President Visit to rairangpur | ରାଷ୍ଟ୍ରପତିଙ୍କ ଏହି ଅଭିଭାଷଣ ଅଧିକ ଶୁଣୁଛନ୍ତି | Droupadi Murmu |Odia News
ฝัง
- เผยแพร่เมื่อ 4 พ.ค. 2023
- President Visit In Odisha|ରାଷ୍ଟ୍ରପତିଙ୍କ ଏହି ଅଭିଭାଷଣ ଅଧିକ ଶୁଣୁଛନ୍ତି ଲୋକେ | Droupadi Murmu |Odia News
President Droupadi Murmu is scheduled to visit Odisha on May 4, 2023. Ahead of the President’s visit, the entire Mayurbhanj district is undergoing a complete makeover. Be it roads, schools or other infrastructure, the officials and other staff of various departments are not leaving any stone unturned to make the President’s stay a memorable experience.
#News18Odia #OdiaNews #ଆଜିରନ୍ୟୁଜ #OdiaSamachar #odishanews #oriyanews
News18 Odia is one of the India’s leading news channel. Please follow up page to watch live and breaking news with latest videos added every hour.
News18 ଓଡ଼ିଆ ହେଉଛି ଓଡିଶାର ନାମୀଦାମୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ . ଓଡିଶାର ଛୋଟ ମୋଟ ଖ���ର ଆପଣ ପାଇଁ ପାରିବେ ଏହି ଚ୍ୟାନେଲ ମାଧ୍ୟମରେ
Please visit our website bit.ly/2YaikeJ for latest opinions and detailed news coverage.
Follow us on
Facebook: / news18odia
Twitter: news18odia?lang=en
Website: bit.ly/2YaikeJ
Subscribe our channel to get latest news and updates tinyurl.com/y46bt2fm
ମହାମହିମ ରାଷ୍ଟ୍ରପତିଙ୍କ ଚରଣରେ ଶତ ଶତ ପ୍ରଣାମ।❤️ ଆମେ ଭାରତ ବସୀ ଆପଣଙ୍କୁ ରାଷ୍ଟ୍ରପତି ଭାବରେ ପାଇକି ଗର୍ବ ଅନୁଭବ କରୁଅଛୁ 🙏
ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ହେଉ ଯେହେତୁ ଗୋଟିଏ ନାରୀ ହୋଇ ନିଜ ଦୁଃଖ ଉଠାଇଛନ୍ତି। ଏବଂ ଆଜି ଲୋକ ଙ୍କ ସେବାରେ କାମ କରୁଛନ୍ତି ତେଣୁ କରି ଆପଣଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଆର୍ଶୀବାଦ କରନ୍ତୁ ଆମେନ୍
ଏଭଳି ଜଣେ ନିରହଂକାରୀ ବ୍ୟକ୍ତିତ୍ୱ ଆମ ଜନ୍ମ ମାଟିର ଗର୍ବ..ପ୍ରଣାମ ଏଇ ମହାନ ମା ଙ୍କୁ
ଆପଣଙ୍କୁ ଦେଖିଲେ ଲାଗୁଛି ଏବେ ବି ସତ୍ଯ ରହିଛି 🙏🙏🙏
Really a commendable speech. MAny hearty thanks.
❤ଆମ ଓଡିଶା ମା ମାଟି ଆଜି ଧନ୍ୟ ହୋଇଛି ମା ଆପଣଙ୍କୁ ପାଈ ।
ମହାମହିମ ରାଷ୍ଟ୍ରପତି ଙ୍କ ଅଭିଜ୍ଞତା ଏବଂ ମଣିଷ ଭଳି ମଣିଷ ହେବାପାଇଁ ମାର୍ଗ ଅଭିଭାଷଣ କୁ ଭକ୍ତିପୂତ ସମ୍ମାନ,, ଓଡିଶା ବାସୀ ଙ୍କ ପାଇଁ ପ୍ରେରଣା ର ଉତ୍ସ ହେଉ,,,
ଓଡ଼ିଶା ମାଟିର ଗର୍ବ ଗୌରବ ମହାମହିମ୍ନ ରାଷ୍ଟ୍ରପତି ଆପଣଙ୍କୁ ଶତ ପ୍ରଣାମ।
😊
@@HappyAnacondaSnake-mp4uz❤
❤Bb❤sb❤🎉 Jay Jagannath Swami Ganpati gane Jay Shri Ram Jay Shri Krishna Jay Mata pita❤ Rashtrapati mahan Mata Kumar pranam Jay Shri Ram Jay Shri Krishna Jay Radhe Radhe Jay Mata Jay pita❤🎉🎉❤
ସତରେ, ହୃଦୟସ୍ପର୍ଶୀ ❤🥺
ଗୁରୁମା ଆପଣଙ୍କ ସହ ସାକ୍ଷାତକାର କରିବାକୁ ମୋ ଭିତରେ ଅନେକ ଅନେକ ଆଗ୍ରହ
ମୋ ମା ଙ୍କ ପରୀ ମିଠା ମିଠା କଥା ଯେତେ ଶୁଣିଲେ ବି ବୋହୁତ ସୁନ୍ଦର ଲାଗୁଚି
ଜୟ ଜଗନ୍ନାଥ 🙏🙏🙏
ଓଡିଶା ମାଟି ପାଇଁ ଆପଣ ଗୌରବ ଏବଂ ଆଦର୍ଶ ମା
ବହୁତ ବହୁତ ଖୁସି ଲଗୁଛି ଅଭିଭାଷଣ ମହିମା
ଜୟ ହିନ୍ଦ 🙏🇮🇳🙏🌹
ମହାମହିମ ଙ୍କ ଓଡ଼ିଆ କଥା ଶୁଣି ସତରେ ବହୁତ ଖୁସି ଲାଗିଲା ଏବଂ ମୁଁ ଖୁସି ହୋଇଥାନ୍ତି ଯଦି ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏମିତି nonstop ଓଡ଼ିଆ କହିଥାନ୍ତେ।
Se ta gaon ku electric nathila kn kahiba 😢
ସତରେ ବହୁତ ଭଲ ଲାଗିଲା ଜୟ ଜଗନ୍ନାଥ 🙏
@@adityanayak91
Mane kana..?
@@sumitramalik2244
Thank you.. 🙏
Ki ki ki na kn ko in❤
ପ୍ରଣାମ ଜଣାଉଛି 🙏ରାଷ୍ଟ୍ରପତି କୁ
ଓଡ଼ିଆ ମାଟି ପାଇଁ ଆପଣ ଗର୍ବ ମା ❤
ଭାଷା କହେ ହୃଦୟର କଥା 🙏
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ 🙏
ବନ୍ଦେ ଉତ୍କଳଜନନୀ 🙏🙏
ମହାମହିମ ରାଷ୍ଟ୍ରପତି ଙ୍କ ଓଡିଆ ଭାଷା ପ୍ରାଞ୍ଜଳ ଭାବେ ମଣିଷ ପରି ମଣିଷ ହେବା ଅଭିଭାଷଣ ଓଡିଶା ପାଇଁ ଏକ ଉଦାହରଣ କାରଣ -ଆମ ଓଡିଶା ରାଜ୍ୟ ର ମୁଖ୍ୟମନ୍ତ୍ରୀ ଙ୍କ ମୂଖ ରୂ ଓଡିଆ ଭାଷା ଶୁଣିବାକୁ ଓଡିଶାବାସି ଅପେକ୍ଷା କରି ଦିନ ସରି ସରି ଯା ଉଛି ।ଜୟ ହିନ୍ଦୁ, ଜୟ ଶ୍ରୀ ରାମ
ମହାମହିମ ରାଷ୍ଟ୍ରପତିଙ୍କ ଆପଣା ଜନ୍ମ ମାଟି ର ଆକର୍ଷଣ, ଭାଷା, ଏହି ଅଞ୍ଚଳରେ ବିଗତ ସମୟରେ ଅନେକଙ୍କ ସହ ସ୍ନେହ ଓ ପବିତ୍ର ସମ୍ପର୍କ କୁ ନେଇ ଯେଉଁ ହ୍ରୃଦୟସ୍ପର୍ଶୀ ସମ୍ଭାଷଣ ଉପସ୍ଥାପନ କରି ଛନ୍ତି , ତାହା ପ୍ରକୃତରେ ଭାଷାରେ କିମ୍ବା ଲେଖାରେ ବର୍ଣନା କରିବା ସହଜ ନୁହେଁ । ଏସବୁ ଶୁଣିବା ବେଳେ ମା'ମାଟି ପ୍ରତି ମନରେ ଏକ ନୂତନ ଉନ୍ମାଦନା ଓ ପ୍ରେରଣା ଜାଗ୍ରତ ହେଉଛି । ଆମ ପରି ଏକ ଅବହେଳିତ ଅଞ୍ଚଳରୁ ଜଣେ ମହିଳା ଦେଶର ସର୍ବୋଚ୍ଚ ପଦବୀ ଅଳଙ୍କୃତ କରି ଥିବାରୁ ଆମେ ଗର୍ବିତ ।
Honest simplicity we are proud
Heart touching speech ❤️ mam
So nice teaching for your cooperation
Very Impressive 🎉
😔ଗୋଟିଏ ସ୍ୱଚ୍ଛ ମନ ର ସ୍ଵଛ କାହାଣୀ...... ତାଙ୍କ ମନର କଥା କୁ ସେ ଖୋଲିକି କହିଦେଇଛନ୍ତି....... ଦ୍ରୌପଦୀ ମୁର୍ମୁ ଗୋଟିଏ ଆଇନା କହିଲେ କମ ହେବନି.... ସେ ଗୋଟେ ଖୋଲା ବହି.... ତାଙ୍କୁ mem ବଦଳରେ ମା କହିବାକୁ ଇଛାହୋଉଛି..... Love you..... Maa😊
ହଁ ଭାଇ ଠିକ୍ କହିଲେ
ମା ଙ୍କୁ ମୋର namaskar🙏🙏
ସେ ହେଉଛନ୍ତି ଓଡ଼ିଆ ମାଟିର ଗର୍ବ ଓ ଗୌରବ ର ଉଦାହରଣ ❤
ଆମ ମତିରୁ ଏକ ରାଷ୍ଟ୍ରପତି ବାଛିବା❤ ମୋଦି ଙ୍କ ଏହି କାମକୁ ଆମେ ଓଡିଶା ବାସି କେବେବି ଭୁଲିପରିବୁନୀ।
ବହୁତ ଭଲ ଲାଗିଲା ରାଷ୍ଟ୍ରପତି ମୋହାଦୟା ଙ୍କୁ ମୋର ନମସ୍କାର
I Am Proud Of You, Our President ❤❤❤❤
ମୁ 🙏ଜଣାଇ ଅନୁରୋଧ କରୁଛି ଆମ ଓଡିଶା ମାଟିରେ ମଦ ବିକ୍ରି ବନ୍ଦ କରିପାରିବେ ମୁ ଖୁସି ହେବି ଓଡିଶା ଖୁସିରେ ନାଚିବ
Miliba.
Besi rate re miliba.
Bihar ban kari fail maarichhi.
@@gajarajbabu6771😂 hn ki ye shu bhu Chu CT ft ft ft ft ft ft bhu ft cc ft z
Hu hu😮
Heart touching Feeling speech by president 🎉🎉
ଅଭିଭାଷଣ ଶୁଣି ଆଖିରୁ ଲୁହ ଆସିଗଲା ମହାମହୀମ ! 🙏
Bharatara rastrapati madam apananku koti koti pranam spanankara antarara swora sunile akhiru luha jhari pade aha anubhabi hi kebala hrudayangama karipare spritual speech realy true jay ma sarala jay jagannth
Bowing my head to president of lndia for her great thinking for the people.Honarable president is an example of Odisha.India
Proud moment for odisha❤
There is no word to say whose nature is so cool
Obviously a unique
president and unique speech. She deserves the appreciation
Pranam ma'am 🙏 heart'touching words.... Great ma'am 🙏 mahamahim inspire for us..... proud of odisha empowerment 🙏🙏
Beautiful iodology speach.
ମହାମହିମ ରାଷ୍ଟ୍ରପତିଙ୍କ ଉ ଧନ୍ୟବାଦ
ଆପଣଙ୍କ ଭାଷଣ ହୃଦୟ ସ୍ପର୍ଶି
We are proud of Mother, Jai Jagannath. Jai Hind.
I giving more respect's to the honourble precident of India.God bless to all
MAAA 🙏🏼 ❤
Thank you maa👃👃👃👃
A full of feeling speech which we all should realise.
Dhanyabad
ପ୍ରଣାମ। ପ୍ରଣାମ। ପ୍ରଣାମ। ହୃଦୟସ୍ପର୍ଶୀ ବକ୍ତବ୍ୟ
Mind blowing speech
Congratulations. My schooling at rairangpur girls high school. My mom was Mrs Eesther patra teacher that time. We are staying 10 years. I am proud for u.God bless u n be with you always.
You are the great lady maa❤❤❤ .
ଆଦିବାସୀ ମାନଙ୍କ ପ୍ରକୃତ ଚିନ୍ତା ଧାରା ଅଲଗା।
Thank you so much 🙏 mem golden opportunity....i salute you your simply honest humble 💖 speach....thank you so much aur president of india really i salute you
ଆମକୁ ଗର୍ବ ଅନୁଭବ ହେଉଛି ଆପଣ ଙ୍କୁ ଦେଖିଲେ
ହୃଦୟସ୍ପର୍ଶି ।🙏🙏🙏
❤❤❤❤❤❤❤❤❤❤ ଜୟ ଜଗନ୍ନାଥ
Odisha matire garv gourav mahamahim Rashtrapati apananku shata pranam ❤🙏🌷⛳🙏
This vdo deserve 10 billion like👍👍
Thank you ratraati maa
ଶବ୍ଦ ହଜିଗଲା 🙏❤
Bahut badhia speech by our respected ND beloved murmuji. Jai hind jai bharat
Thank you odisha maa mati
very very good
JAI JAGANNATH. With great regards to the Reverend First Lady of our Motherland.Her address to the gathering was very very heart touching.We are all thankful to her for the said address - indeed !
upip
ouqyoouyqo
Thanks a lot mam for your beautiful spiritual wards in your speech Dhanyabad Jaya Jagannath
🙏💐 Jay Jagannath 💐🙏Koti koti pranam 👏😊👏Om Shanti 🙏
We R proud of you 🎉
Great Mahiyasi women...🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏Sundar madhur binmarata maa🙏🙏🙏🙏🙏🙏🎉
After listening all words i don't know why but my tear is come automatically 🙏🙏
Proud moment for odisha
Seriously heart touching speech, akhiru luha asigala Mam😭😭 🙏 thank you so much, ama odisha ra gouraba ,you're honourable Woman president in India Droupadi mam 🙏🙏🙏
Heart touching Madam 🙏
ଆମ ଓଡ଼ିଆ ମାଟିର ଗର୍ବି , ପ୍ରତିଭା , ଏବଂ ଗ୍ଉରବ ର କଥା । ମୁଁ ଏଥିପାଇଁ ଗର୍ଇତ ।
We are proud to be getting this type president. Very simple and open minded.
And if she try to do some big industries in odisha in her period to give income source to odisha people, then people remember you long years
Pl
L
L
😢😢😢😢😢😢😢
U are an incredible president respected Draupadi Muru Garu ji🙏🙏💐💐🌼🌼🌹🌹😊😊
Johar sanamko ❤❤❤❤❤❤❤❤❤❤iam like this world president's
ରାଇରଙ୍ଗପୁର ଜିଲା କରାନ୍ତୁ ମହୋଦୀୟା 🙏
Good speach
President Draupadi Murmu speak like Odisha Maa ❤ lots of love and respect 🙏🙏🙏
ଶତ ଶତ ପ୍ରଣାମ ମହାମହିମ ରାଷ୍ଟ୍ରପତି ମହୋଦୟା
Honourable. President. Thanks. Many2. Jay. Jagannath
🙋♂️Proud of India 🌍🧘♀️🌏
Beautiful spchi
So heart touching
ThanQ president of india says good news
ଜେ ବଡ ବଡ ହେ ହେ ହେ ସେ ସେ ହେ ହେ ହେ ହେ ମେଁ ମେଁ ମେଁ
ବହୁତ ଭଲ କଥା ମା
Thank you. Drapati. Didi
There is no words to express ❤❤
❤❤❤❤❤❤❤❤❤ Draupadi murmu mam💖💖💖💖💖
ଜୟ ଜଗନ୍ନାଥ ।
Jai jagannath honeble president
Mu ae dino ku wait karitili mam
Hats off Mam...You are Inspiration for us... Inspiration for Every women 🙏👍
Feel goodness.... Jay Jagannath.
ଶ୍ରୀ ରାଧାରାଧା ଶ୍ରୀ ରାଧାରାଧା
All are proud of you 🙏🏻 respected madam🙏
All are proud of you. respected madam.Apanku. koti koti pranam.🎉❤❤❤❤❤❤❤❤❤
Madam Asesha ଧନ୍ୟବାଦ.apananku.🙏🙏
Heart touching ,mana chuin gala maam
Maa pranam apana ta ananya apana ama savinkar gourab.apan pujaniya adarniya .🎉🎉🎉🎉🎉
🙏🙏🙏🙏🙏