I am So Proud of Our President of INDIA, and really salut you Ma'am. As well as your proverbs are so Deep, Meaningfull and Tangible, Peace be upon you.... 🙏🙏
The speech delivered by our President D.Murmu bears Practical philosophy of life.Really the life is like an onion.Her speech is only an outcome of her self introspection .
Hebo re Bhai chinta karani ... Mouna au dharjya re jou Asimo Shakti achhi Taha samaya kahibo ... Biswas Kara ... Prabhunku kebala prarthana karo ... He Ishwar He parampita parameshwar he prabhu Krupa karo karuna karo ... Manipur re Shanti feriasu ... Etiki hi prarthana Jay Jagannath 🙏🙏🙏
ଜଣେ ନିଚ୍ଛକ ମଣିଷ ର ସତ୍ୟ କାହାଣୀ କହିଲେ ଜଣେ ରାଷ୍ଟ୍ରପତି ତାଙ୍କ ଜୀବନ ର ମୂଲ୍ୟ ବୁଝିଛନ୍ତି ଆମେ ମାନେ ବୁଝିବା ଆବଶ୍ୟକ.... ସମସ୍ତେ ସାଧାରଣ ଜୀବନ ଅବଲମ୍ବନ କରିବା ଦରକାର.. ଏହା ଭାରତ ଦେବ ଭୂମି ରେ ସମ୍ଭବ 🚩🇮🇳🕉️🙏
Organic life. Chemical free life.
ରାଷ୍ଟ୍ରପତି ଙ୍କ କଥା ସୁଣି ମତେ ବହୁତ ଭଲ ଲାଗିଲା
ଜୟ ଜଗନ୍ନାଥ 🙏🙏🙏
ଆପଣଙ୍କୁ ହୃଦୟ ରୁ କୋଟି କୋଟି ପ୍ରଣାମ ମ୍ୟାଡାମ୍, ଆପଣଙ୍କ ପାଇଁ ସତରେ ଓଡ଼ିଶା ଗର୍ବିତ,ଜୟ ଜଗନ୍ନାଥ 🙏🙏🙏
Balo manipur re kn chali chhi😢
ସେ କୁଶୀ ହେବେ
ବହୁତ ସୁନ୍ଦର କଥା। କିନ୍ତୁ ଆପଣ ରାଷ୍ଟ୍ରପତି ଭାବରେ ମଣିପୁର ପାଇଁ କଣ କରୁଛନ୍ତି? ମୋଦୀ ସରକାରର ଅପାରଗତା ପାଇଁ ଆପଣ କାହିଁକି ଚୁପ୍ ରହିଛନ୍ତି? ନାରୀ ମାନଙ୍କ ନିର୍ଯାତନା ପାଇଁ ଆପଣ କାହିଁକି ଚୁପ୍ ବସିଛନ୍ତି? ଧାର୍ମିକ ପ୍ରବଚନ ଆପଣଙ୍କ କାମ ନୁହେଁ। ପ୍ରଥମେ ରାଷ୍ଟ୍ର ପ୍ରତି ଆପଣଙ୍କ ଦାୟୀତ୍ଵ ନିଭାନ୍ତୁ। ଏହା ଆପଣଙ୍କ ଠାରୁ ଆଶା କରା ଯାଏ।
ଏ ହେଉଛନ୍ତି ସତରେ ଓଡ଼ିଆଣୀ 🙏, ସେ ଏତେ ବଡ଼ ପଦବୀ ବୋହିବା ସତ୍ୱେ ବି ମନରେ ଟିକେ ଗର୍ବ ନାହିଁ, ଆଉ ଓଡ଼ିଆ କହିବାରେ ଟିକେ ବି ତାଙ୍କୁ ଲଜ୍ଜିତ ମନେ ହେଉନାହିଁ, ଧନ୍ୟ ତୁମେ, ଏ ସମାଜ କୁ ଆପଣଙ୍କୁ ବହୁତ ଜ୍ଞାନ ଶିଖାଇବା ର ଅଛି 🙏🙏🙏🙏🙏🙏🙏
000000⁰000000000000000000000000000000000000000000000000000000000000000000000000⁰00⁰0⁰000000000000000000000000000000000000000000000000000⁰⁰00000000000000000000000000000000000000000000000000000000⁰00000000000⁰000000000000000000⁰00000000⁰000000000000000000⁰0000⁰⁰00⁰0000000000000000000000000000000000000000000000000000000000000000000000000000000000000000000000000000000000000000000000000⁰0000000000000000000000
ଆମେ ଓଡ଼ିଆ ଆମ ଭାଷା ଓଡ଼ିଆ, ଆମ ରାଷ୍ଟ୍ର ମୁଖ୍ୟ ବହୁତ ସୁନ୍ଦର କଥା କହିଲେ।
ବାରହମଣ ମୁଖରୁ ଜନ୍ମ ହେଲେ ବିଆରୁ ନୁହେଁ ଅନଧ ଭକ୍ତ ର ଶିକ୍ଷା ମୁସଲମାନ କେଉଠୁ ଜନ୍ମ ହେଲେ ବିଆରୁ❤❤❤
Sobutharu dourbhagya bhasa odia
@@sukultudu137I know you are just a crypto Christian. And rice bag convert
ମହାମହିମ ରାଷ୍ଟ୍ରପତି କଟକ ଆସି ଓଡ଼ିଶାର ଜନସାଧାରଣଙ୍କ ମନମୋହିନେଲେ ମହୋଦୟାଙ୍କୁ ମୋର ବିନମ୍ର ଅନୁରୋଧ ମଣିପୁରକୁ ରକ୍ଷା କରନ୍ତୁ
Ebe pm ra kama se na parile president
😮PM achi Bhai pm ନ ପାରିଲେ president ବୁଝିବ
1:17
ବହୁତ ଭଲ ନୀତିବାଣୀ ମହାମହିମଙ୍କର. ମାତ୍ର ଓଡିଶାକୁ ନବୀନ ଓ ପାଣ୍ଡିଆନ ଠାରୁ ଦୁରେଇ ରଖନ୍ତୁ
Naveen tanka bhai
ଆଉ ଭାରତରେ ଯାହା ହେଉଛି। ତାକୁ ଇଜ୍ଜତ ଏବଂ ନ୍ୟାୟ ଧର୍ମ ଭାବରେ ସହିଯାଅ। ନାରୀଙ୍କୁ ଲଙ୍ଗଳା କରି ବୁଳଲାଇବା ଏବଂ ବିହାର ପ୍ରଦେଶରେ ସାଧାରଣ ଜନତାଙ୍କୁ ଗୁଳି କରି ପୋଲିସ୍ ହତ୍ଯା କରିବା ଏବଂ କୃଷକମାନଙ୍କୁ ଟ୍ରାକ୍ଟର ଚଢ଼ାଇ ମାରିବା। ଏସବୁ ସମ୍ବିଧାନର ନିୟମ ବା ଆଇନ୍ କାନୁନ ଅଟେ। ବାଃ ରେ ମୋଦି ଭକ୍ତ ତୋର ଦେଶ ପ୍ରେମ!!!!!
@@tapankumardas8427 haha right bro
A mane kana sikhichanti bhai khali apana Mane khusita🙏Jay jagannath
ମହାମହିମ ଯାହା ନୀତିବାଣୀ ହିତାଉପଦେଶ ଦେଲେ ପ୍ରଶଂସା ଯୋଗ୍ୟ ହେଲେ ଯେଉଁଠି ରାଷ୍ଟ୍ରପତି ଙ୍କ ପ୍ରମୁଖ ଭୂମିକା ନେଲେ ଗୋଟେ ରାଜ୍ୟ ରେ ଶାନ୍ତି ଫେରିବ, ଅନେକ ସଂସାର ଉଜୁଡିବାରୁ ବଞ୍ଚିଯିବି ଅନେକ ନାରୀଙ୍କୁ ଇଜ଼ତ ବଂଚିବ ସେଠି କିଛି କରନ୍ତୁ, ଦଳୀୟ ସ୍ୱାର୍ଥ କୁ ଉପରକୁ ଉଠି କିଛି କରନ୍ତୁ ଯାହାକୁ ନେଇ ଆମେ ଗର୍ବ ଅନୁଭବ କରିବୁ
😊
Yes
Kichi koribeni,se amo ga matiro ame janichu....
U r absolutely right 👍
Thank you my dear droupadi didi😅😅😅
ବହୁତ ସୁନ୍ଦର କଥା ମାଁ 🕉🕉🕉
ଜୟ ଜଗନ୍ନାଥ ଜୟ ଜଗନ୍ନାଥ
ଜୟ ଶ୍ରୀ ଶ୍ରୀକୃଷ୍ଣ ହେ ମହାପ୍ରଭୁ
ଜୟ ଶ୍ରୀ ରାମ ହେ ମହାପ୍ରଭୁ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
ମହାମହିମି ରାଷ୍ଟ୍ରପତି ଙ୍କୁ ମୋର ହୃଦୟ ରୁ ❤କୋଟି ପ୍ରଣାମ 😢
ଶତ ପ୍ରତିଶତ ସଠିକ କଥା କାହିଛନ୍ତି ଆଜିର ବୃଦ୍ଧ ବାପା ମାଆଙ୍କ ସ୍ଥାନ ବୃଦ୍ଧାଶ୍ରମ
ବୟସ ଥିଲା ବେଳେ ବଡ ବଡ............
ଦ୍ରୌପଦୀ ମୁର୍ମୁ ମାମ ଙ୍କୁ ମୋର କୋଟି କୋଟି ପ୍ରଣାମ,ଓଡ଼ିଶାର ସବୁ ଜିଲ୍ଲା କୁ ଆସି ବୁଲିକି ଯାଆନ୍ତୁ ଆଉ ଓଡ଼ିଶା ର ଗରିବ ଲୋକଙ୍କ ଦୁଃଖକୁ ଦୂର କରନ୍ତୁ, ଜୟ ଜଗନ୍ନାଥ, ଜୟ ଶ୍ରୀ ରାମ,ଜୟ ବଜରଙ୍ଗ ବାଲି ଜୟ
Khub sundor 👍
ବଡ ଲୋକଙ୍କ ବାଣୀ ରେ କିଛି unique ଜିଣିଷ ହିଁ ରହିଥାଏ , ତାହା ଜଣେ layman ବୁଝିବା ନିଶ୍ଚିତ କଷ୍ଟକର । ପ୍ରକୃତ ରେ ଆମ ଦେଶର ରାଷ୍ଟ୍ରପତି ଆଜି ତାହାର ଏକ extremely example. ,🙏
ସତରେ ମା ଆପଣ ମହାନ. ଆପଣଙ୍କ କଥାରେ ମିଠା ପଣ ଦେଖି ନିଜକୁ ଗର୍ବ ଲାଗୁଚି ଯେ ଆମେ ଓଡ଼ିଆ 🙏🙏🙏❤❤❤
Bahut sundar
Bahut sundar tako ❤️ &kathabarta🙏🙏🙏
ମା ଆପଣଙ୍କୁ ପ୍ରଣିପାତ ଧନ୍ୟହୋଇଗଲୁ ଆମେ ଓଡିଆ ଲୋକ ବନ୍ଦେ ମାତରଂ
Maha mahima nku mara koti koti praname 🙏🙏🙏
ରାଷ୍ଟ୍ରପତି ମଧ୍ୟରୁ ଜଣେ ଥିଲେ a.p.j Abdul Kalam ଏବଂ ଏବେ droupati murmu ଯିଏକି ଅତି ସରଳ ଓ ନିରାଡାମ୍ବର ଜୀବନ ଯାପନ କରୁଛନ୍ତି ମନରେ ଟିକେବି ଗର୍ବ କି ଅହଙ୍କାର ନାହିଁ
No comparison with Dr. A.P.J ABDUL KALAM.❤❤❤
ଆମ ରାଷ୍ଟ୍ରପତି ଆମ ସ୍ବାଭିମାନ 🙏
I am A Odia & I proud to be an Odian For Our President Srimati Droupadi Murmu Mam ❤️❤️❤️❤️🇮🇳🇮🇳🙏🙏🙏
Acha
Jai Mata Di..Pranama Madam Ji
ମହାମହିମ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଅସାଧାରଣ ଆଧ୍ୟାତ୍ମିକ ମହାତ୍ମ୍ୟ ରହିଛି 🙏!...
ଆମ ଓଡ଼ିଶା ର ପ୍ରକୃତ ରେ ମା ଦୌପ୍ରଦି ମୁର୍ମୁ ଆମ ଭାରତ ର ରାଷ୍ଟ୍ରପତି।ଆମ ର ଗର୍ବ ଆଉ ଗୌରବ।ଜୟ ହିନ୍ଦୀ।
Great madam🎉🎉 yoar speech thanks 👍 for sopprt all Right this
Bahut sundar nitibani... Ete bada postre thai bi manare tkie hele bi garba nahi❤❤❤❤❤❤
ସୁନ୍ଦର ଭାଷଣ
Jay jagannath swami nayan patha gami vaba tume🙏🙏🙏🙏🙏
Honorable president her thinking is great.❤❤❤
ମହାମହିମ ରାଷ୍ଟ୍ରପତି ମଣିପୁର ରାଜ୍ୟ ଟିକିଏ ଚିନ୍ତା କରନ୍ତୁ
Odisha re କିଛି କମ୍ପନି କରନ୍ତୁ ଓଡିଶା ଭଲ ରେ ଆଗୋକୁ ଜିବୋ ଏବେ ଟାଇମ୍ ଅଛି ଆପଣଙ୍କୁ
ଅନୁରୋଧ କରୁଛି ଜୟ ଜଗନ୍ନାଥ
I pay my deep debt of gratitude to our honourable president Draupadi ma'am. She is from our district. And we are extremely proud for her.
🎉😊😊😊😊😊😊😊😊😊😊😊😊😊😊😊
From your district so you are proud. Otherwise not proud
ଆମ ରାଷ୍ଟ୍ରପତି ଙ୍କ ପ୍ରବଚନ ସୁଣିକି ବହୁତ ଖୁସି ଲାଗିଲା ଆଉ ଗୋଟିଏ କଥା ତାଙ୍କର ଗର୍ଭ ଅହଙ୍କାର ନାହିଁ ସବୁବେଳେ ଖୋଲା ମନ
Very nice spiritual speech from our president .
Dhanyabad madam
JAY JOHAR
ରାଷ୍ଟ୍ରପତି ମୋହଦୟ ଆପଣାଙ୍କ କଥା ଚିରସ୍ମରଣିୟ ହୋଇ ରହିବ 🙏🙏🙏🙏🙏
Mind blowing mam🎉🎉🎉
ଦେଶର ମହାମହିମ ରାଷ୍ଟ୍ରପତିଙ୍କ ହୃଦୟସ୍ପର୍ଶୀ ଉପଦେଶ ଭାଷଣ
ଜୟ ଜଗନ୍ନାଥ
ଆପଣଙ୍କୁ ହୃଦୟରୁ ଧନ୍ୟବାଦ ମାଡାମ 🙏🏼🙏🏼🙏🏼
Great👍👍
ଏ ଓଡିଶା କୁ ନବୀନା ଓ ପାଣ୍ଡିଆନ ଠାରୁ ବଞ୍ଚାନ୍ତୁ.....
Right bro🤜
Great speech mam ❤❤❤❤
Omm ଶାନ୍ତି 🙏🏼🙏🏼
I am So Proud of Our President of INDIA, and really salut you Ma'am. As well as your proverbs are so Deep, Meaningfull and Tangible, Peace be upon you.... 🙏🙏
Manishara hurdaya katha jea kahi paranti tanku hi great kuha jaye ❤❤❤❤❤ love you so much
🙏👍❤️ excellent speech, Mrs Murmu. I love you. God bless you and keep you healthy 🙏.
Down to earth our beloved president ❤️❤️❤️
Pura thik kahila madam
Such may rastrapati mahan
Jay vharat
100% true.we have to accept it with no doubt.
ଅତି ସୁନ୍ଦର ଲାଗିଲା ମୋଅ ତରଫରୁ କୋଟ୍ଟି କୋଟ୍ଟି 🙏 🙏 🙏 💐 🥰 🥰 ଜୟଜଗନ୍ନାଥ
Thank u madam❤🙏🙏
I really love this special speech mam ... And really proud to you for honorable president belong to our odisha...
ଯୟ ଓଡିଶା ଜୟ ଉକକ୍ତଳଜନି
ପରିବାରର ସଂସ୍କାର ଆଉ ସୁଶିକ୍ଷା ଦିକ୍ଷାର ପ୍ରଭାଵ ପାଇଁ ଆପଣ ଅଜି ଏତେବଡ ପଦବୀର ଅଧିକାରୀଣି ହୋଇପାରିଛନ୍ତି . ଆପଣଙ୍କ ବାର୍ତ୍ତା କୋଟି କୋଟି ଲୋକଙ୍କ ପାଇଁ ପ୍ରେରଣାର ସ୍ରୋତ ହେବ . ଜୟ ହିନ୍ଦ୍ 🙏🙏🙏🙏🙏
ଖାଲି ଭାଷଣ ମାରିଲେ ହବନି କରି ଦେଖାଇବାକୁ ହେବ ଆପଣ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି ଭାରତର କେତେ ଗରିବ ଲୋକ ନିଶା ଖାଇ ଗୁଟକା ଖାଇ ରୋଗା କ୍ରାନ୍ତ ହେଉଛନ୍ତି ଆଉ ମରୁଛନ୍ତି ବରଂ ଜେଲରେ ସେମାନେ ଭଲରେ ଅଛନ୍ତି
Very down to earth 🙏 God always with you madam
Great personality .... Great philosophy....
Bahut vadia kahile ama maaa
Heart touching Speech
Jay maa Tareni
Medam Appana anka hrudaya bhakti bani heuchi ama odisha painh garbita 🙏🙏🙏🙏🙏🙏
Jay Jagannath
ଶୁ ପ୍ରଭାତ, ମାନନୀୟ ସନ୍ମାନିୟ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଜୀ ଏବଂ ଉପସ୍ଥିତ୍ତ ସମସ୍ତ ସଂମାନୀୟ ତଥା ଶ୍ରଧ୍ୟୟ ଉପସ୍ଥିତ ମଣ୍ଡଳୀ...
I love you ଦ୍ରୋପଦୀ ମା
ଓଡିଶା ପାଇଁ ଆପଣ ପେରଣା 🙏🙏🙏🙏
🙏🙏🙏🙏 Rastrapati mahodaya
Omm shanti
My salute to this great personality.
Our country Lady Fighter Mahamahim Draupadi Murmu is great... Salute... always Respect.
The speech delivered by our President D.Murmu bears Practical philosophy of life.Really the life is like an onion.Her speech is only an outcome of her self introspection .
ହେ ମହା ମହିମ ଏତିକି ଅନୁରୋଧ କରୁଛି ଆପଣଙ୍କର ସାସନ ମଣିପୁର ରେ ଆରମ୍ଭ କରନ୍ତୁ ଆମର ଭାରତୀୟ ଙ୍କୁ ଉଦ୍ଧାର କରନ୍ତୁ
Hebo re Bhai chinta karani ... Mouna au dharjya re jou Asimo Shakti achhi Taha samaya kahibo ... Biswas Kara ... Prabhunku kebala prarthana karo ...
He Ishwar He parampita parameshwar he
prabhu Krupa karo karuna karo ... Manipur re Shanti feriasu ... Etiki hi prarthana
Jay Jagannath 🙏🙏🙏
Great speech mam ji I m very inspiring of your valuable words it's touching to herat 🎉🎉🎉
Bahut sundar bhasana
We all are proud for our president 🙏
I am A ଓଡ଼ିଆ I Proud ଏନ୍ ଓଡ଼ିଆ President SMT DROUPADI MURMU Mam,God bless You Always thank You, ଜୟ Jagannath
Nice Advice 🙏🙏🙏
ବାରହମଣ ମୁଖରୁ ଜନ୍ମ ହେଲେ ବିଆରୁ ନୁହେଁ ଅନଧ ଭକ୍ତ ର ଶିକ୍ଷା ମୁସଲମାନ କେଉଠୁ ଜନ୍ମ ହେଲେ ବିଆରୁ❤❤❤❤
ବୁଝି ପାରିଲି ନାହିଁ
@@raaz6283 bible ପଢ ସତ୍ୟ ଜାଣିବା ପାଇଁ ଚେଷ୍ଟା କରନ୍ତୁ
Butla tike adhika pakeideicha bhi
@@sukultudu137 tame କ୍ରିଷ୍ଟଇଆନ କି?
@@raaz6283 yes
Aap ki choronome koti koti pranam 🙏🙏🙏🙏
Jay jagarnath ❤❤❤
Thank you speech moro bhout khusi
Bahut badhiya lagila rasta pati murmu bani
🙏🎉ମା ଜୟ ଜଗନ୍ନାଥ
Madam, THE GREAT, THE GREAT, THE GREAT. 🙏🙏🙏.
Aadi napay
❤❤❤❤❤🙏🙏🙏🙏🙏🙏🙏🙏 ବହୁତ ସୁନ୍ଦର ସନ୍ଦେଶ
She is an inspiration for people of Odisha as well as India in teaching many lessons of life.
ମହାମହିମ ଭାରତର ରାଷ୍ଟ୍ରପତି ମୋହଦାୟା ଏହି ଛୋଟିଆ କଳାକାରର, କୋଟିକୋଟି ପ୍ରଣାମ, ଏହି ଭାରତ ବର୍ଷର ଦୁଃକଖୀ କଳାକାରଙ୍କର ଅଭାବ ଓ ଅନାଟନରେ ଜୀବନ ବିତାଉ ଥିବା ଦୁଃଖ ଦୂର କରିବାପାଇଁ ବିନମ୍ର ନିବେଦନ!ଏବଂ ଆପଣଂକୁ ପ୍ରଭୁ ଜଗନ୍ନାଥ ମଙ୍ଗଳ କରନ୍ତୁ "ମୁ ଆପଣଙ୍କ ର ଭାଷଣ ଶୁଣି ବା,,ପରେ ତାହାମୁଁଭାଷାରେ ବର୍ଣ୍ଣନା କରିପାରୁନି ଅନେକ ଧନ୍ୟବାଦ!ଜୟ ଜଗନ୍ନାଥ!
Draupadi Maa Kotipranam🙏
I am really greatful to you...
The speech is so connecting so captivating indeed 👌❤️👌
Very nice spiritual sppech from our president 🙏🙏🙏
Valuable 🙏
ଆପଣ ମହାନ୍
ଚିର ବନ୍ଦିତା
ଚିର ଆଦର୍ଶ,🙏🙏🙏
Top advise
ମାଆ 🙏🙏
Jaijagannath🙏🙏🙏
ଆପଣ ଙ୍କୁ ଅନେକ ଅନେକ ଶୁଭେଚ୍ଛା, ବହୁତ କଷ୍ଟ କରି ଆପଣ ଆଜି ଏହି ସ୍ଥାନରେ ପହଞ୍ଚିଛନ୍ତି ଆପଣ ଙ୍କୁ ନେଇ ଆମେ ଗର୍ବିତ କିନ୍ତୁ ଦୁଃଖର ବିଷୟ ଆପଣ ଜଣେ ମହିଳା ଆଜି ମଣିପୁର ର ଯାହା ଅବସ୍ଥା!! ସେ ସ୍ଥାନ କୁ ଆପଣ ଯାଇଥିଲେ ମୁଁ ଭାବୁଛି ଅଧିକ ଆବଶ୍ୟକ ଥିଲା ଥିରେ ଭାବି ଦେଖନ୍ତୁ ତ??? ଦେଶର ଯାହା ଅବସ୍ଥା ତାହା ଚିନ୍ତା ର ବିଷୟ।