Kala Kalebara Kanhai- Odia Chautisha (କ ଠାରୁ କ୍ଷ ) | କଳା କଳେବର କହ୍ନାଇ | Rabindra Mohapatra

แชร์
ฝัง
  • เผยแพร่เมื่อ 27 ต.ค. 2024

ความคิดเห็น • 595

  • @ratnakarsatapathy5568
    @ratnakarsatapathy5568 2 ปีที่แล้ว +17

    ମନ ଜିଣା କଣ୍ଠରେ ମନୋହର ଚଉତିଶା ଅତି ସୁନ୍ଦର ଓ
    ମନ ମୁଗ୍ଧକର। ବହୁତ ବହୁତ ଧନ୍ୟବାଦ। କଳା କଳେବର କହ୍ନେଇର କୃପା ଥାଉଏଇମିତି ଗାଇ ଶୁଣା ଉଥାଅ।

  • @GitanjaliRout-j4y
    @GitanjaliRout-j4y ปีที่แล้ว +15

    ଧନ୍ୟ, ଧନ୍ୟ, ରବୀନ୍ଦ୍ର ମହାପାତ୍ର ଜୀ
    ଯୁଗେ ଯୁଗେ ବଞ୍ଚି ଥାଉ ଆପଣଙ୍କ ସୁଲଳିତ କଣ୍ଠ ସ୍ୱର 🙏

  • @rabinarayanamohapatra1619
    @rabinarayanamohapatra1619 3 ปีที่แล้ว +17

    ହରି ହରାୟ ନମୋ ନମଃ ଭଗବାନ ବିଷ୍ଣୁ କଳ୍କୀ ଅବତାର

  • @h.k.behera8916
    @h.k.behera8916 2 ปีที่แล้ว +12

    ଅତି ସୁନ୍ଦର...ଅତି ମଧୁର...
    ଧନ୍ୟ ସେ ଲେଖନୀ... ଧନ୍ୟ କଣ୍ଠସ୍ୱର...
    । କୋଟି ପ୍ରଣାମ ।🙏🙏🙏

  • @rajeev2473
    @rajeev2473 ปีที่แล้ว +8

    ନିହାତି ଭାବେ ରବୀନ୍ଦ୍ର ବାବୁ ଅନେକ ଧନ୍ୟବାଦ୍। ଗୀତ ଟି କାନେ ବାଜିଲା ମାତ୍ରେ ବର୍ତ୍ତମାନ ମଧ୍ୟ ମନେପଡେ ନରେନ୍ଦ୍ର ପୁଷ୍କରିଣୀରେ ବସିଥିବା ସେ କିଛି କ୍ଷଣ। ଓଡ଼ିଆ ଭାଷାକୁ ହେଜି ଏ ଓଡ଼ିଆ ସତେ ବହୁତ ଗର୍ବ କରେ। ଜୟ ଜଗନ୍ନାଥ।

  • @ChaitanyacharanPanda
    @ChaitanyacharanPanda ปีที่แล้ว +16

    ଧନ୍ୟବାଦ ଶ୍ରୀଯୁକ୍ତ ରବିନ୍ଦ୍ର ମହାପାତ୍ରଙ୍କୁ ପୁରୁଣା ସ୍ମୃତିକୂ ଉଜ୍ଜୀବିତ କରିଥିବାରୁ।

  • @upendrabeja7145
    @upendrabeja7145 2 ปีที่แล้ว +6

    ବହୁତ ଭଲ ଭଜନ ଭଗବାନ ଆପଣକୁ ଆଶୀର୍ବାଦ କରନ୍ତୁ ଏମିତି ଆହୁରି ଭଲ ଭଜନ ସୁମଧୁର ଆମେ sunu

  • @TaranisenDash-m1x
    @TaranisenDash-m1x 2 หลายเดือนก่อน +6

    ଯେତେ ଶୁଣିଲେ ଭି ମନ ଭ ରୁ ନାହିଁ. ପିଲା ଦିନର ଗୀତ. ପ୍ରଥମ ଶ୍ରେଣୀ ରେ ମାତ୍ର୍ 10 ପଇସା ଦେଇ କିଣି ଥିଲି ଏଇ ଛୋଟ ବହି ଖଣ୍ଡିକ. 🙏🌹♥️. ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ. ହରେ ରାମ ହରେ ରାମ ରାମ ରାମ ହରେ ହରେ 🙏🙏🙏🌹♥️❤️

    • @charitrakumarbai6301
      @charitrakumarbai6301 หลายเดือนก่อน

      ପିଲାବେଳେ ବାପା ମୋତେ ଏହି ଚଟଶାଳୀ ପାଠ ବହି ଦେଇଥିଲେ ପଢିବାପାଇଁ 🙏

    • @hemantkumarroutray407
      @hemantkumarroutray407 หลายเดือนก่อน

      ଭାବ ଭକ୍ତିର ନିଆରା ମଣିଷ ଟିଏ ଆପଣ❤

  • @dr.digarajbrahma113
    @dr.digarajbrahma113 3 ปีที่แล้ว +8

    ଚମତ୍କାର ଉପସ୍ଥାପନ ।
    ଧନ୍ୟବାଦ ରବୀନ୍ଦ୍ର ବାବୁ ମହୋଦୟ ।

  • @leenasatapsthy7274
    @leenasatapsthy7274 ปีที่แล้ว +4

    ରବିବାବୂ କର ଗିତ ଶୁଣିବା ପାଇଁ ବହୁତ ଆଗହ ଲାଗେ ଆମର ଆଶୀର୍ବାଦ ସବୁବେଳ କାମନା କରୁ

  • @sabyasachisahu2144
    @sabyasachisahu2144 ปีที่แล้ว +29

    ଦିନକୁ ୧୦ଥର ଶୁଣେ ନହେଲେ ଭାତ ହଜମ ହୁଏନି

    • @SriPurushottam
      @SriPurushottam  ปีที่แล้ว +4

      🙏🙏🙏 ଜୟ ଜଗନ୍ନାଥ

    • @Pradhanantaryami
      @Pradhanantaryami 2 หลายเดือนก่อน

      ❤❤❤❤

    • @KapilBanua
      @KapilBanua 2 หลายเดือนก่อน +1

      😊😊😊😊😊😊😊😊😊😊​@@SriPurushottam

    • @DHARANIDHARMUNDA-wy6mo
      @DHARANIDHARMUNDA-wy6mo 2 หลายเดือนก่อน

      ବହୁତ୍ ସୁନ୍ଦର୍ କଥା
      God bless you

    • @KshitirekhaPanda
      @KshitirekhaPanda หลายเดือนก่อน +1

      Yes

  • @pranatibehera6208
    @pranatibehera6208 3 ปีที่แล้ว +6

    ବହୁତ ସୁନ୍ଦର ରଚନା । ପରିବେଷଣ ଖୁବ୍ ମଧୁର ଓ ଭାବପୂର୍ଣ୍ଣ । ଜୟ ଜଗନ୍ନାଥ 🙏🙏🙏

  • @godabarimangaraj5027
    @godabarimangaraj5027 3 ปีที่แล้ว +9

    🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ🙏🙏🙏🙏ବହୁତ ସୁନ୍ଦର ଭାବରେ ଗାଇ ଛ

  • @dibakarmalik9597
    @dibakarmalik9597 2 ปีที่แล้ว +3

    🙏🙏 ଆଜ୍ଞା, ଆପଣଙ୍କ ପରିବେଷଣ ଅତି ଚମତ୍କାର

  • @srinibaspanigrahi9519
    @srinibaspanigrahi9519 ปีที่แล้ว +1

    ଅତି ସୁନ୍ଦର ପରିବେଷଣ ରବୀନ୍ଦ୍ର ବାବୁ

  • @bhagabansahu9099
    @bhagabansahu9099 2 หลายเดือนก่อน +1

    ରବିନ୍ଦ୍ର ମହାପାତ୍ର ଙ୍କ ସବୁ ଗୀତ ଶୁଣିବାକୁ ବହୁତ ଭଲଲାଗେ। ଅତି ହୃଦୟ ଛୁଆଁ।❤❤❤

  • @rasmipolei2264
    @rasmipolei2264 2 ปีที่แล้ว +17

    ବହୁତ ଭଲ, ଆମ ପୁରୁଣା ସ*ଗୀତର ମାଧୁର୍ଯ୍ଯ ଅତ୍ୟନ୍ତ ଆନନ୍ଦ ଦାୟକ, ଆପଣଙ୍କ କଣ୍ଠରେ ଏହାର ଶ୍ରୀ ଆହୁରି ବୃଦ୍ଧି ଘଟିଛି।ଧନ୍ୟବାଦ

  • @pabitramohandas6943
    @pabitramohandas6943 3 ปีที่แล้ว +12

    🙏ଓଁ ନମୋ ଭଗବତେ ବାସୁଦେବାୟ 🙏

  • @ଜଗନ୍ନାଥକଥାଓଗାଥା
    @ଜଗନ୍ନାଥକଥାଓଗାଥା 3 ปีที่แล้ว +7

    ଅତି ସୁନ୍ଦର ଭାବ,,👌ଜୟ ଜଗନ୍ନାଥ ସ୍ୱାମୀ

  • @bhaskarsahu786
    @bhaskarsahu786 2 ปีที่แล้ว +1

    ସୁମଧୁ ବର୍ଷଣ ଦୟା ମଧୁମଧୁ ସୁଧା

  • @sanjeevpaikray977
    @sanjeevpaikray977 3 ปีที่แล้ว +7

    ଅତି ସୁନ୍ଦର ରବି ବାବୁ ! କାର୍ତିକ ପୁନେଇ କୁ ଶିଶୁପାଳ ଗଡ଼ କୁ ସୁସ୍ଵାଗତ ।

  • @niashasahoo2562
    @niashasahoo2562 ปีที่แล้ว +2

    ଓଁ ନମୋ ନାରାୟଣାୟ 🙏🙏🙏🙏🙏🙏

  • @minatimohanty5162
    @minatimohanty5162 3 ปีที่แล้ว +5

    Aha ki sundar
    Jai shree Krishna 🙏

  • @ranjitbehera4815
    @ranjitbehera4815 3 ปีที่แล้ว +12

    ମୋ ମହାପ୍ରଭୁ ଙ୍କର ଏଡେ ସୁନ୍ଦର ଭଜନ ଶୁଣିଲା ମାତ୍ରେ ହୃଦୟ ଭାବୁକ ଏବଂ ଆଖିରେ ଭାବ ର ଲୁହ ଆସିଯାଉଛି 🙏🙏🙏

    • @SriPurushottam
      @SriPurushottam  3 ปีที่แล้ว +2

      ଆଜ୍ଞା ଆପଣ ଙ୍କ ଏହି ମତାମତ ଟି ଆମକୁ ଉତ୍ସାହ ର ଶ୍ରୋତ । ଜୟ ଜଗନ୍ନାଥ

    • @pramadapatro4078
      @pramadapatro4078 2 ปีที่แล้ว

      Bhut#us

  • @gobindachandranayak9576
    @gobindachandranayak9576 2 ปีที่แล้ว +4

    ଦେବକୀନନ୍ଦନ ଯଶୋଦା ନନ୍ଦନ ନନ୍ଦନନ୍ଦନ କଳାକାହ୍ନୁ କଳା ଠାକୁର, ଗୋବିନ୍ଦ

  • @ASHU_TOSHA
    @ASHU_TOSHA 2 หลายเดือนก่อน +1

    The living legend RABINDRA SIR. .❤ NO WORDS

  • @devidattasahoo325
    @devidattasahoo325 3 ปีที่แล้ว +2

    Bhai namaskar. Bhai thank you. Sabudina emiti gote gote gita asnatani. Sabudina bahut khushire khushire palanata

  • @srijaganatha-9
    @srijaganatha-9 ปีที่แล้ว +1

    ଆହା କି ସୁନ୍ଦର। ସତରେ ଠାକୁର ବିଶ୍ୱାସ କର♥️🥰🌷

  • @sukadevprusti6552
    @sukadevprusti6552 3 หลายเดือนก่อน +1

    Bhai🙏ଆପଣଙ୍କ ଭାବ ଏଇଭଳି ସର୍ବଦା ରହି ଥାଉ, କାଳିଆ ଆପଣଙ୍କୁ ତା ଭାବ ଡୋରି ରେ ବାନ୍ଧି ରଖି ଥାଉ ଜୟ ଜଗନ୍ନାଥ 🙏🙏🙏

  • @bhabanijena1543
    @bhabanijena1543 3 ปีที่แล้ว +7

    ଓଡ଼ିଆ ଭାଗବତ ଗାନ କରିବାକୁ ଅନୁରୋଧ ରହିଲା।

    • @SriPurushottam
      @SriPurushottam  3 ปีที่แล้ว +1

      ଆଜ୍ଞା ଓଡ଼ିଆ ଭାଗବତ ସାର ରବୀନ୍ଦ୍ର ମହାପାତ୍ର ଙ୍କ କଣ୍ଠ ରେ ନିମ୍ନ link ରେ ଶୁଣନ୍ତୁ
      th-cam.com/video/qIRnxuiqEDs/w-d-xo.html

  • @kalpanasahoo8687
    @kalpanasahoo8687 2 หลายเดือนก่อน +2

    ଅତି ସୁନ୍ଦର। ଏ ଗୀତ ଶୁଣି ମୋ ବୋଉ କଥା ମନେ ପଡିଗଲା

  • @AkshayakumarSwain-w4q
    @AkshayakumarSwain-w4q หลายเดือนก่อน +1

    Joy jagannath,Ati sundar

  • @SumitraRoutray-i5n
    @SumitraRoutray-i5n หลายเดือนก่อน +1

    ତୁମର ଏହି ସୁଲଳିତ କଣ୍ଠ ରେ ଚଉତିଶା ଶୁଣି ମୋର ଆଖି ରୁ ଧାର ଧାର ଲୁହ ବୋହିଗଲା । ଆପଣଙ୍କୁ ବହୁତଧନ୍ୟବାଦ ।

  • @pranakrushnasahoo6583
    @pranakrushnasahoo6583 ปีที่แล้ว +1

    ଅତି ସୁମଧୁର କଣ୍ଠ ସ୍ବର,,, ଅଶେଷ ଧନ୍ୟବାଦ

  • @shakuntalamishra3979
    @shakuntalamishra3979 3 ปีที่แล้ว +19

    ବହୁତ ପୁରୁଣା ଗୀତ ପରିବେଷଣ କରିଥିଵାରୁ ବହୁତ ଧନ୍ୟବାଦ

  • @bhabanijena1543
    @bhabanijena1543 3 ปีที่แล้ว +8

    ଅତ୍ୟନ୍ତ ହୃଦୟସ୍ପର୍ଶୀ,

  • @suryakanta692
    @suryakanta692 3 ปีที่แล้ว +4

    Jai krishan Balarama........

  • @godabarimangaraj5027
    @godabarimangaraj5027 3 ปีที่แล้ว +5

    🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ🙏🙏🙏🙏

  • @santoshsamal3506
    @santoshsamal3506 3 ปีที่แล้ว +5

    Bahut sundar 🙏🙏🙏

  • @malayakbhoimalayakbhoi2635
    @malayakbhoimalayakbhoi2635 ปีที่แล้ว +1

    ଜୟ ଶ୍ରୀକୃଷ୍ଣ 🙏🙏🙏
    ଜୟ ମାତା ବାଗ୍ଦେବୀ ସରସ୍ଵତୀ 🙏🙏🙏
    ଆଜି ଏ ଅଧମ ଦେହଟା ଭଜନ ଶୁଣି ପବିତ୍ର ହୋଇଗଲା।

  • @skmishra4067
    @skmishra4067 2 หลายเดือนก่อน +1

    My grand parents were very fond of listening to this song from me. Had they listened to this song of yours they would have been more happy. Thank you for this melodious song.❤

  • @archanasamanta2402
    @archanasamanta2402 3 ปีที่แล้ว +3

    ପ୍ରଭୁଙ୍କ ଆଶୀଷ ସର୍ବଦା ଆପଣଙ୍କ କଣ୍ଠରେ ବରଷୁ ଥାଉ 👁️🙏🏻👁️

    • @archanasamanta2402
      @archanasamanta2402 3 ปีที่แล้ว

      ଜୟ ଜଗନ୍ନାଥ ସ୍ୱାମୀ

  • @shrikhetraandtulasikhetrad7
    @shrikhetraandtulasikhetrad7 3 ปีที่แล้ว +2

    Apanaka channel mu sabu bele agraha sahakarare dekhi ase ebang sada sarbada debanshi dash ebang siba nana adi nka sumadhura kantharu nua nua bhajan sunithae. Etiki 🙏🙏🙏guhari karuchi ki apana emti katantuni🙏🙏🙏mu mo prabhunka darshan karibaru aeha dwara banchita rahijauchi. Asa karuchi apana mo bhaba nischita bhabare bujhi paruthibe.

  • @niranjanpatel6278
    @niranjanpatel6278 2 ปีที่แล้ว +11

    Rabindra Babu ! I perhaps listened you for the first time, but your melodious voice is most appropriate for our unique cultural celebrations.

  • @sabyasachisahu2144
    @sabyasachisahu2144 ปีที่แล้ว +1

    ବହୁତ ବଢିଆ ଗାଇଛନ୍ତି ଆଜ୍ଞା🙏🙏

  • @nrusinghcharannanda7585
    @nrusinghcharannanda7585 2 ปีที่แล้ว +1

    Bahut sundara. God bless u

  • @MishraRecords
    @MishraRecords 2 ปีที่แล้ว +3

    ବହୁତ ସୁନ୍ଦର sir, ଆପଣ ଙ୍କ ସଂଗୀତ ଜୀବନ ର ଏ ସାର୍ଥକତା, ପ୍ରଭୁ ଙ୍କ ପାଇଁ ଏ ସମର୍ପିତ ସ୍ବର, ଜୟ ଜଗନ୍ନାଥ 🙏

  • @mrrohitcreation927
    @mrrohitcreation927 5 วันที่ผ่านมา

    ରବି ବାବୁ ଙ୍କ କଣ୍ଠ ଅତି ଅତି ସୁନ୍ଦର ❤️
    ବହୁତ ସୁନ୍ଦର ❤️❤️❤️❤️ଭଜନ ଓ ଜଣାଣ 🙏
    ଜୟ ଜଗନ୍ନାଥ 🙏🚩❤️

  • @jrm124
    @jrm124 3 ปีที่แล้ว +3

    I love Ravindra Mohapatra

  • @radhakantarajaguru5183
    @radhakantarajaguru5183 ปีที่แล้ว +1

    🙏ଜୟ ଜଗନ୍ନାଥ 🙏
    ଅତି ସୁନ୍ଦର ନିବେଦନ ବାଃ 🙏🙏

  • @choudhurybiswamohanmishra6021
    @choudhurybiswamohanmishra6021 2 ปีที่แล้ว +7

    ହୃଦୟସ୍ପର୍ଶୀ 🙏

  • @kanhadalei5571
    @kanhadalei5571 3 ปีที่แล้ว +5

    Thanks you so very much,sir 👍 👍 you, bhut bhal lagu6y swara ta tamar,tame ta bhikari Bala,sir bhali swara ta hu6y, bhut bhagya ban tame tamku koti parmayu diantu jay jagannat 🙏 🙏🙏

  • @dilipkumarnisanka1577
    @dilipkumarnisanka1577 ปีที่แล้ว +1

    ବହୁତ ବଢିଆ ଗାଇଲେ ରବିନ୍ଦ୍ର ଭାଇ

  • @bidhubhusanmishra6358
    @bidhubhusanmishra6358 2 ปีที่แล้ว +1

    ମନମୁଗ୍ଧକର ଉପସ୍ଥାପନା .ଅଭିନନ୍ଦନ

  • @barshapriyadarshinee9595
    @barshapriyadarshinee9595 3 ปีที่แล้ว +3

    Ate bhala gita lagila bhagaban nka katha achhi athire prasana laguchi mana amiti hni ahuri gita gantu radhe radhe jai jaganatha swami ki om bisnu narayana nama ha 🙏

  • @Dineshnarayana308
    @Dineshnarayana308 3 ปีที่แล้ว +4

    Jay Jagannath swami nayana pathagami bhabatume 🙏🙏❤️🙏🙏

  • @sagarikapati4670
    @sagarikapati4670 2 ปีที่แล้ว +12

    କଣ୍ଠରେ ସାକ୍ଷାତ୍ ଶ୍ରୀଦେବୀସରସ୍ଵତୀ ଙ୍କ ନିବାସସ୍ଥଳୀ 🙏🙏🙏🙏🙏👌👌👌👌👌

    • @jubarajbarik1916
      @jubarajbarik1916 ปีที่แล้ว

      😊😊

    • @SaibaniPanda
      @SaibaniPanda ปีที่แล้ว

      ​@@jubarajbarik1916😊

    • @RajuBhai-wc8it
      @RajuBhai-wc8it ปีที่แล้ว

      ​@@SaibaniPandad

    • @RajuBhai-wc8it
      @RajuBhai-wc8it ปีที่แล้ว

      P pp pp099 pp PPL p0❤àà

    • @kumudinimohanty3609
      @kumudinimohanty3609 ปีที่แล้ว

      ସୁନ୍ଦର ମଧୁର ଭକ୍ତି ମୂର୍ଚ୍ଛନା ଅତ୍ୟନ୍ତ ମନ ମୁଗ୍ଧକର

  • @balarampurohit1895
    @balarampurohit1895 ปีที่แล้ว +1

    ବହୁତ ସୁନ୍ଦର ଓ ହୃଦୟ ଗ୍ରାହୀ 🌹🙏🏻ଜୟ ଜଗନ୍ନାଥ

  • @ushadixit6064
    @ushadixit6064 2 ปีที่แล้ว +8

    Excellent singing🙏🏾Maa Dakhinna kali Lord Jagannath bless you 🙏🏾🙏🏾🌹

  • @abhijnanananda5575
    @abhijnanananda5575 ปีที่แล้ว

    Gayan Sailee Chamatkar !
    Sampurna Nirbhul !!
    Dhanyawad

  • @anupamapadhiary2252
    @anupamapadhiary2252 3 ปีที่แล้ว +3

    Bahut sundar gita puratana rachanaru Jay jagannath

  • @uchhabnayak6476
    @uchhabnayak6476 ปีที่แล้ว +2

    ରବି ଭାଇଙ୍କ କଣ୍ଠରୁ ଏ ଗିତଟି ଶୁଣି ବହୁତ ଭଲ ଲାଗିଲା । ବହୁତ ବହୁତ ଧନ୍ୟବାଦ ରବି ଭାଇ

    • @gadadharmohanty-ym7sl
      @gadadharmohanty-ym7sl 7 หลายเดือนก่อน

      ଭାବ ଭକ୍ତି ର ଅନ୍ୟ ନାମ ରବୀନ୍ଦ୍ର ବହୁତ ବହୁତ ଧନ୍ୟବାଦ

  • @sitakantapatnaik9321
    @sitakantapatnaik9321 3 ปีที่แล้ว +2

    Jay Jagannath Bahuta sundar

  • @muralidharbehera9783
    @muralidharbehera9783 ปีที่แล้ว +1

    Ki sundar kantha bhajan bi sabu bhala laguchhi🙏

  • @ranjeetpradhan5380
    @ranjeetpradhan5380 2 ปีที่แล้ว +1

    ଆର ଜନ୍ମରେ ବିଭୂ ମହାପାତ୍ର ଘରେ ଜନମ ନେବି। ଜୟ ଜୟ ଶ୍ରୀ କୃଷ୍ଣ

  • @gopalacharya4328
    @gopalacharya4328 3 ปีที่แล้ว +18

    Old is gold ,many thanks Rabindra Babu,God bless you.

  • @souvagyamishra6455
    @souvagyamishra6455 2 ปีที่แล้ว +2

    ଭିକାରୀ ବଳ ଙ୍କ ପରି ବୈଷ୍ଣବାଅଗ୍ନୀ ର ଅଧିକାରୀ ହେଇଯିବେ ରବୀନ୍ଦ୍ର ଭାଇ l

  • @bebimahananda8222
    @bebimahananda8222 ปีที่แล้ว +2

    ଅତି ସୁନ୍ଦର 🙏🙏💐💐

  • @baijayantimala
    @baijayantimala 2 ปีที่แล้ว +21

    Can listen to this 100 times in a day .. such a soothing voice 🙏.. Jagannath tuma mangala karantu

    • @SriPurushottam
      @SriPurushottam  2 ปีที่แล้ว +4

      This is our achievement 🙏🙏🙏

  • @kanungochitra6855
    @kanungochitra6855 2 ปีที่แล้ว +18

    Great bhajan singer of this time is Rabindra Mohapatra really no doubt adorable by all. He is incomparable n unique

  • @anitapatel1102
    @anitapatel1102 2 ปีที่แล้ว +5

    Beautiful bhajan 🌻🌻🙏🏻🙏🏻🙏🏻🌻🌻

  • @ramakrishnabehera1251
    @ramakrishnabehera1251 2 ปีที่แล้ว +9

    Very very nice performance it is god gift hope all ways singnice god bless him 🙏🙏🙏🙏🙏

  • @rashmisubudhi3310
    @rashmisubudhi3310 3 ปีที่แล้ว +3

    Jay jaganath rabindra Bhai very good 🙏🏻🙏🏻🙏🏻🙏🏻🌺💐💐🌿🌿🌻🌼🌺💐💐 so nice

  • @sabitasahu6378
    @sabitasahu6378 3 ปีที่แล้ว +4

    Jay Srikrishna 👃👃

  • @rashmiranisahoo6357
    @rashmiranisahoo6357 3 ปีที่แล้ว +4

    JAI JAGANNATH

  • @hariharbrahma2428
    @hariharbrahma2428 3 ปีที่แล้ว +7

    Very heart touching song with sweet voice.jai.jagannth.

  • @sudarsandas3572
    @sudarsandas3572 3 ปีที่แล้ว +17

    Really a melodeos contribution of odia traditional master piece by Rabindra Mohapatra .

  • @puspanjalibadajena9312
    @puspanjalibadajena9312 5 หลายเดือนก่อน +1

    Very heart touching song with sweety voice thank you Rabindra Babu

  • @sudarsanguru2637
    @sudarsanguru2637 3 ปีที่แล้ว +1

    ଅତି ସୁନ୍ଦର

  • @Jay-rz2cg
    @Jay-rz2cg 3 ปีที่แล้ว +4

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ

  • @manmayeepanigrahy2378
    @manmayeepanigrahy2378 3 ปีที่แล้ว +4

    Bahut sundar ..
    Jay jagannath🙏🙏🙏

  • @Manoj-n1u
    @Manoj-n1u 3 หลายเดือนก่อน

    ଜୟ ଜଗନ୍ନାଥ ❤ ଧନ୍ୟବାଦ୍ ରବୀନ୍ଦ୍ର ସାର ଆପଣଙ୍କ ସୁମଧୁର କଣ୍ଠର କୋହଭରା ସ୍ବରରେ ଗୀତଟି ଉପସ୍ଥାପନ କରିଥିବାରୁ।
    ସତରେ ଭକ୍ତ କବି ଭକ୍ତ ଚରଣ ଦାସ ଙ୍କର କୃତି ଆମ ଓଡ଼ିଆ ଜାତି ପାଇଁ ଅନନ୍ୟ 😢❤❤❤

  • @laxmiprusty7809
    @laxmiprusty7809 7 หลายเดือนก่อน

    Ati sundar. Piladina mane padigala.❤

  • @jagannathpanda68
    @jagannathpanda68 3 ปีที่แล้ว +6

    ଅତି ସୁନ୍ଦର 🙏
    ଜୟ ଶ୍ରୀ କୃଷ୍ଣ

    • @balabhadramohapatra2162
      @balabhadramohapatra2162 2 ปีที่แล้ว +1

      Please save the song so that you can feel the devinity time and again. Definitely touch the soul.

    • @jagannathpanda68
      @jagannathpanda68 2 ปีที่แล้ว

      @@balabhadramohapatra2162 ଧନ୍ୟବାଦ୍

  • @rabinarayan8882
    @rabinarayan8882 3 ปีที่แล้ว +6

    ଭଜନ ସମ୍ରାଟ କର ଚମତ୍କାର ସଂଯୋଗ 👌🙏🌹

  • @sitarambhoi8567
    @sitarambhoi8567 2 ปีที่แล้ว +2

    Super, super and super, Excellent, Excellent, no comparison with other

  • @rameshkumarsahu9128
    @rameshkumarsahu9128 3 ปีที่แล้ว +1

    Best rabindra babu

  • @sangeetagahir109
    @sangeetagahir109 3 ปีที่แล้ว +2

    Bahut dina pare sunili .Bahut bhala lagila🙏

  • @himansubehera2399
    @himansubehera2399 9 หลายเดือนก่อน +1

    When I was a kid, my grandmother used to sing this to get me asleep. Nostalgic.😇❤️ Odia Sanskriti is 🙏🏼.

  • @prafulladash8889
    @prafulladash8889 2 ปีที่แล้ว

    Bahut badiya

  • @rajkumarshaila9053
    @rajkumarshaila9053 8 หลายเดือนก่อน

    Jai Jagannath

  • @PravatiMuduli-o3u
    @PravatiMuduli-o3u 8 วันที่ผ่านมา

    କି ସୁନ୍ଦର ଗାଇଛନ୍ତି ଆପଣ

  • @kumudininanda2002
    @kumudininanda2002 2 ปีที่แล้ว +1

    Bahut sundar.🙏

  • @manamohanjgouda8495
    @manamohanjgouda8495 2 ปีที่แล้ว

    Waa bhai, Hare Krishna

  • @arupanandanayak1965
    @arupanandanayak1965 3 ปีที่แล้ว +2

    ସୁନ୍ଦର ସ୍ୱର ରବି ଭାଇନା

  • @shrikhetraandtulasikhetrad7
    @shrikhetraandtulasikhetrad7 3 ปีที่แล้ว +1

    Apana mo 🙏🙏🙏binati 🙏🙏🙏 nischay bhabe rakhibe ata mora apananka upare biswaas achi. Enu apana dayakari video katinathantu. Mu jaha hele bi darshan kare bhai.

  • @kritimishra545
    @kritimishra545 3 ปีที่แล้ว +56

    ଅନେକ ଦିନ ରୁ ଅପେକ୍ଷା କରିଥିଲି, ରବି ଭାଇ ଙ୍କ କଣ୍ଠ ରୁ ଏହା ଶୁଣିବାକୁ 🙏ଆଜି ପ୍ରତୀକ୍ଷା ର ଅନ୍ତ ହେଲା 🙏ଅତି ସୁନ୍ଦର 🙏ଜୟ ଜଗନ୍ନାଥ 🙏🙏🙏

  • @SuperFunvideos-n3z
    @SuperFunvideos-n3z 2 ปีที่แล้ว

    ଅତି ଉତ୍ତମ, ଅନେକ ଥର ଶୁଣି ସାରିଲି,ତଥାପି ଶୁଣିବାକୁ ଇଛା ହେଉଛି , ଇଚ୍ଛାପୁର, ଶ୍ରୀ କାକୁଲମ୍, ଏ.ପି

  • @truptibalamishra5014
    @truptibalamishra5014 2 ปีที่แล้ว +1

    ବହୁତ ସୁନ୍ଦର ଆନନ୍ଦ ଦାୟକ

  • @hasd8887
    @hasd8887 3 ปีที่แล้ว +6

    🙏🙏🙏Jay Sri Baladeva Jay Sri Subadra Devi jay Sri Jagannantha Swami Haribol 🌞🌻🍍🌻