ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ମନ ପ୍ରାଣ କୁ ଛୁଇଁ ଗଲା। ଶୈଳଭାମା ଙ୍କ ମଧୁର କଣ୍ଠରେ ଗୀତ ଟି ଖୁବ୍ ସୁନ୍ଦର ଲାଗିଲା। ମାଧୂର୍ଯ୍ୟ ର ଶିହରଣ ଟେ ସର୍ବାଙ୍ଗରେ ସଂଚରି ଗଲା। ଏଇତ ଆମ ଓଡ଼ିଶୀ ସଂଗୀତର ଯାଦୁ।
ଶ୍ୟାମ ନାଗର ଙ୍କର୍ ଏଭଳି ବେଶ ଦେଖି ଯଦି pashan ତରଳି ଯାଉଛି,ଠିକ୍ ସେହିଭଳି ଆମେ ଏଭଳି କଣ୍ଠସ୍ୱର ଶୁଣି କରି କାହିଁ କେତେ ବେଳୁ ତରଳି ସାରିଲୁଣି।ଧନ୍ୟବାଦ୍ madam ଆପଣଙ୍କ ଅତି ବିଚିତ୍ର କଣ୍ଠ ସ୍ବର ପାଇଁ।ଜୟ ଜଗନ୍ନାଥ।
⁹9⁹⁹⁹⁹99😊😊⁹9⁹9th p9p
ଫୁଲ ଗୀତ ଟି ବୋଲ ନ୍ତୁ
ସୁନ୍ଦର ସୁଲଲିତ କଣ୍ଠସ୍ବର ଭଜନ ନୁତ୍ୟ ଅତି ଉତ୍ତମ ସଂସ୍କାର ପରଂପରା ଓଡିଶା ସଂସ୍କୃତି ଜୟ ଜଗନ୍ନାଥ🙏 କିନ୍ତୁ ଦୁଃଖିତ ବିଷୟ ଆଜ୍ଞା ଆଜି କାଲି ଲୋକ ମାନେ ଦେଖନ୍ତି ନାହିଁ ଶୁଣନ୍ତି ନାହିଁ. କ୍ବଚିତ ଭଲ ପାଆନ୍ତି
ବେଷ୍ଟ
ଶ୍ୟାମ ନାଗର ହେ ଏ ବେଶ ହୋଇବ ନାହିଁ ।ଏ ବେଶ ହୋଇଲେ ପାଷାଣ ତରଳେ ଯୁବତୀ ବଞ୍ଚିବେ ନାହିଁ ।।ଉଭା ହୋଇଥିବ କଦମ୍ବ ର ମୂଳେ ନଟବର ବେଶ ହୋଇ ।ଘେନିଥିବ ଯେବେ ମୋହନମୂରଲୀ ଅଧରେ ଚୁମ୍ବିବ ନାହିଁ ।।ପିନ୍ଧିଥିବ ଯେବେ ପୀତାମ୍ବର ତୁମ୍ଭେ ଭୂମିରେ ଲୋଟିବ ନାହିଁ ।ହସୁଥିବ ଯେବେ ମୃଦୁ ମୃଦୁ ହସ ତେରେଛି ଚାହିଁବ ନାହିଁ ।। ଘେନିଥିବ ଯେବେ ଚନ୍ଦନ ର ବିନ୍ଦୁ ଗୋରଚନା ଥିବନାହିଁ ।ବାନ୍ଧିଥିବ ଯେବେ ତ୍ରିଭଙ୍ଗୀମା ଚୁଳ ଚନ୍ଦ୍ରିକା ଖୋସିବ ନାହିଁ ।।ଯେତେ ବେଶ ତୋତେ ମନାକଲି ଶ୍ୟାମ ସେତେବେଶ ହେଲୁ ତୁହି ।ବୋଲେ ବନମାଳୀ ଶୁଣଗୋ ରାଧିକେ ଏ ବେଶ ତୁମ୍ଭରି ପାଇଁ ।।
👌
ଶ୍ୟାମ ନାଗର ହେ ଶ୍ୟାମ ନାଗର ହେ ,ଏମିତି ଚାହିଁବ ନାହିଁ lତ୍ରିଭଙ୍ଗୀ ଭଙ୍ଗୀରେ ମୁରଲୀ ରେ ସୁର୍ ଦେଇ ll ଏମିତି ଚାହିଁଲେ ଅଭିମାନ କରି ଶ୍ରୀରାଧା ରହିବେ କାହିଁ ? ll (1)ଶ୍ୟାମ ନାଗର ହେ ଏମିତି ଚାହିଁବ ନାହିଁ lପ୍ରୀତି କଟାକ୍ଷରେ ପୀତାମ୍ବର ବେଶ ହୋଇ ll (2)ଏମିତି ଚାହିଁଲେ ଐଶ୍ୱର୍ଯ୍ୟ ପ୍ରୀତିରେ ଶ୍ରୀରାଧା ରହିବେ କାହିଁ ? ll (2)ଶ୍ୟାମ ନାଗର ହେ ଏମିତି ଚାହିଁବ ନାହିଁ lମୟୂର ଚନ୍ଦ୍ରିକା ବାଙ୍କ ଚୂଳ ଶୋଭା ପାଇଁ ll (3)ଏମିତି ଚାହିଁଲେ ନିରାଶ୍ରୟ ମଣିଶ୍ରୀରାଧା ରହିବେ କାହିଁ ? ll (3)କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର, 17.6.24,
Radhe Radhe
Very nice Bhajan didi 👏 Jay gopinatha 👏
Radheradhe
Chamatkar Paribeshana.God bless you.
ଆପଣଙ୍କ ଗୀତ ରଚନା ଓ ସଂଗୀତ ଅତି ସୁନ୍ଦର କିନ୍ତୁ ଏଡ୍ଭଭାଇଜର ପସନ୍ଦ ଲୋକ କରନ୍ତି ନାହିଁ ଆଞା
Bahut sundar hai
Jagannath nka apara karuna rahethau bahut sundra voice
Satare ameai kantha paithantuki agitasunimanatatpahoigala 🙏🙏🙏🙏🙏🙏🙏🙏
Jay jagannatth sata re samasta kna manakininia i love jay jaganatha ❤❤❤❤❤❤❤❤❤❤❤❤❤❤❤❤❤❤❤❤❤
Very nice Bhajan
Genius Akshaya Mohanty 🙏🙏
Very nice song
inspiring and joyful
ଖୁବ ସୁନ୍ଦର ଓ ହୃଦୟସ୍ପର୍ଶୀ ଗୀତ
ଅତି ସୁନ୍ଦର ଓଡିଶୀ ନୃତ୍ୟ ଓ ସଂଗୀତ. କଣ୍ଠ ସ୍ୱର ଚମତ୍କାର. ଜୟ ଜଗନ୍ନାଥ.
An ever green video.
ବହୁତ ସୁନ୍ଦର🙏❤️
ଖୁବ୍ ସୁନ୍ଦର, କିନ୍ତୁ ଗୀତଟି ର ପଦ ରହିଗଲା
ଆଜ୍ଞା, ଦୟା କରି ସମ୍ପୂର୍ଣ୍ଣ ଗୀତଟି ପ୍ରକାଶ କରିପାରିବେ କି?
@@nirmalyaparida2418ହଁ ନିଶ୍ଚୟ ଦେବି
@@nirmalyaparida2418ଶ୍ୟାମ ନାଗର ହେ ଏ ବେଶ ହୋଇବ ନାହିଁ ।ଏ ବେଶ ହୋଇଲେ ପାଷାଣ ତରଳେ ଯୁବତୀ ବଞ୍ଚିବେ ନାହିଁ ।।ଉଭା ହୋଇଥିବ କଦମ୍ବ ର ମୂଳେ ନଟବର ବେଶ ହୋଇ ।ଘେନିଥିବ ଯେବେ ମୋହନମୂରଲୀ ଅଧରେ ଚୁମ୍ବିବ ନାହିଁ ।।ପିନ୍ଧିଥିବ ଯେବେ ପୀତାମ୍ବର ତୁମ୍ଭେ ଭୂମିରେ ଲୋଟିବ ନାହିଁ ।ହସୁଥିବ ଯେବେ ମୃଦୁ ମୃଦୁ ହସ ତେରେଛି ଚାହିଁବ ନାହିଁ ।। ଘେନିଥିବ ଯେବେ ଚନ୍ଦନ ର ବିନ୍ଦୁ ଗୋରଚନା ଥିବନାହିଁ ।ବାନ୍ଧିଥିବ ଯେବେ ତ୍ରିଭଙ୍ଗୀମା ଚୁଳ ଚନ୍ଦ୍ରିକା ଖୋସିବ ନାହିଁ ।।ଯେତେ ବେଶ ତୋତେ ମନାକଲି ଶ୍ୟାମ ସେତେବେଶ ହେଲୁ ତୁହି ।ବୋଲେ ବନମାଳୀ ଶୁଣଗୋ ରାଧିକେ ଏ ବେଶ ତୁମ୍ଭରି ପାଇଁ ।।
ଶୈଳଭାମା ମାଡାମଙ୍କ କଣ୍ଠଶ୍ୱର ପ୍ରାର୍ଥନାର ଯେଉଁ ସ୍ୱର ଏଠାରେ ଅନ୍ୟ ପ୍ରକାର ଅର୍ଥାତ ବହୁ ଗୁଣରେ ଭଲ ଶୁଣା ଯାଉଛି.ଏହା କିପରି ସମ୍ଭବ? ମାଡାମଙ୍କ ଏହି ସ୍ୱର ସବୁବେଳ ପାଇଁ ରହି ଥାଉ. ଜୟ ଜଗନ୍ନାଥ.
Sweet song bahut sundar dance
ଅତି ସୁନ୍ଦର ହୃଦୟସ୍ପର୍ଶୀ😊❤
Sailabhama proud of Odisha
Excellent composition and sweet singing
Ate sundara
Sailabhama madam ଆପଣଙ୍କୁ ନୂତନ ବର୍ଷ ର ଅନେକ ଅନେକ ଶୁଭ କାମନା।ଓଃ ପୁଣି ଭୁଲି ଗଲି,ଶ୍ୟାମ ନାଗର ଓ ଶ୍ରୀ ରାଧାଙ୍କୁ ମୋର ସଭକ୍ତି ପ୍ରଣାମ ଓ ନିବେଦନ ଏଭଳି ବେଶ ଆଉ ବଡଲାଇବେ ନାହିଁ।ଯୁବତୀ ତରଳି ଗଲେ ଭଲ।ଜୟ ଜଗନ୍ନାଥ।
Sailabhama Mohaptra , Mam kaa real life mea sunatha . Bhajan bahute badia . Pranam Mam . Tutu
Jai jaganath
ଅତି ସୁନ୍ଦର ଗୀତ ।।।
Bahut sundar geeta o nrutya.
Wonderful.Still people of jeypore consider the singer as their pride.Odia people from outside like me would reqest to go for more RadhaKrishna songs.God bless you.
Very nice
Best singer....,.m
सैल भामा आगे बडे ा
Bahuta sweet song
ବହୁତ ସୁନ୍ଦର ହେଇଛି ଏହି ଓଡ଼ିଶାର ଏକ ପାରମ୍ପରିକ ପୁରାତନ ଗୀତ ଏବଂ କଣ୍ଠ ଅତୀବ ପ୍ରିୟ।
Nice Odissi Nani 🙏🙏🙏
Jai Sri Krishna
Very decent classical odia song
Jai Sri Radhe Krishna
Utkarsh. Heart touching really.
ବହୁତ ସୁନ୍ଦର କଣ୍ଠ ସଙ୍ଗୀତ ପରିବେଷଣ
ଖୁବ ସୁନ୍ଦର ହୋଇଛି 👌👌👌 , ଗୀତ ସଙ୍ଗୀତ ସାଙ୍ଗକୁ ଭିଯୁଆଲ କାମ ଅତି ଚମତ୍କାର । ସମସ୍ତଙ୍କ ଅଭିନୟ ଅତି ସୁନ୍ଦର 👌👌👌 ଆଗକୁ ଏମିତି ସୁନ୍ଦର ଭଜନ ଜାରି ରହୁ ।।
Bahut Sundar gayana...Tala ti Kan o kete Matra lekhile bujhibaku au tk subidha heba
the best singer
Very Nice,May God bless.
🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ🙏🙏🙏
🙏🙏
ଦେଖିବ ପରା ଆସରେ, ଶ୍ରୀବଂଶୀଧର...... ଜୟ ଜଗନ୍ନାଥ.
Heart touching Bhajan by Saila Apa
Ww super Nice bhajan🙏🙏👌👌💕
Dedicated team work , very well as a result very nice to everyone for socity,
Wahhh ❤️🙏
ମସ୍ତ ଓଡିଶୀ ଗୀତ.
Very melodious and devotional voice. Jay Sri Krishna.
Abhi Gupta Nabaratri chalu achhi.Madam Saila bhama kantha tana mana sabu pabitra hoi gala.Jay Jagannatha.
ଶୈଳଭାମାଦିଦିଧନଵା୍ଦ 5:09
My beautiful devotional song
Madam voice dinaku din ati chamatkar hoigalani. Agaru golden, tapare pure gold. Au eabe Diamonds. Thank you madam. Happy holi. Jay Jagannatha.
Beautiful devotional song sung by beautiful singer. Thanks Shalabhama
Mahaprabhu chittaranjan aama saburi jahna Mamu Sarkar sevare banshidhar Kala jahna ki sakuna Mamu
Role of Lord krishna is spl.endid
Mahaprabhunka tharu shikhibe rajaghara patha Prabhu brundaban Sarkar thik Omkar thik shyama nagar banshi karuthiba mana chhanachhan
Very beautiful.
Madam namskar.Apan nkar asanta nutan Barsha bhalare katiba thakurank pakhe prarthana.Jay Jagannatha.🎉🎉🎉🎉🎉❤
Nice bhajan and beautiful performance Monali
Nice bhajan
Beautiful bhajan and superb performance monali
As a matter of fact Shaila bhama is compared to. Birahini radhika in kaliyug.
Beautiful voice and video too . Thanks .
ଏଇ ଭଳି ଗୀତ ଯିଏ ଭାବରେ ନ ଶୁଣିଛି। ସିଏ କେବେବି ଅନୁଭବ। କରି ପାରିବନି ଏହାର ମହତ୍ତ୍ଵ ଆଜିକାଲି। କେବଳ। ଝାଙ୍ଗଡା ଗୀତକୁ। ମନଭରି ପି ଯାଉଛନ୍ତି
Excellent song, excellent voice, excellent singing. Tune is same as 'aaja dekhili re nabina baYasi baaLaa'.
a/aa pronunciation problem...typical of every Shaila song
Nic
Nice style of song
Bahut speed jana paduchhi.Hallow YT kichhi Odishi program ra Geeta shunantu pl.Jay Jagannatha.
1at view ❤️🥰
No, I am first view ❤️🥰
Congratulations 👏
Very good performance, all artists including singer.
'Deena Bandhaba He Ke Ki Dela Mun Na Deli' Gita Ra Swara Bhali.
Nice Bhajan and performance
Beautiful bhajan...all girls are looking beautiful...best direction and editing 👍... choreography and acting superb... congratulations to team👍
😃😃😃😃😃😃
Style of song nice but short cut, left some other paras ,parts
Very good song, actings. All artists are good. Singer and acter, actress performance are excellent
Send more video.
Jie,maribaku,chanhibo,taro,hato,godo,chhidi,podibo
Jou,kamo,pain,Asichho,taku,tokori,parunaho,khhali,Radhhaku,mariba,pain,chanhuchho,tumebi,moribo,
Tume,Radhha,sohito,jodi,hebo,nahi,se,striku,chatu,thhau,20002,mosiharu,bohut,kosto,delo,maribaku,cnhuchho,mariboto,tume kon,omor,hoi,rohibki,,?
Odissi sangita re mardala Kain
Very nice and sweet
Colour is not like this
Bahut sundar Bhajan 🥰🥰🥰Heart touching 🙏🙏♥️♥️🥴
ATI Sundar odissi song 💘 all'the best 🙏🏼❤️🙏🏼❤️🙏🏼❤️
Jai Sri radha Krishna
🙏🙏🙏
ମନ ପ୍ରାଣ କୁ ଛୁଇଁ ଗଲା। ଶୈଳଭାମା ଙ୍କ ମଧୁର କଣ୍ଠରେ ଗୀତ ଟି ଖୁବ୍ ସୁନ୍ଦର ଲାଗିଲା। ମାଧୂର୍ଯ୍ୟ ର ଶିହରଣ ଟେ ସର୍ବାଙ୍ଗରେ ସଂଚରି ଗଲା। ଏଇତ ଆମ ଓଡ଼ିଶୀ ସଂଗୀତର ଯାଦୁ।
ଶ୍ୟାମ ନାଗର ଙ୍କର୍ ଏଭଳି ବେଶ ଦେଖି ଯଦି pashan ତରଳି ଯାଉଛି,ଠିକ୍ ସେହିଭଳି ଆମେ ଏଭଳି କଣ୍ଠସ୍ୱର ଶୁଣି କରି କାହିଁ କେତେ ବେଳୁ ତରଳି ସାରିଲୁଣି।ଧନ୍ୟବାଦ୍ madam ଆପଣଙ୍କ ଅତି ବିଚିତ୍ର କଣ୍ଠ ସ୍ବର ପାଇଁ।ଜୟ ଜଗନ୍ନାଥ।
⁹9⁹⁹⁹⁹99😊😊⁹9⁹9th p9p
ଫୁଲ ଗୀତ ଟି ବୋଲ ନ୍ତୁ
ସୁନ୍ଦର ସୁଲଲିତ କଣ୍ଠସ୍ବର ଭଜନ ନୁତ୍ୟ ଅତି ଉତ୍ତମ ସଂସ୍କାର ପରଂପରା ଓଡିଶା ସଂସ୍କୃତି ଜୟ ଜଗନ୍ନାଥ🙏 କିନ୍ତୁ ଦୁଃଖିତ ବିଷୟ ଆଜ୍ଞା ଆଜି କାଲି ଲୋକ ମାନେ ଦେଖନ୍ତି ନାହିଁ ଶୁଣନ୍ତି ନାହିଁ. କ୍ବଚିତ ଭଲ ପାଆନ୍ତି
ବେଷ୍ଟ
ଶ୍ୟାମ ନାଗର ହେ ଏ ବେଶ ହୋଇବ ନାହିଁ ।
ଏ ବେଶ ହୋଇଲେ ପାଷାଣ ତରଳେ ଯୁବତୀ ବଞ୍ଚିବେ ନାହିଁ ।।
ଉଭା ହୋଇଥିବ କଦମ୍ବ ର ମୂଳେ ନଟବର ବେଶ ହୋଇ ।
ଘେନିଥିବ ଯେବେ ମୋହନମୂରଲୀ ଅଧରେ ଚୁମ୍ବିବ ନାହିଁ ।।
ପିନ୍ଧିଥିବ ଯେବେ ପୀତାମ୍ବର ତୁମ୍ଭେ ଭୂମିରେ ଲୋଟିବ ନାହିଁ ।
ହସୁଥିବ ଯେବେ ମୃଦୁ ମୃଦୁ ହସ ତେରେଛି ଚାହିଁବ ନାହିଁ ।।
ଘେନିଥିବ ଯେବେ ଚନ୍ଦନ ର ବିନ୍ଦୁ ଗୋରଚନା ଥିବନାହିଁ ।
ବାନ୍ଧିଥିବ ଯେବେ ତ୍ରିଭଙ୍ଗୀମା ଚୁଳ ଚନ୍ଦ୍ରିକା ଖୋସିବ ନାହିଁ ।।
ଯେତେ ବେଶ ତୋତେ ମନାକଲି ଶ୍ୟାମ ସେତେବେଶ ହେଲୁ ତୁହି ।
ବୋଲେ ବନମାଳୀ ଶୁଣଗୋ ରାଧିକେ ଏ ବେଶ ତୁମ୍ଭରି ପାଇଁ ।।
👌
ଶ୍ୟାମ ନାଗର ହେ
ଶ୍ୟାମ ନାଗର ହେ ,
ଏମିତି ଚାହିଁବ ନାହିଁ l
ତ୍ରିଭଙ୍ଗୀ ଭଙ୍ଗୀରେ
ମୁରଲୀ ରେ ସୁର୍ ଦେଇ ll
ଏମିତି ଚାହିଁଲେ
ଅଭିମାନ କରି
ଶ୍ରୀରାଧା ରହିବେ କାହିଁ ? ll (1)
ଶ୍ୟାମ ନାଗର ହେ
ଏମିତି ଚାହିଁବ ନାହିଁ l
ପ୍ରୀତି କଟାକ୍ଷରେ
ପୀତାମ୍ବର ବେଶ ହୋଇ ll (2)
ଏମିତି ଚାହିଁଲେ
ଐଶ୍ୱର୍ଯ୍ୟ ପ୍ରୀତିରେ
ଶ୍ରୀରାଧା ରହିବେ କାହିଁ ? ll (2)
ଶ୍ୟାମ ନାଗର ହେ
ଏମିତି ଚାହିଁବ ନାହିଁ l
ମୟୂର ଚନ୍ଦ୍ରିକା
ବାଙ୍କ ଚୂଳ ଶୋଭା ପାଇଁ ll (3)
ଏମିତି ଚାହିଁଲେ
ନିରାଶ୍ରୟ ମଣି
ଶ୍ରୀରାଧା ରହିବେ କାହିଁ ? ll (3)
କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର, 17.6.24,
Radhe Radhe
Very nice Bhajan didi 👏 Jay gopinatha 👏
Radheradhe
Chamatkar Paribeshana.God bless you.
ଆପଣଙ୍କ ଗୀତ ରଚନା ଓ ସଂଗୀତ ଅତି ସୁନ୍ଦର କିନ୍ତୁ ଏଡ୍ଭଭାଇଜର ପସନ୍ଦ ଲୋକ କରନ୍ତି ନାହିଁ ଆଞା
Bahut sundar hai
Jagannath nka apara karuna rahethau bahut sundra voice
Satare ameai kantha paithantuki agitasunimanatatpahoigala 🙏🙏🙏🙏🙏🙏🙏🙏
Jay jagannatth sata re samasta kna manakininia i love jay jaganatha ❤❤❤❤❤❤❤❤❤❤❤❤❤❤❤❤❤❤❤❤❤
Very nice Bhajan
Genius Akshaya Mohanty 🙏🙏
Very nice song
inspiring and joyful
ଖୁବ ସୁନ୍ଦର ଓ ହୃଦୟସ୍ପର୍ଶୀ ଗୀତ
ଅତି ସୁନ୍ଦର ଓଡିଶୀ ନୃତ୍ୟ ଓ ସଂଗୀତ. କଣ୍ଠ ସ୍ୱର ଚମତ୍କାର. ଜୟ ଜଗନ୍ନାଥ.
An ever green video.
ବହୁତ ସୁନ୍ଦର🙏❤️
ଖୁବ୍ ସୁନ୍ଦର, କିନ୍ତୁ ଗୀତଟି ର ପଦ ରହିଗଲା
ଆଜ୍ଞା, ଦୟା କରି ସମ୍ପୂର୍ଣ୍ଣ ଗୀତଟି ପ୍ରକାଶ କରିପାରିବେ କି?
@@nirmalyaparida2418
ହଁ ନିଶ୍ଚୟ ଦେବି
@@nirmalyaparida2418ଶ୍ୟାମ ନାଗର ହେ ଏ ବେଶ ହୋଇବ ନାହିଁ ।
ଏ ବେଶ ହୋଇଲେ ପାଷାଣ ତରଳେ ଯୁବତୀ ବଞ୍ଚିବେ ନାହିଁ ।।
ଉଭା ହୋଇଥିବ କଦମ୍ବ ର ମୂଳେ ନଟବର ବେଶ ହୋଇ ।
ଘେନିଥିବ ଯେବେ ମୋହନମୂରଲୀ ଅଧରେ ଚୁମ୍ବିବ ନାହିଁ ।।
ପିନ୍ଧିଥିବ ଯେବେ ପୀତାମ୍ବର ତୁମ୍ଭେ ଭୂମିରେ ଲୋଟିବ ନାହିଁ ।
ହସୁଥିବ ଯେବେ ମୃଦୁ ମୃଦୁ ହସ ତେରେଛି ଚାହିଁବ ନାହିଁ ।।
ଘେନିଥିବ ଯେବେ ଚନ୍ଦନ ର ବିନ୍ଦୁ ଗୋରଚନା ଥିବନାହିଁ ।
ବାନ୍ଧିଥିବ ଯେବେ ତ୍ରିଭଙ୍ଗୀମା ଚୁଳ ଚନ୍ଦ୍ରିକା ଖୋସିବ ନାହିଁ ।।
ଯେତେ ବେଶ ତୋତେ ମନାକଲି ଶ୍ୟାମ ସେତେବେଶ ହେଲୁ ତୁହି ।
ବୋଲେ ବନମାଳୀ ଶୁଣଗୋ ରାଧିକେ ଏ ବେଶ ତୁମ୍ଭରି ପାଇଁ ।।
ଶୈଳଭାମା ମାଡାମଙ୍କ କଣ୍ଠଶ୍ୱର ପ୍ରାର୍ଥନାର ଯେଉଁ ସ୍ୱର ଏଠାରେ ଅନ୍ୟ ପ୍ରକାର ଅର୍ଥାତ ବହୁ ଗୁଣରେ ଭଲ ଶୁଣା ଯାଉଛି.ଏହା କିପରି ସମ୍ଭବ? ମାଡାମଙ୍କ ଏହି ସ୍ୱର ସବୁବେଳ ପାଇଁ ରହି ଥାଉ. ଜୟ ଜଗନ୍ନାଥ.
Sweet song bahut sundar dance
ଅତି ସୁନ୍ଦର ହୃଦୟସ୍ପର୍ଶୀ😊❤
Sailabhama proud of Odisha
Excellent composition and sweet singing
Ate sundara
Sailabhama madam ଆପଣଙ୍କୁ ନୂତନ ବର୍ଷ ର ଅନେକ ଅନେକ ଶୁଭ କାମନା।ଓଃ ପୁଣି ଭୁଲି ଗଲି,ଶ୍ୟାମ ନାଗର ଓ ଶ୍ରୀ ରାଧାଙ୍କୁ ମୋର ସଭକ୍ତି ପ୍ରଣାମ ଓ ନିବେଦନ ଏଭଳି ବେଶ ଆଉ ବଡଲାଇବେ ନାହିଁ।ଯୁବତୀ ତରଳି ଗଲେ ଭଲ।ଜୟ ଜଗନ୍ନାଥ।
Sailabhama Mohaptra , Mam kaa real life mea sunatha . Bhajan bahute badia . Pranam Mam . Tutu
Jai jaganath
ଅତି ସୁନ୍ଦର ଗୀତ ।।।
Bahut sundar geeta o nrutya.
Wonderful.Still people of jeypore consider the singer as their pride.Odia people from outside like me would reqest to go for more RadhaKrishna songs.God bless you.
Very nice
Best singer....,.m
सैल भामा आगे बडे ा
Bahuta sweet song
ବହୁତ ସୁନ୍ଦର ହେଇଛି ଏହି ଓଡ଼ିଶାର ଏକ ପାରମ୍ପରିକ ପୁରାତନ ଗୀତ ଏବଂ କଣ୍ଠ ଅତୀବ ପ୍ରିୟ।
Nice Odissi Nani 🙏🙏🙏
Jai Sri Krishna
Very decent classical odia song
Jai Sri Radhe Krishna
Utkarsh. Heart touching really.
ବହୁତ ସୁନ୍ଦର କଣ୍ଠ ସଙ୍ଗୀତ ପରିବେଷଣ
ଖୁବ ସୁନ୍ଦର ହୋଇଛି 👌👌👌 , ଗୀତ ସଙ୍ଗୀତ ସାଙ୍ଗକୁ ଭିଯୁଆଲ କାମ ଅତି ଚମତ୍କାର । ସମସ୍ତଙ୍କ ଅଭିନୟ ଅତି ସୁନ୍ଦର 👌👌👌 ଆଗକୁ ଏମିତି ସୁନ୍ଦର ଭଜନ ଜାରି ରହୁ ।।
Bahut Sundar gayana...Tala ti Kan o kete Matra lekhile bujhibaku au tk subidha heba
the best singer
Very Nice,May God bless.
🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ🙏🙏🙏
🙏🙏
ଦେଖିବ ପରା ଆସରେ, ଶ୍ରୀବଂଶୀଧର...... ଜୟ ଜଗନ୍ନାଥ.
Heart touching Bhajan by Saila Apa
Ww super Nice bhajan🙏🙏👌👌💕
Dedicated team work , very well as a result very nice to everyone for socity,
Wahhh ❤️🙏
ମସ୍ତ ଓଡିଶୀ ଗୀତ.
Very melodious and devotional voice. Jay Sri Krishna.
Abhi Gupta Nabaratri chalu achhi.Madam Saila bhama kantha tana mana sabu pabitra hoi gala.Jay Jagannatha.
ଶୈଳଭାମାଦିଦିଧନଵା୍ଦ 5:09
My beautiful devotional song
Madam voice dinaku din ati chamatkar hoigalani. Agaru golden, tapare pure gold. Au eabe Diamonds. Thank you madam. Happy holi. Jay Jagannatha.
Beautiful devotional song sung by beautiful singer. Thanks Shalabhama
Mahaprabhu chittaranjan aama saburi jahna Mamu Sarkar sevare banshidhar Kala jahna ki sakuna Mamu
Role of Lord krishna is spl.endid
Mahaprabhunka tharu shikhibe rajaghara patha Prabhu brundaban Sarkar thik Omkar thik shyama nagar banshi karuthiba mana chhanachhan
Very beautiful.
Madam namskar.Apan nkar asanta nutan Barsha bhalare katiba thakurank pakhe prarthana.Jay Jagannatha.🎉🎉🎉🎉🎉❤
Nice bhajan and beautiful performance Monali
Nice bhajan
Beautiful bhajan and superb performance monali
As a matter of fact Shaila bhama is compared to. Birahini radhika in kaliyug.
Beautiful voice and video too . Thanks .
ଏଇ ଭଳି ଗୀତ ଯିଏ ଭାବରେ ନ ଶୁଣିଛି। ସିଏ କେବେବି ଅନୁଭବ। କରି ପାରିବନି ଏହାର ମହତ୍ତ୍ଵ ଆଜିକାଲି। କେବଳ। ଝାଙ୍ଗଡା ଗୀତକୁ। ମନଭରି ପି ଯାଉଛନ୍ତି
Excellent song, excellent voice, excellent singing. Tune is same as 'aaja dekhili re nabina baYasi baaLaa'.
a/aa pronunciation problem...typical of every Shaila song
Nic
Nice style of song
Bahut speed jana paduchhi.Hallow YT kichhi Odishi program ra Geeta shunantu pl.Jay Jagannatha.
1at view ❤️🥰
No, I am first view ❤️🥰
Congratulations 👏
Very good performance, all artists including singer.
'Deena Bandhaba He Ke Ki Dela Mun Na Deli' Gita Ra Swara Bhali.
Nice Bhajan and performance
Beautiful bhajan...all girls are looking beautiful...best direction and editing 👍... choreography and acting superb... congratulations to team👍
😃😃😃😃😃😃
Style of song nice but short cut, left some other paras ,parts
Very good song, actings. All artists are good. Singer and acter, actress performance are excellent
Send more video.
Jie,maribaku,chanhibo,taro,hato,godo,chhidi,podibo
Jou,kamo,pain,Asichho,taku,tokori,parunaho,khhali,Radhhaku,mariba,pain,chanhuchho,tumebi,moribo,
Tume,Radhha,sohito,jodi,hebo,nahi,se,striku,chatu,thhau,20002,mosiharu,bohut,kosto,delo,maribaku,cnhuchho,mariboto,tume kon,omor,hoi,rohibki,,?
Odissi sangita re mardala Kain
Very nice and sweet
Colour is not like this
Very nice
Bahut sundar Bhajan 🥰🥰🥰
Heart touching 🙏🙏♥️♥️🥴