Nabin Nka Charcha With Berhampur MP Pradeep Panigrahi

แชร์
ฝัง
  • เผยแพร่เมื่อ 13 ต.ค. 2024
  • Nabin Nka Charcha With Berhampur MP Pradeep Panigrahi

ความคิดเห็น • 686

  • @subashpaikraypaikray6733
    @subashpaikraypaikray6733 2 หลายเดือนก่อน +38

    ଏକ ସୁନ୍ଦର ହୃଦୟଖୋଲା ଚର୍ଚ୍ଚା ପାଇ ଉଭୟ ଉପସ୍ଥାପକ ନବୀନ ସାର୍ ଓ ଅତିଥି ପ୍ରଦୀପ ବାବୁଙ୍କୁ ଅନେକ ଅନେକ ଧନ୍ଯବାଦ ।

  • @ghanashyamamahanta1297
    @ghanashyamamahanta1297 2 หลายเดือนก่อน +81

    ପ୍ରଦୀପ ସାରେ ସରକାର ବଦଳାଇ ବାରେ ମୁଖ୍ୟଭୂମିକା ନେଇ ଥିବାରୁ ଅନେକ ଅନେକ ଧନ୍ୟବାଦ ଆପଣ ଦୀର୍ଘାୟୁ ହୁଅନ୍ତୁ

  • @Vinood900
    @Vinood900 2 หลายเดือนก่อน +29

    Hero of Game Changeing . ଲେଖା ଛିଡେଇ ଦେଲେ ପ୍ରଦୀପ ପାଣିଗ୍ରାହୀ। ❤ Dil SE Pradip Bhaina ❤

  • @Narmada-s3y
    @Narmada-s3y 2 หลายเดือนก่อน +76

    ଭୈରବଙ୍କ ବାରବର୍ଷ ର ତପସ୍ୟା/ଉଦ୍ୟମକୁ ସମାନେ ଶୁଖୁଆ ଝୋଳ ରେ ଲେଖା ଛିଡ଼ା ଇ ଦେଲ ଭାଇନା🎉🎉🎉🎉

  • @PrasantKumarSwain-f5t
    @PrasantKumarSwain-f5t 2 หลายเดือนก่อน +119

    ଓଡ଼ିଶା ରାଜନୀତରେ ପରିବର୍ତ୍ତନର ଯେଉଁ ହାୱା ସୃଷ୍ଟି ହୋଇଥିଲା ସେ ହାୱା ପ୍ରଥମେ ଗଞ୍ଜାମରୁ ସୃଷ୍ଟି ହୋଇ ସାରା ରାଜ୍ଯକୁ ବ୍ୟାପି ଥିଲା । ଏହି ପରିବର୍ତ୍ତନର ଅନ୍ୟତମ ବାହାକ ଥିଲେ ପ୍ରଦୀପ ପାଣିଗ୍ରାହୀ ।

  • @Crazyydeepak
    @Crazyydeepak 2 หลายเดือนก่อน +96

    Pardeep bhai Fan like button:👍

  • @ranjankumarmohanta2003
    @ranjankumarmohanta2003 2 หลายเดือนก่อน +46

    ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଥିବା ବ୍ୟକ୍ତିତ୍ୟ ଙ୍କୁ ଆପଣଙ୍କ ଚର୍ଚ୍ଚା କୁ ଆଣି ଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ 🙏🙏🙏🙏🙏🙏 ONE OF THE GREAT POLITICIAN🐯🐯🐯 2024...

  • @surendranarayanpanda8021
    @surendranarayanpanda8021 2 หลายเดือนก่อน +234

    ଲେଖା ଛିଡେଇ ଦେଲେ. ପ୍ରଚଣ୍ଡ ସଂଗଠକ ପ୍ରଦୀପ ପାଣିଗ୍ରାହୀଙ୍କୁ ଶୁଭେଚ୍ଛା.

  • @Narayan6u
    @Narayan6u 2 หลายเดือนก่อน +36

    ଲେଖା ଛିଡେଇ ଦେଲେ ସେଥିପାଇଁ ମୋ ତରଫରୁ ଓ ଓଡିଶା ବାସୀଙ୍କ ତରଫରୁ ପ୍ରଦୀପ ସାରଙ୍କୁ ଧନ୍ୟବାଦ 🙏🙏🙏🌹🌹🌹

  • @Uttamdihudi
    @Uttamdihudi 2 หลายเดือนก่อน +154

    ପ୍ରଦୀପ ଭାଇନା ଏମିତି ଗୋଟିଏ ଲିଡର ଯିଏକି ବିଜେଡ଼ିର ସବୁ ପୋଲ ଜାଣିଛନ୍ତି ଆଉ ସମସ୍ତଙ୍କ ଆଗରେ ସତ୍ୟ ପ୍ରକାଶ କରିଛନ୍ତି

    • @TheKakarot_itachi
      @TheKakarot_itachi 2 หลายเดือนก่อน +2

      siye nije param corrupt

    • @LalitkumarPatralucky
      @LalitkumarPatralucky 2 หลายเดือนก่อน +1

      And whole Odisha knows about crimes of Pradeep Panigrahi. What work he has done ?

    • @latsaheb1947
      @latsaheb1947 24 วันที่ผ่านมา

      ଆଗରୁ କୋଉଥିରେ ଥିଲା

  • @jchoudhury274
    @jchoudhury274 2 หลายเดือนก่อน +167

    ଗଞ୍ଜାମ ଜିଲ୍ଲା କୁ ହଲ୍ ଚଲ୍ କରିଥିବା ନେତା ପ୍ରଦୀପ ବାବୁ ଜୟ ଶ୍ରୀ ରାମ

    • @tilottamamohanta8117
      @tilottamamohanta8117 2 หลายเดือนก่อน +3

      Eita full g mara

    • @SwayamSantosh4u
      @SwayamSantosh4u 2 หลายเดือนก่อน

      ​@@tilottamamohanta8117ତୋର ଗାଣ୍ଡି କେତେ ଥର କିଏ ମାରିଥିଲା?

    • @Odiaranjan848
      @Odiaranjan848 2 หลายเดือนก่อน

      ​@@tilottamamohanta8117Ta Gandi marichi badhe ebe jaye batha kamini badhe

  • @rabindrapatra8223
    @rabindrapatra8223 2 หลายเดือนก่อน +14

    Very beautiful presentation. Thanks sir for your awareness. ପ୍ରଦୀପ ସାର୍ ନିଜ ଜିଲ୍ଲା ପାଇଁ କିଛି ଶିଳ୍ପ ବ୍ୟବସ୍ଥା କରି ଭୋଟର ମାନଙ୍କୁ ସମ୍ମାନ ଦିଅନ୍ତୁ। ଆପଣଙ୍କ ଉଦ୍ୟମ କୁ ବ୍ରହ୍ମ ପୁରବାସୀ ଅପେକ୍ଷା କରିଛନ୍ତି। ଧନ୍ୟବାଦ ଜୟ ଜଗନ୍ନାଥ।❤🙏🌹

  • @pramodkumarjena3388
    @pramodkumarjena3388 2 หลายเดือนก่อน +8

    ଶ୍ରୀଯୁକ୍ତ ନବୀନ ଦାସ ଆପଣଙ୍କୁ ହୃଦୟ ରୁ ଅଶେଷ ଅଶେଷ ଧନ୍ୟବାଦ୍ ଏଇଥି ପାଇଁ ଯେ ଆପଣଙ୍କ ଉପସ୍ଥାପନା ଶୈଳୀ ଅତ୍ୟନ୍ତ ମନଛୁଆଁ ଏବଂ ଖୁବ୍ ସୁନ୍ଦର୍ ବିଷବସ୍ତୁକୁ ଚୟନ କରନ୍ତି ତଥା BJD ଓ ନବୀନ ବାବୁ ଙ୍କର ଅସଲ ସ୍ୱରୂପ ବା ମୁଖା ଖୋଲି ପାରିଛନ୍ତି
    Thanks once again
    ବିଶେଷ କରି ପ୍ରଦୀପ ପାଣିଗ୍ରାହୀ ଙ୍କ ସହ ସାକ୍ଷାତକାର ଖୁବ୍ ଭଲ ଲାଗିଲା

  • @nikunjabiharisahani2070
    @nikunjabiharisahani2070 2 หลายเดือนก่อน +10

    ଚର୍ଚ୍ଚା ବହୁତ ଉଚ୍ଚକୋଟୀର।ଜଣେ ପ୍ରକୃତ ଜନସେବକ ପ୍ରଭୁ ଜଗନ୍ନାଥ ଏବଂ ଲିଙ୍ଗରାଜଙ୍କ ଦୟାରୁ ନିଜର ମନମୁତାବକ ଘରେ ପହଞ୍ଚି ଛନ୍ତି, ଯେଉଁ ଠାରେ ସେ ଜନହିତକର କାର୍ଯ୍ୟ କରିବାର ସୁଯୋଗ ପାଇବେ।ଜଗନ୍ନାଥ କରନ୍ତୁ ସେ ସୁଯୋଗ ବି ପାଆନ୍ତୁ। ବିଜେପି ଭଲ ଶାସନ ଦେଉ। ଜନସାଧାରଣଙ୍କ ଇଛା ପୂରଣ ହେଉ।
    ଜୟ ଜଗନ୍ନାଥ ଜୟ ଲିଙ୍ଗରାଜ 🙏🙏🙏🙏🙏🙏🙏🙏🙏🙏

  • @bishnucharnrana3282
    @bishnucharnrana3282 2 หลายเดือนก่อน +26

    ପ୍ରଦୀପ ଭାଇ ଯଦି ବିଜେଡି ଦ୍ଵାରା ମାଡ଼ ଖାଇ ନଥାନ୍ତେ ତାହେଲେ ନବୀନ ପଟ୍ଟନାୟକ ହିଞ୍ଜୀଳିରୁ ମଧ୍ୟ ହାରି ଥାଆନ୍ତେ ।

  • @TechnicaltoGanjam-ss5gp
    @TechnicaltoGanjam-ss5gp 2 หลายเดือนก่อน +6

    ଏଥର ଲେଖା ଛିଡିଲା ସାରା ଓଡିଶାରେ...ଜୟ ଶ୍ରୀରାମ , ଧନ୍ୟବାଦ ପ୍ରଦୀପ ଭାଇ |

  • @geetaranisamal6638
    @geetaranisamal6638 2 หลายเดือนก่อน +41

    ପ୍ରଦୀପ ବାବୁ ଜଣେ ଭଲ ହୃଦୟର ବ୍ୟକ୍ତିତ୍ୱ।

    • @manojkumarsingh6285
      @manojkumarsingh6285 2 หลายเดือนก่อน

      Bandona aau Pardeep panigrahi charota

  • @bimalkantatripathy2776
    @bimalkantatripathy2776 2 หลายเดือนก่อน +87

    Congratulations.ଯଦି ଡ.ମହାପାତ୍ର ନିର୍ବାଚନ ସମୟରେ ମାଡ଼ ଖାଇ ନ ଥାନ୍ତେ ତେବେ ହିଞ୍ଜିଳିରେ ମଧ୍ୟ ଲେଖା ଛିଡି ଯାଇଥାଆନ୍ତା।

    • @sankarnathmaharana7859
      @sankarnathmaharana7859 2 หลายเดือนก่อน +1

      Right

    • @asitgantayat6619
      @asitgantayat6619 2 หลายเดือนก่อน +1

      💯💯 correct

    • @ganeswarmahakud3156
      @ganeswarmahakud3156 2 หลายเดือนก่อน +1

      Right 👍 bhai

    • @santanubrahma743
      @santanubrahma743 2 หลายเดือนก่อน +2

      Dr. Panigrahi

    • @sankarprasadsahu9225
      @sankarprasadsahu9225 2 หลายเดือนก่อน +1

      4ଟା ରାଲିରେ ନବୀନ ର 4000 ଭୋଟ ଯାଇଥନ୍ତା l ତେଣୁ କରି ମାଡ ମରେଈ ଲା ବିଜେଡି l

  • @shankarkumarsahu5170
    @shankarkumarsahu5170 2 หลายเดือนก่อน +6

    ବାସ୍ତବିକ କହିବା କୁ ଆଜି ସାରା ରାଜ୍ୟରେ ଲେଖା ଛିଡେଇ ଦେବା କଥାଟି ସମସ୍ତ ଙ୍କ ହୃଦୟ କୁ ଛୁଇଁ ଥିଲା ଯାହାଫଳରେ ସରକାର ପରିବର୍ତ୍ତନ ହେଲା👍👍ଜୟ ଜଗନ୍ନାଥ

  • @bbiswal9812
    @bbiswal9812 2 หลายเดือนก่อน +30

    ଆଜିର ଚ଼ର୍ଚ୍ଚିତ ଚର୍ଚ୍ଚା ଖୁବ୍ ସମୟୋପଯୋଗୀ, ଦୁଇ ଜଣଙ୍କୁ ସାଧୁବାଦ

  • @janardanpanda5378
    @janardanpanda5378 2 หลายเดือนก่อน +51

    ପ୍ରଦୀପ ପାଣିଗ୍ରାହୀ ଙ୍କୁ ବାହାର କରି ବିଜେଡି ବହୁତ ଭୂଲ୍ କରିଛି ବତ୍ତର୍ମାନ ଏମାନେ ଭୋଗ କଲେ

  • @BiswaPradhan-qy5vc
    @BiswaPradhan-qy5vc 2 หลายเดือนก่อน +22

    ପ୍ରଦୀପ ଭାଇନାଙ୍କ ପରିବାର କୁ ତାମିଲୀ ବାବୁ ଯେଉଁ ହଇରାଣ କରିଥିଲେ ଓ ଭାଇନାଙ୍କ ଝିଅର ବିବାହ ଭାଙ୍ଗିଲା ସେଥିପାଇଁତ ସମଗ୍ର ବ୍ରହ୍ମପୁର ତାତି ଉଠିଥିଲା ଯାହାର ପରିଣାମ ଜନତା ୨୦୨୪ ନିର୍ବାଚନ ରେ ଦେଲେ ଲେଖା ଛିଡେଇକି

  • @AntaryamiKhamari-h3w
    @AntaryamiKhamari-h3w 2 หลายเดือนก่อน +167

    ରାଜନୀତି ରେ ପାଣ୍ଡିଆନ ର ବାପା ହେଉଛନ୍ତି ସାର ପ୍ରଦୀପ ପାଣିଗ୍ରାହୀ

    • @TheKakarot_itachi
      @TheKakarot_itachi 2 หลายเดือนก่อน +1

      eta kou kam corrupt ki

    • @dibyadarshipaikaray3084
      @dibyadarshipaikaray3084 2 หลายเดือนก่อน

      When everything is black...chose the gray​@@TheKakarot_itachi

    • @SubhajitranaPanda
      @SubhajitranaPanda 2 หลายเดือนก่อน +2

      To bopa heithiba pradeep panigrahi

  • @Vinood900
    @Vinood900 2 หลายเดือนก่อน +70

    Next episode ଅପରାଜିତା ଷଡ଼ଙ୍ଗୀ ଙ୍କୁ ଚର୍ଚ୍ଚା ରେ ଦେଖିବାକୁ ଚାହୁଁଛି

  • @Gyana-d7o
    @Gyana-d7o 2 หลายเดือนก่อน +8

    ପ୍ରଦୀପ ଆଜ୍ଞା ନମସ୍କାର, ଆପଣଙ୍କ ପରୀ ନେତା ଦରକାର, ଆମର ସମ୍ବଲପୁର ର ମିଶ୍ର ବାବୁ ର ଯେନ୍ତା

  • @ramakantachhotaray1002
    @ramakantachhotaray1002 2 หลายเดือนก่อน +5

    Prit Dr Pradeep Panigrahi Sir your sakshatkar express your absolutely simplicity and down towards earth. Thanks, we pray to pravu Shri Ram Krishna Jagannath to bless you with good health and long life with safety peaceful life to live with your family and friends to serve the people of odisha. Ramakanta Chhotaray ---From -Odisha -khordha -At po-Sagadabhanga

  • @Narmada-s3y
    @Narmada-s3y 2 หลายเดือนก่อน +32

    ସାନ ଭାଇ କହି କାର୍ତ୍ତିକ ର ଲେଖା ସମାନେ ଛିଡେଇ ଦେଲ ହେ ଭାଇ ନା🎉🎉🎉

  • @jayhind6187
    @jayhind6187 2 หลายเดือนก่อน +4

    ମୋହନ ମାଝି ସାଧାରଣ ଜନତାଙ୍କ ନେତା
    ଜୟ ମୋହନ ❤

  • @pitambarsahu2814
    @pitambarsahu2814 2 หลายเดือนก่อน +14

    Lekha chidila❤😊

  • @basantapattnaik7812
    @basantapattnaik7812 2 หลายเดือนก่อน +18

    ସାର ପ୍ରଣାମ 🙏🌹
    ପ୍ରଦୀପ ଭାଇନା ନମସ୍କାର 🙏🌹

  • @jenasrinibash8841
    @jenasrinibash8841 2 หลายเดือนก่อน +3

    ବଢିଆ ଲାଗିଲା ପ୍ରଦୀପ ପାଣିଗ୍ରାହୀ ଙ୍କ ଉତ୍ତର ଗୁଡିକ, ଭଗବାନ ଆପଣଙ୍କ ସପକ୍ଷରେ ଅଛନ୍ତି

  • @pramodanaspirant
    @pramodanaspirant หลายเดือนก่อน +1

    ଆଜି ଏହି ଉପସ୍ଥାପନ ସମୟରେ ଏତିକି ଆପଣମାନେ ବୁଝି ପାରୁଥିବେ କି ପ୍ରଦୀପ ବାବୁ ଏବେ ବି ନବୀନ ବାବୁ ଙ୍କୁ ସମ୍ମାନ ଦିଅନ୍ତି କାରଣ ତାଙ୍କ ଜୀବନରେ ଆଜିର ସଫଳତା ର ଶ୍ରେୟ କେବଳ ନବୀନ ପଟ୍ଟନାୟକଙ୍କ ପାଇଁ ❤
    ରାଜନୀତିରେ ଆରୋପ ପ୍ରତ୍ୟାରୋପ ହୋଇଥାଏ କିନ୍ତୁ ଆପଣଙ୍କ ଆଦର୍ଶ କୁ ନ ଭୋଲି ସମ୍ମାନ ଦେବା ଦେଖି ବହୁତ୍ ଖୁସି ଲାଗିଲା❤

  • @saratmishra7100
    @saratmishra7100 2 หลายเดือนก่อน +2

    Jay Jagannath.
    ବହୁତ ସୁନ୍ଦର ଚର୍ଚ୍ଚା। ପ୍ରଦୀପ ବାବୁ ଙ୍କ ଉପସ୍ଥାପନା is fully crystal clear.

  • @Narmada-s3y
    @Narmada-s3y 2 หลายเดือนก่อน +31

    ପଦିପ ଭାଇନା ସମାନେ ବିଜେଡି ର ଲେଖା ଛିଡ଼ା ଇ ଦେଇ ଥିବା ର🎉🎉🎉🎉

  • @gobindagouda1300
    @gobindagouda1300 2 หลายเดือนก่อน +2

    ବହୁତ ଖୁସିର ବିଷୟ ଆଲୋଚନା ଥିଲା। ମତେ ଲାଗୁଛି ଏହି video ଟି ବହୁତ ଲୋକଙ୍କୁ ମନ ଛୁଁଇବ

  • @sishirkantmaharana3017
    @sishirkantmaharana3017 2 หลายเดือนก่อน

    Thank u sir......salute from core of heart.....for your humble and blessed opinion....

  • @sunakarsamantaray9737
    @sunakarsamantaray9737 2 หลายเดือนก่อน +10

    ଇଲେକ୍ସନ ପୂର୍ବରୁ ଥ ରୁଥିବା ହାତ କାହିଁକି ଇଲେକ୍ସନ ପରେ ଭଲ ହୋଇଗଲା ଟିକେ କହନ୍ତୃ।

  • @ramakantmahanta6994
    @ramakantmahanta6994 2 หลายเดือนก่อน +10

    ସାତ କଥା ପ୍ରକାସ୍ କରିବା ସହ ବିଜେପିକୁ ସୁପରମର୍ଷ ଦେଇଥିବାରି ଅଶେଷ ଧନ୍ୟବାଦା । ଜୟ ଶ୍ରୀରାମ 🙏

  • @durga_edits_
    @durga_edits_ 2 หลายเดือนก่อน

    Reporter sir nku dhanyawad... badhiya heichi podcast...

  • @DON-BBSR
    @DON-BBSR 2 หลายเดือนก่อน +20

    ଧମେନ୍ଦ୍ର ପ୍ରଧାନ ଙ୍କୁ ଡାକନ୍ତୁ

  • @dillipkumarnayak1021
    @dillipkumarnayak1021 2 หลายเดือนก่อน +4

    ୨୦୧୯ ରେ ନବୀନ ବାବୁ ଙ୍କର "ଆପନ୍ ମାନେ ଖୁସି ତୋ"ଏବଂ ୨୦୨୪ ରେ ପ୍ରଦୀପ ପାଣଗ୍ରାହୀଙ୍କ ""ଲେଖା ଛିଡ଼ିବ "ଏ ସ୍ଲୋଗାନ ପ୍ରତ୍ୟେକ ଓଡ଼ିଆ ଙ୍କ ହୃଦୟ କୁ ଛୁଇଁଛି ନିଶ୍ଚୟ

  • @rajanikantachoudhury2343
    @rajanikantachoudhury2343 2 หลายเดือนก่อน +11

    ସାର ପ୍ରଣାମ ଶେଷରେ ପିତାମ୍ବର ବାବୁ ଏ ଜି ହେଲେ ଭଲ ହେଲା ମୋର ଶୁଭେଚ୍ଛା ଆପଣଙ୍କ ମାଧ୍ୟ୍ୟମରେ ଜଣାଉଛି.

  • @sudhirkumarsahu4705
    @sudhirkumarsahu4705 หลายเดือนก่อน

    Very good discussion

  • @basantakumarnayak7432
    @basantakumarnayak7432 2 หลายเดือนก่อน +12

    ଏକ ସୁନ୍ଦର ଆଲୋଚନା କରିଥିବାରୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ଅନେକ ଅଜଣା ଓ ଅକୁହା କଥା ତାଙ୍କର ନିଜ ତୁଣ୍ଡ ରୁ ଜାଣିବାର ସୁ ଯୋଗ ପାଇ ପାରିଲୁ।

  • @SambunathSethi-uo3ww
    @SambunathSethi-uo3ww 2 หลายเดือนก่อน +1

    Great dr.p.panigrahisir🙏🙏🙏and thank you sir nirbhay channel 🙏🙏🙏

  • @saratkumarram6543
    @saratkumarram6543 2 หลายเดือนก่อน

    Thanks a lot

  • @tusharmohapatra7704
    @tusharmohapatra7704 2 หลายเดือนก่อน +6

    Lekha chhidei dele Pradipta Babu ..well done sir

  • @ashokpattanik6945
    @ashokpattanik6945 หลายเดือนก่อน

    ନମସ୍କାର।ବ୍ରହ୍ମ ପୁର୍ ସାଂସଦ ପ୍ରଦୀପ ପାଣିଗ୍ରାହୀ ଙ୍କ ସହ ଚର୍ଚ୍ଚା ବହୁତ୍ ଭଲ ଲାଗିଲା।ଜ୍ଞାନୀ ଲୋକ।ବହୁତ୍ ନମ୍ର ଭାବରେ ଠିକ୍ ଠିକ୍ କଥା କହିଲେ।ଗଞ୍ଜାମ ର ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଙ୍କୁ ମଧ୍ୟ ଚର୍ଚ୍ଚା ରେ ଚର୍ଚା ପାଇଁ ଡାକନ୍ତୁ।

  • @Uttamdihudi
    @Uttamdihudi 2 หลายเดือนก่อน +12

    Pradip panigrahi is the powerful leader in brahampur i love him because i am brahampuria

  • @81jyotiprakash
    @81jyotiprakash 2 หลายเดือนก่อน

    Fantastic interview (ଚର୍ଚ୍ଚା )

  • @rajanikantachoudhury2343
    @rajanikantachoudhury2343 2 หลายเดือนก่อน +9

    ପ୍ରଦୀପ ବାବୁଙ୍କ ଚର୍ଚ୍ଚା ଭଲଲାଗିଲା ସବୁ ସତ ବାହାରିଲା ଯାହାକୁ କହନ୍ତି କିଏ ପ୍ରକୁତରେ ମାଷ୍ଟ୍ର.

  • @Narmada-s3y
    @Narmada-s3y 2 หลายเดือนก่อน +21

    ଭୈରବ ଶନିବାରଦିନ ମହାଭୈରବଂକ ଧାମକୁ ତନ୍ତ୍ର ସାଧନା ପାଇଁ ଯାଉଥିବା ର କିନ୍ତୁ ସମସ୍ତ ଉଦ୍ୟମକୁ ଫେଲ୍ କରେଇ ଦେଇ ଥିବା ର ପଦିପ ଭାଇ ନା🎉🎉🎉🎉

  • @KarunakarDhani-eo2sl
    @KarunakarDhani-eo2sl 2 หลายเดือนก่อน +1

    ଡକ୍ଟର ପ୍ରଦୀପ ପାଣିଗ୍ରାହୀ ଜଣେ ସଚ୍ଚୋଟ ରାଜନୈତିକ ବ୍ୟକ୍ତିଙ୍କୁ ଅଶେଷ ଧନ୍ୟବାଦ୍।

  • @ashokkumarpanda8063
    @ashokkumarpanda8063 2 หลายเดือนก่อน +8

    Pradeep Kumar panigrahi is grass roots level leader...he is cooperation to all people ....🙏🙏🙏

  • @SITANSHUSHEKHARDAS
    @SITANSHUSHEKHARDAS หลายเดือนก่อน

    Dr Pradeep Sir ,real tiger of ODISHA POLITICAL Field who always telling the truth for the people

  • @balakrishnadash1092
    @balakrishnadash1092 2 หลายเดือนก่อน

    Absolutely right what Pradeep Bhai spoke ....and moreover he is at the moment the Symbol and Swabhiman of Ganjam People.....that's why he is the tiger of Ganjam and Rising Star of Odisha politics

  • @nalinipattanaik9860
    @nalinipattanaik9860 2 หลายเดือนก่อน

    Thank you sir

  • @samarendrarout4341
    @samarendrarout4341 หลายเดือนก่อน +1

    Jay Jagannath

  • @Narmada-s3y
    @Narmada-s3y 2 หลายเดือนก่อน +7

    ସଂସ୍କୃତି ସଂସ୍କାର ଅସ୍ମିତା ଜୟ ଜଗନ୍ନାଥ🎉 ଜୟ ଶ୍ରୀ ରାମ🎉 ଜୟ ଶ୍ରୀ କ୍ରିଷ୍ଣା🎉🎉🎉

  • @banditabarik2872
    @banditabarik2872 2 หลายเดือนก่อน +1

    Very nice information about politics.God bless u & always keep it up.

  • @SatyamevJayate-kl5wk
    @SatyamevJayate-kl5wk 2 หลายเดือนก่อน +1

    ହୋଇ ହେ ପ୍ରଦୀପ ଭାଇନା,ସତରେ ଲେଖା ଛିଡେଇ ଦେଲ ହେ

  • @simanchalrath7442
    @simanchalrath7442 หลายเดือนก่อน

    Nice conversation.

  • @debendrakar7881
    @debendrakar7881 2 หลายเดือนก่อน +1

    ବହୁତ୍ ସୁନ୍ଦର ଉପସ୍ଥାପନା

  • @Katak_Dk
    @Katak_Dk 2 หลายเดือนก่อน +6

    ଭାଇନା କହି କହି ଗେଣ୍ଡା ଦଳଙ୍କ ଲେଖା ଛିଡାଇ ଦେଲେ 😂 ଜୟ ଶ୍ରୀରାମ

  • @jajpuritc5645
    @jajpuritc5645 29 วันที่ผ่านมา

    ପ୍ରଦୀପ ପାଣିଗ୍ରାହୀ ହେଉଛି ହିରୋ 💪💪💪

  • @sanjaykumarswain6265
    @sanjaykumarswain6265 2 หลายเดือนก่อน +4

    ଓଡ଼ିଶାର ଏକମାତ୍ର ସ୍ଵାଭିମାନୀ ବ୍ୟକ୍ତିତ୍ଵ, ଏବଂ ଓଡ଼ିଆ ଅସ୍ମିତା ର ରକ୍ଷକ 🎉🎉🎉

  • @sibaprasadkhadanga4375
    @sibaprasadkhadanga4375 2 หลายเดือนก่อน +2

    ଯୋଉମାନେ ପ୍ରଦୀପ ପାଣିଗ୍ରାହୀ ପରିବାରକୁ ହଇରାଣ ହରକତ କରି ବହୁତ କ୍ଷତି କଲେ ସେମାନେ ଆଜି କ୍ଷମତା ଶୂନ୍ୟ ।

  • @kamalakantapanda8822
    @kamalakantapanda8822 2 หลายเดือนก่อน +33

    ପ୍ରଦୀପ ପାଣିଗ୍ରାହୀ ଙ୍କୁ ଅନୁରୋଧ ପାଣ୍ଡିଆ ର ଲେଖା ଛିଣ୍ଡେଇ ଦିଅନ୍ତୁ. ଜୟ ଜଗନ୍ନାଥ.

  • @sunakarsamantaray9737
    @sunakarsamantaray9737 2 หลายเดือนก่อน +1

    ଆଲୋଚନା ବହୁତ୍ ଭଲ ଲାଗିଲା ।ଧନ୍ୟବାଦ୍ ଉଭୟଙ୍କୁ ।

  • @bijayakumarbehera6417
    @bijayakumarbehera6417 2 หลายเดือนก่อน +7

    ନବୀନ ଙ୍କ ବିଷୟରେ ନବୀନ ପଚାରୁଛନ୍ତି ନବୀନ ଙ୍କୁ

  • @PrasantakuMishra-kt4te
    @PrasantakuMishra-kt4te 2 หลายเดือนก่อน +6

    Dhanyabad guru dakhina.

  • @prasantapradhan7527
    @prasantapradhan7527 2 หลายเดือนก่อน

    Very good conversation with Dr Pradeep Panigrahi, Member of Parliament.So nicely described his political intentions with politely.Jai Ho 👍

  • @shankarpatra2233
    @shankarpatra2233 2 หลายเดือนก่อน

    Love you sir ❤️,
    Jai Shree Ram 🙏🙏
    Jai Jagannath 🙏🏻🙏🏻

  • @subhasmitapriyadarshini2042
    @subhasmitapriyadarshini2042 2 หลายเดือนก่อน +2

    ଭାଇନା ହେଉଛନ୍ତି ଗ୍ରେଟ୍।ତାଙ୍କ ପାଇଁ bjp ଆଜି ଓଡ଼ିଶାରେ ଶାସନ କଲା।ଯଦି ତlଙ୍କପ୍ରତି ଅବହେଳା କରିବ ତେବେ ଦଳର କ୍ଷତି ହେବ।

  • @ashwinisahu6584
    @ashwinisahu6584 2 หลายเดือนก่อน +2

    Pradip Panigrahi ....zindabad mu. Sabubele ye comments deuthibi

    • @ashwinisahu6584
      @ashwinisahu6584 2 หลายเดือนก่อน +2

      Karana se sarkar change 👌 karile

  • @MalayaRanjanPradhan-co9pk
    @MalayaRanjanPradhan-co9pk 2 หลายเดือนก่อน

    You both are game changer of of odisha pollitics.thank to both, Jay shree Ram jay jagannatha, bande mataram, bande utkal Janani.

  • @prafulladash2314
    @prafulladash2314 2 หลายเดือนก่อน +7

    Lekha ra artha hisab.(Accouts).Lekha chhideiba artha hisab final karideba.

  • @sukantmahapatra8043
    @sukantmahapatra8043 2 หลายเดือนก่อน +7

    Sir, ଦେବସ୍ମିତା ଶର୍ମା, କଂଗ୍ରେସ ପ୍ରାର୍ଥୀ, ଆଳି ଙ୍କ ସହ ଚର୍ଚ୍ଚା କରନ୍ତୁ

  • @subhasmitapriyadarshini2042
    @subhasmitapriyadarshini2042 2 หลายเดือนก่อน +1

    ଭାଇନା ଆପଣଙ୍କ ଚିନ୍ତାଧାରାକୁ ସହେକୋଟି ପ୍ରଣାମ।

  • @benudhardhall2820
    @benudhardhall2820 2 หลายเดือนก่อน

    ପ୍ରଦୀପ ବାବୁ ନବୀନ ବାବୁଙ୍କ ଚକ୍ରାନ୍ତ ରେ ଆପଣଙ୍କ ନମ୍ବର ୧୦

  • @SeshaBishi-g7r
    @SeshaBishi-g7r 2 หลายเดือนก่อน +1

    ପାଣିଗ୍ରାହୀ ବାବୁ ଙ୍କୁ ବହୁତ ଭଲ ପାଏ 🙏ଭଲ ନେତା ସଚୋଟ ନେତା ଯାହା କହନ୍ତି ସାମ୍ନା ନମସ୍କାର ସାର

  • @Debasmita-r5w
    @Debasmita-r5w 2 หลายเดือนก่อน

    Good Analysis .... You mean Navin Babu deserves a clap for this innovative programme.... That to on every Sunday ..... Just like " Manki baat " Keep on doing for month and month ..... Good Luck

  • @niharranjandas1353
    @niharranjandas1353 2 หลายเดือนก่อน +1

    ବହୁତ ସୁନ୍ଦର, ଜୟ ଜଗନ୍ନାଥ

  • @manojkumarbehera2861
    @manojkumarbehera2861 2 หลายเดือนก่อน +10

    ନବୀନ ଦାସ ବାବୁ ଆପଣଙ୍କ ଦୋକାନ କେମିତି ଚାଲିଛି। ପାଣ୍ଡିଆଁ, ନବୀନ ପଟ୍ଟନାୟକ ଭଳି ପ୍ରଡକ୍ଟ ତ ନାହିଁ। ଦୋକାନ ର ଭବିଷ୍ୟତ ପାଇଁ ମୋହନ ମାଝି, ସୁରେଶ ପୂଜାରୀ, ଧର୍ମେନ୍ଦ୍ର ପ୍ରଧାନ ଇତ୍ୟାଦି ସାମିଲ କରନ୍ତୁ । ନା ଆପଣ କଣ କହୁଛନ୍ତି।

  • @puspamohapatra7413
    @puspamohapatra7413 2 หลายเดือนก่อน

    Sir apananku bahut dhanyabad ete sabu katha amaku janei ama akhi kholithibaru. Apananka katha amaki bahut bhala lage.

  • @manaswinisahoo6357
    @manaswinisahoo6357 2 หลายเดือนก่อน +1

    ସତରେ ଲେଖା ଛିଡ଼ି ଯାଇଛି ।
    ଭଗବାନଙ୍କର ଅପାର କରୁଣା

  • @buluhindustani1469
    @buluhindustani1469 2 หลายเดือนก่อน +6

    ଗଞ୍ଜାମ ହିରୋ ପ୍ରଦୀପ ସାର 👌

  • @pabitranayak4405
    @pabitranayak4405 2 หลายเดือนก่อน +3

    ଲେଖା ଛିଡ଼ିଥିବାରୁ ଧନ୍ୟବାଦ୍

  • @Jinarani143
    @Jinarani143 2 หลายเดือนก่อน +1

    ଅତି ସୁନ୍ଦର

  • @userkumar.rakesh
    @userkumar.rakesh หลายเดือนก่อน

    Once again Sir Heartly ❤❤ I request you to join in our BJD...

  • @RameshChandraBarik-l8y
    @RameshChandraBarik-l8y 2 หลายเดือนก่อน +4

    ପ୍ରକୃତରେ ଦେଖିବାକୁ ଗଲେ ପ୍ରଦୀପ ପାଣିଗ୍ରାହୀ ହେଉଛନ୍ତି ୨୪ Cyaret gold.

  • @Hemantpradhan88
    @Hemantpradhan88 2 หลายเดือนก่อน +1

    ଠିକ କଥା କହିଛନ୍ତି ପ୍ରଦୀପ ଭାଇ.. ଗଞ୍ଜାମ ଲୋକ ଭାରି ସରଳିଆ ଏବଂ ସମ୍ମାନ ଦିଅନ୍ତି ଅନ୍ୟକୁ..... 👍

    • @priyacharandas653
      @priyacharandas653 2 หลายเดือนก่อน

      जय हो जय श्री राम जय सियाराम
      जय भारत माता जय सनातन धर्म

  • @rajanikantabiswal2669
    @rajanikantabiswal2669 2 หลายเดือนก่อน +2

    ପ୍ରଦୀପ ଆଞା ଙ୍କୁ ପ୍ରଣାମ

  • @babula7924
    @babula7924 2 หลายเดือนก่อน +13

    ଶିକ୍ଷା ସ୍ବାସ୍ଥ୍ୟ କୃଷି ଶିଳ୍ପ ପାଇଁ ଚେଷ୍ଟା କରିବେ

  • @amulyamahapatra77
    @amulyamahapatra77 29 วันที่ผ่านมา

    Very good charcha and very cunning reply by dr. Panigrahi.we expect this type of charcha further.

  • @ashoksamal7683
    @ashoksamal7683 2 หลายเดือนก่อน +2

    ନବୀନ ଦାସ ଜଣେ ବିଜେପି ମୁଖପାତ୍ର, କିନ୍ତୁ ପ୍ରଦୀପ ବାବୁ ଜଣେ ଭଲ ଲୋକ,

  • @Sankirtanpunji-td4qg
    @Sankirtanpunji-td4qg 2 หลายเดือนก่อน

    Sar...thanku..pradeep..sar

  • @NandineBDK
    @NandineBDK 29 วันที่ผ่านมา

    ଉଭୟ ଙ୍କୁ ମୋ ତରଫରୁ ଧନ୍ଯବା

  • @Rajaa_Ram
    @Rajaa_Ram 2 หลายเดือนก่อน +19

    ବିଜେଡି ନେତା ମାନଙ୍କ ମଧ୍ୟରୁ ଭଲ ନେତାଙ୍କୁ ଡାକନ୍ତୁ।

    • @biswajeetsahu7173
      @biswajeetsahu7173 2 หลายเดือนก่อน +1

      Na...Amara Khali bjp neta asibe

    • @hardworkneverdies5679
      @hardworkneverdies5679 2 หลายเดือนก่อน

      କାରଣ ତୁମେ ଗୁଡ଼ା ଅନ୍ଧ ଆଉ ଦାଦନ ବାଲା 😅😅​@@biswajeetsahu7173

    • @santoshpatra1812
      @santoshpatra1812 2 หลายเดือนก่อน

      Se mg chora bjd Bala nku encounter karajau

    • @Odiaranjan848
      @Odiaranjan848 2 หลายเดือนก่อน

      Se mane nirlaja chora kebe asibeni

  • @ChoudhuridalaBehera
    @ChoudhuridalaBehera 2 หลายเดือนก่อน

    ଜୟ ଶ୍ରୀ ଜଗନ୍ନାଥ