Pyari Can form Government With The Support Of Congress | EP 27 | Podcast With Nihar Ranjan Mahananda
ฝัง
- เผยแพร่เมื่อ 17 ต.ค. 2024
- କଂଗ୍ରେସ ସମର୍ଥନରେ ପ୍ୟାରୀ ଗଢିଥାନ୍ତେ ସରକାର, ବିଦା ହୋଇଥାନ୍ତେ ନବୀନ !!!!!
#ArgusDigital #arguspodcast #arguspodcastwithsangram #SangramwithArgus #KichiKathaKichiBarta #Niharranjanmahananda #attabira #InterviewWithNiharRanjanMahananda
01:37 - Intro
03:09 - ବିଜେପିର ବିଧାୟକ ହେବା ଏବଂ କଂଗ୍ରେସର ବିଧାୟକ ହେବା ଭିତରେ କେତେ ଫରକ ?
03:34 - ମୋଦିଙ୍କୁ ପାଖରେ ଦେଖିବାର ଅନୁଭୂତି କେମିତି ଥିଲା ?
04:08 - କାମ କରୁଥିବା ଲୋକଙ୍କୁ କଂଗ୍ରେସ ଦଳ ଗୁରୁତ୍ୱ ଦିଏ ନାହିଁ !
06:26 - ସ୍ନେହାଙ୍ଗିନୀଙ୍କ ପଦେ କଥା, ଦଳ ଛାଡ଼ିବେ ହଜାର ନେତା !
08:21 - 'ଚାଷୀଙ୍କ ଲାଗି ମୁଁ ଲଢେଇ କରିଛି'
09:32 - 'ଲୁଲୁ ମହାପାତ୍ର ମୋ ରାଜନୀତିକ ଗୁରୁ'
12:26 - ' ବରପାଲି କଲେଜରେ ମୁଁ ୧୧ ଭୋଟରେ ନିର୍ବାଚନ ହାରିଯାଇଥିଲି '
16:17 - ' ପୂର୍ବ ସରକାର ପଶ୍ଚିମ ଓଡିଶା ପ୍ରତି ଅନ୍ୟାୟ କରିଥିଲେ '
20:20 - ' ମୁଁ ଶିବଙ୍କ ଉପାସକ '
Follow us on Instagram :
/ argustvdigital
Argus Digital is yet another initiative by Argus News to cater for the ever expanding needs and interests of viewers. The new digital channel will be in addition to the existing social media handles. The intent is to create more bandwidth at our end so that we can give you more information, videos, packages, among other things.
ଚାଞ୍ଚଲ୍ୟକର ତଥ୍ୟ, ଦୋହଲିଯିବ ଓଡ଼ିଶା! Why Pyari Mohan's Midnight Plan Against Naveen Patnaik Failed | EP 28 | Argus Podcast
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNew...
Android App: bit.ly/ArgusNew...
Live TV: argusnews.in/l...
Facebook: / argustvdigital
TH-cam- / @argusdigital.official
Instagram: / argustvdigital
ସଂଗ୍ରାମ ବାବୁ ଆପଣଙ୍କ ଉପସ୍ଥାପନ ଖୁବ ସୁନ୍ଦର
Bastabik alochana HrudYasparsi
ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନିହାର ମହାନନ୍ଦ ଆଜ୍ଞା ଧନ୍ୟବାଦ ଯେ ଆପଣ ସମ୍ବଲପୁରୀ/କୋସଲି ଭାଷା ରେ ଉତ୍ତର ଦେଉଛନ୍ ।
Mo Banda koshali
Behave properly @@sasimsuman5277
Tor mar puit maghya@@sasimsuman5277
@@sasimsuman5277Mor baand odia
@@sasimsuman5277koshli to ghare gehu6i ki
ଜୟ ଶ୍ରୀ ରାମ
Mr. Sangram ur podcast programme is highly praiseworthy. Carry on most welcome.
ସମ୍ମାନୀୟ ନିହାର ମହାନନ୍ଦ ନିଜର ମାତୃଭାଷା କୋଶଳୀ ଭାଷାକୁ ନିଜର କଥା ରେ ବ୍ଯବହାର କରିବା ପାଇଁ ଧନ୍ୟବାଦ। ଆମେ ପୁରୀର ଲୋକ ହେଲେ ମଧ୍ୟ ସବୁ ଭାଷାଗୁଡିକ ଆମ ରାଜ୍ଯର ଅଳଙ୍କାର।
Apana Puri loka nuha Kai micha kahuchanti
କିଛି ଲୁଚେଇବାକୁ ନାହିଁ ଏହା ନିହାର ମହାନନ୍ଦ । ସାକ୍ଷାତକାର ଟା ଭଲ ଲାଗଲା
ଜୟ ଶ୍ରୀରାମ ବହୁତ ବଢିଆ କାର୍ଯ୍ୟକ୍ରମ
The interview appeared very informal. Should be liked by all.
ସଂଗ୍ରାମ ବାବୁ ଆପଣଙ୍କ ଉପସ୍ଥାପନ ଖୁବ୍ ସୁନ୍ଦର
କୋଶଳୀ ଭାଷା ରେ କଥା ସୁନିକରି ବହୁତ୍ ବଢିଆ ଲଗଲା ଦାଦା 👍👍
Mu Banda backward kosali
@@sasimsuman5277Tui maghya kukur bhu bhu karutha
@@sasimsuman5277 tor pudi gihemi
To number tike de re bhai@@sasimsuman5277
ବହୁତ୍ ବଢିଆ ଜୟ ଜଗନ୍ନାଥ
Well, that's my father's podcast. Never knew that he has groomed himself so much from a student- leader to people's- voice ! It was amusing, till he talked bout me and I had (happy) tears somewhere 1.45K kms away from HOME!❤
Mahanand.........all ways Hero
Leadership quality of a people is called political leader. Your father is so much seasoned with the people of Attabira. He knows well what was the demand of Attabira...??? He wants to be the voice of Attabira and Achieved .... handsomely.
🕉🌹ଅତି ସୁନ୍ଦର ଜୟ ହୋ ଜୟ ହୋ ରାଧେ ରାଧେ 🌹🙏🙏🙏🙏🙏
ଅତି ସୁନ୍ଦର କାର୍ଯ୍ୟକ୍ରମ... ଧନ୍ୟବାଦ ସଂଗ୍ରାମ ବାବୁ
ଖୁବ ଭଲ ଲାଗିଲା, ସ୍ପଷ୍ଟବାଦୀ ନେତା, ଧନ୍ୟବାଦ l
ସଂଗ୍ରାମ ବାବୁ ଉପସ୍ଥାପନା ଶୈଳୀ ଉଚ୍ଚକୋଟୀର, ପ୍ରସଙ୍ଗ ଭିତ୍ତିକ, ଅତିଥି ଙ୍କ ସହ ବାର୍ତ୍ତାଳାପ ମାର୍ଜିତ ଓ ସଂପୂର୍ଣ୍ଣ।
ଏଥିରୁ ଜଣପଡିଲା କି ଲୁଲୁ ମହାପାତ୍ର ଓଡ଼ିଶା ରାଜନୀତି ର ଏକ ଅଭିନ୍ନ ଅଙ୍ଗ❤
କୋଉଠି ନା କୋଉଠି ତାଙ୍କ ରାଜନୀତି ଗୋଟି ଚାଳନା different 😢
Miss you Lulu Mohapatra's politics .
ଆଜି ଥିଲେ ବୋଧେ ସେ କଂଗ୍ରେସ୍ ତାଙ୍କୁ daito ଦେଇଥିଲେ ବୋଧେ ଆଜି କଂଗ୍ରେସ ର ସ୍ଥିତି କିଛି ଅଲଗା ଥାଆନ୍ତା😢
Correct 💯
Congress bahut apman karichi Lulu vai nka prati
Se jane gunda thila aau gunda tiari karkhana ra mallika thila
ବାଃ
ସାବାସ୍ ସାହାସିକତା
ବହୁତ ବଢିଆ
We watch u since ETV Odia news nd now in Argus podcast...
One of the best ever interviewer.....
ଖୁସି ଲାଗିଲା ସତ ଆଉ ସତ୍ ପଥରେ ଆଗେଇ ଆସି ଏତେ ବାଟରେ ପହଞ୍ଚିବା ଆମ ଓଡ଼ିଶା ପାଈଁ ଗର୍ବର ବିଷୟ ❤❤
Your setting and storytelling is really beautiful and amazing
ବହୁତ ଭଲ ଲାଗିଲା 🙏🙏🎉🎉
ଖୁବ୍ ସୁନ୍ଦର୍ ଉପସ୍ଥାପନା
ଅତି ସୁନ୍ଦର ସଂଗ୍ରାମ ବାବୁ ❤।
ବହୁତ ସୁନ୍ଦର କାର୍ଯ୍ୟକ୍ରମ....
ନୀହାର ମହାନନ୍ଦ ସାର୍ ଆପଣ ମହାନ ମୁଁ ଆପଣଙ୍କୁ ବହୁତ ଭଲ ପାଏ
Sir apankar podcast dekhibaku bahut bhala lage... Apankar prasanna pachariba saili & answer 👌👌👌👌👌
ଆପଣଙ୍କର ଉପସ୍ଥାପନ ଖୁବ୍ ସୁନ୍ଦର
ଏହି କାର୍ଯ୍ୟକ୍ରମ ବହୁତ ବଢିଆ
Very good presentation. Beautiful message for society. Jay Sri Ram, Jay Hanuman and Jay Hindustan.
Nihar bhai sabu jaga re sambalpuri bhasa re kahesan .e jinis ta mate bahut pasand lagsi
ବହୁତ ଭଲ ଲାଗୁଚି ଏ ପୋଗ୍ରାମ ସବୁ ଦିନ ଏମିତି ଚାଲୁ 🙏🙏🙏🙏ଜୟ ଜଗନ୍ନାଥ
Nice programme,
Nice narration,
Nice presentation.
Thanks sangram sir
Sangram sir bahut sundar bhabre upastapan karuchhanti
ଯଶ୍ୟସ୍ଵି ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଭଗବାନଙ୍କୁ ସମର୍ପିତ ତେଣୁ ତାଙ୍କୁ କେହିହେଲେ ପରାଜିତ କରିପାରିବ ନାହିଁ ଏତଦବ୍ୟତୀତ ସେ ଜନତାଙ୍କୁ ସମର୍ପିତ ତେଣୁ ଜନତା କେବେହେଲେ ତାଙ୍କୁ ଭୁଲିପାରି ବେନି । 10:32 ବେନି
100 %Right kahile MO mañana kathata mate laguchhi ...2029 Puni asibeki ....Modi he to hindu he
Beautiful podcast. The questions asked by Mr. Sangram Sarangi were very worth knowledgeable
ବହୁତ ବଢ଼ିଆ
Really adorable..love this show
Thanks Angus digital
Real interview......not scripted........ very good
best answer👍
Jay maa samlei koshal darkar
ଅତି ସୁନ୍ଦର
ବହୁତ ସୁନ୍ଦର ଶୋ
Sangram sir.... love ur interview ❤❤❤
Wonderful sangram babu
Bahut bhala Hurdayara katha 🙏
Happy to see Interview Moments Of #Mr_____Nihar___Dada... ❤❤❤
Excellent interview by sangram babu
Excellent podcast 👏👏Sangram sir is a good journalist..
ବଢିଆ ଲାଗ୍ଲା ଭନ୍ଜା 👍🏻
ବହୁତ ସୁନ୍ଦର sir 🎉
Best program, proceed further . I wish your long life.
Bahut sundar
Love from padampur... Bahut hi badhia que and ans sir....
ଅଭିନନ୍ଦନ 🎉
Bahut sundar upasthapana
Au MLA nka katha bahut sata boli feel heuchi
ବହୁତ୍ ଭଲ ଲାଗେ ଏ କାର୍ଯ୍ୟ କ୍ରମ
Sangram babu real journalist
Hasa hasa muhanre sangram babu...bahut bhitiri kathaku adaya karibare sidha hasta...priya sangram babu...bahut bahut dhanyabad...🎉
Bahut beautiful
ଗୋଟେ ଚାଷୀ କେ ନେଇକରି ଖୋଲାକଥା
କରୁନ
ଅତି ସୁନ୍ଦର 👍👍
ସୁନ୍ଦର❤❤
Xellent presentation. Sangramji 🎉🎉🎉
Best discussion 👌
Love you sangram ji❤
One of the most awaited podcast .... Nihar sir 🙏🙏🙏🙏🙏
ସଂଗ୍ରାମ sir thank u so much for your new initiative 👍👍👌👌👏👏
Good to view' your interview. Your tone is attractive.
Excellent podcast ❤
Very good program
Really great dada
Appreciate, we need independent media
nijar bhasa re kahebar lagi bahut bahut dhanyabad dada
ଆମେ ଓଡ଼ିଆ ଆମେ ଏକତ୍ର ରହିବା ନିହାତି ଆବଶ୍ଯକତା ରହିଛି। ⭕‼️⭕🙏🙌
Xclent 🙏💐
ଆପଣଙ୍କ ଆଙ୍କରିଂ ଅତି ଉଚ୍ଚ କୋଟୀର
Jay Sriram ! ! !
Very good programme
ସଂଗ୍ରାମ ଭାଇ ଆପଣଙ୍କର କଥା ର ଶୈଳୀ ଅତି ପ୍ରିୟ ଜନକ 😅
Excellent interview dada
Very Good.Congratulations.Plz.Carry on.
Best news
Bahut badhiya answer deichha dada 🙏
Sangram bhai....You are really best ..... Please take a interview of our Panchayati Raj and drinking water minister🙏
No 1 news chenal
ଅମର୍ ପ୍ରିୟ ନେତା ନିହାର ରଞ୍ଜନ ମହନନ୍ଦ୍ ଦାଦା ଙ୍କୁ କହୁଛେ ଆମର ରେଙ୍ଗାଲି କ୍ୟାମ୍ପ ରୁ ପାପଙ୍ଗା ପାହାଡ଼ ଯାଏ ଡବଲ ରାସ୍ତା ତିଆରି କରୁନ
ବହୁତ୍ ବହୁତ୍ ଅସୁବିଧା ହାଉଛେ ଯିବା ଆସବାର୍
Sir 🙏 really really perfect analysis 👌👌👍
Fantastic show🎉
Excellent program
Very good Niharbabu God bless you Om Jay sairam 🙏
Nice to see
Unique presentation
Jay Shree Ram 🙏🏻
Great pogrom
Very Good programs 🙏🙏🙏🙏🙏
Jai Sri Ram ❤❤
Argus is best news TRUE newse
Jay jagannath 🙏