CM Mohan Majhi fires Mines & minister allurement salvo at BJD, Pratap Deb promptly responds
ฝัง
- เผยแพร่เมื่อ 23 มิ.ย. 2024
- Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
Visit Our Website: kalingatv.com/
Android App: play.google.com/store/apps/de...
iOS App: apple.co/2M2KhQA
Watch Live: kalingatv.com/live
TH-cam: / kalingatv24x7
Facebook: / kalingamedia
Twitter: / kalingatv24x7
Instagram: / kalingatv24x7
#kalingatv #kalingatvlive #kalinganews
ଅହଂକାର ଏବଂ ପ୍ରତିଶୋଧ ର ବୃକ୍ଷରେ କେବଳ ବିନାଶର ହିଁ ଫଳ ଫଳିଥାଏ ।
💯 percent right ✅️
ଭାଗ୍ୟ ଟେକ୍ ଏଇ ପ୍ରତାପ ଦେବ ଜିତିଗଲା
ବାଳ ନା....😂
Pratap babu you are right.
Choro ta @@bijaykumarmoharana7254
ଏ ଦୁନିଆରେ କାହାର କିଛି ଭାଙ୍ଗୁ କି ନ ଭାଙ୍ଗୁ କିନ୍ତୁ ଗର୍ବ ଅହଙ୍କାର ଦିନେ ନା ଦିନେ ନିଶ୍ଚୟ ଭାଙ୍ଗିବ।
Bjd ra garba bhangi sarichhi
BJD garba ahankara bhangi jaichi 😊
ବାଳ ନା....😂😊
ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଏହା ଶୋଭା ପାୟେନାହି
ଠିକ୍ କଥା
Hm navdeen pari mada pi soiba katha😂😂😂
ଜଣେ ମୁଖ୍ୟମନ୍ତ୍ରୀ ଙ୍କ ମୁହଁରୁ ଏପ୍ରକାର କଥା ଶୁଣିବା ଆଦୋୖ ଶୋଭା ପାଉନାହିଁ
Real Hero of odisha Shri Naveen Patnaik ❤❤❤ Jay Naveen....❤❤❤ ସାଢେ଼ ଚାରି କୋଟି ଓଡ଼ିଆ ଙ୍କ ମନରେ ଏବେ ବି ନବୀନ ପଟ୍ଟନାୟକ ଅଛନ୍ତି ଆଉ ବଞ୍ଚିଥିଲା ଯାଏଁ ରହିବେ ଏହା ହିଁ ସତ୍ୟ ........
ସରକାର ଯାହା କରିବାକୁ ଚାହୁଁଛନ୍ତି, କରି ଦେଖାଇବା ଆବଶ୍ୟକ। ଶସ୍ତା ଭାଷଣ ଜଣେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷେ ଶୋଭନୀୟ ନୁହେଁ।
ଭାଷଣ ସୁଣିକି ଲାଗୁଛି ଆଉଥରେ ଈଲେକ୍ସନ ହବ 😂😂
ଏଇଟା ଭାଇ ପୁରା ଠିକି
ଠିକ୍ କଥା
👍👍👍👍👍👍👍👍🙏
ଜଣେ ମୁଖ୍ୟ ମନ୍ତ୍ରୀ ଙ୍କ ଠାରୁ ଏପରି ମନ୍ତବ୍ୟ ସୋଭାପାୟେନାହିଁ ସେ ଯାହା ହେଉ ଆପଣ ଏବେ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ନିଚ ଭାଷଣବାଜି ରାଜନୀତିରୁ ଉର୍ଦ୍ଧରେ ରହି ଲୋକଙ୍କ ବିକାଶ ପାଇଁ କାମକଲେ ଭଲହବ
ପ୍ରତାପ ଦେବ ବାଲି ଚୋରି ପଇସା ତମେ ଖାଇଛ ବୋଧେ।
Guru jemti Chhatra semti😂
Se Abe CM
BJD choro party 😂
Se pratab ku pachare Abe au sie pandian ra traffic police duty karuchi na nai 🤔🙄🤣😆
ହୀନ ମନ୍ତବ୍ୟ.
Bjd chancha apana😂😂
@@brajakishorepadhi409 tu mg Andhabhakta
@@sunilkumarsahoo124BJD kete durniti korichi choro gudako sabu🤬jail jibe😁
@@sunilkumarsahoo124 nai tu kritadasa he se pandu ra au tara traffic police duty karibu Jaa 😅😂
E kn kahuchhi mohan majhi cm mohan majhi kahunu be
ଅତି ଗର୍ବେ ହତ ଲଙ୍କା
ଧନ୍ୟ ବାଦ ଭାଇ
କଥା ସିଖୀନ ମୁଖ୍ୟମନ୍ତ୍ରୀ ଟାଇମ 5, ବର୍ଷ ପରିବାର ପାଇ କିଛି ରଖିଜାଅ ପଛକୁ ଫେରି ଦେଖୀପାରିବନୀ
ୱାହ ତୁମ ମାନ୍ୟବର Mr ନାବିନା ବହୁତ୍ ଓଡ଼ିଆ କହୁଥିଲେ! ସୂର୍ ରାଉତ ଠାରୁ ଲଜ୍ଜ୍ୟା ଶିଖ।
ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଭଳିଆ ରହିବା ଉଚିତ୍। ବିରୋଧୀ ଦଳର ନେତା ଭଳି ଏଭଳି ଶସ୍ତା ଭାଷଣ ଦେବା ଉଚିତ୍ ନୁହେଁ।
ଭାଇ ପୁରା 100ଠିକି
ଧନ୍ୟ ବାଦ
Sarpanch bi emiti vasana debani😂😂😂
😄😄😄
ଅସୁବିଧା କଣ
Andhabhkata nku bapa nka bhul kichi dekha jibani ..Kichi kahile bapa ragibe ghare bou puni pati Kariba ...Bapa nka against re kahilu tu kulangara😂
@@sunilkumarsahoo124 gote Tamil chora pandu ra kritadasa hele loka mane upadiki fingidele 😅😂
Choro gudako jail jibe 😁
chief minster କଂ ମୁହଁରେ ଏ ଭଷଣ ସୋଭା ପାଉନି.
Right
Matro gote khata kahibi manyabar nk pattanik dolore, jia v durniti karichi taku bhare kara haichi, bjd supriya tankoro parsanality history re achi aau ragivo madha.
Ye mukhyamantri nka bhasan nuhe,,ye heuchi AK mla election re ladhibaku jai jou bhasan dianti, ye se bhasan
Kichi na haunu ete bhasana 😅
କଣ ପାଟିରେ ନବୀନ ପରି ତାଲା ମାରିବସିବ ........ଓଡ଼ିଶା କୁ ଖାଇବେ ପଛେ
Ld.ପଛ କଥା ଗୁଡିକ ପୁନରାପୂର୍ତ୍ତି କରିବା ଆଦୁ ଗ୍ରହଣୀୟ ନୁହେଁ. ଯେହେତୁ ଆପଣ ବର୍ତମାନ cm. ରାଜ୍ୟର ରାଜା. ସ୍ଥିର ମସ୍ତିଷ୍କରେ କାମ କରିବା ନିହାତି ଆବଶ୍ୟକ.
ଯେତେବେଳେ ଆପଣଙ୍କୁ ଅଫର ମିଳିଥିଲା ବିଜୁ ଜନତା ତରଫରୁ, ଆପଣ ସେତେବେଳେ ମେଡ଼ିଆରେ ବାଇଟ ଦେବା କଥା. ଏବେ ଆପଣ ଏଈ ପଛ ବାର୍ତ୍ତା ଦେଲେ. ଲାଭ କଣ ହେବ. ଜନତା ଓଲଟି ପରିହାସ ଥଟା କରିବେ. କେବଳ ପାର୍ଟି ଲୋକ ଗ୍ରହଣ କରିବେ. କିନ୍ତୁ ଜନତା ନୁହେଁ.
ମୋ ମତରେ ଏବେ ପଛ ମନ୍ତ୍ୟବ ଦେବା ଠିକ ହେଲା ନାହିଁ.
ଭାଇ ଆମ cm ର ମୁଡ଼ ମାଡ଼ ହେଇଯାଇଛି
ଆମ cm ଏବେ କୋମାରେ ଆଉ କିଛି କୁହନା ନହେଲେ ଆମ ଓଡିଶା କଣ ହବ ଠିକି ନାହିଁ
Mantriy mandal pai a bipada janak mantaby
ଧନ୍ୟରେ ମୁଣ୍ଡରେ ବୁଦ୍ଧି ଟିକେ ବି ନାହିଁ ନହେଲେ ଏମିତି ଟିପ୍ପଣୀ କେହି ମୁଖ୍ୟମନ୍ତ୍ରୀ ଦେବାର ବିରଳ
😊😊😊😊😊😊
ରିମୋଟ. ଜୋର ଟିପା ହୋଇଛି
Samaya kahiba
Right
😅😅😂😂
Samaya kahidelani... au kete dekheyiba...Puri 4 duara khola au ta ababyabasta thu janapadilani.... Ethipain aame maguchu je Kota system uthao...nale duniya bhasijiba, au rahijiba ta Kota system.
Right....Remot Katha ta mana chhuigala...selut u
ବାହାସପଟ ବନ୍ଧକର
Amiti abhyas sarpancha belaru amiti bi rahiba😂😂
ମିଛ ବାହାସ୍ପଟ
ମୋହନ ମାଝି ଜଣେ ମୁଖ୍ୟମନ୍ତ୍ରୀ ହିସାବରେ ଯୋଉ ଗାରିମାରେ ରହିବା କଥା ସେଥିରୁ ବାହାରି ଗୋଟେ ସରପଞ୍ଚ ଭଳି ଟିପ୍ପଣୀ ଦେଉଛନ୍ତି ଓଡିଶା ପାଇଁ ନିଶ୍ଚିତ ଲଜ୍ୟା ଜନକ ଖବର. ଯଦି କିଛି ହୋଇଛି ସେ ଅନୁଭବ କରୁଛନ୍ତି ତାହାହେଲେ ସେ ଓଡିଶାର ଶାସନର ମୁଖ୍ୟ ହିସାବରେ ତଦନ୍ତ କରିବାକୁ ନିର୍ଦେଶ ଦବା ପୂର୍ବରୁ ଗଣମାଧ୍ୟମ ଆଗରେ ଶସ୍ତା ଭାଷଣ ମାରିବା ତାଙ୍କର କାର୍ଯ୍ୟ ଦକ୍ଷତା କେତେ ଜଣା ପଡୁଛି. ଆଜିକି 20 ଦିନ ହେଲଣି ଯୋଉ କାମ ସବୁ କରିଲେଣି ଖାଲି ଲୋକହସା ହବା କାମ କରୁଛନ୍ତି ନିଜର ପଦ ମର୍ଯ୍ୟଦାକୁ ମାଟିରେ ମିଶାଉଛନ୍ତି ଟାଉଟର ଗୋଲାମ ନେତାଙ୍କ ଭଳି
✅️ Right
ଆଉ ନବୀନ ବାବୁ ଓଡ଼ିଆ ନ କହି ଓଡ଼ିଆ ଙ୍କୁ ଘୃଣା କରୁଥିଲେ.
ଭାରି ଭଲ ଲାଗୁଥିଲା
@@anupdwivedy1177 ghruna karuthile odisha basi nka pain ate develop karinathante
Speech deba style ta pura Modi thu adopt heichi bodhe...😂
ନେତା ମାନଙ୍କ ଭିତରେ ମୋହନଙ୍କ ନମ୍ବର ୧୦୦ କି ଆହୁରି ତଳେ ରହିବେ।ତାଙ୍କୁ ଡରୁଥିଲା ବିଜେଡି।ସେତେବେଳେ ପାଟିରେ ତାଲା ପଡ଼ିଥିଲା? ଏବେ ଶାସନ ଗାଦି ପାଇଲା ପରେ, ଏକଥାର ସତ୍ୟତା କେତେ? ନା ଅହଙ୍କାର
ମୋହନଙ୍କ ଏ ଦୋଶ ହେଉଛି _ _ _ ପିମ୍ପୁଡି ପ୍ରକୃତି 5ବର୍ଷ ଅପେକ୍ଷା ।
Yes
Right.
ଏଇଟା ତୁମର ଭ୍ରମ
ଆଜିର CM ଆଦିବାସୀ କିନ୍ତୁ ସେ ଛଳନା କରନ୍ତିନି କି ଲୁଟନ୍ତି ନାହିଁ
ନବୀନ ବାବୁ ଯେତିକି ଓଡିଶା କୁ ଖୋଳ କରିଛନ୍ତି
ତାର 2 ଗୁଣ ଓଡିଶା ବାସୀଙ୍କ ଉନ୍ନତି କରିବେ
ଠିକ୍ କଥା
You are not eligible to be Chief Minister of Odisha. Why you are not telling when you are a M.A.L.
ତୁ peon ପାଇଁ ବି ଯୋଗ୍ୟ ନୁହଁ, but ବିଜେଡି କୁକୁର ହବ ପାଇଁ ଯୋଗ୍ୟ
@@RehanaMallik-xb7zf😂😂
@@RehanaMallik-xb7zf I think you are president of india 😆😆😆
Naveen's kukuro spotted 😁🫣
You deserve a pakistan pm
ରାଜନୀତି କର ଆମ ରାଜ୍ୟର ତ ଉନ୍ନତି କର ବୁଲେଟ ଟ୍ରେନ ଅlଣ ଆମେ ଟିକେ ଜାପାନ ଦେଶ ପରି ବୁଳିବୁ ❤❤❤ କଟାକ୍ଷ କରିଲେ ହେବନି.....😅😅
Mohan Babu tume CM hela pare bi birodhi dalara neta vali political speech deucha. Nijara lable ta dekha CM
Handia p dele sarila ....
ଆରେ ସେତ ଗୋଟେ କୁକୁର ଲାଞ୍ଜ ତାକୁ ନଳା ପୁରେଇ ସିଧା କଲେ କୋଉ ହେବ
Sir setebele kahibar thila
Odisha re jete vidhayak achhanti sabu tharu sasta aama CM
😊😊😊😊😊😊😊😊😊
Mohan Babu au thare election heba bhalia laguchhi aapanka bhasanaru ,nija padara ta garima rakhantu
ମୁଖ୍ୟମନ୍ତ୍ରୀ ହେବାପରେ ବାବୁଙ୍କର ଗର୍ବ ଓ ଅହଂକାର ବହୁତ ବଢିଗଲା କିନ୍ତୁ ଗୋଟିଏ କଥା ମନେ ରଖିବା ଉଚିତ ଏ ଗର୍ବ ଅହଂକାର ବେଶୀ ଦିନ ପାଇଁ ନୁହଁ
ରାଜାଙ୍କ 42କୋଟି ବ୍ରିଜ ଦୁର୍ନୀତି ଠାରୁ ତଦନ୍ତ ଆରମ୍ଭ କରା ଯାଉ 🎉
Baijayanta panda nka ra electric Bill seta bii tadanta kara jiba darkar.....
Bjp heu ki bjd ki congress samasta nko kamo kemiti dekhi ki tadanta kara jiba kotha kichhi bjp leaders criminal nku jail ru baharo karanti au election re candidate v personal experience Sethi pain mu vote hi deini 2 thoro
Mohan babu odissa cm,?
No
Cm pari laguna apana language education bahut kam sarpanch b ameti bhasana kete bhala deba.odisha ra bhagaya pura durbhaagya 😂jay jaganath 🙏🏻
Bjp ra bahut graba heigalani😂😂😂😂mukhay mantri nuha mrukha mantri
Thik kahicha Bhai .
I am a proudest Odia but I don't know before few days who is mohan Majhi please don't through as Narendra modi. be humble because you're an Odia not a nonsense Gujurati
Correct
Nonsense gujarati mane ete ghruna kanhiki
Kan Mane, jiye corruption karichanti dhara ta padibe na.
@@sandeeprout3324 Gujarati means not MK Gandhi not Sardar Ballabbhai Patel Gujarati means whos are spread hate in our Country for self interest.
@@parikshitsamal1025 koi hate spread nahi kar raha ye apki soch hogi asli hate peaceful community wale spread karte hain
Chief minister should not say like this. This is very below standard statement. It is clear mohan majhi was doing secret deal with bjd. Same thing would happen if bjd would have come to power.
Right
She Kote Bala mukhyamantri😂😂 mg kn janichi odisha disaware
Nai paa kitchi janini
Tu first thik se comment lekhiba shik 😂😅
BJD ନେତା ଏବେ ପତିଖୋଲୁଛ ଆଗରୁ ସିଲେଇ ହୋଇଥିଲକି ପାଣ୍ଡୁ ବିରୋଧରେ ପତିଖୋଲିଥିଲେ ତୁମର ଏହି ଅବସ୍ଥା ହୋଇ ନଥାନ୍ତା ପଣ୍ଡିଆନ ପାଖରେ ମୂଷା ହୋଇଯାଇଛ ଘଟଣା କଣ
ଧନ୍ୟ ବାଦ
ତୁମକୁ ନବୀନ ସରକାର ଡରୁଥିଲେ ଆଉ କାହାକୁ ନୁହଁ , ଏ କଥା ମୋହନ ମାଝୀ ଙ୍କ ଠିକ୍ ନୁହେଁ
Kou dino dilhi ru gote ph aasibo aau kursi aau no thibo 😂😂😂😂😂
Mohanmajhi.gote.cm.na.birodhidalaneta.tankarabaktabya.valarerakhantu
Naveen sir nka bhali hei paribeni apana naveen sir ama Odisha basi nka gourav thile🙏🙏🙏
ନବୀନ ବାବୁ ଙ୍କୁ ତମ ଆଡେ ଭୋଟ କାଇଁ ଦେଲେନି
ମାଝୀ ଠିକ୍ କହିଛନ୍ତି ଭାଈ ବିଜେଡ଼ି ରେ ସବୁ ଚୁର ଥିଲେ ତ ସେ ଥିପାଇଁ ସେମାନେ ଏବେ ମୋହନ କୁ ଡରୁଛନ୍ତି ମାଝୀ ବାବୁ ଏବେ ମାଡିଚାଲ
ଭାଇ ଏଇ କଣ ଆମ cm ଭାଷଣ
@@santoshsara2852ପିମ୍ପୁଡ଼ି ହୁଙ୍କା ଉପରକୁ ଉଠି ଗଲା। ସ୍ଵର୍ଗ ଭଳି ଲାଗୁଛି।
@@santoshsara2852 ଵେଳେବଳେ ଏମିତି ବିଭାସଣ କରିବାକୁ ହେବ
ଓଡ଼ିଶା ବାସୀ bjp କୁ ଭୋଟ ଦେଇଛି ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି କୁ ନୁହଁ।
ବର୍ତ୍ତମାନ୍ ଯଦି ମୁଖ୍ୟମନ୍ତ୍ରୀ ହେଉଛି କେବେ bjp ଦଳ ଇଚ୍ଛାରେ । ଓଡିଶା ବାସୀ ଇଚ୍ଛା ରେ ନୁହଁ
ଧନ୍ୟ ବାଦ
Right
ଆବେ ଟ୍ରାଫିକ ପୋଲିସ ତୁ କଣ କହୁଛୁ
suniparunu ki...😅
ବାବୁ ଗାଲୁଆ ମୁଖ୍ୟମନ୍ତ୍ରୀ
Feku raj start
Kuchh jyada hi Kah diya😂
बीजेपी स्बुबेले bjd ठु सहज्य neichi नवीन बाबू जिंदाबाद🎉
ବଣର ରାଜା ସିଂହ ଆଉ ଯଦି ଅନ୍ୟ ଜନ୍ତୁ ରାଜା କରା ଯାଏ ଅବସ୍ଥା ଯହା ହବ😊
Nila barna shrugal
Pandu hoethile kushi hoethantu na
Now many BJP workers thought as All C.M.of Odisha
ଠିକ କହିଲେ, ସତ କଥା ଆଗକୁ ବହୁତ କିଛି ଅଛି,, ଜୟ ଶ୍ରୀ ଜଗନ୍ନାଥ , ଜୟ ଶ୍ରୀ ରାମ.,
Now char sarakar
ଏ ହେଉଛି ଆମ ଓଡ଼ିଆ ଅସ୍ମିତା ...ଯିଏ ଭାତ ମାଗୁଥିବ ଆମେ ତାକୁ ଭାତ ହାଣ୍ଡି ଦେବା ଯଦି ଏପରି ଅବସ୍ଥା ହେବ😂😂😂 . ମୁଖ୍ୟ ମନ୍ତ୍ରୀ ହେଲଣି ନିଜର କ୍ୱାଲିଟି ମେଣ୍ଟନ କର ଟିକେ ନମ୍ର ହୁଅ ଟିକେ ଥଣ୍ଡା ହୁଅ ...ସବୁ ପାଇଲାପରେ ବି ଅଶାନ୍ତ ଉଗ୍ର ଏ ପ୍ରକୁତି ସଭା ପାଉନି ଆପଣଂକୁ...କେନ୍ଦୁଝର କୁ ନୋ୧ କର କି ୨କର କିନ୍ତୁ ନିଜର ସ୍ଵଭାଵ ଚେଞ୍ଜ କର 🙏
ଧନ୍ୟ ବାଦ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ମୁଁ ଏତେ କମେଣ୍ଟ ଦେଖିଲି ହେଲେ ଏ କାମେଣ୍ଟ ମତେ ବହୁତ୍ ଭଲ ଲାଗିଲା ❤❤❤❤❤❤❤ ଜୟ ଜଗନ୍ନାଥ ଜୟ ନବୀନ ଜୟ ଓଡିଶା
Now drama begins letus see.
ମୁଖ୍ୟମନ୍ତ୍ରୀ ମାପି ଚୁପୀ ଏକ ପୋଖତ ନେତା ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ହିସାବରେ ବକ୍ତବ୍ୟ ରଖିବା କଥା।
Sir employment kebe debe seita ta kuha
ତୁ ଜେଲ୍ ଯିବାପାଇଁ ପ୍ରସ୍ତୁତ ରହ
A bjp cm michuya ta dha tauturiya ta
Like nuha cm mohan Charan majhi wait 6 month Anya c.m deba bjp party
Tame kemiti janila ho
Tame tahale next CM
Cm sir speach nuhe kama re dekhantu. Odisha loka dekhibe
ମୋହନ ବାବୁ ଏବେ ଠାରୁ ବାଉଳା ଚାଉଳା ହେଲେ ଆଗକୁ ଆହୁରି କେତେ କଣ ଅଛି
Sata kahile samastankun badhe.......jaha sata se kebebi luchi ruheni
Clear different
Dear CM sir agaru kahu nathile kahithile loka believe karithante abe gapa laguchi
Pratap dev sir ekdm thik khi chanti 🙏🙏🙏🙏🙏
Cm jana nahi kahu kahu khidele 😅😅😅😅😅😅😅
ତମେ ବିଜେଡି ଵାଲା ମହା ଗାଲୁଆ ... ଆଉ କଥା ସବୁବେଳେ କୁହ ସେଇଟା ହେଲା ଦୁର୍ଭାଗ୍ୟଜନକ.. ଲେଲିନ ମହାନ୍ତି, ସସ୍ମିତ ପାତ୍ର, ପ୍ରତାପ ଦେବ.. ବର୍ତମାନ ଆମ ଓଡିଶା ର ମୁଖ୍ୟମନ୍ତ୍ରୀ ଯଉ କଥା କହୁଛନ୍ତି ସତ କି ମିଛ..
ଏ ଭାଷଣ ମାଝି ଦେଉଚି ନା bjd ବେ,chinhichu ହାରାମି
ଠିକ୍ ଭୁଲ janiparunu
ନବୀନ ଏମିତି ରହିଛନ୍ତି koudina ୨୪ ବର୍ଷରେ
୨୪ ଦିନ b ହୋଇନି
ବଳୁଆ BJP ଚିଁହିଚୁ
ତୁ ମୂର୍ଖ କୁ ତୋ ମୁଖ୍ୟବି ପୁରା ମୂର୍ଖ। ଏଇଟା bjp ର ଭାଷଣ ହେଇଥିଲେ ଗୋଟେ ପ୍ରକାର ଏଇଟା ଜଣେ ମୂଖ୍ୟମନ୍ତ୍ରୀଙ୍କର ଭାଷଣ ଅଶୋଭନୀୟ ଭାଷଣ ତୁ କେତେ ଦିନର ପିଲା ନା ବୁଢ଼ା ଯେ ଜାଣିପାରିବୁ।
ସବୁ ମାୟା ରେ ବାଆଁ 🎉🎉🎉🎉
Mohan Bhai jindabad jindabad jindabad jindabad jindabad jindabad jindabad jindabad jindabad jindabad jindabad jindabad 👍🪷🙏💐🪷🪷
Sir ସମସ୍ତ ଙ୍କୁ ଜଣା ଅଛି ଜାଗା ଅନୁସାରେ ଜ୍ଞାନ ମିଳେ ଯେମିତି କି ବିଜେପି ଚୁଗୁଲିଆ ତେଣୁ ତ୍ରିଦେବ ଆସି ମିଶିଲେ ଭି ଚୁଗୁଲୀ କରିବେ 100% ଗେରେଣ୍ଟି 😩😞
Benga petare kana Ghia mileiba
This kind of arrogant and strict CM is needed at this time.....to solve odisha problem...
Orissa c m mohana majhi ji .barataman jeua katha kauachhanti sampuran bhula Karan jetebele biradhidalara thile setebele aeekathata kanapaee uathaelenahi.
Majhi Babu dam achhi jadi,odishaku manyata debapai tumar guruku abedan Kar,tumar odishare record ,Amar hoi rahiba,mithya prolabhan karibapai chests karanahi ,modi jaha pratisuti deichhanti taha puran kar
Jay Naveen pattnayak Jay Bjd ❤❤❤
ଜୟ ଜଗନ୍ନାଥ ଜୟ ନବୀନ ପଟ୍ଟନାୟକ ଜୟ ଓଡିଶା
Pratap Deb ଏକଦମ୍ right 👍 କଥା କହିଛନ୍ତି, କି ଆପଣଙ୍କୁ ଯେତେବେଳେ ସିଏ ପ୍ରଲୋଭନ ଦେଖାଇଥିଲେ ସେତେ ବେଳେ କହିଥାନ୍ତେ ପ୍ରତାପ ଦେବଙ୍କ କଥା ଏକଦମ୍ right 👍👍
Right...
CM nuhan ta jemiti jane opposition party bhalia laguchhnti.
ଯାହାକୁ ଜଣେ Sub inspector ଦରେକି ରଖୁଥିଲା ସେ ଆଜି CM ହେଲା ପରେ ପାଟିରୁ ଭାଷଣ ବାହାରୁଛି,
Awaj har time aka he hay news dekha
Chief Minister voice re kathabarta karantu not ward member, apanankar vasa lajya laguchhi,Navin Pattnaik tharu kichhi sikha CM mahasaya
420 କଥା ର ଭି ଗୋଟେ ସୀମା ଅଚ୍ଛି ଆଉ କହିଲା ଵାଲା ର କ୍ୱାଲିଟି କୁ ସାରା ଓଡିଶା ବାସି ଜାଣିଛନ୍ତି, ଲାଗୁଚି ଏବେ ଏବେ ଆସୁ ଆସୁ ନିଜର ବିନାଶ କାଳେ ବିପରୀତ ବୁଦ୍ଧି
ସତ କୁହାଯାଏ ସମୟ ସତକୁ ଯେତେବେଳେ ଗ୍ରହଣ କରେ। ହୁଏତ ଏଇଟା ଠିକ ସମୟ।
ଜଗା ଅଛି ଚଉ ବାହାକୁ ,,, ମାଡ଼ିଚାଲ
Thik katha
ହସ ଲାଗୁଛି ମୁଖ୍ୟମନ୍ତ୍ରୀ ଙ୍କ ଭାଷଣ ଶୁଣିଲାବେଳକୁ
Deb Sir pointed out that Prime Minister Narendra Modi had on the floor of Parliament lauded Odisha for being at the forefront of implementing the reforms in the mining sector. The PM had also asked other states to learn cooperative federalism from Odisha, the BJD legislator said
Mohan is full unfit to CM.He is a proud man.
ବାଳ
ତମେ ନବୀନ ପଟ୍ଟନାୟକ ଙ୍କ ବାଳ କୁ ସରି ହବନି
Anya Lokanku badhuchhi kahniki
CM mines bisayare bahut bhalse janichhanti
Au kana magana re kendujhar loka chari chari thara MLA karichhanti
Jay Naveen Jay BJD
Mahan majhi kebe cm hoi n thile,cm hele Garba karibe,5years bhitare cm ra patamilibani,Naveen pattnaik 24years bhitare emiti na thile
ପ୍ରତାପ ଦେବ ଟ୍ରାଫିକ ନିୟନ୍ତ୍ରଣ କରନ୍ତୁ। ତୁକରୁଥିବା କାମ କେତେ ଗ୍ରହଣ ଯୋଗ୍ଯ ପାଣ୍ଡଡିଆର ତୁ====
ପ୍ରତାପ ଦେବ ଟ୍ରାଫିକ୍ କରିବା କଥା
ସେ ଆଗ ବନ୍ଧା ହେବ
Dhanya re .Odisha chora nka pakharu asi tautar nka hatare padigala re . Khali bhasan mara mahir .
ଆରେ ପ୍ରତାପ ଦେବ ବାଲି ଚୋର ତୁ କଣ କହୁଚୁ
ଆପଣ ଧର୍ମ ରେ ଅଛନ୍ତି ମୋହନ sir, ଅଧର୍ମ ର ଧ୍ବଂସ ହେବ, ଆପଣ ଙ୍କୁ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ସ୍ୱାମୀ ବହୁତ ବହୁତ ବହୁତ ଭଲରେ ରଖନ୍ତୁ
Majhi Babu kai sete bede kahileni ebe kahu chhanti ete din parjanta silent thile kemiti
ଗୋଟେ ଗାଁ ର word ମେମ୍ବର ବି ଏମିତି ଭାଷଣ ମାରିବନି ଏତେ ଶସ୍ତା ଭାଷଣ ନ କରିବା ଭଲ କାରଣ ଜଣେ ମୁଖ୍ୟମନ୍ତ୍ରୀ ଏମିତି ଭାଷଣ କି କା ବିରୋଧ ରେ ଭାଷଣ ଦେବା ଶୋଭା ପାଉନି, ଓଡିଶା ବାସୀ ଏମିତି ହୀନ ମୁଖ୍ୟମନ୍ତ୍ରୀ ବିଜେପି ଓଡିଶା କୁ ଦେବ ବୋଲି ଆଶା କରି ନଥିଲେ
ପ୍ରତାପ ଦେବ ତୁ କିଏବେ ମୂଖ୍ୟ ମନ୍ତ୍ରୀ ଙ୍କୁ କହିବାକୁ ଜଣାପଡୁଛି ତ ___ ପୁଡ଼ିବା ଆରମ୍ଭ ହୋଇ ଗଲାଣି 😅😅
ନନ୍ଦିଘୋଷ ଚନ୍ନେଲ ପଇସା ଖିଆ , ଭଡ଼ା ଟିଆ ବୋଲି ଲୋକେ ଭାବୁଥିଲେ
ହେଲେ ସେ ଏବେ ନିଜେ ନିଜେ ଗଣ ମଧ୍ୟରେ ଜଣା ଉଛି
ଏଇ ନୂଆଁ ମୁଖ୍ୟ ମନ୍ତ୍ରୀ ଜଉ ଭଳି ଭାବରେ ନିଜ କୁ ନିଜ ଗର୍ବ କରୁଛି ଆର ଗର୍ବ ବେଶୀ ଦିନ ରହିବନି କାରଣ ଇ ଏ ପରା ରିମୋଟ କଣ୍ଟ୍ରୋଲ ରେ ଚାଲିଛି ଲାଜ ଟିକେ ଲାଗୁନି ନବୀନ ବାବୁ ଏମିତି କହିବାକୁ ନବୀନ ବାବୁ ସବୁ ବେଳେ ଆମ ଓଡ଼ିଶା ର ସାଢେ଼ ଚାରି କୋଟି ଓଡ଼ିଆ ଲୋକ ଙ୍କ ରାଜା ଥିଲେ ଅଛନ୍ତି ଆଉ ରହି ଥିବେ ସାରା ଜୀବନ ପାଇଁ ଜୟ ବିଜେଡି ଜୟ ନବୀନ ପଟ୍ଟନାୟକ ଜୟ ଶଙ୍ଖ
Tui sabu khani khadan adani au Ambani Thane biki Debu Hetir Lagi Trabal GM kheli chhan Rimot bale Majhi babu