Election News:ଚାଲିଥିଲା ବିତର୍କ ହଠାତ୍‌ ହେଲା...|Odisha Election 2024 |News18 Odia Political Adda | N18V

แชร์
ฝัง
  • เผยแพร่เมื่อ 25 พ.ค. 2024
  • Election News:ଚାଲିଥିଲା ବିତର୍କ ହଠାତ୍‌ ହେଲା...|Odisha Election 2024 |News18 Odia Political Adda | N18V#politicaladda #news18odia #OdiaNews #ଆଜିରନ୍ୟୁଜ #OdiaSamachar #odishanews #oriyanews
    #loksabhaelection2024 #generalelection2024 #electionnews #election2024 #electionresults #narendramodi #politicalada #bjd #bjp #congress #baleswarnews
    News18 Odia is one of the leading news channels of India. Please follow up page to watch live and breaking news with the latest videos added every hour.
    News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ଛୋଟ ମୋଟ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
    Download our News18 Mobile App - onelink.to/desc-youtube
    Please visit our website bit.ly/2YaikeJ for the latest opinions and detailed news coverage.
    Follow us on
    Facebook: / news18odia
    Twitter: news18odia?lang=en
    Website: bit.ly/2YaikeJ
    Subscribe to our channel to get the latest news and updates tinyurl.com/y46bt2fm

ความคิดเห็น • 556

  • @user-xb5js1lj2r
    @user-xb5js1lj2r หลายเดือนก่อน +114

    ବିଜେଡି ଏବଂ ନବୀନ ଏସମସ୍ତ କ୍ଷେତ୍ରରେ ୧ ନମ୍ରର କରିଛି, ଯଥା : - ମଦ ପିଆଇବାରେ , ବେକାର ରଖିବାରେ ,ଦାଦନ ଖଟାଇବାରେ , ଡାକ୍ତର ଓ ଶିକ୍ଷକ ଅଭାବରେ , ମହାନଦୀ ଶୁଷ୍କ କରିବାରେ , କୃଷିକୁ ଜଳାଭାବ କରିବାରେ ଏବଂ ଖଣି, ପାଣି, ଜମି ଓ ଜଙ୍ଗଲ ଲୁଟିବାରେ ବିଜେଡିର ଦାନ ଅତୁଳନୀୟ । ପ୍ରିୟ ମୁଖ୍ୟମନ୍ତ୍ରୀ ୨ ପଦ ଓଡ଼ିଆ କହିବା ପାଇଁ ଅକ୍ଷମ ସେମାନେ କି ସ୍ୱାଭିମାନ ଜାଣିବେ ? ବୋକଚା ବୁହା ଚାନେଲ କିଛି ଚାମଚାଙ୍କୁ ଏକ ତ୍ରିତ କରି ଏ ଗୋଟାଏ ପ୍ରହସନ ଲଗାଇଛି ।

    • @gurucharanbarik7817
      @gurucharanbarik7817 หลายเดือนก่อน +4

      👍👍👌👌❤️😂😂😂😂😂

    • @chandramohannaik9716
      @chandramohannaik9716 หลายเดือนก่อน +1

      Wow Bhai ...

    • @seshadevbaliarsingh5085
      @seshadevbaliarsingh5085 หลายเดือนก่อน +2

      Bhai Thik Katha Naveen no 1 CM.
      10 years bhitarey hoyechi bjp government samayare.
      Modi sarkar Kouthi soyethila,
      2024 rey seat bhaga chhidi Lani tenu Naveen Aparaga, pandian Tamil, pandian ru Pandu.
      Aji kali smart voter kahaku bujhyeeba Darkar paduni.
      Lekhiki rakha Naveen hariley bi
      CM heba. Bjp ra part 2 Bjd.
      Amey mara Mari Kintu modi, Naveen akhi thara thari.
      24 Barsha ra samparka 24 dina Rey nasta huyena.
      Gujurat dry area Mada bikri nahi officially. Kintu sabuthu bada scam madara gujurat Rey.

    • @dasarathanaik4680
      @dasarathanaik4680 หลายเดือนก่อน

      BJD SARAKARA KU HOTA
      Athere Pandu sasan chalichhi

    • @biswacreation5829
      @biswacreation5829 หลายเดือนก่อน

      Right

  • @samraytudu
    @samraytudu หลายเดือนก่อน +83

    ଓଡିଶା, ଭାରତର ଦାଦନରେ NO-1

    • @Soumya_Mishra3883
      @Soumya_Mishra3883 หลายเดือนก่อน

      Google re search karo, ta pare comment kariba, kichi janiparuna

    • @nigamanandasahoo3942
      @nigamanandasahoo3942 หลายเดือนก่อน +4

      Pagal ta ki

    • @bhajamanadas1293
      @bhajamanadas1293 หลายเดือนก่อน +3

      Gujarat labour asiki khurda odisha industrial area re kana karuchanti.

    • @bhajamanadas1293
      @bhajamanadas1293 หลายเดือนก่อน +2

      Bhai tame kouthi acha odisha re na bahare...odisha re job bohut achi.. focus kara na hele dadan jiba ..jemti gujrat,Bihar au west bengal ru asiki odisha labour kama karunahanti

    • @lipunkumardas727
      @lipunkumardas727 หลายเดือนก่อน

      😂​@@bhajamanadas1293

  • @santoshsenapati2884
    @santoshsenapati2884 หลายเดือนก่อน +125

    ବିଜେଡି ଚାଷୀଙ୍କ ପାଇଁ କିଛି କରି ନାହିଁ ।

    • @dipupradhan9518
      @dipupradhan9518 หลายเดือนก่อน +3

      Sata katha 💬 kahile

    • @user-bu5uo1nj8g
      @user-bu5uo1nj8g หลายเดือนก่อน +1

      ଚାଷୀ ର ଉନ୍ନତି ହୋଇନାହିଁ

    • @narasinghpattjoshi1802
      @narasinghpattjoshi1802 หลายเดือนก่อน +1

      ବିଜେଡି ରାଜ ଲାଗି୨୦ ବାହରେ କଣ କରିଛି

    • @Shibaramkrushnajethi-ir4qo
      @Shibaramkrushnajethi-ir4qo หลายเดือนก่อน

      ​@@dipupradhan951800😢😢 ki
      ,😢😢😮6u😢😢😢😢😢😮😢😢😢

    • @user-mq7qs1jz7r
      @user-mq7qs1jz7r หลายเดือนก่อน

      ଭାଇ ଚାଷୀ ଙ୍କ ପାଇଁ କାଳିଆ ଅଛି

  • @dfm0160
    @dfm0160 หลายเดือนก่อน +68

    ସାମ୍ବାଦିକଙ୍କ ପ୍ରଶ୍ନ ବଢିଆ ଧନ୍ୟବାଦ୍

  • @SatrughanNayak-qf1rt
    @SatrughanNayak-qf1rt หลายเดือนก่อน +77

    ଭାରତ ରେ ମାଗଣା ଯୋଜନା ସବୁ ବନ୍ଦ୍ ହେବା ଦରକାର୍, ପରିଶ୍ରମ କରି ସମସ୍ତେ ଚଳନ୍ତୁ, ମାଗଣା ଦିଆ ନେତାଙ୍କୁ କେହି ଭୋଟ ଦିଅ ନାହିଁ,

    • @bhanupratapsahoo3135
      @bhanupratapsahoo3135 หลายเดือนก่อน +3

      right🎉

    • @srimanthota8283
      @srimanthota8283 หลายเดือนก่อน +3

      ଭାଇ ମାଗଣା ବନ୍ଦ ହେଇଗଲେ ସମସ୍ତେ ସ୍ବାବଲମ୍ବୀ ହେଇଯିବେ ନେତା ମାନଙ୍କୁ ପେଳରେ କେହି ଓହୋଳିବେନି ତାଙ୍କ ଭେଳା ବୁଡ଼ିଯିବନି, ଜନତା ହେଲେପରା ମାଗଣା ଖିଆ କୁକୁର

    • @gurucharanbarik7817
      @gurucharanbarik7817 หลายเดือนก่อน +3

      ଯଦି, ଦଶ ବର୍ଷ ଆର୍ଥିକ ବଜେଟ୍ ସହିତ ପିସି ଖାଇବାର ଡେଭେଲପମେଣ୍ଟ ପଥ ବନ୍ଦ କରି ଦିଆଯାଏ, ନେତାମାନଙ୍କର ଭୁକିବା ବନ୍ଦ ହୋଇଯିବ 🤔🤔🤔🤔😂😂😂😂

    • @dharmendradang
      @dharmendradang หลายเดือนก่อน +1

      Right katha kahela

    • @haricharansahoo6181
      @haricharansahoo6181 หลายเดือนก่อน +1

      ଆପଣଙ୍କ ସହ ଏକମତ

  • @haricharansahoo6181
    @haricharansahoo6181 หลายเดือนก่อน +18

    ୧୦ଵର୍ଷ,୨୫ଵର୍ଷ ବହୁତ ହୋଇଗଲା,୫ଵର୍ଷରେ ଥରେ ସରକାର ବଦଳିବା ଦରକାର, ଏଥର ନିଶ୍ଚୟ ସରକାର ବଦଳାନ୍ତୁ

    • @joegesh4450
      @joegesh4450 หลายเดือนก่อน +2

      ଠିକ୍ କଥା କୋହିଲୋ ପ୍ରତ୍ୟେକ 5 ବର୍ଷ ରେ ସରକାର ବୋଦଳିବା ଦରକାର

  • @bijaykumar6356
    @bijaykumar6356 หลายเดือนก่อน +58

    କେନ୍ଦ୍ର ଟଙ୍କା ରାଜ୍ୟ ସରକାର ଖାଉଛି ଏଠି ଯୋଜନା କେମିତି ହେବ

    • @pradeepmohanty1905
      @pradeepmohanty1905 หลายเดือนก่อน

      Knowledge ra abhab thakor ,bhala bhabare knowledge nai ,katha bahut badalauchha ,Santosh karaka nai

    • @lalitmohanty92
      @lalitmohanty92 หลายเดือนก่อน

      Bijayi Kumar... rightly said

  • @madandas6862
    @madandas6862 หลายเดือนก่อน +15

    ଚି ଟିପଣ୍ଡଟଙ୍କା ନେଇ ବିଜେଡି ସରକାର ଗଢIGE25

  • @niranjanpanda8574
    @niranjanpanda8574 หลายเดือนก่อน +12

    ଦୁର୍ନୀତି ଅପରାଧରେ ଓଡିଶା ୧ ନମ୍ବର। ଛି।

  • @karunakardalei1689
    @karunakardalei1689 หลายเดือนก่อน +13

    ପ୍ରକୃତରେ ଚାଷ ଆଉ ଚାଷୀର ଅବସ୍ତା ବହୁତ୍ ଖରାପ! ବହୁତ୍ ଜମି ପଡିଆ ପଢିଛି! କ୍ଷୁଦ୍ର ଓ ମଧ୍ୟମ ବର୍ଗର ଚାଷୀମାନେ କୃଷି କୃଷି ରୁଣ ରୁ ବଞ୍ଚିତ ହେଉଛନ୍ତି କାରଣ Balasore ଜିଲ୍ଲା ରେ ବହୁତ୍ ଗ୍ରାମ ଓ ଅଞ୍ଚଳ ରେ ଚକବନ୍ଦୀ ଓ ବନ୍ଦୋବସ୍ତ କରାଯାଇନାହିଁ ତେଣୁ କୃଷି ରୁଣ ଆପ୍ଲିକେସନ କରିବା ସମୟରେ EC ବାହାର କରିବା ପାଇଁ ବହୁ ଖର୍ଚ ଲାଗୁଛି! ଅନେକ ଦିନରୁ ପ୍ରାୟ 1969 ମସିହା ପର ଠାରୁ ବନ୍ଦୋବସ୍ତ ହେଉନଥିବାରୁ ସବୁ ଜମିରେ ଅନେକ୍ ଜଣ ସମ୍ପର୍କୀୟ ବ୍ଯକ୍ତିଙ୍କ ମିଳିତ ମାଲିକାନା ଥିବାରୁ ନିଜ ଅଂଶ ଭାଗ ଜମି ବିକ୍ରି କରିବାରେ ଅସମର୍ଥ ହେଉଛି!
    ଆଜିଯାଏ କୌଣସି ରାଜ ନେତା Balasore ଜିଲ୍ଲା ରେ ପୁନଃ ବନ୍ଦୋବସ୍ତ ଓ ଚକବନ୍ଦୀ କରିବା ପାଇଁ ଦୃଷ୍ଟି ଦେଇନାହାନ୍ତି!

  • @pranabpattajshi5545
    @pranabpattajshi5545 หลายเดือนก่อน +7

    ଆଜି ର ଅଧିକାଂଶ ନେତା ସବୁ congress.

  • @dasknowledgecenter8261
    @dasknowledgecenter8261 หลายเดือนก่อน +4

    ସବୁ ଦଳରେ ଛୋଟ ବଡ ଚୋର ଅଛନ୍ତି କିନ୍ତୁ କଂଗ୍ରେସ ଦଳରେ ଦେଶଦ୍ରୋହୀ ଭର୍ତ୍ତି ଅଛନ୍ତି. ଯାହାକୁ ଭୋଟ ଦେଲେ ଦେବେ ଦେଶଦ୍ରୋହୀ ଦଳକୁ ନୂହେଁ.

  • @sarojinibagh1990
    @sarojinibagh1990 หลายเดือนก่อน +19

    Govt school re teacher nahin

  • @niranjanpanda9430
    @niranjanpanda9430 หลายเดือนก่อน +7

    ଚାଷୀ ମାନକର କିଛି ଊନତ ହୋଇନି ବରଂ ଚାଷୀ ମାନକ ପାଈଁ କେନାଲ ରେ ପାଣି ନାହଁ ୨୪ବର୍ଷରେ ଏକ ହାତ କେନାଲ ଖୋଳାଯାଇନି

  • @user-eu8xd7sw6s
    @user-eu8xd7sw6s หลายเดือนก่อน +2

    ନମ୍ବର ୱାନ ରାଜ୍ୟରୁ ଦାଦନ ସବୁଠାରୁ ଅଧିକ

  • @narasinghdas3623
    @narasinghdas3623 หลายเดือนก่อน +41

    Double Padma

  • @laxmansahu9345
    @laxmansahu9345 หลายเดือนก่อน +15

    ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ଏକ ନମ୍ବର ଶକ୍ତିଶାଳୀ ଦେଶରେ ମାନ୍ୟତା ପାଇଛି ଆମ ଦେଶକୁ ସବୁ ଦେଶ ଭୟ କରୁଛି

  • @bhagabanrana4898
    @bhagabanrana4898 หลายเดือนก่อน +3

    ଯୟ କଂଗ୍ରେସ 🙏🙏🙏

  • @pabitrachampati5239
    @pabitrachampati5239 หลายเดือนก่อน +3

    ନିର୍ଲଜଙ୍କ ବାରବାଟୀ ଚାଷ। ଜୟ ଜଗନ୍ନାଥ ସଦ୍ବୁଧି ଦିଅନ୍ତୁ ଏଭଳି ରାଜନୀତିକୁ।

  • @harekrushnapujari.7337
    @harekrushnapujari.7337 หลายเดือนก่อน +3

    ସବୁ କଂଗ୍ରେସର ଯୋଜନା, ସବୁ କଂଗ୍ରେସର ପିଲା ମାନେ, ଦୁଇ ଜଣଙ୍କ କଳିରୁ ଅନ୍ୟର ଲାଭ 😊😊😊

  • @rosanraja55
    @rosanraja55 หลายเดือนก่อน +7

    News18 anchor ଡରୁଛନ୍ତି BJP ପ୍ରତିନିଧି ଙ୍କୁ କହିବା ବେଳେ disturb କରୁଛନ୍ତି।

    • @CUTIE-sc9ry
      @CUTIE-sc9ry หลายเดือนก่อน

      BJP uneducated kn pai BJP ku support korucho

  • @janakibarik495
    @janakibarik495 11 วันที่ผ่านมา +1

    ଆମ ରାଜ୍ୟ ସରକାର କେନ୍ଦୁଝର ରୁ ଅଧିକ ଅର୍ଥ ରାଜକୋଷକୁ ଯାଉଛି ହେଲେ ସରକାର କେନ୍ଦୁଝର ଜିଲ୍ଲା ପାଇଁ କଣ କରିଛନ୍ତି ।ମାଇନ୍ସ ବହୁତ ଗୁଡ଼ିଏ ବନ୍ଦ କରିଦେଲା ।ମଦ ଭାଟି ବହୁତ ଖୋଲା ଯାଇଛି। ଲୋକ ମଦୁଆ ହୋଇ ମରୁଛନ୍ତି

  • @rabinarayansahoo7917
    @rabinarayansahoo7917 หลายเดือนก่อน +1

    ଏ ସରକାର ବଦଳିବା ଦରକାର , ଜୟ ଶ୍ରୀରାମ

  • @srkumar5573
    @srkumar5573 22 วันที่ผ่านมา +1

    କେବଳ ବାଲେଶ୍ୱର ଜିଲ୍ଲାରେ deployment କର ଆଉ ବାକି ଜିଲ୍ଲା କିଏ ପଚାରିବ

  • @madandas6862
    @madandas6862 หลายเดือนก่อน +5

    ଚି ଟିପଣ୍ଡଟଙ୍କା ନେଇ ବିଜେଡି ସରକାର ଗଢIGE25😂

  • @rkentertainment3226
    @rkentertainment3226 หลายเดือนก่อน +1

    ଅନେକ ନିର୍ବାଚନ ଯାଇଛି ବିକାଶ ବିକାଶ ନାରା ଦେଇ କିନ୍ତୁ କାହିଁ ।ଆଉ ସମୟ ଦରକାର ଏମାନଙ୍କୁ। ନିର୍ବାଚନ ପୂର୍ବେ ଲାଞ୍ଛନା କୁହାଯିବ ଯୋଜନା ପରେ କର।ଦରଦାମ୍ ବୃଦ୍ଧି କରି ଦଳ ଫଣ୍ଡିଂ କରିବାରେ ଲାଗିଛନ୍ତି।

  • @burudishambeshrabayeroffical93
    @burudishambeshrabayeroffical93 หลายเดือนก่อน +4

    ଟଙ୍କା ଖୀୟା ସାମ୍ବାଦିକ

  • @user-on3pq8dq9c
    @user-on3pq8dq9c หลายเดือนก่อน +4

    Dadanara khata kuha

  • @bhagabanrana4898
    @bhagabanrana4898 หลายเดือนก่อน +7

    ଧର୍ଷଣକାରୀରେ ନଂ-1, ଦଙ୍ଗାରେ ନଂ-1,ଅନାହାରେ ନଂ-1,,,,,,,,,

  • @GoutamKumar-cr6sd
    @GoutamKumar-cr6sd หลายเดือนก่อน +3

    ଏଠି bjd ଆଉ ସାମ୍ବାଦିକ ଏକ ହେଇ bjp ku ବହୁତ୍ ଚାପ ପକାଉଛନ୍ତି

  • @SarojKumar-iv6wu
    @SarojKumar-iv6wu หลายเดือนก่อน +3

    Right kahile sambadika bhai

  • @janakibarik495
    @janakibarik495 11 วันที่ผ่านมา

    ମହିଳା ସଶକ୍ତିକରଣ ହେଲେ ଆଉ ଧର୍ଷଣ ମଧ୍ୟ ହେଲେ

  • @abhimanyubehera8744
    @abhimanyubehera8744 หลายเดือนก่อน +2

    No -1 ଏବେ ହେଇଚି ଫ୍ୟୁଚର ରେ super no-1 ହେବ

  • @BiswajitOfficial805
    @BiswajitOfficial805 หลายเดือนก่อน

    Reporter's Question Thank you very much 👏👏👏👏

  • @harekrushnapujari.7337
    @harekrushnapujari.7337 หลายเดือนก่อน +5

    ଜାତୀୟ କଂଗ୍ରେସ ଜ଼ିନ୍ଦାବାଦ

  • @RANJITSINGH-jt1zd
    @RANJITSINGH-jt1zd หลายเดือนก่อน +9

    One and only congress 💯💯💯💯💯💯💯💯💯

  • @GautamJaypuria
    @GautamJaypuria 9 วันที่ผ่านมา +1

    Student ପାଠ ଜାଣୁ ନାହାନ୍ତି bjd ଭୁଲ ବାଟ ଦେଖାଉଥିଲା ସ୍କୁଲ ରେ cc tv ଲଗାଯାଉ ନିଶ୍ଚୟ ପାଠ ପଢା ସୁଧୁରି ଯିବ 100%ମୁଁ ଗେରେଣ୍ଟି ଦେଉଛି

  • @GopalChandraDas-kg8ki
    @GopalChandraDas-kg8ki หลายเดือนก่อน

    ଧନ୍ୟବାଦ ସ୍ୱାମ୍ବାଦିକ ବନ୍ଧୁ-ଆଉ ସବୁ ଉଡ଼ୁଆ

  • @basudevmallick598
    @basudevmallick598 หลายเดือนก่อน +7

    Khela pai dele kn heba, odisha re daridrata kamuni

  • @Pramila-ie1fb
    @Pramila-ie1fb 19 วันที่ผ่านมา

    ବିଜେଡି-ଆମ ପାଇଁ ସବୁକରିଛନ୍ତି..ଜୟବିଜେଡି♥️♥️♥️

  • @arunkumarmishra9212
    @arunkumarmishra9212 หลายเดือนก่อน

    ମାଗଣା ଦେବା, ଏହା କଣ ଠିକ୍???? କେବଳ ଭୋଟ ପାଇଁ, ଯେଉଁମାନେ ମାଗଣା ପାଉନାହାନ୍ତି ତାଙ୍କ ଠାରୁ ନେଇ ତୁମର ଭୋଟ ପାଇଁ ଦେଉଛ,

  • @user-gq2xv5wb3k
    @user-gq2xv5wb3k หลายเดือนก่อน

    ସୁପର୍ ମିଛୁଆ ଠାଉଟର

    • @user-ih3sg2kd1p
      @user-ih3sg2kd1p หลายเดือนก่อน

      Sabunena..jub pidipain kn karichi subudha

  • @RINULATAMALLICK
    @RINULATAMALLICK หลายเดือนก่อน

    👍👍👍👍👍👍👍👍👍🙏

  • @Shooterop77
    @Shooterop77 หลายเดือนก่อน

    ଆଆଆଆଆଆଆଆଆ। ଆୋଉ ଗୋଟେ କଥା😂😂😂😂😂

  • @premkumarbehera9224
    @premkumarbehera9224 หลายเดือนก่อน +12

    ସବୁ ମିଛ କଥା ୭୦ ବର୍ଷରେ karipaarilenaaho ୨୫ବର୍ଷରେ karipaarilenaaho ବିଜେପି ନେତା କହଛନ୍ତି ୫ବର୍ଷରେ କରିଦେବେ ସବୁ ମିଛ

  • @voiceofroushaner4386
    @voiceofroushaner4386 หลายเดือนก่อน +2

    କିନ୍ତୁ ପାଣ୍ଡିଆନ ସବୁ କରୁଛି, ତୁମେ ବିଜେଡି ଵାଲା 25 ବର୍ଷ ହେଲା ତାମସା ଲଗାଇଛ |ଆଉ ବିଜେପି ଏତେ ଚିଲାଉଛ କାହିଁକି? 10 ବର୍ଷ କେନ୍ଦ୍ରରେ ତୁମ କୁଶାସନ ବି ଜଣା ପଡିଗଲା | ଏଥର ନା ନବୀନ ନା ମୋଦି, କେହି ନୁହେଁ, ଓଡିଶା ତଥା ଦେଶର ଏକମାତ୍ର ବିକଳ୍ପ କଂଗ୍ରେସ | ତେଣୁ ଫାଲତୁ ବକଵାସ ବନ୍ଦ କର |

    • @CUTIE-sc9ry
      @CUTIE-sc9ry หลายเดือนก่อน

      Jay Congress

  • @sidhitumpuli
    @sidhitumpuli หลายเดือนก่อน +2

    ଆମ ଗାଁ କୁ ଆସ ଦେଖିବ ଓଡ଼ିଶା no 1 ର ବିକଳ ଚିତ୍ର।।।no vote to anyone

  • @sarojinibagh1990
    @sarojinibagh1990 หลายเดือนก่อน +3

    Pen and paper re hei6i aama pilaa paatha padhi daadana jaau6nti service paain 25 30 lakhya dele jaai heu6i

  • @tikarammarndi3988
    @tikarammarndi3988 หลายเดือนก่อน

    BJP ବାଲାକୁ କିଛି ଦେଖାଯାଏ ନାହିଁ ଏମାନେ ସବୁ ଅନ୍ଧ

  • @mohansamala3714
    @mohansamala3714 หลายเดือนก่อน

    ସାମ୍ବାଦିକ ଭାଇ ଯୋଉ ଯୋଉ କଥା କହୁଛନ୍ତି ପୁରା ରାଇଟ କଥା ସେଥିପାଇଁ ବିଜେପି କୁ ବଧୁଚି

  • @durgaprasadmishra9733
    @durgaprasadmishra9733 หลายเดือนก่อน +3

    Nabin babu only funding to bjd party members,

  • @pritipuja7863
    @pritipuja7863 หลายเดือนก่อน

    ସଦର ନିରବାଚନ ମଣ୍ତଳି ରେ ୩୧ ଟି ପଞ୍ଚାୟତ ରେ କୌଣସି ଗୋଟିଏ ଯାଗାରେ ଖେଳପଡିଆ ସ୍ବତନ୍ତ୍ର ଭାବେ ନାହିଁ ! ସବୁଠୁ ବଡ ପଞ୍ଚାୟତ ସାରଥା ରେ ବିଲରେ କ୍ରିକେଟ,ପୁଂଟବଲ ଖେଳା ଯାଉଛି ସ୍ବାଧିନତା ର ୬୫ ବରଷ ହେଲାଣି...

  • @mylovemylive1620
    @mylovemylive1620 หลายเดือนก่อน +1

    ବୀଜେପି ସବୁ କଂପାନୀ ଖାଇଛି

  • @rabindrasahoo1394
    @rabindrasahoo1394 หลายเดือนก่อน +4

    Currupation bjd currupation Nabin pattanaik 😊

  • @Usersmpatel7263
    @Usersmpatel7263 หลายเดือนก่อน +1

    No1 ta heichhi dadana khatiba ta

  • @janakibarik495
    @janakibarik495 11 วันที่ผ่านมา

    ବିଜେଡି ଚାଷୀ ମାନଙ୍କୁ କଣ କରିଛି । ଚାଷୀ ବିଷ ପିଇ ଆତ୍ମହତ୍ୟା ଏ

  • @abhimanyubehera8744
    @abhimanyubehera8744 หลายเดือนก่อน +17

    Bjp ର ମିଛ ପ୍ରତିଶ୍ରୁତି

    • @sagarpandit7029
      @sagarpandit7029 หลายเดือนก่อน

      Chamcha ଗିରି ଗୋବର୍ଦ୍ଧନ

    • @CUTIE-sc9ry
      @CUTIE-sc9ry หลายเดือนก่อน

      BJP amoku mari dobo modi ro jou second re micho kotha kohuchi chi chi

    • @Bhabeshkumar2008
      @Bhabeshkumar2008 หลายเดือนก่อน

      Abhimanyu Bhai bjp micha mu Tama ko gutie Question pacharu chhi kahila tame odisha bhitare kamadhnda karanti naa bahare

  • @mohansamala3714
    @mohansamala3714 หลายเดือนก่อน

    ସାମ୍ବାଦିକ ଭାଇଙ୍କୁ ମାନିବାକୁ ପଡ଼ିବ କଥା ଗୁଡାକ ପୁରା ପଏଣ୍ଟ ଉପରେ ପଚାରୁଛନ୍ତି

  • @subodhmallik6782
    @subodhmallik6782 หลายเดือนก่อน

    ଧାନ ମଣ୍ଡି ରେ ଧାନ ନିଆ ଯାଉନି, ବେପାରୀ ହିଁ ଚାଷୀ ଙ୍କୁ ଶାହା ଭରଷା, ନେତା ନୁହେଁ,,

  • @AnusuyaProductions
    @AnusuyaProductions หลายเดือนก่อน

    ✌🏻✌🏻✌🏻✌🏻✌🏻

  • @rameshchandramajhi8219
    @rameshchandramajhi8219 หลายเดือนก่อน

    ଆରେ ଭାଇ ଶିଳ୍ପ କେତେବେଳେ ଚାଲିବ ଓ ବିକାଶ ହେବ, ଯେତେବେଳେ ଗରିବକୁ ଆର୍ଥିକ ସହାୟତା ଯୋଗାଇ ଦେବା ସଙ୍ଗେ ସଙ୍ଗେ ଦେଶର ଛୋଟ ବଡ଼ ଶିଳ୍ପକୁ ଅର୍ଥ ବ୍ୟବସ୍ଥା କରାଯିବ ତେବେ ଶିଳ୍ପ ବ୍ୟବସ୍ଥା ଚାଲୁ ହେବ ଓ ଲୋକେ ସେହି ଶିଳ୍ପ ଜିନିଷ କିଣିବେ ଓ ଶିଳ୍ପ ଚାଲୁ ହେବ l ତୁମେ ଯଦି ପୁଞ୍ଜିପତିଙ୍କୁ ସବୁ ସମ୍ପତ୍ତି ଦେଇଦେବ ତେବେ ଭାରତରେ ରୋଜଗାର ତିଆରି କରୁଥିବା ଶିଳ୍ପ କେମିତି ବିକାଶ ହେବ ଏବଂ ଲୋକଙ୍କୁ କେତେବେଳେ ରୋଜଗାର ଦେବ???
    ଦେଶରେ ଗରିବ ହିଁ ଦେଶର ବିକାଶ କରିପାରିବେ, ପୁଞ୍ଜିପତି ନୁହେଁ l ଗୋଟିଏ ଦୁଇଟି ପୁଞ୍ଜିପତିଙ୍କୁ ଦେଶର ସବୁ ସମ୍ପତି ଦେଲେ ଦେଶ କଣ ବିକାଶ ହେବ???

  • @ipcitapradhan4514
    @ipcitapradhan4514 หลายเดือนก่อน

    ଜାତୀୟ କଂଗ୍ରେସ ଜିନ୍ଦାବାଦ ଜୟ ଜଗନ୍ନାଥ

  • @mohansamala3714
    @mohansamala3714 หลายเดือนก่อน

    ସାମ୍ବାଦିକ ଭାଇ ରାଇଟ କଥା କହିଛନ୍ତି

  • @bibhasnayak8130
    @bibhasnayak8130 หลายเดือนก่อน +1

    Pratap sarangi Bls pain kicchi karinahanti

  • @sanjayakumarpatra7928
    @sanjayakumarpatra7928 หลายเดือนก่อน

    Journalisti Bhai Wow❤❤❤

  • @SudamMalik-gk2mm
    @SudamMalik-gk2mm หลายเดือนก่อน +1

    😢😢😢😢😢😢😢😢😢😢

  • @kasinathbaral6873
    @kasinathbaral6873 หลายเดือนก่อน

    ଦାଦନ ଜିବା ବଢୁଛି

  • @nirmalamohanty1913
    @nirmalamohanty1913 หลายเดือนก่อน

    ଆରେ ତମକୁ ମାଗଣା ଦେବାକୁ କିଏକହୁଛି
    ସେମିତିରେ ଲୋକମାନେ କୋଢିଆ ହେଇଯିବେ. ଲୋକଙ୍କୁ କାମ ଦିଅନ୍ତୁ. ନିଜେଖଟି ନିଜର ପରିବାର ପୋଷିବେ.

  • @KhushbooTrends1
    @KhushbooTrends1 หลายเดือนก่อน

    ଦେଶ ପାଇଁ ଲଢ଼ୁଛନ୍ତି ନା ନିଜ ପାଇଁ 😂

  • @Pramila-ie1fb
    @Pramila-ie1fb 19 วันที่ผ่านมา

    ମୁଦି ତା ଘରୁ ଚାଉଳ ଜଉଥିଲା♥️♥️
    ମୁଦି ମିଛ କହେ♥️ଛିଛି

  • @prafullasatpathy4597
    @prafullasatpathy4597 หลายเดือนก่อน +2

    ବିଜେପି ସବୁ ଜାଗାରେ ଏମିତି କଥା ଗୋଲାଏ

  • @prasantapattanaik862
    @prasantapattanaik862 หลายเดือนก่อน

    ବିଜେପି କହେ କରେ ନାହିଁ ବିଜେଡି କହେ କରେ।

  • @sanjaynayak80
    @sanjaynayak80 หลายเดือนก่อน +2

    All State ra loka Dadan khathu chanti..

  • @suryanarayangauda9988
    @suryanarayangauda9988 23 วันที่ผ่านมา

    Subendu sir grate

  • @KhushbooTrends1
    @KhushbooTrends1 หลายเดือนก่อน

    ତୁମେ ମାନେ ଜନତାଙ୍କ ପାଇଁ ଚାକର 👍 ସ୍କୁଲ ପିଲାଙ୍କ ଭଳିଆ ନିଜ ଭିତରେ ଝଗଡା ଲାଗୁଛ ତୁମେ ମାନେ କଣ ଦେଶ ପାଇଁ କରିବ.... 👎

  • @Umeshmama-vf7xq
    @Umeshmama-vf7xq 27 วันที่ผ่านมา

    ଯେତେ ଭାଇମାନେ କମେଣ୍ଟ କରିଛନ୍ତ କୁହାକୁ ହି ମୁଖରାପ କହୁନୀ ଜେ ଏକଲାନୀ ସେମାନେକଲେନୀ 5ବଶଛାଡିଦୀ ଅ କିଏକ ଅକରୁଛି ମୁପାଠପଡିନି କିଛି ଖରାପଲାଖୀଲେ ଖେମାକରିବ

  • @mohansamala3714
    @mohansamala3714 หลายเดือนก่อน

    ନରେନ୍ଦ୍ର ମୋଦି ଖାଲି କଥା କୁହା ମଣ୍ଡା ଖାଲି ହାତ ହଲେଇ ଲୋକଙ୍କୁ ଭୁଆଁ ବୁଲୋଉଚି

  • @BikartanBehera-md5dm
    @BikartanBehera-md5dm หลายเดือนก่อน

    ସବୁଠାରୁ ନଂ ୧ ହେଲା ମଦଦ କାନ

  • @gurucharanbarik7817
    @gurucharanbarik7817 หลายเดือนก่อน

    କଣ ନିଜ ବାପ ସମ୍ପତ୍ତି ରୁ ବ୍ୟୟ କରି ଉନ୍ନତି କରିଛ, ତୁମ୍ଭର ସ୍କୁଟର୍ ଚଡାରୁ ଫର୍ଚୁନର କିଣିବା ଡେଭେଲପମେଣ୍ଟ ହୋଇଛି, 🤔🤔🤔🤔🤔

  • @karunakardalei1689
    @karunakardalei1689 หลายเดือนก่อน

    କେନ୍ଦୁଝର ରୁ ଯେଉଁ କେନାଲ Balasore ଯାଏ କାମ ଚାଲିଛି ତାହା ଚାଷ ର ଉନ୍ନତି ପାଇଁ କେତେଦୂର ଫଳ ପ୍ରଦ ହେବ? ଯଦି କେନାଲ ଯାଉଥିବା ଅଞ୍ଚଳରେ ଚକବନ୍ଦୀ ଓ ବନ୍ଦୋବସ୍ତ ନହୁଏ!

  • @user-ne2fm8nl3h
    @user-ne2fm8nl3h หลายเดือนก่อน

    କଂଗ୍ରସ ଚାଉଳ ଦେଲା ରୋଜ ଗାର ଦେବ

  • @saratkumarswain887
    @saratkumarswain887 หลายเดือนก่อน

    ସାମ୍ବାଦିକ ଭାଇ ଚିଟଫଣ୍ଡ ଚୋର କଥା ପଚାରୁନ

  • @khusikhusi5581
    @khusikhusi5581 หลายเดือนก่อน +1

    ଦାଦନ ଯଦି ନ ଯିବ, ନିଜ ପେଟ ନିଜେ ମରିବ ଜଉ ସରକାର ବି ଆସିଲେ ଦାଦନ ଯିବ ସେ bjd, bjp, କଂଗ୍ରେସ ଜୀଏବି ଆସୁ ଦାଦନ ନିଶ୍ଚୟ ଯଉ ଜିନିଷ ଉପରେ ଭରସା noruha ସେଇ ଜିନିଷ କୁ ଗେ ରେ ଣ୍ଟି ଦିଆ ଯାଏଁ

  • @saratnayak4035
    @saratnayak4035 หลายเดือนก่อน

    ଯେତେବେଳେ ଜନତା ଚାହିଁବେ ନାହିଁ, ସେତେବେଳେ ବନ୍ଦ ହୋଇଯିବ।

  • @user-go4co4mo6e
    @user-go4co4mo6e หลายเดือนก่อน

    ବିଜେଡି ଗୋଟେ ଭ୍ରଷ୍ଟାଚାର , ନାରୀଧର୍ଷଣ, ଦାଦନ ସମସ୍ୟା ର ଦଲାଲ, ପିଲାଚୋରି ରେ ସମ୍ପୃକ୍ତ , ନିଶାଦ୍ରବ୍ୟ କାରବାର, ମଦ ବିକ୍ରି ରେ ପୁରସ୍କାର, ଶିକ୍ଷା କ୍ଷେତ୍ରରେ ପଛୁଆ , ଆଇନଶୃଙ୍ଖଳା ରେ ବିପର୍ଯ୍ୟସ୍ତ , କୃଷକ ମାନଙ୍କର ଅବସ୍ଥା ସୋଚନୀୟ , ସ୍ୱାସ୍ଥ୍ୟସେବା ନା କହିବା ଭଲ , ଏ ବିଜେଡି ସରକାର ଓଡିଶା କୁ 50 ବର୍ଷ ତଳକୁ ଠେଲି ଦେଇଛି

  • @binoddas9600
    @binoddas9600 หลายเดือนก่อน

    Right 👍

  • @sainik8950
    @sainik8950 หลายเดือนก่อน

    Right question bro

  • @laxmitvr9651
    @laxmitvr9651 หลายเดือนก่อน

    ବିଜେଡି କେନ୍ଦ୍ର ର କାମ କୁ ଦେଖେଇ କାମ କରୁଛି ଆଉ ଓଡିଶା ର ଟଙ୍କା କୁ ଖାଉଛି, ଜାହା ବଳିଲା ରାଜନୀତି ରେ ଇଲେକ୍ସନ ଆସିଲେ 500 ଟଙ୍କା ଲେଖାଏଁ ହର ଭୋଟର କେ ମତେ ଭୋଟ ଦିଅ ବୋଲି କହୁଛି l ଧିକାର ଟଙ୍କା ଖାଉ ମାନଙ୍କୁ, ତୁମେମାନେ ଇଂରେଜ ର ଲୋକ ମାନେ l

  • @jchoudhury274
    @jchoudhury274 หลายเดือนก่อน

    BJD 24 ବର୍ଷ ହେଲା ଶାସନ କରୁଛି ଓଡ଼ିଶା ରେ ଓଡ଼ିଶା ରେ ଖଣି ଖାଦାନ କୋଇଲା ଭର ପୁର ଅଛି ବହୁତ୍ devlopment ହେବା କ ଥା କିନ୍ତୁ BJD ନେତା ମନ୍ତ୍ରୀ ଅଫିସର ମାନଙ୍କ ବିକାଶ ହେଇଛି ଜୟ ଜଗନ୍ନାଥ

  • @SantoshSingh-jx6wy
    @SantoshSingh-jx6wy หลายเดือนก่อน

    B J P ଭାରତ କୁ ନଂ୧ କରିବାକୁ ଯାଉଛି

  • @GhanashymaNayak
    @GhanashymaNayak หลายเดือนก่อน

    ଏଇ ଭଳି କହି ମୂଳ ଗଲା ଶଙ୍ଖ ଫାଟିଗଲା

  • @asutoshpanda7187
    @asutoshpanda7187 หลายเดือนก่อน

    Ame sarba sadharana nabinka periodre ଭଲରେ ଅଛୁ ତର୍କ ବିତର୍କ ମିଛତାରେ

  • @SPD1206
    @SPD1206 หลายเดือนก่อน +1

    These kind of lecture, controversy, debate has no result, it is only propaganda 😂

  • @PradeepBehera-yf4xp
    @PradeepBehera-yf4xp หลายเดือนก่อน

    ଯିଏ। ବି ମନ୍ତ୍ରୀହେବ ଲୋକ ଦାଦନ ଖଟିବାକୁ ଯିବେ

  • @kasinathbaral6873
    @kasinathbaral6873 หลายเดือนก่อน

    ମଦୁଆ ମାନେ ବି ବଢିଛନ୍ତି

  • @saratkumarswain887
    @saratkumarswain887 หลายเดือนก่อน

    ଚାକିରି mahaduranti 10 ଲକ୍ଷ୍ 15 ଲାଖ

  • @sainik8950
    @sainik8950 หลายเดือนก่อน

    Right question

  • @dwarikanathmishra3818
    @dwarikanathmishra3818 หลายเดือนก่อน +5

    Murkha mantri pura odia re gaja murkha ,se Priya nuhanti sie Priya atanti

  • @bishnucharanbehera4002
    @bishnucharanbehera4002 หลายเดือนก่อน

    ଶିକ୍ଷା ଓ ନାରୀ ମାନଙ୍କ ଅବସ୍ଥା କଣ ଅଛି.

  • @akashkumarrout674
    @akashkumarrout674 หลายเดือนก่อน

    Modi ji welcome to Odisha 🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷