ସ୍ଵୟଂଭୂ | SWAYAMBHU | ANURADHA PANIGRAHI | NEW OFFICIAL CHRISTIAN DEVOTIONAL SONG|PRASAD LIMA MUSIC

แชร์
ฝัง
  • เผยแพร่เมื่อ 20 ธ.ค. 2024

ความคิดเห็น • 256

  • @ambramganta627
    @ambramganta627 7 หลายเดือนก่อน +10

    ଅତି ଉଚ୍ଚକଟୀର ଲେଖା ଅତି ଗୁରୁ୍ୱପୂର୍ଣ୍ଣ ଏବଂ ସତ୍ୟ ବାକ୍ୟ ରୁ ଉଦୃତ ଯାହା ହୃୟସ୍ପର୍ଶୀ ଏବଂ ଅତି ସୁମଧୂର । ଗୀତଟି ସଂପୂର୍ଣ୍ଣ ରୂପେ ଭୋଲ ଅଛି ଏମିତି ପ୍ରଭୂ ଆପଣଙ୍କୁ ସକ୍ଷମ କରନ୍ତୁ ଯୋଦ୍ୱାରା ଅନେକ ଗୀତ ଆପଣ ଆମକୁ ଦେଇପାରିବେ । ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ । ଧନ୍ୟବାଦ୍ ଏହି ସୁନ୍ଦର ଗୀତ ନିମନ୍ତେ।❤

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      ଏତେ ସମ୍ମାନ ଏବଂ ପ୍ରେମଭରା ମତାମତ ପାଇଁ ହୃଦୟ ଭରା ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରେ Ambram ଭାଈ.......❤️❤️ଆପଣ ମାନଙ୍କ ସୁନ୍ଦର ବହୁମୂଲ୍ୟ ମତାମତ ଭଲପାଇବା ଆମ ପାଇଁ ପ୍ରେରଣା ଅଟେ..... 🙏
      ପ୍ରଭୂ ଆପଣଙ୍କୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ 👍

    • @srinibashmajhi
      @srinibashmajhi 7 หลายเดือนก่อน

      Good Bless You

    • @srinibashmajhi
      @srinibashmajhi 7 หลายเดือนก่อน

      Prabhu amo samstanku asirbad karantu

    • @simadrikuldip3044
      @simadrikuldip3044 6 หลายเดือนก่อน

      ​@@PRASADLIMAMUSIC😊😊😊😊😊Q😊😊😊😊😊😊😊😊1

    • @simadrikuldip3044
      @simadrikuldip3044 6 หลายเดือนก่อน

      ​@@PRASADLIMAMUSICwwwWwww22wwwwwww222wwwq

  • @Abrahamforbless
    @Abrahamforbless 2 หลายเดือนก่อน +2

    Praise the Lord 🙌 I Love you forever Jesus papa 🙏

  • @JamesPradhan-sq7jf
    @JamesPradhan-sq7jf 6 หลายเดือนก่อน +1

    ବହୁତ ଭଲ ଲେଖା ହେଇଛି ପ୍ରଭୁଙ୍କ ଆଶୀର୍ବାଦ ଆପଣଙ୍କଠାରେ ସର୍ବଦା ଥାଉ ଆମେନ.

  • @mishariyakatta8239
    @mishariyakatta8239 7 หลายเดือนก่อน +4

    Praise the lord
    ଗୀତ ଖୁବ୍ ସୁନ୍ଦର ହୋଇଚି

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      ହୃଦୟଭରା ଧନ୍ୟବାଦ ଜ୍ଞାପନ କରୁ ❤️❤️🙏🙏

  • @SAMBALPURIPARDA395
    @SAMBALPURIPARDA395 7 หลายเดือนก่อน +6

    ଧନ୍ୟବାଦ ପ୍ରଭୁ ସମସ୍ତଙ୍କୁ ଆଶିଷ ଦିଅ AMEN 🙏

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      Thank You SAMBALPUR ଆପଣ ମାନଙ୍କ ସୁନ୍ଦର ମତାମତ ଭଲପାଇବା ଆମ ପାଇଁ ପ୍ରେରଣା ଅଟେ..... 🙏
      ପ୍ରଭୂ ଆପଣଙ୍କୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ 👍

  • @krishudey7913
    @krishudey7913 7 หลายเดือนก่อน +6

    Amen Pavitra atmakna anugrah re giati ati sundar hoi chi no word ❤( God with us )

  • @IsraelNayak-c5w
    @IsraelNayak-c5w 7 หลายเดือนก่อน +3

    Very nice Christian song ❣️❤️❤️✝️✝️✝️ you sung excellent didi ❤✝️

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      Thank You So So much for your valuable feedback ❤️🙏

  • @HariharaGomango-ck6cq
    @HariharaGomango-ck6cq 7 หลายเดือนก่อน +3

    ଅତି ସୁନ୍ଦର ଲେଖା ଅର୍ଥପୂର୍ଣ୍ଣ ଗୀତ ଅତି ସୁନ୍ଦର କଣ୍ଠ ପ୍ରଭୁ ଯୀଶୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      ବହୁତ ଖୁସି ଲାଗିଲା ହରିହର ଆଜ୍ଞା ❤️❤️🙏🙏
      ଆପଣମାନଙ୍କ ସୁନ୍ଦର ମତାମତ ଏବଂ ଭଲପାଇବା ଆମ ପାଇଁ ପ୍ରେରଣା ଅଟେ..... 🙏
      ପ୍ରଭୂ ଆପଣଙ୍କୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ 👍

  • @EnusMandal
    @EnusMandal 7 หลายเดือนก่อน +1

    ପ୍ରଭୁ ଆପଣ ମାନଙ୍କୁ ବହୁତ ବହୁତ ଆଶୀର୍ବାଦ କରନ୍ତୁ ❤❤❤❤❤❤❤❤❤❤

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      ସୁନ୍ଦର ମତାମତ ପାଇଁ ପ୍ରଭୁ ଆପଣଙ୍କୁ ମଧ୍ଯ ବହୁଳ ଭାବରେ ଆଶିର୍ବାଦ କରନ୍ତୁ ❤️❤️🙏🙏

  • @babulusingh4869
    @babulusingh4869 7 หลายเดือนก่อน +1

    Bohut sundar song 👌 praise the lord Amen 🙏✝️🌹

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      ଆପଣ ମାନଙ୍କ ସୁନ୍ଦର ମତାମତ ଭଲପାଇବା ଆମ ପାଇଁ ପ୍ରେରଣା ଅଟେ ମୋ ପ୍ରିୟ ବାବୁଲା ଭାଈ..... 🙏
      ପ୍ରଭୂ ଆପଣଙ୍କୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ 👍

  • @titanicbksonu2026
    @titanicbksonu2026 7 หลายเดือนก่อน +4

    ବହୁତ୍ ସୁନ୍ଦର୍ ଗୀତ, ଈଶ୍ୱରଙ୍କ ନାମରେ ଧନ୍ୟବାଦ

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      ହୃଦୟଭରା ଧନ୍ୟବାଦ୍ ❤️❤️🙏🙏

  • @youthforsurvesankhua3781
    @youthforsurvesankhua3781 7 หลายเดือนก่อน +9

    ପ୍ରଭୂ ତୁମର ମହିମା ଗୌରବ ହେଉ

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      ଆମେନ୍.......❤️❤️🙏🙏

  • @milanpalgospelsinger3744
    @milanpalgospelsinger3744 7 หลายเดือนก่อน +4

    ସେହି ଏକା ସତ୍ୟ ଜୀବିତ ପ୍ରଭୁ l
    #milanpal

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      ଆମେନ୍...... Thank You
      ❤️❤️🙏🙏

  • @EPRYAMBHUYAN
    @EPRYAMBHUYAN 7 หลายเดือนก่อน +1

    Very nice songs God bless you ♥️♥️🌹🌹

  • @pratapheprika5780
    @pratapheprika5780 7 หลายเดือนก่อน +2

    ହୃଦୟସ୍ପର୍ଶୀ ଭାବପୂର୍ଣ୍ଣ ଭଜନ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଗୈାରବ ହେଉ 🙏🙏

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      ଆପଣ ମାନଙ୍କ ସୁନ୍ଦର ମତାମତ Heartly thanks Pratap ଆଜ୍ଞା......🙏
      ଭଲପାଇବା ଆମ ପାଇଁ ପ୍ରେରଣା ଅଟେ.....
      ପ୍ରଭୂ ଆପଣଙ୍କୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ 👍

  • @babydeep2608
    @babydeep2608 7 หลายเดือนก่อน +2

    Very nice song👌👌 🎉🎉🎉

  • @alokduburuka992
    @alokduburuka992 7 หลายเดือนก่อน +2

    ଯୀଶୁ ଖ୍ରୀଷ୍ଟ ଅତି ସୁନ୍ଦର ଭାବରେ ସଂଗୀତା ଦିଦି ବହୁତ ସୁନ୍ଦର ❤❤❤❤❤❤❤

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      ଆଲୋକ୍ ଭାଈ thank You 🙏

  • @SukantiKandagari
    @SukantiKandagari 6 หลายเดือนก่อน +1

    Very nice song good bless you ❤❤❤❤

  • @roshannayak7621
    @roshannayak7621 7 หลายเดือนก่อน +12

    ଈଶ୍ୱରଙ୍କ ମହା ନାମକୁ ଧନ୍ୟବାଦ ଦିଏ କାରଣ ଈଶ୍ୱର ଆପଣା ଲୋକ ମାନଙ୍କୁ କେବେ ହେଲେ ନିରାଶ ହେବାକୁ ଦିଅନ୍ତି ନାହିଁ ଏତେ ସୁନ୍ଦର ଭାବ ପୁଣ୍ୟଂ ରଚନା କରିଛନ୍ତି ସୁନ୍ଦର ସୂ‌‌ର ଈଶ୍ୱର ଆଶିର୍ବାଦ କରନ୍ତୁ ଆଗକୁ ବଢ଼ାଇବା ନିମନ୍ତେ ଅଧିକରୁ ଅଧିକ ବଢାଇବା ପାଇଁ ଆଗକୁ ସାହାଯ୍ୟ କରନ୍ତୁ ଆମେନ୍

    • @nithanielnayak
      @nithanielnayak 7 หลายเดือนก่อน +2

      ଆମେନ୍

    • @krishudey7913
      @krishudey7913 7 หลายเดือนก่อน +2

      ଜୟ ସଦାପ୍ରଭୁ ❤ 🙏🏻

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน +2

      Rosan ଆଜ୍ଞା.....❤️❤️🙏🙏 ହୃଦୟ ଭରା ଧନ୍ୟବାଦ୍ ଜ୍ଞାପନ କରେ ସଦାପ୍ରଭୁଙ୍କ ଅସୀମ ଦୟା ପ୍ରେମ ଏବଂ ଅନୁଗ୍ରହ ଆପଣଙ୍କ ଉପରେ ସର୍ବଦା ବର୍ତ୍ତୁ .......🙏
      " ସ୍ଵୟଂଭୂ "..... ଏକ ମୃଦୁଭରା ଭକ୍ତି ଭାବପୂର୍ଣ୍ଣ ଗୀତ ଯାହା କି ଜିହୋବା ସଦା ପ୍ରଭୁଙ୍କର ଐଶ୍ୱରୀୟତା କୁ ପରିପ୍ରକାଶ କରିବା ସହିତ ତାଙ୍କ ଦୟା ଅନୁଗ୍ରହ ଏବଂ ପରିତ୍ରାଣ ର ବିଷୟକୁ ହୃଦୟଙ୍ଗମ କରିବା ବିଷୟ ବର୍ଣ୍ଣନା କରେ .... ତେବେ ଆପଣ ଓ ମୁଁ ଆମେ ସମସ୍ତେ ଏହି ହୃଦୟସ୍ପର୍ଶୀ ଗୀତ ଦ୍ଵାରା ସଦାପ୍ରଭୁଙ୍କର ଗୌରବ ମହିମା କରୁ.... ଧନ୍ୟବାଦ୍ 🙏

    • @krishudey7913
      @krishudey7913 7 หลายเดือนก่อน

      @@PRASADLIMAMUSIC ଧନ୍ୟବାଦ ପ୍ରଭୁଙ୍କୁ ସମସ୍ତ ଗୌରବ ଓ ପ୍ରଶଂସା ତାହାଙ୍କର, ଧନ୍ୟବାଦ ସାର୍ 🙏🙏 ଏହି ଅତି ସୁନ୍ଦର ଓ ଭାବପୂର୍ଣ୍ଣ ଗୀତଟି ପ୍ରଭୁଙ୍କ ଗୌରବ ପାଇଁ ଓ ଆମ ସମସ୍ତଙ୍କ ପାଇଁ କରିଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍ ✝️🙏❤

  • @Papusa-p7x
    @Papusa-p7x 7 หลายเดือนก่อน +1

    Very beautiful hard teaching song👍👍👍👍👍 God bless you with all team member✝️✝️✝️✝️✝️✝️

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      Heartfelt thanks and regards to You Papu brother ❤️❤️🙏🙏

  • @sandeeprao4756
    @sandeeprao4756 7 หลายเดือนก่อน +2

    ପ୍ରଭୁ ଯୀଶୁ ମଙ୍ଗଳ କରନ୍ତୁ ଆପଣ ଙ୍କ ସବୁ ପରିବାର କୁ ବହୁତ୍ ସୁନ୍ଦର୍ ହୋଇଛି ଗୀତ ❤

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      Thank You Sandeep ଭାଈ ❤️❤️🙏🙏
      ଆପଣ ମାନଙ୍କ ସୁନ୍ଦର ମତାମତ ଭଲପାଇବା ଆମ ପାଇଁ ପ୍ରେରଣା ଅଟେ.....
      ପ୍ରଭୂ ଆପଣଙ୍କୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ 👍

  • @sarojkumar-jb6ov
    @sarojkumar-jb6ov 7 หลายเดือนก่อน +1

    Bahutt bahut Sundar gita heichi. Prabhu nka namare gourav au mahima . Heu amen. Amiti agaku badi chalantu au bhala bhala Prabhu nka gita anantu. Prabhu apananka total team .au apana nka paribar ku Khushi au santi re ରଖନ୍ତୁ praise the lord 🙏✝️🙏

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      Soroj ଆଜ୍ଞା........
      ସଦାପ୍ରଭୁଙ୍କ ଅସୀମ ଦୟା ପ୍ରେମ ଏବଂ ଅନୁଗ୍ରହ ଆପଣଙ୍କ ଉପରେ ସର୍ବଦା ବର୍ତ୍ତୁ .......🙏
      " ସ୍ଵୟଂଭୂ "..... ଏକ ମୃଦୁଭରା ଭକ୍ତି ଭାବପୂର୍ଣ୍ଣ ଗୀତ ଯାହା କି ଜିହୋବା ସଦା ପ୍ରଭୁଙ୍କର ଐଶ୍ୱରୀୟତା କୁ ପରିପ୍ରକାଶ କରିବା ସହିତ ତାଙ୍କ ଦୟା ଅନୁଗ୍ରହ ଏବଂ ପରିତ୍ରାଣ ର ବିଷୟକୁ ହୃଦୟଙ୍ଗମ କରିବା ବିଷୟ ବର୍ଣ୍ଣନା କରେ .... ତେବେ ଆପଣ ଓ ମୁଁ ଆମେ ସମସ୍ତେ ଏହି ହୃଦୟସ୍ପର୍ଶୀ ଗୀତ ଦ୍ଵାରା ସଦାପ୍ରଭୁଙ୍କର ଗୌରବ ମହିମା କରୁ.... ଧନ୍ୟବାଦ୍ 🙏

  • @karmabehera
    @karmabehera 7 หลายเดือนก่อน +1

    ପ୍ରଭୁଙ୍କ ଗଉରବ ହେଉ ଅତି ମଧୁର ଯୋକ୍ତ ଗୀତ
    ପ୍ରଭୁ ବହୁଳ ରୁପେ ଆସିର୍ବାଦ କରନ୍ତୁ🙏🙏🤱✝️

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      ହୃଦୟ ସହ ଧନ୍ୟବାଦ୍........❤️❤️🙏🙏
      ଆପଣ ମାନଙ୍କ ସୁନ୍ଦର ମତାମତ ଭଲପାଇବା ଆମ ପାଇଁ ପ୍ରେରଣା ଅଟେ.....
      ପ୍ରଭୂ ଆପଣଙ୍କୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ 👍

  • @srinibashmajhi
    @srinibashmajhi 7 หลายเดือนก่อน

    ATI Sundar heichi

  • @manatapradhan6702
    @manatapradhan6702 7 หลายเดือนก่อน +2

    ଅତି ସୁନ୍ଦର ଗୀତ ❤ ପ୍ରଭୁ ଆପଣ ମାନଙ୍କୁ ଆଶୀର୍ବାଦ କରନ୍ତୁ

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      ପ୍ରଭୂ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ ❤️❤️🙏🙏

  • @sishirlima9458
    @sishirlima9458 7 หลายเดือนก่อน +2

    Lost in the melody, my soul dances to the rhythm of your words. Each note a whisper of emotions, each chord a journey through the depths of the heart. This song is not just music, it's a symphony of feelings that resonate within me, touching the very core of my being. Thank you dear brother Prasad for sharing this beautiful piece of art with the world.❤

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      Thank You So So much My loving brother Sisir ସଦାପ୍ରଭୁଙ୍କ ଅସୀମ ଦୟା ପ୍ରେମ ଏବଂ ଅନୁଗ୍ରହ ତୁମ ଉପରେ ଓ ପରିବାର ଉପରେ ସର୍ବଦା ବର୍ତ୍ତୁ .......🙏
      Love 💕💕💕 you so much

  • @lilimanag5708
    @lilimanag5708 7 หลายเดือนก่อน +1

    Praise the Lord ✝️✝️✝️prabhu nka mahima heu 🙏🙏🙏nice song God bless you sister 👌💖

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      Dear loving Lilima it's a tremendous compliment ❤️❤️🙏🙏
      God bless you abundantly 👍

  • @junoshmandal5484
    @junoshmandal5484 7 หลายเดือนก่อน +1

    Brabhunkara mahima heu so beautiful song ❤❤❤❤❤❤

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      ଆପଣ ମାନଙ୍କ ସୁନ୍ଦର ମତାମତ ଭଲପାଇବା ଆମ ପାଇଁ ପ୍ରେରଣା ଅଟେ..... 🙏
      ପ୍ରଭୂ ଆପଣଙ୍କୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ 👍

  • @Eliyapradhan-143
    @Eliyapradhan-143 7 หลายเดือนก่อน +2

    ପ୍ରଭୁ ଯୀଶୁ ଆପଣ ଙ୍କୁ ଆଶୀର୍ବାଦ କରନ୍ତୁ ❤❤❤

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      Thank You So So much for your valuable feedback Eliya ଆଜ୍ଞା ❤️❤️🙏🙏

  • @kishorshikha8555
    @kishorshikha8555 3 หลายเดือนก่อน +1

    ❤❤❤❤❤❤❤❤❤❤

  • @pilatrupamajhi53
    @pilatrupamajhi53 7 หลายเดือนก่อน +1

    Praise the lord.... beautiful song ❤❤❤

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      Thank You So So much 🙏

  • @SanjayKumargonda
    @SanjayKumargonda 7 หลายเดือนก่อน +1

    Praise the lord nice lirics music n singing arengment Sanjay Kumar apoko sadhu bad deta hen ❤❤

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      Sanjay ଭାଈ....... heartfelt thanks and regards.....ଆପଣ ମାନଙ୍କ ସୁନ୍ଦର ମତାମତ ଭଲପାଇବା ଆମ ପାଇଁ ପ୍ରେରଣା ଅଟେ..... 🙏
      ପ୍ରଭୂ ଆପଣଙ୍କୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ 👍

  • @gilsonlimma2845
    @gilsonlimma2845 7 หลายเดือนก่อน +2

    Prabhunka nama bisesh dhanyabada heu ehi bhali nua nua gita sunibaku deuthibaru sir praise the lord ❤❤❤

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      Gilson ଭାଈ Praise the Lord........
      ସଦାପ୍ରଭୁଙ୍କ ଅସୀମ ଦୟା ପ୍ରେମ ଏବଂ ଅନୁଗ୍ରହ ଆପଣଙ୍କ ଉପରେ ସର୍ବଦା ବର୍ତ୍ତୁ .......🙏
      " ସ୍ଵୟଂଭୂ "..... ଏକ ମୃଦୁଭରା ଭକ୍ତି ଭାବପୂର୍ଣ୍ଣ ଗୀତ ଯାହା କି ଜିହୋବା ସଦା ପ୍ରଭୁଙ୍କର ଐଶ୍ୱରୀୟତା କୁ ପରିପ୍ରକାଶ କରିବା ସହିତ ତାଙ୍କ ଦୟା ଅନୁଗ୍ରହ ଏବଂ ପରିତ୍ରାଣ ର ବିଷୟକୁ ହୃଦୟଙ୍ଗମ କରିବା ବିଷୟ ବର୍ଣ୍ଣନା କରେ .... ତେବେ ଆପଣ ଓ ମୁଁ ଆମେ ସମସ୍ତେ ଏହି ହୃଦୟସ୍ପର୍ଶୀ ଗୀତ ଦ୍ଵାରା ସଦାପ୍ରଭୁଙ୍କର ଗୌରବ ମହିମା କରୁ.... ଧନ୍ୟବାଦ୍ 🙏

  • @pramodnayak5831
    @pramodnayak5831 16 วันที่ผ่านมา +1

    Praise the lord . haleluya

    • @PRASADLIMAMUSIC
      @PRASADLIMAMUSIC  8 วันที่ผ่านมา

      ପ୍ରଭୁଙ୍କର ଜନ୍ମ ଉତ୍ସବ ପାଳନ ଅବସରରେ ଆପଣଙ୍କ ବହୁମୂଲ୍ୟ ମତାମତ ଦ୍ବାରା ପ୍ରଭୁଙ୍କର ଗୌରବ ମହିମା ହେବା ସହିତ ଜନ୍ମ ଉତ୍ସବ ପର୍ବ ଆନନ୍ଦ ରେ ଓ ପ୍ରଭୁଙ୍କ ସାନ୍ନିଧ୍ୟରେ ପାଳନ କରନ୍ତୁ......❤️🙏

  • @pragatisharma-xp5qg
    @pragatisharma-xp5qg 7 หลายเดือนก่อน +1

    Praise the Lord, glorify the Lord beautiful voice ❤❤❤❤❤

  • @MantuKumar-music
    @MantuKumar-music 7 หลายเดือนก่อน +2

    Praise the lord nice song

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      Thanking with lots of love 💕💕 and regards

  • @pareshbag7114
    @pareshbag7114 7 หลายเดือนก่อน +1

    Beautiful Christian devotional song.

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      Amen and Thank You So much for your valuable compliment 👏👏

  • @deepakofficialchannel2082
    @deepakofficialchannel2082 7 หลายเดือนก่อน +3

    ଗୀତ ବୁହୁତ ସୁନ୍ଦର ହେଇଛି ସାର୍
    Praise The Lord

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      Deepak ଆଜ୍ଞା.......ସଦାପ୍ରଭୁଙ୍କ ଅସୀମ ଦୟା ପ୍ରେମ ଏବଂ ଅନୁଗ୍ରହ ଆପଣଙ୍କ ଉପରେ ସର୍ବଦା ବର୍ତ୍ତୁ .......🙏
      " ସ୍ଵୟଂଭୂ "..... ଏକ ମୃଦୁଭରା ଭକ୍ତି ଭାବପୂର୍ଣ୍ଣ ଗୀତ ଯାହା କି ଜିହୋବା ସଦା ପ୍ରଭୁଙ୍କର ଐଶ୍ୱରୀୟତା କୁ ପରିପ୍ରକାଶ କରିବା ସହିତ ତାଙ୍କ ଦୟା ଅନୁଗ୍ରହ ଏବଂ ପରିତ୍ରାଣ ର ବିଷୟକୁ ହୃଦୟଙ୍ଗମ କରିବା ବିଷୟ ବର୍ଣ୍ଣନା କରେ .... ତେବେ ଆପଣ ଓ ମୁଁ ଆମେ ସମସ୍ତେ ଏହି ହୃଦୟସ୍ପର୍ଶୀ ଗୀତ ଦ୍ଵାରା ସଦାପ୍ରଭୁଙ୍କର ଗୌରବ ମହିମା କରୁ.... ଧନ୍ୟବାଦ୍ 🙏

  • @surenpradhan5243
    @surenpradhan5243 7 หลายเดือนก่อน

    Praise the lord
    Thanks for this beautiful songs

  • @jeebanjena5322
    @jeebanjena5322 7 หลายเดือนก่อน +1

    Praise the lord 🙏,so beautiful song

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      Jeeban ଆଜ୍ଞା.......
      ସଦାପ୍ରଭୁଙ୍କ ଅସୀମ ଦୟା ପ୍ରେମ ଏବଂ ଅନୁଗ୍ରହ ଆପଣଙ୍କ ଉପରେ ସର୍ବଦା ବର୍ତ୍ତୁ .......🙏
      " ସ୍ଵୟଂଭୂ "..... ଏକ ମୃଦୁଭରା ଭକ୍ତି ଭାବପୂର୍ଣ୍ଣ ଗୀତ ଯାହା କି ଜିହୋବା ସଦା ପ୍ରଭୁଙ୍କର ଐଶ୍ୱରୀୟତା କୁ ପରିପ୍ରକାଶ କରିବା ସହିତ ତାଙ୍କ ଦୟା ଅନୁଗ୍ରହ ଏବଂ ପରିତ୍ରାଣ ର ବିଷୟକୁ ହୃଦୟଙ୍ଗମ କରିବା ବିଷୟ ବର୍ଣ୍ଣନା କରେ .... ତେବେ ଆପଣ ଓ ମୁଁ ଆମେ ସମସ୍ତେ ଏହି ହୃଦୟସ୍ପର୍ଶୀ ଗୀତ ଦ୍ଵାରା ସଦାପ୍ରଭୁଙ୍କର ଗୌରବ ମହିମା କରୁ.... ଧନ୍ୟବାଦ୍ 🙏

  • @vyduryamvyduryam8542
    @vyduryamvyduryam8542 7 หลายเดือนก่อน +1

    Praise the Lord Hallelujah Nice music

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      Thank You So So much Pinni Garu ❤️❤️🙏🙏

  • @jagankumar4899
    @jagankumar4899 7 หลายเดือนก่อน +2

    Glory Glory to God Halleluya hoshana amen, so beautiful song 👌👌👌👌👌🎄🎄🎄🎄🎄🎄🎄

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน +1

      ଆପଣ ମାନଙ୍କ ସୁନ୍ଦର ମତାମତ ଭଲପାଇବା ଆମ ପାଇଁ ପ୍ରେରଣା ଅଟେ..... 🙏
      ପ୍ରଭୂ ଆପଣଙ୍କୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ 👍

  • @rameshbagh5073
    @rameshbagh5073 7 หลายเดือนก่อน +1

    Nice song Brother
    God bless you

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      God bless you Ramesh ଆଜ୍ଞା 🙏

  • @suresonchhinchani
    @suresonchhinchani 7 หลายเดือนก่อน +1

    ପ୍ରଭୁଙ୍କ ଗୌରବ ହେଉ ଆମେନ

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      ALL glory and honour to the almighty Lord 🙏

  • @sirajmallik4067
    @sirajmallik4067 7 หลายเดือนก่อน +1

    Praise the lord 🙏🙏

  • @paulsalmanchristian9834
    @paulsalmanchristian9834 7 หลายเดือนก่อน +1

    Praise the Lord 🙏🏻✝️❤️
    Bahut sundar heichi Gita all glory to Almighty God 🙏🏻
    Thank you soo much Prasad limma sir for the beautiful song 😇

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      ମୋ ପ୍ରିୟ Salman ଭାଈ.........ସଦାପ୍ରଭୁଙ୍କ ଅସୀମ ଦୟା ପ୍ରେମ ଏବଂ ଅନୁଗ୍ରହ ଆପଣଙ୍କ ଉପରେ ସର୍ବଦା ବର୍ତ୍ତୁ .......🙏
      " ସ୍ଵୟଂଭୂ "..... ଏକ ମୃଦୁଭରା ଭକ୍ତି ଭାବପୂର୍ଣ୍ଣ ଗୀତ ଯାହା କି ଜିହୋବା ସଦା ପ୍ରଭୁଙ୍କର ଐଶ୍ୱରୀୟତା କୁ ପରିପ୍ରକାଶ କରିବା ସହିତ ତାଙ୍କ ଦୟା ଅନୁଗ୍ରହ ଏବଂ ପରିତ୍ରାଣ ର ବିଷୟକୁ ହୃଦୟଙ୍ଗମ କରିବା ବିଷୟ ବର୍ଣ୍ଣନା କରେ .... ତେବେ ଆପଣ ଓ ମୁଁ ଆମେ ସମସ୍ତେ ଏହି ହୃଦୟସ୍ପର୍ଶୀ ଗୀତ ଦ୍ଵାରା ସଦାପ୍ରଭୁଙ୍କର ଗୌରବ ମହିମା କରୁ.... ଧନ୍ୟବାଦ୍ 🙏

  • @bassntabasantapradhan8988
    @bassntabasantapradhan8988 7 หลายเดือนก่อน +1

    Fantastic Song God bless you Str Praise the lord

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      Soooo Proudy Compliments from You....❤️❤️🙏🙏
      Thank You and God bless you

  • @saratchandrabardhan6204
    @saratchandrabardhan6204 7 หลายเดือนก่อน +1

    Beautiful song congratulations to the entire team

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      Heartly Thanks My loving bhaina 🙏

  • @Amitkumbharofficial
    @Amitkumbharofficial 7 หลายเดือนก่อน +1

    ପ୍ରଭୁ ତୁମ ର ମହିମା ହେଉ ଧନ୍ୟ ବାଦ ପ୍ରଭୁ

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน +1

      ମୋ ପ୍ରିୟ ଭାଈ ଅମିତ୍.......
      ସଦାପ୍ରଭୁଙ୍କ ଅସୀମ ଦୟା ପ୍ରେମ ଏବଂ ଅନୁଗ୍ରହ ଆପଣଙ୍କ ଉପରେ ସର୍ବଦା ବର୍ତ୍ତୁ .......🙏
      " ସ୍ଵୟଂଭୂ "..... ଏକ ମୃଦୁଭରା ଭକ୍ତି ଭାବପୂର୍ଣ୍ଣ ଗୀତ ଯାହା କି ଜିହୋବା ସଦା ପ୍ରଭୁଙ୍କର ଐଶ୍ୱରୀୟତା କୁ ପରିପ୍ରକାଶ କରିବା ସହିତ ତାଙ୍କ ଦୟା ଅନୁଗ୍ରହ ଏବଂ ପରିତ୍ରାଣ ର ବିଷୟକୁ ହୃଦୟଙ୍ଗମ କରିବା ବିଷୟ ବର୍ଣ୍ଣନା କରେ .... ତେବେ ଆପଣ ଓ ମୁଁ ଆମେ ସମସ୍ତେ ଏହି ହୃଦୟସ୍ପର୍ଶୀ ଗୀତ ଦ୍ଵାରା ସଦାପ୍ରଭୁଙ୍କର ଗୌରବ ମହିମା କରୁ.... ଧନ୍ୟବାଦ୍ 🙏

    • @Amitkumbharofficial
      @Amitkumbharofficial 7 หลายเดือนก่อน

      ଧନ୍ୟବାଦ୍ ସାର୍ ❤ ପ୍ରଭୁ ଆପଣଙ୍କୁ ସଦା ଆଶୀର୍ବାଦ କରନ୍ତୁ🎉

  • @NABIN-ml3pu
    @NABIN-ml3pu 7 หลายเดือนก่อน +2

    ଏହି ଗୀତ ଦ୍ଵାରା ପ୍ରଭୂଙ୍କର ପ୍ରଶଂସା ହେଉ🙏🙏

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน +1

      Amen 🙏 ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ

  • @paschimodalbehera6161
    @paschimodalbehera6161 7 หลายเดือนก่อน +1

    Very nice song Excellent music super song God bless you so sweet voice

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      THANK You So So much ଆପଣ ମାନଙ୍କ ସୁନ୍ଦର ମତାମତ ଭଲପାଇବା ଆମ ପାଇଁ ପ୍ରେରଣା ଅଟେ..... 🙏
      ପ୍ରଭୂ ଆପଣଙ୍କୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ 👍

  • @SamsunDigal-g4k
    @SamsunDigal-g4k 7 หลายเดือนก่อน +1

    Praise the Lord super song and singer nice voice god bless u all the best 🙏

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      It's a blessing for US......
      ସଦାପ୍ରଭୁଙ୍କ ଅସୀମ ଦୟା ପ୍ରେମ ଏବଂ ଅନୁଗ୍ରହ ଆପଣଙ୍କ ଉପରେ ସର୍ବଦା ବର୍ତ୍ତୁ .......🙏
      " ସ୍ଵୟଂଭୂ "..... ଏକ ମୃଦୁଭରା ଭକ୍ତି ଭାବପୂର୍ଣ୍ଣ ଗୀତ ଯାହା କି ଜିହୋବା ସଦା ପ୍ରଭୁଙ୍କର ଐଶ୍ୱରୀୟତା କୁ ପରିପ୍ରକାଶ କରିବା ସହିତ ତାଙ୍କ ଦୟା ଅନୁଗ୍ରହ ଏବଂ ପରିତ୍ରାଣ ର ବିଷୟକୁ ହୃଦୟଙ୍ଗମ କରିବା ବିଷୟ ବର୍ଣ୍ଣନା କରେ .... ତେବେ ଆପଣ ଓ ମୁଁ ଆମେ ସମସ୍ତେ ଏହି ହୃଦୟସ୍ପର୍ଶୀ ଗୀତ ଦ୍ଵାରା ସଦାପ୍ରଭୁଙ୍କର ଗୌରବ ମହିମା କରୁ.... ଧନ୍ୟବାଦ୍ 🙏

  • @gilsonlimma2845
    @gilsonlimma2845 7 หลายเดือนก่อน +1

    Sir bhala achhi gita

  • @surendrasharonanka5154
    @surendrasharonanka5154 7 หลายเดือนก่อน +1

    Excellent 👌👌 voice
    lyrics outstanding
    Mind-blowing barnana karichanti
    Praise the lord....

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      ସୁରେନ୍ଦ୍ର ଭାଈ Praise the Lord......
      ସଦାପ୍ରଭୁଙ୍କ ଅସୀମ ଦୟା ପ୍ରେମ ଏବଂ ଅନୁଗ୍ରହ ଆପଣଙ୍କ ଉପରେ ସର୍ବଦା ବର୍ତ୍ତୁ .......🙏
      " ସ୍ଵୟଂଭୂ "..... ଏକ ମୃଦୁଭରା ଭକ୍ତି ଭାବପୂର୍ଣ୍ଣ ଗୀତ ଯାହା କି ଜିହୋବା ସଦା ପ୍ରଭୁଙ୍କର ଐଶ୍ୱରୀୟତା କୁ ପରିପ୍ରକାଶ କରିବା ସହିତ ତାଙ୍କ ଦୟା ଅନୁଗ୍ରହ ଏବଂ ପରିତ୍ରାଣ ର ବିଷୟକୁ ହୃଦୟଙ୍ଗମ କରିବା ବିଷୟ ବର୍ଣ୍ଣନା କରେ .... ତେବେ ଆପଣ ଓ ମୁଁ ଆମେ ସମସ୍ତେ ଏହି ହୃଦୟସ୍ପର୍ଶୀ ଗୀତ ଦ୍ଵାରା ସଦାପ୍ରଭୁଙ୍କର ଗୌରବ ମହିମା କରୁ.... ଧନ୍ୟବାଦ୍ 🙏

  • @sanjaynaik6849
    @sanjaynaik6849 7 หลายเดือนก่อน +1

    Praise the lord👌🙏

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      Heartly Thanks Sanjay ଭାଈ ❤️❤️🙏🙏

  • @yashRajjr.movies
    @yashRajjr.movies 7 หลายเดือนก่อน +1

    Very very high quality song. Heart touching and glorious song ❤🎉

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      It means a lot ❤️❤️🙏🙏
      Heartfelt thanks and regards to You

  • @hiramajhi6702
    @hiramajhi6702 7 หลายเดือนก่อน +1

    ବହୁତ ଦିନ ପରେ ଅତି ସୁନ୍ଦର ଗୀତ ପାଇ ଥିବାରୁ ପ୍ରଭୁ ଆପଣ ମାନଙ୍କୁ ଆଶିର୍ବାଦ କରନ୍ତୁ...ଧନ୍ୟବାଦ praise the lord...amen

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      Hira Majhi ଆଜ୍ଞା........
      ସଦାପ୍ରଭୁଙ୍କ ଅସୀମ ଦୟା ପ୍ରେମ ଏବଂ ଅନୁଗ୍ରହ ଆପଣଙ୍କ ଉପରେ ସର୍ବଦା ବର୍ତ୍ତୁ .......🙏
      " ସ୍ଵୟଂଭୂ "..... ଏକ ମୃଦୁଭରା ଭକ୍ତି ଭାବପୂର୍ଣ୍ଣ ଗୀତ ଯାହା କି ଜିହୋବା ସଦା ପ୍ରଭୁଙ୍କର ଐଶ୍ୱରୀୟତା କୁ ପରିପ୍ରକାଶ କରିବା ସହିତ ତାଙ୍କ ଦୟା ଅନୁଗ୍ରହ ଏବଂ ପରିତ୍ରାଣ ର ବିଷୟକୁ ହୃଦୟଙ୍ଗମ କରିବା ବିଷୟ ବର୍ଣ୍ଣନା କରେ .... ତେବେ ଆପଣ ଓ ମୁଁ ଆମେ ସମସ୍ତେ ଏହି ହୃଦୟସ୍ପର୍ଶୀ ଗୀତ ଦ୍ଵାରା ସଦାପ୍ରଭୁଙ୍କର ଗୌରବ ମହିମା କରୁ.... ଧନ୍ୟବାଦ୍ 🙏

  • @tapaschandradasmantu8415
    @tapaschandradasmantu8415 7 หลายเดือนก่อน +1

    May God bless you sister 🙏❤️🙏 mind blowing songs... keep up❤so attractive... sweet voice.... heart touching...

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      Sooooo proud to have your valuable feedback 🙏🙏
      ଆପଣ ମାନଙ୍କ ସୁନ୍ଦର ମତାମତ ଭଲପାଇବା ଆମ ପାଇଁ ପ୍ରେରଣା ଅଟେ.....
      ପ୍ରଭୂ ଆପଣଙ୍କୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ 👍

  • @suchitpradhan9939
    @suchitpradhan9939 7 หลายเดือนก่อน +1

    Beautiful song..God bless

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      God bless you Too for your valuable feedback ❤️🙏

  • @bichitrasundaray8375
    @bichitrasundaray8375 7 หลายเดือนก่อน +2

    Great to Singing this Beautiful Song.Praise the Lord Jesus Christ Almighty GOD🙏

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      Thanks a lot and May God be glorified and bless you through your valuable compliments 👍

  • @RinaKanhar-tj4hh
    @RinaKanhar-tj4hh 7 หลายเดือนก่อน +1

    Very nice song God bless you

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      Thanks a lot dear loving Rina sister 💕💕🙏🙏

  • @sukalyansingh9307
    @sukalyansingh9307 7 หลายเดือนก่อน +1

    Praise the lord....Nice song....God bless all

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      Thanks a lot for your valuable feedback ❤️❤️🙏🙏

    • @sukalyansingh9307
      @sukalyansingh9307 7 หลายเดือนก่อน

      @@PRASADLIMAMUSIC 👍❤

  • @amirnayaknayak5839
    @amirnayaknayak5839 7 หลายเดือนก่อน +1

    Superb song sir

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      Thank You My loving brother ❤️❤️

  • @skishoretoppo250
    @skishoretoppo250 7 หลายเดือนก่อน +1

    Very beautiful song...God bless you.

  • @SudamKumar-bn8li
    @SudamKumar-bn8li 7 หลายเดือนก่อน +1

    Nice Voice Sister Wow nice Super Song ❤❤❤❤❤❤❤❤

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      THANK You So So much sudam ଆଜ୍ଞା 🙏

  • @jeffkumar8447
    @jeffkumar8447 7 หลายเดือนก่อน +1

    Praise the lord ❤️❤️

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      Praise God and Thank You So So much 🙏

  • @salmannayak3781
    @salmannayak3781 7 หลายเดือนก่อน +1

    Praise the lord agyan.

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      Praise God ଆଜ୍ଞା 🙏

  • @stiphenbrother5989
    @stiphenbrother5989 7 หลายเดือนก่อน +4

    Praise The LORD Halleluiah 🙏🙏

  • @sailabalabarik4909
    @sailabalabarik4909 7 หลายเดือนก่อน

    PRAISE the Lord God Jesus bless you abundantly child

  • @Subit143
    @Subit143 7 หลายเดือนก่อน +1

    Praise the lord may god bless you all of your team

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      Subit brother.......ସଦାପ୍ରଭୁଙ୍କ ଅସୀମ ଦୟା ପ୍ରେମ ଏବଂ ଅନୁଗ୍ରହ ଆପଣଙ୍କ ଉପରେ ସର୍ବଦା ବର୍ତ୍ତୁ .......🙏
      " ସ୍ଵୟଂଭୂ "..... ଏକ ମୃଦୁଭରା ଭକ୍ତି ଭାବପୂର୍ଣ୍ଣ ଗୀତ ଯାହା କି ଜିହୋବା ସଦା ପ୍ରଭୁଙ୍କର ଐଶ୍ୱରୀୟତା କୁ ପରିପ୍ରକାଶ କରିବା ସହିତ ତାଙ୍କ ଦୟା ଅନୁଗ୍ରହ ଏବଂ ପରିତ୍ରାଣ ର ବିଷୟକୁ ହୃଦୟଙ୍ଗମ କରିବା ବିଷୟ ବର୍ଣ୍ଣନା କରେ .... ତେବେ ଆପଣ ଓ ମୁଁ ଆମେ ସମସ୍ତେ ଏହି ହୃଦୟସ୍ପର୍ଶୀ ଗୀତ ଦ୍ଵାରା ସଦାପ୍ରଭୁଙ୍କର ଗୌରବ ମହିମା କରୁ.... ଧନ୍ୟବାଦ୍ 🙏

  • @ChitrasenNayak-f8i
    @ChitrasenNayak-f8i 7 หลายเดือนก่อน +1

    🎉Praise the Lord in his matchless mighty name, to you sir

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      ସଦାପ୍ରଭୁଙ୍କ ଅସୀମ ଦୟା ପ୍ରେମ ଏବଂ ଅନୁଗ୍ରହ ଆପଣଙ୍କ ଉପରେ ସର୍ବଦା ବର୍ତ୍ତୁ .......🙏
      " ସ୍ଵୟଂଭୂ "..... ଏକ ମୃଦୁଭରା ଭକ୍ତି ଭାବପୂର୍ଣ୍ଣ ଗୀତ ଯାହା କି ଜିହୋବା ସଦା ପ୍ରଭୁଙ୍କର ଐଶ୍ୱରୀୟତା କୁ ପରିପ୍ରକାଶ କରିବା ସହିତ ତାଙ୍କ ଦୟା ଅନୁଗ୍ରହ ଏବଂ ପରିତ୍ରାଣ ର ବିଷୟକୁ ହୃଦୟଙ୍ଗମ କରିବା ବିଷୟ ବର୍ଣ୍ଣନା କରେ .... ତେବେ ଆପଣ ଓ ମୁଁ ଆମେ ସମସ୍ତେ ଏହି ହୃଦୟସ୍ପର୍ଶୀ ଗୀତ ଦ୍ଵାରା ସଦାପ୍ରଭୁଙ୍କର ଗୌରବ ମହିମା କରୁ.... ଧନ୍ୟବାଦ୍ 🙏

  • @stylestudiomusic4u
    @stylestudiomusic4u 7 หลายเดือนก่อน +2

    Mind blowing lyrics & Music Praise The Lord

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      Thank You So So much ଆଜ୍ଞା ପ୍ରଭୁ ଆପଣଙ୍କୁ ଏବଂ ପରିବାରକୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ 🙏

  • @maidrakmandal1590
    @maidrakmandal1590 7 หลายเดือนก่อน +1

    Nice song nice lyrics and sweet voice

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      Thank You So So much from Our heart 🙏

  • @KuniPrakash
    @KuniPrakash 7 หลายเดือนก่อน +1

    Nice geeto thank you dada God bless you ❤

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      Always welcome and 💕 💕 love you Dada ❤️

  • @maidrakmandal1590
    @maidrakmandal1590 7 หลายเดือนก่อน +1

    Praise the Lord , glory to the lord

  • @debakijal7663
    @debakijal7663 7 หลายเดือนก่อน +1

    Didi buhut sundar

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      Thanks a lot ❤️❤️

  • @limitofficialgajapati
    @limitofficialgajapati 7 หลายเดือนก่อน +1

    Praise the lord god bless u

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      Praise God and God bless you abundantly 💕💕

  • @PjamesMartyn
    @PjamesMartyn 2 หลายเดือนก่อน

    Very Nice Singing And Song "...🎉

  • @sanajmallick817
    @sanajmallick817 7 หลายเดือนก่อน +1

    ❤❤❤Praise the lord ❤❤❤

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      Praise the Lord and thank You So So much
      ❤️❤️🙏🙏

  • @APSHORTVIDEO-eg5yz
    @APSHORTVIDEO-eg5yz 7 หลายเดือนก่อน +1

    God bless you Anuradha Didi so sweet voice beautiful clear sound, I love you so much ❤❤❤❤❤❤❤❤❤ and all song fantastic I am very very interested

  • @NVRRAHUL
    @NVRRAHUL 7 หลายเดือนก่อน +1

    Super 👍👍👍👍👍

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      Thank you 👍 and God bless you ❤️

  • @kingofkingspalaceproductio5176
    @kingofkingspalaceproductio5176 7 หลายเดือนก่อน +1

    Praise the Lord Brother, Very nice lyrics compose and Music, voice is also sweet, may God bless you Bhai

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      It's a great blessings🙏
      ସଦାପ୍ରଭୁଙ୍କ ଅସୀମ ଦୟା ପ୍ରେମ ଏବଂ ଅନୁଗ୍ରହ ଆପଣଙ୍କ ଉପରେ ସର୍ବଦା ବର୍ତ୍ତୁ .......🙏
      " ସ୍ଵୟଂଭୂ "..... ଏକ ମୃଦୁଭରା ଭକ୍ତି ଭାବପୂର୍ଣ୍ଣ ଗୀତ ଯାହା କି ଜିହୋବା ସଦା ପ୍ରଭୁଙ୍କର ଐଶ୍ୱରୀୟତା କୁ ପରିପ୍ରକାଶ କରିବା ସହିତ ତାଙ୍କ ଦୟା ଅନୁଗ୍ରହ ଏବଂ ପରିତ୍ରାଣ ର ବିଷୟକୁ ହୃଦୟଙ୍ଗମ କରିବା ବିଷୟ ବର୍ଣ୍ଣନା କରେ .... ତେବେ ଆପଣ ଓ ମୁଁ ଆମେ ସମସ୍ତେ ଏହି ହୃଦୟସ୍ପର୍ଶୀ ଗୀତ ଦ୍ଵାରା ସଦାପ୍ରଭୁଙ୍କର ଗୌରବ ମହିମା କରୁ.... ଧନ୍ୟବାଦ୍ 🙏

  • @subaltandi2588
    @subaltandi2588 7 หลายเดือนก่อน +3

    Beautiful song
    lyrics and music🎉🎉🎉❤❤❤

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      Thank You So So much and God bless you ❤️🙏

  • @devilsingh7601
    @devilsingh7601 7 หลายเดือนก่อน

    Prise the lord 🥰😍🙏

  • @neheraofficial2053
    @neheraofficial2053 7 หลายเดือนก่อน +1

    Praise the Lord..

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      Praise God for your valuable time 👍

  • @luludigal5788
    @luludigal5788 7 หลายเดือนก่อน

    So beautiful and wonderful song lyrics ❤❤❤❤❤❤... Thank you so much sister for your sweet voice.........🙏🙏🙏

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      It's my pleasure and thanking you Soooo much .....
      ସଦାପ୍ରଭୁଙ୍କ ଅସୀମ ଦୟା ପ୍ରେମ ଏବଂ ଅନୁଗ୍ରହ ଆପଣଙ୍କ ଉପରେ ସର୍ବଦା ବର୍ତ୍ତୁ .......🙏
      " ସ୍ଵୟଂଭୂ "..... ଏକ ମୃଦୁଭରା ଭକ୍ତି ଭାବପୂର୍ଣ୍ଣ ଗୀତ ଯାହା କି ଜିହୋବା ସଦା ପ୍ରଭୁଙ୍କର ଐଶ୍ୱରୀୟତା କୁ ପରିପ୍ରକାଶ କରିବା ସହିତ ତାଙ୍କ ଦୟା ଅନୁଗ୍ରହ ଏବଂ ପରିତ୍ରାଣ ର ବିଷୟକୁ ହୃଦୟଙ୍ଗମ କରିବା ବିଷୟ ବର୍ଣ୍ଣନା କରେ .... ତେବେ ଆପଣ ଓ ମୁଁ ଆମେ ସମସ୍ତେ ଏହି ହୃଦୟସ୍ପର୍ଶୀ ଗୀତ ଦ୍ଵାରା ସଦାପ୍ରଭୁଙ୍କର ଗୌରବ ମହିମା କରୁ.... ଧନ୍ୟବାଦ୍ 🙏

  • @odiatechiegirl
    @odiatechiegirl 6 หลายเดือนก่อน

    Praise the only king😢😢😢😢😢

  • @SuKhenDraNathB.singh914
    @SuKhenDraNathB.singh914 7 หลายเดือนก่อน +1

    praise the lord ❤❤❤

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      Thanking with lots of love 💕💕💕 and prayers 👍

  • @pintuedla6311
    @pintuedla6311 7 หลายเดือนก่อน +1

    Praise The LORD

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      Praise God and God bless you ❤️🙏

  • @RamakantaDaleinq3wo
    @RamakantaDaleinq3wo 7 หลายเดือนก่อน +1

    God Bless You Sar Praise Tha Lord Bahut Bhala Laguchi Geeta Hele Bandana Geeta Track Bahara Karantu Sar

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      ମୋ ପ୍ରିୟ ଭାଈ ରମାକାନ୍ତ.......
      ସଦାପ୍ରଭୁଙ୍କ ଅସୀମ ଦୟା ପ୍ରେମ ଏବଂ ଅନୁଗ୍ରହ ଆପଣଙ୍କ ଉପରେ ସର୍ବଦା ବର୍ତ୍ତୁ .......🙏
      " ସ୍ଵୟଂଭୂ "..... ଏକ ମୃଦୁଭରା ଭକ୍ତି ଭାବପୂର୍ଣ୍ଣ ଗୀତ ଯାହା କି ଜିହୋବା ସଦା ପ୍ରଭୁଙ୍କର ଐଶ୍ୱରୀୟତା କୁ ପରିପ୍ରକାଶ କରିବା ସହିତ ତାଙ୍କ ଦୟା ଅନୁଗ୍ରହ ଏବଂ ପରିତ୍ରାଣ ର ବିଷୟକୁ ହୃଦୟଙ୍ଗମ କରିବା ବିଷୟ ବର୍ଣ୍ଣନା କରେ .... ତେବେ ଆପଣ ଓ ମୁଁ ଆମେ ସମସ୍ତେ ଏହି ହୃଦୟସ୍ପର୍ଶୀ ଗୀତ ଦ୍ଵାରା ସଦାପ୍ରଭୁଙ୍କର ଗୌରବ ମହିମା କରୁ.... ଧନ୍ୟବାଦ୍ 🙏

  • @sinuelgomango1325
    @sinuelgomango1325 7 หลายเดือนก่อน +1

    Praise the lord

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      Praise God and God bless you ❤️🙏

  • @DhanamatiKerketta
    @DhanamatiKerketta 7 หลายเดือนก่อน +1

    Hart touching song God bless you sister

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      Thank You So So much ❤️❤️🙏🙏

  • @eaglekarjee5829
    @eaglekarjee5829 7 หลายเดือนก่อน

    Beutiful music 🎵🎶❤

  • @PhemousMuthamajhi
    @PhemousMuthamajhi 7 หลายเดือนก่อน +1

    Praise the lord God bless you 🙏 your family members 💖💖💖

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      Thank you so much with lots of love and regards

  • @sunilbagh835
    @sunilbagh835 7 หลายเดือนก่อน +1

    Praise God 🙏

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      Praise God and God bless you ❤️🙏

  • @Vijaya070
    @Vijaya070 7 หลายเดือนก่อน +1

    Legend musician Prasad lima sir.

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      It's a great honour to me and my heartly Thanks and Gratitude to You ALL believers of ODISHA ....🙏

  • @GyanaranjanMali
    @GyanaranjanMali 7 หลายเดือนก่อน +1

    Nice song sir

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      Thank You and God bless you brother Gyana ❤️🙏

  • @satyaprakash8509
    @satyaprakash8509 7 หลายเดือนก่อน +1

    Beautiful song

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      Thank You So So much ❤️🙏

  • @mrdavid-xd4ou
    @mrdavid-xd4ou 7 หลายเดือนก่อน +1

    God bless you ma'am

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      God bless you too ❤️

  • @AmanKumar-n9d7o
    @AmanKumar-n9d7o 7 หลายเดือนก่อน +1

    Beautiful ❤️❤️ songs

    • @PRASADLIMAMUSIC
      @PRASADLIMAMUSIC  7 หลายเดือนก่อน

      Be blessed through your valuable feedback ❤️❤️🙏🙏