କମିବ ପେଟ - ନିୟମିତ କରନ୍ତୁ ଏହି ୪ଟି ବ୍ୟାୟାମ | 4 Effective Exercises to Reduce Belly Fat in Odia

แชร์
ฝัง
  • เผยแพร่เมื่อ 21 เม.ย. 2021
  • #Exercise #FlatBelly #OdiaHealthTips
    ପେଟର ଚର୍ବିକୁ ନେଇ ଚିନ୍ତିତ କି? ତେବେ, ଘରେ ବିନା କୌଣସି ଉପକରଣ ସାହାଯ୍ୟରେ ବ୍ୟାୟାମ କରି ଆପଣ ନିଜ ପେଟ କମ କରିପାରିବେ। ଆସନ୍ତୁ ଏମିତି ୪ଟି ସହଜ ବ୍ୟାୟମ ବିଷୟରେ ଜାଣିବା, ଯାହା ଆପଣଙ୍କ ପେଟର ଚର୍ବିକୁ କମ କରିବା ସହିତ ଆପଣଙ୍କୁ ଫିଟ୍ ରଖିପାରିବ।
    ଏହି ଭିଡିଓରେ ରହିଛି,
    1. Crunches (0:29)
    2. Leg Raise (1:05)
    3. Side Toe Touch (1:37)
    4. Plank (2:02)
    Worried about belly fat? However, you can get flat belly by doing these exercises without any equipment at home. Here are four easy exercises that can help you to lose weight and keep you fit.
    Subscribe Now & Live a Healthy Life!
    ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍
    ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
    For requesting contact details of doctors - please message Swasthya Plus on Facebook: SwasthyaPlusOdia).
    For feedback and business inquiries, contact Swasthya Plus Odia at hello@odicast.com
    Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

ความคิดเห็น • 511