ความคิดเห็น •

  • @mihirrout787
    @mihirrout787 2 วันที่ผ่านมา +1

    ଜୟ ଜଗନ୍ନାଥ ⭕‼️⭕ 🙏
    ୨୦୨୪ ରଥ ଯାତ୍ରା ସମୟରେ କିଏ ଦେଖୁଛନ୍ତି
    👇

  • @singerbadrinarayan304
    @singerbadrinarayan304 9 วันที่ผ่านมา +1

    🙏🙏🙏😭😭😭ମୋ ପ୍ରଭୁ ଜଗନ୍ନାଥ 😭😭😭🙏🙏🙏ତମେ ହିଁ ମୋର ସାହା ଭରସା ଦିନ ଥିଲା ମୁଁ ଆପଣଙ୍କ ଚାରିପଟେ ବୁଲିଥିଲି !! ଏ କାନ ଏ ହୃଦୟ ଆଜି ଶାନ୍ତି ହେଇଗଲା 😭😭😭😭ଆପଣଙ୍କ କଥା ଭାବିଲେ ଆଖିରୁ ଲୁହ ଚାଲି ଆସୁଚି ପ୍ରଭୁ 😭😭😭ଏତିକି ଜଣାଉଚି ମୋ ପ୍ରଣାମ ଗ୍ରହଣ କରନ୍ତୁ ହେ ମହା ବାହୁ 😭😭😭🙏🙏🙏🙏🙏

  • @unionics
    @unionics 2 ปีที่แล้ว +116

    OMG Beautiful ଆମ ଜଗନ୍ନାଥ ସଂସ୍କୃତି କେତେ ମହାନ! ହାଶୟ ଆପଣଙ୍କୁ ଶତ ଶତ ପ୍ରଣାମ 🙏🙏 ଜୟ ଜଗନ୍ନାଥ ମହାପ୍ରଭୁ 🙏❤❤🙏🙏

  • @kalingaantique8051
    @kalingaantique8051 2 ปีที่แล้ว +84

    ହୃଦୟ ବାରମ୍ବାର ପୁଲକିତ ହୁଏ! 🙏🙏

  • @jagannathbaba4035
    @jagannathbaba4035 2 ปีที่แล้ว +9

    ଏ କର୍ଣ୍ଣ ଦ୍ବୟ ଏହାଠୁ ବଳି ଆଉ କଣ ଶୁଣି ପରେ ଧନ୍ୟ ମୋ ମହା ପ୍ରଭୁ ଜଗନ୍ନାଥ ବାବା

  • @AamaGaonAamaMati
    @AamaGaonAamaMati ปีที่แล้ว +13

    ଗର୍ବ ରେ କହେ ଆମେ ଓଡ଼ିଆ ଭାରି ବଢିଆ 🙏🙏🙏
    ଜୟ ଜଗନ୍ନାଥ 🙏🙏🙏

  • @sukrupatra718
    @sukrupatra718 2 ปีที่แล้ว +103

    ମହାଶୟ ଆପଣଙ୍କୁ ଶତ ଶତ ପ୍ରଣାମ 🙏🙏 ଏ କର୍ଣ୍ଣ ଧନ୍ୟ ହେଇଗଲା

  • @swamiblessing6356
    @swamiblessing6356 2 ปีที่แล้ว +104

    ଆମ ଜଗନ୍ନାଥ ସଂସ୍କୃତି କେତେ ମହାନ! କେତେ କେତେ ନୂଆ ନୂଆ କଥା ସବୁ ରହିଛି ଏହି ସଂସ୍କୃତି ଓ ପରମ୍ପରା ମଧ୍ୟରେ!
    ଧନ୍ୟ ମହାବାହୁ ତୁମେ ଧନ୍ୟ l

  • @sahookhirod1394
    @sahookhirod1394 ปีที่แล้ว +4

    Jay Jagannath Swami 💕💕

  • @harapriyapratihari9916
    @harapriyapratihari9916 2 ปีที่แล้ว +54

    ସେ ହେଉଛନ୍ତି ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କର ସମସ୍ତ ସେବା ଦିବ୍ୟ । ବାସ୍ତବରେ ଯେ ତାଙ୍କର ସାନିଧ୍ୟ ଲାଭ କରିଛି ସେ ହିଁ ଜାଣିଛି କି ଅପୂର୍ବ ଆନନ୍ଦ ।।🙏

  • @satyajitpratap6535
    @satyajitpratap6535 ปีที่แล้ว +6

    ନନ୍ଦିଘୋଷ ର ଏ ସୁନ୍ଦର ମହତ୍ ପ୍ରୟାସ ପାଇଁ ଅଶେଷ ସାଧୁବାଦ 🙏

  • @lovelyking4145
    @lovelyking4145 14 วันที่ผ่านมา

    ହେ ଦାରୁ ବ୍ରହ୍ମ କାଳିଆ ସାଆନ୍ତେ ଜଗତର ନାଥ ଜଗନ୍ନାଥ ଜୟ ଜଗନ୍ନାଥ 🙏

  • @kaliapremibhajanbhandara8515
    @kaliapremibhajanbhandara8515 2 ปีที่แล้ว +35

    ମହାପ୍ରଭୁଙ୍କର ଶ୍ରୀଚରଣ କମଳରେ ଅନନ୍ତ କୋଟି ଦଣ୍ଡବତ

  • @pujabehera5685
    @pujabehera5685 2 ปีที่แล้ว +33

    ଦୁନିଆରେ ଏମିତି କୋୖଣସି ନୀତି ନାହିଁ ଯାହା ମୋ ପ୍ରଭୁ 🙏 କଁ ର ହେଉନଥିବ.... ଯାହା ହୁଏତ ଆଜି ପର୍ଯ୍ୟନ୍ତ କେହି ଏତେଟା ସ୍ପଷ୍ଟ ଜାଣିନଥିବେ... କେତେ ନୀତିକଥା ରହିଛି... ସତରେ ଧନ୍ୟ ଏ ସତ୍ୟ ସନାତନ ଧନ୍ୟ ଆମେ ସମସ୍ତେ ଧନ୍ୟ ଆମ ଜଗନ୍ନାଥ ସଂସ୍କୃତିର ପରମ୍ପରା....🙏

    • @odiavloggerbanita
      @odiavloggerbanita 2 ปีที่แล้ว

      th-cam.com/video/1HwY9DvvNOQ/w-d-xo.html🙏🙏🙏

  • @ritikrosansahoo1064
    @ritikrosansahoo1064 ปีที่แล้ว +5

    କରି କରାଉ ଥାଉ ତୁହି ତୋ ବିନୁ ଅନ୍ୟ ଗତି ନାହିଁ🙏🙏🙏⚫❗⚫

  • @manoramarauta3822
    @manoramarauta3822 2 ปีที่แล้ว +7

    ପ୍ରଭୁ ରାହୁଲ ର ଭଲରେ ଭଲରେ ଉଦ୍ଧାର ହେଇଯାଉ ଏତିକି ପ୍ରାର୍ଥନା ଆପଣଙ୍କ ଠାରେ

  • @pintusahoo3394
    @pintusahoo3394 2 ปีที่แล้ว +27

    ବହୁତ ଭୁଲ୍ ହୋଇଛି
    ଏହି ସବୁ କଥା ,କହିବା ଉଚିତ୍ ନୁହେଁ

    • @sradhanjalidebadasi6086
      @sradhanjalidebadasi6086 2 ปีที่แล้ว +4

      Nihaati janiba darkar... Ae sabu jadi na janibaa tahale aama para pidhi ku aame kichi janeiparibani ki aame bi janiparibani, aeita ta garba aau gouraba ra katha ...

    • @suryasadhika4157
      @suryasadhika4157 ปีที่แล้ว +2

      ଜଗନ୍ନାଥଙ୍କ ନୀତି କହିଲେ କିଛି ଅସୁବିଧା ନାହିଁ ।

    • @suryasadhika4157
      @suryasadhika4157 ปีที่แล้ว +2

      ସଦା ଚଞ୍ଚଳ ନିଦ୍ରା ନାହିଁ । ଏମନ୍ତେ ଶୁନ୍ୟେ ଅଛୁରହି । କିନ୍ତୁ ନରଲୀଳା ପାଇଁ ନୀତି ବିଧି ବହୁତ ଆବଶ୍ୟକ । ଯେହେତୁ ମହାପ୍ରଭୁ ଜୀବ ଜଗତରେ ରହୁଛନ୍ତି ତାଙ୍କର ନୀତି କାନ୍ତି ସୁଚାରୁ ରୂପେ ହେବା ଦରକାର । କାନ୍ତି ଅର୍ଥ ରୁପସଜା ।

  • @snehalatasahu5163
    @snehalatasahu5163 2 ปีที่แล้ว +5

    ଧନ୍ୟ ସେ ଯାର ଆଦେଶରେ ଚାଲେ ଏ ସାରା ସଂସାର

  • @dibakarsahu6168
    @dibakarsahu6168 ปีที่แล้ว

    କାଳିଆ ସତରେ ତମେ ଦାରୁ 🙏🙏🙏ବ୍ରହ୍ମ ତୋ ଆଉ କେତେବେଳେ ମନୋବିୟୋ ଲୀଳା କରି ମନୁଷ୍ୟ ଯେମିତି ତାର ଦିନ ଚୋର୍ଯ୍ୟା ପରିସମାପ୍ତି କରେ. ପୁନଃ ସକାଳୁ ଦ୍ୱାର ଫିଟା ନୀତି, ଠୁ ଆରମ୍ଭ କରି ରାତ୍ରି ର ବଡ ସିଂହାର ବେଶ ସରେଇ ପହୁଡ ନୀତି ଯାଏଁ ତୁମର ଅପୂର୍ବ ଲୀଳା ଖେଳା ପ୍ରଭୁ. ଏ ଅଧମ ର ସତ ପ୍ରଣାମ ଘେନ ପ୍ରଭୁ ପୁଣି ଥରେ ଆମ ଓଡିଶା ମାଟି ରେ ମୋତେ ଜନ୍ମ ଦେବ 🙏ଜୟ ଶ୍ରୀ ଜଗନ୍ନାଥ 🙏🙏😍😘😍😘

  • @drm.m.a.kharabelamahalayak9694
    @drm.m.a.kharabelamahalayak9694 2 ปีที่แล้ว +11

    'JAY JAGANNATH MAHAPRABHU KALIA SAANTA ' bht sara dhanyabaad ama mananku eitki gyana dei thibaru

  • @dalibandhugouri6001
    @dalibandhugouri6001 ปีที่แล้ว +2

    Jai jagannath 🙏🙏🙏🙏🙏🙏

  • @mukundasahoo1319
    @mukundasahoo1319 2 ปีที่แล้ว +7

    ଭାସ୍କର ବାବୁ ଙ୍କ ଦ୍ଵାରା ଲିଖିତ ପୁସ୍ତକ, କେତେକ ମୁଁ ପଢ଼ିଛି। ଅତି ଉଚ୍ଚ କୋଟିର ପୁସ୍ତକ। ଗୋଟିଏ କଥା _ମହାପ୍ରଭୁ କଣ ଡ଼ାକବାଜି ଯନ୍ତ୍ରର ବ୍ୟବହାର ରେ ଡାକ ସୁଣନ୍ତିକି ନା ସେ ଡାକ ଗୋପନ ଡାକ। ବା ସେ ଡାକ ର ଅର୍ଥ ମହାପ୍ରଭୁ ଅନୁଭବ କରନ୍ତି। ଧନ୍ୟ ବଡ ଠାକୁର, କିଏ ବା ବର୍ଣିବ ଲୀଳା ତୁମର। ପ୍ରଣାମ ପ୍ରଭୁ ଜଗନ୍ନାଥ। ଭାବ ର ଠାକୁର।

  • @jhunupalai7486
    @jhunupalai7486 ปีที่แล้ว +1

    Jay Jaganntha 🙏🙏🙏

  • @prasantdas406
    @prasantdas406 2 ปีที่แล้ว +2

    ମଣିଷ ମାତ୍ର..... କିଏ ବା ଜାଣିବ ତୁମ ଲିଳା ଠାକୁ ରେ....

  • @twinklepingua7061
    @twinklepingua7061 ปีที่แล้ว +2

    Jay jaganatha 🙏🙏🙏💐

  • @mrutunjayapatra4490
    @mrutunjayapatra4490 2 ปีที่แล้ว +1

    Jaya jagannatha 🙏🙏🙏

  • @prasantapattanaik862
    @prasantapattanaik862 2 ปีที่แล้ว +1

    ଆହା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର କଥା ଶୁଣି ଧନ୍ୟ ହେଲି ଆମ ସଂସ୍କୃତି କେତେ ମହାନ୍ ପ୍ରଭୁ ଓ ସେବକ ମାନଙ୍କ ପାଦ ତଳେ କୋଟି କୋଟି ପ୍ରଣାମ

  • @abhayakumarlenka9153
    @abhayakumarlenka9153 2 ปีที่แล้ว +1

    Jay jagannath 🙏🙏🙏🙏

  • @chakradharmaharana2778
    @chakradharmaharana2778 2 ปีที่แล้ว +1

    ଶ୍ରୀ ରାଧେରାଧେ ଶ୍ରୀ ଜୟଜୟ ଜଗନ୍ନାଥ

  • @govindadas1281
    @govindadas1281 2 ปีที่แล้ว +2

    ମଣିମା ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କର ଜୟ ହେଉ 🙏🏻🙏🏻🙏🏻

  • @edmtaporidancemixdjaditya8852
    @edmtaporidancemixdjaditya8852 ปีที่แล้ว +1

    Jay jagannath 🙏🙏♥️♥️

  • @gokulanandapradhan8074
    @gokulanandapradhan8074 2 ปีที่แล้ว +2

    ଜୟ ଜଗନ୍ନାଥ

  • @harapriyabiswal1125
    @harapriyabiswal1125 2 ปีที่แล้ว +1

    Jay jagannath mahaprabhu🙏🙏🙏

  • @suknti
    @suknti 2 ปีที่แล้ว +1

    Jai Jagannath Mahaprabhu 🙏

  • @user-uz1kr9lg9k
    @user-uz1kr9lg9k 15 วันที่ผ่านมา

    Mo Prabhu Sri Jagannath.

  • @Anurageditor9292
    @Anurageditor9292 ปีที่แล้ว +1

    Jay Jagannath Mahaprabhu 🙏❤️🙏

  • @Cringetv.07
    @Cringetv.07 2 ปีที่แล้ว +1

    Jay Jagannath 🙏🙏🙏

  • @niharkantabehera9776
    @niharkantabehera9776 2 ปีที่แล้ว +1

    Jay Jagannath 🙏🙏🙏🚩

  • @Manoj.1989
    @Manoj.1989 2 ปีที่แล้ว +9

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ 🙏🙏🙏🙏🙏🙏🚩🚩🚩🚩🚩🚩

  • @arpitshreyans
    @arpitshreyans ปีที่แล้ว +1

    Jay Jagannath 🙏 🙏 🙏 🙏 🙏 🙏

  • @sipunsipun39
    @sipunsipun39 ปีที่แล้ว +1

    Jay Jagannath 🙏

  • @godabarimangaraj5027
    @godabarimangaraj5027 2 ปีที่แล้ว +7

    🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ🙏🙏🙏🙏

  • @sukantiranipadhi5776
    @sukantiranipadhi5776 2 ปีที่แล้ว +2

    ଆପଣଙ୍କୂ ଭକ୍ତି ପୁତ ପ୍ରଣାମ ଧନ୍ଯ ଆପଣ ଧନ୍ଯ ଆପଣଙ୍କ ସେବା🙏🙏🙏🙌🙌🙌👏👏🌺

  • @abinashdhamaka7360
    @abinashdhamaka7360 2 ปีที่แล้ว +1

    🙏🙏🙏🙏jay Jagannath 🙏🙏🙏🙏

  • @akashchhatoi6183
    @akashchhatoi6183 2 ปีที่แล้ว +1

    🙏🙏🙏Jay Jagannath 🙏🙏🙏

  • @odiabloggertapu4685
    @odiabloggertapu4685 2 ปีที่แล้ว +1

    Jay jaganath 🙏🙏🙏🙏🙏

  • @rakeshkumarnaik3346
    @rakeshkumarnaik3346 2 ปีที่แล้ว +2

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ, ସବୁ ତମରି ଲୀଳା ପ୍ରଭୁ 🙏🙏🙏🙏🙏🙏

  • @jagannathbaba4035
    @jagannathbaba4035 2 ปีที่แล้ว +1

    ଜୟ ଜଗନ୍ନାଥ ବାବା

  • @bhagabatkathapratapnanda6308
    @bhagabatkathapratapnanda6308 2 ปีที่แล้ว +2

    ମଣିମା ଙ୍କ ଜୟ ଜୟ ଜୟ ଜୟ ଶ୍ରୀଜଗନ୍ନାଥ 🙏🏻🙏🏻🙏🏻🙏🏻

  • @satyashreenayak3953
    @satyashreenayak3953 16 วันที่ผ่านมา

    Jay Jagnnath Swami ❤❤❤❤

  • @rockkyi593
    @rockkyi593 16 วันที่ผ่านมา

    Jai jagannath

  • @Life-or6fm
    @Life-or6fm 2 ปีที่แล้ว +1

    Bahut sundar jinisa te aaji janibaku paeli..bahut dhanyabaad. Jay Jagannath

  • @santoshdash870
    @santoshdash870 2 ปีที่แล้ว +2

    🙏ଜୟ ଶ୍ରୀଜଗନ୍ନାଥ 🙏

  • @meenakshikar6351
    @meenakshikar6351 2 ปีที่แล้ว +1

    ଜୟ ହୋ। ଜୟ ଜଗନ୍ନାଥ 🙏🌹🙏

  • @anilkusahoo33539
    @anilkusahoo33539 2 ปีที่แล้ว +2

    Jay jagannath swami
    🙏🙏🙏🙏🙏🙏🙏🙏🙏

  • @chinmayapanda4816
    @chinmayapanda4816 2 ปีที่แล้ว +1

    Jay Shree jaganatha

  • @srisaisugyaniskitchen529
    @srisaisugyaniskitchen529 2 ปีที่แล้ว +1

    ମହାପ୍ରଭୁଙ୍କ ଶ୍ରୀ ଚରଣ କମଳେ କୋଟି କୋଟି ଅଗଣିତ ପ୍ରଣାମ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻🙏🏻🌷

  • @ranjitbehera4815
    @ranjitbehera4815 2 ปีที่แล้ว +17

    ଜୟ ଜଗନ୍ନାଥ ମହାପ୍ରଭୁ 🙏❤️❤️🙏🙏

  • @radheshyamswain5001
    @radheshyamswain5001 2 ปีที่แล้ว

    Jay jagannath he nilamadhaba juhar prabhu 🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @PankajaSamal
    @PankajaSamal 6 วันที่ผ่านมา

    Jay Jagannath

  • @saiswarup6375
    @saiswarup6375 2 ปีที่แล้ว +5

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ🙏🙏🙏

  • @Ibikashmartha
    @Ibikashmartha 2 ปีที่แล้ว

    Jai Jagannath Prabhu Namah

  • @uttamkumarjena9223
    @uttamkumarjena9223 2 ปีที่แล้ว

    Jay shri jagannath swami🙏🙏🙏🙏

  • @mithunparida7772
    @mithunparida7772 ปีที่แล้ว +1

    Jay jagannath Swami Nayana Patha gami bhaba tume 🙏🙏🙏🙏

  • @AamaGaonAamaMati
    @AamaGaonAamaMati ปีที่แล้ว +1

    ଜୟ ଜଗନ୍ନାଥ ସ୍ବାମୀ 🙏🙏🙏

  • @sarcasticdeveloper
    @sarcasticdeveloper 2 ปีที่แล้ว

    Jai Jagannath🙏

  • @ajayaroutray9796
    @ajayaroutray9796 7 วันที่ผ่านมา

    ❤jay jagannath❤

  • @PuriJagannathToka
    @PuriJagannathToka 2 ปีที่แล้ว +1

    Jay shree Balabhadra Subhadhra jagannath prabhu maa ki jay shree pabandev sanidev suryodev jaganathlaxmi Balaji lokanatha kedarnath aiswaneswere balunkeswar kandeswar venkateswarayo vishnunarayana vishnulaxmi Lingraj umaparvati Laxminursingha laxminarayana sudarshan patitapaban Ki Jay🌼💮💮❤💓🌺🧿🌸🙏

  • @binapanimallik4628
    @binapanimallik4628 2 ปีที่แล้ว +1

    ଜୟ ଜଗନ୍ନାଥ ସ୍ଵାମୀ , ବହୁତ ଭାଗ୍ୟବାନ ଆପଣମାନେ

  • @swatidhar8998
    @swatidhar8998 2 ปีที่แล้ว +1

    ଜୟ ଜଗନ୍ନାଥ 🙇‍♂️🙇‍♂️

  • @shaktiprasadpradhan941
    @shaktiprasadpradhan941 2 ปีที่แล้ว +2

    ଜୟ ଜୟ ଶ୍ରୀଜଗନ୍ନାଥ 🙏🙏🙏🙏🙏

  • @tribalrovervlog3378
    @tribalrovervlog3378 ปีที่แล้ว

    Jay jaY Jagganath ❤️❤️❤️🙏

  • @pabitramahapatra3955
    @pabitramahapatra3955 2 ปีที่แล้ว

    Jay jagannath swami prabhu

  • @basicenglishgrammarwithpra128
    @basicenglishgrammarwithpra128 2 ปีที่แล้ว +1

    Bhala lagila suniki 🙏🙏

  • @sangramsethi9800
    @sangramsethi9800 ปีที่แล้ว +1

    Hari bol

  • @khageswarmatari6688
    @khageswarmatari6688 ปีที่แล้ว +1

    Om namah bhagavatey basudebaya

  • @dgradiation6752
    @dgradiation6752 2 ปีที่แล้ว

    Jay Jagannath 🙏🙏

  • @SM-pm3fp
    @SM-pm3fp 2 ปีที่แล้ว +1

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏 ମୋ ମହାପ୍ରଭୁ ଆପଣଙ୍କର ସଦାସର୍ବଦା ଜୟ ହେଉ 🙏

  • @hemanntamalik7183
    @hemanntamalik7183 ปีที่แล้ว +1

    ଜୟ ଜଗନ୍ନାଥ 🙏🙏🙏🙏

  • @amreshkhandual6536
    @amreshkhandual6536 2 ปีที่แล้ว

    Jay jagannath swami 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @susantadakua3210
    @susantadakua3210 2 ปีที่แล้ว +1

    Jai jagannath swami🙏🙏🙏

  • @jayjagannatha...5308
    @jayjagannatha...5308 2 ปีที่แล้ว +1

    ଜୟ ଜଗନ୍ନାଥ... 🙏

  • @munaranidas160
    @munaranidas160 ปีที่แล้ว

    Jay jagannath maha prabhu

  • @mitapradhan7519
    @mitapradhan7519 2 ปีที่แล้ว

    Nice jay jagannath... 🙏🙏❤️❤️

  • @suryakantasahoo2881
    @suryakantasahoo2881 2 ปีที่แล้ว

    Jai jagannath swami 🙏

  • @sanjayabiswal7913
    @sanjayabiswal7913 2 ปีที่แล้ว

    Jay jagannath swami

  • @jitudakua7430
    @jitudakua7430 2 ปีที่แล้ว

    Jay Jagannath Swami

  • @deeptiranjansethi4196
    @deeptiranjansethi4196 ปีที่แล้ว

    JAY Jagannath swami 🙏🙏🙏🙏

  • @sudhirkar5034
    @sudhirkar5034 2 ปีที่แล้ว

    Sree Sree Jai Jagannath

  • @soumyajitsahoo2945
    @soumyajitsahoo2945 ปีที่แล้ว

    JAY SHREE JAGANNATH

  • @nayanenduacharya9242
    @nayanenduacharya9242 2 ปีที่แล้ว +8

    ଜୟ ଶ୍ରୀ ଜଗନ୍ନାଥ। 🙏☺😍❤

  • @subhadarshinipatnaik9944
    @subhadarshinipatnaik9944 2 ปีที่แล้ว

    Jayjagannath

  • @babrubahansethi3089
    @babrubahansethi3089 2 ปีที่แล้ว

    Jai jaganatha

  • @user-qe8zo6gw4t
    @user-qe8zo6gw4t 4 หลายเดือนก่อน

    Jay jagannath ❤️

  • @jagannathdalei1745
    @jagannathdalei1745 ปีที่แล้ว

    Jay Jagannath Swami 🙏🙏🙏

  • @ajaypradhan9518
    @ajaypradhan9518 ปีที่แล้ว

    Jay jagannath Swami

  • @allinone4u403
    @allinone4u403 2 ปีที่แล้ว +1

    Dhanya dhanya bhakta, Dhanya Jagannatha.

  • @dipikasfoodmagic996
    @dipikasfoodmagic996 2 ปีที่แล้ว

    Prabhu 🙏🙏Jai jagannath 💐🙏 Kati Kati pranam💐🙏🙏🙏🙏🙏

  • @jyotiranjankhilar4904
    @jyotiranjankhilar4904 ปีที่แล้ว

    JAY JAGANNATH 🙏🙏🙏

  • @rakeshkumar-jq8nt
    @rakeshkumar-jq8nt 2 ปีที่แล้ว

    Jay jaganath swami