Former CM Naveen Patnaik Arrives In Puri For The Spectacular Rath Yatra | Nandighosha TV
ฝัง
- เผยแพร่เมื่อ 4 ต.ค. 2024
- #rathajatra #naveenpatnaik #nandighoshatv
ରଥଯାତ୍ରା ଦେଖିବାକୁ ଶ୍ରୀକ୍ଷେତ୍ରରେ ପହଞ୍ଚିଲେ ନବୀନ ପଟ୍ଟନାୟକ ।
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.c...
TH-cam: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
DishTV Channel No: 1367
Airtel Digital TV Channel No: 611
TATASky Channel No: 1779
Hathw@y Channel No: 731
NXT Digital Channel No: 16
SITI Channel No: 17 & 458
GTPL Channel No: 719
SUN Direct Channel No: 667
Asianet Channel No: 219
ବିରଳ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, କ୍ଷମତା ନ ଥାଇ ଯୋଉମାନେ ସମ୍ମାନ ପାଆନ୍ତି ସେମାନେ ପ୍ରକୃତ ଜନନାୟକ 🙏
ହଁ ତାଙ୍କ ମନରେ ଟିକିଏ ମାନ ଅଭିମାନ ନାହିଁଭଗବାନ ତାଙ୍କୁଆଶିବାଦ କରନୁ ସେ ସୁସ୍ଥ ଥାଆନୁ ପୁଣି ଜଲଦି ଫେରିକି ଆସନୁ ମୁଖ୍ୟମନ୍ତ୍ରୀ ହେଇକି
Indeed true.
Right 👍
Right
Q❤
ଏବେବି ଜନତାଙ୍କ ପ୍ରିୟ ନବୀନ ପଟ୍ଟନାୟକ।ଏହି ଭିଡିଓ ପ୍ରମାଣ କରୁଛି।
@@Hariharpatra109 🙏🙏🙏
Eta samman Odisha basi dei chanti aage Odisha basinku dhanyabad dia.
@@biswojitdash1710 indeed
Nabin Pattnaik budha gandia 😂😂😂😂😂
@@biswojitdash1710 dabu
ଧନ୍ୟବାଦ ଧର୍ମେନ୍ଦ୍ର ଭାଇ ଆପଣ ନବୀନ ସାର୍ ଙ୍କୁ ତଳକୁ ଆସି ପାଛୋଟି ନେଇଯାଇଥିବାରୁ ,ଏହା ହେଉଛି ଆପଣଙ୍କର ନବୀନ ସାର୍ ଙ୍କ ପ୍ରତି ମହାନତା ଆଜି ଓଡିଶା ଦେଖିଲା।ଜୟ ଜୟ ଜଗନ୍ନାଥ🙏👏🌷🌹
Neet ghotala pain dabichi nabin patnaik nku kharap language lagai budha boli sambodhana kare samastanku criticize Kariba tankra nature
किंतु हमे काठ पुतली cm तो मिला। धर्मेंद्र जी सेंटर में बड़े नेता लोगो को समझा सक्तेवथे। हमारा ओडिशा में सुबीर का कोई अभाव नहीं हे। पिरभी हमे बाबाजी का ठुल्लू मिला।किंतु हमे काठ पुतली cm तो मिला। धर्मेंद्र जी सेंटर में बड़े नेता लोगो को समझा सक्तेवथे। हमारा ओडिशा में सुबीर का कोई अभाव नहीं हे। पिरभी हमे बाबाजी का ठुल्लू मिला।
Jay Dharmendra Pradhan jindabad
Jay Dharmendra
DharmendraPradhan is a great leader
ବହୁତ ଭଲ ଲାଗିଲା ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁ ଦେଖି
ମୋ ତେ ବି ବହୁତ ଖୁସି ଲାଗିଲା ନବୀନ ସାର୍ କୁ ଦେଖି।
Mote bahut khushi lagila nabin sir nku dekhi ..jetiki Khushi lagila setiki dukha b lagila
Our cm our hero
ନବୀନ ପଟ୍ଟନାୟକ ଓଡ଼ିଆ ଲୋକଙ୍କ ହୃଦୟର ନେତା
🙏
@@santoshpadhykumar9418 🙏🙏
@@santoshpadhykumar9418 🙏
❤
❤❤❤❤
ଶ୍ରୀ ନବୀନ ପଟ୍ଟନାୟକ ସାର୍ ସବୁବେଳେ ଆମ ଗହଣରେ ରହିଛନ୍ତି ରହିବେ ଓ ଆଗକୁ ମଧ୍ୟ ରହିବେ ❤❤
ଏମିତି ଲାଗୁଚି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ
1000% Correct.
Pandu
Next cm , Wait
❤❤❤❤
Pandu's father
ଆଜି ଯଦି ପୁରୀ ର ଏ ସୁନ୍ଦର କଳେବର ହୋଇଛି ତେବେ ଏସବୁ ଆମ ପ୍ରିୟ ଜନନେତା ନବୀନ ପଟ୍ଟନାୟକଙ୍କ ପାଇଁ
Jay Nabin 🙏
ସବୁ କାମ ନବୀନ କରିଛନ୍ତି ଜୟ ଜଗନ୍ନାଥ 🙏🙏🙏🙏
ଯାହା ବି ହଉ ନବୀନ ପଟ୍ଟନାୟକଙ୍କ ଜାଗା କେହିବି ନେଇ ପାରିବେନି
Kehi bi neiparibeni sata
Andha Dhritarashtra Milibeni
Thik kahila
100% right
True
ମହାପ୍ରଭୁ ଙ୍କ ଲୀଳା ଯାହା ହଉ ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଏତେ ଦିନ ପରେ ଦେଖିବାକୁ ମିଳିଲା ❤
ପ୍ରିୟ ଜନନାୟକ ନବୀନ ସାର୍ ଙ୍କୁ ନିଜେ ଧର୍ମେନ୍ଦ୍ର ପ୍ରଧାନ ମହୋଦୟ ମଞ୍ଚ ଉପରକୁ ସସମ୍ମାନେ ପାଛୋଟି ନେଇଯିବା ଏକ ଆନନ୍ଦ ର ବିଷୟ। ଖୁସି ଲାଗିଲା ନବୀନ ସାର୍ ସର୍ବଦା ଓଡ଼ିଆ ଙ୍କ ହୃଦୟ ରେ ରହିଛନ୍ତି। ଆଉ ବିଜେପି ସରକାରଙ୍କରନବୀନ ସାର୍ ଙ୍କ ପ୍ରତି ସମ୍ମାନ ଏହା ଶୁଭ ଗଣତନ୍ତ୍ର।💐💐💐💐💐
Apana thik kahichanti.Agyan BJP ra tunga neta mane valase janichanti Mr. Naveen Pattnaik kan Odisha basinka pain. Se semane kebe Naveen sir nku disrespect karibeni. Odisha lokonka bhitare sanskar achhi. Semane tanka priyara former CM nku disrespect kale BJP ku tanka sasana khyamata ru hueta bichyutakari paranti. So BJP kebe bi ete bada vul karibani. Tapare Ama Naveen Babu ete vadra je tanku kehi kharap behave karibaku chahinbeni.
Khushi laguchhi aaji pandian sir nko jaga dharmendra sir neigole Jai jagannath.
@@amarendrapatra1249 😂😂😂
ସମସ୍ତ ଓଡ଼ିଆ ଓଡ଼ିଆ ହିଁ ଯେତେ ଯାଏଁ ବାହାର ଲୋକ ନ ଆସିଛନ୍ତି ମଧ୍ୟ ରେ ।
ଧନ୍ୟ ବାଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନବୀନ ପଟ୍ଟନାୟକ ଙ୍କ ପ୍ରତି ଭଲ ପାଇବା ପାଇଁ...
ସତରେ ନବିନପଟନାୟକ ମହାନ ଏବେବି ସେହି୦ାଣି ସେହାତହଲା ଲୋକକୁ ମନମହୁଚି❤❤❤❤❤❤❤
ସେ ଜଣେ ମହାନ୍ ବ୍ୟକ୍ତି 🙏 ସେ ଥିଲେ ଅଛନ୍ତି ଆଉ ସବୁଦିନ ପାଇଁ ରହିବେ ଆମ ମାନଙ୍କ ମନରେ ❤ମହାପ୍ରଭୁ ତାଙ୍କୁ ସବୁବେଳେ ସୁସ୍ଥ ରଖନ୍ତୁ 🙏🙏
No. 1 cm all time ଜୟଜଗନ୍ନାଥ 🙏ଜୟ ନବୀନ ❤
ଦଳମତ ନିର୍ବିଶେଷରେ ନବୀନ ବାବୁଙ୍କ ଏକ ଚମତ୍କାର ବ୍ୟକ୍ତିତ୍ବ ଦେଖାଯାଏ।ତେଣୁ ସମସ୍ତେ ତାଙ୍କ ସାମ୍ନାରେ ତାଂକ ଭଳି ଜଣା ପଡ଼ନ୍ତି ନାହିଁ।
ମୋର ପ୍ରିୟ ମୁଖ୍ୟମନ୍ତ୍ରୀ ନବିନ ବାବୁ
Naveen sir jindabad
Dekhilena bhai mane king entry that's the aura of navven Patnaik
ସତରେ କ୍ଷମତାରେ ନଥାଇ ବି ଏମିତି ସାନମାନ.. ପ୍ରକୃତ ବ୍ୟକ୍ତିତ୍ୱ ର ନିଦର୍ଶନ ଶ୍ରୀ ନବୀନ ସାର 🙏
This visual proves how naveen pattnaiks craze is still upto the mark. Honestly Mr Naveen Pattnaik is something special.. I think after getting defeated his popularity is increased what ever going in politics that does not matter but it's the beautiful sign that Mr. Pattnaik Right now gets more and more respect.... This is what naveen pattnaik is .. Jai Jagannath..
Ame Tama fan Nabeen Pattanayak ❤
Our cm no 1 CM, Jay Naveen
ଜଗା ରେ ମୋ ଜୀବନ ରୁ କିଛି ବୟସ ନେଇ ନବୀନ sir ଙ୍କୁ ଦେଇଦେ ମୋ ଦେଶ ପାଇଁ ତାଙ୍କର ଅବଦାନ ବୋହୁତ କିଛି ରହିଛି
Heart touch word......
ଓଡିଶା ଲୋକଙ୍କ ମନରେ ଏବେବି ନବୀନ sir ଜୟ ଜଗନ୍ନାଥ 🙏🙏
Long live Naveen Patnaik
ଜୟ ନବିନୀ ଜୟ ବିଜେଡି
ମହାନ ନବୀନ ପଟ୍ଟନାୟକ
ରାଜନୀତି ର ପଶା ପାଲି ରେ ସିନା ହାରିଗଲେ କିନ୍ତୁ ବ୍ୟକ୍ତିତ୍ୱ ହିସାବରେ ସବୁବେଳେ ଓଡିଶା ବାସୀଙ୍କ ହୃଦୟ ରେ ରହିଥିବେ The great ledar Nabin sir🙏
Jay Nabin, Jay jagannath 🙏🙏🙏
Navin Pattanaik sir 🙏 amr Priya neta 🎉❤
Odisha.sara.sabu.naveen.naveen.❤❤❤❤❤❤❤❤❤❤
ଜୟ ଜଗନ୍ନାଥ ❤ଜୟ ନବୀନ ବାବୁ ଦିନେ ଯାଉ ମାନେ ନବୀନ ବାବୁ ଙ୍କୁ ସମାଳଚନ କରୁଥିଲେ। ସେ ଆଜି କ୍ଷମତା ନାହିଁ କିନ୍ତୁ ତାଙ୍କ ଓଡିଶା ପାଇଁ ଯେଉ ଅବଦାନ ଏହି ସମ୍ମାନ ହେଉଛି ଥାଙ୍କ ପାଇ ପ୍ରମାଣ।
Thank u ❤️ nandighosh TV
ସମଗ୍ର ଓଡ଼ିଶା ବାସୀ ନବୀନ ପଟ୍ଟନାୟକ ଙ୍କୁ କେତେ ଭଲ ପାଆନ୍ତି ଏହି ଥିରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି
So Great Sir. We never forget You SIr.
Great person Navven Patnaik ❤️ Love' you sir INDIA No-1 CM Navven Patnaik 🙏
Nabin pattnayak grate Lider
ସତେ ଯେମିତି ନବୀନ ପଟ୍ଟନାୟକ ଏବେ ବି ମୁଖ୍ୟମନ୍ତ୍ରୀ ଅଛନ୍ତି🙏🙏🙏
Jay Jagannath Jay Naveen sar ❤❤❤❤🚩🚩🚩🚩🚩🚩🚩🚩🚩💐💐💐💐💐🙏🙏🙏🙏🙏🙏👍👍👍👍
Great cm in india ❤
Jay Naveen sir🙏💞
ନବୀନ ପଟ୍ଟନାୟକ ସାର୍
ଜୟ ଜଗନ୍ନାଥ ସଂସ୍କୃତି ଧନ୍ୟ ସରକାର ଧନ୍ୟ ନବୀନ ଧନ୍ୟ ସନମାନ ଦାତା ଧନ୍ୟ ସନମାନ grahita.ଏଭଳି ଅନ୍ତରଙ୍ଗ ପୃଥିବୀ ରେ ବିରଳ . ଜଗନ୍ନାଥ ଙ୍କ ଦରବାର ରେ ସବୁ କିଛି ସମ୍ଭବ .ଏହାହିଁ ଜଗନ୍ନାଥ ଙ୍କ ସ୍ୱତନ୍ତ୍ରତାକୁ ଜୟ ଜଗନ୍ନାଥ
King is always king
Thanks nabeen cm .joy jagannath
OUR CM🙏🏻
OUR PRIDE 🙏🏻
Nabin Pattanayak 🙏🏻
Always Jindabad 🙏🏻
Jay Naveen
Jai Naveen Babu ❤️
Jay jagannath. Jay. Nabin pattnaik
Best cm naveen babu🙏🙏🙏🙏🙏🙏🙏
Peoples leader🎉🎉🎉🎉🎉
Dharmendra pradhan bahut bhala neta.mancha ru uthi asi Nabin babunku pachhoti nele.than s Dharmendra Babu
Jay Navin Babu tamaku koti koti juhara🙏🙏🙏🙏♥️
Thanks Shri Dharmendra Pradhan ji for your kind gesture towards Shri Naveen Pattanaik ji. He lives in the heart of 4.5 crore Odias.
Jay Jagannath 🙏
Jay Naveen Patnaik sir
All time..... ❤❤❤❤❤we respect naveen Pattnaik sir
Whatever, He is still the King .. 🎉
Jay naveen ❤
What a Nabin sir 's craze
Navin sir great leader
Joyguru joy sree Jagannath joy NOBINBABU
ଜୟ ଜଗନ୍ନାଥ 🙏 🙏 🙏 🙏
Naveen ❤️❤️
Nabin patnayak ❤❤❤
Dharmendra sir you are great...aapankara jou respect aama Naveen sir nka paie really prashansha kariki rahihebani🎉🎉
Hero Odisha ର ନମ୍ବର ୧
ଜୟ ଜଗନ୍ନାଥ ନବୀନ ସାର
Jay Jagannath 🙏🙏
Naveen sir is great ❤❤❤❤❤❤❤
Sir love you 🙏
Nabin pattnayak grate cm
Jay Jagannath Swamy.
Jay Nabin 🙏.
Nabin sir 🙏❤❤❤
Jay Jagannath jay nabin sir
Tiger entry
Jay Jagannath ❤❤❤🌹🌹🌹🙏🙏🙏
Pravu Jaganath apananku susta rakhantu
This video proved the image of Naveen Pattnaik❣️
ଜୟ ମା ତାରିଣୀ 🙏🏻
ଜୟ ଜଗନ୍ନାଥ 🙏🏻
ଆମ ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ
ନବୀନ ପଟ୍ଟନାୟକ Sir ଆମ ଓଡ଼ିଶା
ଆଉ ଆମ ଭାରତର ଗର୍ବ ଆଉ ଗୌରବ 🙏🏻
WE ❤️ YOU ALWAYS SIR 🙏🏻
OUR CM🙏🏻
OUR PRIDE🙏🏻
ନବୀନ ପଟ୍ଟନାୟକ ଜିନ୍ଦାବାଦ 🙏🏻
Jay Jagannath
ଜୟ ଶ୍ରୀଜଗନ୍ନାଥ ଜୟ ଭାରତ ଜୟ ଉତ୍କଳ ଜୟ ବିଜୁନନ୍ଦନ ଜୟ ଧମେନ୍ଦ୍ର।🎉।
Jai naveen
Bahut bhala lagila a
m CM nku dekhi ki
Naveen Sir always a no 1CM
Naveen sir stay safe and healthy Jay jagannath ❤❤❤
The best C.M of India Thank you God bless Nabinji
ଆକାଶରେ କୋଟିଏ ତାରା,
ହେଲେ ଜହ୍ନ ଭାଇ ଜହ୍ନ 🙏🙏
Jay nabin
ଯନତାଙ୍କ ହୃଦୟର ମହାନାୟକ ନବୀନି ପ ଟ୍ଟନାୟକ ଏବେ ବି ଯନସମୁଦ୍ର ସମ୍ରଥନ
Naveen sir
ମହାପ୍ରଭୁ କୃପାରୁ ନବୀନ ବାବୁ ଶରୀର ସୁସ୍ଥ ରହିଥାଉ, ଜନପ୍ରିୟ ନେତା, କୋଟି ଓଡ଼ିଆ ଙ୍କ ମଉଡମଣୀ ମହାପ୍ରଭୁ ଜଗନ୍ନାଥ ଦର୍ଶନ କରି ନିଶ୍ଚିତ ଆନନ୍ଦ ଲାଭ କରିଛନ୍ତି ଏମିତି ସବୁବେଳେ ମହାପ୍ରଭୁ ଦର୍ଶନ ନିମନ୍ତେ ଆସୁଥାନ୍ତୁ ଆମର ଆଶା 🙏ଜୟ ଜଗନ୍ନାଥ 🙏
Nabin Babu 🙏🙏🙏🙏🙏🙏🙏🙏🌹🙏❤️ 7❤❤❤❤❤❤
ଆମ ନବୀନ ବିଶ୍ଵ ନେତା,,,,,, ଜୟ ଜଗନ୍ନାଥ ଜୟ ନବୀନ
Kebal aama Sikhia mantri dharmendar pradhan Purbatana cm ku pachhadi neithiba ru dhanyabad
Laguchi ebe bi CM bada dandre jauchanti
Hn CM bas agare ex lagichi😂
@@ODISHA_KUHEto maa bia re poka padichii
Naveen ji darakar
ଓଡିଆ ଜନମାନସ ର ନେତା,👍👍👍❣️❣️
🎉🎉🎉🎉🎉🎉 good cm in odisha nabin patnayak sir
Jay Jagannath 😊❤
𝑵𝒂𝒗𝒆𝒆𝒏 𝒔𝒊𝒓 𝒎𝒊𝒔𝒔 𝒚𝒐𝒖
Thank you Dharmendra sir, aama hrudayar mukha mantri nku ete sanman dauthibaru aau pura aapananka team nku b. Love u ...
Great CM Nabin Sir always in everyone's heart ❤❤❤