ପ୍ରଭୁ ଏହି ଗୀତ ପାଇଁ ବହୁତ ବହୁତଧନ୍ୟବାଦ କାରଣ ମୋ ପାଇଁ ଏତେ ଭଲ ଲାଗୁଛି mening ବି ବହୁତ ଭଲ ଲାଗୁଛି । I❤ you ଏହି ଗୀତ କୁ ତ ସହିତ Human sir nku thank you so much for over ❤❤❤ ....God bless you always...
Every line prabhunkara Guna gai prsansa Kari lekha heithibaru gitare Ananda Karu Karu akhiru luha jharibara feeling heuchhi God bless you more and more praise the lord
Praise the Lord Sir, thanks for this beautiful song. Yes Jesus is Exclusively God. There is no any God in this world like Jesus, Because Jesus is the Lord of the Lord and king of the king ....God bless you all
I aim hindu but jesus my life usk sath meri bahut a66e conection he love you jesus nice song👍❤❤❤❤❤❤❤❤❤
ଅତି ସୁନ୍ଦର ଭାବେ ଗାଇ ଥିବାରୁ ବହୁତ ଭଲ
ଲାଗୁଚି ଧନ୍ଯବାଦ ହେଉ ହୁମାନ୍ ସାଗର୍ ସାରଙ୍କୁ
Bhai thanks for your comment
But songs kiye lekhuchi tanka pai b pray kara jemiti ahi songs pari lekhiba new songs
ପ୍ରଭୁଙ୍କ ନାମୋ ବଡ଼ି ଛାଲୁ ହୁମାନ ସାର୍ ବହୁତ ବଡ଼ିଆ ଗାଇଛ ଗୀତ praise the Lord
ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ ଗୀତ ପ୍ରଭୁଙ୍କର ଗୌରବ ହେଉ
ଗୀତଯେତେ ଶୁଣୁଥିଲେ ସେତେଶୁଣିବାକୁ ଇଚ୍ଛା ହେଉଛି salim bhai..❤❤✝️✝️god bless u all..
ସତରେ ଯୁଗେ ଯୁଗେ ତୁମେ ଜୀବିତ ପରମେଶ୍ବର ଗୀତ ରଚନା ଏବଂ ସ୍ଵର ସଂଯୋଜନା ବହୁତ୍ ସୁନ୍ଦର,ଭଲ ହୋଇଛି ଗୀତକୁ ଶୁଣୁଥିଲେ ଶୁଣିବାକୁ ହିଁ ଇଚ୍ଛା ଲାଗୁଛି ପ୍ରଭୁଙ୍କ ଗୌରବ ସକାଶେ ଏହି ଗୀତ ପ୍ରସାରଣ ହେଉ❤❤❤
ହୁର୍ଦୟ ସ୍ପର୍ଷି ଲେଖା ସାର and human sir singing is so beautiful
ଏମିତି ଗୀତ ଆଉ କୋଉଠି ନାହିଁ..... It's ଶୁଣି ଲେ ଲାଗେ ଯେମିତି ମୁଁ ପ୍ରଭୁଙ୍କୁ ପୂଜା କରୁଛି,। ସମସ୍ତଙ୍କୁ ଧନ୍ୟ ବାଦ୍ and ବାସ୍ତବରେ ପ୍ରଭୁ ସର୍ବଶକ୍ତିମାନ, ସର୍ବଗୁଣ..ସମସ୍ତ ଜଗତର ରାଜା..... ❤❤❤❤
ଆଉ ଗୋଟେ କଥା ଏହି ଗୀତ ବାରମ୍ବାର ଶୁଣି ବାକୁ ଇଛା ହେଉଛି ❤❤❤❤
ସତ କଥା କହିଛନ୍ତି ଆପଣ
ଗୀତ ବୋହୁତ ଭଲ ହେଇଛି ମୁ ଦିନ କୁ 20ରୁ 30ଥର ସୁନୁଚି ହେଲେ ବି ମନ ଭାଙ୍ଗୁ ନାହିଁ ଏହି ଗୀତ ଦ୍ଵାରା ପ୍ରଭୂ ଙ୍କ ଗୌରବ ହେଉ
Thank u
ବହୁତ ସୁନ୍ଦର ଗୀତ ରେ ଭାଇilike it' God bless you human sir ❤❤
ପ୍ରଥମେ ରାଜା ମାନଙ୍କର ରାଜା ପ୍ରଭୁଙ୍କ ନାମ ଗୌରବ ହେଉ ଏବଂ ଗୀତ ମାଧ୍ୟମରେ ଯେଉଁପ୍ରକାର ପ୍ରଭୁଙ୍କର ଗୌରବ କରାଯାଇଛି ଅତି ସୁନ୍ଦର ଗିତ ହୋଇଛି ଏବଂ ତାର ଲେଖା ସ୍ୱର ବହୁତ ଭଲ ହୋଇଛି, ପ୍ରଭୁ ଏହି ଗିତ ପାଇଁ ଯେଉଁମାନେ ସମୟ ଦେଇକି ବ୍ୟବହାର ହେଇଛନ୍ତି,ପ୍ରଭୁ ସେମାନଙ୍କୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ ଏବଂ ଆଗକୁ ଏମିତି ଗିତ ମାଧ୍ୟମରେ ପ୍ରଭୁଙ୍କର ଗୌରବ କରିବା ନିମନ୍ତେ କଢ଼ାଇନିଅନ୍ତୁ ,🙏🏻
ପ୍ରଭୁଙ୍କର ମହିମା ହେଉ
ଇଶ୍ୱରଙ୍କ ମହା ନାମକୁ ଧନ୍ୟବାଦ ଦିଏ କାରଣ ଈଶ୍ୱର ଆପଣା ଦାସ ମାନଙ୍କୁ କେବେ ବି ନିରାଶ ହେବାକୁ ଦିଅନ୍ତି ନାହିଁ ଏତେ ସୁନ୍ଦର ସୂର ଭାବ ପୁଣ୍ୟଂ ରଚନା କରିଛନ୍ତି ଈଶ୍ୱର ଆଶିର୍ବାଦ କରନ୍ତୁ
Thank you
@@manatapradhan6702❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤,😮😮
Amen 🙌 Hallelujah ✝️ praise the Lord ✝️ I Love you Jesus papa 🙏
ପ୍ରଭୁଙ୍କର ଗୌରବ ହେଉ
ଆମେନ
God bless you
Biutiful song halleluhiah praise the lord ❤❤❤❤❤❤❤❤❤❤❤❤
ବହୁତ ସୁନ୍ଦର ହେଇଛି ଏହି ଗୀତ
ସଦାପ୍ରଭୁ ତୁମେ ଏକ ମାତ୍ର ଯୋଗ୍ୟ ପର ମେ ଶ୍ୱର
ଅତୀ ସୁନ୍ଦର ହେଇଛି ଗୀତ praise the Lord 🥰🥰🥰
ଅତି ସୁନ୍ଦର ସଙ୍ଗୀତ ❤❤❤
ଆମେନ୍ ପ୍ରଭୁ ଯୀଶୁ ମଙ୍ଗଳ କରନ୍ତୁ ଆପଣ ଙ୍କ ସବୁ ପରିବାର କୁ ବହୁତ୍ ସୁନ୍ଦର୍ ଗୀତ ହେଇଛି
I am Hindu but I love ❤ Christian song ❤❤
Amen
God bless you bhai
No buddy hindu and christian but we are children of most high GOD in the earth
Nice music song 💯
❤❤❤❤praize the lord alleluya joy jisu ପ୍ରଭୂ ତୁମ ପ୍ରେମରେ ସଫଳତା ହାସଲ କରି ବେ❤❤❤❤
ପ୍ରଭୁଙ୍କର ଗୌରବ ହେଊ କାରଣ ତାଙ୍କର ଗୌରବ ନିମନ୍ତେ ସୁନ୍ଦର ମନଛୁଆଁ ଗୀତଟିଏ ଶୁଣିବାକୁ ପାଉଅଛୁ। ବାସ୍ତବରେ ପ୍ରଭୁ ଯୀଶୁ ହି ଏ ଗୀତକୁ ଲେଖିବା ନିମନ୍ତେ ସାହାଯ୍ୟ କରିଛନ୍ତି। Praise the lord, ନମସ୍କାର।❤❤❤
Indeed brother... Glory to Jesus..
Bahut Sundar heichi Gita Praise The Lord sir
ଅତି ସୁନ୍ଦର ଭାବରେ ଲେଖିଛନ୍ତି .ପ୍ରଭୁ ଆପଣ ମାନଙ୍କୁ ଆଶିର୍ବାଦ କରନ୍ତୁ . Prais the lord
ପ୍ରଭୁ ଏହି ଗୀତ ପାଇଁ ବହୁତ ବହୁତଧନ୍ୟବାଦ କାରଣ ମୋ ପାଇଁ ଏତେ ଭଲ ଲାଗୁଛି mening ବି ବହୁତ ଭଲ ଲାଗୁଛି । I❤ you ଏହି ଗୀତ କୁ ତ ସହିତ Human sir nku thank you so much for over ❤❤❤ ....God bless you always...
Every line prabhunkara Guna gai prsansa Kari lekha heithibaru gitare Ananda Karu Karu akhiru luha jharibara feeling heuchhi God bless you more and more praise the lord
Very nice
Very nice song Salim sir and human sir god bless you
❤❤❤ thank you dear..All glory to God
ବହୁତ ସୁନ୍ଦର ଗୀତ ❤ praise the lord 🙏
ବହୁତ ଭଲ ଲାଗୁଚି ଗୀତଟା ଯେତେ ଥର ଶୁଣିଲେ ବି ମନ ଭରୁନି ବାର ବାର ଶୁଣିବାକୁ ଇଛା ହୋଉଛି ❤❤🎉🎉
Praise the Lord 🙏🏻✝️😇
Bahut sundar heichi Gita 😇
ଅତି ସୁନ୍ଦର ଭାବେ ଗୀତଟି ଗାଇଥିବାରୁ ବହୁତ ବହୁତ ଧନ୍ୟବାଦ ହୁମାନ ଭାଇ ପ୍ରଭୁ ଆପଣଙ୍କୁ ସଙ୍ଗିତରେ ବଡାଅନ୍ତୁ
Praise the lord 🙏🏻⛪⛪🌹my living God ⛪ Jesus king of kings ❤ heart touching song all team & family & singer always God bless you Amen
Very nice 👍👍👍👍
Thanks a lot
ପ୍ରଭୁଙ୍କ ନାମର ଗୌରବ ହେଉ.... ତାଙ୍କ ଛଡା କେହି ମୋ ରାଜା ହେଇ ପାରିବେନି l
#milanpal
ଅତି ସୁନ୍ଦର ଗୀତ ପ୍ରଭୁଙ୍କ ନାମ ଗୈାରବ ହେଉ
ଗୀତ ବହୁତ ସୁନ୍ଦର ହେଇଛି ✝️✝️✝️ Praise The Lord
Praise the lord
I love lyrics and music
Specially Salem lima
Thank you ❤❤❤❤🙏
Glory to God.. Thank you for your ❤❤❤love.. Keep pray for me
ବହୁତ ସୁନ୍ଦର ହେଇଛି ପ୍ରଭୁ ଗୈାରବ ହେଉ
amen 😍bahut sundar laguchi song
ସୁମଧୁର ଗୀତ ହୋଇଛି ଆଜ୍ଞା ❤❤🎉Amen amen🎉
Oh oh oh ki gi to heichi jai masi ki
ପ୍ରଭୁଙ୍କୁ ଧନ୍ଯବାଦ ହେଉ ❤❤❤❤
Praise the lord
Amen thank you God
ବହୁତ ସୁନ୍ଦର ହେଇଛି ଭାଇ ଗୀତ ପ୍ରଭୁଙ୍କରୋ ଗୌରବ ହେଉ
Cute song ❤❤❤❤❤🙏🙏🙏
ଆମେନ୍ ପ୍ରଭୁଙ୍କ ନାମର ମହିମା ହେଉ
✝️❤️✝️ ଅତି ସୁନ୍ଦର ଗୀତ।
Humane bhai Apna Jadi only Prabhunka pain gaibe soo Parmeswar tumaku blessed karibe
ଅନେକ ମାସ ପରେ ଆଉ ଏକ ଅତି ମଧୁର ବହୁତ ସୁନ୍ଦର ହୃଦୟ ସ୍ପୋର୍ଶୀ ଗୀତ ଟିଏ ଧନ୍ୟବାଦ My GOD bless you 👌👌❤❤🌹🌹
Human sar nku Prabhu asribada karanthu Sundara Gita gaibharu aou nua nua Gita gaibhaku diaa God Bless You your tim dhanya bhad❤🙏 💖 💕
Praise the lord bahut sundar heichi sir gito ❤❤❤❤❤
Thank u
Praise the lord 🙏🙏 bohuto bhalo laguchhi song
So super song sir
God always bless you jyotirmoya team
ବହୁତ ଭଲ ଲାଗୁଚି ହୁମାନ ସାଗର ସାର 🙏👌👌👌❤️❤️❤️❤️
Praise the lord bro..... ମୁଖୁଡା ଟିକେ ଚାହେଁ ହେଇଥିଲେ ଆହୁରି ଭଲ ହେଇଥାନ୍ତା.... ଆ ଗୋରି ପାନ୍ ପତରି ଜାଗାରେ ଆଉ କିଛି .... ଟିକେ ଆଧୁନିକ ଗୀତ ପରି ଲାଗୁଛି.... ପ୍ରଭୁଙ୍କ ଗୌରବ ନିମନ୍ତେ ଚେଷ୍ଟା କରିଥିବାରୁ ପ୍ରଭୁ ଆଶିଷ କରନ୍ତୁ ...... ଅମେନ୍ ❤
Praise the lord sir 🙏 parbhu Aapko Aasisde 🙏
God Bless all' Team'
Human Sagar continue to praise lord, I love your voice.
Gita bhauta bhla lagila amiti bhla bhla gita amoku deba ru prabhu apnamanaku amiti bhla re Rokhantu ❤❤❤❤❤❤❤god bless you gita ati sundar heichi
Super jesus song,
PRAISE THE LORD 🎉🎉🎉
Praise The Lord...
Very nice and meaningful song...
ହୃଦୟ ସ୍ପର୍ଶୀ ଗୀତ ପ୍ରଭୁଙ୍କର ଧନ୍ୟବାଦ ହେଉ
ବହୁତ ଭଲ ଲାଗିଚି ଗୀତ ଟି ପରେମଶ୍ବର ଗୋବର ହଉ 🙏🙏👌👌👌👍👍👍
Thank u ♥️🙏👍
So wonderful song...
Praise the lord..
Praise the lord
God bless you all team members....❤❤❤❤
Bahut Sundara haechhi Gita dyara Prabhunka mahima heu auri madhya amitika badia Gita chhanantu 🙏🙏🙏✝️✝️✝️
ଅତିସୁନ୍ଦର ଗୀତଟିଏ 👌👌👌
ବହୁତ ବଢିଆ ହେଇଛି ଗୀତ.... 👍🏻👍🏻👍🏻
ବହୁତ୍ ବଢିଆ ଗୀତ ପ୍ରଭୂ ଆପଣଙ୍କୁ ବହୁଳ ଭାବେ ଆଶୀର୍ବାଦ କରନ୍ତୁ
Bohuta sundara heichi Gita praise the lord
ଧନ୍ଯବାଦ ରିଲିଜ୍ କରିତିବାରୁ ବହୁତ ଭଲ ହେଇଛି❤❤❤❤❤
Right bro probhujisu truth aau sabu gasti debataa sabu feak thanks nice song
Love song ❤
Praise the lord in highest. Bahut sundar song . God bless you all ❤️
ଗୀତ ବହୁତ ଭଲ ଲାଗୁଛି ପ୍ରଭୁ ଙ୍କ ମୋହିମା ହେଉ
Praise the Lord brother
Prabhunkara maha namora gauraba heu🙌🙌🙌
Prabhu jeebit jeeshu aapananku ahuri anugraha karantu🎉🎉🎉🎉🎉AMEN
Praise the lord 🙏 sir bahut sunder🎉 hai chhhe❤
Vry nice..human sagar sir.. God bless u Alleluyah alleluyah amen 🙏🙏🙏💐👌
Humane sir and entire team God bless you.
Praise the lord 🙏, yes my Almight christ king 👑 JESUS "🙌🙌🤲🤲😭😭🙏🙏❤️❤️🌹🌹.
I love you papa 🌹, I trust u papa 💖❤️.
Thanku, AMEN 👑🙌🙌🤲🤲😭😭🙏🙏❤️❤️🌹🌹💐💐💖💖🌹
so beautiful song,,,, praise the lord
Thank you jesus
Beautiful devotional song.
Wonderful composition Salem Sir🥰
Thanks for listening
Coti coti dhany bad Bhai a ti Sundar song
ସଲିମ ଭାଇ ନମସ୍ୟ 🙏
Praise the Lord bhaina❤❤❤
Ati sundar 🎉❤
Praise the Lord Sir, thanks for this beautiful song.
Yes Jesus is Exclusively God. There is no any God in this world like Jesus, Because Jesus is the Lord of the Lord and king of the king ....God bless you all
Bahut sunder hei6i song ❤
God bless all members 🙏
Thank u
ବହୁତ୍ ଭଲ ଲାଗୁଛି ଗୀତ ❤❤
Praise the lord nice song
Nice song God bless you
Beutiful song brother God bless you
ପ୍ରଭୁଙ୍କର ଗୈାରବ ହେଉ
Prabhunkara mahan namara gauraba hau ❤Amen 🙌 Hallelujah 🙌 I Love you so much Jesus papa 🙏
ବାସ୍ତବରେ ପ୍ରଭୁ ମହାନ ଅଟନ୍ତି
Amen prabhunka namara mahima heu ati sundara gita amen
Jagatara raja jisu .... Amen amen amen amen....