@@priyabehera5885nabina kichi bujhunathila 24 barsa hela . Sabu officer bujhuthile ... Nabina gote madua . Tara kama ac re rahi mada pee , cigarette tani only life ku enjoy kare . Odia lokanku gruna kare . Odisha bisayare taku kichi b jana nahin . Nabina gote kulangara . Naba das , Itishree bebina kunduli pipili pari mamita mehera pihu ... Kete crime... Kehi nyaya paeleni .... Jhia nku rape kari maruthile ... Ye hauchi nabin sarakar. Jagannath parikrama gote scam 4200 koti kharcha , light vada re asithila ... 5 t gote scam ...... Bjd crime ra itihasa kahile saribani .... Nabina gote param ..
Madam ଏବେ କହୁଛନ୍ତି ଇଲେକ୍ସନ ପୂର୍ବରୁ କୁଆଡେ଼ ଯାଇଥିଲେ ନା pandian କୁ ଭୟ କରୁଥିଲେ
Tu thile tu b darithantu.
Naveen pandian ku daruchhi a Kia.😂😂
Right
ଗଲା କଥା ଗଲା. . . .
Pandu କୁ ଥରେ ଯୋଗାଯୋଗ କର.😂
ପାଣ୍ଡୁ ୟାର ଗାଣ୍ଡିରେ ବି ନିଆ ଲଗେଇ ଦେଇଥାନ୍ତା 🔥🔥🔥🔥🔥🔥🔥
ସତ କଥା. 💯
Bjd ରହିବନି ଦେଖ ସବୁ bjp ରେ ଲୀନ ହେଇଯିବ
Kichhi janinu jadi politics re kichhi msg nakele bhala...
Jama nuhna puni aasiba
BJD will raise again.🎉
Right.
Right BJP re sabu misibe
Madam ସେଥିପାଇଁ padian କଥାରେ ଆପଣ ପ୍ରାଥମିକ ଶିକ୍ଷକ ବିରୁଦ୍ଧରେ ବହୁତ କହୁଥିଲେ. ଠିକା ନିଯୁକି ପାଇଁ, ଶିକ୍ଷକଙ୍କ ଲୁହ ପଡିଲା ସେଥିପାଇଁ ସରକାର ହାରିଲା
Right
Ebe monalisha emti semti kahuichi paagili
ପ୍ରାଥମିକ ଶିକ୍ଷକଙ୍କୁ ଅପମାନ ଓ ନ୍ୟାର୍ଯ୍ୟ ସମ୍ମାନ ନ ଦେବାରୁ ପରିଣାମ ଜଗନ୍ନାଥ ମହାପ୍ରଭୁ ଦେଇଛନ୍ତି,ଆପଣ ଯେଉଁ ଅପମାନ ଶିକ୍ଷକ ମାନଙ୍କୁ ଦେଇଛନ୍ତି ତାହା ଅକ୍ଷମଣୀୟ ଅପରାଧ
Right
Right
Right.
ଦୁଇଲକ୍ଷ ପ୍ରାଥମିକ ଶିକ୍ଷକଙ୍କ ଆଖିଲୁହରେ ଏ ସରକାର ଭାସିଗଲା ।
ରାଇଟ୍
ଆପଣ ଶିକ୍ଷକ ମାନଙ୍କୁ କଣ କହି ଅପମାନ କରିଥିଲେ।
Belajya
ମାଡାମ୍ ନିର୍ବାଚନପୁର୍ବରୁ କୁଆଡେ଼ ଯାଇଥିେଲ ପାଣ୍ଡୁ ଡରିଲେକି ଏବେ ଭାଷଣ ମାରୁଛ
Good logic.
ଏତେ ଗପ ନିର୍ବାଚନ ପୂର୍ବରୁ କାହିଁକି କହିନଥିଲ.
ଭୟ ଥିଲା
ଦେବାଶିଷ ବାବୁ ଧନ୍ୟବାଦ
Right bro hasa laguchi Katha sunila belaku
Ye. Madam bahut bjd ku tekanti
@@Adventuresusil ଭୟ ଅପେକ୍ଷା ସ୍ୱାର୍ଥ ବେଶୀ ଥିଲା. ଏବେ ସ୍ୱାର୍ଥ ହାସଲ ନ ହେଇ ପାରିବା ରୁ ମୁହଁ ଖୋଲୁଛି.
ନବୀନ ପଟ୍ଟନାୟକ କୁ ଟିସୁନ କର ଭଲହେବ
ବିଜେଡିର ଖସିଗଲା ପାଦ ତଳକୁ ତଳକୁ ..ବିଜେଡି ଶୂନ୍
ହେଇଗଲା...ଆଉ ଉଠି ପାରିବ ନାହିଁ ..ନିଶ୍ଚିହ୍ନ ହେଇଯିବ
ଓଡିଶାରୁ...
ଏବେ ଏଇ ଭାଷଣ ରେ କଣ ମିଳିବ,ଆଗରୁ ଯଦି ଜଣିଥିଲ ତାହେଲେ ପାଣ୍ଡିଆ ସମ୍ମୁଖରେ କାହିଁକି ତର୍ଜମା କରିନଥିଲ,ବିଜେଡି ସରକାର ର 25ବର୍ଷ ମଧ୍ୟରେ ଯେତିକି ହରିଲୁଟ ହେଇଚି ପାଣ୍ଡିଆଆନ୍ କୁ ଲୋକ ସମ୍ମୁଖରେ ରଖି ହିସାବ ଦିଅ
Good guidelines to teach the daughter.
ବହୁତ ଡେରି ହେଇଗଲା, ସବୁ ସରିଗଲା ପରେ ଏବେ ପ୍ରତିକ୍ରିୟା ପ୍ରକାଶ କଲେ କ'ଣ ହେବ ?
ଗୋଟିଏ ତାମିଲ ପୁରା ବିଜେଡିକୁ ଭକୁଆ ବନେଇ ଦେଲା ।
ବହୁତ୍ ପ୍ରଶଂସା ହୋଇ ଗଲା
ଏବେ ଭଉଣୀ ଙ୍କ ଜ୍ଞାନ ଆସିଲା
Right
Nabin is him self fool tobeguided only by a single IAS officers neglecting other IAS and other MLA.
A madam ebe pandian jaga ta nebe.
ମୋଟା ମୋଟି କହିବାକୁ ଗଲେ,ପାଣ୍ଡିଆନ ପାଇଁ ହିଁ ବିଜେଡିର ଏପରି ପରାଜୟ ହେଲା ।
Badhia heichhi
BJD ରେ ବର୍ଷେ ହେବ ଯୋଗଦେଇ ପ୍ରାଥମିକ ଶିକ୍ଷାର ପରିଚାଳନା ବ୍ଯବସ୍ଥାର ତଥ୍ଯ ନବୁଝି ଶିକ୍ଷକମାନଙ୍କୁ ' ଏମାନେ' କହି ଓ ଦୂରଦର୍ଶନରେ ଅପମାନିତ କରିବାର ଫଳ ଏବଂ ଗୁରୁ ଦ୍ରୋହ ଅପରାଧର ଫଳ BJD ଭୋଗିଲ। ଆପଣ ମଧ୍ଯ ଭୋଗିବେ।
A Loko nijaku adika gyani boli bhabi teacher mananka birodhare debate karuthila.
ପାଣ୍ଡୁ କୁ ବହୁତ ଉପଦେଶ ଦଉଛି କାଇଁ ଆଗରୁ ଦେଲୁନି ସବୁ ଡରି ମରି କି ଥିଲ ଏବେ ଜ୍ଞାନ ଖାଲି ପେଲୁଛ
Good.
ଶିକ୍ଷକଙ୍କୁ ଗାଳି କଲୁ ବୋଲି ତୋ ପାଇଁ BJD ର କିଛି ଭୋଟ କମିଲା । Nonsense
Right
Tame dai teacher nku tame gali karuthila bilkul kichi na jani
ଚୋରଣୀ ଛେଳି ମୁହିଁ
ସବୁ ଭୁଲ ନବୀନ ଙ୍କ ର। ନବୀନ ମଦ, drugs ଖାଇ ସୋଇ ରହି, ପାଣ୍ଡିଆନ ଙ୍କୁ ସବୁ ସମର୍ପଣ କରିଦେଲେ।
Gote mada piba loka 24bars kamiti gote rajya chaleile khiba ki
@@priyabehera5885nabina kichi bujhunathila 24 barsa hela . Sabu officer bujhuthile ... Nabina gote madua . Tara kama ac re rahi mada pee , cigarette tani only life ku enjoy kare . Odia lokanku gruna kare . Odisha bisayare taku kichi b jana nahin . Nabina gote kulangara . Naba das , Itishree bebina kunduli pipili pari mamita mehera pihu ... Kete crime... Kehi nyaya paeleni .... Jhia nku rape kari maruthile ... Ye hauchi nabin sarakar. Jagannath parikrama gote scam 4200 koti kharcha , light vada re asithila ... 5 t gote scam ...... Bjd crime ra itihasa kahile saribani .... Nabina gote param ..
Dekhithile ki madam
Right kahila tysm mu jabab Debi mada piba loka ta 24 years re lututhila au mada pi sabu sign pandiyan ku deidauthila
Apana Katha re mu agree achi jai shree ram.jai jagannath 🙏 Jai new CM MOHAN CHARAN MAJHI
ବିଜେପୀ କାହିଁକି ଆସି ନ ଥାନ୍ତାତା କାରଣ ଜଣେଇବେ
ଗନ୍ତାୟତ ମାଡାମ ତମେ ଯୋଉଁ ଦଳ ରେ ରହିବ ସେ ଦଳ ହାରିବ...
ମାଡାମ ଠିକ କହିଲେ ଯେଉଁ ସରକାର ଆସୁନା କାହିଁକି ଆମ ରାଜ୍ୟର ଉର୍ନତି ହବା ଦରକାର,,, ବିଜେଡି ହାରିବା କଥା ଯାହା କହିଲେ ୧୦୦% ଠିକ,,,,, ଜୟ ଜଗନ୍ନାଥ,,,
ତୋ ପାଇଁ ବି 2% vote minus ହେଇଛି, କଣ କହୁଥିଲୁ କି ଶିକ୍ଷକ ମାନଙ୍କ ବିଷୟରେ, ପୁଣି ବିଜେଡି ତରଫରୁ
Exactly. A sei loka jie junior teacher regular birodhare debate karuthila.
ଓଡ଼ିଶାର ପ୍ରାଥମିକ ବିଦ୍ୟାଳୟ ଅବସ୍ଥା ନଜାଣି ଶିକ୍ଷକ ମାନଙ୍କୁ ଅସମ୍ମାନ କରିଥିବା ଅଭିଯୋଗରେ ମୁହଁ ଲୁଚେଇ ରହିଥିବା ମିଡ଼ିଆ ପ୍ୟାନେଲିଷ୍ଟ, ତୁମେ ନା😢😮😅😂😊
Master mane school re Kan Karu chha nti taku tadanta kara jau .....Sabu bele prati school ku jaii dekha ntu ......
@@archanabarik2330Kie Mona kola
@@archanabarik2330😅😅😅
@@archanabarik2330 ପ୍ରାଥମିକ ସ୍କୁଲ ରେ ନା ଶିକ୍ଷକ ନା Building, ନା, ଶୌଚାଳୟ, ନା ଆନୁସାଙ୍ଗିକ ସୁବିଧା ଅଛି. ତାଙ୍କୁ Peon ଠୁ କମ ଦରମା ରେ ମାନସିକ ନିର୍ଯାତନା ଦିଆ ଯାଉଥିଲା ହାରାମି ପାଣ୍ଡା..
Hon re se heuchhi ae
ବିଜେଡି ହାରିଲା ବହୁତ ବଢିଆ ହେଲା। ଯଦି ଜିତିଥାନ୍ତା ପାଣ୍ଡୁ ଇନ୍ଦ୍ର ଚନ୍ଦ୍ର ମାନି ନ ଥାନ୍ତା। ଏହି ଜଳରେ ଏଥର ଭଲଭାବରେ ଟଙ୍କା ବଣ୍ଟା ହୋଇ ନାହିଁ। ପାଣ୍ଡୁ ଓ ନାରୀ ଶକ୍ତି ଜିତାଇ ଦେବେ ଭାବି ଯାହା ପାଖରେ ଟଙ୍କା ରହିଲା ସେଠାରେ ହିଁ ରହିଗଲା ।
ବିଜେଡି ରେ ଭାଇ ଚାରା ଅଛି। କଣ କହୁଛୁ ନିଜେ ବୁଝି ପାରୁଛୁ ତ। ପଇସା ମିଳୁଥିଲା ବୋଲି ଏକତା ଥିଲା। ତତେ ବୋଧେ କିଛି ମିଳିଲାନି ସେଥି ପାଇଁ ତୁ ଏମିତି କହୁଛୁ। ଖଣି ଖାଦାନ ଲୁଟ୍ କରି ପାଣ୍ଡୁ ତ ନେଇଛି ସବୁ
Raha ebe modi naba ,odia loka bhakua aneiba
ବିଜେଡି ମଧ୍ୟରେ ଭାଇଚାରା ର ଆତ୍ମୀୟତା ଅଛି ବିଜେପି ମଧ୍ୟରେ ତାହା ନାହିଁ । ଏହା ସମ୍ପୂର୍ଣ୍ଣ ଭୁଲ ଓଲଟା କହୁଛନ୍ତି ମାମ୍ ।ବିଜେପି ରେ ଥିବା ବହୁ ଲୋକ RSS ରୁ ଆସିଛନ୍ତି ।ଯେଉଁ ଠାରେ ଭିଇଚାରାର ମଞ୍ଜି ଅଛି। କି ରାଜନୀତି ପାଠ ପଢିଛନ୍ତି ଆପଣ , ସାରା ପାଠ ପାଣିରେ ପଡି ନଷ୍ଟ ହୋଇଗଲା ।
ପାଠ ନା - ପଢ଼ିଚି
ଭୂଲକୋଉଠି ରହିଲା। ପରିବର୍ତନ ଜନତା ଚାହିଲେ ,ଏବଂ କଲେ
Nabin trying education.health.farm.factory to developed but never in zero stage.
ମୋନାଲିସା ମାଡାମ ନିଶ୍ଚୟ ବହୁତ ଗ୍ଯାନୀ 👍🏻 କିନ୍ତୁ ଆପଣଙ୍କ ପଦକ୍ଷେପ ଡେରି ହେଲା
100%right,asabu election purbaru utaithante
ଏ ସେହି ବାୟାଣୀ ଯିଏ ଗୁରୁଙ୍କୁ ହତାଦର କରୁଥିଲା 😅😅😅
ପାଣ୍ଡିଆନ କାହିଁକି ନିର୍ବାଚନ ପରିଚାଳନା କରୁଥିଲେ ତମ ଜନପ୍ରିୟ ନେତା କେଉଁଠାରେ ଶୋଇଥିଲେ ? ଆଉ ସେ ନିଜେ କିପରି ଏକ ଅନାମଧେୟ ଠାରୁ ଏତେ ଦୟନୀୟ ଭାବେ ହାରିଲେ ? ଆମ ହିଞ୍ଜିଳି ରେ ହାରୁହାରୁ ବଞ୍ଚିଗଲେ ?
ଉତ୍ତର ଧିକାରୀ ପାଇଁ କୋଶିଶ କରୁଥିଲେ ତୁମେମାନେ ତାଙ୍କୁ ସାହାଯ୍ୟ କରୁଥିଲ କାହାର ଭୁଲ ନାହିଁ
ମାଡମ ଧନ୍ୟବାଦ ଆପଣଙ୍କୁ, ପାଣ୍ଡିଆନ କୁ ଚିହ୍ନି ପାରିଲେନି।ସେ ବିଜେପି ସହିତ ଭିତରେ ବୁଝାସୁଝା କରିଥିଲେ,କାରଣ ପଲଟିକସରେ ବିଶ୍ଵାସ ଶବ୍ଦର ସ୍ଥାନ ନଥାଏ।
ହୋଇପାରେ।
Bhagaban ku Jana rajaniti re kan sabu chalichi very denger.
😅😅😅😅😅😅😅😅
Aama panchayat re BJD ra gunda pratyeka gaan re achhanti
Right padian bjp pakharu koti koti tanka neichi bjp padian ki kebe b jail pureibani e moro challenge
ନବୀନ ପଟ୍ଟନାୟକ ଙ୍କୁ ବିଜୁ ବାବୁ ଙ୍କ ମଧ୍ୟରେ ଆକାଶ ପାତାଳ ଫରକ ।।
ଆପଣଙ୍କ ଭଳି ଜଣେ ଓକିଲ କିପରି ବିଜେଡିରେ ଯୋଗ ଦେବା ପୂର୍ବରୁ ପାଣ୍ଡିଆନଙ୍କୁ ବୁଝି ପାରିଲେ ନାହିଁ, ଏବେ ବୁଝି ପାରୁଛନ୍ତି ଯେ କିପରି ୨୪ ବର୍ଷ ହେବ ଶାସନ କରୁଥିଲେ।
ଯାହା କରିଛନ୍ତି ଶ୍ରୀଜଗନ୍ନାଥ ହିଁ କରିଛନ୍ତି।
ଏବେ ଏହାର ମନେ ପଡ଼ିଲା
ଆଗରୁ ପାଣ୍ଡୁ କୁ ଟେକୁ ଥିଲ ଏବେ କଣ ହେଲା । ପାଣ୍ଡୁ ଓଡିଶା କୁ ବର୍ବାଡ କଲ ବେଳେ ତାଳି ମାରୁଥିଲି
Bjp asa
ତୁମକୁ କିଏ ଚିହ୍ନି ନାହିଁ , ଅଗଠୁଁ କହିବା କଥା, ବିଜୁ ଜନତା ଦଳର ହାରିବା ପାଇଁ ଦଳର ପ୍ରାର୍ଥୀ ଙ୍କ କୁକର୍ମ ହିଁ ଦାୟୀ
ଶିକ୍ଷକ ଶିକ୍ଷୟିତ୍ରୀ ଅଭିଶାପ ପଡ଼ିଛି।
Correct
🎉🎉🎉
ପାଂଡିୟାନ ଗୁଡ୍ ବୟ। ନବୀନ ପଟ୍ଟନାୟକ ସାଆନ୍ତ ଗିରି କରୁଥିଲା। ରଖ ହୋ ତୁମର ବିଜୁ ଆଦର୍ଶ। ପ୍ରପଂଚ ପ୍ରତାରକ ଛଳନା ରେ ଭରପୂର ବିଜେଡି। କୋଢିଆ, ମଦ୍ଯପ, ଜରାଗ୍ରସ୍ଥ ନବୀନ ଜମିଦାରୀ ଗେହି ଚୋଦଉ ଥିଲା। ଜଗନ୍ନାଥଙ୍କୁ ଭିକ ମଗେଇ ଭିକ ମାଗିଲା ମୁରଦାର ନବୀନ। ସବୁ ନାଟର ଗୋବର୍ଦ୍ଧନ ହଡା ନବୀନ। ପାଂଡିୟାନ କୁ ନବୀନ ଫିଟିଂଗ କରିଥିଲା। ତା ମନକୁ ପାଂଡିୟାନ ଯାଉଥିଲା ସଭା ସମିତି କୁ।
Mr.Pandian is the ambassador of BJ..., you can understand..so Pandian Sir, did a very good job for Modi ji..i love Modi ji and BJP..
ଏଟା ଗୋଟେ ଔକାତଲେସ ଲେଡି ତୁ କଣ କହୁଥିଲୁ ଶିକ୍ଷକ ବିରୋଧରେ ଏବେ ତୋର ଫାଟିଲା😂😂😂😂😂😂
ଏବେ ଭାଷଣ ଦଉଚୁ ଆଗରୁ କଉଠିଥିଲୁ
ପାଣ୍ଡୁର ପେଳ ଚାଟୁଥିଲୁ ସେତେବେଳେ
Vk pandian sir ଏବେ ବା କହୁଛନ୍ତି ତୁ ପାଣ୍ଡିଆନ ବି କହିପରିଥାନ୍ତେ । ହା ହା ହା
Right
ବହୁତ ବହୁତ ଧନ୍ୟବାଦ୍ ମାଡମ୍
ଏହି କଥାଟି ଆଗରୁ କହିଥିଲେ ଭଲ ହୋଇଥାନ୍ତା ମ୍ୟାଡାମ୍
ମନ୍ୟବର ନବୀନ ପଟ୍ଟନାୟକଙ୍କ ପା ନ୍ ଡି ଆ ନ ଙ୍କ ସହିତ କିଛି ଗୁପ୍ତ ସମ୍ପର୍କ କିମ୍ବା ବଡ଼ ଦୁର୍ନୀତି ରେ ସାମିଲ ଥିବାର ଅନୁମାନ।ସେଥିଲାଗି ତାଙ୍କ ପରାମର୍ଶ କ୍ରମେ ଶିକ୍ଷକ ବ୍ରାହ୍ମଣ ନାରୀ ଓଡ଼ିଆ ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ଅଣଦେଖା କରି ଥିଲେ,ଏପରିକି ଦଳର ବରିଷ୍ଠ ଲୋକ ପାଲ ବାନ୍ଧି ଥିଲେ,ତଳେ ବସି ତାମିଲ୍ ବାବୁ ଙ୍କ କଥା ଶୁଣି ତାଳି ଦେଲେ।ଓଡ଼ିଆ ମାନଙ୍କ ସ୍ୱାଭିମାନ ରକ୍ଷା କରିବା ରେ ବିଫଳ ହୋଇଥିଲେ।ତେଣୁ ତାଙ୍କୁ ବିରୋଧୀ ଦଳରେ ପଛ କୁ ଦେବାକୁ ଓଡ଼ିଶା ବାସୀ ନିଷ୍ପତି ନେଲେ,ଏମିତିକି କିଛି ଦୁର୍ନୀତି ନେତା ମାନେ ଠିକଣା ଜବାବ୍ ପାଇଲେ।ଜୟ ଜଗନ୍ନାଥ...
ସାଧାରଣ ଲୋକ,ଓଡ଼ିଆ ଲୋକ,ଓଡ଼ିଶାକୁ ଭଲ ପାଉଥିବା ଗୋଟିଏ ଅତି କ୍ଷୁଦ୍ର ଜୀବ .....
ତୋର କଣ ଟା ଛିଣ୍ଡି ଗଲା ବିଜେଡି ଆଉ କେତେ ବର୍ଷ ଶାସନ କରିଥାନ୍ତା ତୁ କଣ ଜାଣିନୁ ବିଜେପି ର ବିଜୟ ସୂତ୍ର ଧର ପାଣ୍ଡୁ ଭଲ ହେଲା ନା
Bhai ekdam correct padiyan ku Paisa milichi bjp ru
Au ate garba karani re 6 masa ra athithi
6 masa bhitare mantri mandala bhusudi jiba vhbisya bani eay dekha agaku Kan Sabu houchi
ଏଇଟା ମଝି ଗୋଡ଼ କୁ ଆଶା କରିଛି।
@@hsmarketing4006😂😂
ପାଣ୍ଡିଆନ ଯେତିକି ଦାୟୀ ତମେ ବି ସେତିକ ଦାୟୀ
Excellent fact & presentation
Thanks
ଏବେ କାଇଁ ଗଦ ଗଦ ହେଲେ କଣ ହେବ ହାରିଲା ପରେ ସମସ୍ତେ କହୁଛନ୍ତି , ନେତା ମାନେ ଏବେ ବି ପାଟି ଖୋଲୁ ନାହାନ୍ତି v k pandian ଙ୍କୁ ଏବେ ବି ଡରୁଛନ୍ତି ତା ବିଷୟରେ ମୁଁହ ଖୋଲ
ବିଜୁ ଜନତା ଦଳର ନିର୍ବାଚିତ ପ୍ରତିନିଧି ମାନେ ନିଜର ସ୍ୱାର୍ଥପର ମନୋଭାବ ପାଇଁ ଏବଂ ଅପରାଧିକ କର୍ମପାଇଁ ବିଜେଡି ହାରିଛି l
ଯାହା ହେଇଛି ଭଲ ହିଁ ହୋଇଛି l
ଓଡ଼ିଶାର ଜନ ସାଧାରଣ ବିଜେଡି ନେତା ମାନଙ୍କ ଶାସନରେ ଅଣ ନିଶ୍ୱାସୀ ହୋଇ ଯାଇଥିଲେ l
ତୁମେ ସେତେବେଳେ କାହା ସହିତ ଶୋଇଥିଲ ମୋନାଲିସା ଗନ୍ତାୟତ ଦିଦି 😢 କାନ୍ଦିଲେ କି ହେବ ମୋନାଲିସା ଦିଦି ପାଣ୍ଡୁ କି ସହ ଜେ ଛାଡ଼ିବା😢 ଭାଙ୍ଗିଗଲା ତୁମ ବିଜେଡ଼ିର ମୋହ କାନ୍ଦି କାନ୍ଦି ଏବେ ମାରିବ😢 ହା ହା ହା
ତୁ ଆଗ କହ କଣ ଭଲ କାମ ନବିନ ସରକାର କରିଛି ପରିଶ ବର୍ଷ କିଛି କମ ନୁହଁ ଗୋଟିଏ ଛୁଞ୍ଚି ତିଆରି ମେସିନ କେଉଁଠିଅଣ୍ଟାପଇଁଚି ତିଆରି କରିଛିକି ଗୋଟିଏ ଶିତଳଭଣ୍ଡାର କରିଛିକି ସବୁ ସ୍କୁଲ ସବୁ ଡାକ୍ତରଖାନାରେ ସବୁ ଅଫିସରେ ସଂମ୍ପୁର୍ଣ୍ଣ କର୍ମଚାରୀ ପୋଟିଂ କରିଛନ୍ତିକା ସ୍କୁଲରେ ପାଞ୍ଚଗୋଟି କ୍ଲାସରେ ଗୋଟିଏ ମାଷ୍ଟର ଡାକ୍ତରଖାନାରେ ଡାକ୍ତର ନାହିଁ ପୁରା କର୍ମଚାରୀ ନାହିଁନ୍ତି ଅଧାଅଫିସରେ ଲକ୍ଷଲକ୍ଷ୍ୟ କର୍ମଚାରୀ ଅଫିସରେନାହିଁ ଅଧା କର୍ମଚାରୀରେ ମାତ୍ର ପରିଶ ବର୍ଷହଜାର ହଜାର କର୍ମଚାରୀକୁ ବନ୍ଦକରିପୋଟିଂ କରୁନି ଦୁର୍ନିତି ବିଶ୍ୱାସଘାତକ ବାଜେ ସରକାର ଓଡିଆ କହିବାକୁ ନବିନ ବହୁ କଷ୍ଟରେ ଛିଛିଛି
Very good massage madam, your point about VK Pandian is also right.
ଏବେ ବି ପାଣ୍ଡିଆନ କୁ sir କହୁଛନ୍ତି madam .. ମାନେ ଆପଣ ଏବେ ବି ଡରୁଛନ୍ତି ତାକୁ... ସିଏ ଆଉ job re ନାହାନ୍ତି sir କଣ ପାଇଁ madam 😅 କି ଡର ଏବେବି
ସବୁ ତ ଠିକ୍ କିନ୍ତୁ ଆଗରୁ କଣ ପାଇଁ ଆପଣ ଚୁପ୍ ରହୁଥିଲେ କାଇଁ ସେତେବେଳ ମୁହଁ ଖୋଲିକି Pandiyan କୁ କହିଲନି . ମୁହଁ ରେ ସେତେବେଳ କଣ ପାଇଁ ବା******* ପୁରେଇକି ଚୁପ୍ ଥିଲ. ସେତେବେଳ ଡର ଲାଗୁଥିଲା, ସାହସ ନଥିଲା , ଏବେ ସବୁ ତମର ରଙ୍ଗ ବାହାରୁଚି .
Vry gd madam
ଆଲୋ ନାନୀ ତୋ ମୁହଁ ତ ଥୋବରା ହେଇଗଲଣି କଣ ଏମିତି ଭାଣ୍ଡ ଓଡ଼ିଆ କହି ଏ ଓଡ଼ିଆ ଭାଷା କୁ ଜାତି କୁ ଆଉ ଅପମାନ କରୁଚୁ।। ଏଡ଼େ ଅଲାଜୁକ ଏ ଲୋକ ଟା ନା ।। ଛି ଛି ଛି ।। ୟାର ଦ୍ରୌପଦୀ ମୁର୍ମୁ କେଉଁ ଆଡୁ ବଇନି।। ଶଳା କୁ ଭଉଣୀ କହି ଆସୁନି । ରାଷ୍ଟ୍ରପତି କୁ ପ୍ରଧାନମନ୍ତ୍ରୀ କହୁଚି। ଭାଷଣ ଦେଲା ବେଳେ ବାଧେ ନାଲିଆ ପାଣି ପକେଇ ଆସୁଚି
ଛି ଛି ଏଡ଼େ ବେହିଆ ଆଉ ଅଭଦ୍ର ଟେ
କି ବାଳ ଓଡ଼ିଆ ଭାଷା ସମ୍ମିଳନୀ କରି ଥିଲୁ କେଜାଣି ଦାଦନ ପଇସା ନଷ୍ଟ କରି ।। ବେଶରମ୍ ନିର୍ଲଜଙ୍କ ଦଳ
Madam ଆଗରୁ ବିଜେଡ଼ି ସରକାର ଥିଲାବେଳେ କାଖେଇ ଧରିଥିଲେ ଏବେ ମାଡାମ କହୁଛନ୍ତି ଖରାପ ଏ ମାଡମ ଙ୍କୁ ଚିହ୍ନି ଥାଆନ୍ତୁ ଓଡ଼ିଶା ର ଜନସାଧାରଣ ଜୟ ଜଗନ୍ନାଥ
ବହୁତ ଭଲ ସମୀକ୍ଷା କରୁଛନ୍ତି ଏ ଭଉଣୀ
ତାଙ୍କୁ କୋଟି କୋଟି ଧନ୍ୟବାଦ
ତୁ ଗୋଟେ କିଏ ଏତେ ବଡ ବଡ ଭାଷଣ ମାରୁଚୁ ତୋ ବାପା ଆଉ ପୁଅ ଝିଅ କୁ ପାଠ ପଢ଼ା ଭଲ ହେବ ❤
ଦୁର୍ଯ୍ୟୋଧନ ର ଅହମିକା ଓ ଉଚ୍ଚାକାଂକ୍ଷା ପାଇଁ ଧୃତରାଷ୍ଟ୍ର ଦାୟୀ ନୁଁହନ୍ତି କି?
Ohh ଏବେ ହାରିଗଲ ବୋଲି ସବୁ ଦୋଷ pandian କୁ, ସେତେବେଳ ସବୁ ଠିକ୍ ଥିଲା, ମୁଖ୍ୟ କଥା ହେଲା ତୁମେ bjd ଲୋକ ହାରିବା ଟାକୁ ଏତେ ସହଜ ରେ ଗ୍ରହଣ କରି ପାରୁନ ଯାହା ପାଇଁ evm machine hack,pandian ଦୋଷ, ସବୁ ଲଦି ଦଉଛ😂😂🎉
ଏବେ ସ୍କୁଲରେ ପିଲାଙ୍କୁ ପଚରା ଗଲା ମୁଖ୍ୟମନ୍ତ୍ରୀ କିଏ ପିଲେ କହିଲେ ନବୀନ ପଟନାୟକ 🙏ଜୟଜଗନ୍ନାଥ
ପରିବର୍ତ୍ତନ ସରକାର ଟିକେ ଆଗରୁ ଦରକାର ଥିଲା ଆମ ଓଡିଶା ବାସି ଟିକେ ବିଳମ୍ବରେ ଦେଲେ ଯୋଉ ଦଳ ସରକାର କରୁ ଆମକୁ ରାଜ୍ୟର ସୋବୁକ୍ଷେତ୍ରରେ ଉନ୍ନତି ଦରକାର 🙏
ପାଣ୍ଡୁ ବିଜେଡି ର ଅଜାଗା ଘା କୁ ବାଡ଼େଇଛି ବଲି ବିଜେଡି ର ସବୁ ନେତା ବାଉଳିଚାଉଳି ହେଉଛନ୍ତି
Excellent ତାମିଲ ପାଣ୍ଡୁ ରାଜ୍ୟରେ ଏହା ହେଲା ଓଡ଼ିଶା ପ୍ରସିଦ୍ଧ ଯାତ୍ରା । ଜୟ ଜୟ ହୋ ତାମିଲ ପାଣ୍ଡୁ ତମର ଅଗାଢ ଭକ୍ତି ବିଶ୍ୱାସ ଯୋଗୁଁ ଆଜି ଓଡ଼ିଆ ଆନ୍ତର୍ଜାତୀୟ ସ୍ତରରେ ମାନ ସମ୍ମାନ ପାଇଛି।
ଆମେ ଓଡ଼ିଆ ବାସୀ ପଛେ ଦାଦନ ଶ୍ରମିକ ଖଟିବାକୁ ଯିବୁ କିନ୍ତୁ ତମକୁ ଏ ଓଡ଼ିଶା ମାଟିରୁ ଜମା ବି ତଡି ବୁ ନି । ଏଟିଆ ଓଡ଼ିଆ ଦାଦନ ପୁଅ ମାନଙ୍କର ପ୍ରତିଜ୍ଞା
ତମେ ହିଁ ତାମିଲ ପାଣ୍ଡୁ ଏ ଓଡ଼ିଶା ର ଏକ ମାତ୍ର ଜଗନ୍ନାଥ।।
ଭଉଣୀ,,,, ବହୁତ,, ଅଛି
ବିଜେଡିର, ଧର୍ମ, ମଦ ନାରୀ ସଯୁକ୍ତାମହଲ କୁନ୍ଦୁଲି ମମିତାମେହର ବେବିନା ରୁଚିକା ପରୀ ଇତିଶ୍ରୀ ଅରଚନାନାଗ
Heu ..25 years BJP ku diantu and ta pare count karantu
କିଛି ଭୁଲ୍ ନାହିଁ ପାଣ୍ଡିଆନ୍ ର ।ସବୁ ଭୁଲ୍ ଭ୍ରଷ୍ଟ ନେତାମାନଙ୍କର । ହାରିଥିବା ନେତାମାନେ ଭଲ ନେତା ହୋଇପାରନ୍ତି କିନ୍ତୁ ଭଲ ମଣିଷ ନୁହଁନ୍ତି ।
Thank you madam. God bless you.
ଏ କଥା ଆଗରୁ ନଵୀନ ଵାଵୁକୁଂ ଆଗରୁ ଵୁଝାଇଥିଲେ ଭଲ ହୋଇଥାନ୍ତା।
ସେହି ଲୋକଟି ନା ନେବାକୁ ଚାହୁଁନି, ଚକ୍ରାନ୍ତ କରି BJD DALAKU ଓ ନବୀନ ପଟ୍ଟନାୟକ ଆଗପଟୁ ଛୁରାମାରିଛି, JAYA JAGANNATH
ବହୁତ ଭଲ ହୋଇଛି ମ୍ୟାଡମ
ନବୀନ ପଟ୍ଟନାୟକ ବିଜେପି କୁ କ୍ଷମତା ହସନ୍ତାର କରିଛନ୍ତି
ଏବେ ସମସ୍ତଙ୍କୁ କହିବାର ଅଧିକାର, ଆଗରୁ କେହି କିଛି କହିପାରୁନଥିଲେ 👍
ମାଡାମ ତୋମେ ମାନେ ସବୁ ପାଣ୍ଡିଆନ ପଛରେ ଥିଲେ କାହିଁକି ନା ପାଣ୍ଡିଆନ କୁ ସମସ୍ତେ ଭୋୟ କରୁଥିଲୋ ଏବେ ବିଜେଡି ରେ ପାଣ୍ଡିଆନ ନାହିଁ ତେଣୁ ପାଣ୍ଡିଆନ ର ପୁରା କାହାଣୀ କହୁଛ
ଜୟ ଜଗନ୍ନାଥ ଆପଣ ସାହସର ସହିତ ଏବେ
କହୁଛନ୍ତି, କେବଳ ନବୀନ Sir ଙ୍କ ପାଇଁ।
Flattering to Nabin Patranaik but never blaming.
Pura perfect madam
Absolutely you are 100percent right god bless you
Pandian Sir, କହୁଛ, କ୍ୟା ବାତ୍ ହୈ?Boby Das ର ଯାଜପୁର ରେ reputation ବହୁତ୍ ଖରାପ, ମୋନାଲିସା ତୁମେ ଓକିଲ ହୋଇ ଠକି ଯାଇଛ। ତୁମେ ବି ଭକୁଆ , ପାଣ୍ଡୁ ସମସ୍ତଙ୍କୁ ପଛରୁ ମାରିଛି, ଏ ଯାଏ ପୋଡ଼ୁଛି ସମସ୍ତଙ୍କର। ତୁମ ମୁଁହ କୁ ଲାଜ ଭି ଲାଗୁନି
ନାଇଁ ମ ୟାଙ୍କର କିନ୍ତୁ ଆଗ ପଛ ଉଭୟ ଆଡ଼ୁ ମାରିଚି 😂
@@SubhenduBaliarsingh 🤣🤣🤣🤣🤣🤣🤣🤣
Wow!!!! Amazing. Heart touching massage to the people of odisha
ଧନ୍ୟବାଦ୍ ପୂର୍ବରୁ ନହେଲେ ନାହିଁ କମସେକମ୍ ବର୍ତ୍ତମାନ ସତ ଟା କହିପାରୁଛନ୍ତି। ଏଭଳି ସତ୍ୟ କଥା କୋୖଣସି ମିଡିଆ ବାଲା ,ସମୀକ୍ଷକ ଵା ଦଳୀୟ ନେତାମାନେ ମଧ୍ୟ କହିପାରି ନଥିଲେ । ଜଣେ ନିର୍ଭୀକ,ସତ୍ୟବାଦୀ ଭବିଷ୍ୟତର ନାରୀନେତ୍ରୀ ନିଶ୍ଚିତ ହୋଇପାରନ୍ତି।
Mam, good perception, thank u
Very very thanks to your opinion.
Why BJD all Senior Leader are Silent after seen all wrong things happen in BJD Govt.
ତୁ ଆଉ କଣ ଟା କରିଥିଲୁ କି ଅ ଏବେ ହାରିଲ ବୋଲି କହୁଛନା ଯଦି ଜିତିଥାନ୍ତ ଏଇ କଥା କହିଥାନ୍ତ କି
ଏମିତି କହିଲେ ଏକା BJP ରୁ ଆଉଥରେ ticket ହାତେଇବ ନାଁ 😂
Absolutely Right sis.
ପାଣ୍ଡୁ ଏବେ ବି ନବୀନ ନିବାସ ଜାଉଛି ସାବଧାନ ରୁହନ୍ତୁ
Very nice
Rightly said regarding Bikash
10:09 very nice talk namaskar
Very nice speech sister
So lively thoughts❤
ବିଜେଡି ରେ ସବୁ ନେତା ଛୁଆ ଥିଲେ ତୂଳା ରେ ଖୀର ପିଉ ଥିଲେ ତେଣୁ ପାଣ୍ଡିଆନ ଭାଙ୍ଗି ଦେଲା ପ୍ରଦିପ ପାଣିଗ୍ରାହୀ ଚାଲେଞ୍ କଲେ ଆଉ କିଏ କାହିଁକି ନୁହେଁ ପାଣ୍ଡିଆନ କିଛି ଭୂଲ କରିନି ଭୂଲ କରିଛ ନବିନ ଆଉ ତୁମେ ମାନେ ଅଲାଜୁକ ଭଳି ଭାଷଣ ଝାଡୁଚ
ଘୋଡା ଡିମ୍ବ କଥା କହୁଛୁ, Because BJD ଲୋକଙ୍କ କଥାକୁ ଶୁଣେନି
❤❤❤
True message to the people of Odisha ।
ଶାହା ସହିତ ହାତ ମିଳାଇ ତା ସହିତ ମୋଟା ଅଙ୍କର ଟଙ୍କା ପାଇ ଵିଜେଡି କୁ ହରେଇଲା ପାଡୁ
Thanks Monalisha Gantayat shared the information.
ଜୟ ଜଗନ୍ନାଥ ଜୟ ବିଜେଡି ଜୟ ନବୀନ
Very good