ଭିତରେ ପାଣ୍ଡିଆନଙ୍କ ଖେଳ ଉପରେ ନବୀନଙ୍କ ଦସ୍ତଖତ ! | Odisha Reporter

แชร์
ฝัง
  • เผยแพร่เมื่อ 6 ต.ค. 2024
  • ପରାଜୟ ପରେ ବିଜେଡିର ନବକଳେବର କରିଛନ୍ତି ନବୀନ ପଟ୍ଟନାୟକ। ଦଳର ପୁରୁଖା ଏବଂ ଅଭିଜ୍ଞ ନେତାଙ୍କୁ କରାଯାଇଛି ମୁଖପାତ୍ର । ନୂଆ ଲିଷ୍ଟରେ ସ୍ପଷ୍ଟ ଝଲକୁଛି ସନ୍ନ୍ୟାସ ନେଇଥିବା ବିଜେଡି ନେତା ପାଣ୍ଡିଆନଙ୍କ ଛାପ ! ପ୍ରତାପ ଜେନାଙ୍କୁ ଛାଡିଦେଲେ ଅନ୍ୟ 3 ମିଡିଆ କୋର୍ଡିନେଟର ପୁରୁଣା ଟିମର। ଦଳ ମାନସ ମଙ୍ଗରାଜଙ୍କୁ ଆଉଟ କରିଛି କିନ୍ତୁ ତାଙ୍କ ଟିମକୁ କୋଳେଇ ନେଇଛି । ନୂଆକରି ସୁକାନ୍ତ ପଣ୍ଡା ହୋଇଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋଙ୍କ ପିଆରଓ।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    TH-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #VKPandian #bjd #NaveenPatnaik #media #odisha #news #odishareporter

ความคิดเห็น • 55