Modi's New Cabinet: Impact on Odisha BJP || ପାସ୍ ଫେଲ୍ || PULSE TODAY

แชร์
ฝัง
  • เผยแพร่เมื่อ 21 ส.ค. 2024
  • Modi cabinet ministers list is out, big names from Odisha BJP failed and two new faces included.
    #Aparajita_Sarangi #Pratap_Sarangi #Dharmendra_Pradhan #Baijayant_Panda #Jual_Oram #Sangita_Singh_Deo #Suresh_Pujari #Odisha_Bjp #Bjp_Cabinet #Ashwini_Vaishnav #Bishweswar_ Tudu #Odisha_Bjp_Politics #Odisha_Politics #Bjp_For_Odisha #BJP_INDIA #Narendra_Modi #BJP_Odisha_Cabinet #MODI'S_NEW_CABINET
    ୟୁଟ୍ୟୁବରେ ଓଡ଼ିଶା ଏବଂ ଭାରତର ସର୍ବଶେଷ ଓଡିଆ ଖବର ଅପଡେଟ୍ ଦେଖନ୍ତୁ | Watch the latest Odiya news updates from Odisha and India on TH-cam.
    #NewsAdda #OdiyaNews #WebNews
    -----------------------------------------------------------------------------------------------------------
    News Adda Web Channel | News Adda | Odiya News | ନ୍ୟୁଜ୍ ଆଡା ଲାଇଭ୍
    News Adda Web Channel:
    ନ୍ୟୁଜ୍ ଆଡା ହେଉଛି ଓଡିଶାର ସର୍ବୋତ୍ତମ ୱେବ୍ ନ୍ୟୁଜ୍ ଚ୍ୟାନେଲ୍ ଯାହା ଗଭୀର ଭାବରେ ବିଶ୍ଳେଷଣ କରେ ଏବଂ କଣସି ପକ୍ଷପାତ ନକରି ମିନିଟ୍ ସବିଶେଷ ତଥ୍ୟ ସହିତ ବ୍ୟାଖ୍ୟା କରେ | ସର୍ବୋତ୍ତମ ଆନାଲିଟିକାଲ୍ ଏବଂ ଆକର୍ଷଣୀୟ ଭିଡିଓଗୁଡିକ ପାଇଁ ଟ୍ୟୁନ୍ ହୋଇ ରୁହ |
    News Adda is Odisha’s best web news channel that analyses deeply and explains issues with minute detail without any biases. Stay tuned for best analytical and interesting videos.
    #NewsADDA
    Follow us on Facebook: / newsaddaodisha

ความคิดเห็น • 111

  • @sarbanipanda6962
    @sarbanipanda6962 5 หลายเดือนก่อน +4

    ଯାହାକୁ ଲୋକ ଭଲ ପାଆନ୍ତି ତାଙ୍କୁ କେହି କାଟି ପାରିବେ ନାହିଁ..... Voice of people is the voice of god 👍

  • @SanjaySahu-nq9dd
    @SanjaySahu-nq9dd 3 ปีที่แล้ว +22

    ଧର୍ମେନ୍ଦ୍ର ପଧାନ ସମସ୍ତ ଙ୍କ ଗୋଡ଼ ଘିଚୁସି,,, ଧର୍ମେନ୍ଦ୍ର ଙ୍କୁ ଆଉଟ କରଯାଉ ନ ହେଲେ ଓଡିଶା ର ବିଜେପି ଧୂଳି ସାତ ହୋଇଯିବ 🙏🙏🙏

    • @sukantrajhans9427
      @sukantrajhans9427 3 ปีที่แล้ว +3

      Kukura ta sala

    • @AnantaCharanSahoo-sg3wh
      @AnantaCharanSahoo-sg3wh 4 หลายเดือนก่อน

      ❤req 13:20
      😊​@@sukantrajhans9427

    • @anatasethy
      @anatasethy 4 หลายเดือนก่อน

      ❤😮😮😮😮😢 ni hu​@@sukantrajhans9427

  • @salilkumar9703
    @salilkumar9703 6 หลายเดือนก่อน +2

    ଜଣେ ପାର୍ଟି ରେ ନ ରହିଲେ ମଧ୍ୟ ସ୍ବାଧୀନ ଭାବେ ଭୋଟ ଲଢିପାରେ ଏକଥା କାହିଁକି ଭୁଲି ଯାଉଛନ୍ତି ? ସେ ଲଢିଲେବି ଜିତିବେ

  • @somnathnandaxxxs2854
    @somnathnandaxxxs2854 3 ปีที่แล้ว +2

    You are right

  • @sanjibnaik2069
    @sanjibnaik2069 3 ปีที่แล้ว +1

    Suresh pujhari sir n jual oram sir public with u go ahead time will come u r Great

  • @samsondigal8451
    @samsondigal8451 3 ปีที่แล้ว +8

    ଯିଏ ନିଜେ ଫେଲ୍ ସେ କାହିଁକି ସମସ୍ତଙ୍କୁ ଫେଲ କରିବନି କି? ମୋତେ ଗୋଟେ ଗୋପ ମାନେ ପଡ଼େ - ଦିନେ ଜଣେ ସାଧୁ ଆଉ ଜଣେ ଚର ଗାଧେଇବାକୁ ପଖରିକୁ ଯାଇଥିଲେ ତ ଚର ଭାବୁଚି ସାଧୁ କୁ ଦେଖିକି ସେବି ମୋ ପରି ଗୋଟେ ଚର ହେଇଥିବା ରାତିରେ କୁଆଡେ ଚାରି କରିବାକୁ ଯାଇଥିଲା ସେଥିପାଇଁ ସକାଳେ ସକାଳେ ଗାଧେଇବାକୁ ଆସିଥିବା ଏବଂ ସାଧୁ ଚରକୁ ଦେଖିକି ଭାବୁଚି ସେବି ମୋ ପରି ଗୋଟେ ସାଧୁ ହେଇଥିବା ବାଦେ ମନ୍ଦିର କୁ ଯାଇକି ପୂଜା କରିବ ସେଥିପାଇଁ ସେବି ମୋ ପରି ଗାଧେଇବାକୁ ଆସିଚି ହେଲେ ଏହି ଗୋପରେ ଆମେ ଗୋଟେ ବିଷୟ ଜାଣି ପାରୁଚୁ ଯେ ଚର ସାଧୁ କୁ ବି ଚର କାରଣ ସେ ନିଜେ ଗୋଟେ ଚର, ଠିକ ସମିତି ସାଧୁ ହେବା କାରଣରୁ ଚର କୁ ବ ସାଧୁ ଭାବୁଚି ଠିକ୍ ସେମିତି ଫେଲ୍ ହେଇଥିବା ଲୋକ ଅନୀୟକୁ ବି ଫେଲ୍ ବାବିବନି କାହିଁକି।

  • @user-cr5sb9om1v
    @user-cr5sb9om1v 5 หลายเดือนก่อน +2

    ଆମର ଦରକାର ଅପରାଜିତା ସରକାର.

  • @user-fi4oh1ot6p
    @user-fi4oh1ot6p 5 หลายเดือนก่อน

    ବୋ'ଧେ ଓଡ଼ିଶା ବିଜେପିରେ ଜଣେ କେହି ଦୁଷ୍ଟ କ୍ଷମତା ଲୋଭି, ଯାହାକୁ ଓଡ଼ିଶା ବାସୀ ଚାହୁଁନାହାଁନ୍ତି,ମୋଦୀ ତାଙ୍କୁ ବିସ୍ବାସ କରି ପରୀକ୍ଷା ଖାତା ଦେଖିବାକୁ ଦେଇଥିଲେ ଏବଂ ସେ ନିଜ ସ୍ବାର୍ଥ ଦୃଷ୍ଟିରୁ ଉପଯୁକ୍ତ ପ୍ରାର୍ଥୀ ମାନଙ୍କୁ ଫେଲ୍ କରି ଦେଇଛି। ଏହାର ତଦନ୍ତ ଚାଲିଛି ।

  • @khirodhota1440
    @khirodhota1440 3 ปีที่แล้ว +10

    ମୋଦି ଯେଉଁଭଳି ଡକାୟତ ସେଇ ଭଳି ମନ୍ତ୍ରୀ ବାଛିଛନ୍ତି।

  • @durgaduttakanungo1528
    @durgaduttakanungo1528 5 หลายเดือนก่อน +1

    Nice analysis....

  • @narendranathsahu6153
    @narendranathsahu6153 3 ปีที่แล้ว +5

    ଅପରାଜିତାଙ୍କ ମନ ଦୁଃଖ କରିବା ଦରକାର ନାହୀ ଟିକିଏ ଟାଇମ ଲାଗିବ ଅପେକ୍ଷାର ଫଳ ମିଠା

  • @chaitanyadas222
    @chaitanyadas222 3 ปีที่แล้ว +2

    Bjp odisha out

  • @roshandash8904
    @roshandash8904 3 ปีที่แล้ว +2

    Very good repoter spiking

  • @felixnayak6317
    @felixnayak6317 3 ปีที่แล้ว +4

    Truth wil not be hidden by untruth.

  • @user-cb9vf1cx4i
    @user-cb9vf1cx4i 2 หลายเดือนก่อน

    ଓଡିଶା ବି ଜେ ପି ରେ ବହୁ ଅନୁଭୁତି ସମ୍ପର୍ଣ ନେତା ଅଛନ୍ତି ଯେଉଁ ମାନଙ୍କ ଯୋଗୁ ଦଳ ନିର୍ବାଚନ ଲଢ଼ିଲା, ନଚେତ ଓଡିଶା ରେ ଆଜି ଭିର୍ନ୍ନ ଶାସନ ହୋଇଥାନ୍ତା, ଏଠାରେ ଜଣେ ବ୍ୟକ୍ତି ଯେକି ନିଜର ପରିଚୟ କେନ୍ଦ୍ର ନେତୃତ୍ୱ ଙ୍କ ଅନୁମୋଦିତ ନେତା ଓ ତାଙ୍କ ବିନା ଅନୁମୋଦନ ରେ କୌଣସି କାର୍ଯ୍ୟ ହୁଏ ନାହିଁ ବୋଲି ମନେ ହୁଏ, ଏହା ଯଦି ସତ୍ୟ ତାହାହେଲେ ଦଳ ଭିତରେ ହଲଚଲ ହେବାର ଆଶଙ୍କା ଅଛି ଏହା ଜଳ ଜଳ ଦେଖାଯାଉଛି.

  • @ashokpati4792
    @ashokpati4792 5 หลายเดือนก่อน +1

    ପାସ ଫେଲ ଫାଲତୁ କଥା ।

  • @SudhansuSwain-cm4gi
    @SudhansuSwain-cm4gi 4 หลายเดือนก่อน

    ଗଣତନ୍ତ୍ର ଶାସନରେ ସାମ୍ବାଦିକ ସଂସ୍ଥା ହେଉଛି କୁଆଡେ ନିରପେକ୍ଷ ସଂସ୍ଥା ଚତୁର୍ଥ ସ୍ତମ୍ଭ,, ହେଲେ ଓଡିଶା ମିଡ଼ିଆ ଏହାର ସମ୍ପୂର୍ଣ ଓଲଟା, ଏମାନେ ବିଜେପି ଦଳର ଅଭ୍ୟନ୍ତରୀଣ ବ୍ୟାପାର କୁ ବେଶୀ ଗୁରୁତ୍ୱ ଦେଇ କେନ୍ଦ୍ର ର ରାଜ୍ୟ ଗୁଡିକ ସହାୟତା ବିଷୟରେ ଆଲୋଚନା କରନ୍ତିନି, କି ଲୋକଙ୍କୁ ତାଙ୍କ ଅଧିକାର ବିଷୟରେ ଅବଗତ କରନ୍ତିନି, ଯୋଉଥିରେ ବିଜେଡି ପରି ଏକ ନିକମା ଭ୍ରଷ୍ଟାଚାର ସରକାର ଆଜି 24ବର୍ଷ ଶାସନ ରେ ଅଛି,,

  • @khirodhota1440
    @khirodhota1440 3 ปีที่แล้ว +3

    କେବଳ ଅପରାଜିତା madam ମନ୍ତ୍ରୀ ପାଇଁ ଫିଟ୍ ଯିଏ କି ନବୀନଙ୍କୁ takkar ଦେଇପାରିବେ।

  • @lilibarik5300
    @lilibarik5300 5 หลายเดือนก่อน

    Aparajita madam is right candidate for odisha CM....❤❤❤❤❤ Jai shree Ram Jai modi Ji Maharaj Jai Hindustan ❤❤❤❤❤

  • @user-hb1wx6fy2q
    @user-hb1wx6fy2q 5 หลายเดือนก่อน

    Right

  • @abhayraj1374
    @abhayraj1374 3 ปีที่แล้ว +6

    Modi ajogya nku out jogya nku in karichanti

  • @rabindrabehuria9354
    @rabindrabehuria9354 3 ปีที่แล้ว +1

    Nana is always popular

  • @surendrasahu7839
    @surendrasahu7839 3 ปีที่แล้ว

    ପଶ୍ଚିମ ଓଡ଼ିଶାର ନେତା ମାନେ କୋଶଲ ର ଭୋଟ ରେ ଜିତବ ଆଉ କୋଶଲ କଥା କହିବା କେ ଡ଼ରବ ବେଳେ ତୁମର ଅବସ୍ଥା ଏନ୍ତା ହେବା ଆଉ ଥରେ ଜିତବାର୍ ଆଶା ଭିଲ ଆଶା ଥି ରହିବା ଏଛେନ୍ ଭିଲ ସମିୟା ଅଛେ କୋଶଲ କେ ଆପନାଅ ନିହେଲେ 👍👍👍👍

  • @JalandharPradhan-th3oo
    @JalandharPradhan-th3oo 5 หลายเดือนก่อน

    JAY HIND, JAY JAWAN JAY KISHAN,
    JAY SCIENCE, BANBAYMATARAM,
    .... B H A R AT M A T A ...K I...JAY.❤❤❤❤❤❤

  • @indramaninaik8175
    @indramaninaik8175 ปีที่แล้ว +1

    BJP Odisha Padma acebo darja dharo

  • @rameshchsahoo8850
    @rameshchsahoo8850 5 หลายเดือนก่อน

    ଫାଲୁଟୁ ଆନାଲିସିସ ।

  • @simanchalbeherauu754
    @simanchalbeherauu754 4 หลายเดือนก่อน +1

    pashhim oďisare bjp sarakar gadhiba

  • @peoplescouncilforsocialwel7677
    @peoplescouncilforsocialwel7677 3 ปีที่แล้ว

    Carry on the good work..

  • @somnathnandaxxxs2854
    @somnathnandaxxxs2854 3 ปีที่แล้ว +1

    Aprijta sarangi will be loss everything... Due to over anxious for CM.... Pl ignore her.....

  • @santoshkhamari4492
    @santoshkhamari4492 2 ปีที่แล้ว

    Wow😯😯😯

  • @sarbanipanda6962
    @sarbanipanda6962 5 หลายเดือนก่อน

    Everybody envious and jealous towards Smt. Aparajita Sarangi because She may snatch power by her own merit..... She has not failed but somebody play the game / mischief behind her back....

  • @chhandacharandandsena2227
    @chhandacharandandsena2227 5 หลายเดือนก่อน

    BJP ZINDABAD modi JII YOGI RAJ JII ZINDABAD

  • @basantibalapanigrahi5289
    @basantibalapanigrahi5289 5 หลายเดือนก่อน

    Modi bi same

  • @sudarshanmurmu1033
    @sudarshanmurmu1033 3 ปีที่แล้ว +6

    B J P Hataw.

  • @womenchildwelfaresociety1388
    @womenchildwelfaresociety1388 5 หลายเดือนก่อน

    Modi not interested other leaders raised?

  • @basantibalapanigrahi5289
    @basantibalapanigrahi5289 5 หลายเดือนก่อน

    Ashwini baishnav is responsible for accident and robbery in train ,which we people are facing.

  • @LaxmidharDas-zg2si
    @LaxmidharDas-zg2si 6 หลายเดือนก่อน

    Laxmidhar Das 75 yer old

  • @thebeautyofnature8820
    @thebeautyofnature8820 5 หลายเดือนก่อน

    In national channel Aprajita is unable to answer properly to reporters.that"s she failed 😅😅😅😅😅😅😊

  • @safalyabhanja9363
    @safalyabhanja9363 3 ปีที่แล้ว +2

    Jadi apana odisha re unemployment upare video karante. Bhala huanta.. Odisha re unemployment heuchi main prob...

  • @BijayKumar-xe2wq
    @BijayKumar-xe2wq 3 ปีที่แล้ว +2

    samaste mantri hebeki

  • @rabindrabehuria9354
    @rabindrabehuria9354 3 ปีที่แล้ว

    Dharmendra passed ccenter exam, but can't face orissa exam.

  • @netratandi8027
    @netratandi8027 5 หลายเดือนก่อน

    Bhul kari deli mudi

  • @shortsvideo949
    @shortsvideo949 3 ปีที่แล้ว

    Bjp ki regination deu

  • @thebeautyofnature8820
    @thebeautyofnature8820 5 หลายเดือนก่อน

    Jowel is unfit for a minister 😅😅😅

  • @felixnayak6317
    @felixnayak6317 3 ปีที่แล้ว +2

    Media babu, pradhan mantri pass ki fail au modi sarkar pass ki fail kichi kahunahanti!

  • @simanchalbeherauu754
    @simanchalbeherauu754 4 หลายเดือนก่อน +1

    kanarkare dadhihandi bashai thiba dharma ajir janmaŕe dharmendra pŕadhan

  • @parsuramjena7119
    @parsuramjena7119 6 หลายเดือนก่อน

    Odisha feko

  • @bcdas9247
    @bcdas9247 3 ปีที่แล้ว +1

    Yes. I am agreed with you. I have already mentioned in my twitter that #bjpodisha will be a Big Zero in coming 2024. Except Juel Orma, no MPs of current BJP MP will be won. I am 100% sure that Aprajita will be loosed with heavy margin of votes.

    • @rameshmallick2780
      @rameshmallick2780 3 ปีที่แล้ว

      ଆଜ୍ଞା ଆପଣଙ୍କୁ ମୁଁ ଗୋଟିଏ ପ୍ରଶ୍ନ ପଚାରିବାକୁ ଚାହୁଁଛି
      ଓଡ଼ିଶାରେ ବୋଧେ ସବୁ MPମାନଙ୍କୁ ମନ୍ତ୍ରୀ ପଦ ମିଳିଥିଲେ ଭଲ ହୋଇଥାନ୍ତା, କାହିଁକି ନା ଆପଣ certificate ଦେଉଛନ୍ତି ନା.....!

  • @satyanarayanmishra3342
    @satyanarayanmishra3342 3 ปีที่แล้ว +3

    Mrs.Aparajita is advancing
    day by day by the blessings of
    CM Mr. Pattanaik

  • @narayansahoo6088
    @narayansahoo6088 3 ปีที่แล้ว +3

    Aparajita. Saringi. Jane fighter. Woman. But. Rajcos. Ku. Paisa. Daipari. Nathile

  • @minaketansahoo6719
    @minaketansahoo6719 3 ปีที่แล้ว +3

    Ea BJD ra chamca

  • @trilochanasatapathy5025
    @trilochanasatapathy5025 3 ปีที่แล้ว

    Western against Odisha unit y

  • @sheshadebmohanty7780
    @sheshadebmohanty7780 3 ปีที่แล้ว +1

    Navin Babu Kara para massre odisa ri Mantri hele

  • @safalyabhanja9363
    @safalyabhanja9363 3 ปีที่แล้ว +1

    Regular govt job baharuni.. Pilanka preparation karuchanti.. But irregular recruitment jogu age palauchi. Ya upare apana opinion diantu.

  • @pramodkumarrout2981
    @pramodkumarrout2981 3 ปีที่แล้ว +1

    Panda babu mantri kan hela

  • @freeastrologyodisha5889
    @freeastrologyodisha5889 3 ปีที่แล้ว

    ଆପଣଙ୍କ ଜାତକ ରେ କେଉଁ ଗ୍ରହ ଦୋଷ ଅଛି ଜାଣନ୍ତୁ Wp Number ୯୫୮୩୭୫୮୯୭୪ ରେ ଦବା କୁ ପଡ଼ିବ ଆପଣଙ୍କ
    1-Date Of Birth
    2-Birth Time
    3-Place Of Birth (District)
    4-Full Name khps

  • @user-fh5jm3by3h
    @user-fh5jm3by3h 6 หลายเดือนก่อน

    This was the weekness too much is bad

  • @roshandash8904
    @roshandash8904 3 ปีที่แล้ว

    B j p last poltice west odisha dhamendra pradhan not pallatment member publace not hearing understand

  • @kishorkumarsahoo6705
    @kishorkumarsahoo6705 3 ปีที่แล้ว +1

    Karana kahantu. Khali gapa kahuchanti

  • @hakekushnabehera8834
    @hakekushnabehera8834 3 ปีที่แล้ว +1

    ମନ୍ତ୍ରୀ ହେବାପରେ ଥରେ ପ୍ରତାପ ନନା ଶିକ୍ଷକମାନଙ୍କୁ ପାଠପଢାଉଥିବା video viral ହୋଇଥିଲା,ଏବେ ଜାଣିବାକୁହେବ ଯେ ନନାକାହାକୁ ପାଠ ପଢାଇବା ଆଗରୁ ନିଜେ ପଢିବା ଦରକାର ନ ହେଲେ ଫେଲ୍ ଫେଲ୍ ଫେଲ୍ ।

  • @babulilenka6573
    @babulilenka6573 3 ปีที่แล้ว +2

    BJP ra D p mg rahile bhala neta be karap hebe. Mg chamcha ta

  • @sibasundardas2696
    @sibasundardas2696 3 ปีที่แล้ว

    Jahabe hau panda babu and aprajita madam rajanete sasa over confidance hala kala

  • @bibhutibhusannayak6445
    @bibhutibhusannayak6445 5 หลายเดือนก่อน

    ନନା ବାନା ଟା । ପଣ୍ଡା ହୁଣ୍ଡା ଟା ।

  • @rahasautsavertl2016
    @rahasautsavertl2016 3 ปีที่แล้ว +2

    Bekara katha kahuchi

  • @munaamant9792
    @munaamant9792 3 ปีที่แล้ว

    ପଶିମ ଓଡିଶା ରୁ ଅଧିକ କାହାକୁ ଦାୟିତ୍ୱ ଦିଆଯାଉ ସବୁ ଠିକ୍ ହୋଇଜିବ

  • @tarinipradhan1870
    @tarinipradhan1870 3 ปีที่แล้ว

    bjd not takes 7 bjp mp votes.

  • @Binodkumar-if6lk
    @Binodkumar-if6lk 6 หลายเดือนก่อน

    Tumey tauter maribarey bifala....lokey only jani chanti Mdm Aparajita....only CM candidate of Odisha BJP

  • @dibashpadhan8730
    @dibashpadhan8730 3 ปีที่แล้ว

    Western odisha re separate kosal state darkar

  • @SandeepKumarSwain-og3mq
    @SandeepKumarSwain-og3mq 4 หลายเดือนก่อน

    CTby

  • @harekrushnasahu6952
    @harekrushnasahu6952 3 ปีที่แล้ว

    Pandababu business man kan karibe DeshraSeba

  • @Hrudayarabichara
    @Hrudayarabichara 3 ปีที่แล้ว +2

    Ie Chanel bjd ra ki

  • @Binodkumar-if6lk
    @Binodkumar-if6lk 6 หลายเดือนก่อน

    Irshaa hau chi kii ...mdm nku nei kii??

  • @pddjsp
    @pddjsp 3 ปีที่แล้ว +2

    Faultu news and false news

  • @bijnanbehera1406
    @bijnanbehera1406 3 ปีที่แล้ว +2

    Mo banda neta

  • @damodarmohanty8987
    @damodarmohanty8987 3 ปีที่แล้ว

    ସେ ଯା ହାଉନା କାହିଁକି ସେ ପ୍ରତାପ ଷଡଙ୍ଗୀ କ୍ଷମତା ରୁ ହଟି ଗଲେ କାହାର ଦୁଃଖ ନାହିଁ ମାତ୍ର ଅପରାଜିତା ଷଡଙ୍ଗୀ ମନ୍ତ୍ରୀ ପଦ ପାଇଲେନାହିଁ ଏଥିପାଇଁ ଓଡିଶା ବାସୀ ବହୁତ ଖୁସି। ମୋଦିଜୀ ଜଣେ ଐଶ୍ୱରୀକ ଶକ୍ତି ଥିବା ମଣିଷ ରୂପରେ ଦେବତା ସେ ଭଲ ଭାବରେ ଜାଣିଛନ୍ତି, ଏ ଅପରାଜିତା କୁ କିଛି ଗୋଟିଏ ଲକ୍ଷ୍ୟ ରଖି ଆଣିଥିଲେ ମାତ୍ର ଟିକେଟ ପାଇ ସେ ତାଙ୍କ ଆଦର୍ଶ କୁ ସେ ପୁରା ଭୁଲିଯାଇ ଲୋକ ଙ୍କ ସେବା ପାଇଁ ଆସି ଥିବା ସ୍ତ୍ରୀ ଲୋକ ଟି ଗରିବ ଲୋକ ଙ୍କୁ ଶୋଷଣ କରିଥିଲେ, ଆଉ ଭୁବନେଶ୍ୱର ରୁ ସେହି ଭଳି ଲୋକଙ୍କ ଦୁଃଖର କାହାଣୀ ମୋଦି ଜୀ ପାଖରେ ପହଁଚିଥିଲା, ତେଣୁ ସେ ମନ୍ତ୍ରୀ ହେବା ତ ଅସମ୍ଭବ ଆଗାମୀ ଦିନ ରେ ବିଜେପି ଦଳ ରୁ ଟିକେଟ ଟି ହାତେଇବା ବି ଅସମ୍ଭବ ହୋଇ ପଡିବ। ଏହା ସମୟ କହିବ, ଲୋକ ଟି ଅସୁବିଧା ରେ ପଡି Mp ଙ୍କ ପାଖକୁ ଗଲେ ସେ ବେଖାତିର କରିବାର ତାଙ୍କର କୌଣସି ହକ ନାହିଁ। ମାତ୍ର MP ହୋଇ ସେ ଭୁଲିଗଲେ ତାଙ୍କର କର୍ତ୍ତବ୍ୟ ଟି କଣ। କିଛି ଟାଉଟର, ଜମି ମାଫିଆ ଙ୍କୁ ଧରି ସେ ବସି ବଡ ବଡ news channel ରେ ବସି ମାନ୍ୟବର ମୋଦି ଜୀ ଭାଷଣ ବାଜି କଲେ କଣ ହେବ। ମୋଦିଜୀ ଙ୍କ ଛେପ କୁ ସେ ସରି ନୁହନ୍ତି। ଦିଲ୍ଲୀ ରେ ଥିଲା ବେଳେ କେଉଁ କାମ ରେ ମୋଦି ଜୀ ଟିକିଏ impress ହୋଇପଡି ତାଙ୍କୁ କିଛି କହି ଦେଇ ଥିବେ। ମାତ୍ର ଆଦତ ଖରାପ ଯାହାର ସେ କଣ ଆଦତ ଛାଡି ପାରିବେ, ଏଠି ଜମି ମାଫିଆ ଙ୍କୁ ଆସି collection target ଦେଇଛନ୍ତି, ଆଉ ଏପଟେ report card ବାଣ୍ଟି ନିଜ କୁ ସଚୋଟ କହି advertise କରୁଛନ୍ତି। ଭୁବନେଶ୍ୱର ଲୋକ ଜାଣିଛନ୍ତି ଉଚିତ ସମୟ ରେ ଜବାବ ଦେବେ। ବ୍ୟସ୍ତ ନାହିଁ।

  • @pradyumnakuanr9391
    @pradyumnakuanr9391 3 ปีที่แล้ว

    Modi is frad PM

  • @narayansahoo6088
    @narayansahoo6088 3 ปีที่แล้ว +2

    Failer. Dharmedra pradhan. Nuhanti
    Ki? Pratap. Babu. Kan. Ate. Kharap na pratap. Babu. Modi. Rajacosh. Ku. Tanka dar. Parile. Nahi

  • @pitambernayak4708
    @pitambernayak4708 3 ปีที่แล้ว

    BajayantapandaBjdDalareApekhyakaribarthila

  • @dhana5004
    @dhana5004 3 ปีที่แล้ว +1

    Tu ki. .....Bala journalists tu jani thibu....kitu tu chief editor...aurikete young journalists achati.....tu bala jani chu a economic,gst,it,gdp....uapper debate kariba...

  • @harekrushnasahu6952
    @harekrushnasahu6952 3 ปีที่แล้ว

    To kan hela kahi ki ishthapa dele Nana?

  • @vikashrout9556
    @vikashrout9556 3 ปีที่แล้ว

    Bala news

  • @Rentertainment123
    @Rentertainment123 3 ปีที่แล้ว +2

    Faltu news

  • @prasantpradhan1490
    @prasantpradhan1490 3 ปีที่แล้ว +1

    🤣

  • @birendradas5331
    @birendradas5331 3 ปีที่แล้ว

    Ho Madua Repoter Jane baharila pare 2 jana add hele. 8 ru kn 8 hei thante 😂

  • @BijayKumar-xe2wq
    @BijayKumar-xe2wq 3 ปีที่แล้ว +2

    chi chanel

  • @ashutoshkar6339
    @ashutoshkar6339 3 ปีที่แล้ว

    Abhadra lokata... helicopter ru kie udiki ase ki ..mantri mandala ku..emiti kahile kan haba..kahila bhalia kuha..
    Dekhuchu jadi e comments tahele dekh tk

  • @sushantmall5569
    @sushantmall5569 3 ปีที่แล้ว

    Complete ignored of situation, backbone is broken by Covid, necessitated for quick recovery, accordingly it is. The challenge now not faced by the country after independence

  • @netratandi8027
    @netratandi8027 5 หลายเดือนก่อน

    Tme roung

  • @Binodkumar-if6lk
    @Binodkumar-if6lk 6 หลายเดือนก่อน

    Tauter ...

  • @depikamohanta.mohanta.6240
    @depikamohanta.mohanta.6240 3 ปีที่แล้ว

    Kau bala news ba.tote dunia bisayare kichi jana nahi

  • @shortsvideo949
    @shortsvideo949 3 ปีที่แล้ว

    Mara bastard modiku.

  • @satyanarayanmishra3342
    @satyanarayanmishra3342 3 ปีที่แล้ว

    Nana was not interested to be Minster - As a Mp his performance is unique !

  • @Shiva.od.01
    @Shiva.od.01 3 ปีที่แล้ว

    Tu bdj chamchagiri🥳🥳🥳🥳

  • @erpradyumna2790
    @erpradyumna2790 3 ปีที่แล้ว +3

    Bekar news

  • @satyabratamishra2497
    @satyabratamishra2497 3 ปีที่แล้ว

    First Durga babu...tame ta fail haecha...tamaku ta kau news channel au pacharunahanti....Tamara ta standard Nahi....otv tamaku job daethila....eve tame gote 3rd class news channel karucha....pagala tame...useless

  • @arunkumarrout8168
    @arunkumarrout8168 3 ปีที่แล้ว

    FALTU CHANEL

    • @PKiran-ih1sp
      @PKiran-ih1sp 3 ปีที่แล้ว

      Spelling asunitate bjp re posa kukira mg😂😂🤣🤣

  • @nabinbehera2035
    @nabinbehera2035 3 ปีที่แล้ว +2

    Faltu news