BANDANA || ବନ୍ଦନା || HUMAN SAGAR || NEW ODIA CHRISTIAN DEVOTIONAL VIDEO SONG || PRASAD LIMA MUSIC

แชร์
ฝัง
  • เผยแพร่เมื่อ 20 ธ.ค. 2024

ความคิดเห็น • 597

  • @SundarKumarMusic
    @SundarKumarMusic 8 หลายเดือนก่อน +49

    ବହୁତ ଦିନ ପରେ ଏକ ଭକ୍ତି ଭାବ ପୁଣି ଏହି ଭଳି ଗୀତ ଲୁଚିଯାଇଥିଲା ଆମ ଖ୍ରୀଷ୍ଟିଆନ ସମାଜ ରେ.. ଏମିତି କିଛି ସ୍ୱର ପୁଣି ଲେଖାର ପୁଣି ଏମିତି ଭାବ ର ସମ୍ପୂର୍ଣ୍ଣ ଗୀତ ପାଇବାକୁ କଷ୍ଟ ହଉଥିଲା ❤️❤️❤️✝️✝️✝️❤️❤️,, ଗୀତ ଶୁଣୁଥିଲେ ମନକୁ ଭାରି ଶାନ୍ତି ଲାଗୁଚି,,,,, ଅତି ସୁନ୍ଦର ଲେଖା ପୁଣି ଉଚ୍ଚକୋଠରି ର ସ୍ୱର ଦେଇଛ dear prasad sir ପୁଣି ପ୍ରଭୁଙ୍କ ର ଦାସ promod guru sir ❤️❤️✝️🙏🙏🙏🙏🙏🙏🙏... ଧନ୍ୟବାଦ sir....

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน +6

      ପୁନରୁଥିତ୍ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପବିତ୍ର ନାମ ନେଇ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରୁ ମୋ ପ୍ରିୟ ଭାଈ SUNDAR.....
      ପ୍ରକୃତରେ ଆପଣଙ୍କ ବହୁମୂଲ୍ୟ ମତରେ ପ୍ରଭୁଙ୍କର ଗୌରବ ମହିମା ହେଉ ଏବଂ......
      May the Promise of Easter fill every SOUL with PEACE,JOY and All other BLESSINGS knowing that CHRIST has RISEN......🙏
      ✝️ HAPPY EASTER ✝️
      Thank You and God bless you ❤️

    • @masihgroup9579
      @masihgroup9579 8 หลายเดือนก่อน +7

      Exactly

    • @RabindraKumarnayak-x5i
      @RabindraKumarnayak-x5i 8 หลายเดือนก่อน +4

      God bless you👍🤝❤. Like it's. Nice song. ✝️✝️✝️✝️✝️✝️☦️☦️🙏🙏🙏🙏🙏🙏🕎🕎🕎🕎🕎🕎💜💜💜💜💜💯💯💯💯💯

    • @Barsatudu-sz6cb
      @Barsatudu-sz6cb 8 หลายเดือนก่อน +3

      Nice song song god bless you sir

  • @RinaKanhar-tj4hh
    @RinaKanhar-tj4hh 8 หลายเดือนก่อน +15

    ବହୁତ ଭଲ ଲାଗୁଛି ପ୍ରଭୁଙ୍କର ଗୀତ ଆଗକୁ ବି ଏମିତି ପ୍ରଭୁଙ୍କର ଗୀତ କରିବାକୁ ଅନୁରୋଧ କରୁଅଛି ❤

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน +1

      Soooo nice of you ❤️❤️🙏🙏
      Thanks for your valuable encouraging complements.....👏👏
      ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ 👍

  • @sadanandasabhasundar5295
    @sadanandasabhasundar5295 8 หลายเดือนก่อน +10

    ବହୁତ ସୁନ୍ଦର ଗୀତ ହୋଇଛି sir, ଏହି ଭଳି ଗୀତ ବୋଧେ ପ୍ରଥମ ଥର ଶୁଣିବାକୁ ପାଇଲି, ସମ୍ପୂର୍ଣ୍ଣ ଭାବେ ଏହା ଗାଜଲ ଭୋଜନ ଭଳି ଲାଗୁଛି, music, lyric, ସ୍ୱର, ଅତି ଚୋମୋକ୍କ୍ତାର ଏବଂ ଭିଡ଼ିଓ ମଧ୍ୟ ଏଥିରେ ଅତି ସୁନ୍ଦର,ମୁଁ ଏହି ଗୀତ ଯେତେ ଶୁଣିଲେ ବି ବାସ୍ତବରେ ମୋ ମନ ଭାଙ୍ଗୁନି, ପ୍ରସାଦ sir ଆପଣ ସବୁବେଳେ ଆମ ଖ୍ରୀଷ୍ଟିଆନ ବିଶ୍ୱାସୀ ମାନଙ୍କ ପାଇଁ ଏହି ଭଳି ଗୀତ ଭେଟି ଦେଉ ଥାନ୍ତୁ 🙏ଏବଂ ଆପଣଙ୍କ ପରିବାର ର ସମସ୍ତ ଙ୍କୁ ପ୍ରଭୁ ସୁସ୍ଥ, ମଙ୍ଗଳ କରି ରଖନ୍ତୁ 🙏ଏହା ଆପଣଙ୍କ ପରିବାର ଏବଂ ଆପଣଙ୍କ ଟିମ ସୋଦଶ୍ୟ ଙ୍କ ନିମନ୍ତେ ଆମର ପ୍ରଭୁ ଙ୍କ ଠାରେ ନିବେଦନ 🙏👍🌹....

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      Heartfelt thanks and Love 💕 💕 💕 💕 to You My loving brother ❤️❤️
      ପ୍ରଭୁଙ୍କ ଅସୀମ ପ୍ରେମ ଶାନ୍ତି ଆପଣଙ୍କ ଉପରେ ବର୍ତ୍ତୁ......🙏❤️
      ସୁନ୍ଦର ମନ୍ତବ୍ୟ ପାଇଁ ଅଶେଷ ଅଶେଷ ଧନ୍ୟବାଦ୍.......👏👏

  • @eliyoentertainment5394
    @eliyoentertainment5394 8 หลายเดือนก่อน +8

    Praise the Lord
    ଏହି ଗୀତର ସ୍ୱର , ତାଳ, ଲେଖା, ଭାବନା ଓ ଗୀତର ସମସ୍ତ work ଭକ୍ତି -ପୂର୍ଣ୍ଣ ଅଟେ 🙏🙏🙏🙏🙏🙏🙏⛪⛪⛪💕💕❤️❤️❤️❤️
    ଆଶା କରେ ଏହି ଗୀତ ପ୍ରଭୁଙ୍କର ଗୌରବ ନିମନ୍ତେ ଅଧିକ ମାତ୍ରାରେ ବ୍ୟବହୃତ ହେବ ଏବଂ ସମସ୍ତ କୋଣ_ଅନୁକୋଣ ରେ ଏହି ଗୀତ ପ୍ରସାରିତ ହେଉ ବୋଲି ମୋର ପ୍ରାର୍ଥନା 🙏🙏🙏
    ଏହି ଗୀତ ଯେଉଁମାନଙ୍କ ଦ୍ଵାରା ତିଆରି ହୋଇଛି,, ପ୍ରଭୁ ସେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ବିଶେଷ ଭାବେ ଯେଉଁ ଭଉଣୀମାନେ ଏହି song ରେ Dance କରିଛନ୍ତି ପ୍ରଭୁ ସେମାନଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ ❤❤❤❤❤💝💝💝💐💐💐💐⛪
    Composition,Lyrics, music, Singing and video ,,,all is superb 👌👌👌👌👍👍👍
    Love you my Godfather Prasad Lima sir 🙏🙏🙏💝💝💐💐💐
    ...
    ପ୍ରଭୁ ଏହି ଗୀତ ମାଧ୍ୟମରେ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ''' Amen
    Love you all 🙏🙏🙏💕
    Praise the Lord
    🙏❤️from ELIYO DIGAL ... Praise the Lord

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน +1

      ଏତେ ସୁନ୍ଦର ଭାବ ବିହ୍ୱଳ ମନ୍ତବ୍ୟ ଦେଖି ବହୁତ ଖୁସି ଲାଗିଲା ମୋ ପ୍ରିୟ ଏଲିୟ ବାବୁ....❤️❤️❤️❤️ପ୍ରଭୂ ଯୀଶୁ ଖ୍ରୀଷ୍ଟଙ୍କ ଅସୀମ ଦୟା ପ୍ରେମ ଆନନ୍ଦ ତୁମ ଜୀବନରେ ଭରିଯାଉ ...... ❤️❤️🙏🙏
      ସୁନ୍ଦର ମନ୍ତବ୍ୟ ଦ୍ଵାରା ପ୍ରଭୁଙ୍କ ଗୌରବ ମହିମା ହେବା ସହ ପ୍ରଭୁ ପ୍ରଚୁରପରିମାଣରେ ଆଶିର୍ବାଦ କରନ୍ତୁ love You So So much..... 👍

  • @BirenBsingha
    @BirenBsingha 8 หลายเดือนก่อน +3

    OMG Jesus ଆଶୀର୍ବାଦ କରିଛନ୍ତି ଆଲେଲୁଆ କନ୍ song sunuchhi ମନ ପୁରା ଆନନ୍ଦ ରେ ପରିପୂର୍ଣ God⛪⛪⛪ଆପଣଙ୍କୁ and ଜ ଭାଇ କିବା କନ୍ ଭଉଣୀ ଲେଖିଛି ସୋମସ୍ତଙ୍କୁ ଆଶୀର୍ବାଦ କରନ୍ତୁ amen⛪⛪⛪🙏🙏🙏🙏🙏

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      ପ୍ରଭୂ ଯୀଶୁ ଖ୍ରୀଷ୍ଟଙ୍କ ଅସୀମ ଦୟା ପ୍ରେମ ଆନନ୍ଦ ଆପଣଙ୍କ ଜୀବନରେ ଭରିଯାଉ ଆଜ୍ଞା ...... ❤️❤️🙏🙏
      ସୁନ୍ଦର ମନ୍ତବ୍ୟ ଦ୍ଵାରା ପ୍ରଭୁଙ୍କ ଗୌରବ ମହିମା ହେଉ ଏବଂ ପ୍ରଭୁ ପ୍ରଚୁରପରିମାଣରେ ଆପଣଙ୍କୁ ଆଶିର୍ବାଦ କରନ୍ତୁ ..... 👍

  • @KOBITA5559
    @KOBITA5559 8 หลายเดือนก่อน +16

    ଏମିତି ଗୀତ ଭଳି ଆଉରି ଆଗକୁ ବଢ଼ନ୍ତୁ ,,,ପ୍ରଭୁ ଯୀଶୁ ନିଶ୍ଚୟ ସାହାଯ୍ୟ କରିବେ,,,,,,,,❤❤❤❤❤❤❤❤❤❤🎉🎉🎉🎉🎉🎉🎉🎉🎉🎉🎉🎉ପ୍ରଭୁ ଯୀଶୁ ତୁମ୍ଭର ଅରାଧାନା ନିମନ୍ତେ ଯେଉଁମାନେ new ଖ୍ରୀଷ୍ଟୟ ବନ୍ଦନା ଗୀତ upolad କରନ୍ତି,,,, ପ୍ରତ୍ୟକକୁ ଆଶୀର୍ବାଦ କରନ୍ତୁ❤❤❤🎉🎉 ଆଶୀର୍ବାଦ କରନ୍ତୁ❤🎉🎉🎉🎉🎉❤❤❤❤❤❤❤❤❤❤❤

  • @PrabhudanHial
    @PrabhudanHial 8 หลายเดือนก่อน +3

    Praise the lord bohut bholo gito mo monoku chuichi

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      ପ୍ରଭୁଙ୍କ ଅସୀମ ପ୍ରେମ ଶାନ୍ତି ଆପଣଙ୍କ ଉପରେ ବର୍ତ୍ତୁ ଆଜ୍ଞା......🙏❤️
      ସୁନ୍ଦର ମନ୍ତବ୍ୟ ପାଇଁ ଅଶେଷ ଅଶେଷ ଧନ୍ୟବାଦ୍.......👏👏

  • @sagarpradhan1352
    @sagarpradhan1352 8 หลายเดือนก่อน +5

    ଯୀଶୁଙ୍କ ମହାନ୍ ନାମ ଧନ୍ୟ ହେଉ ଏହି ଗୀତ ପୁରା ହୃଦୟ ସ୍ୱର୍ଶି ହୋଇଛି ଗୀତ ଲେଖା ଏବଂ ସ୍ୱର ସ୍ଵଂଯୋଜନ ମଧ୍ୟ ବହୁତ ଭଲ ହୋଇଛି ଏଭଳି ଗୀତ ବହୁତ ଦିନ ପରେ ଶୁଣିବାକୁ ମିଳିଲା କିନ୍ତୁ ଗୀତ ଶେଷ ଟା ଭଲ ଲାଗିଲାନି ଘୋଷ ଶେଷ ପରେ ଗୀତ ଶରି ଥାଆନ୍ତା ଆହୁରି ଭଲ ହୁଅନ୍ତା ବାକି ଗୀତ ବହୁତ ବହୁତ ଭଲ ଲାଗିଲା Praise the lord all of team God bless you sir 🎉🎉🎉🎉🎉❤️❤️❤️❤️❤️👌👌👌👌👌🙏🙏🙏🙏🙏

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      ଠିକ୍ କହିଲେ Sagar ଆଜ୍ଞା.....❤️❤️🙏🙏
      କିନ୍ତୁ ଗୀତ କାଳେ ଟିକେ ଲମ୍ବା ହେଵ ଭାବି ତାହା କାଟି ଦେଲୁ........
      Thanking you Soooo Sooo much.... ପ୍ରଭୂ ଯୀଶୁ ଖ୍ରୀଷ୍ଟଙ୍କ ଅସୀମ ଦୟା ପ୍ରେମ ଆନନ୍ଦ ଆପଣଙ୍କ ଜୀବନରେ ଭରିଯାଉ ଆଜ୍ଞା .....👍

  • @SaptasinghMajhi-yj2yl
    @SaptasinghMajhi-yj2yl 8 หลายเดือนก่อน +3

    2024 ମସିହାର ନୋ1 cristian song
    ବହୁତ ବହୁତ ସୁନ୍ଦର୍ ହୁଇଛି ଗୀତ ଏହି ଗୀତରେ ନିଞ୍ଚ୍ୟା ପ୍ରଭୁ ମହିମା ପାଇବେ thanky ଊ

  • @kishansingh1512
    @kishansingh1512 8 หลายเดือนก่อน +3

    ବହୁତ ସୁନ୍ଦର ହେଇଚି ଗୀତ, ଲେଖା ଓ ସ୍ୱର ମଧ୍ୟ ଅତି ସୁନ୍ଦର ଓ ମନଛୁଆଁ, ବହୁତ ଦିନପରେ ଏକ ଭିନ୍ନ ଧରଣର ଗୀତ ଦେଖିବାକୁ ମିଳିଲା, ତେଣୁ ଏହି ଗୀତରେ ଜଡ଼ିତ ପ୍ରତ୍ୟେକଙ୍କୁ ମୋ ହୃଦୟରୁ ଧନ୍ୟବାଦ ଜ୍ଞାପନ କରେ

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      ବହୁତ ଖୁସି ଲାଗିଲା ❤️❤️
      Really it's a beautiful and blessingfull Compliments Kisan ଭାଈ........🙏🙏❤️❤️
      ପ୍ରଭୁ ପ୍ରଚୁର ପରିମାଣରେ ଆପଣଙ୍କୁ ଆଶିର୍ବାଦ କରନ୍ତୁ ....ଧନ୍ୟବାଦ୍......

  • @manobagh9127
    @manobagh9127 8 หลายเดือนก่อน +4

    Music🎶 &lyrics ବହୁତ ଭଲ ହେଇଛି ପ୍ରଭୁ ଯୀଶୁଙ୍କ ନାମ ଧନ୍ଯ ହେଉ❤❤

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      Heartfelt thanks for your valuable feedback ❤️❤️🙏🙏 God bless you

  • @SaiHeel
    @SaiHeel 7 หลายเดือนก่อน +2

    Wow...🎉
    କି ବନ୍ଦନା... Praise the lord 🙏🏻🙏🏻🙏🏻✝️✝️

  • @nirmalpaik867
    @nirmalpaik867 8 หลายเดือนก่อน +4

    ପ୍ରଭୁଙ୍କର ସ୍ତୁତି ହେଉ ଏହି ଗୀତ ଦ୍ୱାରା
    ବହୁତ ବଢ଼ିଆ ହେଇଛି ଆଜ୍ଞା
    One of my favourite song really with bottom of my heart

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      Nirmal ଭାଈ........❤️❤️❤️
      ପୁନରୁଥିତ୍ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପବିତ୍ର ନାମ ନେଇ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରୁ .....
      ପ୍ରକୃତରେ ଆପଣଙ୍କ ବହୁମୂଲ୍ୟ ମତରେ ପ୍ରଭୁଙ୍କର ଗୌରବ ମହିମା ହେଉ ଏବଂ......
      May the Promise of Easter fill every SOUL with PEACE,JOY and All other BLESSINGS knowing that CHRIST has RISEN......🙏
      ✝️ HAPPY EASTER ✝️
      Thank You and God bless you ❤️

  • @RAJKUMARGANDA2357
    @RAJKUMARGANDA2357 20 วันที่ผ่านมา +3

    ପ୍ରଭୁ ଏହି ଗିତଦ୍ୱାର ପ୍ରଶଂସା ପାଅନ୍ତୁ ଏବଂ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ

    • @PRASADLIMAMUSIC
      @PRASADLIMAMUSIC  20 วันที่ผ่านมา

      ହୃଦୟଭରା ଧନ୍ୟବାଦ୍ ଜଣାଉଛୁ ପ୍ରଭୁ ଅପନଙ୍କୁ ଆଶିର୍ବାଦ କରନ୍ତୁ ❤️🙏

  • @titanicbksonu2026
    @titanicbksonu2026 วันที่ผ่านมา

    ସତରେ ବହୁତ ସୁନ୍ଦର ଗୀତ ହୋଇଛି, ଶୁଣିଲା ବେଳେ ଏମିତି ଲାଗୁଛି....ଯେମିତି ଛୋଟ ଥିଲା ବେଳେ ଆମେ ଯେଉଁ ଗୀତ ଗୁଡ଼ିକ ଶୁଣୁଥିଲୁ ଆଜି ସେହି ଗୀତ ପୁଣି ଜୀବନ୍ତ ହୋଇଛି ଓ ଅଲଗା ପ୍ରକାର ଅନୁଭବ
    ହେଉଛି,ମେଶାପାଳକ ପିତା ଆପଣଙ୍କୁ ଏମିତି ଆହୁରି ଅଧିକ ବୁଦ୍ଧି ଦିଅନ୍ତୁ ଯେମିତି ଆପଣଙ୍କ ଜରିଆରେ ଆମେ ଆହୁରି ଅନେକ ଗୀତ ଶୁଣିପାରିବୁ....

  • @UmakantaSahu-w8t
    @UmakantaSahu-w8t 4 หลายเดือนก่อน +2

    Wonderful song praise the lord

  • @bijayabhuyan9725
    @bijayabhuyan9725 8 หลายเดือนก่อน +2

    ପ୍ରଭୁ ଯୀଶୁ ଖ୍ରୀଷ୍ଟ ଧନ୍ୟ ହେଉ । ଏହି ଗୀତ ବହୃତ ଭଲ ଭାବରେ ଏଇଛି .ଏହି ଏମିତି ସଙ୍ଗୀତର ଗୀତ ଟି ଲୁଚି ଯାଇଥିବା ଗୀତ ଏବେ ନୂଆ ସଙ୍ଗୀତ କରିବାର ବହୁତ ଭଲ ଲାଗେ .👍👍🙏🙏🙏

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      Heartly Thanks and regards to You ଆଜ୍ଞା....
      🙏🙏❤️❤️
      ପ୍ରଭୁଙ୍କ ଅସୀମ ପ୍ରେମ ଶାନ୍ତି ଆପଣଙ୍କ ଉପରେ ବର୍ତ୍ତୁ......🙏❤️ଅଶେଷ ଅଶେଷ ଧନ୍ୟବାଦ୍.......👏

  • @DavidDigitalSeva
    @DavidDigitalSeva 8 หลายเดือนก่อน +4

    ଜୟ ଯୀଶୁ, ବହୁତ୍ ଭଲ ସଙ୍ଗୀତ ପ୍ରଭୁଙ୍କ ପାଇଁ ଏବଂ ମାନବ ଜାତି ପାଇଁ 🎉 ହାଲେଲୁୟା

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁମୟ ନାମ ନେଇ
      ଅଶେଷ ଅଶେଷ ଧନ୍ୟବାଦ୍ ହେମନ୍ତ ଆଜ୍ଞା.....
      May the Promise of the Lord be with you and BLESS YOU 👍

  • @KOBITA5559
    @KOBITA5559 8 หลายเดือนก่อน +10

    Praise the Lord,,, sir❤❤❤❤❤❤❤❤❤❤🎉🎉🎉🎉🎉🎉🎉🎉❤❤❤❤❤ଯୀଶୁ ପୁନରୁତ୍ଥାନ ହେଲେ,,, କହିବା ହାଲ୍ଲେଲୁୟା ହାଲ୍ଲେଲୁୟା ହାଲ୍ଲେଲୁୟା ❤❤❤❤❤❤❤ Thank you Jesus❤ତୁମ୍ଭେ ମୁଁ ପାପ ପାଇଁ କ୍ରୁଶରେ ସହିଲ❤ I Love You JESUS❤❤❤❤🎉🎉🎉🎉🎉🎉🎉🎉🎉🎉🎉🎉❤❤❤❤🎉🎉🎉🎉🎉🎉❤❤❤❤❤

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน +1

      Hallelujah Hallelujah and Hallelujah..... Happy Easter dear loving Kabita ....Thank you so so much and God bless you 💞💞

  • @smjadingi143
    @smjadingi143 8 หลายเดือนก่อน +4

    Wow 👌👌👌କି ଚମତ୍କାର ଗୀତର ଲେଖା, ଆଉ ସ୍ୱର music, ଭାରି ହୃଦୟ ତରଳି ଦେଲା ଭଳିଆ ଢଙ୍ଗରେ ସଜାଯାଇଛି l ପ୍ରସାଦ ସାର ସାଲୁଟ 🎹🎹🎹✒️✒️

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน +1

      ସନାତନ ଆଜ୍ଞା ଆପଣଙ୍କ ହୃଦୟ ଛୁଆଁ ମନ୍ତବ୍ୟ ମନ କିଣି ନେଲା ଆଉ ଏଥି ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁମୟ ନାମ ନେଇ ଅଶେଷ ଅଶେଷ ଧନ୍ୟବାଦ୍ ଜନଉ ....❤️❤️🙏🙏
      ପ୍ରଭୂ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ
      👍

    • @smjadingi143
      @smjadingi143 8 หลายเดือนก่อน

      @@PRASADLIMAMUSIC ଧନ୍ୟବାଦ ସାର ଆପଣଙ୍କ ବହୁମୂଲ୍ୟ ବକ୍ତବ୍ୟ ମୋ ପାଇଁ ଦେଇଥିବାରୁ l🌹🌹🌹🎶🎵🎧🎹🎹🎹✝️🥞🥞🥞✝️🎹🎹🎹👌👌👌🌷🌷🌷⛪,

    • @pratikbabu4131
      @pratikbabu4131 8 วันที่ผ่านมา

      Wow ❤ such a heart melting soulful lyrics as well as music after a long gap for Christian devotional music industry ❤❤❤❤

  • @gobindamallick8225
    @gobindamallick8225 6 หลายเดือนก่อน +3

    Praise the lord...
    Beautyful composition...

  • @sweetyabinash413
    @sweetyabinash413 8 หลายเดือนก่อน +3

    ବହୁତ ସୁନ୍ଦର ଗୀତଟି ହେଇଛି ସାର୍... 👌🎼🎹👏

  • @LukaBhuyan-t4p
    @LukaBhuyan-t4p 8 หลายเดือนก่อน +1

    Very beautiful and meaningful song. Praise the lord. Namaskar.

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      Heartly Thanks to YOU.....❤️❤️🙏🙏
      ଅଶେଷ ଅଶେଷ ଧନ୍ୟବାଦ୍.....
      Lord Jesus Christ bless you and fill your SOUL with PEACE ........

  • @DulanaNaik-qd2ir
    @DulanaNaik-qd2ir 8 หลายเดือนก่อน +4

    Song ଆଉ dance ବହୁତ ସୁନ୍ଦର ଲାଗୁଛି 🙏🙏🙏🙏

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      Thank You So So much dear loving Dilana....💕💕
      ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁମୟ ନାମ ନେଇ
      ଅଶେଷ ଅଶେଷ ଧନ୍ୟବାଦ୍.....
      May the Promise of the Lord fill your SOUL with PEACE,JOY and All other BLESSINGS and Happiness ......
      GOD BLESS YOU 💕

  • @dbvisual67
    @dbvisual67 8 หลายเดือนก่อน +2

    ଏତେ ସୁନ୍ଦର ଭକ୍ତି ସଂଗୀତ ଶୁଣି ମୁଁ ବିମୋହିତ। ସମସ୍ତ ଟିମ ଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଏଭଳି କ୍ଲାସିକାଲ ଓଡ଼ିଆ ଭକ୍ତି ସଂଗୀତ ପାଇଁ ❤️❤️❤️❤️❤️🎉

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      ପ୍ରଭୁଙ୍କ ମହାନ ନାମର ଧନ୍ୟବାଦ୍ ହେଉ .......🙏ହୃଦୟ ସହ ଧନ୍ୟବାଦ୍ ଜଣାଉଛୁ ଏବଂ ପ୍ରଭୁଙ୍କ ଅସୀମ ପ୍ରେମ ଦୟା ଶାନ୍ତି ଆପଣଙ୍କ ଉପରେ ବର୍ତ୍ତୁ .....
      ❤️❤️🙏🙏

  • @sishirlima9458
    @sishirlima9458 8 หลายเดือนก่อน +4

    "Wow, this song and dance are absolutely mesmerizing! The performers are incredibly talented and the choreography is stunning. I could watch this all day! 💃🎶 congratulation dear bro.Prasad❤

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅସୀମ ପ୍ରେମ ଦୟା ଶାନ୍ତି ତୁମ ଉପରେ ସର୍ବଦା ବର୍ତୁ ସିଶିର୍ ଭାଈ ....
      May the Promise of the Lord fill your SOUL with PEACE,JOY and All other BLESSINGS and Happiness ......
      GOD BLESS YOU 💕

  • @BarnabashMajhi
    @BarnabashMajhi 8 หลายเดือนก่อน +2

    ସତରେ ଏ ଗୀତ ଶୁଣିଲେ ମନରେ ଶାନ୍ତି ଲାଗେ Veri nice song

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      ବହୁତ ସୁନ୍ଦର ମତାମତ ଦ୍ୱାରା ପ୍ରଭୁଙ୍କ ଗୌରବ ମହିମା ହେଉ ଏବଂ ପ୍ରଭୂ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ ❤️❤️🙏🙏

  • @EnikumarMusic
    @EnikumarMusic 8 หลายเดือนก่อน +2

    ଗୀତର ସ୍ୱର ଅତି ସୁନ୍ଦର ବା ମିଠା ହେଇଛି । God bless you HUMAN Sir....✝️✝️✝️

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      ହୃଦଭରା ଧନ୍ୟବାଦ ଅର୍ପଣ କରୁ.........❤️❤️
      ପ୍ରଭୂ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ

    • @EnikumarMusic
      @EnikumarMusic 8 หลายเดือนก่อน

      ​@@PRASADLIMAMUSIC Prasad sir... ଏହି ଗୀତ one week ରେ 1 million views ମିଳିବ ପ୍ରଭୁ ଯୀଶୁଙ୍କ ଆଶିର୍ବାଦ ଦ୍ବାରା । କାରଣ ଏହି ଗୀତ ବହୁତ୍ ସୁନ୍ଦର ହେଇଛି, ଆଉ ଏମିତିକା ଗୀତରେ Human sir..ଙ୍କର ସ୍ୱର ଶୁଣିବାକୁ ମିଠା ଲାଗୁଛି । ମୁଁ ପ୍ରାର୍ଥନା କରେ , ଏହି video song 1 week ରେ 1 million views ହେଇଯାଉ ଯୀଶୁଙ୍କ ନାମରେ । AMEN

  • @sirielpani2188
    @sirielpani2188 8 หลายเดือนก่อน +2

    Soulful and heart touching song. Thank you limaa sir that selection human Sagar for this song

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      ପୁନରୁଥିତ୍ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପବିତ୍ର ନାମ ନେଇ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରୁ ମୋ ପ୍ରିୟ ଭାଈ SIRIEL.....
      ପ୍ରକୃତରେ ଆପଣଙ୍କ ବହୁମୂଲ୍ୟ ମତରେ ପ୍ରଭୁଙ୍କର ଗୌରବ ମହିମା ହେଉ ଏବଂ......
      May the Promise of Easter fill every SOUL with PEACE,JOY and All other BLESSINGS knowing that CHRIST has RISEN......🙏
      ✝️ HAPPY EASTER ✝️
      Thank You and God bless you ❤️

  • @jkmishalofficial4223
    @jkmishalofficial4223 8 หลายเดือนก่อน +5

    ଅତ୍ୟନ୍ତ ମନରମ ହେଇଛି ଗୀତ
    ପ୍ରଭୁଙ୍କର ଗୌରବ ହେଉ

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน +1

      ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁମୟ ନାମ ନେଇ
      ଅଶେଷ ଅଶେଷ ଧନ୍ୟବାଦ୍ ମୋ ପ୍ରିୟ JEET ଭାଈ ..... 💕💕
      May the Promise of the Lord fill your SOUL with PEACE,JOY and All other BLESSINGS and Happiness ......
      GOD BLESS YOU 💕

  • @MithunKumar-hi7kw
    @MithunKumar-hi7kw 8 หลายเดือนก่อน +4

    Thank you so much dear sir for drawing us closer to Almighty God through your this marvelous work of God in this Resurrection Day of our Lord Jesus Christ!!!🎉🎉🎉🎉 Christ is Risen...... Alleluia.... Alleluia..... Alleluia....!!!!! Many Congratulations and Easter wishes to all at home dear sir! May you continue to serve our Lord Jesus Christ and make us ready to witness for the Second Coming of our Lord Jesus Christ through your selfless work to glorify Holy Trinity one God and May our Sweet Mother Mary intercede for us all to enter the Kingdom of God!!!! Amen!!!! Everything is Fantastic!!! 😂😂😂😂 All the best for the Next dear sir!!! Thank you!!! Happy Easter to All my beloved Brothers and Sisters in Christ Jesus!!!!

  • @Bahumulya112
    @Bahumulya112 8 หลายเดือนก่อน +5

    ବହୁତ୍ ସୁନ୍ଦର ହେଇଛି ଗୀତ ❤❤

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      Praise be the Lord ❤️❤️🙏🙏
      And thanking with lots of love 💕💕 and prayers 👍
      God bless you

  • @SunadharNayak-u4i
    @SunadharNayak-u4i 8 หลายเดือนก่อน +2

    ବହୁତ ସୁନ୍ଦର ଗୀତ 🎉🎉❤❤ ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      ପ୍ରଭୂ ଆପଣଙ୍କୁ ମଧ୍ଯ ବହୁଳ ଭାବରେ ଆଶିର୍ବାଦ କରନ୍ତୁ ❤️❤️🙏🙏

  • @pratapheprika5780
    @pratapheprika5780 8 หลายเดือนก่อน +5

    ହୃଦୟସ୍ପର୍ଶୀ ମଧୁର ସଂଗୀତ ପୁନରୁତ୍ଥାନ ଦିବସରେ ପ୍ରଭୁ ଆପଣଙ୍କୁ ପ୍ରଚୁର ଆଶୀର୍ବାଦ କରନ୍ତୁ।

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน +1

      THANK You So So much Pratap ଆଜ୍ଞା ❤️❤️🙏🙏
      ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁମୟ ନାମ ନେଇ
      ଅଶେଷ ଅଶେଷ ଧନ୍ୟବାଦ୍
      GOD BLESS YOU .....👍

  • @thomaskor4406
    @thomaskor4406 5 หลายเดือนก่อน

    ବହୁତ ସୁନ୍ଦର ହେଇଛି ହୃଦୟ କୁ ଛୁଇଁଲା ଗିତ ଏଭଳି ହେବା କଥା, ଧନ୍ୟବାଦ୍ ଲିମା ଆଜ୍ଞା

  • @Eliaah254
    @Eliaah254 8 หลายเดือนก่อน +2

    Sir ବହୁତ ସୁନ୍ଦର ହେଇଚି ଗୀତ ଯେତେ ଶୁଣିଲେବି ମନ ଭାଙ୍ଗୁନି ଆହୁରି ଶୁଣିବାକୁ ମନ ଲାଗୁଚି 👌👌👌🙏🙏

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      ବହୁତ ଖୁସି ଲାଗିଲା ଆଜ୍ଞା....❤️❤️🙏🙏
      ପ୍ରଭୂ ଯୀଶୁ ଖ୍ରୀଷ୍ଟଙ୍କ ଅସୀମ ଦୟା ପ୍ରେମ ଆନନ୍ଦ ଆପଣଙ୍କ ଜୀବନରେ ଭରିଯାଉ ଏବଂ ସୁନ୍ଦର ମନ୍ତବ୍ୟ ଦ୍ଵାରା ପ୍ରଭୁଙ୍କ ଗୌରବ ମହିମା ହେଉ ଏବଂ ପ୍ରଭୁ ପ୍ରଚୁରପରିମାଣରେ ଆପଣଙ୍କୁ ଆଶିର୍ବାଦ କରନ୍ତୁ ..... 👍

  • @chandusoren2815
    @chandusoren2815 7 หลายเดือนก่อน +1

    ଗୀତଟା ବହୁତ ଭଲ ହୋଇଛି ଧନ୍ୟବାଦ ଭାଇ ପ୍ରଭୁ ଆପଣଙ୍କୁ ଆଶିର୍ବାଦ କରନ୍ତୁ

  • @sadrokkhosla8214
    @sadrokkhosla8214 8 หลายเดือนก่อน +1

    when listening this song actually feeling spiritual God bless the all team members for the wonderful song👍👍

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      A Blessed Compliments from a blessed person......❤️❤️🙏🙏
      ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁମୟ ନାମ ନେଇ ପବିତ୍ର ପୁନରୁତ୍ଥାନ ପର୍ବ ର ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା ......Wishing YOU a Blessed and Holy EASTER.......🙏
      May the Promise of Easter fill every SOUL with PEACE,JOY and All other BLESSINGS knowing that CHRIST has RISEN......🙏
      GOD BLESS YOU 💕

  • @ranjitdigal2495
    @ranjitdigal2495 8 หลายเดือนก่อน +1

    ପ୍ରଭୁଙ୍କ ନାମ ମୋହିମା ହେଉ ଅତି ସୁନ୍ଦର ସଙ୍ଗୀତ ନୂତ୍ୟ ଏବଂ ମିଉଜୀକ୍ ଧନ୍ୟବାଦ୍ 🙏💯👍✝️

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      ପ୍ରଭୁଙ୍କ ନାମର ଗୌରବ ମହିମା ହେଉ...... 🙏
      ହୃଦୟ ସହ ଧନ୍ୟବାଦ୍ ଜଣାଉଛୁ ଏବଂ ପ୍ରଭୁଙ୍କ ଦୟା ଅନୁଗ୍ରହ ଆପଣଙ୍କ ଉପରେ ବର୍ତ୍ତୁ.....❤️❤️🙏🙏

  • @rabindrasingh7202
    @rabindrasingh7202 8 หลายเดือนก่อน +3

    Praise the lord sir Aman hallelujah hallelujah ❤

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      Praise the Lord ❤️❤️🙏🙏
      Thank You and God bless you

  • @jikhariyanayak7072
    @jikhariyanayak7072 8 หลายเดือนก่อน +3

    So wonderful lyrics and composition and singing and dance and choreography
    Praise the Lord

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      Praise the Lord Jikharia bhai ❤️ ❤️ 🙏🙏
      ପୁନରୁଥିତ୍ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପବିତ୍ର ନାମ ନେଇ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରୁ .....
      ପ୍ରକୃତରେ ଆପଣଙ୍କ ବହୁମୂଲ୍ୟ ମତରେ ପ୍ରଭୁଙ୍କର ଗୌରବ ମହିମା ହେଉ ଏବଂ......
      May the Promise of Easter fill every SOUL with PEACE,JOY and All other BLESSINGS knowing that CHRIST has RISEN......🙏
      ✝️ HAPPY EASTER ✝️
      Thank You and God bless you ❤️

  • @BijaySabar7978
    @BijaySabar7978 8 หลายเดือนก่อน +4

    ବହୁତ ସୁନ୍ଦର ହୋଇଅଛି sir ଗୀତ ପ୍ରଭୁଙ୍କ ମହାନ ନାମ ଗୌରବ ହେଉ

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      Bijay ଭାଈ........💕💕
      ହୃଦୟଭରା ଧନ୍ୟବାଦ୍ ପ୍ରଭୁ ଆଶିର୍ବାଦ କରନ୍ତୁ

  • @tularamharijan9511
    @tularamharijan9511 7 หลายเดือนก่อน +1

    ଅତିସୁନ୍ଦର ଲେଖା ଏବଂ ସୁମଧୁର ସ୍ବର ସଂଯୋଜକଙ୍କୁ ଗାୟକ ଭାଇ ତଥା ସମସ୍ତ ଟିମ୍ କୁ ଅସେସଧନ୍ଯବାଦ
    ନମସ୍କାର

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      ଆପଣ ମାନଙ୍କ ସୁନ୍ଦର ମତାମତ ଭଲପାଇବା ଆମ ପାଇଁ ପ୍ରେରଣା ଅଟେ Tulatam ଆଜ୍ଞା.... 🙏
      ପ୍ରଭୂ ଆପଣଙ୍କୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ 👍

  • @SaptasinghMajhi-yj2yl
    @SaptasinghMajhi-yj2yl 8 หลายเดือนก่อน +1

    ହୃଦୟ ମର ଆଖି ର ଲୁହ ଝରିଲା ପ୍ରଥମ ଥର ଗିତ ଶୁଣିଲା ପରେ, ବହୁତ ସୁନ୍ଦର ଗାଇଛନ୍ତି umansagar sir god bless uu all

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      ହୃଦୟ ସହ ଧନ୍ୟବାଦ୍ ଜଣାଉଛୁ ଏବଂ ପ୍ରଭୁଙ୍କ ଦୟା ଅନୁଗ୍ରହ ଆପଣଙ୍କ ଉପରେ ବର୍ତ୍ତୁ.....❤️❤️🙏🙏

  • @ajaya35748
    @ajaya35748 8 หลายเดือนก่อน +1

    ବହୁତ ସୁନ୍ଦର ଗୀତ praise the lord sir

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      ସୁନ୍ଦର ମନ୍ତବ୍ୟ ଦ୍ଵାରା ପରେମଶ୍ବର ଗୌରାବ ପାଆନ୍ତୁ ଏବଂ ଆପଣଙ୍କୁ ପ୍ରଚୁରପରିମାଣରେ ଆଶିର୍ବାଦ କରନ୍ତୁ ❤️❤️🙏🙏

  • @AjitSing-fj6jg
    @AjitSing-fj6jg หลายเดือนก่อน

    ବହୁତ ସୁନ୍ଦର ହେଇଛି ଗୀତ ସାର୍ ଆପଣ ଙ୍କୁ ଆଶିଷ କରନ୍ତୁ ❤❤

  • @kamalgahir8044
    @kamalgahir8044 8 หลายเดือนก่อน +2

    Nice song ... Praise the Lord

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      THANKS and regards to You
      ❤️❤️🙏🙏 God bless you

  • @JagyasiniDeviRaita
    @JagyasiniDeviRaita 8 หลายเดือนก่อน +4

    Very nice song God bless you ❤❤❤

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      ସୁନ୍ଦର ମନ୍ତବ୍ୟ ଦ୍ଵାରା ପ୍ରଭୁଙ୍କ ଗୌରବ ମହିମା ହେଉ ଏବଂ ପ୍ରଭୁ ପ୍ରଚୁରପରିମାଣରେ ଆପଣଙ୍କୁ ଆଶିର୍ବାଦ କରନ୍ତୁ ..... 👍

  • @amiealsabar
    @amiealsabar 8 หลายเดือนก่อน +3

    ଅତି ଉତ୍ତମ ପରମେଶ୍ୱର ଙ୍କ ସୁନ୍ଦର୍ଯ୍ୟ ର ବର୍ଣନା ଆଜ୍ଞା ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ।

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน +1

      ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁମୟ ନାମ ନେଇ
      ଅଶେଷ ଅଶେଷ ଧନ୍ୟବାଦ୍ Emiel ଭାଇ....❤️❤️
      May the Promise of the Lord fill your SOUL with PEACE,JOY and All other BLESSINGS and Happiness ......
      GOD BLESS YOU 💕

    • @amiealsabar
      @amiealsabar 8 หลายเดือนก่อน +1

      Thank you so much 💓 ❤sir

  • @Ankurdigalofficial
    @Ankurdigalofficial 8 หลายเดือนก่อน +1

    Bahut dino pare atama ku Santi milichi a gito tiku sinila pare thank you Lima sir
    God bless you

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน +1

      Ankur ଭାଈ what a appreciation 👏👏👏👏
      ପୁନରୁଥିତ୍ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପବିତ୍ର ନାମ ନେଇ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରୁ .....
      ପ୍ରକୃତରେ ଆପଣଙ୍କ ବହୁମୂଲ୍ୟ ମତରେ ପ୍ରଭୁଙ୍କର ଗୌରବ ମହିମା ହେଉ ଏବଂ......
      May the Promise of Easter fill every SOUL with PEACE,JOY and All other BLESSINGS knowing that CHRIST has RISEN......🙏
      ✝️ HAPPY EASTER ✝️
      Thank You and God bless you ❤️

    • @Ankurdigalofficial
      @Ankurdigalofficial 8 หลายเดือนก่อน +1

      @@PRASADLIMAMUSIC Welcome sir Happy Easter

    • @Ankurdigalofficial
      @Ankurdigalofficial 8 หลายเดือนก่อน +1

      Thank you

  • @jagadishparichha1420
    @jagadishparichha1420 8 หลายเดือนก่อน +2

    Hallelujah praise the lord 🙏

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁମୟ ନାମ ନେଇ
      ଅଶେଷ ଅଶେଷ ଧନ୍ୟବାଦ୍.....
      Receive the BLESSINGS and Happiness of the almighty lord Jesus Christ......💕💕🙏🙏

  • @sivbimajhi7574
    @sivbimajhi7574 2 หลายเดือนก่อน

    Praise the lord bahut Sundar Gita hallelujah

  • @roshannayak7621
    @roshannayak7621 8 หลายเดือนก่อน +6

    ବହୁତ ଅପେକ୍ଷା ରେ ଥିଲି ସାର୍ ଈଶ୍ୱର ସମସ୍ତ ଟିମ୍ କୁ ଆଶିର୍ବାଦ କରନ୍ତୁ

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      ଅପେକ୍ଷାରେ ରହିଥିବା ହେତୁ ହୃଦୟ ସହ ଧନ୍ୟବାଦ୍ ... ପ୍ରଭୁ ନିଶ୍ଚୟ ପୁରସ୍କାର ଦେବେ ❤️❤️🙏🙏

  • @BiswanathKimbaka
    @BiswanathKimbaka 5 หลายเดือนก่อน

    ବହୁତ୍ ସୁନ୍ଦର୍ ଗୀତ ଟି god bless you🎉🎉🎉

  • @danielbagh8104
    @danielbagh8104 5 หลายเดือนก่อน +1

    Sir ଗୀତ ଶୁଣିବାକୁ ବୋହୁତୋ ଭୋଲ ଲାଗୁଛି ଏହିପରି ଗୀତ ଆହୁରି କେତୋଟି dedicate କଲେ ଭଲ ହୁଅନ୍ତା thank you so much God bless you

  • @sinuelgomango1325
    @sinuelgomango1325 8 หลายเดือนก่อน +3

    Hallelujah hallelujah 🙏 god bless you sir

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      Thank You for your valuable reply
      ❤️❤️🙏🙏

  • @singerprasantnag5321
    @singerprasantnag5321 8 หลายเดือนก่อน +1

    Praise The Lord Sir Very Nice Song Sir ଶୁଣିବାକୁ ବହୁତ୍ ବଡିଆ ଲାଗୁଛି ଅତି ସୁନ୍ଦର୍ ଗୀତର ଲେଖା ଓ ଅତି ଚମତ୍କାର ଗାଇବା ଶୈଳୀ ଆପଣଙ୍କ ଅଭିନୟ ଅତି ଚମତ୍କାର Sir Music ବହୁତ ସୁନ୍ଦର୍ ଲାଗୁଛି ପ୍ରଭୁ ତୁମକୁ ଆଶୀର୍ବାଦ କରନ୍ତୁ Sir ଯେପରି ପ୍ରଭୁଙ୍କ ଗୌରବ ନିମନ୍ତେ ଏମିତି ନୂଆ ନୂଆ ଗୀତ ଆଣିବା ପାଇଁ।

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      ପୁନରୁଥିତ୍ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପବିତ୍ର ନାମ ନେଇ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରୁ Prashant ଆଜ୍ଞା.....❤️❤️🙏🙏
      ପ୍ରକୃତରେ ଆପଣଙ୍କ ବହୁମୂଲ୍ୟ ମତରେ ପ୍ରଭୁଙ୍କର ଗୌରବ ମହିମା ହେଉ ଏବଂ......
      May the Promise of Easter fill every SOUL with PEACE,JOY and All other BLESSINGS knowing that CHRIST has RISEN......🙏
      ✝️ HAPPY EASTER ✝️
      Thank You and God bless you ❤️

  • @birajlima6631
    @birajlima6631 8 หลายเดือนก่อน +1

    ପ୍ରଭୁଙ୍କର ଗୌରବ ହେଉ 🙏
    #Lima Sir 🎉
    ବହୁତ ଭଲ ଲାଗିଲା ଗୀତ ଏତେ ସୁନ୍ଦର ଭାବରେ ଉପସ୍ଥାପନା କରାଯାଇଛି
    # enter Team କୁ ବହୁତ ବହୁତ ଧନ୍ୟବାଦ 🎉🎉🎉

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      Really it's a beautiful and blessingfull Compliments ମୋ ପ୍ରିୟ ଭାଇ ........
      🙏🙏❤️❤️
      ହୃଦୟ ଭରା ଧନ୍ୟବାଦ୍ ଜ୍ଞାପନ କରେ ପ୍ରଭୁ ପ୍ରଚୁର ପରିମାଣରେ ଆପଣଙ୍କୁ ଆଶିର୍ବାଦ କରନ୍ତୁ ...

  • @user-en7df2zh3h
    @user-en7df2zh3h 8 หลายเดือนก่อน +2

    ବହୁତୁ ବଡିଆ❤❤❤❤❤❤❤❤🙏🙏🙏🙏🙏

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      ବହୁତ ସୁନ୍ଦର ମତାମତ ପାଈଁ ଧନ୍ୟବାଦ୍
      ❤️❤️🙏🙏

  • @gabrieltwinkle5131
    @gabrieltwinkle5131 7 หลายเดือนก่อน +1

    ବହୁତ୍ ଦିନ ପରେ ଏଇ type ର ଗୀତ odissi classical ଶୁଣିବାକୁ ମିଳିଲା, ବହୁତ୍ ସୁନ୍ଦର ଗୀତ, ଆପଣଙ୍କ ସବୁ ଗୀତ ବହୁତ୍ ଭଲ ଲାଗେ ଶୁଣିବାକୁ ଆଉ ଅନ୍ୟ ଗୀତ ଠୁ ଅଲଗା form ରେ ଥାଏ, best of luck for future song

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      ହୃଦୟ ସହ ଧନ୍ୟବାଦ୍ ଜଣାଉଛୁ Gabriel ଭାଈ......💕💕
      କାରଣ ଆପଣଙ୍କ ଏକ ସୁନ୍ଦର ମନ୍ତବ୍ୟ ଆମ ପାଇଁ ଏକ ସଂକଳ୍ପର ଅନୁଚିନ୍ତା ଅଟେ...... 🙏 God bless you

  • @pramodnayak5831
    @pramodnayak5831 8 หลายเดือนก่อน +1

    monore gote aloga aanondo aasuchhi human Bhai tomo kanthoru jissu bapanko gito sunile .emitihi jeewan Sara prahbunko gito Gau thao boli Moro jesu nko pakhore prarthona .Prabhu aasirbad karontu .thank you

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      Really it's a beautiful and blessingfull Compliments
      ପ୍ରଭୁ ପ୍ରଚୁର ପରିମାଣରେ ଆପଣଙ୍କୁ ଆଶିର୍ବାଦ କରନ୍ତୁ ....ଧନ୍ୟବାଦ୍

  • @Broshibavlogs
    @Broshibavlogs หลายเดือนก่อน +1

    ପ୍ରେସ ଦି ଲର୍ଡ,ବହୁତ ବଡିଆ ଓଡିଶା ନାଚା ଗୀତର ସ୍ଵର (christiansong)

    • @PRASADLIMAMUSIC
      @PRASADLIMAMUSIC  22 วันที่ผ่านมา

      Thanking you Soooo much for your valuable love 💕💕 and feedback ❤️❤️

  • @vyduryamvyduryam8542
    @vyduryamvyduryam8542 8 หลายเดือนก่อน +2

    Praise the Lord super sang

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      SOOO cute Compliment 💕💕🙏🙏
      Thanking with lots of love and regards 🙏🙏❤️❤️

  • @SurekhaNayak-so2wx
    @SurekhaNayak-so2wx 8 หลายเดือนก่อน +1

    I am waiting for this song , PRAISE THE LORD.🙏🏻

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      Praise the Lord and thank you So So much ❤️🙏

  • @abhiyamraita988
    @abhiyamraita988 8 หลายเดือนก่อน +1

    Beautiful ❤❤

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      Thank you! 😊
      and May God almighty bless you abundantly 💕💕🙏🙏

  • @psrikanth2086
    @psrikanth2086 7 หลายเดือนก่อน +1

    ନମସ୍କାର ମାମୁ , ବହୁତ ଦିନ ପରେ ଏହି ସୁନ୍ଦର ମଧୁର ଗୀତଟି ଶୁଣିଲି । ମାମୁ ,ଗୀତର ରଚନା,ସ୍ବର ସଞ୍ଜଜନା,Music..etc. ସବୁ perfect ହେଇଛି । ଯେତେ ଶୁଣୁ ଥିଲେ ସେତେ ଆନନ୍ଦ ଲାଗୁଛି। God Bless You ମାମୁ । ଏମିତି ସୁନ୍ଦର ସୁନ୍ଦର ଗୀତ ଅପଲୋଡ କରୁଥାନ୍ତୁ । ଧନ୍ୟବାଦ ମାମୁ ।

  • @esterranisahu2690
    @esterranisahu2690 7 หลายเดือนก่อน +1

    Yahowa ke agaman ke samay pe istarah yeshu ki mahima ho, god bless you all team members 🥰

  • @BinayKumar-t6u
    @BinayKumar-t6u 8 หลายเดือนก่อน +1

    Geeto au nacho madhyamare iswaranka prasangsa karuchanti bahut bahut Sundar heichi apananko entire team ku 🙏 hallelujah

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      Really it's a beautiful and blessingfull Compliments ଆଜ୍ଞା........🙏🙏❤️❤️
      ପ୍ରଭୁଙ୍କ ଅସୀମ ପ୍ରେମ ଶାନ୍ତି ଆପଣଙ୍କ ଉପରେ ବର୍ତ୍ତୁ ଏବଂ ପ୍ରଭୁ ପ୍ରଚୁର ପରିମାଣରେ ଆପଣଙ୍କୁ ଆଶିର୍ବାଦ କରନ୍ତୁ ....ଧନ୍ୟବାଦ୍......

  • @sudamsabar1663
    @sudamsabar1663 8 หลายเดือนก่อน +1

    Praise the lord . dhaniya bad samastanku.

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      ଆପଣଙ୍କୁ ମଧ୍ୟ ଅଶେଷ ଅଶେଷ ଧନ୍ୟବାଦ

  • @sagarpradhan6312
    @sagarpradhan6312 8 หลายเดือนก่อน +2

    ପ୍ରକୃତରେ ଖ୍ରୀଷ୍ଟୀୟ ଭକ୍ତି ମୂଳକ ସଂଗୀତ ଏମିତି ହେବା ଉଚିତ୍ ।

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน +1

      ପ୍ରଭୁଙ୍କ ଅସୀମ ପ୍ରେମ ଶାନ୍ତି ଆପଣଙ୍କ ଉପରେ ବର୍ତ୍ତୁ......🙏❤️
      ବହୁତ ବହୁତ ଧନ୍ୟବାଦ୍ ଆଜ୍ଞା.......👏👏

  • @DiluBabu-k1l
    @DiluBabu-k1l 8 หลายเดือนก่อน +1

    Really sir.. you are the one and only famouse and brilliant music composer of Christian Religion in Odisha ...thanks for giving us such kinds of wonderful songs

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      My loving brother .... ❤️❤️🙏🙏
      I SALUTE ALL OF MY CHRISTIAN COMMUNITY through your Soooo lovely 🌹🌹 and Ccccuuuttteee Compliments...... for giving me that much LOVE and APPRECIATION in the name of Our Lord Jesus Christ....🙏🙏
      Once again thank You So So much and God bless you mightyly.....👍

  • @MasaGamanga
    @MasaGamanga 8 หลายเดือนก่อน +1

    ବହୁତ ବଢ଼ିଆ ହେଇଛି ଭାଇ ଥାଙ୍କ ୟୁ ସୁ much God bless you

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      ହୃଦୟ ଭରା ଧନ୍ୟବାଦ୍ ଜ୍ଞାପନ କରୁ 💕💕💕💕

  • @HemantaNayak-y4v
    @HemantaNayak-y4v 4 หลายเดือนก่อน +1

    ❤❤❤ ଗୀତ ବହୁତ ସୁନ୍ଦର ଓ ମିଠା ଲାଗୁଛି ❤❤❤

    • @PRASADLIMAMUSIC
      @PRASADLIMAMUSIC  4 หลายเดือนก่อน

      ଆପଣଙ୍କ ବହୁମୂଲ୍ୟ ମତାମତ ଦ୍ବାରା ପ୍ରଭୁ ଯୀଶୁଙ୍କ ଗୌରବ ମହିମା ହେଉ ଏବଂ ପ୍ରଭୁ ଆପଣଙ୍କୁ ପ୍ରଚୁର ପରିମାଣ ରେ ଆଶିର୍ବାଦ କରନ୍ତୁ ......🙏

  • @juneshchatar8297
    @juneshchatar8297 8 หลายเดือนก่อน +1

    Dhanyabad Prasad sir..... Prabhu Aponku ashirbad karantu, tank mahima paine ahuri nuo geeta lekhantu🙏

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      Really it's a beautiful and blessingfull Compliments ଆଜ୍ଞା........🙏🙏❤️❤️
      ପ୍ରଭୁଙ୍କ ଅସୀମ ପ୍ରେମ ଶାନ୍ତି ଆପଣଙ୍କ ଉପରେ ବର୍ତ୍ତୁ ଏବଂ ପ୍ରଭୁ ପ୍ରଚୁର ପରିମାଣରେ ଆପଣଙ୍କୁ ଆଶିର୍ବାଦ କରନ୍ତୁ ....ଧନ୍ୟବାଦ୍......

  • @Rhit145
    @Rhit145 8 หลายเดือนก่อน +1

    Super 👌 most heichhi gito🎉🎉🎉🎉❤❤❤❤❤❤❤❤

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      ସୁନ୍ଦର ମନ୍ତବ୍ୟ ଦ୍ଵାରା ପରେମଶ୍ବର ଗୌରବ ମହିମା ପାଆନ୍ତୁ......
      ହୃଦୟଭରା ଧନ୍ୟବାଦ୍..... ପ୍ରଭୂ ଆପଣଙ୍କୁ ବହୁତ ବହୁତ ଆଶିର୍ବାଦ କରନ୍ତୁ.....

  • @Dibyadigal13
    @Dibyadigal13 8 หลายเดือนก่อน +2

    Praise the lord sir ❤❤❤❤❤❤❤❤❤❤❤❤ super super super

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      Thanking with lots of love 💕💕💕💕 and best wishes 🙏❤️

  • @KituNayaka
    @KituNayaka 8 หลายเดือนก่อน +3

    Nice song 🎵 much 👌 God gift ✝️ 🎁 jesus ✝️ 🙏 🙌 ❤️ love you jesus new christian song 🎉🎉🎉humane Sagar love ❤️ 😍 💖

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      THANK God for his mighty blessings and loving kindness ❤️❤️

  • @pareshbag7114
    @pareshbag7114 8 หลายเดือนก่อน +2

    Beautiful Christian devotional song.

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      Thanks a million for glorifying God through your valuable Compliments ❤️❤️🙏🙏

  • @Ajeet14367
    @Ajeet14367 8 หลายเดือนก่อน +1

    ବହୁତ ସୁନ୍ଦର ହେଇଛି ଗୀତଟି।❤❤❤praise the lord sir.

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      ପ୍ରଭୁଙ୍କ ମହାନ ନାମ ନେଇ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଉଛୁ 👏👏👏
      ପ୍ରଭୂ ଆପଣଙ୍କୁ ବହୁତ ବହୁତ ଆଶିର୍ବାଦ କରନ୍ତୁ
      ❤️🙏

  • @prasanasabhasundar184
    @prasanasabhasundar184 8 หลายเดือนก่อน +1

    Haaleluya prabhunka prasansa heu prease the lord ahi geeta madyamore aamo stomostanku prabhu ashrebada karantu.thank you Prasad Bhai.

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      ପୁନରୁଥିତ୍ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପବିତ୍ର ନାମ ନେଇ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରୁ ମୋ ପ୍ରିୟ ପ୍ରସନ୍ନ ଭାଈ .....
      ପ୍ରକୃତରେ ଆପଣଙ୍କ ବହୁମୂଲ୍ୟ ମତରେ ପ୍ରଭୁଙ୍କର ଗୌରବ ମହିମା ହେଉ ଏବଂ......
      May the Promise of Easter fill every SOUL with PEACE,JOY and All other BLESSINGS knowing that CHRIST has RISEN......🙏
      ✝️ HAPPY EASTER ✝️
      Thank You and God bless you ❤️

  • @gilsonlimma2845
    @gilsonlimma2845 8 หลายเดือนก่อน +2

    Sir praise the lord ❤❤❤❤❤

  • @RasimDigal
    @RasimDigal หลายเดือนก่อน +1

    4: Bahut sundar

    • @PRASADLIMAMUSIC
      @PRASADLIMAMUSIC  2 วันที่ผ่านมา

      ପ୍ରଭୁଙ୍କ ପବିତ୍ର ନାମ ନେଇ ଆପଣଙ୍କୁ ଅଶେଷ ଧନ୍ୟବାଦ.....
      Thanks for your lovely wishes ❤️🙏
      Wish you Merry Christmas 🎄🎄

  • @biniyamkumar
    @biniyamkumar 8 หลายเดือนก่อน +2

    WOWWW BEAUTIFUL MY HEART TOUCHING SONG SIR THANK YOU SO MUCH FOR UPLOADING THIS SONG SIR

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน +1

      Really it's a beautiful and blessingfull Compliments ଆଜ୍ଞା........🙏🙏❤️❤️
      ପ୍ରଭୁଙ୍କ ଅସୀମ ପ୍ରେମ ଶାନ୍ତି ଆପଣଙ୍କ ଉପରେ ବର୍ତ୍ତୁ ଏବଂ ପ୍ରଭୁ ପ୍ରଚୁର ପରିମାଣରେ ଆପଣଙ୍କୁ ଆଶିର୍ବାଦ କରନ୍ତୁ ....ଧନ୍ୟବାଦ୍......

  • @bbaby962
    @bbaby962 5 หลายเดือนก่อน +1

    Soothing my heart... Beautiful song.

  • @hemantiharijan2653
    @hemantiharijan2653 8 หลายเดือนก่อน +1

    Praise the lord very nice and very beautiful song sir really God bless you all 🎉🎉🎉🙏

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      It's a blessingfull Compliments ❤️❤️🙏🙏
      THANKS a million and God bless you

  • @anujkumarnayak941
    @anujkumarnayak941 8 หลายเดือนก่อน +1

    Wonderful May Almighty God bless you

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      Thank you! You too! And God bless you ❤️❤️

  • @NabaRaita
    @NabaRaita 8 หลายเดือนก่อน +1

    Bahut sundar gita tie heichi...... God bless you🙏🙏🙏🙏🙏🙏🙏

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      Thank You and be blessed ❤️❤️🙏🙏

  • @subratbeero3222
    @subratbeero3222 8 หลายเดือนก่อน +3

    Bahut sundar gita tie prabhunkara mahima heu

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน +1

      ଆମେନ୍.........❤️❤️🙏🙏
      ପ୍ରଭୁଙ୍କ ମହାନ ନାମର ମହିମା ହେଉ, ପ୍ରଭୁ ଆଶିର୍ବାଦ କରନ୍ତୁ 👍

  • @pitaranayak4561
    @pitaranayak4561 8 หลายเดือนก่อน +1

    Superb lyrics with music ........ praise the lord ❤️👍❤️🎉🎉🎉🎉

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      Thank You and ଅଶେଷ ଅଶେଷ ଧନ୍ୟବାଦ୍ Pitar ଆଜ୍ଞା...❤️❤️🙏🙏
      GOD BLESS YOU 💕

  • @SonuArpan-wm4du
    @SonuArpan-wm4du 8 หลายเดือนก่อน +1

    Praise the lord 🙏💜✝️ nice song video 👏 jesus bless you 😇

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      Jesus Christ bless you too dear loving brother ❤️❤️🙏🙏

  • @MantuKumar-music
    @MantuKumar-music 8 หลายเดือนก่อน +2

    Praise the lord very nice song ❤❤❤

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      Thanking you Soooo much and Peace be with you..........❤️❤️🙏🙏

  • @tileshwarnayak9941
    @tileshwarnayak9941 8 หลายเดือนก่อน +1

    After a very long time I got to pray with a song that suits my taste-an odia devotional hymn with an Indian classical touch and flavour. Thanks to the producer and the team.
    It's a treat to savour the sweetness blended in the composition and lyrical depth.
    God bless!

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      A lovely Compliments from a dearest brother ❤️❤️🙏🙏
      Heartfelt thanks and regards to You May God bless you abundantly 💕

  • @alexdas7334
    @alexdas7334 8 หลายเดือนก่อน +1

    Praise the Lord ❤

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      Praise God and Heartly thanks 🙏🙏❤️❤️

  • @HIRAM-s1q
    @HIRAM-s1q 19 วันที่ผ่านมา +1

    🎉 wow beautiful song i waiting for this song ✝️

    • @PRASADLIMAMUSIC
      @PRASADLIMAMUSIC  18 วันที่ผ่านมา

      Already it's released.... Plz watch and be blessed ❤️

  • @jeetenkumarmusic
    @jeetenkumarmusic 8 หลายเดือนก่อน +1

    Wonderful composition, praise the Lord

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน +1

      Jeetan brother ❤️❤️
      It's a great honour for ALL of Our Team...

    • @jeetenkumarmusic
      @jeetenkumarmusic 8 หลายเดือนก่อน

      @@PRASADLIMAMUSIC May god bless the team more and more ...

  • @simonbaghel1665
    @simonbaghel1665 8 หลายเดือนก่อน +1

    ✝️Such a beautiful song... And it's a very different type of song and composition.. We praise God because he created everything in our universe ✝️thank you team for a beautiful song and you bring for us a new soulful song ✝️🙏

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      Praise the Lord Simon ଆଜ୍ଞା ❤️❤️
      🙏🙏
      ପୁନରୁଥିତ୍ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପବିତ୍ର ନାମ ନେଇ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରୁ .....
      ପ୍ରକୃତରେ ଆପଣଙ୍କ ବହୁମୂଲ୍ୟ ମତରେ ପ୍ରଭୁଙ୍କର ଗୌରବ ମହିମା ହେଉ ଏବଂ......
      May the Promise of Easter fill every SOUL with PEACE,JOY and All other BLESSINGS knowing that CHRIST has RISEN......🙏
      ✝️ HAPPY EASTER ✝️
      Thank You and God bless you ❤️

  • @narseshnayak
    @narseshnayak 2 หลายเดือนก่อน +1

    Bahuta Sundara Gita ❤

    • @PRASADLIMAMUSIC
      @PRASADLIMAMUSIC  2 หลายเดือนก่อน

      ହୃଦୟ ଭରା ଧନ୍ୟବାଦ୍ ଜଣାଉଛୁ
      ❤️❤️🙏🙏

  • @PrinceMajhi-p7q
    @PrinceMajhi-p7q 7 หลายเดือนก่อน

    IswRanka Geeta amiti heba darkar .. God bless you sir

  • @MadhuBhauyan
    @MadhuBhauyan 8 หลายเดือนก่อน +2

    Press the lord 🙏🙏🙏❤❤❤

  • @EliyaTakri-u3c
    @EliyaTakri-u3c 8 หลายเดือนก่อน +1

    Praise the lord sir very very good song good composition everything is good praise God

    • @PRASADLIMAMUSIC
      @PRASADLIMAMUSIC  8 หลายเดือนก่อน

      ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁମୟ ନାମ ନେଇ
      ଅଶେଷ ଅଶେଷ ଧନ୍ୟବାଦ୍.....
      May the Lord fulfill you with PEACE,JOY and All other BLESSINGS and Happiness ......
      GOD BLESS YOU 💕