବ.
    ସମସ୍ତ ଙ୍କର ବୁଝିବାରେ ଭୁଲ ରହୁଛି.

  • @bipinamallik2803
    @bipinamallik2803 5 หลายเดือนก่อน

    Jaya Jagannatha Jaya Editornka Kathare Sampurna Ekamata Aparajita Sarangi BJP Dalara Netamanka Sahita Susamprka Narakhi Nijaku Badabhabu Chanti

  • @narayandas369
    @narayandas369 2 ปีที่แล้ว +23

    ଅପରାଜିତା ଗଲେ ବିଜେପି ଯିବ

  • @rabindrakumarmohanty9250
    @rabindrakumarmohanty9250 2 ปีที่แล้ว +2

    Coming cM

  • @user-fb8fb5qc2n
    @user-fb8fb5qc2n 3 หลายเดือนก่อน

    ମାଟି କଣ ତାଙ୍କର।ସେ ପରା ବିହାରୀ।

  • @ranjanmallik4227
    @ranjanmallik4227 2 ปีที่แล้ว +3

    Jie bhala kama kariba se birodhi heba bjp re jete neta achhanti samastankatharu apraajita sarangi best

  • @yashrajdas4996
    @yashrajdas4996 2 ปีที่แล้ว +1

    ଅପରାଜିତାଙ୍କ ଉଦ୍ଧତପଣ ପାଇଁ ତାଙ୍କ ଦଳ ବି ତାଙ୍କୁ ସମର୍ଥନ କରୁନି ଏଭଳି ଗର୍ବ କଣ ପାଇଁ ଛି

  • @bhimasenswain4333
    @bhimasenswain4333 2 ปีที่แล้ว +8

    Aparajita is right but bjd and bjp is wrong

  • @lalitadasee4441
    @lalitadasee4441 2 ปีที่แล้ว

    Thanks Sonali Sahoo!!! Have my love and blessings!!!

  • @girishpradhan7437
    @girishpradhan7437 2 ปีที่แล้ว +11

    BJP ନେତା BJD ଙ୍କ ଠାରୁ ଟଙ୍କା ଖାଉ ଛନ୍ତି ବିରୋଧ କରିବେ କେମିନ୍ତି।

  • @prunamahantw833
    @prunamahantw833 5 หลายเดือนก่อน

    We support madam aparajita

  • @prafullapradhan3860
    @prafullapradhan3860 5 หลายเดือนก่อน

    Sidha Katha Odisha ra Loka Mane Pura Jani Sari Chhanti BJD BJP Eka One .Jai Jagannath

  • @swayamcreation1573
    @swayamcreation1573 2 ปีที่แล้ว +2

    Bahu pachhare asi aji ete lokanka hrudayare achhanti kale kali loke tanku cm sajridebeni ta, sethipain purukha mane bhayabhita.

  • @rashmiranjanmohapatra6494
    @rashmiranjanmohapatra6494 2 ปีที่แล้ว

    Modi support with Aparajita & B j p Voter s support with Aparajita

  • @gitanjalimishra1049
    @gitanjalimishra1049 3 หลายเดือนก่อน

    Aparajita mam is a good woman

  • @nilambarsahu4084
    @nilambarsahu4084 2 ปีที่แล้ว

    NowBJDGovernmentHadDamagedTheOldCulture&CreatNewculture.ItisnotPermitedByNSO.

  • @sadhudas2758
    @sadhudas2758 2 ปีที่แล้ว +9

    BJP may not be with Aparajita sarangi but people are with Aparajita. What 's more ?

    • @sudarsanbehera9310
      @sudarsanbehera9310 2 ปีที่แล้ว +1

      BJP will not go ahead only one dynamic lady. She is Aparajita sarangi leaders all party fear Aparajita

  • @rajivagarwal195
    @rajivagarwal195 2 ปีที่แล้ว +1

    ଅପରାଜିତା ମାଡାମଙ୍କୁ ନେଇ ଏବେ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳୁଛି, ମୋ ମତରେ ସେ ଯଥାଶୀଘ୍ର ସାଂସଦ ପଦରୁ ଇସ୍ତଫା ଦିୟନ୍ତୁ

  • @sankarsangochhayat1765
    @sankarsangochhayat1765 2 ปีที่แล้ว

    Please make pulse for BJD iligal making of puri corridor

  • @gouraharigagarai859
    @gouraharigagarai859 2 ปีที่แล้ว

    She should join AAP as soon as possible.

  • @himansusekharpanda7721
    @himansusekharpanda7721 2 ปีที่แล้ว

    Aparajita next CM at the cost of any revolt. She is not a chatukar.

  • @joginathpanda8836
    @joginathpanda8836 2 ปีที่แล้ว +6

    ଅପରାଜିତା କୁଂ ଓଡ଼ିଶା ଚାହେଁ

  • @ajitsabat1184
    @ajitsabat1184 2 ปีที่แล้ว +1

    Puri mla kata naicha

  • @maacreation2542
    @maacreation2542 2 ปีที่แล้ว +8

    Odisha BJP bjd ku support karuchhi aparajita madam madi chala odissa apanka saathe achhi congratulations

  • @narottamkanungo8935
    @narottamkanungo8935 2 ปีที่แล้ว +1

    ଏଇଟା ବୋଧେ କେଜରୀବାଳ କୁ ଚାଟିବ ।ବିହାରୀ ମାଇକିନିଆ କୁ ସାବଧାନ

  • @kishoresahu8818
    @kishoresahu8818 2 ปีที่แล้ว +13

    ଅପରାଜିତା କଣ କହିବାକୁ ଚାହୁଛନ୍ତି ଏବଂ ସେ କଣ୍ ଦେଖେଇବାକୁ ଚାହୁଛନ୍ତି କେହି ବୁଝିବା ଉପରେ ନାହାନ୍ତି , ସେ ଏକା କଣ୍ ପାଇଁ ସମସ୍ତଙ୍କ ବିରୋଧରେ ଯାଇ ସେ କଣ୍ କହିବାକୁ ଚାହୁଛନ୍ତି ଆମକୁ ବୁଝିବାକୁ ପଡ଼ିବ, ଜୟନ୍ତ ଷଡ଼ଙ୍ଗୀ ଙ୍କର କେତେ ଜ୍ଞାନ ସେଇଟା ଓଡ଼ିଶା ବାସୀ ଜାଣନ୍ତି ଏବଂ ପ୍ରୁଥିରଜ୍ ଙ୍କର୍ କେତେ ଜ୍ଞାନ ସେ କଥା ବି ଓଡିଶା ବାସୀ ଜାଣନ୍ତି?

  • @arabindadas65
    @arabindadas65 2 ปีที่แล้ว +3

    Sunantu Bjp ra top leader.,Odissa ra Sabuloka madam Aparajitanku CM bhbare dekhibaku apanamananka bhitaru kahaku nuhe.

  • @arabindadas65
    @arabindadas65 2 ปีที่แล้ว +13

    Aparajita nka image agare sonali sahoo and pruthiraj nka image zero.

  • @princejeet916
    @princejeet916 2 ปีที่แล้ว +1

    ଷଡ଼ଙ୍ଗୀ ମ୍ୟାଡାମ ବୋଧେ ରାଜ୍ୟ ର ବିକାଶ , ଶ୍ରୀମନ୍ଦିରର ବିକାଶ ଚାହୁଁନାହାଁନ୍ତି ।

  • @bkharapriyabkharapriya8177
    @bkharapriyabkharapriya8177 2 ปีที่แล้ว +1

    aprajita madam in future cm in orissa .
    🚶‍♂️ 🎠 🚶‍♀️ 🎠 In ke sath jagannath mahaprabhu. god bless you 🙏 ❤ mam

  • @umakantahota1748
    @umakantahota1748 2 ปีที่แล้ว +2

    Bjp behavior like Congress. Bjp waiting for obsolete. Bjp can't rise a motion without issue. actually she doesn't wants to protest. But somebody wants to divet the issue.

  • @user-fq5gb9ep9e
    @user-fq5gb9ep9e 5 หลายเดือนก่อน

    ଭଲ ଲୋକଙ୍କୁ ସମସ୍ତଙ୍କର ରାଗ କୋଉ ବାଳ ଲୋକ ତାଙ୍କ ପାଦ ଧୁଳି କୁ ସରି ହେବ ।ଭକୁଆ ଲୋକଙ୍କର ବେସି ଦର ଖମତାଙ୍କୁ ଆସିଲେ ଗାଣ୍ଡି ଫାଟିବ ।

  • @purnendusarangi3816
    @purnendusarangi3816 2 ปีที่แล้ว +5

    Aparajita RIGHT.

  • @manmathnayak5434
    @manmathnayak5434 7 หลายเดือนก่อน

    Aparajita.dekhuchi

  • @user-wi5ry8vk3d
    @user-wi5ry8vk3d 5 หลายเดือนก่อน

    A.chifminister.heba.na.na.a.eta.priminister.heb

  • @saisupravanayak
    @saisupravanayak 2 ปีที่แล้ว

    Aparajita mam should leave this BJP party.. She should start a new party like AAP

  • @pradeepdas7780
    @pradeepdas7780 2 ปีที่แล้ว +3

    Apparaga rajya bjp. Aparajita nkra voter achanti mukhapatra nk voter nahantidala chuliki jiba

  • @bhagabanpradhanbhagabanpra5497
    @bhagabanpradhanbhagabanpra5497 2 ปีที่แล้ว +3

    Odisha BJP means Aparajita Sadangi. Without her BJP can not exist, true facts try once more. She has crores of supporters in Odisha. It's secret to everybody.

  • @Anil_kumar1998
    @Anil_kumar1998 2 ปีที่แล้ว +9

    ମାଡାମ ଅପରାଜିତା ଙ୍କ ସହିତ ଦଳ ଥାଉ କି ନଥାଉ. ଓଡ଼ିଶା ବାଶି ତାଙ୍କ ସହିତ ଅଛନ୍ତି. ତାଙ୍କୁ ଏକାଘାରୀକିଆ କରି ରାଜ୍ୟ ବିଜେପି ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରୁଛି.2019 ଇଲେକ୍ସନ ରେ ଜଣା ପଡିଲା ରାଜ୍ୟ ରେ ବିଜେପି ଅଛି ତା ପୁଣି ଭୁବନେଶ୍ୱର ରୁ. ତାଙ୍କ ହାତ ଛାଡିଦେଲେ ତାଙ୍କର କିଛି ହେଇଜିବନୀ ବରଂ ସବୁଦିନପାଇଁ ନିଜେ ବିଜେପି ରାଜ୍ୟ ରୁ ଲୋପପାଇଯିବ. ଢ଼ିଙ୍କି ଯୁଆଡେ ଯିବ ଧାନ କୁଟିବ

  • @tankadharjena2298
    @tankadharjena2298 2 ปีที่แล้ว +9

    If bjp out aparajita,bjp will not come power last 100year if madam join app she will became chif minister of odisha.

  • @gopalkrishnapattnaik5313
    @gopalkrishnapattnaik5313 5 หลายเดือนก่อน

    In the present situation , Madam Aparajita either join BJD OR CONGRESS , as soon as possible. There is no chance of MADAM IN BJP.

  • @prakashchandrapattnaik9214
    @prakashchandrapattnaik9214 2 ปีที่แล้ว

    Vala. Vala. Bharatiya. Janata. Party. Kagresa pari. Ka. Heuci Vala. Vala. 2024 BJD. Pai. Laile. Safa

  • @Clawedits
    @Clawedits 5 หลายเดือนก่อน

    B j p dala all are ekathi kama karanti B J d tanks lobha karntunahi

  • @sankarsangochhayat1765
    @sankarsangochhayat1765 2 ปีที่แล้ว

    BJD NOT WORK ON LAW.GUNDARAJ KARUCHI MAKE PULSE AGAINST BJD

  • @sanghamitradas371
    @sanghamitradas371 2 ปีที่แล้ว +2

    Bjd channel

  • @bkharapriyabkharapriya8177
    @bkharapriyabkharapriya8177 2 ปีที่แล้ว

    achhi achieve aparajita. Adam nkar.

  • @ashokpati4792
    @ashokpati4792 5 หลายเดือนก่อน

    ବେକାରିଆ ଚର୍ଚା କରନ୍ତୁ ନାହିଁ । ଅପରାଜିତା ମାଡ଼ାମ୍ ଓଡ଼ିଶା ବିଜେପିର ହେଭିୱେଟ ନେତ୍ରୀ ଅଟନ୍ତି । ତାଙ୍କ ସମ୍ବନ୍ଧରେ ସମାଲୋଚନା କରିବା ନିତ୍ୟାନ୍ତ ନିନ୍ଦନୀୟ । ତାଙ୍କ ଭଳି ଜଣେ ଦକ୍ଷ ନେତା ବା ନେତ୍ରୀ ଓଡ଼ିଶା ମାଟିରେ ଖୁବ୍ କମ ମିଲିପାରନ୍ତି ।

  • @bighneswarnayak2854
    @bighneswarnayak2854 2 ปีที่แล้ว +1

    Bjd news channel

  • @belalsensenapati1300
    @belalsensenapati1300 2 ปีที่แล้ว +9

    ବହୁତ ଭଲ ସମ୍ବାଦଟିଏ ଦେଲେ ଦୁର୍ଗାବାବୁ।
    ଆଜି ଯାଏଁ କଂଗ୍ରେସ ଓ ବିଜେପି ସିଧା ରାସ୍ତାରେ ଯାଇ ଓଡ଼ିଶାର ହେଇଚି କଅଣ?
    ଖାଲି ନବୀନଙ୍କ ତୁଷ୍ଟିକରଣ।
    ଅପରାଜିତାଙ୍କୁ ସମସ୍ତେ ଵିରୋଧ କରନ୍ତୁ। ସେପଟେ ଯଦି ଅପରାଜିତା ଏମିତି ବଙ୍କା ରାସ୍ତାରେ ଯାଇ ଦମ୍ଭ ଧରି ରହିବେ ତେବେ ଓଡ଼ିଶାର ସେହିଁ ହେବେ CM କିମ୍ଵା ଦୃଢ଼ ବିରୋଧୀ ଦଳର leader.
    We general people of Odisha support to madam Aparajita.

  • @HemantaSwain-lu1to
    @HemantaSwain-lu1to 4 หลายเดือนก่อน

    Bihari mata

  • @puspalataray4821
    @puspalataray4821 2 ปีที่แล้ว +3

    Odisha re BJP Ra bhabisyat Aparajita sarangi .Tanku birodh kariba Ghatak sabyasta heba.

  • @chitaranjandash6336
    @chitaranjandash6336 5 หลายเดือนก่อน

    Bihari Kan Odisha Katha Jane,,BirodhakaleNije UthiParibe,,

  • @jayasuryarath8563
    @jayasuryarath8563 2 ปีที่แล้ว +1

    ଆତ୍ମଘୋଷିତା ନେତ୍ରୀ ଦଳୀୟ ଶୃଙ୍ଖଳା କୁ ସମ୍ମାନ ଦେଉନଥିବା ଓ ଦଳୀୟ ଶୃଙ୍ଖଳା କୁ ଫୁ କରି ବିଶୃଙ୍ଖଳିତ ଆଚରଣ ଓ ଉଚାରଣ ର ଏକ ପରମ୍ପରା ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି,,ଆଉ କଣ ଆଶା କରାଯାଇପାରେ,,,ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ର ବିକାଶ ର ଧାରା କୁ ବିନାଶ କରିବା ଓ ଜନସାଧାରଣ ଙ୍କୁ ବିଭ୍ରାନ୍ତ ଓ ବିଭ୍ରାଟ କରୁଛନ୍ତି,,,ଭାଜପାର ସଂପାଦକ,,,ମାନ୍ୟବର ବିଧାୟକ ପୁରୀ,,,ଭାଜପାର ମୁଖପାତ୍ର ମହାଶୟା ଙ୍କର ମତାମତ ଓ ମନ୍ତବ୍ଯ ବିକାଶ ର ଧାରା କୁ ଆଗେଇ ନେବା ପାଇଁ ଉଦ୍ଦିଷ୍ଟ,,,,ଏତେ ପ୍ରଚାର ଓ ପ୍ରସାର,,ବିଶ୍ଳେଷଣ ଓ ଉପସ୍ଥାପନା ଇତ୍ୟାଦି କରି ଅଯଥା ରେ ଆତ୍ମଘୋଷିତା ନେତ୍ରୀ ଙ୍କୁ ହାଇଲାଇଟ୍‌ କରନ୍ତୁ ନାହିଁ,,,

  • @sridharpanda7214
    @sridharpanda7214 2 ปีที่แล้ว

    We support mam.

  • @gatinayak9905
    @gatinayak9905 2 ปีที่แล้ว +8

    ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ କୁ ସମସ୍ତଙ୍କର ସମର୍ଥନ ରହିଛି

  • @narayandas369
    @narayandas369 2 ปีที่แล้ว +1

    ଅଧା ଶୁଣାଇଲ ବିଧାୟକଂକ କଥା କଣ ପାଇଂ

  • @user-cl1mo6rs3l
    @user-cl1mo6rs3l หลายเดือนก่อน

    APARAJITA MADAM JANE NICHA PRAKRUTI WARLDRE KEHI NATHIBE.

  • @niranjannayak2630
    @niranjannayak2630 2 ปีที่แล้ว +10

    Aparajita ku chadi au kete dekhajaunahanti au kahara dama nahi

  • @ashoknanda1170
    @ashoknanda1170 2 ปีที่แล้ว

    Puri Kamare kehi RAJANITI Karantu Nahi Nahele Odisha
    JANASADHARANA Chhadibe Nahi ODIYA LOKA ODISHA
    KATHA BUJHIBE
    JAI JAGANNATH🚩🚩🚩🚩🚩🚩🙏

  • @malayabhoi261
    @malayabhoi261 2 ปีที่แล้ว

    ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ସମସ୍ତେ ସମର୍ଥନ କରୁଥିବା ବେଳେ ଏହା ଅପରାଜିତା କଣ ପାଇଁ ଏହାକୁ ବିରୋଧ କରୁଛନ୍ତି

  • @ajitkumarsamal7202
    @ajitkumarsamal7202 2 ปีที่แล้ว

    Tankara leader ship kehi pasand karunanhanti sethipain tanku support karunanhanti

  • @srikantnayak2430
    @srikantnayak2430 2 ปีที่แล้ว

    Sonali and jayanta sadangi bite absolutely rong

  • @laxmanbehera7619
    @laxmanbehera7619 2 ปีที่แล้ว

    Unique leader aparajita sarangii...
    Future chief minister,..
    Sonali kuu aau pruthiraj kuu kia pachaaree, gote thara jitikii dekhaaoo election......

  • @dillipbhoi758
    @dillipbhoi758 2 ปีที่แล้ว +12

    ଅପରାଜିତା ଷଡ଼ଙ୍ଗୀ ସହିତ ଓଡ଼ିଶାର ଜନତା ଅଛନ୍ତି ।

    • @amagiha1046
      @amagiha1046 5 หลายเดือนก่อน +1

      To maa bia pocha

  • @arabindadas65
    @arabindadas65 2 ปีที่แล้ว +13

    Aparajita madam is the future CM of Odissa

  • @saisupravanayak
    @saisupravanayak 2 ปีที่แล้ว

    We general people all support Aparajita mam.. BJP leaders all r already corrupted... Only Aparajita mam is a clean and clear face in BJP..So BJP should support Aparajita mam other wise BJP will destroy in our Odisha...Be careful BJP party and Dharmendra Pradhan

  • @swagatpradhan7719
    @swagatpradhan7719 2 ปีที่แล้ว

    ପୁରୀ ପରିକ୍ରମା ପ୍ରକଳ୍ପ ପାଇଁ ସମସ୍ତେ ସମର୍ଥନ କରୁଛନ୍ତି ମାତ୍ର ଷଡ଼ଙ୍ଗୀ ଙ୍କ ଦିହକୁ ଯାଉନି କାହିଁକି ?

  • @mukundasahoo1319
    @mukundasahoo1319 2 ปีที่แล้ว

    ତୁମକୁ (ମାନେ ତୁମ ମିଡ଼ିଆ) କାହିଁ କାଟୁଚି? ଆରେ ଶହେ ନବୀନ ଶହେ ଚିତା, ଏକା ଲଢିବ ଅପରାଜିତା! ବିଜେପି ଅପରାଜିତା ଙ୍କ ସାଙ୍ଗରେ ଅଛି,, ଅପରାଜିତା ବିଜେପି ସାଙ୍ଗରେ ଅଛିନ୍ତି। ତୁମେ ବୁଝ? ଆଗକୁ ଅଚ୍ୟୁତ ସାମନ୍ତ ସାମର୍ଯ୍ୟ ଉପରେ ବୁଲ୍ଡୋଜାର ଚଡ଼ିବା। ଆମେ ସବୁ କମେଣ୍ଟସ୍ ସୁଣିଚୁ, ତୁମେ ତାକୁ କାଟି ଅର୍ଥ କୁ ଅନ ରଥ କରୁଛ। ଦିନା କେତେ ଆଦିତ୍ୟ ନାଥ ଯୋଗୀ ବିରୁଦ୍ଧ ରେ ତୁମେ ଓ ସନ୍ ଷ୍ଟାର ଟିଭି ଦିବୀ ଡିବି ବାଜା ବଜାଇ (କହିଲ କଣ ନା UP ଇଲେକ୍ସନ ରେ ଯୋଗୀ ଆଦିତ୍ୟ, ଜବର ଦସ୍ତ୍ ହାରୁ ଛ ନ୍ତି।) କଣ୍ ତୁମ ମୁହଁ===ନଳା ମୁହଁ ହୋଇ ଗଲା। ସେମିତି ଅପରାଜିତା madam ଙ୍କ ଦ୍ଵାରା ତୁମ ଗାଣ୍ଡୀ ମୁଣ୍ଡ ଅନ୍ଧାର ହେବ। ପଇସା madam ଦେଉ ନାହାନ୍ତି କି?