30 Jila Ra Prasidha Khadya ll ତିରିଶି ଜିଲ୍ଲା ର ପ୍ରସିଦ୍ଧ ଖାଦ୍ୟ ll କେଉଁ ଜିଲ୍ଲାରେ କେଉଁ ଖାଦ୍ୟ ଫେମସ ଦେଖିବା

แชร์
ฝัง
  • เผยแพร่เมื่อ 14 พ.ย. 2024

ความคิดเห็น • 782

  • @KedarnathSahoo-g1d
    @KedarnathSahoo-g1d หลายเดือนก่อน +68

    Jagatsinghpur loka /pila like kara jspur is the best ❤

  • @3starpersonal570
    @3starpersonal570 หลายเดือนก่อน +106

    ଆମ କେନ୍ଦୁଝର ଜିଲ୍ଲାର ବହୁତ୍ ସୁନ୍ଦର ମା ତାରିଣୀ ଅନେକ ଜଳପ୍ରପାତ ବହୁତ୍ ଦର୍ଶନୀୟ ସ୍ଥାନ ଅଛି କେନ୍ଦୁଝର ପିଲା like କର ❤❤❤❤

    • @Usuccess23
      @Usuccess23 หลายเดือนก่อน +3

      Apankar Number tike debe ki sir

    • @abinashpatra-x4m
      @abinashpatra-x4m 28 วันที่ผ่านมา +2

      Bhai amo ghara bi Keonjhar dist re

    • @mithundehury1979
      @mithundehury1979 24 วันที่ผ่านมา +1

      Mu b keonjharia bhai

    • @3starpersonal570
      @3starpersonal570 24 วันที่ผ่านมา +1

      @@abinashpatra-x4m Dil Se Wel Come 🙏🙏🙏

    • @3starpersonal570
      @3starpersonal570 24 วันที่ผ่านมา +1

      @@mithundehury1979 Dil Se Wel Come 🙏🙏🙏

  • @subhammamavlogs7132
    @subhammamavlogs7132 หลายเดือนก่อน +18

    ମୟୁରଭଞ୍ଜ ପିଲା like କର ❤❤❤ ମାଂସ ମୁଢି 👌👌👌

    • @madhuripradhan552
      @madhuripradhan552 23 วันที่ผ่านมา

      ଆମର ମୟୂରଭଞ୍ଜ ❤🎉🎉👌👍ବହୁତ ଭଲ

  • @Jituranjan-k7m
    @Jituranjan-k7m หลายเดือนก่อน +52

    ସବୁଥିରୁ ଭଲ ପୁରୀ ଜିଲ୍ଲା ର ମହା ପ୍ରସାଦ 🙏ଜୟ ଜଗନ୍ନାଥ

  • @jayantiswain1732
    @jayantiswain1732 หลายเดือนก่อน +91

    ଅଜାଙ୍କୁ ନାତୁଣୀ ଜୋଡି଼ ଅତି ସୁନ୍ଦର। ଗୀତ ର ଲେଖକ ଙ୍କୁ ଧନ୍ୟବାଦ। ଗୀତର ମାଧୁର୍ଯ୍ୟ ବଢାଇଥିବା ଅଜା ନାତୁଣୀ ଙ୍କୁ ବିଶେଷ ଧନ୍ୟବାଦ।

  • @swayan5563
    @swayan5563 21 วันที่ผ่านมา +1

    Kendrapada rasabali ❤❤❤❤❤❤

  • @PrasanaKumardadh
    @PrasanaKumardadh หลายเดือนก่อน +12

    କ ଟ କ ଆ ସ 🙏🙏🙏🙏
    👍👍👍👍👍👍👍 ଧନ୍ୟବାଦ

  • @bonoshsahoo7894
    @bonoshsahoo7894 หลายเดือนก่อน +92

    ଖାଦ୍ୟ ପଦାର୍ଥ ରେ ମୋ ଓଡ଼ିଶା ମୋ ଭାରତ ଭଳି ସ୍ଥାନ ସାରା ବିଶ୍ଵର ରେ ନାହିଁ ।।।❤❤❤❤

  • @3starpersonal570
    @3starpersonal570 หลายเดือนก่อน +40

    କେଉଁ ଜିଲ୍ଲା ରେ କଉ ଠାକୁର ଓ କେଉଁ ଜିଲ୍ଲା କେଉଁ ପୂଜା famous ଗୋଟେ ଭିଡ଼ିଓ ହଉ

    • @ChitraBhatra-u7d
      @ChitraBhatra-u7d 22 วันที่ผ่านมา

      Nabaragap pur jila re bali jatra takurani ganta jatra prasida

  • @kdp_toka
    @kdp_toka 25 วันที่ผ่านมา +4

    ଆମ କେନ୍ଦ୍ରାପଡ଼ା ର ରସାବଳୀ ବିଶ୍ବ ପ୍ରସିଦ୍ଧ 😍😍 ଜୟ ଶ୍ରୀ ସିଦ୍ଧ ବଳଦେବଜୀଉ ନମଃ 🙏 ତୁଳସୀ କ୍ଷେତ୍ର kdp🔥

  • @prabhatbeheraprabhatbehera8236
    @prabhatbeheraprabhatbehera8236 25 วันที่ผ่านมา +4

    ପ୍ରକୃତି ର ବରଦାନ ଆମ କନ୍ଧମାଳ ଜିଲ୍ଲା ଏବଂ ସବୁ ଠାରୁ ଅନ୍ୟତମ ଆମ ଫୁଲବାଣୀ ସହର। ମର୍ତ୍ତ୍ୟରେ ଆଉଏକ ସ୍ୱର୍ଗ ଠାକୁରଙ୍କ ସୃଷ୍ଟି ❤❤❤ ଯେଉଁ ଭାଇ କେବେ ଆସିନାହାନ୍ତି ଥରେ ଆସି ପ୍ରକୃତିର ସ୍ୱର୍ଗ କୁ ଉପଭୋଗ କରନ୍ତୁ।

  • @manasranjansahoo3254
    @manasranjansahoo3254 หลายเดือนก่อน +48

    ସବୁଠୁ ଭଲ ନୟାଗଡ଼ ଆମ ପୋଡ଼

  • @SatyaNarayan-hd2uo
    @SatyaNarayan-hd2uo หลายเดือนก่อน +23

    ଆମ ଗଞ୍ଜାମ,ବ୍ରହ୍ମପୁର.... ଆଚାର, ପାମ୍ପଡ, ବଡି, ପୁରି ଉପୁମା ♥️♥️♥️

    • @pujamohapatra732
      @pujamohapatra732 24 วันที่ผ่านมา +1

      ❤🎉

    • @manoj-jb5lk
      @manoj-jb5lk 23 วันที่ผ่านมา

      ​@@pujamohapatra732madua sabu ganjam re

  • @ManojKNayak
    @ManojKNayak หลายเดือนก่อน +3

    ସୁନ୍ଦର ଉପସ୍ଥାପନା

  • @sushantmishra6531
    @sushantmishra6531 หลายเดือนก่อน +21

    ଆମ ପାଇଁ ବଡ ଆମ ନୟାଗଡ଼
    ଆମ ପାଇଁ ବଡ ଆମ ଛେନାପୋଡ଼

  • @sarojakumarmishra1563
    @sarojakumarmishra1563 หลายเดือนก่อน +57

    ମହାଶୟ,ପୁରୀ ଜିଲ୍ଲା କେବଳ ପୁରୀ ବାସୀଙ୍କର ନୁହେଁ ଏହା ସାରା ଓଡିଶାର ।ପୁରୀ ସାରା ଓଡ଼ିଶାର ଗର୍ବ।

    • @BikramJani-zs8to
      @BikramJani-zs8to หลายเดือนก่อน +2

      B hii

    • @indrajeetnaik8385
      @indrajeetnaik8385 หลายเดือนก่อน

      2:44
      ​@@BikramJani-zs8to5:36 you go on pH of pH

  • @Angel12127
    @Angel12127 22 วันที่ผ่านมา +1

    ସମ୍ବଲପୁର ❤❤❤❤❤❤❤❤❤❤❤❤❤❤❤❤❤

  • @HiralalDas-o2z
    @HiralalDas-o2z หลายเดือนก่อน +81

    ଆମ ପାଇଁ ବଡ଼ ଆମ ନୟାଗଡ଼❤
    ସବୁଠୁ ସୁଆଦ ଆମ ଛେନାପୋଡ଼❤

    • @dancelover-x8d
      @dancelover-x8d หลายเดือนก่อน +2

      🙏

    • @sumantripathy4829
      @sumantripathy4829 หลายเดือนก่อน +1

      Sabu jaga re nahi kintu

    • @anilkumard2304
      @anilkumard2304 หลายเดือนก่อน +2

      ଆମ ନୟାଗଡ଼
      ଛେନାପୋଡ଼ ❤

    • @anilkumarparida5122
      @anilkumarparida5122 หลายเดือนก่อน +2

      ଆମ ପାଇଁ ବଡ଼ ଆମ ନୟାଗଡ଼
      ସବୁଠୁ ଭଲ ଆମ ଛେନାପୋଡ଼

    • @sambeetsahani-js1uo
      @sambeetsahani-js1uo 28 วันที่ผ่านมา

      Nayagarh jila sabuthu rajaniti zila bekar loka

  • @pinujena8482
    @pinujena8482 หลายเดือนก่อน +62

    ଆମ କେନ୍ଦ୍ରାପଡ଼ା ରସାବଳି ଫେମସ୍ ❤😮

  • @Odiaguruchinu
    @Odiaguruchinu หลายเดือนก่อน +28

    ମୋ ଓଡିଶା ପାଇକ ମାଟି ଖୋର୍ଦ୍ଧା 😍🇮🇳🤝

  • @dinabandhupadhi9079
    @dinabandhupadhi9079 หลายเดือนก่อน +21

    ତିରିଶି ଜିଲ୍ଲା କୁ ଏବଂ ପ୍ରତ୍ଯେକ ଜିଲ୍ଲାର ପ୍ରସିଦ୍ଧ ଖାଦ୍ଯ କୁ ନେଇ ଏ ଗୀତ ଅତି ଚମତ୍କାର ହୋଇଛି🥰🥰🥰🥰🥰🥰

  • @Bhagyashreepatra-d7x
    @Bhagyashreepatra-d7x หลายเดือนก่อน +13

    Cuttackia like kr re.....❤

  • @swarnalatasamantray3202
    @swarnalatasamantray3202 หลายเดือนก่อน +5

    ଖୁବ୍ ସୁନ୍ଦର ପ୍ରକାଶ କରିଛନ୍ତି
    ଧନ୍ୟବାଦ୍ 😊

  • @ChinmayaKumarparida-hy3bx
    @ChinmayaKumarparida-hy3bx 25 วันที่ผ่านมา +3

    ❤❤❤❤❤ଆମ ଅନୁଗୋଳ ଦହି ପଖାଳ ଓଡ଼ିଶା ରେ 1 ନମ୍ୱର୍ ❤❤❤

  • @ManguluBisoyi-gw7go
    @ManguluBisoyi-gw7go หลายเดือนก่อน +7

    ଗଂଜାମ ଜିଲ୍ଲାରେ ପିରୁ ଉପିମା ଓଡ଼ିଶା ରେ ବ୍ରହ୍ମପୁର

  • @priyattamamahalik690
    @priyattamamahalik690 หลายเดือนก่อน +63

    ଆମ ଢେଙ୍କାନାଳ ବରା, କପିଳାସ ମହିମା ଗାଦି ଯୋରନ୍ଦା ମେଳା ପ୍ରସିଦ୍ଧ।
    30 ଜିଲ୍ଲା କୁ ନେଇ ଗୀତଟି ମନଲୋଭା।
    ଧନ୍ୟବାଦ୍

    • @bijayamahanta5677
      @bijayamahanta5677 หลายเดือนก่อน +2

      Hn bhai, mu bi Dhenkanal ru

    • @kabitaNayak-px4gy
      @kabitaNayak-px4gy หลายเดือนก่อน

      From -ganjam but abe Dhenkanal

    • @bishnupriyadash2437
      @bishnupriyadash2437 หลายเดือนก่อน

      ​@@kabitaNayak-px4gy ame para pura ganjam berhampuria

    • @manoj-jb5lk
      @manoj-jb5lk 23 วันที่ผ่านมา

      ​@@bishnupriyadash2437sabu madua ganjam re

    • @sonufoodcorner2560
      @sonufoodcorner2560 22 วันที่ผ่านมา

      Apanakra achara pampad famous all over world re​@@bishnupriyadash2437

  • @sachikantjena6581
    @sachikantjena6581 หลายเดือนก่อน +41

    ପବିତ୍ର ପୁରୀ ଗର୍ଵ ଆମରି

    • @RasmiBehera-d4r
      @RasmiBehera-d4r หลายเดือนก่อน +2

      ⭕‼️⭕ Jay Jagannath ..Vai tame ta ama puri Tok

    • @jayjagannath9169
      @jayjagannath9169 หลายเดือนก่อน +1

      ଠିକ୍ କଥା କହିଲ 👍👍👍

    • @SantoshKumar-vp5kw
      @SantoshKumar-vp5kw หลายเดือนก่อน

      ଜୟ ଜଗନ୍ନାଥ

  • @BerhampurcomedyVlog
    @BerhampurcomedyVlog หลายเดือนก่อน +24

    ଆମ ବ୍ରହ୍ମପୁର ଆଚାର,ପାମ୍ପଡ ସହ ପୁରି ଉପମା ବି ପ୍ରସିଦ୍ଧ 😂ଭାରି ଭଲ ଲାଗିଲା ଏଇ ଗୀତ ଟି

  • @i_nibeditapradhan
    @i_nibeditapradhan หลายเดือนก่อน +6

    ଜଗତସିଂହପୁର ଜିଲ୍ଲାରେ କଙ୍କଡା କଷା ପ୍ରସିଦ୍ଧ ଖାଦ୍ୟ । ଯେଉଁମାନେ ଜଗତସିଂହପୁର ଜିଲ୍ଲାର ଅଛନ୍ତି ଲାଇକ କରନ୍ତୁ ❤ ଜୟ ମା' ଶାରଳା 🙏💕

  • @jugularautaray279
    @jugularautaray279 หลายเดือนก่อน +8

    Mo odisha ra sabu district bahuta sundara....... ❤

  • @surendranathrath4711
    @surendranathrath4711 หลายเดือนก่อน +5

    ପ୍ରଜ୍ଞାଶ୍ରୀ ଓ ଶ୍ରୀଚରଣ
    ପ୍ରଥମେ ଜୟ ଜଗନ୍ନାଥ
    ଅତି ସୁନ୍ଦର ରଚନା ଓ ଉପସ୍ଥାପନା.
    ଆନ୍ତରିକତାର ସହ ମୁଁ ଗର୍ବିତ.
    ଓଡ଼ିଶାର ତିରିଶି ଜିଲ୍ଲା କୁ ଭୁଲି ନାହାନ୍ତି.
    ଜୟ କଳାକାର ଜୟ ଜଗନ୍ନାଥ

  • @saumendrakumarnayak832
    @saumendrakumarnayak832 21 วันที่ผ่านมา +1

    ଗୀତଟି ବହୁତ ଭଲ ଲାଗିଲା। ନିଛକ ଓଡିଆ ପଣ ଅଛି। ନିଜକୁ ଓଡିଆ ବୋଲି ଗର୍ବ କରିବା।

  • @lilisahoo4622
    @lilisahoo4622 26 วันที่ผ่านมา

    ଅତି ସୁନ୍ଦର ଲେଖା । ସୁନ୍ଦର ଶବ୍ଦ ସଂଯୋଜନା ତଥା ଶିକ୍ଷଣୀୟ ଅଟେ । ଲେଖକ , ନିର୍ଦ୍ଦେଶକ ଓ ଗୀତିକାର ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ ।

  • @ExceptionalKalinga
    @ExceptionalKalinga 28 วันที่ผ่านมา +1

    ଜୟ ଜଗନ୍ନାଥ,,, ବହୁତ୍ ସୁନ୍ଦର୍

  • @sikhalifestyle1332
    @sikhalifestyle1332 หลายเดือนก่อน +23

    Mayurbhanj ମୁଢ଼ି ମାଂସ 😋👌👌👌

    • @manoramaofficial5136
      @manoramaofficial5136 หลายเดือนก่อน +3

      Mayurbhanj Motton mudhi test jemiti Peta purijae semiti .so Mansa mudhi Khali test nuhe amo paei best.

    • @sikhalifestyle1332
      @sikhalifestyle1332 หลายเดือนก่อน +1

      right 🥰🥰🥰🥰🥰

    • @ShibashankarBasa
      @ShibashankarBasa หลายเดือนก่อน +1

      ❤❤❤ Mudhi nuhe Vuja 😂

  • @SamsuluddinKhan
    @SamsuluddinKhan หลายเดือนก่อน +20

    ବଢିଆ ଅଜା କୁ ବଢିଆ ନାତୁଣୀ ଧନ୍ୟବାଦ।

  • @DayanidhiShial-nv1go
    @DayanidhiShial-nv1go หลายเดือนก่อน +13

    Ama Baleswer Bhari Badhi,👌🏼👌🏼👌🏿👌🏿👌🏿👌🏿

  • @odishafood1423
    @odishafood1423 หลายเดือนก่อน +4

    କଳାହାଣ୍ଡି ପୋଡା ଝୁରି, କରଡ଼ି, ହେଂଡୁଆ ଫେମସ, ଜୟ ମା ମାଣିକେଶ୍ବରୀ

  • @runudas7521
    @runudas7521 26 วันที่ผ่านมา +1

    Bhaut bhala🎉

  • @khusirajalaxmidiptiexpress5041
    @khusirajalaxmidiptiexpress5041 หลายเดือนก่อน +19

    କଟକ ଦହିବରା ନମ୍ବର 1 🚩👌

  • @ranjitsahu3508
    @ranjitsahu3508 หลายเดือนก่อน +6

    ମୋ ପ୍ରଭୁ କାଳିଆ ସାଆନ୍ତ ଙ୍କ ପ୍ରିୟ ଖାଦ୍ୟ ଅନୁସାରେ ଆମ ଅନୁଗୁଳ ଜିଲ୍ଲା ପ୍ରସିଦ୍ଧ ,

    • @sadhucharansahu8362
      @sadhucharansahu8362 หลายเดือนก่อน

      Angul jila ra kau khadya kuha

    • @Radhika34476
      @Radhika34476 27 วันที่ผ่านมา

      Dahi pakhala ​@@sadhucharansahu8362

  • @vivek7702
    @vivek7702 หลายเดือนก่อน +13

    ଅତି ସୁନ୍ଦର.... ସୁନ୍ଦର ଉପସ୍ଥାପନା... ବହୁତ ବହୁତ ଶୁଭକାମନା ❤❤❤

  • @pratapkumarsahoo5811
    @pratapkumarsahoo5811 หลายเดือนก่อน +4

    🙏ଧନ୍ୟବାଦ 🙏ଅଜା ଓ ନାତୁଣୀ 🙏ଗୀତର 🙏ମଧୁଯ୍ୟ 🙏ଅତି 🙏ମନମୁଗ୍ଧକର 🙏ପ୍ରଭୁ 🙏ଜଗନ୍ନାଥ 🙏ଅପଣଂକର 🙏ମଙ୍ଗଳ 🙏କରନ୍ତୁ 🙏

  • @ashwinisahu6584
    @ashwinisahu6584 หลายเดือนก่อน +8

    PURI MAHAPRABHU ODISHARA GARBA 🎉🎉🎉🎉

  • @dushasannayak3974
    @dushasannayak3974 หลายเดือนก่อน +4

    ହୃଦୟ କୁ ଛୁଇଁଲା ଭଳି ଗୀତଟି ହୋଇଛି । ଆମ ପୁରୀ ଜିଲ୍ଲା କି ଜୟ ।

  • @PrakashDeba
    @PrakashDeba หลายเดือนก่อน +52

    ମୋ କେନ୍ଦ୍ରାପଡ଼ା ରସାବଳୀ କାହାର ପସନ୍ଦ

  • @SwarnalataParida-s2b
    @SwarnalataParida-s2b หลายเดือนก่อน +3

    Jajpur biraja kshyatra jay maa biraja🙏 6:14

  • @rajatdani3985
    @rajatdani3985 หลายเดือนก่อน +2

    ଲେଖକଙ୍କୁ ବହୁତ ବହୁତ ଧନ୍ୟବାଦ ଅତି ସୁନ୍ଦର ଗୀତଟି ଲେଖିଥିବାରୁ l music director ଙ୍କୁ, କଳାକାରଙ୍କୁ ଧନ୍ୟବାଦ l ଅତି ସୁନ୍ଦର l

  • @dancelover-x8d
    @dancelover-x8d หลายเดือนก่อน +53

    ଆମ ପାଇଁ ବଡ଼ ଆମ ନୟାଗଡ ଆଉ ଶୁଆଦିଆ ଆମ ଛେନା ପୋଡ଼ 🙏

  • @କୁମାରଆଲୋକ
    @କୁମାରଆଲୋକ หลายเดือนก่อน +11

    ଆମେ ନୟାଗଡିଆ
    ଆମ ଛେନାପୋଡ଼
    ଭାରି ବଢ଼ିଆ।🤤🤤👍👍

  • @rajendragudulimahapatra7828
    @rajendragudulimahapatra7828 หลายเดือนก่อน +2

    ଆମର ଗଞ୍ଜାମ ରେ ପାମ୍ପଡ଼ ଆଉ ଆଚାର ପାଇଁ ପ୍ରସିଦ୍ଧ ଏବଂ ବ୍ରହ୍ମପୁର ପାଟ ପାଇଁ ପ୍ରସିଦ୍ଧ ଅଟେ.

  • @rabindramaharana5360
    @rabindramaharana5360 หลายเดือนก่อน +1

    ତିରିଶି ଜିଲ୍ଲାର ପ୍ରସିଦ୍ଧ ଓ ସୁସ୍ୱାଦୁ ଖାଦ୍ୟ ସାମଗ୍ରୀର ସ°ଗ୍ରହ ପ୍ରକୃତରେ ଶୁଣିବା ଯୋଗ୍ୟ ସହ ଅତି ସୁମଧୁର ସ°କଳନ ଅଟେ। ଜୟ୍ ହୋ ଅଜା ନାତୁଣୀ ଙ୍କର।

  • @Dhansingh-netam
    @Dhansingh-netam 29 วันที่ผ่านมา +1

    ବହୁତ ସୁନ୍ଦର ନବରଙ୍ଗପୁର ଜିଲ୍ଲା ଆମର ଆଇ ସାଥେ ଅଜା ନାତୁଣୀ ଆସ ଆମ ନବରଙ୍ଗପୁର ଜିଲ୍ଲା ନିମନ୍ତ୍ରଣ ରହିଲା ❤❤❤❤❤❤❤

  • @bijaypatra9105
    @bijaypatra9105 หลายเดือนก่อน +6

    ଓଡିଶା ଭଳିଆ ଖାଦ୍ୟ ସାରା ଭାରତ ରେ କଣସି ରାଜ୍ୟରେ ମିଳିବନି ଜଗନ୍ନାଥ ର ରାଜ୍ୟ

  • @AkashThapa-xk3jh
    @AkashThapa-xk3jh หลายเดือนก่อน +5

    ରସଗୋଲା ଓଡ଼ିଶାର ଏକତାର ପ୍ରତୀକ । ଜୟ ଜଗନ୍ନାଥ।

  • @pintugouda3833
    @pintugouda3833 28 วันที่ผ่านมา +3

    ଆମ ଓଡିଶା ଅତି ସୁନ୍ଦର, ବନ୍ଦେ ଉତ୍କଳ ଜନନୀ 🙏🙏🙏

  • @sarojrout3867
    @sarojrout3867 หลายเดือนก่อน +1

    ବହୁତ ସୁନ୍ଦର ଭାବରେ ଗୀତ ରଚନା ହୋଇଚି,

  • @DeepakKumar-lv4li
    @DeepakKumar-lv4li หลายเดือนก่อน +37

    ଆମପାଇଁ ବଡ ଆମ ନୟାଗଡ଼ ଆଈ ସାଥେ ଅଜା ନାତୁଣୀ ଆସ ନୟାଗଡ଼ ଖାଇବ ଆମ ଜିଲ୍ଲା ପ୍ରସିଦ୍ଧ ଛେନାପୋଡ ନିଶ୍ଚୟ ଆସିବ ନିମନ୍ତ୍ରଣ ରହିଲା

  • @sudarshanparida5149
    @sudarshanparida5149 28 วันที่ผ่านมา +2

    Ama pai bada ama Nayagarh ❤❤❤

  • @janak141
    @janak141 หลายเดือนก่อน +2

    ବହୁତ ଭଲ presentation 💞💞💞💞💞fm.. କଳାହାଣ୍ଡି like👍🏻toh banta hai💞

  • @basantadash6499
    @basantadash6499 27 วันที่ผ่านมา +1

    Nice song of sricharan praganshree lerics and music is beautiful thanks pragyanshree music

  • @aashman6646
    @aashman6646 23 วันที่ผ่านมา

    I ❤ Kandhamal .....from Linepada

  • @BalabhadraSahoo-tt2kx
    @BalabhadraSahoo-tt2kx หลายเดือนก่อน +10

    ନୟାଗଡ଼ ଛେନାପୋଡ଼

  • @odpriyavlogs8092
    @odpriyavlogs8092 หลายเดือนก่อน +9

    Khordha ra bhai bhauni mane like kar ❤

  • @asitkumar3850
    @asitkumar3850 หลายเดือนก่อน +3

    Jagatsingpur jila re🦀🦀🦀🦀🦀 kankada au🦐🦐🦐🦐 chingudi jhola bahut taste

  • @baikunthanathacreationsnay1414
    @baikunthanathacreationsnay1414 หลายเดือนก่อน +4

    ଚରଣ ଭାଇ ଙ୍କ ଦ୍ଵାର ହିଁ ସମ୍ଭବ ଏପରି ସୁନ୍ଦର ସାର୍ଥକ ସଫଳ ପରିଶ୍ରମ ସଂସ୍କୃତି ପ୍ରଥା ପରମ୍ପରା କୁ ନେଇ ସଙ୍ଗୀତ ପରିବେଷଣ, ଜୟ ଜଗନ୍ନାଥ!

  • @Limunvlogs
    @Limunvlogs 26 วันที่ผ่านมา +1

    ଖାଣ୍ଟି ଭଦ୍ରକିଆ😍😍😍

  • @ajayamohapatra4589
    @ajayamohapatra4589 หลายเดือนก่อน +1

    ଅଜା ନାତୁଣୀଙ୍କ ଗୀତ ବହୁତ ସୁନ୍ଦର । ଏହା ପିଲାମାନଙ୍କୁ ଭଲ ଶିକ୍ଷା ଦେବା । ଧନ୍ୟବାଦ୍ ।

  • @alokkumarmoharana8056
    @alokkumarmoharana8056 25 วันที่ผ่านมา

    ATI Sundar Paribesana.....

  • @sanjuktabehera7052
    @sanjuktabehera7052 หลายเดือนก่อน +3

    ଗୀତିକାର ଙ୍କୁ ଅଶେଷ ଧନ୍ୟବାଦ, ଉପସ୍ଥାପନା ଅତି ସୁନ୍ଦର।

  • @mr.dibyaranjan13
    @mr.dibyaranjan13 หลายเดือนก่อน +3

    Angul Dahi pakhala ❤❤

  • @akhayapatra4077
    @akhayapatra4077 22 วันที่ผ่านมา +1

    Barhampure bi pani puri famas ba

  • @Djsabyasachibhutia396
    @Djsabyasachibhutia396 หลายเดือนก่อน +1

    1piss ANGUL KING Boys

  • @prasannaparhi2875
    @prasannaparhi2875 26 วันที่ผ่านมา

    ଅତି ସୁନ୍ଦର.....

  • @narendranathsahu6153
    @narendranathsahu6153 หลายเดือนก่อน

    ଅତି ସୁନ୍ଦର ଆମ ଓଡ଼ିଶା ଖାଦ୍ୟ

  • @GopalBehera-q6u
    @GopalBehera-q6u หลายเดือนก่อน +2

    ଜୟ ଜଗନ୍ନାଥ ପୁରୀ ଧାମ❤

  • @jssetv2084
    @jssetv2084 หลายเดือนก่อน +3

    ଆମ ପାଇଁ ବଡ଼ ଆମ ନୟାଗଡ଼
    ସବୁଠୁ ସୁଆଦିଆ ଆମ ଛେନାପୋଡ଼
    ଆମ ଖାଦ୍ୟ ଗୌରବ ଆମ ପାଇଁ ବଡ଼
    ସେଥିପାଇଁ ସବୁବେଳେ ବେଷ୍ଟ ଆମ ନୟାଗଡ଼

  • @krishnakaberi-m5l
    @krishnakaberi-m5l หลายเดือนก่อน +2

    Ama Jajpur kakara au chingudi kasa 🙏🙏🙏❤️❤️❤️maa Biraja 🙏🙏🙏🙏

  • @housefullcomedyandsong
    @housefullcomedyandsong หลายเดือนก่อน +5

    ଆମ ନୟାଗଡ ଜିଲ୍ଲାର ଛେନାପୋଡ଼ 😊😊😊

  • @CHANDANSAHOO-gv8yo
    @CHANDANSAHOO-gv8yo 28 วันที่ผ่านมา

    ଆମ ପୁରୀ ସୁପର

  • @dhaneswarbagarti4973
    @dhaneswarbagarti4973 26 วันที่ผ่านมา

    Beautiful song ❤️

  • @santoshkumarmandal1362
    @santoshkumarmandal1362 หลายเดือนก่อน +4

    Jaya jagannath👍🙏

  • @sunilbehera3907
    @sunilbehera3907 หลายเดือนก่อน +9

    କେନ୍ଦ୍ରାପଡ଼ା is brand

    • @KrishnanayakNayak-t6e
      @KrishnanayakNayak-t6e หลายเดือนก่อน +1

      କି ବାଳ କଥା ସେମିତି ହେଇଥିଲେ kendarapada ନାରେ ଗୀତ ହେଇ ଥାଆନ୍ତା ସବୁ ଜିଲ୍ଲା ପାଈଁ ଗୀତ ହେଇଛି

    • @KrishnanayakNayak-t6e
      @KrishnanayakNayak-t6e หลายเดือนก่อน +1

      ଓଡ଼ିଶା ର ସବୁ ଖାଇବା ବେଷ୍ଟ

    • @bachelorlife365
      @bachelorlife365 หลายเดือนก่อน

      First ru start hela kendrapara tulasi khetre ❤

    • @KrishnanayakNayak-t6e
      @KrishnanayakNayak-t6e หลายเดือนก่อน

      @@bachelorlife365 😆jadhi last re kahithante

    • @swayan5563
      @swayan5563 21 วันที่ผ่านมา

      Kendrapada toka ❤❤😈😈😈😈😈

  • @muralidharsahoo1946
    @muralidharsahoo1946 หลายเดือนก่อน +7

    ଆମ ନୟାଗଡ଼ ଛେ ନା ପୋଡ଼ ଖାଇବା ଆ ସ

  • @susamapandateaching5752
    @susamapandateaching5752 29 วันที่ผ่านมา

    ଏଅଜାନାତୁଣୀଗୀତ ନା ବହୁତ ସୁନ୍ଦର।

  • @urmilakar3099
    @urmilakar3099 หลายเดือนก่อน +9

    ଆମ ପାଇଁ ଆମ ଢେଙ୍କାନାଳ ଭଲ

  • @Arjunmajhi-e7k
    @Arjunmajhi-e7k หลายเดือนก่อน

    ବହୁତ୍ ବଢ଼ିଆ ଲାଗୁଛି ଜିଲ୍ଲା ପରି ଭ୍ରମଣ ଏବଂ ଖାଦ୍ୟ ଚର୍ଚ୍ଚା

  • @user-happy353
    @user-happy353 28 วันที่ผ่านมา

    🙏ମା ବିରାଜ 🙏ଯାଜପୁର ଗୌରବ 🥰 ଆମ ପରିଚୟ ❤

  • @tilottamamohanty3336
    @tilottamamohanty3336 25 วันที่ผ่านมา

    Awesome ❤

  • @skrcreationchintu99
    @skrcreationchintu99 หลายเดือนก่อน +3

    ସାଲେପୁର ରସଗୋଲା....

  • @debendraseth4498
    @debendraseth4498 23 วันที่ผ่านมา +1

    ଆମର ବଲାଙ୍ଗିର ର ଚାଉଲ ବରା, ସିଙ୍ଗଡ଼ା ଭୁଜା ପୁଡ଼ିଆ,ପାନ୍ତୁଆ, ମାଲପୁଆ, ଡବା ରସଗୁଲା,ଅର୍ଷା ପିଠା ଆଉ ଡ୍ରାମ ମିକ୍ସଚର ଏକ ନମ୍ବର ହୋ ଆଜ୍ଞା ମାନେ 👌..👍..❤.. 🤝.. 🙏

    • @manoj-jb5lk
      @manoj-jb5lk 23 วันที่ผ่านมา

      Balangir district girl 75% callgirl ( dari)

  • @puspalatapati7406
    @puspalatapati7406 หลายเดือนก่อน +3

    Jay Jagnntha 🙏

  • @arunasahu8825
    @arunasahu8825 26 วันที่ผ่านมา

    Ati sundar mo odisha ra khadya achar byabahar pruthivi birala

  • @somnathsabar9809
    @somnathsabar9809 27 วันที่ผ่านมา

    Jay ho nuapada👍

  • @arjunbiswal8838
    @arjunbiswal8838 23 ชั่วโมงที่ผ่านมา

    ବହୁତ୍ ବଢିଆ ହୋଇଛି 😂

  • @ashokbadajena733
    @ashokbadajena733 หลายเดือนก่อน +2

    ଜୟ ଜଗନ୍ନାଥ 🙏

  • @Angel12127
    @Angel12127 22 วันที่ผ่านมา +1

    କିଏ କିଏ ନିଜ ଜିଲ୍ଲା ର ନାମ ଶୁଣିବାକୁ ଅପେକ୍ଷା କରିକି ଥିଲ ..... I love My ସମ୍ବଲପୁର ❤❤❤❤❤❤❤❤❤❤❤❤❤

  • @money9c
    @money9c 28 วันที่ผ่านมา +1

    6:51 keonjhar people like hare ❤

  • @akshayakumarmohanta2787
    @akshayakumarmohanta2787 หลายเดือนก่อน +3

    Jai Jaannath

  • @SantiMishra-v3h
    @SantiMishra-v3h หลายเดือนก่อน +1

    Great odissa