As a doctor & his student; I do have a very interesting story, during my service at CHC/ PHC Derabish(kendrapara). He never rejects prescriptions from any doctor (even very junior/ even MBBS) ; outright... Comments good ones, proper prescriptions , changes if really required... He honoured my prescription without changing 06 medicines , out of 07 I have prescribed to a patient, in the year 1994-95. He was an open, realistic Physician... Always with his blessings...
Dr. Raju sir nka pakhaku mu jaithil.very good doctor.mote bahaut kam medicine re vala karideithile🙏🙏🙏🙏. bhagaban tanka ra atma ku sadgati diantu.very very good doctor ❤❤❤
He is friend of my grandfather...n he used to tell about him a lot when he was alive...really a great doctor n human being . Heartfelt respect for him n very well explained by you sir
I admitted Dr.R. K Das was not only a doctor but also a bright Star in the Sky of Doctors. He saved my life partner ,OH God ,pray to you His Noble Soul may leave in peace in heaven. OM SHANTI.
Dr RK Das was Exceptionally Brilliant alike Dr Raghu Sahu & Dr Sukumar Das .. Owe him & Grateful to Dr RK Das for visiting our house at Sutahat with one of his Most Friendly Student Dr Alok Kanungo for treating my ailing Brother Ranjan & Mother Sabita .. ❤❤
Salute to one of the most emphatic doctor ever born . Omm Shanti. Prasant Sir - Can you please provide DR Raghu Sahu and Dr Sukumuar Das contacts. I need to take my Mother for some anxiety disorder. Thanks
ଵୈଷ୍ଣଵ ସାର, ଟିନଗା ରାଜୁ ଙ୍କ ଭଳି ହ୍ରୃଦୟ ର ଡାକ୍ତର ଆଜିକାଲି ମିଳିବା କଷ୍ଟ। ଆପଣଙ୍କ କଥା ଦୁଇପଦ ବହୁତ ଭଲ ଲାଗିଲା। ଦିବଂଗତ ଡାକ୍ତର ଙ୍କ ପାଇଁ ଫୁଲମାଳ ଅପେକ୍ଷା ଆପଣଙ୍କ କଥା ଦୁଇପଦ ହେବ ଯଥେଷ୍ଟ ସମ୍ମାନ। ଡାକ୍ତର ଙ୍କ ଆତ୍ମା ର ସଦଗତି ପାଇଁ ପ୍ରାର୍ଥନା।
ଆମେ କଟକବାସୀ ମାନେ ଟିଙ୍ଗା ରାଜୁ ଙ୍କ ବିଷୟରେ ବହୁତ ଶୁଣିଛୁ ଓ ଜାଣିଛୁ । ସେ ଟିଙ୍ଗ ଟିଙ୍ଗ ହେଲେ ମାନେ ରୋଗୀ ଭଲ ହେଲା ।
ବିରଳ ଡାକ୍ତର ।
ଆପଣଙ୍କ ବିଶ୍ଲେଷଣ ବିଶେଷ କରି ଟିଙ୍ଗା ରାଜୁ ସାର୍ ଙ୍କ ଚରିତ୍ର, ମାନବିକତା, ଯଦି ଆଜିକାଲିକା ଡାକ୍ତର ଶିକ୍ଷା କରନ୍ତେ, ଏହିପରି ସମ୍ମାନ ଓ ଶ୍ରଦ୍ଧା ର ପାତ୍ର ହୋଇ ପରାନ୍ତେ। ଧନ୍ୟବାଦ୍ ବୈଷ୍ଣବ ସାର୍ ❤
ପ୍ରକୃତରେ ଡାକ୍ତର ହେବ ତ ଏମିତି ।
ଶତକୋଟି ପ୍ରଣାମ ତାଙ୍କ ଆତ୍ମାକୁ 🙏
ଆପଣଙ୍କ ପାଖରୁ ଏକଥା ଶୁଣି ଧନ୍ୟ ହେଲି ।🙏
Nice
Sehi category ra aau kou Dr achanti experienced then please tanka name bhi share kara
ମୁଁ ତାଙ୍କୁ ଦେଖିନାହିଁ କିନ୍ତୁ ନାଁ ଶୁଣିଛି, ପ୍ରକୃତରେ ଦରଦୀ ହ୍ରୁଦୟ ଟିଏ, ଈଶ୍ୱର ତାଙ୍କ ଆତ୍ମା କୁ ସଦ୍ ଗତି ଦିଅନ୍ତୁ 🙏🙏🙏❤️🙏🙏🙏
He was not only a doctor but he was a living god
Rs 1000 Gariba lokanka pain swapna ....
ଏ ଓଡ଼ିଶା ଏକ ମହାନ ପୁରୁଷ କୁ ସବୁଦିନ ପାଇଁ ହରାଇଲା। ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ମୁଁ ଇଶୃର ପାଖରେ ପ୍ରାର୍ଥନା କରୁଛି।
ଆଜିକୁ ମୋତେ ୪୭ ବର୍ଷ ରେ ପହଞ୍ଚି ଗଲେଣି। ମୋର ମୃତ୍ୟୁ ହୋଇଥିଲେ ୨୭ ବର୍ଷ ତଳୁ ହୋଇଥାନ୍ତା । ଆଜି ଜଦି ଜୀବିତ ଅଛି କେବଳ ସେହି ମହାନ୍ ଡାକ୍ତରଙ୍କ ପାଇଁ।
ତାଙ୍କ ମହାନ ଆତ୍ମାର ସଦଗତି ହେଉ ଏହା ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା 🙏🏻🙏🏻🙏🏻
TingaRaju was so noblehearted doctor ofthe World.
ରାଜୁ ଭାଇନା ଙ୍କ ସଙ୍ଗେ ତାଙ୍କ ରାଜ କ୍ଲିନିକ୍ ରେ ତିନି ଦିନ ରୋଗୀ ସାଙ୍ଗରେ ରହିଛି ତାଙ୍କର ଧୋତି ପିନ୍ଧା ଚନ୍ଦନ ଟୋପା ସୁନ୍ଦର ଲାଗେ ବହୁତ ଥଟା ବି କରନ୍ତି ନର୍ସ ଦିଦି ମାନଙ୍କୁ ଡାକନ୍ତି ଏ ଘୋଡ଼ା ମୁହିଁ ମତେ ହସ ଲାଗେ ଖୋଲା ହୃଦୟ ର ମଣିଷ ଟିଏ
ସମାଜକୁ ବଦଳେଇବା ଭଳି କଣ୍ଟେଣ୍ଟ... ଏଇ ଭଳି ମହାନ ବ୍ୟକ୍ତି ଙ୍କ ବିଷୟରେ କହିବା ଜାରି ରଖନ୍ତୁ, ସବୁ ସତ ଘଟଣା ଉପରେ କହୁଥାନ୍ତୁ, ଦିନେ ନା ଦିନେ ଆଜିକାଲିକା ଡାକ୍ତର କାହିଁକି.. ଏ ବିପଥଗାମୀ ସମାଜ ବି ବଦଳି ଯିବ, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ 🙏🏼🙏🏼🙏🏼🙏🏼
ଧନ୍ୟବାଦ 👍, ଆଜିର ଦିନରେ କିଛି ଡାକ୍ତର ଅଛନ୍ତି, ଯେଉଁମାନେ ଯମ, ଚିକିତ୍ସାନାଁରେ ସମାଜରେ କଳଙ୍କ.
ଡଃ ରାଜକିଶୋର ଦାସ ( ଟିଙ୍ଗା ରାଜୁ) କେବଳ ଓଡ଼ିଶା ନୁହେଁ ଭାରତ ବର୍ଷରେ ଜଣାଶୁଣା ନାଁ ଟିଏ। ଅନେକ ଲୋକଙ୍କ ଠାରୁ ଡଃ ଟିଙ୍ଗା ରାଜୁ ଙ୍କ ବିଷୟରେ ଶୁଣିଛି। ତାଙ୍କର କଥା ଟି ବହୁତ ସ୍ପଷ୍ଟ। ଯିଏ ଡଃ ଙ୍କ କଥାଟିକୁ ବୁଝି ବାରେ ବିଳମ୍ବ କରେ କିମ୍ବା ଭୁଲ୍ ପରାମର୍ଶ ରେ ଚିକିତ୍ସା ହୋଇ ଆସିଥାଏ।ସେ ଚିଡି କି କହିଦିକନ୍ତି କିନ୍ତୁ। ତାହା ସାମୁହିକ ଭାବରେ ଚିରେହିତା ଭାବରେ କାମକରେ ପାଟି କି ପିତା ସ୍ବାସ୍ଥ୍ୟ ପାଇଁ ଅବ୍ୟର୍ଥ। କର୍ମକ୍ଷେତ୍ରରେ ମହାନ୍ ଅନୁଭବୀ କୁ ନେଇ ଚିକିସ୍ଛା କରନ୍ତି। ବେଳେ ବେଳେ ରୋଗ ପାଇଁ ଘରର ପାରିପାର୍ଶ୍ବିକ ଜଡ଼ିବୁଟି ରେ ବି ଭଲ କରିଦିଅନ୍ତି। ହୃଦୟ ଟି କୋମଳ ବାହାରଟି ପଇଡ଼ ର କତା ଭଳି ଟାଣ। ଆଜି ନାହାନ୍ତି। ସେହି ଅମର ଆତ୍ମାର ଶାନ୍ତି କାମନା କରୁଛି। ଭକ୍ତି ପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରୁଛି। ଓଁ ଶାନ୍ତିଃ ଶାନ୍ତିଃ 🙏🪔
OMM SHANTI 🙏
Om Shanti
Health felt tributes to the great doctor...Prayers....
Heart
Great doctor of the world.Unbelievable doctor of the earth.RIP
ମୁଁ ମଧ୍ୟ ଜଣେ ରୋଗୀଙ୍କୁ ମହାସୟଙ ପାଖରେ ଭଲଭାବରେ ଚିକିତ୍ସା କରି। ବହୁତ ସୁନ୍ଦର ଡାକ୍ତର ବାବୁ ଚିର ସ୍ମରଣୀୟ। ଆତ୍ମ ର ଶାନ୍ତି ଶାନ୍ତି ଶାନ୍ତି ।ଜୟ ଜଗନ୍ନାଥ।
ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରୁଛି।
ମୁଁ ମୋ ବାପାଙ୍କ ଚିକିତ୍ସା sir ଙ୍କ ପାଖେ କରିଛି।।।ଗୋଟିଏ ଭଲ ଅନୁଭୂତି ମୋର ମୁ ଚାହୁଁଚି କହିବାକୁ।।।
ସେ ଜଣେ ଭଗବାନ ଥିଲେ
ଭଲ ଡାକ୍ତର ବୋଲି ମୁଁ ଶୁଣିଛି।କିନ୍ତୁ ଦେଖିନି।
ଜୟ ଜଗନ୍ନାଥ ସାର,ମହାପ୍ରଭୁ ଏହି ମହାନ୍ ଆତ୍ମା ଙ୍କୁ ସଦ୍ଗତି ପ୍ରଦାନ କରନ୍ତୁ...🙏🙏
ବାସ୍ତବରେ ସାର୍ ଜଣେ ଦରଦୀ ଆଉ ସହୃଦୟ ବ୍ୟକ୍ତି ଥିଲେ। ତାଙ୍କ ପରି ବିରଳ ବ୍ୟକ୍ତିତ୍ବ ଆଜିର ସମାଜରେ ଦୁର୍ଲଭ । ଖୁବ୍ ସୁନ୍ଦର ଉପସ୍ଥାପନା। ଆଗାମୀ ଦିନରେ ଅଧିକରୁ ଅଧିକ ଜାରି ରଖନ୍ତୁ।
ଶ୍ରଦ୍ଧାଞ୍ଜଳି ଓ ପ୍ରଣାମ ମହାନ୍ ଆତ୍ମା କୁ⚘️🙏
ଓଁ ଶାନ୍ତି 🇲🇰🇲🇰 । ଭଗବାନ୍ ଶିବ ବାବା ଏହି ଆତ୍ମା ଙ୍କ ର ଶଦ୍ ଗତି ଓ ମୁକ୍ତି ଜୀବନ ମୁକ୍ତି କରିଦିଅନ୍ତୁ।🌹🌹🌹🌹🌹🌹🌹🌹🙏🙏⚜️⚜️⚜️⚜️⚜️⚜️⚜️⚜️⚜️⚜️⚜️
ମୁଁ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରୁଛି ଓ ପ୍ରଣାମ ଜଣାଉଛି । ତାଙ୍କର ଅମର ଆତ୍ମା ର ସଦଗତି କାମନା କରୁଛି। ଜଣେ ସୁନାମଧନ୍ୟ ଡାକ୍ତରମାନଙ୍କ ମଧ୍ୟରୁ ଅନ୍ୟତମ। ଓଁ ଶାନ୍ତିଃ 🙏🙏🙏🙏
ଆପଣଙ୍କ କଥା ଅକ୍ଷରେ ଅକ୍ଷରେ ସତ।ସେଥୁଲେ ପ୍ରକୃତରେ ରୋଗୀମାନଙ୍କ ପାଇଁ ଦ୍ବିତୀୟ ଭଗବାନ।ଏଭଲି ଡାକ୍ତର ମିଳିବା କ୍ବଚିତ୍।ଅମର ଆତ୍ମାର ସଦଗତି କାମନା କରୁଛି।ଜଗନ୍ନାଥ ତାଙ୍କୁ ଆଉଥରେ ସେହିଗୁଣ ଦେଇଆମ ଓଡ଼ିଶାରେ ଜନ୍ମ ଦିଅନ୍ତୁ।🙏🙏🙏
ମୁଁ ସାରଙ୍କୁ ଦୂଇ,ତିନିଥର ଯାଇ ଆରୋଗ୍ୟ ଲାଭ କରିଛି। ଭଗବାନ ମୋ ପାଇଁ ସାର୍।
ଅଶ୍ରୁଳ ଶ୍ରଦ୍ଧାଞ୍ଜଳି 🙏
Daktar sir ଙ୍କ ଅମର ଆତ୍ମା ଙ୍କ ପ୍ରତି ମୋ ashru bhija shradhanjalee 🙏🙏
ଏଭଳି ଡ଼ାକ୍ତର ଆଉ ଜୀବନରେ ମିଳିବେ କି ନାହିଁ ସନ୍ଦେହ ପ୍ରଭୁ ଜଗନ୍ନାଥ ତାଙ୍କ ଆତ୍ମା କୁ ଶାନ୍ତି ପ୍ରଦାନ କରନ୍ତୁ। ଏହି ମଣିଷ ରୁପି ଭଗବାନ ଙ୍କ ଚରଣରେ କୋଟି କୋଟିପ୍ରଣାମ।
ଜଣେ ଅତି ସୁନ୍ଦର ଡାକ୍ତର. ତାଙ୍କ ମହାନତା ର କଳନା ଅମୁଲ୍ୟ. ସେ ଭଳି ଡାକ୍ତର ପ୍ରାୟ ମିଲିବେନି. ଈଶ୍ୱର ତାଙ୍କୁ ଆଉ ଥରେ ସେଇ ରୂପରେ ଧରା ଧାମକୁ ଆଣନ୍ତୁ. 🙏🏼
ବହୁତ ସୁନ୍ଦର କଥା କହିଲେ। ଆଜିର ସମାଜରେ ଭଲ ମଣିଷଟିଏ ପାଇବା ଦୁର୍ଲ୍ଲଭ।
ଜୟ ଜଗନ୍ନାଥ।
Sir nku mora hurray ru Jay Jagannath
ମୁଁ ସାର ଙ୍କ ବିଷୟରେ ଆଗରୁ ଥରେ ଗୋପ ଶୁଣି ଥିଲି...ଯେଉଁ ରୋଗୀ ଯିବେ କୁଆଡେ ଥରେ.. ""🙏🙏🙏🙏
ଧନ୍ୟବାଦ୍ sir ଭଲ ପ୍ରୟାସ ।ମହାନ ଆତ୍ମାଙ୍କର ଗୁଣକୁ ଲୋକ ଲୋଚନକୁ ଆଣି ସାଂସର୍ ପାଇଁ ପ୍ରେରଣା
ସେ ମହାନ ବ୍ୟକ୍ତି ଆଉଥେର ମଣିଷ ଜନ୍ମ ପାଇ ଡାକ୍ତର ହେବା ଦରକାର
ଆଜ୍ଞା ଭାବପ୍ରବଣ କରିଦେଲେ। ଅନୁଭବ ହେଲା ସେ ଚାଷୀ ଟି କଥା କହିଲାବେଳକୁ ଆପଣ ବି ଭାବପ୍ରବଣ ହେଇଗଲେ।
ଧନ୍ୟବାଦ୍ ଆଜ୍ଞା।
ଈଶ୍ୱର ତାଙ୍କ ଆତ୍ମା ଙ୍କୁ ସତ୍ ଗତି ପ୍ରଦାନ କରନ୍ତୁ ଓମ୍ ଶାନ୍ତି 🙏🙏🙏
As a doctor & his student; I do have a very interesting story, during my service at CHC/ PHC Derabish(kendrapara).
He never rejects prescriptions from any doctor (even very junior/ even MBBS) ; outright...
Comments good ones, proper prescriptions , changes if really required...
He honoured my prescription without changing 06 medicines , out of 07 I have prescribed to a patient, in the year 1994-95.
He was an open, realistic Physician... Always with his blessings...
ଆମ ଗାଁ ତାଙ୍କ ପାଇଁ ଗର୍ବ ଅନୁଭବ କରୁ ଥିଲା, ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଉଛି ଓଁ ଶାନ୍ତି
Kou gan bro
ଅଶ୍ରୁଳ ଶ୍ରଦ୍ଧାଞ୍ଜଳି 🙏
ମୋର ବି ଅନେକ ସ୍ମୃତି ତାଙ୍କ ସହିତ ଅଛି ଆଜ୍ଞା 🙏🙏
ସତରେ ସାର୍ ଶୁଣିକି ବହୁତ ଭଲ ଲାଗିଲା କିନ୍ତୁ ଆଖିରୁ ଲୁହ ଆସିଗଲା 🙏🙏
ମୋ ସହିତ ବି ଏମିତି ଗୋଟେ ଘଟଣା ଘଟିଥିଲା ରାଜ କିଶୋର ଦାସ ଭଗବାନ ସଦୃଶ 🙏🙏🙏🙏🙏🙏🙏🙏🙏🙏🙏🙏🙏କୋଟି କୋଟି ପ୍ରଣାମ ଦେଖିକି ଖୁସି ଲାଗିଲା ସାରଙ୍କ ବିଷୟରେ 🙏🙏🙏
Mr.Rajkishor Das he is most popular Doctor in odisha & brilliant doctor, RIP him shole..jai jagannath.
ମଣିଷ ରୂପି ଦେବତାଙ୍କୁ କୋଟି ଜୁହାର🙏🙏ଅମ୍ ଶାନ୍ତି
Yes
ସେ କଟକ ର ମଉଡମଣୀ ଥିଲେ ଡାକ୍ତର ମାନଙ୍କ ମଧ୍ୟରେ ସତରେ ବିରଳ ସଦା ପୂଜ୍ୟ ସେ ମୋ ପାଇଁ 🙏🙏
ମୁଁ ଏହି ମହାନ ଆତ୍ମାଙ୍କର ସଦଗତି କାମନା କରୁଛି, ସେ ଆଉଥରେ ଡାକ୍ତର ହୋଇ ଜନ୍ମ ଲାଭ କରନ୍ତୁ
ଓଡିଶା ରେ
@@ambikaprasad9187❤❤❤❤¹😢😢😮😮😮
ବାରମ୍ବାର ଏମିତି ଆତ୍ମା ର ପ୍ରଶଂସା କରିବାକୁ ଇଛା ହେଉଛି, ତାଙ୍କ ବିଷୟ ରେ ଜାଣିବାକୁ ଇଛା ହେଉଛି, ତାଙ୍କ ପାଇଁ ଭକ୍ତି ଅଶ୍ରୁ ଝରାଇବାକୁ ମନ ବଳୁଚି, ମାନବ ରୁପି ଭଗବାନ୍ କୋଟି ପ୍ରଣାମ
💐💐💐 👏👏
ମୁଁ ଏହି ମହାନ ଆତ୍ମାଙ୍କର ସଦଗତି କାମନା କରୁଛି, ସେ ଆଉ ଥରେ ଡାକ୍ତର ହୋଇ ଜନ୍ମ ଲାଭ କରନ୍ତୁ 🙏
🙏ଜୟ ଜଗନ୍ନାଥ ।
ମହାନ ଆତ୍ମା ବିଭୁକୃପା ପ୍ରାପ୍ତି ହେଉ ବଡ଼ ଠାକୁରଙ୍କ ନିକଟରେ ଏତିକି ପ୍ରାର୍ଥନା ।
ସାର ଆପଣଙ୍କ ବର୍ଣ୍ଣନା ଅତି ଚମତ୍କାର। ଧନ୍ୟବାଦ
ସତରେ DR TINGA RAJU ଙ୍କ ପାଖରେ ବହୁତ୍ ଭଲ ପାଇବା ଥିଲା ସମସ୍ତ ଙ୍କ ପ୍ରତି
Really Dr.Rajkishore Das was a great hero.
ଆପଣ କଂର ମତାମତ ଅତ୍ଯନ୍ତ ହୁଦୟସପଶୀ 🙏🙏 ସତରେ ଆମେ ଏ ଜନ୍ମ ରେ ଟିଗଂା ରାଜୁ କଂ ପରି ଡାକ୍ତର ଟିଏ ମିଳି ପାରିବ ନାହିଁ 🙏🙏ଭଗବାନ ତାଙ୍କର ଆତ୍ମା କୁ ଶାନ୍ତି ପ୍ରଦାନ କରିବା ସହିତ ତାଙ୍କର ପରିବାର ମାନକୁଂ ସୁସ୍ଥ, ଶାନ୍ତି େର ରଖି ଥାନ୍ତୁ❤❤ ଜୟ ଜଗନ୍ନାଥ🙏🙏🙏
❤ ଏ ଭଳି ଅନେକ ବ୍ୟକ୍ତି ଙ୍କ ଚରିତ୍ର ର ପ୍ରଚ୍ଛଦ ପଟରେ ଥିବା ମାନବିକତା ଭଗବାନଙ୍କ ରୂପ ଧାରଣ କରି ମଣିଷ ଙ୍କୁ ଧନ୍ୟ କରି ଥା ଏ
ମହାପ୍ରଭୁ ତାଙ୍କୁ ଆଉଥରେ ଏହି ମର୍ତ୍ୟ ରେ ଡାକ୍ତର କରି ଜନ୍ମ ଦିଅନ୍ତୁ. ଏହାହିଁ କାମନା ଓ ଆଜି ପିଢ଼ିର ଡାକ୍ତର ମାନେ ତାଙ୍କର ଆଦର୍ଶ ରେ ଅନୁପ୍ରାଣିତ ହୁଅନ୍ତୁ.
ଅକ୍ଷରେ ଅକ୍ଷରେ ସତ୍ୟ ଆଜ୍ଞା। ପ୍ରଭୁ ସେ ମହାନ ଆତ୍ମା ଙ୍କୁ ଆଉଥରେ ଡାକ୍ତର ଜନ୍ମ ଦିଅନ୍ତୁ।
👏👏ନମସ୍କାର ସାର୍ ,ଶୁଭରାତ୍ରୀ । ତାଙ୍କ ମହାନ ଆତ୍ମାର ସଦଗତି ନିମନ୍ତେ ଭଗବାନ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।
❤❤❤ସ୍ବର୍ଗତ ମହାମାନବ ଭଗବାନ ସଦୃଶ ଡାକ୍ତର ବାବୁକୁଂ ମୋର କୋଟି କୋଟି ପ୍ରଣାମ। ହେ ଭଗବାନ ଏଭଳି ମଣିଷ କୁଂ ଆଉ ଥରେ ଡାକ୍ତର ଜନ୍ମ ଦିଅନ୍ତୁ ଏଯୁଗ ପାଇଁ। ଜୟ ଜଗନ୍ନାଥ।
Dr. Raju sir nka pakhaku mu jaithil.very good doctor.mote bahaut kam medicine re vala karideithile🙏🙏🙏🙏. bhagaban tanka ra atma ku sadgati diantu.very very good doctor ❤❤❤
ସତରେ ସେ ମହାନ ଥିଲେ, ଭଗବାନଙ୍କ ଅବତାର , ମୁଁ ନିଜେ ମୋ ମା ଙ୍କୁ ନେଇ ତାଙ୍କ ପାଖକୁ ଯାଇଥିଲି, ଆଜି ସେ ନାହାନ୍ତି ଶୁଣି ବହୁତ ମନ କଷ୍ଟ ହେଉଛି 🙏🙏🙏🙏
ସାର୍, ନମସ୍କାର । କର୍ମମୟ ଜୀବନରେ ଆପଣଙ୍କ ସାଙ୍ଗେ କାମ କରିଥିଲି । ଅନେକ ଦିନ ପରେ ଦେଖି ଖୁସି ଲାଗିଲା । ମନେ ପକାନ୍ତୁ । ବିନୋଦ ମିଶ୍ର, ସାକ୍ଷରତା ସମିତି, କଳାହାଣ୍ଡି ।
ହେ ମହାନୁଭବ ଅମର ଆତ୍ମା ର ସଦଗତି କାମନା କରୁଛି
Bahut sundar Katha 👍bahut bahut bhal doctor 🙏🙏Raj kishor das 🙏🙏
Bahut bhala lagila aapananka Katha
😮ରାଜୁଦାସ(ଟିଙ୍ଗା)ରାଜୁ ଜଣେ ଦରଦୀ ଡାକ୍ତର ଭାବେ ଲୋକପ୍ରିୟ ! ଖୁବ୍ କମ ପଇସାର ମେଡିସିନର ପ୍ରେସକ୍ରିପସନ , ରୋଗନିଦାନର ଏକ କମ୍ପୁଟର ମସ୍ତିଷ୍କ, ଧନ୍ୟ ତାଙ୍କର ସେବା ପରାୟଣତା, ତାଙ୍କ ଅମର ଆତ୍ମାର ସଦଗତି ପ୍ରାର୍ଥନା ସହ ତାଙ୍କ ଭଳି ମହାନ ବ୍ୟକ୍ତିତ୍ଵଙ୍କ ପୂର୍ନଜନ୍ମ ପ୍ରାର୍ଥନା କରୁଛି !
Salute from the core of my heart to this great soul.jay Jagannath.
ବହୁତ୍ ସୁନ୍ଦର୍ ଲୋକ ଥିଲେ
ଜୟ ଜଗନ୍ନାଥ
Very nice ଟିଙ୍ଗା ରାଜୁସାର❤❤❤❤
Pura satya
👍👍👍👍👍👍
Sir ଆପଣଙ୍କ କଥା ମତେ ଭଲ ଲାଗେ.....
He is friend of my grandfather...n he used to tell about him a lot when he was alive...really a great doctor n human being . Heartfelt respect for him n very well explained by you sir
Dr Mahendra Mishra,Dr Sarat Chandra Mishra,Dr Raju Das and Dr Raghu Sahu were doctors like God 🙏
Saratmishra,Mahendra mishra mora aja huanti jejemaa nka bhai Raju das v piusi nka sanga, they were legend, mahan atma ❤🙏🚩🚩🚩
@@swagatimohapatra2268 ma'am Dr Sarat Mishra Dr Mahendra Mishra, Dr Debendra Mishra n Dr Vijaya Kumar Nanda are also my relatives
Ķqaaqq
Sir kna ghara Salipur agre padiba chandol ki..
@@swagatimohapatra2268Mahendra mishra,Sarat mishra, debendra mishra ,upendra mishra perhaps they are four brothers and their native place is banki.
We love this doctor "Tings Raju" really he was a God among all doctors.
Rest in Peace dear Raju Das❤
ଏହି ମହାନ୍ ଦେବ ତୁଲ୍ଯ ବ୍ଯକ୍ତିଙ୍କର ଆତ୍ମା ସଦ୍ଗତି ପ୍ରାପ୍ତ ଲାଭ କରୁ ଏଵଂ ତାଙ୍କ ନିକଟରେ ଥିବା ମାନବୀୟ ଗୁଣଗୁଡିକୁ ବର୍ତ୍ତମାନର କାର୍ୟ୍ଯରତ ଡାକ୍ତର ମାନେ ଆପଣେଇ ନେଲେ ଏହା ହେବ ତାଙ୍କ ପାଇଁ
ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ଏହାହିଁ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା।
ଜୟ ଜଗନ୍ନାଥ।
ଟିଂଗା ରାଜୁ ଥିଲେ ଭଗବାନ ଙ୍କ ଅବତାର କହିଲେ କିଛି ଭୁଲ ହେବନି ମୋ ଅଭିଜ୍ଞାତା ❤ଜୟ ଜଗନ୍ନାଥ 🙏🙏
ଏହି ମହାନ ଆତ୍ମାକୁ ମୋର କୋଟି କୋଟି ନମନ 🙏
Heartiest Respect to the brilliant doctor. Difficult to get such a brilliant doctor in coming few decades. RIP. 🙏🏿🙏🏿🙏🏿
🙏🙏
ପରମେଶ୍ୱର ଶ୍ରୀଜଗନ୍ନାଥ ଡ଼ା. ଦାସଙ୍କ ଅମର ଆତ୍ମାର ସଦଗତି କରନ୍ତୁ 🙏🏻🌹🙏🏻🌹
ଡାକ୍ତର ରାଜକିଶୋର ଦାସଙ୍କ ଆତ୍ମାର ସଦଗତି ହେଉ l
ଓଁ ଶାନ୍ତି 🙏
ମୁଁ ଶୁଣିଛି Dr ଟିଙ୍ଗା ରାଜୁ ଜନପ୍ରିୟ ନାଆଁ ଟିକୁ ସେ ବରହମ୍ପୂର୍ ରେ ଥିଲାବେଳେ ଆମଦାନୀ କରିଥିଲେ। ସେ ମହାନ୍ ଚରିତ୍ରକୁ ନେଇ ଆପଣ ସୁନ୍ଦର ଆଲୋଚନା କରିଛନ୍ତି।😊
ସୁନ୍ଦର ଉପସ୍ଥାପନ। ଏହି ପୂଣ୍ଯାତ୍ମା ପୁନର୍ବାର ଜନ୍ମ ହୁଅନ୍ତେ କି
ଆପଣ ସତ କଥା କହିଛନ୍ତି ଏବେକାର ଡାକ୍ତର ମାନଙ୍କ ବିଷୟରେ। ରାଜକିଶୋର ଦାଶ ଭଲ ଡାକ୍ତର ଥିଲେ ମାତ୍ର ତାଙ୍କର ଟିଙ୍ଗା ଗୁଣ ନିଶ୍ଚୟ ଭାବରେ ଥିଲା ଓ ମୁ ନିଜ ଅଭିଜ୍ଞତା ରୁ ଅନୁଭବ କରିଛି । ଯା ହେଉ ତାଙ୍କର ଆତ୍ମା ଶାନ୍ତି ଲାଭ କରୁ। 💐🙏😊😊
ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରୁଛି ଏମିତି ଜଣେ ମହାନ ଆତ୍ମା ଙ୍କୁ ଯେଉଁଠି ବି ରଖନ୍ତୁ ଭଲ ରେ ରଖନ୍ତୁ।😂🙏🙏
ଦିଗମ୍ବତ ଆତ୍ମାର ସଦଗତି ପାଇଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା...
ମଣିଷ ହେବ ତ ଟିଂଗା ରାଜୁଙ୍କ ପରି... 🙏🙏🙏
ସେହି ଡାକ୍ତର ଙ୍କୁ କୋଟି କୋଟି ପ୍ରଣାମ ଆପଣଙ୍କ ଉପସ୍ଥାପନା କୁ ଭି 🙏.
I admitted Dr.R. K Das was not only a doctor but also a bright Star in the Sky of Doctors. He saved my life partner ,OH God ,pray to you His Noble Soul may leave in peace in heaven. OM SHANTI.
Koti koti pranam 👏👏👏
ଜଗନ୍ନାଥ ଆଉଥରେ ଏ ମହାନ ବ୍ଯକ୍ତି ସମ୍ପନ ଡାକ୍ତରଙ୍କୁ ଧରାବତାରଣ କରନ୍ତୁ
ଶ୍ରଦ୍ଧାଞ୍ଜଳି 🙏🙏
ପ୍ରକୃତ ରେ ସେ ଦେବତା. ମୋର ମଧ୍ୟ ଅନୁଭବ ଅଛି
ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି ସେହି ମହାନ୍ ଆତ୍ମା ଙ୍କୁ 🙏
ସତରେ ଭଲ ମଣିଷଟିଏ
ଭଗବାନ ତଙ୍କ ପବିତ୍ର ଆତ୍ମାକୁ ଶାନ୍ତି ଦିଅନ୍ତୁ
ମୁଁ ସତ କଥା ହେଲା ଏହି ମହାନ ଅଧକାରୀ ପ୍ରତିଭା ଙ୍କ ବିଷୟରେ ବିଭିନ୍ନ ଲୋକ ମାନଙ୍କ ଠାରୁ ଖ୍ୟାତି ସମ୍ପର୍ଣ୍ଣ ବିଷୟରେ ବାରମ୍ବାର ଶୁଣିଛି, 🙏ଡାକ୍ତର ମାନଙ୍କ ମଧ୍ୟରେ ସେ ହେଉଛନ୍ତି କିମ୍ବଦନ୍ତୀ ମଣିଷ
Dr RK Das was Exceptionally Brilliant alike Dr Raghu Sahu & Dr Sukumar Das .. Owe him & Grateful to Dr RK Das for visiting our house at Sutahat with one of his Most Friendly Student Dr Alok Kanungo for treating my ailing Brother Ranjan & Mother Sabita .. ❤❤
Salute to one of the most emphatic doctor ever born . Omm Shanti.
Prasant Sir - Can you please provide DR Raghu Sahu and Dr Sukumuar Das contacts. I need to take my Mother for some anxiety disorder. Thanks
ସାରଙ୍କ କଥା ଯାହା କାମ ସେଇଆ ସାରଙ୍କର, ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ଭଗବାନ
ପ୍ରଣାମ ମହାଶୟ 🙏❤️
ବିଦୁତ୍ ଦାସ ମଧ୍ୟ ଜଣେ ଭଲ ଏବଂ ସଚ୍ଚୋଟ ଡାକ୍ତର
Tanka hata bhagabanka hata... 🙏🙏🙏🙏 koti koti pranam
Bohut bhala abhula smruti.
ସେ ଭଗବାନ ଙ୍କ ଅନ୍ୟ ଜଣେ ଅବତାର ଥିଲେ ।🙏🙏🙏
ପ୍ରକୃତରେ ସ୍ମରଣୀୟ 🙏
ଏଭଳି ଅମର ଆତ୍ମାଙ୍କୁ ହୃଦୟରୁ ଭକ୍ତିପୁତ ପ୍ରଣାମ
Sir apana nku dekhi baku bahut echha thila
Thanku re tanku punar janma thiantu , puni se lokanka seba karantu 🙏
Very impressive and inspiring message ..
Pranam Sir