BJD Leader Srimayee Mishra Launches A Scathing Attack On Bhubaneswar MP Aparajita Sarangi

แชร์
ฝัง
  • เผยแพร่เมื่อ 27 ต.ค. 2024

ความคิดเห็น • 599

  • @anantakishoreparida59
    @anantakishoreparida59 ปีที่แล้ว +19

    Pl. Talk about rule 5 & 12 sec. 1 of All India Service Conduct Rules.

  • @Binodkumar-if6lk
    @Binodkumar-if6lk ปีที่แล้ว +17

    Apana kichi Ukhadi paribeni. Mdm Aparajita is Excellent person...

    • @jullysamal6626
      @jullysamal6626 7 หลายเดือนก่อน

      ବିହାରୀ ନାନୀ ଓଡ଼ିଆ କୁହନ୍ତି ଏମିତି thikre

    • @Binodkumar-if6lk
      @Binodkumar-if6lk 7 หลายเดือนก่อน

      Pandya thu better n Sh Nabin ji thoo far better...

  • @sahadebnayak7058
    @sahadebnayak7058 ปีที่แล้ว +19

    ଶ୍ରୀ madam ବହୁତ ଗଲୁଆମି କରୁଛ

  • @BBM-6600
    @BBM-6600 ปีที่แล้ว +26

    ନିର୍ଲଜ ଦଳ ର ବାଚାଳାମି 😂

  • @kalyanpanda5885
    @kalyanpanda5885 ปีที่แล้ว +10

    ସବୁକିଛି ବିଜେଡି ବୁଝିଛି, ଆଉ ସବୁ ମୂର୍ଖ

  • @sahadebnayak7058
    @sahadebnayak7058 ปีที่แล้ว +38

    ଶ୍ରୀ ମୟୀ ମ୍ୟଦମ୍ ଆପଣ ଯାହା ସାଂସଦ ପଚାରିଛନ୍ତି ତାହା କୁହନ୍ତୁ ଆଡୁ ସାଡୁ କଥା କୁହନ୍ତୁ ନାହିଁ

  • @pradippradhan4388
    @pradippradhan4388 ปีที่แล้ว +14

    ମୁଖ୍ଯ ମନ୍ତ୍ରୀ ବର୍ତ୍ତମାନ ଗୃହ ବନ୍ଦୀ

  • @dhananjayamishra7638
    @dhananjayamishra7638 ปีที่แล้ว +19

    Not a good answer what Aparajita madam asked.

  • @sudhirswainvillagevlog
    @sudhirswainvillagevlog ปีที่แล้ว +33

    ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ଶ୍ରୀମୟ ମାଡାମ କୁହନ୍ତୁ

  • @pramitapradhan4696
    @pramitapradhan4696 ปีที่แล้ว +13

    ଆପଣଙ୍କୁ ଲଜ୍ଜ୍ୟା ଲାଗିବା କଥା ଶ୍ରୀମୟୀ ମାଡାମ୍ , ଆପଣ କହୁଛନ୍ତି ମହିଳା ସଶକ୍ତିକରଣ କଥା, ଆପଣଙ୍କ ପାଟି ଓଡ଼ିଶା ର ଗ୍ରାମିଣ ମହିଳା ମାନଙ୍କୁ ବାଟବଣା କରିଦେଲାଣି ।ଏହି ମହିଳା ମାନଙ୍କୁ ସଶକ୍ତ କରିବା ପାଇଁ କଣ ଶିକ୍ଷା(technical training as like food processing, tailoring etc.)ଦେଲେ, କିଛି ନାଇଁ, ଆପଣ ଏମାନଙ୍କୁ କହୁଛନ୍ତି ଯେ ନବୀନ ବାବୁ ତୁମ ମାନଙ୍କ ଉନ୍ନତି ପାଇଁ ଏଟା କଲେ ସେଟା କଲେ । 99.5 percent SHG group ଆପଣଙ୍କ PEETHA programme ର ମିନିଙ୍ଗ୍ ମଧ୍ୟ ଜାଣି ପାରିଲେ ନାହିଁ। ଆଉ ଆପଣ ମଧ୍ୟ ଜଣେଇ ନାହାନ୍ତି। ଗ୍ରାମିଣ ମହିଳା ମାନେ ବିଭିନ୍ନ ପ୍ରକାରର ପିଠାପଣା ତିଆରି କରି ଆପଣଙ୍କ ପାଟି ଲୋକ ଓ related govt staff ଙ୍କୁ ଦେଇଛନ୍ତି ଏବଂ ସେମାନେ ମଧ୍ୟ ସେସବୁ ଖୁସିରେ ମାଗଣା ନେଇଛନ୍ତି। ଆପଣ ଏହିପରି ଭାବରେ ଜନତାଙ୍କୁ use କରୁଛନ୍ତି। Election time' ରେ ଖାଲି ଟଙ୍କା ବାଣ୍ଟୁଛନ୍ତି ଗରିବ ପରିବାରରେ ଓ election ଜିତୁଛନ୍ତି। ଏବଂ ଓଡ଼ିଶା କୁ ଆହୁରି ଦରିଦ୍ରତା ଭିତର କୁ ଠେଲି ଦେଉଛନ୍ତି। ଆଜି ଅପରାଜିତା ମାଡାମ୍ ଙ୍କ କଥାରେ ଆପଣଙ୍କୁ ମିର୍ଚୀ ଠିକ୍ ଲାଗିଛି। ଆପଣଙ୍କ କଥାରୁ ଯାହା ଜଣାପଡୁଛି ଆପଣ ମାନେ ହିଁ ଅପରାଜିତା ମାଡାମ୍ ଙ୍କୁ ଡରୁଛନ୍ତି

  • @aswinikhilar6815
    @aswinikhilar6815 ปีที่แล้ว +10

    I support aprajita madam

  • @prasantakumarkanhar5994
    @prasantakumarkanhar5994 ปีที่แล้ว +50

    ବିଜେଡି ଆପଣ ସବୁ ଟେକି ପକୋଉଛନ୍ତି ଅପରାଜିତା ମାଡାମ ଯାହା କହିଛନ୍ତି ଠିକ କହିଛନ୍ତି

    • @ashuM171
      @ashuM171 ปีที่แล้ว +3

      tama aparajita nka katha na kahiba bhala.... jie nije ahanjkara re budi ki achanti se puni lokanka katha kahuchi

    • @sahujatindraprasad5923
      @sahujatindraprasad5923 ปีที่แล้ว +1

      ତମେ ପ୍ରଥମେ cm କିଏ କହ ତାପରେ କହିବ ଆଜ୍ଞା

  • @krushnanayak1615
    @krushnanayak1615 ปีที่แล้ว +27

    ନବୀନ ସରକାର ଏବେ ଓଡ଼ିଶାରେ CM ନାହାନ୍ତି ଯାହା ଜଣା ପଡୁଛି.....ସେ ବିଷୟରେ କିଛି କୁହନ୍ତୁ...ସେଟା ହଉଚି ପ୍ରଶ୍ନ. କିଏ ଓଡିଶା ଚଳାଉଛି??

  • @rishipradhan419
    @rishipradhan419 ปีที่แล้ว +44

    ଅପରାଜିତା ମେଡମ ଗୋଟେ ପ୍ରଶ୍ନ ପଚାରିଲେ କିନ୍ତୁ ଦୁର୍ଭାଗ୍ୟ ଜନକ କଥା ଯେ ଶ୍ରୀମୟୀ ଗୋଟେ ଉତ୍ତର ଦେଉଛନ୍ତି 😅 ଧନ୍ୟ ତୁମେ ବିଜେଡ଼ି ନେତ୍ରୀ

    • @sushitkumarparida7388
      @sushitkumarparida7388 ปีที่แล้ว +3

      Se ta paageli ta .devlop maane se nije jaaneni nija muha ku chhepa pakuchhi. Shree mayee paageli

    • @padmalochanajani431
      @padmalochanajani431 6 หลายเดือนก่อน

      ​@@sushitkumarparida7388to be in touch and go for the first the kingdom and the first row e re aw QA

    • @santilatapanda1386
      @santilatapanda1386 4 หลายเดือนก่อน

      Thick kahuchhanti dhanyawad mem BJD ku chhadani

  • @trilochanpuntia2513
    @trilochanpuntia2513 ปีที่แล้ว +8

    There is no answer to question .

  • @pabitrahati3106
    @pabitrahati3106 ปีที่แล้ว +3

    Good question,sireus isu.

  • @prakashchandraroy5715
    @prakashchandraroy5715 ปีที่แล้ว +14

    We want Aparajita mam next CM of odisha

  • @prabhuroutray
    @prabhuroutray ปีที่แล้ว +15

    Shree mayee mam... ଗୋଟିଏ କଥା କହିବାକୁ ଚାହେଁ ଯେ ନବୀନ ବାବୁ ମୁଖ୍ୟମନ୍ତ୍ରୀ ହେବା ଠାରୁ ସେଇ ଇସ୍କନ ଦେଇ ଜାତୀୟ ରାଜପଥ ଯାଇଥିଲା, ସେତେ ବେଳେ kn ବର୍ଷା ଟୋପାଏ ବର୍ଷା ରେ kn କୁତ୍ରିମ ନଦୀ kn heu ନଥିଲା।। ଏପର୍ଯ୍ୟନ୍ତ drain ra ସୁବିଧା ହୋଇପାରିଲା ନାହିଁ।।।କେତେ ପିଲା ଙ୍କ ଡ୍ରେନ ରେ ଜୀବନ ଗଲାଣି କୁହ ସବୁ ସେଥି ପାଇଁ ନବୀନ ସରକାର ଦାୟୀ।।।।kn ଆଜ୍ଞା ଶୁଣନ୍ତୁ।।ଇତିହାସ ଖୋଲିଲେ ଦୁର୍ନୀତି ତ ହିସାବ ନାହିଁ।।।

  • @prasantakumar7716
    @prasantakumar7716 ปีที่แล้ว +20

    ମନ୍ଦିର ଭିତରେ କିଏ ନାଁ ମୂଁ କଦଳୀ ଖାଇନି 😂😂😂😂😂😂

  • @giridharimajhi7565
    @giridharimajhi7565 ปีที่แล้ว +5

    ବିଜେଡି ନେତ୍ରୀ ବହୁତ ଭୁଲ କହୁଛନ୍ତି

  • @bhubanrajsuna648
    @bhubanrajsuna648 ปีที่แล้ว +52

    ମାଡାମ ତମକୁ ଟିକିଏ ଳଜ୍ୟା ଳାଗିବା କଥା,ଏଠିମୁଖ୍ୟ ଶାସନ ସଚିବ ଅଛନ୍ତି ବୁଝିବା ପାଇଁ,ପାଣ୍ଡିଆନ ବାବୁ ଖାଳି ଅଛନ୍ତି

  • @dineshmohanty182
    @dineshmohanty182 ปีที่แล้ว +48

    😂😂😂 ଆରେ ଶ୍ରିମୟି ମ୍ୟାଡମ ଲଜ୍ୟା ନାହିଁ ଟିକେ ଆପଣ ଙ୍କୁ । ଅପରାଜିତା ମ୍ୟାଡମ୍ କୁଆଡେ ତମକୁ ଡରୁଛନ୍ତି, ଆରେ ନିଜ କୁ କାହା ସହ ତୁଳନା କରୁଛନ୍ତି ମ୍ୟାଡମ୍

    • @ashuM171
      @ashuM171 ปีที่แล้ว +1

      bijedi kahaku dareni.... sabu ra samna kariba bijedi janichhi

    • @Tulsi-ru1ur
      @Tulsi-ru1ur ปีที่แล้ว +4

      Bijedi daruchhi seti pain pandiyan sasan chalauchhi

    • @PSOdia
      @PSOdia ปีที่แล้ว +4

      ​@@ashuM171 tu gote Tamil golam

    • @pradippradhan4388
      @pradippradhan4388 ปีที่แล้ว +1

      ହା ହା ହା

    • @KIRANMOHANTAJHUMARSONG
      @KIRANMOHANTAJHUMARSONG ปีที่แล้ว +1

      Gramo sukuriki hoibo gaee

  • @adisripriyadarshini8092
    @adisripriyadarshini8092 ปีที่แล้ว +9

    ଶ୍ରୀମୟୀ ମିଶ୍ର ବିଜେଡି ନେତା ଭଳି ନ କହି ଓଡିଆ ଭଳି ଚିନ୍ତାଧାରା ରଖି ଉତ୍ତର ଦିଅନ୍ତୁ

  • @jpofficialchannel4391
    @jpofficialchannel4391 ปีที่แล้ว +10

    ଯାହା ପଚରାହାଉଚି ତାର ଉତ୍ତର ଦିଅ

  • @seemanayak4849
    @seemanayak4849 ปีที่แล้ว +33

    ତୁମେ ଜଣେ ଫିଲିମ୍ ରେ କାମ କରୁଥିଲେ but ଅପରାଜିତା ଜଣେ IS madam

  • @srikerenda
    @srikerenda ปีที่แล้ว +5

    Shreemayee madam ଆପଣଙ୍କ କଥାରୁ ଯାହା ଜଣାପଡୁଛି ଆମ ରାଜ୍ୟର ଯେତେ ମନ୍ତ୍ରୀ ଏବଂ ବିଧାୟକ ଅଛନ୍ତି ସେମାନେ ସବୁ good governance ଦେବାରେ ଅଯୋଗ୍ୟ। 5T secretary ଏକା ଯଦି ସବୁ କାମ କରିପାରୁଛନ୍ତି ମନ୍ତ୍ରୀମାନଙ୍କୁ ରାଜକୋଷରୁ ସାଧାରଣ ଜନତାଙ୍କ ଟଙ୍କା ଦେଇ ପୋଷିବା କଣ ଦରକାର! ଆଜ୍ଞା ସମସ୍ତେ ଜାଣିଛନ୍ତି ରାଜ୍ୟ କିଏ ଚଳାଉଛି। ଲୋକଙ୍କୁ ବୁଝେଇବା ଦରକାର ନାହିଁ। ସର୍ବଭାରତୀୟ ସ୍ତରରେ ଓଡ଼ିଆମାନେ ଦେଶ ଚଳାଉଛନ୍ତି, ହେଲେ ପରିତାପର ବିଷୟ ଆମେ ଓଡ଼ିଆମାନେ ଆମ ରାଜ୍ୟ ଚାଲିବାକୁ ଅଯୋଗ୍ୟ । ଜୟ ଜଗନ୍ନାଥ।

  • @bidikiharisoura1462
    @bidikiharisoura1462 ปีที่แล้ว +7

    Who is odisha CM Naveen babu or Pandiyan ???

  • @nirakarbehera3286
    @nirakarbehera3286 ปีที่แล้ว +31

    Topic ରୁ madam ଦୂରେଇ ଭିତ୍ତିହୀନ କଥା କହୁଛନ୍ତି।

  • @bhubanrajsuna648
    @bhubanrajsuna648 ปีที่แล้ว +35

    ମାଡାମ ଗୋଟିଏ ସାଂସଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୁହନ୍ତି , ଆପଣ କାହିଁକି ପାଣ୍ଡିଆନ ଙ୍କର ସପୋଟ କରୁଛନ୍ତି

    • @bikrampradhan5560
      @bikrampradhan5560 ปีที่แล้ว +1

      ଟିକେଟ କ୍ୟାନ୍ ସେଲ ହୋଇ ଯିବ ଟିକେ ଚଢିକି କହିଲେ କୋଠ ଝିଅ ହୋଇ ଯିବେ

  • @ranjitpattanaik5340
    @ranjitpattanaik5340 ปีที่แล้ว +64

    ସେଇ ଅପରାଜିତା ମାଡ଼ାମ ଙ୍କ ପାଇଁ ସ୍କୁଲର ଶିକ୍ଷକମାନେ ସାବାଡ ହେଇଥିଲେ ଓ ସ୍କୁଲ ପରିଚାଳନା ଥରୁଥିଲା ।

    • @sritamkumar7488
      @sritamkumar7488 ปีที่แล้ว +1

      Right

    • @lisabhanja2433
      @lisabhanja2433 7 หลายเดือนก่อน

      Right setebele b pila dariki padhuthile ebe pilamane murkha

  • @biswanathjena5732
    @biswanathjena5732 ปีที่แล้ว +10

    Madam laja laguchhi . Tike swabhiman rakhantu.

  • @bhabataranapradhan4510
    @bhabataranapradhan4510 ปีที่แล้ว +6

    ମନ୍ତ୍ରୀ ମାନକୁ ପିଆଜ ଦେଇ ଦିଅ ଘରେ ବସିକି ଛଡ଼ା ଅନ୍ତୁ।

  • @majhililyvlogs2611
    @majhililyvlogs2611 ปีที่แล้ว +4

    Answer should be relevant to the question raised.

  • @lalitkumbhar-vj7sh
    @lalitkumbhar-vj7sh ปีที่แล้ว +3

    Mam namaskar what is the defination of devlopmet do you tell

  • @narayanparida1774
    @narayanparida1774 ปีที่แล้ว +4

    Who is chief minister of odisha

  • @jayantsethi3353
    @jayantsethi3353 ปีที่แล้ว +15

    Srimayee madam କାହିଁକି ଆପଣ ଶୁଖିଲା କଥା ଗୁଡାକ କହୁଚ ।ଆପଣ ଶାସନ ରେ ଅଛନ୍ତି ଆଉ ଅପରାଜିତା madam ବିରୋଧୀ ଦଳ ରେ ତେଣୁ ତାଙ୍କର ସମାଲୋଚନା କରିବା କିଛି ଭୁଲ ନୁହ କିନ୍ତୁ ଆପଣ ଯାହା କହୁଛନ୍ତି ସବୁ ହାସ୍ୟାସ୍ପଦ କଥା । ପାଣ୍ଡିଆଁ କିଏ ? ତାଙ୍କ କାର୍ଯ ପରିସର କେତେ ? ଅପରାଜିତା madam କିଛି ଭୁଲ କହୁନାହାନ୍ତି । ଆପଣ ଶାସନ ରେ ଅଛନ୍ତି 23 ବର୍ଷ ହେଲା ଆଉ କେତେ ବର୍ଷା ରହିଲେ ଓଡ଼ିଶା ର ଲୋକମାନଙ୍କର ସବୁ ସମସ୍ୟା ସମାଧାନ କରିପାରିବେ ...!

  • @gourikumarsahu1877
    @gourikumarsahu1877 ปีที่แล้ว +3

    ଅଯଥା ପ୍ରତିରୋଧ। 5T କଥା ଉଠିଛି। ସେକଥା କୁହ।

  • @amulyamohanty8549
    @amulyamohanty8549 ปีที่แล้ว +3

    Sreemaye mam ହନୁ ମଲା ବେଳେ ସତ କହିବ ଆଉ ତେଲ ମାରନିଆପଣଙ୍କ ମୁହଁ ରେ ଏ କଥା ଶୁଣିବାକୂ ଭଲ ଲାଗୁନି

  • @coolcasually3986
    @coolcasually3986 ปีที่แล้ว +3

    ପଛେ ବୋବାଇବୁ ଆଗ ଅପରାଜିତା ର ଉତ୍ତର ଦେ

  • @sumitsingh6607
    @sumitsingh6607 ปีที่แล้ว +9

    All this is not the answer of Aparajita

  • @coolcasually3986
    @coolcasually3986 ปีที่แล้ว +3

    ଅପରାଜିତା good

  • @sadhudas2758
    @sadhudas2758 ปีที่แล้ว +3

    ପ୍ରଶ୍ନ କଣ ଉତ୍ତର କଣ ?
    ମେଟ୍ରିକ ରେ କେତେଥର ଫେଲ ?

    • @sbabita
      @sbabita ปีที่แล้ว

      😂😂😂

  • @jitendrasahu1942
    @jitendrasahu1942 ปีที่แล้ว +3

    ହେଲା ନାହିଁ,
    ସେ ପ୍ରଶ୍ନ ର ଏକ ଉତ୍ତର ନାହିଁ,
    ୨×୩ କେତେ ? ୩/୫/୭

  • @saktiranjansahoo9210
    @saktiranjansahoo9210 8 หลายเดือนก่อน +1

    ଯାହା କୁହ.... ଆଉ ଥରେ ଅପରାଜିତା 🎉🎉

  • @kumarbpanda1960
    @kumarbpanda1960 ปีที่แล้ว +13

    ନୂଆ ସରକାର ଆସିଲେ ଭଲ ହୁଏ 🎉🎉🎉

    • @sudhansumishra6986
      @sudhansumishra6986 ปีที่แล้ว +1

      But ama loka ta Naveen pain Pagala.. ki mahu jharuchi kalia janithiba😂

  • @niranjanbehera9276
    @niranjanbehera9276 ปีที่แล้ว +3

    କମେଟବକସ୍କ ଦେଖି କି ଭାଷଣମାରିଲେ ଭଲହୁଅନ୍ତା

  • @sadhudas2758
    @sadhudas2758 ปีที่แล้ว +5

    ମନ୍ତ୍ରୀ ଓ ନେତା ନିର୍ବାସନରେ କି ?
    ହୋ ଭକତେ

  • @saktiswarupabhoi9098
    @saktiswarupabhoi9098 ปีที่แล้ว +3

    Aprajita madam 💯 thik kahichanti.....

  • @seemanayak4849
    @seemanayak4849 ปีที่แล้ว +6

    23 ବର୍ଷରେ କୋଉଠି ଥିଲେ ୨୪ ବର୍ଷରେ ଲୋକଙ୍କ ପାଖକୁ ଯାଉଛନ୍ତି 😅😅😅

  • @Tulsi-ru1ur
    @Tulsi-ru1ur ปีที่แล้ว +13

    Ea bala bujhilani aprajita medam kana pacharile ea kana kahuchhi

  • @dayanidhisahu4080
    @dayanidhisahu4080 ปีที่แล้ว +1

    Bahut sundar katha mam kahichhanti

  • @prasantakumar7716
    @prasantakumar7716 ปีที่แล้ว +5

    ମାଡାମ ଙ୍କ କଥା କୁ କାଟ ମ. ଏଇଆଡୁ ସିଆଡୁ କାହିଁ କି ଗପୁଚ

  • @prasantananda5813
    @prasantananda5813 ปีที่แล้ว +3

    ଅପରାଜିତା ର ପ୍ରଶ୍ନ ର ଉତ୍ତର ଦେ କଥା ବୁଲାଉଚୁ kn ପାଇଁ

  • @manoranjanpanda5536
    @manoranjanpanda5536 9 หลายเดือนก่อน +1

    ଶ୍ରୀ ମୟୀ ମିଶ୍ର ଜାଣିରଖିଵା ଉଚିତ୍ ତୁମର ଜାଲିଆ କଥା ତୁମପାଇଁ ଵୁମେରାଂ ହେଉଛି, ଯାହା ପଚିଶ ବର୍ଷ ହେଲା କରିପାରିଲନି ଆଉ କରିବ ଜନତାଙ୍କର ଆଉ ବିଶ୍ବାସ ହେଉନି, ନବୀନ ପଟ୍ଟନାୟକ କୋଉ ଭଗବାନ ନୁହେଁ ଯେ ଚମକପ୍ରଦ କରିଦେବେ, ତୁମେଭୋଟରେ ଜିତିବା ପାଇଁ ନବୀନଙ୍କୁ ଭଗବାନ ଆସନରେ ବସାଇ ସାରିଛ, ଜୟ ଜଗନ୍ନାଥ,

  • @purushottammanasingh1248
    @purushottammanasingh1248 ปีที่แล้ว +2

    Correct answer diyantu

  • @aneelkumarrath2093
    @aneelkumarrath2093 ปีที่แล้ว +8

    Taa mane odisha MP aau MLA nka kichi duty nahi ? Khali sachiba sir hin work karei be..🎉

  • @sagarnaik5508
    @sagarnaik5508 ปีที่แล้ว +1

    Give the answer

  • @helloodisha5824
    @helloodisha5824 ปีที่แล้ว +5

    Srimayee nka Answer thik laguni.

  • @diptisahoo3832
    @diptisahoo3832 ปีที่แล้ว +3

    ଆପଣଙ୍କୁ ଲଜ୍ୟା ନାହିଁ,କି ବିବୃତି ରଖୁଛନ୍ତି

  • @r.jaganmohanpatro5715
    @r.jaganmohanpatro5715 ปีที่แล้ว +5

    Madam Srimaye Mishra
    Your answer is not proper reply to the question raised by Madam Aparajita Sarangi and it is requested to all the BJD party members to take training from Madam Aparajita Sarangi that what are the duties of the elected members of the constitution of India

  • @lilibarik5300
    @lilibarik5300 7 หลายเดือนก่อน +1

    Aparajita madam is right candidate for odisha CM.... nobody is comparable with her..... Jai shree Ram Jai modi Ji Maharaj Jai Hindustan ❤❤❤❤

  • @amentertainment6998
    @amentertainment6998 ปีที่แล้ว +1

    ଅପରାଜିତା madam ସାଙ୍ଗରେ ତମେ ସମାନ ନୁହେଁ,

  • @Skgbul470
    @Skgbul470 ปีที่แล้ว +4

    ଶ୍ରୀମଇ ବିଜେଡିକୁ ସୁହଲିଲା
    ଭୋଲିଆ କଥା ନୋ କହିଲେ
    ସୁପ୍ରିମ ଚାକିରିରୁ ବାହାର କରି ଦେବେ ,ଆଗୋରୁ ଦାମ କେତେ ନେତା ମନ୍ତ୍ରୀ ଙ୍କୁ ଗଳା
    ଟ ନ୍ତିଆ ଦେଇ ବାହାର କରି ଦେଇ ଛନି,

  • @PRADEEPSINGH-vm7we
    @PRADEEPSINGH-vm7we ปีที่แล้ว +3

    ମାଡାମ ତୁମକୁ ବିଜେଡି ଟିକେଟ ଦେବ. କେତେ ଟେକିଛ ମୈଦାନ ଆସ ଭୋଟ ତୁମ ଖାତାରେ କେତେ ପଡୁଛି ସେଇଠୁ ଜାଣିବ ଲୋକଙ୍କ ପାଇଁ କଣ କରିଛ. ସେବା ମୂଳରୁ ନାହିଁ ଚାଲି ଆସିଲେ ପ୍ରେସମିଟ କରିବାକୁ

  • @khageswarmalla2073
    @khageswarmalla2073 ปีที่แล้ว +1

    ଶ୍ରୀମୟୀ ମ୍ୟାଡାମ୍ ଲଜ୍ୟା ବୋଧ ହେବାକଥା ଆପଣଙ୍କ ନେତା ଓ ମନ୍ତ୍ରୀ ମାନଙ୍କୁ। ଜଣେ ଅଫିସର ଏତେ ପାୱାର ଫୁଲ। ଆପଣ ଙ୍କ ନେତା ନିଜେ ମାନୁଛନ୍ତି ସେମାନେ କିଛି କରି ପାରିବେ ନାହିଁ।

  • @trilochanmohanty1917
    @trilochanmohanty1917 ปีที่แล้ว +13

    Be careful Aparajita would be next CM😊😊😊

  • @zagonkumar6160
    @zagonkumar6160 ปีที่แล้ว +2

    ପ୍ରଶ୍ନର ଉତ୍ତର ଏଇଟା ନୁହଁ

  • @SaiBaba_Creations
    @SaiBaba_Creations ปีที่แล้ว +6

    ଔଷଦ ବିକଳରେ ତାଟିଆ କାମୁଡ଼ି ବାକୁ ପଡୁଛି 😄😄👍

    • @ashuM171
      @ashuM171 ปีที่แล้ว +1

      bijepi kamudi kamudi ba chindei delani

  • @rushinayak5830
    @rushinayak5830 ปีที่แล้ว +1

    ଅପରାଜିତା କହିଛନ୍ତି govt servant public meeting କରିପାରିବେ ନାହିଁ ଆପଣ ତାଙ୍କ ଚରିତ୍ର ବିଷୟ କହି ଗଲେ କିନ୍ତୁ ଆପଣ ଭୁଲ କହୁ ଚନ୍ତି

  • @bibhutipradhan2791
    @bibhutipradhan2791 7 หลายเดือนก่อน +1

    ଏଥର ଅପରାଜିତା
    Only BJP

  • @user-lr1mj3lu6y
    @user-lr1mj3lu6y ปีที่แล้ว +1

    କଣ ଏମାନେ ଭାବୁଛନ୍ତି ନିଜକୁ

  • @prasadakumarpany8934
    @prasadakumarpany8934 ปีที่แล้ว +1

    କାହିଁକି ରାଜ୍ୟ ରେ ମନ୍ତ୍ରୀ ନେତା ନାହାନ୍ତି କି ସେ କିଏ ଆସି ବୁଝିବା କୁ

  • @bedantrout1736
    @bedantrout1736 8 หลายเดือนก่อน +1

    Welcome

  • @majhililyvlogs2611
    @majhililyvlogs2611 ปีที่แล้ว +2

    ETA kana kada jabab!

  • @prasannakahalsingh3518
    @prasannakahalsingh3518 ปีที่แล้ว +2

    Sidha Utara Rakha.

  • @ArunBiswal-l2l
    @ArunBiswal-l2l 8 หลายเดือนก่อน +1

    Correct speech madam

  • @AmitDas-su5rx
    @AmitDas-su5rx ปีที่แล้ว +1

    ଏବେ ପୁରା Clear ହେଲା ଯେ BJD ରେ ନେତା, ମନ୍ତ୍ରୀ କେହି ନାହାନ୍ତି, ସମସ୍ତେ ଅପାରଗ I
    ନେତା ଓ ମନ୍ତ୍ରୀ ମାନେ ଜନେ ତାମିଲ ଅଫିସର ର ଚାକର I କେହି ପାଟି ଫିଟାଇ ସିଏ ଜେଲ ଯାଉଛନ୍ତି I Example- Pradip Panigrahi.

  • @drxdeepakkumardasadhikary
    @drxdeepakkumardasadhikary ปีที่แล้ว +3

    We want new cm in odisha

  • @benudharmishra5224
    @benudharmishra5224 ปีที่แล้ว +1

    ମାଡାମ୍ ଭୟଭୀତ ତା ପ୍ରମାଣ କଣ
    ତା ପରେ ଉତ୍ତର ଦିଆଯିବ

  • @abhishekpadhi3868
    @abhishekpadhi3868 8 หลายเดือนก่อน +1

    Odisha Wants Aparajita Madam

  • @bhabanemallick1801
    @bhabanemallick1801 ปีที่แล้ว +1

    Rule. Upare. Counter. Karantu

  • @kalishparida8069
    @kalishparida8069 ปีที่แล้ว +1

    ତୋବିଆରେଗିହନୟାଗଡରେଗୋଟେଆଇସୁରୁମୁନାହିତୋଘ ଈତାନବିନକଣଛୋଡୁଛିଲୋରାଣ୍ଡି

  • @manoranjanpanda5536
    @manoranjanpanda5536 ปีที่แล้ว +8

    ଶ୍ରୀ ମୟୀ ମିଶ୍ର ତମ ଦ୍ବାରା ଓଡିଶର କଣ ହୋଇପାରିବ, ନା ଶାସନ ଗାଦିରେ ବସିଵା ପାଇଁ ଡ଼ହକବିକଳ ହେଉଛି,

  • @pramitapradhan4696
    @pramitapradhan4696 ปีที่แล้ว +1

    ଆମେମାନେ ହିଁ ଆପଣଙ୍କୁ କଡ଼ା ଜବାବ ଦେବୁ

  • @NiranjanMohanty-i3j
    @NiranjanMohanty-i3j ปีที่แล้ว +3

    ଓଡ଼ିଶାକୁ ସବୁ ମିସି ଖାଇଗଲ ଗରିବ କୁ ଗରିବ କରୁଛ ଗରିବ ଙ୍କ ଧନ ଖାଇକି ଦେଖେଇ ହଉଛ ତମ ମୁହଁ, କୁ ଛି ଛି

    • @jullysamal6626
      @jullysamal6626 7 หลายเดือนก่อน

      Tu ତ ଧନୀ କରିଦେବୁ

  • @udaynathswain8363
    @udaynathswain8363 ปีที่แล้ว +1

    ଅପରାଜିତା ମେଡମ ଠାରୁ ବହୁତ ଶିଖିବାକୁ ଚେଷ୍ଟାକର ଖାଲି କହିଲେ ହେବନାହିଁ

  • @jyotiranjansamal2634
    @jyotiranjansamal2634 ปีที่แล้ว +10

    ଶ୍ରୀମୟୀ ମାଡାମ କାହିଁ ରାମ କାହିଁ ରାମ ଭଣ୍ଡାରୀ, ଆପଣ ଗୋଟେ ୱାର୍ଡ ମେମ୍ବର ରେ ଜିତିପାରିବେତ?

  • @kalandisingh4787
    @kalandisingh4787 ปีที่แล้ว +6

    AP madam pari odisha re kehi nahanti kahaku daranti nahi taknku tame sabu dar

  • @purnashahu1289
    @purnashahu1289 ปีที่แล้ว +2

    କଣ ସେବା ଦେଉଛ ଜରିପାଲ ତଲେ କୁଡିଏ ବର୍ଷ ଘର ପାଇନାହିଁ ବଲାଙ୍ଗୀର ଜିଲ୍ଲାରେ ଚୋର ବଦମାସ୍

  • @purunachandrabehera2373
    @purunachandrabehera2373 ปีที่แล้ว +1

    ଭଲ ancharing

  • @Business-inodia
    @Business-inodia ปีที่แล้ว +5

    Madam gote katha kahibi ki mu .Tahele au State re 147 MLA darkar nai.Give one man full power one helicaptor,He can do any type development in Odisha for vakua odiya people.

  • @JaanReady
    @JaanReady ปีที่แล้ว +1

    Good

  • @bikrampradhan5560
    @bikrampradhan5560 ปีที่แล้ว +6

    ଚାକିରି କାଳରେ ତାଙ୍କ ସଚୋଟତା ଦେଖି ଛନ୍ତି ସମସ୍ତେ ଆମେ କିଛି ଶୁଣିବୁନି 😁😁😁😁

    • @jullysamal6626
      @jullysamal6626 7 หลายเดือนก่อน

      ତୁ ବେଶି ଦେଖିଛୁ ଅହଙ୍କାରୀ

  • @siddharthaprasaddas2488
    @siddharthaprasaddas2488 ปีที่แล้ว +2

    ଆରେ ସେ ତ 5 t ସଚିବଙ୍କୁ ପଚାରିଲେ ଆପଣ କଣ ସଚିବ ଙ୍କ ମୁଖପାତ୍ର କି ?

  • @binodnayak5778
    @binodnayak5778 8 หลายเดือนก่อน +1

    5T ଦେଖିବାରେ ନା ପଘିବା ଓ ଲେଖିବାରେ ନା ନାଚି ବାରେ

  • @dhruvanreddy533
    @dhruvanreddy533 ปีที่แล้ว +6

    Justice for RAapplocants job Odisha re nahi Madama

  • @bireswarbishi7980
    @bireswarbishi7980 ปีที่แล้ว +2

    ଆପଣ କେଉଁ କାରଣରୁ ପ୍ରେସମିଟ୍ କରିଛନ୍ତି ସେ କଥା କୁହନ୍ତୁ ଆପଣ ଏଆଡୁ ସେଆଡୁ କହୁଛ । ତୁ ବାଣ୍ଡ କ'ଣ କିଛି କରିପାରିଲୁନି କେବଳ ଭାଷଣ ଦେଉଛୁ । ତୋ ଦ୍ଵାରା କିଛି ହେଇ ପାରିବନି ତୁ ରାଜନୀତି ଛାଡ଼ି ଘରେ ରାସନ୍ କିଣ୍ । ଅପରାଜିତାଙ୍କ କଥା କହୁଛୁ ତୁ କ'ଣ ପାଇଁ ହେଇଛୁ ସେକଥା କହ।

  • @HareKrushna-f3d
    @HareKrushna-f3d 7 หลายเดือนก่อน +1

    ସେ ସବୁବେଳେ କରନ୍ତି,ଅପରାଜିତା ଷଡ଼ଙ୍ଗୀଙ୍କ କୋଉ ଗୁଣକୁ ତମେ ସରି ହେବ ।

  • @coolcasually3986
    @coolcasually3986 ปีที่แล้ว +1

    କିଛି କରିନ ,

  • @directadmission3733
    @directadmission3733 ปีที่แล้ว +1

    ଶ୍ରୀମତୀ ଶ୍ରୀମୟୀ ମାଡାମ, ଅପରାଜିତା ମାଡାମ କହୁଛନ୍ତି କଣ ତୁମେ ଉତ୍ତର ଦଉଚ କଣ, ଗୋଟେ କାମ କର.... ସବୁ ପୋଲିଟିକାଲ MLA, Minister resign ଦେଇଦିଆ, ତୁମ ମାନଙ୍କର କିଛି ଦରକାର ନାହିଁ, ଜଣେ IAS officer odisha କୁ ଚଳେଇ ପାରିବ....😮... ନିର୍ଲଜ କୋଉଠି କାର, 8:27