ଛୁଟି ଦିନରେ ଅଧିକାରୀଙ୍କୁ ଏମିତି କାହିଁକି ଡାକିଲେ ବିଧାୟକ, ସମସ୍ତଙ୍କୁ ନିଜ ଫୋନ୍ ନମ୍ବର ଦେଇ ଦେଲେ ଚେତାବନୀ...
ฝัง
- เผยแพร่เมื่อ 22 มิ.ย. 2024
- Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/OdishaBhaskar
OUR WEBSITE - odishabhaskar.com/
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#OdishaBhaskar #Dhenkanal #BibhutiBhusanPradhan #MLA #Odisha
ଧନ୍ୟବାଦ ଭାଇଙ୍କୁ, ଆପଣଙ୍କର ଏ ପ୍ରକାର ନିଷ୍ପତିପାଇଁ ମୁଁ ଯେ କେତେ ଖୁସି ତାହା ଭାଷାରେ ବର୍ଣନା କରିପାରୁନି, ମୋର ବିଶ୍ୱାସ ଜନସାଧାରଣଙ୍କର ଭଲପାଇବା ଆପଣଙ୍କୁ ନିଶ୍ଚୟ କର୍ମର ପ୍ରେରଣା ଦେବ 🌹ଜୟ ଜଗନ୍ନାଥ 🙏🙏🙏
ବହୁତ ଭଲ ନିଷ୍ପତି ସାର 🙏ଜୟ ଶ୍ରୀରାମ 🙏
ଗରିବ ଲୋକଙ୍କୁ ଏ ପର୍ଯ୍ୟନ୍ତ ପକ୍କାଘର ମିଳିନାହିଁ। ପ୍ରଥମେ ସେମାନଙ୍କ ପାଖକୁ ଯାଇ ଅନୁସନ୍ଧାନ କର
ଆରେ ବା ଏମିତି ବିଧାୟକ ସବୁ ବ୍ଲକରେ ଦର କାର
ଏମାନଙ୍କୁ ଫୋନ ନମ୍ବର ଦେଲେ କଣ ହବ ପବ୍ଲିକ କୁ ଦିଆଯାଉ ନମ୍ବର ଯେମିତି ଅଭିଯୋଗ କରିହେବ
ନିର୍ବାଚନ ମଣ୍ଡଳୀ ରେ ସମସ୍ତ ଙ୍କ ପାଖରେ ତାଙ୍କ ଫୋନ ନମ୍ବର ଅଛି
ବିଭୂତି ଭାଇ ✌️💪💪💪
ପ୍ରତି ବ୍ଲକ ରେ ଏମିତି ହବା ନିହାତି ଦରକାର, ବହୁତ୍ ଭଲ କାମ sir 🙏 🙏
ବହୁତ ଭଲ ନିଷ୍ପତ୍ତି 🙏ଜୟ ଜଗନ୍ନାଥ
Thank you sir
Highly appreciated MLA...BELOVED PRADHAN JI. .
Good କିନ୍ତୁ ବ୍ଲକ କର୍ମଚାରୀ ଙ୍କୁ ଗୋଟେ ଛାଟ ରଖନ୍ତୁ
Very nice decision of MLA.Follow his steps.
ବହୁତ ଖୁସି
ବୋହୁତ ବୋହୁତ ସୁନ୍ଦର ପଦକ୍ଷପ ଭାଇ 🙏🙏🙏🙏🙏🙏🙏
Bahut ଭଲ ସାର୍
ଅଭିନନ୍ଦନ ବିଧାୟକ ଶ୍ରୀ ବିଭୁତି ପ୍ରଧାନ ମହାଶୟ. ଅତି ସୁନ୍ଦର ପ୍ରସ୍ତାବ. ସବୁ ଅଫିସରଙ୍କୁ ଡକାଇ ଉତ୍ତମ ପ୍ରସ୍ତାବ ଦେଇଥିବରୁ ସ୍ୱାଗତ ଯୋଗ୍ୟ. କିନ୍ତୁ ଗୋଟିଏ କଥା ସେହି ଅଫିସର ମାନେ ଅତୀତରେ କେବଳ ନିର୍ଦିଷ୍ଟ ଦଳୀୟ କର୍ମୀ ଓ ସମର୍ଥକଙ୍କ ପାଇଁ ବେନିୟମ ଭାବରେ କାର୍ଯ୍ୟକ୍ରମ କରି ଥିବାର ଦୃଷ୍ଟାନ୍ତ ରହିଛି. ବର୍ତ୍ତମାନ ଜେଉଁ ମାନେ ଜ୍ୟୋଗ୍ୟହିତାଧିକାରୀ ସେମାନଙ୍କୁ ଅଗ୍ରାଧିକାର ଭିତରେ ସରକାରଙ୍କ ସହାୟତା ମିଳୁ. ଅତୀତରେ ଯେତେ ବେନିୟମ ହିତାଧିକାରୀଙ୍କ ନାମ ରଦ କରାଯାଉ.
🙏🏾🙏🏾🙏🏾
ଏହି ଭଳି ବିଧାୟକ ହବାଦରକାରେଧନବାଦେ
ବହୁତ ବଢିଆ 🙏🙏🙏
ସବୁ ବ୍ଲକ କୁ ଜାନ୍ତୁ , ପାଞ୍ଚାୟତ କର୍ମଚାରୀ ମାନକୁ ହୋଇରାଣ କରୁଛନ୍ତି ବ୍ଲକ ଷ୍ଷ୍ଟାଫ
Good step
Thank you, Sir
Right Done Sir,Go up
Jai ho BJP MLA
Bibhuti Bhai Good person....
ଚବିଶି ବର୍ଷ ହେଲା ବି. ଜେ. ଡ଼ି, ଶାସନ ରେ ମନ ମୁଖି ଚଲାଇ ଥିଲେ, ବହୁତ କମେଇ ଛନ୍ତି, ଏଣିକି ଜନସେବା ଟିକେ କର ,
Excellent❤
Ty bhai
ବହୁଡ ଭଲ ସଆର୍
Jaya sreeram Jay Bibhuti bhai
Right 👍
Good step🙏
ସବୁ ସରକାରୀ କର୍ମଚାରୀ ଙ୍କୁ ତ ଟ୍ରାନ୍ସଫର କରନ୍ତୁ, ପ୍ରଥମ kam
Bahut. Bahut. Dhanyabad.
After 24yrs Now odisha people will the enjoying real democracy which will served by their selected MLA&MP, not ruled by the officers.❤
Thanks bhai
Thanks 🙏🙏🙏🙏👍. Sir
Very nice disistion thanks 🙏🙏🙏 Jay shree Ram
Love you sir
Perhaps BJP is forgetting that 70% ballot votes who are govt employees voted in favour of them.
So what???
So what means... holiday is needed...u can do these things in working days@@ganeshprasadsarangi8489
So what???????
Tamane kn tanku free chhadiba
Thank you Bhai
Bidhayaka bhainku bahut bahut dhanyabad .
ଦୁନତି ନ କରିବା ପାଇଁ ଶପଥ କରଇ ଥିଲେ ସାଧାରଣ ଲୋକେ ଖୁସି ହେଇଥାନ୍ତେ
God bless you bhai
Ty ty ଭାଇ 🙏🙏🙏🙏🙏
Bibhuti.bhai.MLA.nku.Dhanyabad.bhala.katha.kahile.Vande.Utkal.Janani
Good decission sir
Very good sir
Bibhuti Bhai very wiseful dessision you have taken.
I am happy for your disition
VariGood
Very good sir 👏
Good job Sir
Bhala katha
Very good 🎉🎉🎉❤❤
Jay jagannatha 🙏🏼
Bahut bhala kharichanti sir
ହେରା ଛୁଟି ଦିନରେ କିରା ଯାଉଛ ହେ ଭାଇନା ଦୁର୍ନୀତିଗ୍ରସ୍ତ ନେତୃବର୍ଗଂକୁ ପାନେ ଦେବାପାଇଁ🎉
Ases dhanyabad
Very. Good. Bhai
❤❤❤❤❤❤
Right sir
🙏
Request to bhaskar, please visit this block village road and report in rainy season 😂... very critical to move in bike or car in maximum village... hoping this govt. Look into this
After many decades it was discovered that the real power lies with the Representative of public (MLA&MP's)
Emiti mla darkar sabu block re Jay hind
💯💯💯💯✅
🙏👍❤
ଏମାନେ ଭିତିରିଆ ଖାଇ ଖାଇ ଅଭ୍ୟାସ ରେ ପରିବର୍ତ୍ତନ କରିଥିବା ବୁଦ୍ଧି କୁ କିପରି ଛାଡ଼ିବେ।ସବୁ ମୁହଁ ଦେଖଣିଆ।ନୂଆ ନୂଆ ଏପରି ସବୁ କରନ୍ତି କେତେ ଦିନ ଗଲା ପରେ ଏଇ ମିଡ଼ିଆ ଭାଇ ମାନେ କହିବେ, ,, ରାସ୍ତା ନାହିଁ, ଗରିବ ଲୋକଙ୍କୁ ଘର ନାହିଁ ଏବଂ ଚାରିଆଡ଼େ କିଛି ସୁବିଧା ସରକାର କରିଲେ ନାହିଁ।
Right
Supper decision
Good
Good 👍
କୋଉ ବାଳ କୁ ଛୁଟି ଦିନ ରେ ଡାକୁଛ ଡ଼ିଉଟି ରେ ତାହାଲେ କୋଉ ବାଳ କୁ ଛୁଟି ହଉଚି
Good👍👍
ମିଛୁଆ, ଚୋର, ଟାଉଟର ଲାଞ୍ଚୁଆମାନେ ଡରନ୍ତି
Sabas
ଭଲ ପଦକ୍ଷେପ।
Beautiful
Ok
OK❤❤❤❤❤❤
Good decision
Bibhuti bhai 🎉🎉
Bahut val kam
K it up
Bibhuti bhai great work
Jai. Seram. Gud. Action
GoodMLA
Good steap bhai
Very good 👌🏻🕺🏻
good very good
Bibhuti bhai Namskar
Good job sir jay sri ram
🎉
Only administration change
Keonjhar -Dhenkanal connective road via kankadahad- Kaliahata
Meeting over without any development planning & road map.
300 unit electric bill chada
3000 bhatta tanka kuade gala
Double engine kuha
Wait Bhai aga Alia safa heu
Good.... Thank you... Amiti hin heba darkar....
Hmm proti mla sir mohodoyo amiti hoba dorkar
Good Jay shree Ram