FERIASO BANDHU Odia Christian Video Song // Mantu Churia // Samuel Nayak // Full HD
ฝัง
- เผยแพร่เมื่อ 8 ต.ค. 2024
- Feriaso Bandhu New christian Song By Mantu churiya and Samuel nayak
ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମରେ ନମସ୍କାର ପ୍ରଭୁଙ୍କ ଅନୁଗ୍ରହ ସକାଶେ
ଗୀତ ମାଧ୍ୟମରେ ପ୍ରଭୁଙ୍କର ସୁସମାଚାର ପ୍ରଚାର କରିବା ନିମିତ୍ତ ଏବଂ ପ୍ରଭୁଙ୍କର ଗୌରବ ଓ ପ୍ରଶଂସା ଉଦ୍ଦେଶ୍ୟରେ SKB Music ଦ୍ୱାରା ଏକ ଭିନ୍ନ ଧରଣର ଓ ଏକ ଭିନ୍ନ ସ୍ୱାଦର ନୂଆ ମନଛୁଆଁ ଗୀତର Full Hd Video ନେଇକି ଆସୁଛୁ। ପ୍ରଭୁଙ୍କର ଗୌରବ ପାଇଁ ଗୀତ ଶୁଣନ୍ତୁ ଏବଂ ପ୍ରଭୁଙ୍କର ସାନିଧ୍ୟକୁ ଉପଲବ୍ଧି କରନ୍ତୁ।
ଆଶା କରୁଛୁ ଏହି ଗୀତ ମାଧ୍ୟମରେ ପ୍ରଭୁଙ୍କର ଗୌରବ ହେବା ସହିତ ଖ୍ରୀଷ୍ଟୀୟ ଭାଇ ଭଉଣୀ ମାନଙ୍କର ଆତ୍ମିକ ଜୀବନର ଅଭିବୃଦ୍ଧି ନିମନ୍ତେ ନିଶ୍ଚୟ ସହାୟକ ହେବ। ଗୀତଟି ଆପଣ ମାନଙ୍କ ଦ୍ଵାରା ଆଦୃତ ଲାଭ କଲେ ଆମର ପରିଶ୍ରମ ସାର୍ଥକ ହେବ। Praise The Lord.
ଗାୟକ-Mantu churiya And Samuel nayak
ଗୀତ ରଚନା ଏବଂ ସ୍ଵର ସଂଯୋଜନା-
ଭରତ ନାୟକ (କୁରେନ୍)
ଗୀତ ନିର୍ଦ୍ଦେଶକ- ଜେ କୁମାର ନାୟକ
TH-cam channel -SKB MUSIC PRESENTS
SONG CREDITS :
Song : FERIASO BANDHU
Singer : Mantu Churiya and Samuel Nayak
Lyrics : Bharat Nayak (Kuren)
Music Composition : Bharat Nayak (Kuren)
Music Arrangement : Bapi Samal
Producer : J. Kumar Nayak
Cast : Bikash , Ankita, Anamika, Asima, Amisha, Roshni, Sibani, Aroshi, Smita
*Choreographer : Amrita Nayak
Record : Prativa studio (cuttack)
Recording by : Sundaram
Mastering By : Sundaram
Production : SKB Music
WhatsApp :
Contact : 9567340587
Special Thanks Abinash , Raja, Jarmina, Pinky
// song lyrics//
ଫେରିଆସ ବନ୍ଧୁ ମୋର ଯୀଶୁଙ୍କ ଚରଣ
କରିବେ ସେହି ପ୍ରଭୁ ମଙ୍ଗଳ ପ୍ରଦାନ-୨
ଈଶ୍ବର ନନ୍ଦନ ମୋର ପରାଣ
ଗଳାର ରତନ ମୋ ଜୀବ ଜୀବନ
ସେ ଯେ ଆମ ପରିତ୍ରାଣ
ଫେରିଆସ ବନ୍ଧୁ ମୋର .....
୧.ସମୟ ଅଛି ବୋଲି ବିଳମ୍ବ କରୁଛ
ଜାଣିଥାଅ ଏହା ତମେ ବିନାଶ ହେଉଛ
ଜଗତର ଧନେ ଆଜି ଲାଗିଛି ତ ମନ
ଜାଣ ଯେ ଜଗତରେ ଯୀଶୁ ହି ତ ଧନ (୨ ଥର)
ହା...ହା....ହା.... ହାଲ୍ଲେଲୂୟା
ସେହିଁ ଆରମ୍ଭ , ସେହିଁ ଶେଷ
ସେହିଁ ପଥ ସତ୍ୟ ଜୀବନ
ସେ ଯେ ଆମ ଯୀଶୁ ଧନ
ଫେରିଆସ ବନ୍ଧୁ ମୋର....
୨.କେତେ କାଳ ଥିବ ଆଉ ଛନ୍ଦ ଏ ଜୀବନେ
ଜଗତର ଅଭିଳାଷ ରହିଛି ଏ ମନେ
ସୁଯୋଗର ବ୍ୟବହାରରେ ନାହିଁ ମୋର ଧ୍ୟାନ
ପ୍ରଭୁ ହେ ତେମଠାରେ ଥାଉ ମୋର ଧ୍ୟାନ (୨ ଥର)
ହା....ହା....ହା.....ହାଲ୍ଲେଲୂୟା
ଜଗତେ ଯୀଶୁ ନାହିଁ ତୁମ ସମାନ
ପାପ ମୋର କଲ ମଚନ
ଗାଇବି ତୁମ ଗୁଣ ଗାନ
ଫେରିଆସ ବନ୍ଧୁ ମୋର ଯୀଶୁଙ୍କ ଚରଣ
କରିବେ ସେହି ପ୍ରଭୁ ମଙ୍ଗଳ ପ୍ରଦାନ -୨
ଈଶ୍ବର ନନ୍ଦନ ମୋର ପରାଣ
ଗଳାର ରତନ ମୋ ଜୀବ ଜୀବନ
ସେ ଯେ ଆମ ପରିତ୍ରାଣ
ଫେରିଆସ ବନ୍ଧୁ ମୋର
//Previous videos link//
1. Tume ma parichaya studio version
• TUME MO PARICHAYA || ତ...
2. Jeu naame ananta jibana promo video
• ଯେଉଁ ନାମେ ଅନନ୍ତଜୀବନ ||...
3. ଯେଉଁ ନାମେ ଅନନ୍ତ ଜୀବନ,, full video
• Jeu Naame Ananta Jeeba...
4 ଫେରୀ ଆସୋ ବନ୍ଧୁ ମୋରୋ full song
• Feriaso Bandhu /ଫେରିଆସ...
#Feriasobandhu
#mantuchuriyanewodiachristiansong
#newchristiansongs2021
#newodiachristiansongs
#newodiaviralsong
#newodiachristianvideo
#latestodiachristiansong
#aseemapandachristiansong
#newodiachristiansong2021
#amitbadanayakchristiansongs
#latestodiachristiansongs
#odiachristiansong
#odiachristiansongs2021
#newodiachristiansong
#amitbadanayak
#humanesagar
#amitpani
#abmusic
#samuelnayak
#bharatnayak
#abmusic
#bapisamal
#abmusicchristiansongs
#amitpanichristiansongs
#humanesagarchristiansongs
#skbmusicpresent
#skbmusic
#diptirekhapadhi
#diptirekha
//*ANTI-PIRACY WARNING*//
This content is copyright to SKB MUSIC PRESENTS. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.
ମଣ୍ଟୁ ଭାଇ ଯୀଶୁ ଙ୍କର ଗୀତ ଗାଈ ଥିବାରୁ ଆପଣ ଙ୍କୁ କେମିତି ଧନ୍ୟବାଦ ଦେବି କହି ପାରୁନି କିନ୍ତୁ ଓଡିଶା ର କ୍ରିଷ୍ଟିଆନ ଫେମିଲି ତର ଫୋରୁ ଆପଣ ପରି ବାର ପାଇଁ ପ୍ରାଥନା କରି ଦେଉଛୁ ଆପଣ ସହ ପରିବାର ସହିତ ଭଲ ରେ ରୁହନ୍ତୁ ଆମେନେ.
God bless you too brother 💕. praise God amen
Very nice song and dance .God bless you .
Music director present ❤️😘😂
Praise the Lord 🤝 god bless you
Woh! What a wonderful heart touching and meaningful song.... Glorify to God thought this song.
Jay mashi ki ....Prabhu ki dhanyabad ho .....
Praise the Lord sir nice song👍👍👍
Amen hallelujah 🙏 God bless you sir 🙏🙏 beutiful song
Lovely yr mind-blowing song ପ୍ରଭୁ ତୁମ୍ଭ ମାନଙ୍କୁ ଅଶ୍ରିବାଦ କରନ୍ତୁ praise the lord
Super your sung
Very very nice God bless you all
I love this wonderful dance and song
Ok mon2 bhai କେତେ ସୁନ୍ଦର ଗୀତ ପ୍ରଭୁjesu ତମକୁଆଶୀର୍ବାଦ କରନ୍ତୁ
May God bless you
Very nice video music 💞💞💞
Praise the lord 🙏🙏🙏🙏🙏🙏🙏
Nice song aise hi prabhu mein aage bdhte rhiye
Congratulations Jambi bhai 🎉❤🎉 ତୁମର ପ୍ରତିଭାକୁ ଏମିତି ହିଁ ଜାରିରଖ ।
Hallelujah
Praise the lord 🎉🎉
Nace
Wa. Harabhangi dam.. Very good gajapati
God bless you montu bhai nice to meet you
Its Done great👍👏
Praise the Lord Almighty
Video bahut Achcha lag raha hai bhai video gana
Very nice song bro... Good bless all off u....,,😘😘😘😘
Prabhu yeshu Masih ki Jay ho ✝️❤️✝️❤️✝️❤️✝️❤️✝️❤️✝️❤️✝️❤️✝️🌷🌷🌷🌷🥀🥀🕊️🕊️🕊️🕊️🕊️🕊️🌹🌹🌹💐🌹🌹🪶🌹🦉🥀🌷🌺🌺🌷🌺🌻🌻🌻🌻🌻🌻🌾🌾🌳🌴🌴🌵🌵🪴
Praise the lord amen 🙏🙏🙏🙏🙏🙏🙏🙏🙏🙏🙏
Praise the lord sir nice song God Bless you 💖🙏🏻💖🙏🏻
ହ ସାଙ୍ଗ ଭିଡିଓ ଦେକୁ ଚୁ ହ ହୁ ଧକ୍ ଧାକ୍ ଡାଟା ସୋରି ଗ ଲେ କୋ ହି ବୁ ଲାଯ କରି ବୁ ନି ହା 🎉🎉
Very nice song and dance very beautiful😍❤
Verry nice song
Very nice dance and very nice song good bless you
Excellent song brother's
Praise the Lord. Very nice song. All the best
Thanks to the team for uploading this kind of beautiful and heart touching song 🙏
Nice
AMEN AMEN AMEN JAI MASHI KI JAI MASHI KI JAI MASHI KI HALLELUJAH HALLELUJAH HALLELUJAH AMEN AMEN AMEN.
Nice song manaku chuhila
Ati madhura manachua gita 👍👌❤️🧡💛
ଫେରି ଆସ ବନ୍ଧୁ ମୋର ଯୀଶୁଙ୍କ ଚରଣ
କରିବେ ସେହି ପ୍ରଭୂ ମଙ୍ଗଳ ପ୍ରଦାନ (୨ଥର)
ଈଶ୍ୱର ନନ୍ଦନ ମୋହର ପରାଣ
ଗଲାର ରତନ ମୋ ଜୀବ ଜୀବନ
ସେ ଯେ ଆମ ପରିତ୍ରାଣ..................../// ୦ ///
ସମୟ ଅଛି ବୋଲି ବିଳମ୍ବ କରୁଛ
ଜାଣିଥାଅ ଏହା ତୁମେ ବିନାଶ ହେଉଛ
ଜଗତର ଧନି ଆଜି ଲାଗିଛି ତୋ ମନ
ଜାଣ ଯେ ଜଗତରେ ଯୀଶୁ ହି ତୋ ଧନ
ହା.........ହା........ହା.......ହାଲ୍ଲେଲୁୟା (୨ଥର)
ସେହି ଆରମ୍ଭ ସେହି ଶେଷ
ସେହି ପଥ ସତ୍ୟ ଜୀବନ
ସେ ଯେ ଆମ ଯୀଶୁ ଧନ................../// ୧ ///
କେତେ କାଳ ଥିବ ଆଉ ଚନ୍ଦ ଏ ଜୀବନେ
ଜଗତର ଅଭିଳାଷ ରହିଛି ଏ ମନେ
ସୁଯୋଗର ବ୍ୟବହାରେ ନାହିଁ ମୋର ଧ୍ୟାନ
ପ୍ରଭୁ ହେ ତୁମଠାରେ ଥାଉ ମୋର ମନ
ହା.........ହା........ହା......ହାଲ୍ଲେଲୁୟା (୨ଥର)
ଜଗତେ ଯୀଶୁ ନାହିଁ ତୁମ ସମାନ
ପାପ ମୋର କଲ ମଚନ
ଗାଇବି ତୁମ ଗୁଣ ଗାନ................./// ୨ ///
🙏🙏🙏 ✝️✝️ ସମସ୍ତଙ୍କୁ ନମସ୍କାର
My phone number . 6302898484
ବହୁତ ବହୁତ ଧନ୍ୟବାଦ ଭାଇ। ।।।।।
Thank you
Music 🎵🎶 is Osm ☺️☺️☺️☺️♥️♥️♥️♥️♥️♥️♥️♥️♥️
Wonderful
Nice dance and
Beautiful song... God bless all of you 🙏🎊🎉 brother and sister..
Praise the Lord Very nice song bro. & very heart touching song. And very nice dance very beautiful vocal music is also very good. The Camera is also very Good hope the Lord give you a beautiful opportunity time to compose such New songs. God bless you more to more Amen.
Superb. NYC choreography . God bless all of you.
Very nice heart touching song God bless you amen
Wow very nice song and dance
Very nice
Bolo yesu massi kii
Mind blowing 👑👑👑
Praise the Lord 🙌
SoNiceiloveSong❤️🥰👌✝️
ଗିତଟି ବହୁ ଭଲ ଲାଗିଲା
Very nice brother song
Meaning fullsong god blessing all team works
hii kamit asontti bhai
Dakile asiba bhai praise the lord
Nice dance and song❤❤❤
Praise the lord 👍All the best
Glory to god 👍🙏
so nice Beautifull
Wonderful Performance ..God bless you all .Best wishes from #Yesutimes
Very nice video
Very beautiful song
Good 👍 very nice song ପ୍ରଭୁ ଆପଣ ଙ୍କୁ ଅନୁଗ୍ରହ କରନ୍ତୁ ଏବଂ ପୁଣି ଥରେ ଆଉ ଗୋଟିଏ ସୁନ୍ଦର ଗୀତ ହେଉ
Amen, may God bless you 🙏
Praise the lord...god bless u all.
very nice song thank You song
Supe song
Super heichiiii... God bless you team
Samuel keep it up God bless you
God bless you Bhai😍😍
Nice song
So nice dance and song. God bless you all dear
God bless you all
Osm guys
Praise the lord
May God bless you all abundantly...
Keep it up all to teem members God bless all of you
Nice song 👍👍
❤❤✝️✝️✝️✝️
Very beautiful 😍😍😍singing hallelujah 🙏
Sweet Singing 🌟🎉❤..
Praise the Jesus Christ 🙏♥️.....
Praise God, God bless you
Superb dance God bless u all...
All up you god blessing........
It is a very good Christian hymn that fills the heart with joy upon listening ❤❤❤
Praise God.God bless you
Very very nice👍👍👍👏👏👍👏👏👏👏👏
Nice 👌✝️✝️👍👍💐jesus
Gita vl achhi sir voice bi bahuta vl achhi aau aagaku emiti song lekhantu aau aagaku badantu prabhu Aapana mananku aasirbad karantu praise the lord 🙏🙏
Thank you so much for your support,may God bless you
Nice video.. Super
Nice dance
God bless you all super🙏🙏🙏💝💝💝 (AB)
Thanks so much dear ambika nayak
Mst heichhi
ବହୁତ ସୁନ୍ଦର ଗୀତ ଓ ଡାନ୍ସ୍ ପ୍ରଭୁ ଆଶିର୍ବାଦ କରନ୍ତୁ
Thank you so much, God bless you
ଏହି ଗୀତ ଟିକୁ ପୁନର୍ବାର ଆମ କୁବି ଭାଷାରେ ଗାଇବା କୁ ସୁଜଗ ଦିଅନ୍ତୁ ସାର୍ ❤
Sir moro gote request ehi gitoro only music and track upload karantu 🙏🙏🙏🙏please sir
Nice song God bealss you
Love you all.💗💗💗💗💗💗
Thanks so much dear Aisha...May God bless you too
ସର ଗୀତ ଏବଂ ନାଚ ବହୁତ ବଢ଼ିଆ ହେଇଛି ଧନ୍ଯବାଦ
Thank you so much, God bless you dear ❤️
Nice dance sisters ♥️♥️♥️
He llo
Lovely❤❤❤❤❤❤❤
Super song... nice Dance
Thank you bhai 🙏 😊 ☺ ❤
😍😍😍😍