ଓଡ଼ିଶୀ ସଙ୍ଗୀତର ଦେବୀ - ଶ୍ୟାମାମଣି | Icon of Odissi Music Padma Shri Shyamamani Devi

แชร์
ฝัง
  • เผยแพร่เมื่อ 12 ก.ย. 2024

ความคิดเห็น • 103

  • @gitanjalidas6397
    @gitanjalidas6397 2 ปีที่แล้ว +12

    Shyamamani Apankara sangeeta bahuta uchakoti ra. Tanku sat sat namana

  • @trytoblogging2752
    @trytoblogging2752 2 ปีที่แล้ว +13

    Salute to padmashree shyamamani devi..

  • @saudaminipradhan8564
    @saudaminipradhan8564 2 ปีที่แล้ว +14

    ଅତି ସୁନ୍ଦର, ତାଙ୍କ ସ୍ଵରର ମଧୁରତା ହୃଦୟ ଛୁଇଁଲା.

    • @newsexpressodia4869
      @newsexpressodia4869 2 ปีที่แล้ว +2

      Maa saraswotinka ashirwada tanka upare rahichi

  • @susantanayak3966
    @susantanayak3966 2 ปีที่แล้ว +9

    ଗଣ ମାଧ୍ଯମ ଦ୍ବାରା ଆମେ ବହୁତ ପୁରୁଣା ଏବଂ ନୁଆ କଥା ଜାଣିଵାକୁ ପାଉଛୁ଼ ତେଣୁ କରି ଆପଣ ମାନଙ୍କୁ ବହୁତ ବହୁତ ଧନ୍ଯବାଦ

  • @chaitalishome
    @chaitalishome 2 ปีที่แล้ว +8

    The queen of Odisi music, brilliant interview.

  • @manoranjansahoo1089
    @manoranjansahoo1089 2 ปีที่แล้ว +10

    ଓଡ଼ିଆ ଏବଂ ଓଡ଼ିଶାର "ଗର୍ବ "

  • @sarojmohanty6970
    @sarojmohanty6970 2 ปีที่แล้ว +17

    Her contribution to Culture of Odisha is incomparable. Odia community will always remember her .She will always occupy a special place in our her
    She is immortal 🙏

  • @chudamaniseth
    @chudamaniseth 2 ปีที่แล้ว +9

    ପଦ୍ମଶ୍ରୀ ଡା ଶ୍ୟାମାମଣୀ ଦେବୀଙ୍କ କଣ୍ଠସ୍ୱର ଏବେ ବି ଓଡ଼ିଆ ସଂଗୀତପ୍ରେମୀଙ୍କ ମନ ରେ ଗଭୀର ପ୍ରଭାବ ବହୁବର୍ଷ ଧରି ରହିଛି l ଓଡ଼ିଆ ସଂଗୀତ କୁ ତାଙ୍କ ଦାନ ଅତୁଳନୀୟ l ପ୍ରଭୁ ଜଗନ୍ନାଥ ତାଙ୍କ ଆଶୀର୍ବାଦ ଓ କୃପା ଆଗାମୀ ସମୟ ରେ ଜାରି ରଖନ୍ତୁ ଏହାହିଁ ପ୍ରାର୍ଥନା 🙏

  • @birendrapurohit3612
    @birendrapurohit3612 2 ปีที่แล้ว +8

    Madam you are so great yet so humble.Enjoyed your interview. May God bless you with good health and happiness for the rest of your life🙏🙏🙏❤️

  • @akdcreations4994
    @akdcreations4994 2 ปีที่แล้ว +9

    Bahut Bhala Lagila

  • @nilambarrath
    @nilambarrath 2 ปีที่แล้ว +17

    Dr Shyamamani Devi is a living legend of #OdissiMusic and an all time favorite singer of millions of music lovers.

  • @kapilasbhuyan
    @kapilasbhuyan 2 ปีที่แล้ว +6

    This in fact is an exhaustive interview of the living legend Shyamamani Devi, and it's no doubt a tresure collection of Odia cultural heritage.

  • @sibarambehera1063
    @sibarambehera1063 2 ปีที่แล้ว +10

    Jay JAGANNATH

  • @KattakToka
    @KattakToka 2 ปีที่แล้ว +7

    Dr Shyamamani Devi wonderful personality...

  • @sarojmohapatra1600
    @sarojmohapatra1600 2 ปีที่แล้ว +12

    Padmashree Dr Shyamamani adevi is a legend of Odisha. She is always remember for Oddissi and Folk song.

  • @sunilsethy4127
    @sunilsethy4127 2 ปีที่แล้ว +6

    Bahut sundar swara

  • @bichismitas
    @bichismitas 2 ปีที่แล้ว +19

    🙏🏾🌸 ମୋର ସାଦର ପ୍ରଣାମ ପଦ୍ମଶ୍ରୀ ଡକ୍ଟର ଶ୍ୟାମାମଣି ଦେବୀଙ୍କୁ। ଆପଣଙ୍କର ପ୍ରତ୍ୟେକ ଶବ୍ଦ ହୃଦୟକୁ ଛୁଇଁଲା। ଏ ସମୟରେ ଆପଣଙ୍କ ଚିନ୍ତାଧାରାକୁ ଆପଣାଇନେଲେ ବର୍ତ୍ତମାନ ସମୟ ବି ସଙ୍ଗୀତ ଦୁନିଆ ପାଇଁ ରଙ୍ଗୀନ ହେଇଯିବ। ଆଉ ସେ ନିରୀହ ପ୍ରଶ୍ନ କି କଳା ଜିନିଷଟା ଭିତରେ କଣ ତାଙ୍କ ଗଳାକୁ ରଖିଦିଆଯାଇଚି ସେ ଗୀତ ଗାଉଛି☺️?
    ଏହା ସତ କି ଗୁରୁଙ୍କ କୃପା ମଣିଷର କଳା କ୍ଷେତ୍ରରେ ସଫଳତା ଅର୍ଜନ କରିବା ପାଇଁ ଶକ୍ତି ପ୍ରଦାନ କରେ। ନିଜ ସଂସ୍କୃତି ଓ ପରମ୍ପରା କୁ ମନେରଖି ଆପଣ ଯେଉଁ ଅବଦାନ ଦେଇଛନ୍ତି ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସଂଘର୍ଷମୟ ଜୀବନ ର ସତରେ ଅଲଗା ମଜା। ବିନା ସଂଘର୍ଷ ରେ ମିଳିଥିବା ସଫଳତା ରୁ ତାହା ଜାଣି ହେବନି।ମୋ ଉପରେ ଆପଣଙ୍କ ଆଶୀର୍ବାଦ ଥାଉ ଆଉ କି ମୁଁ ମଧ୍ୟ ଆପଣଙ୍କ ପରି ସାଧନା କରେ ଓ ସଙ୍ଗୀତ ଦୁନିଆର ଅସରନ୍ତି ସମୁଦ୍ରରୁ କିଛି ଶିଖି ପାରେ 🙏🏾😇

  • @spiritualworld6324
    @spiritualworld6324 2 ปีที่แล้ว +8

    Padmashree Dr Shyamamani Devinka abadan Kebala odissi music pain nuhe odisha o ama desha Ra gourab..OdishaLIVE re tanka sakhyatkar re bahut sakratmak diga dekhili..hrudaya chhuan ..pranam

  • @pattaprateek
    @pattaprateek 2 ปีที่แล้ว +6

    Thank you for this exhaustive interview of her 🙏

  • @subodhachetty1007
    @subodhachetty1007 2 ปีที่แล้ว +10

    Very good interview

  • @Meekey1968
    @Meekey1968 2 ปีที่แล้ว +13

    A classic interview of a classic personality.... This is an inspiration for the present generation....

  • @rabindrakumardash2558
    @rabindrakumardash2558 2 ปีที่แล้ว +5

    ଚୀର ନମସ୍ୟ ଆପଣ 🙏🙏

  • @nilambarrath
    @nilambarrath 2 ปีที่แล้ว +14

    #OdishaLIVE is honored to have #ShyamamaniDevi as a part of its web series and present her life story in such an elaborate manner. This is one of the longest interviews the team has done. But, it is so engaging that one can wish to watch the video till end. Guess the length of the video.

  • @12tanmayray12
    @12tanmayray12 2 ปีที่แล้ว +12

    🙏🙏🙏🙏

  • @SantoshKumar_1988
    @SantoshKumar_1988 2 ปีที่แล้ว +6

    Shyamamani Devi is a master piece of voice in the domain of odishi music. She is Sura Tarangini, whose devotion to the enrichment of odishi music is incomparable. She is unique in any kind and any form of music. Well deed Odishalive. Thank you for this long and authentic documentation of an artist. It will help our researchers on odishi music.

  • @swagatikabag5295
    @swagatikabag5295 2 ปีที่แล้ว +5

    Feeling happy to listen Padmashree Shyamamani devi.
    Good Job Subhashree

  • @shrikhetraandtulasikhetrad7
    @shrikhetraandtulasikhetrad7 2 ปีที่แล้ว +9

    Haribolo haribolo haribolo

  • @anubhavthefeelings2665
    @anubhavthefeelings2665 2 ปีที่แล้ว +6

    Nice program..

  • @gyanaprakashsahu3752
    @gyanaprakashsahu3752 2 ปีที่แล้ว +8

    Shyamamani devi inspiration for all music lover.

  • @debasishpanigrahi6332
    @debasishpanigrahi6332 2 ปีที่แล้ว +8

    Terrific interview. Very informative and lucid.

  • @MrLuv2play
    @MrLuv2play 2 ปีที่แล้ว +11

    Thank you @odishalive for giving us a chance to hear from the legend herself 🙇😇🙏🏽

  • @omprakashmohanty1
    @omprakashmohanty1 2 ปีที่แล้ว +6

    Pranam

  • @nishikantrath1759
    @nishikantrath1759 2 ปีที่แล้ว +6

    It's a great opportunity to know the life story of living legend Padmashree Dr Shyamamani Devi. I love her songs too much.💐💐💐🙏🙏🙏

  • @satyabratabindhanikuni8135
    @satyabratabindhanikuni8135 2 ปีที่แล้ว +6

    Exlent

  • @dnyaneshwarwadikar4931
    @dnyaneshwarwadikar4931 2 ปีที่แล้ว +9

    👏

  • @subhashreenayak9040
    @subhashreenayak9040 2 ปีที่แล้ว +13

    ଶ୍ୟାମାମଣି ଦେବୀଙ୍କ ସହିତ ଏତେ ଲମ୍ବା କଥା ହେବା ମୋ ପାଇଁ ଟିକେ କଷ୍ଟ ଥିଲା, ଶବ୍ଦ ମିଳୁନଥିଲା। କିନ୍ତୁ ସେ ମତେ ସହଜ କରିଦେଇଥିଲେ। ଆମ ପିଢ଼ିର ଅନେକ ହୁଏତ ଏ ବ୍ୟକ୍ତିତ୍ୱଙ୍କ ବିଷୟରେ ଜାଣିନଥିବେ। କିନ୍ତୁ ମୁଁ ଭାବୁଛି, ଯିଏ ଆମ ସାହିତ୍ୟ, ସଙ୍ଗୀତ ଆମ ସଂସ୍କୃତି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଛନ୍ତି, ତାଙ୍କୁ ଆମେ ସମସ୍ତେ ଜାଣିବା ଦରକାର।
    #ShyamamaniDevi # ClassicalMusic #Odissi

  • @shibasritpradhan394
    @shibasritpradhan394 2 ปีที่แล้ว +7

    ପଦ୍ମଶ୍ରୀ ଡ଼. ଶ୍ୟାମାମଣି ଦେବୀ ଙ୍କର "ମୌଳିକତା ବଜାୟ ରଖି ସଙ୍ଗୀତ ସହ ଯେ କୌଣସି ପ୍ରକାରର ପରିକ୍ଷଣ କୁ ସମର୍ଥନ, ତାଙ୍କର ପରିପକ୍ୱ ଚିନ୍ତାଧାରା ସହ ନିଜର ସଂସ୍କୃତି କୁ ବଜାୟ ରଖି ନୂଆ ପିଢ଼ିର ଶ୍ରୋତା ମାନଙ୍କର ମଧ୍ୟ ମନୋରଞ୍ଜନ ସମ୍ଭବ" ବାର୍ତ୍ତା ନିଶ୍ଚିତଭାବେ ସ୍ୱାଗତଯୋଗ୍ୟ। ତାଙ୍କ ସହ ଏ ସାକ୍ଷାତକାର ଆୟୋଜନ କରିଥିବା ପାଇଁ ଓଡିଶା ଲାଇଭ୍ ଓ ନୂଆ ପିଢ଼ିର ଉପସ୍ଥାପିକା ଜଣକୁ ଅଶେଷ ଧନ୍ୟବାଦ।

  • @BFT729
    @BFT729 2 ปีที่แล้ว +8

    Great work Subhashree Nayak and odisha live team 👍

  • @amiyanshukumardas4406
    @amiyanshukumardas4406 2 ปีที่แล้ว +7

    🙏🏻💐

  • @alokmohanty1941
    @alokmohanty1941 2 ปีที่แล้ว +5

    Wonderful interview done by odishalive

  • @12tanmayray12
    @12tanmayray12 2 ปีที่แล้ว +13

    Old is gold ❤

  • @biswajitsahooofficial5160
    @biswajitsahooofficial5160 2 ปีที่แล้ว +15

    ପଦ୍ମଶ୍ରୀ ଡକ୍ଟର ଶ୍ୟାମାମଣି ଦେବୀ ଓଡ଼ିଶୀ ସଙ୍ଗୀତର କେବଳ ଜଣେ ଧାରା ନୁହନ୍ତି, ବୈଶ୍ବିକ ସଙ୍ଗୀତ ଆକାଶରେ ଅଗଣିତ ତାରା ଭିତରେ ସ୍ପଷ୍ଟ ବାରି ହୋଇପଡୁଥିବା ସତେଜ ଜହ୍ନଟିଏ। ମଣିଷ ଜୀବନରେ ସଙ୍ଗୀତର ସ୍ଥାନ ଆଉ ମାନ କେତେ ଗୁରୁତ୍ୱ ରଖେ ତାକୁ ବୋଧହୁଏ ଶ୍ୟାମାମଣି ଦେବୀଙ୍କଠାରୁ ଆଉ କେହି ଅଧିକ ବୁଝିନାହାନ୍ତି।
    ହେଲେ କେବଳ ଦୁଃଖ ନୁହେଁ ହତଭାଗ୍ୟର କଥା ଓଡ଼ିଶୀ ସଙ୍ଗୀତର ପ୍ରତିଟି ଶବ୍ଦ, ସୁର ଓ ଲୟକୁ ସାରା ଜୀବନ ଉତ୍ସର୍ଗ କରିଥିବା ଏହି ସୁରମୟୀ ଦେବୀଙ୍କୁ ଏ ଜାତି, ଏ ସମାଜ ଉପଯୁକ୍ତ ସମ୍ମାନ ଏଯାବତ ଦେଇପାରିନାହିଁ।
    ଓଡ଼ିଶାଲାଇଭ୍ ଟିମକୁ ଅଶେଷ ଧନ୍ୟବାଦ ଏଭଳି ବ୍ୟକ୍ତିତ୍ୱଙ୍କ ଏତେ ଲମ୍ବା ଏବଂ ତଥ୍ୟଯୁକ୍ତ ସାକ୍ଷାତକାର ଲୋକଲୋଚନକୁ ଆଣିଥିବାରୁ। ସମ୍ପୂର୍ଣ୍ଣ ସାକ୍ଷାତକାରରେ ଉପସ୍ଥାପିକାଙ୍କ ସୁନ୍ଦର ଉପସ୍ଥାପନା ସହ ମଝିରେ ମଝିରେ ଶ୍ୟାମାମଣି ଦେବୀଙ୍କ ପଦେ ପଦେ ସୁମଧୁର ଗୀତ ଭିଡ଼ିଓଟିକୁ ଚମତ୍କାର ରୂପ ଦେଇଛି।

    • @subhashreenayak9040
      @subhashreenayak9040 2 ปีที่แล้ว +4

      Bahut Bahut Dhanyavaad

    • @puspalataray4821
      @puspalataray4821 หลายเดือนก่อน

      ଏବିଷୟରେ ସମସ୍ତେଭାଵିଵା ର କଥା।

  • @gyanaprakashsahu3752
    @gyanaprakashsahu3752 2 ปีที่แล้ว +9

    🎋

  • @siddhantadas9565
    @siddhantadas9565 2 ปีที่แล้ว +12

    Hearty Congratulations to OdishaLive. Our generation has grown up listening to Shyamamani Devi.

    • @jagabandhurath7070
      @jagabandhurath7070 ปีที่แล้ว

      Generations something sikhi neu, 1,000 namaskar, karuchhi.

  • @anuskaparida4076
    @anuskaparida4076 2 ปีที่แล้ว +9

    padmashree shyamamani devi odisha ra lata mangeshkar.

  • @ajayadas2364
    @ajayadas2364 2 ปีที่แล้ว +15

    ସାକ୍ଷାତକାର ଟି ଭଲ ହୋଇଛି। ଶ୍ୟାମାମଣୀ ଦେବୀ ଅତି ସୁନ୍ଦର ଶିକ୍ଷଣୀୟ କଥା ସବୁ କହିଛନ୍ତି । ଉପସ୍ଥାପିକା ଭଲ କରିଛନ୍ତି । ଏଡିଟିଙ୍ଗ ଓ କ୍ୟାମେରାମ୍ୟାନ ସୁନ୍ଦର ସପୋର୍ଟ ଦେଇଛନ୍ତି । ଟିକେ ଲମ୍ବା ହୋଇଗଲା । ଭଲ ଦର୍ଶକ ନ ହେଲେ ଆଜିକାଲି ର ତୁରୁତୁରିଆ ଦର୍ଶକ ବେଶି ସମୟ ଦେଖିବା ନେଇ ମୋର ଆଶଙ୍କା । ମୋତେ କିନ୍ତୁ ଭଲ ଲାଗିଲା

    • @santoshsir8194
      @santoshsir8194 ปีที่แล้ว

      Mu madam nka bisaya re pratham thara pain sunibaku paili, and emiti kichhi khas mora connection nahi sangita prati but accidentally I came across the video and literally I couldn't skip it, I saved it watched the full video, Today I got some masterpiece, great life lessons 🙏🙏

    • @laxmipravamohanty7452
      @laxmipravamohanty7452 หลายเดือนก่อน

      🌺🙏🌺🙏🌺🙏🌺🙏🌺

    • @puspalataray4821
      @puspalataray4821 หลายเดือนก่อน

      ମତେ ବି ବହୁତ ଭଲଲାଗିଲା।

  • @subhashreenayak9040
    @subhashreenayak9040 2 ปีที่แล้ว +9

    ୮୪ ବର୍ଷ ବୟସରେ ତାଙ୍କ ତେଜ ଦେଖି ତାଙ୍କ ସାଧନାକୁ ଅନୁମାନ କରାଯାଇପାରେ। ସତରେ ସେ ଜଣେ ନିଆରା ବ୍ୟକ୍ତିତ୍ୱ। ଆମ ପାଇଁ, ଆମ ଜାତି ପାଇଁ ଗୌରବ।
    #ShyamamaniDevi #ClassicalMusic #Odissi

  • @santoshpanigrahi
    @santoshpanigrahi 2 ปีที่แล้ว +5

    Classical music Prati ama generation pila nka Ruchi nahi se katha nuha, ethipain jou Sadhna darkar ta ebe pila kari park nahanti.

  • @bhubaneswardas3957
    @bhubaneswardas3957 ปีที่แล้ว +1

    ସାକ୍ଷାତକାର ଅତି ଉପାଦେୟ, ଶିକ୍ଷଣୀୟ ଓ ସମୟୋପଯୋଗୀ ହୋଇଛି। ଏମିତି କାର୍ଯ୍ୟକ୍ରମ
    ପ୍ରସାର ନିମନ୍ତେ ସାଧୁବାଦ।

  • @rajashreemahapatra4167
    @rajashreemahapatra4167 ปีที่แล้ว +1

    Speach less 🙏🙏 kalakara habata emiti ..such a pure soul living legend of classical music...No one can replace her ...she is such a jewel 💎 having no proud 🙏🙏🙏

  • @biswanathsutar2618
    @biswanathsutar2618 ปีที่แล้ว +1

    Pranam koti koti odissa ra gauraba. Debi tulya.

  • @raghunathpradhan9370
    @raghunathpradhan9370 2 ปีที่แล้ว +4

    Pranam 🙏🏻

  • @odishamati6575
    @odishamati6575 ปีที่แล้ว +1

    ସେ ସାକ୍ଷାତ ସଙ୍ଗୀତର ମନ୍ତ୍ରମୁଗ୍ଧ ଦେବୀ। ପିଲାଦିନୁ ତାଙ୍କ ଗୀତ ଶୁଣି ବଡ ହୋଇଛି। ଆକାଶବାଣୀ ରେ ତାଙ୍କ ଗୀତ ସବୁ ଚିର ଅଭୁଲା। କେତେ ବିରାଟ ପ୍ରତିଭା ସେ। କେତେ ନମ୍ର! ଏମିତି କେବଳ ବଡ ହୃଦୟ ଥିବା ମଣିଷ ହିଁ କରିପାରନ୍ତି। ଭାରତୀୟ ସଙ୍ଗୀତ ତଥା ଓଡ଼ିଶୀ ସଙ୍ଗୀତ ଜଗତ ପାଇଁ ତାଙ୍କ ଅବଦାନ ଅତୁଳନୀୟ। ଯେତେ କହିଲେ କମ୍ ହେବ। ଏଭଳି ମହାନ୍ ବ୍ୟକ୍ତିତ୍ଵ ଙ୍କ ନିଜ ମୁଖରୁ କିଛି କଥା ଶୁଣି ଅତି ଖୁସି ଲାଗିଲା। ଭାଷା ଅବର୍ଣ୍ଣନୀୟ। ସଙ୍ଗୀତର ସରସ୍ଵତୀ ପଦ୍ମଶ୍ରୀ ଶ୍ୟାମାମଣି ଦେବୀ ଚିର ନମସ୍ୟ❤️🙏

  • @abhijnanananda5575
    @abhijnanananda5575 ปีที่แล้ว +2

    Not only Excellent But also extensive n Exhaustive .
    One of the Best in Singing World

  • @basantarout9538
    @basantarout9538 2 ปีที่แล้ว +4

    🙏🙏🙏🙏🙏🙏🙏

  • @newsexpressodia4869
    @newsexpressodia4869 2 ปีที่แล้ว +5

    Odisha Live ahivali byaktitwonka jeebanra sangharsha aau safalata katha lokalochanku anuchi bahut bhala udyama ahi virnna udyama jari rahiba abashyaka

  • @newsexpressodia4869
    @newsexpressodia4869 2 ปีที่แล้ว +5

    Padmashree Dr Shyamamani Devi nka Thu gotia katha mo manaku chuingala je drudha ichha shakti dwara sabu sambhaba

  • @birakishoresahoo3080
    @birakishoresahoo3080 ปีที่แล้ว +1

    Pranam Padmashree Shyamamani Pattanaik.

  • @puspalataray4821
    @puspalataray4821 หลายเดือนก่อน

    ପଦ୍ମଶ୍ରୀ ଡକ୍ଟର ଶ୍ୟାମାମଣି ଦେବୀ, ଓଡ଼ିଶାର ଗର୍ବ। ସେ ମୋର ଅତିପ୍ରିୟ ଗାୟିକା।ଛାନ୍ଦ ଚମ୍ପୁ ଓ ଓଡ଼ିଶୀ ଆଦି ଯେତେ ପାରମ୍ପରିକ ସଙ୍ଗୀତ ଅଛି ମୁଁ ସେ ସବୁ ଶୁଣିବାକୁ ବହୁତ ଭଲପାଏ। ବିଶେଷ କରି ଶ୍ୟାମାମଣି ଙ୍କୁ ଅନୁକରଣ କରି ତାଙ୍କ ଗୀତରେ ସ୍ଵର ମିଳାଇ ଗାଇବା ମୋ ପାଇଁ ବହୁତ ଆନନ୍ଦମୟ ଅନୁଭୂତି।

  • @akashayajena2692
    @akashayajena2692 ปีที่แล้ว +1

    ପଦ୍ମ ଶ୍ରୀ ଶ୍ୟାମାମଣି ଦେବୀଙ୍କୁ ମୋର ପ୍ରଣାମ। 🙏🌹ଓଡିଶି,ଚମ୍ପୁ, ଛାନ୍ଦ ଚଉତିଶା, ତାଙ୍କ ପିତାଙ୍କ ହବି ।ଘର ର ପାରମ୍ପରିକ।ଆମ ଓଡ଼ିଆ ଜାତିର ଗର୍ବ।🌹🌹🙏🙏ତାଙ୍କର ପିତା କାଳି ଚରଣ ପଟ୍ଟନାୟକ ଙ୍କୁ ମୋର କୋଟି, କୋଟି ପ୍ରଣାମ।

  • @drsarojpanda23
    @drsarojpanda23 ปีที่แล้ว +1

    thanks to your channel for bringing such legends of our state to public .

  • @goutamgoutam1499
    @goutamgoutam1499 ปีที่แล้ว +1

    Bahut bhal

  • @sanjitbehera8113
    @sanjitbehera8113 ปีที่แล้ว +1

    God bless you maa ilove you maa

  • @ramachandrapanipani7424
    @ramachandrapanipani7424 หลายเดือนก่อน

    ବହୁତ ଭଲ ସାକ୍ଷାତକାର । ଅତି ସୁନ୍ଦର ପ୍ରଶ୍ନ, ଯଥାଯଥ ଉତ୍ତର ।

  • @Piyastatuszone
    @Piyastatuszone 2 ปีที่แล้ว +3

    Nice

  • @robimahanta8013
    @robimahanta8013 2 ปีที่แล้ว +6

    Bhatikantha pari manchare judgement Kariba mo byatigata nibedana.

  • @OdishaLIVE
    @OdishaLIVE  ปีที่แล้ว +1

    ଜ୍ୟୋତି ମିଶ୍ରଙ୍କ ଅଭିନୟ ଜୀବନ | Ollywood Actress Jyoti Mishra - Life Story | OdishaLIVE Exclusive. Watch Now. th-cam.com/video/4DTV8LtNWKI/w-d-xo.html
    ନବେ ଦଶକରେ ଯେଉଁ କେତେଜଣ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ନିଜ ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ ସେମାନଙ୍କ ଭିତରେ ଜ୍ୟୋତି ମିଶ୍ର ହେଉଛନ୍ତି ଅନ୍ୟତମ। 'ମାତୃଶକ୍ତି', 'ତୋ ଆଖି ମୋ ଆଇନା', 'ମନ ରହିଗଲା ତୁମରିଠାରେ' ଆଦି ସୁପରହିଟ୍ ଫିଲ୍ମ ମାଧ୍ୟମରେ ଜ୍ୟୋତି ଓଡ଼ିଶାର ଘରେ ଘରେ ପରିଚିତ ହୋଇପାରିଥିଲେ। ଓଲିଉଡର ଏହି ଆଗଧାଡ଼ିର ଅଭିନେତ୍ରୀ ଜ୍ୟୋତି ମିଶ୍ରଙ୍କ ସହ ଓଡ଼ିଶାଲାଇଭର ସ୍ୱତନ୍ତ୍ର ସାକ୍ଷାତକାର।

  • @godisgreat3867
    @godisgreat3867 ปีที่แล้ว +1

    A living legend

  • @manju_sindvaal7663
    @manju_sindvaal7663 2 ปีที่แล้ว +2

    I didn't understand the language.... But it's good to be earning ♥♥♥ nyc interview made by u madam ji

  • @santoshkumarrautaray5768
    @santoshkumarrautaray5768 2 ปีที่แล้ว +2

    💐💐💐❤🙏🙏🙏🙏🙏🙏🙏

  • @bharasaprabha221
    @bharasaprabha221 5 หลายเดือนก่อน

    ଖୁବ୍ ସୁନ୍ଦର

  • @ramachandrapanipani7424
    @ramachandrapanipani7424 หลายเดือนก่อน

    ଓଡ଼ିଶୀ ସଙ୍ଗୀତର ରାଣୀ ପଦ୍ମଶୀ ଶ୍ୟାମାମଣି ଦେବୀଙ୍କୁ ଆମର ପ୍ରଣାମ ।

  • @ajayapal8389
    @ajayapal8389 10 หลายเดือนก่อน

    I am speechless ❤️❤️🙏🙏🙏🙏

  • @devananddas620
    @devananddas620 12 วันที่ผ่านมา

    Great.singer

  • @nimaicharanmajhi8366
    @nimaicharanmajhi8366 6 หลายเดือนก่อน

    ପଦ୍ମଶ୍ରୀ ଡକ୍ଟର ଶ୍ୟାମାମଣି ପଟ୍ଟନାୟକ ଙ୍କ ସୂର୍ କଲ୍ଟ୍ୟଚର୍ ବିଭିନ୍ନ ଦିଗ ଦେଇ ସଙ୍ଗୀତର ସାଧନା କଥା ବହୁତ ଭଲ ଲାଗିଲା।madam ଙ୍କ ଲମ୍ବା ଜିବନ ସୁଖମୟ ହେଉ। ସେ ସବୁବେଳେ ଭଲ ଗାଉଥନ୍ତୁ। ଏହାହିଁ ଈଶ୍ବରଙ୍କ ଠାରେ ନିବେଦନ ଜଣା ଏ।

  • @devananddas620
    @devananddas620 12 วันที่ผ่านมา

    Good

  • @damodarparida498
    @damodarparida498 7 หลายเดือนก่อน

    ମାନନୀୟା ପ୍ରଖ୍ୟାତ ଓଡ଼ିଶୀ ସଂଗୀତର କଣ୍ଠଶିଳ୍ପୀ ଶ୍ୟାମାମଣି ପଟ୍ଟନାୟକଙ୍କୁ
    ଦୀର୍ଘ ପାଞ୍ଚ ଦଶନ୍ଧିଧରି ଶୁଣି ଆସୁଛି ।ମୋ ପାଇଁ ସେ ଅନନ୍ୟ ।ସବୁବେଳେ
    ତାଙ୍କୁ ସର୍ବଶ୍ରେଷ୍ଠ ଆସନ ଦେଇ ଆସିଛି।
    ତାଙ୍କୁ ମୋହ ଶ୍ରଦ୍ଧା ଓ ସମ୍ମାନ ନିବେଦନ
    କରୁଛି ।ଜୟ ଜଗନ୍ନାଥ ----49:15

  • @ramachandrapanipani7424
    @ramachandrapanipani7424 หลายเดือนก่อน

    ସବୁରି ସାବୁ ଅଛି, ମୋହର ନାହଁ କିଛି, ଏକା ମୋ ପ୍ରଭୁ ଜଗନ୍ନାଥ ... କଣ୍ଠ ତ ପାଇଛନ୍ତି, ଗୀତ ତ ଗାଇଛନ୍ତି, ନିରାଶ ନ ହୁଅନ୍ତୁ, ମାତଃ ! -- ରାମଚନ୍ଦ୍ର ପାଣି, ଶ୍ରୀଅରବିନ୍ଦ ଆଶ୍ରମ, ପଣ୍ଡିଚେରୀ । (ଅଗଷ୍ଟ ୬, ୨୦୨୪, ମଙ୍ଗଳବାର, ସନ୍ଧ୍ୟା ।)

  • @sailabalahota4515
    @sailabalahota4515 20 วันที่ผ่านมา

    Koti namaskar padatale sarswatinka danag damage damage damage g gut

  • @ramachandrapanipani7424
    @ramachandrapanipani7424 หลายเดือนก่อน

    ପିଲାଦିନେ ତିନି ଚିନ୍ତା ମନେ ଥିଲା ତ ସାଇତା, ଗାଆନ୍ତି ଗୀତ ମୁଁ ଲୋକେ ଶୁଣନ୍ତେ; ଭଲ ଗାଉଛନ୍ତି ବୋଲି କୁହନ୍ତେ ପାଟି ଖୋଲି ଶୁଣି ହୁଅନ୍ତି ଖୁସୀ ଭଲ ପାଆନ୍ତେ ମୋତେ ।

  • @tapaswinipattnaik239
    @tapaswinipattnaik239 หลายเดือนก่อน

    ବିତିଲାତ ଯାମିନୀ ଶୁଣି ମନେ ହୁଏ ଏଭଳି ହୁଏତ ଆଉ କେହି ଗାଇ ପାରିବେ ନାହିଁ । ଏଗୀତ ଆଉ ହୋଇପାରିବ କି? ଆପଣ ଏବେ ବି ରେକଡ୍ କରନ୍ତୁ। ପ୍ରଣାମ ।

  • @anupamapadhiary2252
    @anupamapadhiary2252 3 หลายเดือนก่อน

    ସେତେ ବେଳେ ମୁଁ ସାନ ଥିଲି ମୋ ଭାଇନା ରେଡ଼ିଓ ଖୋଲିଲେ ମୁଁ କହୁ ଥିଲି ଙ୍କ odissi ଶ୍ୟାମା ମଣି ଦେବୀ

  • @bossgaming8766
    @bossgaming8766 5 หลายเดือนก่อน

    ସଙ୍କୀର୍ତ୍ତନ ରେ ଆଧୁନିକତା ପଶି ଗଲାଣି ସତ କିନ୍ତୁ ଏବେବି 42 mauza ର ଚତୁର୍ଦ୍ଦଶ ସଙ୍କୀର୍ତ୍ତନ ମଣ୍ଡଳୀ ଓଡିଶୀ ସଙ୍କୀର୍ତ୍ତନ ର ସେହି ପୁରାତନ ଗୌରବ କୁ ବଞ୍ଚାଇ ରଖିଚି

  • @biswanathsutar2618
    @biswanathsutar2618 ปีที่แล้ว +1

    Oh ki sudar

  • @IndiraMIshrawriter
    @IndiraMIshrawriter ปีที่แล้ว

    Regard to shyama manni madam , the interviewer is not at all competent to take great renowned dancers or gurus interview.

  • @prabashranjanlenka673
    @prabashranjanlenka673 2 ปีที่แล้ว +11

    🙏🙏🙏

  • @pritishdash
    @pritishdash 2 ปีที่แล้ว +9

    ❤️🙏

  • @durgaprasadpanigrahy-ml7jy
    @durgaprasadpanigrahy-ml7jy ปีที่แล้ว +1

    🙏🙏🙏